< Jean 21 >
1 Après ces choses, Jésus se révéla de nouveau aux disciples, sur la mer de Tibériade. Il se révéla ainsi.
୧ତାର୍ ପଚେ ଜିସୁ ନିଜେ ଆରି ତରେକ୍ ସିସ୍ମନ୍କେ ତିବିରିଆର୍ ଗାଡ୍ପାଲି ଦେକାଇଅଇଲା । ସେଟା ଏନ୍ତି ଅଇଲା ।
2 Simon Pierre, Thomas appelé Didyme, Nathanaël, de Cana en Galilée, les fils de Zébédée et deux autres de ses disciples étaient ensemble.
୨ଜିସୁର୍ କେତେଟା ସିସ୍ମନ୍ ଗଟେକ୍ ତେଇ ରୁଣ୍ଡିରଇଲାଇ । ସେମନ୍ ଅଇଲାଇନି, ସିମନ୍ ପିତର୍, ବିଦୁମ୍ ବଲି ଡାକ୍ବା ତମା ନାଉଁର୍ ସିସ୍, ଗାଲିଲି ଦେସର୍ କାନା ଗଡେ ରଇଲା ନିତନିଏଲ୍, ଜେବଦିର୍ ଦୁଇଟା ପିଲା ଜାକୁବ୍, ଜଅନ୍ ଆରି ବିନ୍ ଦୁଇଟା ସିସ୍ମନ୍ ।
3 Simon Pierre leur dit: « Je vais pêcher. » Ils lui dirent: « Nous aussi, nous venons avec toi. » Ils sortirent immédiatement et entrèrent dans la barque. Cette nuit-là, ils ne prirent rien.
୩ସିମନ୍ ପିତର୍ ସେମନ୍କେ “ମୁଇ ମାଚ୍ ଦାର୍ବାର୍ ଗାଲିନି ।” ବଲି କଇଲା । ସେମନ୍ ମିସା “ତର୍ ସଙ୍ଗ୍ ଆଇବୁ ।” ବଲି କଇଲାଇ । ଆରି ଡଙ୍ଗାଇ ଚଗି, ସେମନ୍ ଗୁଲାଇ ରାତି ଜାଲ୍ ମାର୍ଲାଇ, ମାତର୍ ମୁଲ୍କେ ଦାରତ୍ନାଇ ।
4 Mais, comme le jour était déjà venu, Jésus se tenait sur la plage; or les disciples ne savaient pas que c'était Jésus.
୪ଆର୍କର୍ ଦିନେ ଜୁଲ୍ପୁଲ୍ ଉଜଲେ ଜିସୁ ଗାଡ୍କଣ୍ଡି ଟିଆଅଇରଇଲା । ମାତର୍ ସିସ୍ମନ୍ ତାକେ ଜିସୁ ବଲି ଚିନି ନାପାର୍ଲାଇ ।
5 Jésus leur dit donc: « Enfants, avez-vous quelque chose à manger? » Ils lui ont répondu: « Non. »
୫ଜିସୁ ସେମନ୍କେ ପାଚାର୍ଲା, “ଏ ମଇତର୍ମନ୍ ତମେ ଜଡେକ୍ ମିସା ମାଚ୍ ଦାରାସ୍ ନାଇ କି?” ସେମନ୍ “ମୁଲ୍କେ ଦାରୁ ନାଇ ।” ବଲି କଇଲାଇ ।
6 Il leur dit: « Jetez le filet sur le côté droit de la barque, et vous en trouverez. » Ils le jetèrent donc, et maintenant ils ne purent le tirer pour la multitude des poissons.
୬ଜିସୁ ସେମନ୍କେ କଇଲା, “ଡଙ୍ଗାର୍ ଉଜାବାଟେ ଜାଲ୍ ମାରା, ତମେ ମାଚ୍ଦାର୍ସା ଆଲେ ।” ସେ କଇଲା ପାରା ଜାଲ୍ ପାକାଇଲାଇ ଜେ, ଏତର୍ ତାକର୍ ଜାଲେ ଏତେକ୍ ମାଚ୍ ଲାଗ୍ଲାଇଜେ, ସେମନ୍ ଜାଲ୍ ଜିକି ନାପାର୍ଲାଇ ।
7 Le disciple que Jésus aimait dit donc à Pierre: « C'est le Seigneur! » Lorsque Simon-Pierre entendit que c'était le Seigneur, il s'enveloppa de son manteau, car il était nu, et se jeta dans la mer.
୭ଜିସୁ ଜନ୍ ସିସ୍କେ ଆଲାଦ୍ କର୍ତେ ରଇଲା, ସେ ସିସ୍ ପିତର୍କେ କଇଲା, “ଏଦେ ଦେକା! ଏଟା ନିଜେ ଆମର୍ ମାପ୍ରୁ ସେ!” ପିତର୍ ଏଟା ମାପ୍ରୁ ଆକା ବଲି କଇଲାଟା ସୁନିକରି ବେଟି ସଙ୍ଗଇଲା ବସ୍ତର୍ ପିନ୍ଦି ଗାଡେ ଡେଗଇଦେଲା । କାଇକେ ବଇଲେ ସେ ମାଚ୍ ଦାର୍ବାବେଲେ, ଉପ୍ରେ ପିନ୍ଦ୍ଲା ବସ୍ତର୍ ବେଟି ସଙ୍ଗଇ ରଇଲା ।
8 Mais les autres disciples vinrent dans la petite barque (car ils n'étaient pas loin de la terre, mais à environ deux cents coudées), traînant le filet plein de poissons.
୮ଆରି ବାକି ସିସ୍ମନ୍ ମାଚ୍ ବର୍ତି ରଇଲା ଜାଲ୍ ଜିକିଜିକି ଡଙ୍ଗା କଣ୍ଡିତେଇ ଆନି ଲାଗାଇଲାଇ । ସେମନ୍ କଣ୍ଡିଅନି ଦୁଇସ ଆତ୍ ଦୁରିକେସେ ରଇଲାଇ ।
9 Lorsqu'ils arrivèrent sur la terre ferme, ils virent là un feu de charbons, avec du poisson et du pain posés dessus.
୯ସିସ୍ମନ୍ ଡଙ୍ଗାଇଅନି ଉତ୍ରିକରି ପଦାଇ କେଟ୍ଲାବେଲେ, ଜଇରଇଲା ଇଙ୍ଗ୍ରା ଉପ୍ରେ କେତେଟା ବାଜିଅଇଲା ମାଚ୍ ଆରି ରୁଟି ସଙ୍ଗଇଅଇ ରଇଲାଟା ଦେକ୍ଲାଇ ।
10 Jésus leur dit: « Apportez quelques-uns des poissons que vous venez de pêcher. »
୧୦ତାର୍ ପଚେ ଜିସୁ “ତମେ ଏବେ ଦାର୍ଲା କେତେଟା ମାଚ୍ ଆନା ।” ବଲି କଇଲା ।
11 Simon-Pierre monta et attira à terre le filet, plein de cent cinquante-trois gros poissons. Même s'il y en avait tant, le filet ne se déchira pas.
୧୧ସେଟାର୍ ପାଇ ସିମନ୍ ପିତର୍ ଜାଇ ମାଚ୍ ବର୍ତି ରଇଲା ଜାଲ୍ ପଦାପାଲିକେ ଜିକି ଆନ୍ଲା । ସେ ଜାଲେ ସଏ ପଚାସ୍ ତିନ୍ଟା ବଡ୍ବଡ୍ ମାଚ୍ ଲାଗି ରଇଲାଇ । ମାଚ୍ମନର୍ ଲାଗି ବେସି ବଜ୍ ରଇଲା ମିସା, ଜାଲ୍ ଚିଡେନାଇ ।
12 Jésus leur dit: « Venez prendre le petit déjeuner. » Aucun des disciples n'a osé lui demander: « Qui es-tu? », sachant que c'était le Seigneur.
୧୨ଜିସୁ ସେମନ୍କେ “ଆସା କାଆ!” ବଲି କଇଲା । ସିସ୍ମନର୍ ବିତ୍ରେଅନି କେ ମିସା ତୁଇ କେ? ବଲି ପାଚାର୍ବାକେ ସାଆସ୍ କରତ୍ ନାଇ । କାଇକେ ବଇଲେ ସେମନ୍ ସେ ମାପ୍ରୁ ବଲି ଜାନି ରଇଲାଇ ।
13 Alors Jésus s'approcha, prit le pain et le leur donna, ainsi que le poisson.
୧୩ଜିସୁ ତାକର୍ ଲଗେ ଜାଇ ରୁଟି ଆରି ମାଚ୍ ବାଟାକରିଦେଲା ।
14 C'est maintenant la troisième fois que Jésus se révèle à ses disciples après sa résurrection des morts.
୧୪ଜିସୁ ମରିକରି ଜିବନ୍ଅଇ, ସିସ୍ମନ୍କେ ଏଟା ସଙ୍ଗ୍ ମିସାଇ, ତିନ୍ତର୍ ଦେକାଇଅଇଲା ।
15 Après qu'ils eurent pris leur repas, Jésus dit à Simon-Pierre: « Simon, fils de Jonas, m'aimes-tu plus que ceux-ci? » Il lui dit: « Oui, Seigneur; tu sais que j'ai de l'affection pour toi. » Il lui dit: « Pais mes agneaux. »
୧୫ସେମନ୍ କାଇଲା ପଚେ ଜିସୁ ସିମନ୍ ପିତର୍କେ କଇଲା, “ଜଅନର୍ ପଅ ସିମନ୍, ତୁଇକାଇ ଏମନର୍ତେଇଅନି ମକେ ଅଦିକ୍ ଆଲାଦ୍ କଲୁସ୍ନି କି?” ପିତର୍ କଇଲା, “ଉଁ ମାପ୍ରୁ ମୁଇ ଆଲାଦ୍ କଲିନି ବଲି ତୁଇ ଜାନିଆଚୁସ୍ ।” ଜିସୁ ତାକେ “ତୁଇ ମର୍ ମେଣ୍ଡାମନ୍କେ ନିମାନ୍ କରି ଜତନ୍ କର୍ ।” ବଲି କଇଲା ।
16 Il lui dit une seconde fois: « Simon, fils de Jonas, m'aimes-tu? » Il lui dit: « Oui, Seigneur; tu sais que j'ai de l'affection pour toi. » Il lui dit: « Sers mes brebis. »
୧୬ତାର୍ ପଚେ ଜିସୁ ଆରି ତରେକ୍ ତାକେ ପାଚାର୍ଲା, “ଜଅନର୍ ପଅ ସିମନ୍, ତୁଇ କାଇ ମକେ ସତଇସେ ଆଲାଦ୍ କଲୁସ୍ନି କି?” ପିତର୍ କଇଲା, “ଉଁ ମାପ୍ରୁ ମୁଇ ତକେ ଆଲାଦ୍ କଲିନି ବଲି ତୁଇ ଜାନିଆଚୁସ୍ ।” ତାର୍ ପଚେ ଜିସୁ କଇଲା, “ସେନ୍ତାର୍ଆଲେ ମର୍ ମେଣ୍ଡାମନର୍ ଜତନ୍ କର୍ ।”
17 Il lui dit pour la troisième fois: « Simon, fils de Jonas, as-tu de l'affection pour moi? » Pierre fut affligé parce qu'il lui demanda pour la troisième fois: « As-tu de l'affection pour moi? » Il lui répondit: « Seigneur, tu sais tout. Tu sais que j'ai de l'affection pour toi. » Jésus lui dit: « Pais mes brebis.
୧୭ଜିସୁ ଦୁଇତର୍ ପାଚାରି ସାରି ଆରିତରେକ୍ ପାଚାର୍ଲା, “ଏ ଜଅନର୍ ପଅ ସିମନ୍ ତୁଇ ମକେ ଆଲାଦ୍ କଲୁସ୍ନି କି?” ଜିସୁ ତାକେ ତିନ୍ ତର୍ ଜାକ ଗଟେକ୍ କାତାସେ ପାଚାର୍ଲାଜେ ପିତର୍ ଦୁକ୍ ଅଇଗାଲା, ଆରି କଇଲା, “ଏ ମାପ୍ରୁ! ମୁଇ ଆଲାଦ୍ କଲିନି ବଲି ତୁଇ ସବୁ ଜାନିଆଚୁସ୍ ।” ଜିସୁ ପିତର୍କେ କଇଲା, “ତୁଇ ମର୍ ମେଣ୍ଡାମନ୍କେ ନିମାନ୍ କରି କୁଆଉ ।
18 En vérité, je te le dis, quand tu étais jeune, tu t'habillais toi-même et tu marchais où tu voulais. Mais quand vous serez vieux, vous étendrez vos mains, et un autre vous habillera et vous portera là où vous ne voulez pas aller. »
୧୮“ମୁଇ ତକେ ସତ୍ କାତା କଇଲିନି, ତୁଇ ଦାଙ୍ଗ୍ଡା ରଇଲାବେଲେ, ଚକା ପଚିଆ ପିନ୍ଦି କରି ଜେନେ ପାର୍ଲା ତେନେ ଜାଇତେ ରଇଲୁସ୍ । ମାତର୍ ଡକ୍ରା ଅଇଲେ ଆତ୍ ଟେକ୍ସୁ, ଆରି ବିନ୍ ଲକ୍ମନ୍ ତକେ ବାନ୍ଦି ଜନ୍ତି ଜିବାକେ ମନ୍ ନ ରଏ, ସେ ବାଟେସେ ତକେ ନେବାଇ ।”
19 Or, il disait cela pour signifier par quel genre de mort il glorifierait Dieu. Après avoir dit cela, il lui dit: « Suis-moi. »
୧୯ସେ କେନ୍ତାରି ଅଇ ମରିକରି ପର୍ମେସରର୍ ଡାକ୍ପୁଟା କର୍ସି, ସେଟା ଜାନାଇବାକେ ଜିସୁ ଏନ୍ତାରି କଇଲା । ଏନ୍ତି କଇ ସାରାଇ ସେ ପିତର୍କେ କଇଲା “ମର୍ ସଙ୍ଗ୍ ଆଉ ।”
20 Alors Pierre, se retournant, vit un disciple qui le suivait. C'était le disciple que Jésus aimait, celui qui s'était aussi appuyé sur la poitrine de Jésus au cours du repas et avait demandé: « Seigneur, qui va te trahir? »
୨୦ପିତର୍ ପାସ୍ଲିକରି ଜିସୁର୍ ଆଲାଦର୍ ବିନ୍ ସିସ୍କେ ଦେକ୍ଲା । ଜାକେ କି ଜିସୁ ବେସି ଆଲାଦ୍ କର୍ତେରଇଲା । ଜନ୍ ସିସ୍ କି ରାତିଆ କାଇଲାବେଲେ ଜିସୁର୍ ବୁକେ ଆଉଜି ଅଇକରି ପାଚାରିରଇଲା । “ମାପ୍ରୁ କେ ତମ୍କେ ବିସ୍ବାସେ ବିସ୍ ଦେଲାପାରା ସତ୍ରୁମନ୍କେ ସର୍ପି ଦେଇସି?”
21 Pierre, le voyant, dit à Jésus: « Seigneur, qu'en est-il de cet homme? »
୨୧ପିତର୍ ସେ ସିସ୍କେ ଦେକି ଜିସୁକେ ପାଚାର୍ଲା, “ଏ ମାପ୍ରୁ ଆର୍ ବିସଇ କାଇଟା ଅଇସି?”
22 Jésus lui dit: « Si je désire qu'il reste jusqu'à ce que je vienne, que t'importe? Tu me suis. »
୨୨ଜିସୁ ତାକେ କଇଲା, “ଏ ଦୁନିଆଇ ଆରି ତରେକ୍ ଆଇବା ଜାକ ସେ ବଁଚି କରି ରଅ ବଲି ମୁଇ ମନ୍ କଲିନି ବଇଲେ, ଏଟାର୍ପାଇ ତୁଇ କାଇକେ ଚିନ୍ତା କଲୁସ୍ନି? ତୁଇ ମର୍ ସଙ୍ଗ୍ ଆଉ ।”
23 Cette parole s'est donc répandue parmi les frères, selon laquelle ce disciple ne mourrait pas. Or Jésus ne lui a pas dit qu'il ne mourrait pas, mais: « Si je désire qu'il reste jusqu'à ce que je vienne, que t'importe? »
୨୩ତେବେ ଜିସୁ ଜନ୍ ସିସ୍କେ ଆଲାଦ୍ କର୍ତେ ରଇଲା, ସେ ନ ମରେ ବଲି କଇରଇଲା ବିସଇ ଗୁଲାଇ ବାଟର୍ ବିସ୍ବାସ୍ କର୍ବା ବାଇମନର୍ତେଇ କେଟ୍ଲା । ମାତର୍ ସେ ନ ମରେ ବଲି ଜିସୁ କଇ ନ ରଇଲା । ମୁଇ ଏ ଦୁନିଆଇ ଆରି ତରେକ୍ ଆଇବା ଜାକ ସେ ବଁଚିକରି ରଅ ବଲି ମୁଇ ଜଦି ମନ୍ କଲିନି ବଇଲେ, ଏଟାର୍ପାଇ ତୁଇ କାଇକେ ଚିନ୍ତା କଲୁସ୍ନି? ବଲି କଇରଇଲା ।
24 Voici le disciple qui rend témoignage de ces choses, et qui a écrit ces choses. Nous savons que son témoignage est vrai.
୨୪ସେ ସିସ୍ ଏ ସବୁ ବିସଇ କଇଲାଆଚେ, ଏ ସବୁଜାକ ସେ ଲେକି ମିସା ଆଚେ ଆରି ସେଟା ଆମେ ଜାନୁ । ସେ ଜାଇଟା କଇଲା ଆଚେ ସେଟା ସବୁ ସତ୍ସେ ।
25 Il y a aussi beaucoup d'autres choses que Jésus a faites, et si elles étaient toutes écrites, je suppose que le monde lui-même n'aurait pas de place pour les livres qui seraient écrits.
୨୫ଜିସୁ କରିରଇବା କାମ୍ମନ୍ ଆରି କେତେକ୍ କେତେକ୍ ଆଚେ, ମାତର୍ ମର୍ ବିଚାର୍ ଇସାବେ ସେ ସବୁଜାକ ଜଦି ଗଟେକ୍ ଲକ୍ ଲେକ୍ଲେ, ଜେତ୍କି ବଇ ଲେକା ଅଇସି, ସେଟାମନ୍ ସଙ୍ଗଇବାକେ ଟାନ୍ ନ ଅଏ ।