< 1 Chroniques 1 >
2 Kenan, Mahalalel, Jared,
କୟିନାନ, ମହଲଲେଲ, ଯେରଦ;
3 Enoch, Methuselah, Lamech,
ହନୋକ, ମଥୂଶେଲହ, ଲେମକ;
4 Noah, Shem, Ham et Japheth.
ନୋହ, ଶେମ, ହାମ ଓ ଯେଫତ୍।
5 Les fils de Japhet: Gomer, Magog, Madai, Javan, Tubal, Meshech et Tiras.
ଯେଫତ୍ର ସନ୍ତାନ ଗୋମର, ମାଗୋଗ୍, ମାଦୟ, ଯବନ, ତୁବଲ୍, ମେଶକ୍ ଓ ତୀରସ୍ ଥିଲେ।
6 Fils de Gomer: Ashkenaz, Diphath et Togarmah.
ପୁଣି, ଗୋମରର ସନ୍ତାନ ଅସ୍କିନସ୍, ଦୀଫତ୍ ଓ ତୋଗର୍ମା ଥିଲେ।
7 Fils de Javan: Élisée, Tarsis, Kittim et Rodanim.
ଆଉ, ଯବନର ସନ୍ତାନ ଇଲୀଶା, ତର୍ଶୀଶ, କିତ୍ତୀମ ଓ ରୋଦାନିମ୍ ଥିଲେ।
8 Les fils de Cham: Cush, Mizraïm, Put et Canaan.
ହାମର ସନ୍ତାନ କୂଶ, ମିସର, ପୂଟ୍ ଓ କିଣାନ ଥିଲେ।
9 Fils de Cush: Seba, Havilah, Sabta, Raama, Sabteca. Les fils de Raama: Saba et Dedan.
ପୁଣି, କୂଶର ସନ୍ତାନ ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା ଥିଲେ। ରୟମାର ସନ୍ତାନ ଶିବା ଓ ଦଦାନ।
10 Cush devint le père de Nimrod. Il commença à être puissant sur la terre.
ଆଉ, କୂଶ ନିମ୍ରୋଦ୍କୁ ଜାତ କଲା; ସେ ପୃଥିବୀରେ ପରାକ୍ରମୀ ହେବାକୁ ଲାଗିଲା।
11 Mizraïm engendra Ludim, Anamim, Lehabim, Naphtuhim,
ମିସର ଲୁଦୀୟ, ଅନାମୀୟ, ଲହାବୀୟ, ନପ୍ତୂହୀୟ,
12 Pathrusim, Casluhim (d'où sont venus les Philistins), et Caphtorim.
ପଥ୍ରୋଷୀୟ, ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନଙ୍କୁ ଜାତ କଲା।
13 Canaan engendra Sidon, son premier-né, Heth,
ପୁଣି, କିଣାନ ଆପଣା ପ୍ରଥମଜାତ ସୀଦୋନକୁ, ଏବଂ ହେତ୍କୁ ଜାତ କଲା;
14 le Jébusien, l'Amorite, le Girgashite,
ପୁଣି, ଯିବୂଷୀୟ, ଇମୋରୀୟ, ଗିର୍ଗାଶୀୟ,
15 le Hivite, l'Arkite, le Sinite,
ହିବ୍ବୀୟ, ଅର୍କୀୟ, ସିନୀୟ,
16 l'Arvadite, le Zemarite et le Hamathite.
ଅର୍ବଦୀୟ, ସମାରୀୟ ଓ ହମାତୀୟମାନଙ୍କୁ ଜାତ କଲା।
17 Fils de Sem: Élam, Asshur, Arpachshad, Lud, Aram, Uz, Hul, Gether et Meshech.
ଶେମର ସନ୍ତାନଗଣ; ଏଲମ୍, ଅଶୂର, ଅର୍ଫକ୍ଷଦ, ଲୁଦ୍, ଅରାମ, ଊଷ୍, ହୂଲ, ଗେଥର ଓ ମେଶକ୍।
18 Arpachshad engendra Shéla, et Shéla engendra Eber.
ପୁଣି, ଅର୍ଫକ୍ଷଦ ଶେଲହକୁ ଜାତ କଲା ଓ ଶେଲହ ଏବରକୁ ଜାତ କଲା।
19 A Eber naquirent deux fils: le nom de l'un était Péleg, car de son temps la terre fut divisée; et le nom de son frère était Joktan.
ପୁଣି, ଏବରର ଦୁଇ ପୁତ୍ର ଜାତ ହେଲେ; ଏକର ନାମ ପେଲଗ୍; କାରଣ ତାହାର ସମୟରେ ପୃଥିବୀ ବିଭକ୍ତ ହେଲା ଓ ତାହାର ଭ୍ରାତାର ନାମ ଯକ୍ତନ୍।
20 Joktan engendra Almodad, Sheleph, Hazarmaveth, Jerah,
ପୁଣି, ଯକ୍ତନ୍ ଅଲ୍ମୋଦଦ, ଶେଲଫ୍, ହତ୍ସର୍ମାବତ୍, ଯେରହ,
23 Ophir, Havilah et Jobab. Tous ceux-là étaient fils de Joktan.
ଓଫୀର, ହବୀଲା ଓ ଯୋବବ୍କୁ ଜାତ କଲା। ଏମାନେ ଯକ୍ତନ୍ର ସନ୍ତାନ।
24 Sem, Arpachshad, Shelah,
ଶେମ, ଅର୍ଫକ୍ଷଦ, ଶେଲହ;
27 Abram (appelé aussi Abraham).
ଅବ୍ରାମ, ଅର୍ଥାତ୍ ଅବ୍ରହାମ।
28 Fils d'Abraham: Isaac et Ismaël.
ଅବ୍ରହାମଙ୍କର ପୁତ୍ର ଇସ୍ହାକ ଓ ଇଶ୍ମାୟେଲ।
29 Voici leurs générations: le premier-né d'Ismaël, Nebaioth; puis Kedar, Adbeel, Mibsam,
ଏମାନଙ୍କର ବଂଶାବଳୀ ଏହି; ଇଶ୍ମାୟେଲର ପ୍ରଥମଜାତ ନବାୟୋତ୍; ତହିଁ ଉତ୍ତାରେ କେଦାର, ଅଦ୍ବେଲ, ମିବ୍ସମ୍, ମିଶ୍ମା ଓ ଦୂମା, ମସା;
30 Mishma, Dumah, Massa, Hadad, Tema,
ହଦଦ୍ ଓ ତେମା, ଯିଟୁର, ନାଫୀଶ୍ ଓ କେଦମା;
31 Jetur, Naphish et Kedemah. Ce sont les fils d'Ismaël.
ଏମାନେ ଇଶ୍ମାୟେଲର ସନ୍ତାନ ଥିଲେ।
32 Fils de Ketura, concubine d'Abraham: elle enfanta Zimran, Jokshan, Medan, Midian, Ishbak et Shuah. Fils de Jokshan: Saba et Dedan.
ଅବ୍ରହାମଙ୍କର ଉପପତ୍ନୀ କଟୂରାର ସନ୍ତାନଗଣ ଏହି; ସେ ସିମ୍ରନ୍, ଯକ୍ଷନ୍, ମଦାନ୍, ମିଦୀୟନ, ଯିଶ୍ବକ ଓ ଶୂହକୁ ଜାତ କଲା। ଆଉ ଯକ୍ଷନ୍ର ସନ୍ତାନ ଶିବା ଓ ଦଦାନ।
33 Fils de Madian: Epha, Epher, Hanoch, Abida et Eldaah. Tous ceux-là étaient les fils de Ketura.
ଆଉ ମିଦୀୟନର ସନ୍ତାନ ଐଫା, ଏଫର, ହନୋକ, ଅବୀଦ ଓ ଇଲଦାୟା, ଏସମସ୍ତେ କଟୂରାର ସନ୍ତାନ।
34 Abraham devient le père d'Isaac. Les fils d'Isaac: Ésaü et Israël.
ପୁଣି, ଅବ୍ରହାମ ଇସ୍ହାକକୁ ଜାତ କଲେ। ସେହି ଇସ୍ହାକର ପୁତ୍ର ଏଷୌ ଓ ଇସ୍ରାଏଲ।
35 Fils d'Ésaü: Éliphaz, Réuel, Jeush, Jalam et Koré.
ଏଷୌର ସନ୍ତାନ ଇଲୀଫସ୍, ରୁୟେଲ ଓ ଯିୟୂଶ୍ ଓ ଯାଲମ୍ ଓ କୋରହ।
36 Fils d'Éliphaz: Théman, Omar, Zephi, Gatam, Kenaz, Timna et Amalek.
ଇଲୀଫସ୍ର ପୁତ୍ର ତୈମନ୍ ଓ ଓମାର୍, ସଫୀ ଓ ଗୟିତମ୍, କନସ୍ ଓ ତିମ୍ନା ଓ ଅମାଲେକ।
37 Fils de Réuel: Nahath, Zérah, Shamma et Mizzah.
ରୁୟେଲର ସନ୍ତାନ ନହତ୍, ସେରହ, ଶମ୍ମ ଓ ମିସା।
38 Fils de Séir: Lotan, Shobal, Zibeon, Anah, Dishon, Ezer et Dishan.
ଆଉ ସେୟୀରର ସନ୍ତାନ ଲୋଟନ୍, ଶୋବଲ୍, ସିବୀୟୋନ୍, ଅନା, ଦିଶୋନ୍, ଏତ୍ସର ଓ ଦୀଶନ୍।
39 Fils de Lotan: Hori et Homam; et Timna était la sœur de Lotan.
ଲୋଟନ୍ର ସନ୍ତାନ ହୋରି, ହୋମମ୍ ଓ ତିମ୍ନା ଲୋଟନ୍ର ଭଗିନୀ ଥିଲା।
40 Fils de Shobal: Alian, Manahath, Ebal, Shephi et Onam. Les fils de Zibeon: Aiah et Anah.
ଶୋବଲ୍ର ସନ୍ତାନ ଅଲୀୟନ୍, ମାନହତ୍, ଏବଲ୍, ଶଫୀ ଓ ଓନମ୍। ଆଉ ସିବୀୟୋନ୍ର ପୁତ୍ର ଅୟା ଓ ଅନା।
41 Fils d'Ana: Dishon. Fils de Dishon: Hamran, Eshban, Ithran et Cheran.
ଅନାର ପୁତ୍ର ଦିଶୋନ୍। ଆଉ ଦିଶୋନ୍ର ପୁତ୍ର ହମ୍ରଣ, ଇଶବନ୍, ଯିତ୍ରନ୍ ଓ କରାନ୍।
42 Fils d'Ézer: Bilhan, Zaavan et Jaakan. Fils de Dishan: Uz et Aran.
ଏତ୍ସରର ପୁତ୍ର ବିଲ୍ହନ୍ ଓ ସାବନ୍, ଯାକନ୍। ଦୀଶନ୍ର ପୁତ୍ର ଊଷ୍ ଓ ଅରାନ୍।
43 Voici les rois qui régnèrent dans le pays d'Édom, avant qu'aucun roi ne régnât sur les enfants d'Israël: Béla, fils de Béor; le nom de sa ville était Dinhaba.
ଇସ୍ରାଏଲ-ସନ୍ତାନଗଣ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବେ ଏହିସବୁ ରାଜା ଇଦୋମ ଦେଶରେ ରାଜତ୍ୱ କରିଥିଲେ; ବିୟୋରର ପୁତ୍ର ବେଲା; ତାଙ୍କର ନଗରର ନାମ ଦିନ୍ହାବା ଥିଲା।
44 Béla mourut; et Jobab, fils de Zérach, de Botsra, régna à sa place.
ଯେତେବେଳେ ବେଲାଙ୍କ ମୃତ୍ୟୁୁ ହେଲା, ଆଉ ବେଲାଙ୍କ ମୃତ୍ୟୁୁ ହୁଅନ୍ତେ ତହୁଁ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍ ତାଙ୍କର ପଦରେ ରାଜ୍ୟ କଲେ।
45 Jobab mourut. Husham, du pays des Thémanites, régna à sa place.
ଆଉ ଯୋବବ୍ ମରନ୍ତେ, ତୈମନ୍ ଦେଶୀୟ ହୂଶମ୍ ତାଙ୍କର ପଦରେ ରାଜ୍ୟ କଲେ।
46 Husham mourut; et Hadad, fils de Bedad, qui avait battu Madian dans le champ de Moab, régna à sa place; et le nom de sa ville était Avith.
ପୁଣି, ହୂଶମ୍ ମଲା ଉତ୍ତାରେ ବଦଦର ପୁତ୍ର ଯେଉଁ ହଦଦ୍ ମୋୟାବ-ପଦାରେ ମିଦୀୟନକୁ ପରାସ୍ତ କରିଥିଲେ, ସେ ତାଙ୍କ ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ଅବୀତ୍ ଥିଲା।
47 Hadad mourut. Samla, de Masréka, régna à sa place.
ଆଉ ହଦଦ୍ ମରନ୍ତେ, ମସ୍ରେକା ନିବାସୀ ସମ୍ଳ ତାଙ୍କର ପଦରେ ରାଜ୍ୟ କଲେ।
48 Samla mourut; et Shaoul, de Rehoboth, près du fleuve, régna à sa place.
ପୁଣି, ସମ୍ଳ ମରନ୍ତେ, (ଫରାତ୍) ନଦୀ ନିକଟସ୍ଥ ରହୋବୋତ୍ ନିବାସୀ ଶୌଲ ତାଙ୍କର ପଦରେ ରାଜ୍ୟ କଲେ।
49 Shaoul mourut. Baal Hanan, fils d'Acbor, régna à sa place.
ପୁଣି, ଶୌଲ ମଲା ଉତ୍ତାରେ ଅକ୍ବୋରର ପୁତ୍ର ବାଲ୍ହାନନ୍ ତାଙ୍କର ପଦରେ ରାଜ୍ୟ କଲେ।
50 Baal Hanan mourut et Hadad régna à sa place; le nom de sa ville était Pai. Sa femme s'appelait Mehetabel, fille de Matred, fille de Mezahab.
ଆଉ ବାଲ୍ହାନନ୍ ମରନ୍ତେ, ହଦଦ୍ ତାଙ୍କର ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ପାଉ ଓ ତାଙ୍କର ଭାର୍ଯ୍ୟାଙ୍କ ନାମ ମହେଟବେଲ, ସେ ମେଷାହବର ପୌତ୍ରୀ ମଟ୍ରେଦର କନ୍ୟା ଥିଲେ।
51 Et Hadad mourut. Les chefs d'Édom étaient: le chef Timna, le chef Aliah, le chef Jetheth,
ଏଥିଉତ୍ତାରେ ହଦଦ୍ ମଲେ। ଏମାନେ ଇଦୋମର ରାଜା ଥିଲେ, ଯଥା, ରାଜା ତିମ୍ନା, ରାଜା ଅଲୀୟା, ରାଜା ଯିଥେତ୍,
52 le chef Oholibamah, le chef Éla, le chef Pinon,
ରାଜା ଅହଲୀବାମା, ରାଜା ଏଲା, ରାଜା ପୀନୋନ୍;
53 le chef Kenaz, le chef Teman, le chef Mibzar,
ରାଜା କନସ୍, ରାଜା ତୈମନ୍, ରାଜା ମିବ୍ସର୍;
54 le chef Magdiel et le chef Iram. Ce sont les chefs d'Édom.
ରାଜା ମଗ୍ଦୀୟେଲ, ରାଜା ଈରମ୍। ଏମାନେ ଇଦୋମର ରାଜା ଥିଲେ।