< Jakobus 1 >
1 Jakobus, een dienstknecht van God en van den Heere Jezus Christus, aan de twaalf stammen die in de verstrooiing zijn: zaligheid!
ମୁୟ୍ଁ ଜାକୁବ ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଗତିଦଃଙ୍ଗ୍ଳା ହୁର୍ତି ସଃରା ଜଃତ୍କଃତ୍ ଅୟ୍ରିଲା ଇସ୍ୱରାର୍ ବାରଗଟ୍ ବଃଉଁସାର୍ ଲକ୍ମଃନ୍କେ ଜୁଆର୍ ଜାଣାୟ୍କଃରି ଇ ଚିଟି ଲେକୁଲେ ।
2 Acht het voor enkel vreugde, mijn broeders, als gij rondom in menigvuldige bekoringen komt,
ଏ ମର୍ ବାୟ୍ବେଣିମଃନ୍, ତୁମିମଃନ୍ ଜଃଡେବଃଳ୍ ବିନ୍ବିନ୍ ରଃକମାର୍ ପରିକ୍ୟାୟ୍ ହଃଳାସ୍, ସଃଡେବଃଳ୍ ସେରି ବଃଡେ ବାୟ୍ଗାର୍ କଃତା ବଃଲି ମଃନେ ବାବା ।
3 wetende dat de beproeving van uw geloof volharding uitwerkt.
କାୟ୍ତାକ୍ବଃଲେକ୍ ଇରଃକମ୍ ଦୁକ୍ କଃସ୍ଟ୍ ହାୟ୍ଲା ବଃଳ୍ ବିସ୍ୱାସେ ତିର୍ ଅୟ୍ ରିଲେକ୍ ସଃମ୍ବାଳ୍ତାର୍ ସଃକ୍ତି ବାଡେଦ୍, ଇରି ତ ଜାଣି ଆଚାସ୍ ।
4 Doch de volharding moet een volkomen werk hebben; opdat gij volmaakt moogt zijn en volkomen, in geen ding gebrekkig.
ଆର୍ ତୁମିମଃନ୍ ଜଃନ୍କଃରି କୁୟ୍ କଃତାୟ୍ ହେଁ ଉଣା ନୟ୍ ଆର୍ ହୁର୍ନ୍ ଅଃଉଆସ୍, ଇତାର୍ ଗିନେ ତୁମିମଃନ୍ ସେସ୍ ହଃତେକ୍ ସଃମ୍ବାଳି ରିଆ ।
5 Doch als iemand van ulieden wijsheid noodig heeft, die moge ze begeeren van dien God, die aan een iegelijk mildelijk geeft en niet verwijt, en zij zal hem gegeven worden.
ମଃତର୍ ତୁମିମଃନାର୍ ବିତ୍ରେ ଜଦି କାର୍ ଗ୍ୟାନ୍ ଉଣା ରଃୟ୍ଦ୍, ତଃବେ ଜୁୟ୍ ଇସ୍ୱର୍ ଦଃସ୍ ନଃଦେରି ମେଲା ଆତେ ସଃବ୍କେ ଦାନ୍ କଃରେଦ୍, ତାର୍ ଚଃମେ ସେ ପାର୍ତ୍ନା କଃର, ତଃବେ ତାକ୍ ଦିଆ ଅୟ୍ଦ୍ ।
6 Doch hij moet ze in geloof begeeren, niets betwijfelende, want de twijfelaar is gelijk aan een golf der zee die door den wind wordt gedreven en op en neer geslingerd.
ମଃତର୍ ସେ ପାର୍ତ୍ନା କଃର୍ତା ବଃଳ୍ କାୟ୍ରି ହେଁ ଅଃହ୍ରାତ୍ ନଃକେରି ବିସ୍ୱାସ୍ ସଃଙ୍ଗ୍ ପାର୍ତ୍ନା କଃର, କାୟ୍ତାକ୍ବଃଲେକ୍ ଜେ ଅଃହ୍ରାତ୍ କଃରେଦ୍, ସେ ବାଉଏ ଏଣେ ତେଣେ ଅଃଉତା ସଃମ୍ନ୍ଦାର୍ ଉଲାଳ୍ ହର୍ ।
7 Want zulk een mensch moet niet denken dat hij iets zal ontvangen van den Heer;
ସେରଃକମ୍ ଲକ୍ ମାପ୍ରୁର୍ ତଃୟ୍ହୁଣି କାୟ୍ରି ହାୟ୍ନ୍ଦ୍ ବଃଲି ମଃନେ କଃର ନାୟ୍ ।
8 een dubbelhartig man, onstandvastig in al zijn wegen!
ସେ ତ ଦୁୟ୍ମଃନ୍ୟା ଲକ୍, ଅଃହ୍ଣାର୍ ସଃବୁ ରଃକମାର୍ ବିସୟେ ତିର୍ ଅୟ୍ ନଃରେୟ୍ ।
9 Maar de broeder die gering van staat is moet roemen in zijn hoogheid,
ଅଃର୍କିତ୍ କ୍ରିସ୍ଟବିସ୍ୱାସି ବାୟ୍ବେଣିକେ ଇସ୍ୱର୍ ଉଟାୟ୍ଲେକ୍ ଗଃର୍ବ୍ କଃର,
10 en de rijke in zijn geringheid, want als een bloem des velds zal hij voorbijgaan.
କ୍ରିସ୍ଟିଆନ୍ ମାଜନ୍ ଜଃଡେବଃଳ୍ ତଃଳେ ହଃଳେଦ୍ ସଃଡେବଃଳ୍ ସେ ଗଃର୍ବ୍ କଃର । କାୟ୍ତାକ୍ବଃଲେକ୍ ରଃନାର୍ ହୁଲ୍ ହର୍ ସେ ଜଃଳି ଜାୟ୍ଦ୍ ।
11 Want de zon gaat op met haar hitte en het gras verdroogt, en zijn bloem valt af, en de schoonheid van haar gedaante gaat voorbij; alzoo ook zal de rijke in zijn wegen verdorren.
ବେଳ୍ ଉଦି ଜଃବର୍ କଃରା କଃଲେକ୍ ରଃନ୍ ଜଃନ୍କଃରି ସୁକି ଜାୟ୍ଦ୍ ଆର୍ ତାର୍ ହୁଲ୍ ଜଃଳି ଜାୟ୍ଦ୍, ଆରେକ୍ ତାର୍ ସୁନ୍ଦୁର୍ ରୁହ୍ ନଃସ୍ଟ୍ ଅୟ୍ଦ୍; ସେବାନ୍ୟା ଦଃନି ଲକ୍ ହେଁ ଅଃହ୍ଣାର୍ ସଃବୁ ବାଟ୍ କମ୍ଜି ଜାୟ୍ଦ୍ ।
12 Zalig de man die bekoring doorstaat, want beproefd zijnde zal hij de kroon des levens bekomen, die God beloofd heeft aan degenen die Hem beminnen.
ଜୁୟ୍ ଲକ୍ ପରିକ୍ୟା ସଃମ୍ବାଳେଦ୍, ତାର୍ ବାୟ୍ଗ୍, କାୟ୍ତାକ୍ବଃଲେକ୍ ମାପ୍ରୁ ଅଃହ୍ଣାର୍ ଲକ୍ମଃନ୍କେ ଜୁୟ୍ ଜିବନ୍ ମୁକୁଟ୍ ଦେଉଁକେ ସଃୟ୍ତ୍ କଃରିଆଚେ, ଜେ ଇସ୍ୱରାର୍ ଲାଡାର୍ ପରିକ୍ୟା ସିଦ୍ ଅୟ୍ଲା ହଃଚେ ସେ ଲକ୍ ଜିବନ୍ ମୁକୁଟ୍ ହାୟ୍ଦ୍ ।
13 Niemand, die in bekoring is, moge zeggen dat hij van God wordt bekoord, want God kan niet worden bekoord door het kwade en Hij zelf bekoort niemand.
କେ ପରିକ୍ୟାୟ୍ ହଃଳ୍ଲେକ୍, “ମର୍ ଇ ପରିକ୍ୟା ଇସ୍ୱର୍ ତଃୟ୍ହୁଣି ଅଃଉଁଲି,” ବଃଲି କଃଉଅ ନାୟ୍, କାୟ୍ତାକ୍ବଃଲେକ୍ ଇସ୍ୱର୍ କଃରାବ୍ ତଃୟ୍ ପରିକ୍ୟା କଃରାୟ୍ ଅଃଉଁ ନାହାରେ, ଆର୍ ସେ ନିଜେ କାକେ ପରିକ୍ୟା ନଃକେରେ ।
14 Maar iedereen wordt bekoord als hij van zijn eigen begeerlijkheden wordt vervoerd en verlokt.
ମଃତର୍ ମାନାୟ୍ ଅଃହ୍ଣାର୍ କଃରାବ୍ ଇଚା ତଃଳେ ହଃଳି ଆର୍ ଆସା ଅୟ୍ ପରିକ୍ୟାୟ୍ ହଃଳ୍ତି ।
15 Daarna, als de begeerlijkheid bevrucht is, baart zij zonde, en de zonde, als zij voldragen is, brengt den dood voort.
ତାର୍ହଃଚେ ସେ କଃରାବ୍ ଇଚା ଆଙ୍ଗେ ଅୟ୍କଃରି ହାହ୍କେ ଜଃଲମ୍ କଃରେଦ୍, ଆରେକ୍ ହାହ୍ ବାଡିକଃରି ହୁର୍ନ୍ ଅୟ୍ ମଃର୍ନ୍ ଗଃଟାୟ୍ଦ୍ ।
16 Doolt niet, mijn beminde broeders!
ଏ ମର୍ ଲାଡାର୍ ବାୟ୍ବେଣିମଃନ୍, ଉଲୁ ଅଃଉଆ ନାୟ୍ ।
17 Alle goede gifte en alle volkomen gave is van boven afdalende, van den Vader der lichten, bij wien niet de minste verandering is, of schijn van verwisseling.
ସଃବୁ ନିକ ଦାନ୍ ଆର୍ ସଃବୁ ନିକ ବର୍ ସଃର୍ଗାର୍ ଉବାର୍ ତଃୟ୍ହୁଣି ଆସେଦ୍, ସେ ଅଃଗାସାର୍ ସଃବୁ ଉଜାଳ୍ମଃନ୍ ବେଳ୍, ଜଃନ୍, ତାରାମଃନ୍କେ ହାଜିଆଚେ ସେ ସଃବୁବଃଳ୍ ସଃମାନ୍ ରଃୟ୍ଦ୍ ।
18 Door zijn wil heeft Hij ons voortgebracht door het woord der waarheid, om ons te doen zijn de eerstelingen van zijn schepselen.
ସଃବୁ ଜଃଗତ୍ ବିତ୍ରେ ଅଃମି ଜଃନ୍କଃରି ହଃର୍ତୁ ଟାଣ୍ ହାଉଁନ୍ଦ୍ ଇତାର୍ ଗିନେ ସେ ନିଜାର୍ ଇଚାୟ୍ ସଃତ୍ ବଚନେ ଅଃମିମଃନ୍କ୍ ତିଆର୍ କଃଲା ।
19 Gij weet dit, mijn beminde broeders! Maar ieder mensch zij vlijtig om te hooren, traag om te spreken, traag tot gramschap.
ଏ ମର୍ ଲାଡାର୍ ବାୟ୍ବେଣିମଃନ୍, ତୁମିମଃନ୍ ଇରି ଜାଣି ଆଚାସ୍ । ହଃତି ଲକ୍ ସୁଣୁକେ ଚଃଚଲ୍ ଅଃଉଆ, କଃତା କଃଉଁକେ ଦିର୍ ଆର୍ ରିସା ଅଃଉଁକେ ଦିର୍ ଅଃଉଆ ।
20 Want de gramschap eens mans werkt niet uit wat voor God rechtvaardig is.
କାୟ୍ତାକ୍ବଃଲେକ୍ ମାନାୟ୍ର୍ ରିସା ଇସ୍ୱର୍ ମଃନ୍ କଃର୍ତା ଦଃର୍ମ୍ କାମ୍ ହୁରୁଣ୍ ନଃକେରେ ।
21 Daarom, alle onreinheid en overvloed van kwaadheid afleggende, ontvangt in zachtmoedigheid het ingeplante woord dat uw zielen kan behouden.
ତଃବେ ତୁମିମଃନ୍ ସଃବୁ ରଃକମାର୍ କଃରାବ୍ ଅବ୍ୟାସ୍ ଆର୍ ଦୁସ୍ଟ୍ କାମ୍ ଚାଡି, ଇସ୍ୱରାର୍ ତଃୟ୍ ନିଜ୍କେ ସଃହ୍ରି ଦିଆସ୍ ଆର୍ ତୁମାର୍ ମଃନ୍ବିତ୍ରେ ସେ ଜୁୟ୍ ବାକ୍ୟ ବୁଣି ଆଚେ ଆର୍ ଜୁୟ୍ରି ତୁମିମଃନାର୍ ଆତ୍ମାକ୍ ମୁକ୍ଳାଉଁକ୍ ହାରେଦ୍ ସେରି ଦଃରିରିଆ ।
22 En wordt daders des woords, en niet alleen hoorders die zich zelven misleiden.
ମଃତର୍ ଅଃବ୍କା ସୁଣିକଃରି ଅଃହ୍ଣା ଅଃହ୍ଣାକ୍ ନଃଜେଟି ମାପ୍ରୁର୍ ବାକ୍ୟ ହଃର୍କାରେ କାମ୍ କଃରା ।
23 Want als iemand een hoorder des woords is, en niet een dader, dan is hij gelijk aan een man die zijn natuurlijk aangezicht ziet in een spiegel;
କାୟ୍ତାକ୍ବଃଲେକ୍ ଜଦି କେ ମାପ୍ରୁର୍ କଃତା ହଃର୍କାରେ କାମ୍ ନଃକେରି ଅଃବ୍କା ସୁଣି ସୁଣି ରଃୟ୍ଦ୍, ତଃବେ ସେ ଦଃର୍ହାଣେ ଅଃହ୍ଣାର୍ ମୁଉଁକେ ଦଃକ୍ତା ମାନାୟ୍ ହର୍ ।
24 want hij heeft zich zelven gezien en is weggegaan, en terstond heeft hij verbeten hoe hij was.
ତଃବେ ସେ ଅଃହ୍ଣାକ୍ ଦଃକ୍ଲା ହଃଚେ ବାରାୟ୍ ଜାୟ୍ ସେ କଃନ୍କା ଲକ୍, ସେରି ସେଦାହ୍ରେ ହାସ୍ରି ଜାୟ୍ଦ୍ ।
25 Doch die ziet op de volmaakte wet, die van de vrijheid, en daarbij blijft, geen vergetelijk hoorder zijnde maar een dader des werks, deze zal zalig zijn in zijn handeling.
ମଃତର୍ ନଃର୍ମଃନାର୍ ମୁକ୍ତି ହାୟ୍ଁ ଗଟେକ୍ ହୁର୍ନ୍ ବିଦି ଆଚେ । ଜୁୟ୍ଲକ୍ ସେରି ସୁଣିକଃରି ହାସ୍ରି ନଃଜାୟ୍ ଆର୍ ସେ ବିଦିକେ ମଃନ୍ହଃରାଣ୍ ଦଃୟ୍ ନିଜାର୍ ଜିବନେ ମାନେଦ୍, ତାର୍ ସଃବୁ କାମ୍କେ ଇସ୍ୱର୍ ଆସିର୍ବାଦ୍ କଃରେଦ୍ ।
26 Als iemand meent godsdienstig te zijn, terwijl hij zijn tong niet bedwingt maar zijn hart misleidt, dan is de godsdienst van dezen ledig.
ଜଦି କେ ଅଃହ୍ଣାକ୍ ଦଃର୍ମିଲକ୍ ବଃଲି ମଃନେ ବାବେଦ୍, ଆର୍ ନିଜାର୍ ଜିବ୍କେ ଆୟ୍ତ୍ ନଃକେରେ ସେ ନିଜ୍କେ ଟକୁଲା ତାର୍ ଦଃର୍ମ୍ କାମ୍ ସଃବୁ ହଲ୍ୟା ।
27 Zuivere en onbevlekte godsdienst bij God en den Vader is deze: weezen en weduwen in hun verdrukking te bezoeken, zich zelven onbesmet te bewaren van de wereld.
ଟୁରାହିଲା ଆର୍ ରାଣ୍ଡିମଃନ୍କେ ସେମଃନାର୍ ଦୁକାର୍ ବେଳାୟ୍ ଜଃତୁନ୍ ନେତାର୍ ଆରେକ୍ ଜଃଗତେ ହୁଣି ଅଃହ୍ଣାକ୍ ନିର୍ଦସି କଃରି ରଃକ୍ୟା କଃର୍ତାର୍, ଇରି ଅଃମାର୍ ଇସ୍ୱର୍ ଆର୍ ଉବାର୍ ଚଃମେ ନିକ ଆର୍ ନିର୍ମୁଳ୍ ଦଃର୍ମ୍କାମ୍ ।