< Johano 11 >
1 Kaj estis unu malsanulo, nomata Lazaro, el Betania, la vilaĝo de Maria kaj ŝia fratino Marta.
୧ବେତ୍ନିଆ ଗଡେ ଲାଜାର୍ ନାଉଁର୍ ଗଟେକ୍ ଲକ୍କେ ଜର୍ ଅଇରଇଲା । ମରିୟମ୍ ଆରି ତାର୍ ବଇନି ମାର୍ତା ସେ ଗାଏଁ ରଇଲାଇ ।
2 Tiu Maria, kies frato Lazaro estis malsana, estis tiu sama, kiu ŝmiris la Sinjoron per ŝmiraĵo kaj viŝis liajn piedojn per siaj haroj.
୨ଏ ମରିୟମ୍ ଅଇଲାନି, ଜନ୍ ମାଇଜି କି ବେସି ଦାମ୍ଦେବା ବାସ୍ନା ଚିକନ୍ ଜିସୁର୍ ପାଦେ ରକଇକରି ତାର୍ ଚେଣ୍ଡିସଙ୍ଗ୍ ପୁଚିଦେଇରଇଲା । ତାର୍ ବାଇ ଲାଜାର୍କେ ଆକା ଜର୍ ଅଇରଇଲା ।
3 La fratinoj do sendis al li, dirante: Sinjoro, jen tiu, kiun vi amas, estas malsana.
୩ସେଟାର୍ପାଇ ତାର୍ ବଇନିମନ୍ ଜିସୁର୍ ଲଗେ କବର୍ ପାଟାଇଲାଇ, “ମାପ୍ରୁ ତମେ ଜାକେ ଆଲାଦ୍ କଲାସ୍ନି, ସେ ବେସି ଜର୍ ଅଇଲାଆଚେ ।”
4 Sed Jesuo, aŭdinte tion, diris: Ĉi tiu malsano estas ne por la morto, sed por la gloro de Dio, por ke la Filo de Dio estu per ĝi glorata.
୪ମାତର୍ ଜିସୁ ଏ କାତା ସୁନିକରି କଇଲା, “ଏ ଜର୍ ମର୍ବାପାଇ ଅଏ ନାଇ, ମାତର୍ ପର୍ମେସରର୍ ମଇମାର୍ ପାଇ । ସେଟାର୍ ଲାଗି, ତାର୍ ପଅ, ମୁଇ ମିସା ମଇମା ପାଇବି ।”
5 Kaj Jesuo amis Martan kaj ŝian fratinon kaj Lazaron.
୫ଜିସୁ, ମାର୍ତା, ତାର୍ ବଇନି ଆରି ଲାଜାର୍କେ ବେସି ଆଲାଦ୍ କର୍ତେରଇଲା ।
6 Kaj kiam li sciiĝis, ke tiu estas malsana, li restis ankoraŭ du tagojn en la loko, kie li estis.
୬ସେଟାର୍ପାଇ ଲାଜାର୍ ନିକ ନ ରଇବା କବର୍ ପାଇ ଜିସୁ ଜନ୍ ଜାଗାଇ ରଇଲା, ସେ ଜାଗାଇ ଆରି ଦୁଇଦିନ୍ ରଇଲା ।
7 Poste li diris al la disĉiploj: Ni iru returne en Judujon.
୭ତାର୍ ପଚେ ସେ ସିସ୍ମନ୍କେ କଇଲା, “ଆସା, ଆମେ ଆରିତରେକ୍ ଜିଉଦା ଦେସେ ବାଉଡି ଜୁ ।”
8 La disĉiploj diris al li: Rabeno, la Judoj ĵus celis ŝtonmortigi vin; kaj ĉu vi denove iras tien?
୮ସିସ୍ମନ୍ ତାକେ କଇଲାଇ, “ଏ ଗୁରୁ, ତମ୍କେତା କେତେ ଦିନ୍ ଆଗେ, ଲକ୍ମନ୍ ପାକ୍ନା ସଙ୍ଗ୍ ମାର୍ବାକେ ଚେସ୍ଟା କର୍ତେରଇଲାଇ, ତମେ ଆରିତରେକ୍ ତେଇ ଜିବାକେ ମନ୍ କଲାସ୍ନି କି?”
9 Jesuo respondis: Ĉu ne estas dek du horoj en la tago? Se iu iras dum la tago, li ne faletas, ĉar li vidas la lumon de ĉi tiu mondo.
୯ଜିସୁ କଇଲା “ଗଟେକ୍ ଦିନେ କାଇ ବାର ଗଁଟା ଉଜଲ୍ ନ ରଏ କି? ଜନ୍ ଲକ୍ମନ୍ ଦିନ୍ବେଲାର୍ ଉଜ୍ଲେ ରଇବାଇ, ସେମନ୍ ଜଟିଆଇ ନ ଅଅତ୍, କାଇକେବଇଲେ ସେମନ୍କେ ଏ ଜଗତର୍ ଉଜଲ୍ ଡିସ୍ସି ।
10 Sed se iu iras dum la nokto, li faletas, ĉar en li ne estas la lumo.
୧୦ମାତର୍ ରାତିଆ ଇଣ୍ଡ୍ଲେ ଜଟିଆଇ ଅଇବାଇ । କାଇକେବଇଲେ ସେମନର୍ଟାନେ ଉଜଲ୍ ନ ରଏ ।”
11 Tion li parolis, kaj poste li diris al ili: Nia amiko Lazaro endormiĝis, sed mi iras, por veki lin el lia dormo.
୧୧ଜିସୁ ଏ ସବୁ କାତା କଇଲା ପଚେ, ସିସ୍ମନ୍କେ କଇଲା, “ଆମର୍ ସବୁଲକର୍ ମଇତର୍ ଲାଜାର୍ ଏବେ ସଇଆଚେ, ତାକେ ମୁଇ ଉଟାଇବାର୍ ଗାଲିନି ।”
12 La disĉiploj do diris: Sinjoro, se li endormiĝis, li resaniĝos.
୧୨ତେଇ ସିସ୍ମନ୍ ଜିସୁକେ କଇଲାଇ, “ମାପ୍ରୁ, ଜଦି ସେ ସଇଲାଆଚେ ବଇଲେ ନିକ ଅଇସି ।”
13 Jesuo parolis pri lia morto; sed ili supozis, ke li parolas pri ripozo en dormo.
୧୩ଜିସୁ ଲାଜାରର୍ ମରନ୍ ବିସଇ ନେଇକରି କଇରଇଲା, ମାତର୍ ସିସ୍ମନ୍ ଲାଜାର୍କେ ଗୁନର୍ଲାଗି ସଇଲା ବିସଇ କଇଲାନି ବଲି ବାବ୍ଲାଇ ।
14 Tiam Jesuo diris al ili klare: Lazaro jam mortis.
୧୪ସେଟାର୍ପାଇ ଜିସୁ ସେମନ୍କେ ନିକ ସଙ୍ଗ୍ ବୁଜ୍ଲା ପାରା କଇଲା, “ଲାଜାର୍ ମରିଗାଲାଆଚେ ।
15 Kaj pro vi mi ĝojas, ke mi ne ĉeestis tie, por ke vi kredu; tamen ni iru al li.
୧୫ଆରି ମୁଇ ତେଇ ନ ରଇଲି, ସେଟାର୍ପାଇ ତମର୍ ସଙ୍ଗ୍ ସାର୍ଦା କଲିନି, ଜେନ୍ତାରିକି ତମେ ବିସ୍ବାସ୍ କର୍ସା । ମାତର୍ ଆସା, ଏବେ ଆମେ ତାକେ ଜାଇ ଦେକୁ ।”
16 Tiam Tomaso, nomata Didimo, diris al siaj kundisĉiploj: Ni ankaŭ iru, por ke ni mortu kun li.
୧୬ତେଇ ତମା ନାଉଁର୍ ଜାକେ କି ବିଦୁମ୍ ବଲି କଇବାଇ, ସେ ତାର୍ ସଙ୍ଗର୍ ସିସ୍ମନ୍କେ କଇଲା, “ଜୁ ଆମେ ମିସା ଗୁରୁର୍ ସଙ୍ଗ୍ ଜାଇ ତାର୍ସଙ୍ଗ୍ ମରୁ ।”
17 Kiam Jesuo alvenis, li trovis lin jam kvar tagojn entombigita.
୧୭ଜିସୁ ବେତ୍ନିଆଇ କେଟିକରି ସୁନ୍ଲା ଜେ ଲାଜାର୍କେ ସମାଦି ଦେଇ ଚାର୍ଦିନ୍ ଅଇରଇଲା ।
18 Kaj Betania estis proksime de Jerusalem, en la distanco de ĉirkaŭ dek kvin stadioj;
୧୮ଜିରୁସାଲାମ୍ ଅନି ବେତ୍ନିଆ ତିନ୍ କିଲମିଟର୍ ତେଇଅନି ଉନାର୍ ବାଟ୍ ।
19 kaj multaj el la Judoj jam venis al Marta kaj Maria, por konsoli ilin pri ilia frato.
୧୯ଆରି ଜିଉଦିମନର୍ ତେଇଅନି କେତେକ୍ କେତେକ୍ ଲକ୍ମନ୍ ମାର୍ତା ଆରି ମରିୟମ୍ ଲଗେ ତାର୍ ମରିଜାଇରଇବା ବାଇର୍ ବିସଇ ସାଁତାଇବାକେ ଆସିରଇଲାଇ ।
20 Marta do, kiam ŝi eksciis, ke Jesuo alproksimiĝas, iris al li renkonte; sed Maria ankoraŭ sidis en la domo.
୨୦ଜିସୁ ଆଇଲାନି ବଲି ସୁନ୍ଲା ଦାପ୍ରେ ମାର୍ତା ତାକେ ବେଟ୍ଅଇବାର୍ ଗାଲା । ମାତର୍ ମରିୟମ୍ ଗରେସେ ବସିରଇଲା ।
21 Tiam diris Marta al Jesuo: Sinjoro, se vi estus ĉi tie, mia frato ne estus mortinta.
୨୧ମାର୍ତା ଜିସୁକେ କଇଲା, “ମାପ୍ରୁ ତମେ ଜଦି ଇତି ରଇତାସ୍ ବଇଲେ, ମର୍ ବାଇ ନ ମର୍ତା ।
22 Sed eĉ nun mi scias, ke kion ajn vi petos de Dio, tion Dio donos al vi.
୨୨ମାତର୍, ମୁଇ ଜାନି ଆଚି । ଏବେ ମିସା ତମେ ପର୍ମେସର୍କେ ଜାଇଟା ମାଙ୍ଗ୍ଲେ, ସେଟା ଦେଇସି ।”
23 Jesuo diris al ŝi: Via frato releviĝos.
୨୩ଜିସୁ ତାକେ କଇଲା, “ତର୍ ବାଇ ଆରି ଜିବନ୍ ଅଇ ଉଟ୍ସି ।”
24 Marta diris al li: Mi scias, ke li releviĝos ĉe la releviĝo en la lasta tago.
୨୪ମାର୍ତା ଜିସୁକେ କଇଲା, “ସେ ସାରାସାରି ଦିନେ ଆରିତରେକ୍ ଉଟ୍ବା ବେଲାଇ ଉଟ୍ସି, ଏଟା ମୁଇ ଜାନି ।”
25 Jesuo diris al ŝi: Mi estas la releviĝo kaj la vivo; kiu kredas al mi, eĉ se li estos mortinta, tiu vivos,
୨୫ଜିସୁ ତାକେ କଇଲା, “ମୁଇ ଜିବନ୍ ଆରି ମରିକରି ଆରିତରେକ୍ ଉଟ୍ବା ଲକ୍ । ଜେ ମକେ ବିସ୍ବାସ୍ କର୍ସି, ସେ ମଲେ ମିସା, ବଁଚ୍ସି ।
26 kaj ĉiu, kiu vivas kaj kredas al mi, por ĉiam ne mortos. Ĉu vi tion kredas? (aiōn )
୨୬ଆରି ଜେ ଜଦି ବଁଚି ରଇକରି ବିସ୍ବାସ୍ କର୍ସି, ସେ କେବେ ମିସା ନ ମରେ । ଏ କାତା ବିସ୍ବାସ୍ କଲାସ୍ନି କି?” (aiōn )
27 Ŝi diris al li: Jes, Sinjoro, mi jam kredas, ke vi estas la Kristo, la Filo de Dio, la venanta en la mondon.
୨୭ମାର୍ତା ଜିସୁକେ କଇଲା, “ଉଁ ମାପ୍ରୁ, ମୁଇ ବିସ୍ବାସ୍ କଲିନି । ତମେ ସେ ପର୍ମେସରର୍ ପ । ଜନ୍ ମସିଅ ଏ ଜଗତେ ଆଇବାର୍ ରଇଲା, ତମେ ସେ ଆକା ।”
28 Kaj dirinte tion, ŝi foriris, kaj vokis sekrete sian fratinon Maria, dirante: La Majstro ĉeestas, kaj vokas vin.
୨୮ଏ ସବୁ କାତା କଇସାର୍ଲାପଚେ ମାର୍ତା ଜାଇକରି ନିଜର୍ ବଇନିକେ କେ ନ ସୁନ୍ଲାପାରା ଡାକି କଇଲା, “ଆଉ ଗୁରୁ ଆସିଆଚେ ଆରି ତକେ ଡାକ୍ଲାନି ।”
29 Kaj ŝi, aŭdinte tion, leviĝis rapide kaj iris al li.
୨୯ମରିୟମ୍ ଏ କାତା ସୁନିକରି ଦାନ୍ଦା ପାନ୍ଦା ଅଇ ଜିସୁକେ ବେଟ୍ ଅଇବାର୍ ଗାଲା ।
30 (Sed Jesuo ankoraŭ ne eniris en la vilaĝon, sed estis en la loko, kie Marta lin renkontis.)
୩୦ଜିସୁ ସେଡ୍କିବେଲା ଗାଉଁ ବିତ୍ରେ ଆସି ନ ରଇଲା, ମାତର୍ ମାର୍ତା ତାକେ ଜନ୍ ଜାଗାଇ ବେଟ୍ ଅଇରଇଲା, ତେଇସେ ରଇଲା ।
31 La Judoj do, kiuj estis kun ŝi en la domo kaj konsolis ŝin, vidinte, ke Maria leviĝis subite kaj eliris, sekvis ŝin, dirante: Ŝi iras al la tombo, por plori tie.
୩୧ମରିୟମ୍ ଉଟିକରି ଦାନ୍ଦା ପାନ୍ଦା ଅଇ ବାଇରେ ସାଁତାଇବାକେ ଆସିରଇଲା ଲକ୍ମନ୍ ଦେକ୍ଲାଇ, ସେମନ୍ ମିସା ତାର୍ ପଚେ ପଚେ ଗାଲାଇ । ସେମନ୍ ବାବ୍ଲାଇ, ସେ କବର୍ ଲଗେ କାନ୍ଦ୍ବାର୍ ଗାଲାନି ।
32 Kiam Maria alvenis al la loko, kie Jesuo estis, kaj lin vidis, ŝi falis antaŭ liaj piedoj, dirante: Sinjoro, se vi estus ĉi tie, mia frato ne estus mortinta.
୩୨ତେଇ ଜିସୁ ଜନ୍ ଜାଗାଇରଇଲା, ମରିୟମ୍ ସେ ଜାଗାଇ କେଟ୍ଲା ଆରି ଜିସୁକେ ଦେକିକରି ତାର୍ ପାଦେ ଡାଣ୍ଡାସନ୍ ପଡି କଇଲା, “ମାପ୍ରୁ ତମେ ଜଦି ଇତି ରଇତାସ୍ଆଲେ ମର୍ ବାଇ ନ ମର୍ତା ।”
33 Kiam do Jesuo vidis ŝin ploranta kaj la Judojn ankaŭ, kiuj venis kun ŝi, plorantaj, li ĝemis en la spirito kaj maltrankviliĝis,
୩୩ମରିୟମ୍ ତାକେ ଆରି ତାର୍ ସଙ୍ଗ୍ ରଇବା ଲକ୍ମନ୍ କାନ୍ଦ୍ତେରଇବାଟା ଦେକି ଜିସୁ ଆତ୍ମାଇ ବେସି ମନ୍ଦୁକ୍ ଅଇଗାଲା ।
34 kaj diris: Kie vi lin kuŝigis? Ili diris al li: Sinjoro, venu kaj vidu.
୩୪ସେ ପାଚାର୍ଲା, “ତାକେ କନ୍ତି କବର୍ ଦେଇଆଚାସ୍?” ସେମନ୍ ତାକେ କଇଲାଇ, “ମାପ୍ରୁ ଆସିଦେକା ।”
36 La Judoj do diris: Jen kiel li lin amis!
୩୬ତେଇ ଜିଉଦି ଲକ୍ମନ୍ କଇଲାଇ, “ଦେକା, ସେ ଲାଜାର୍କେ କେନ୍ତି ଆଲାଦ୍ କର୍ତେରଇଲା ।”
37 Sed kelkaj el ili diris: Ĉu ĉi tiu, kiu malfermis la okulojn de la blindulo, ne povus kaŭzi ankaŭ, ke ĉi tiu homo ne mortu?
୩୭ମାତର୍ ସେମନର୍ ବିତ୍ରେଅନି କେତେକ୍ ଲକ୍ କଇଲାଇ, “ଏ ଲକ୍ ଜନ୍ କାଣାକେ ଆଁକି ଡିସାଇରଇଲା, ସେ ମନ୍କଲେ କାଇ ଏ ଲାଜାରର୍ ମରନ୍ ମିସା ତେବାଇ ନାପାର୍ତା କି?”
38 Tiam Jesuo, denove ĝemante en si, venis al la tombo. Ĝi estis kaverno, kaj sur ĝi kuŝis ŝtono.
୩୮ତେଇ ଆରିତରେକ୍ ଜିସୁ ମନ୍ ବିତ୍ରେ କିଲ୍ବିଲ୍ ଅଇ ସମାଦି ଲଗେ ଗାଲା । ସମାଦିଟାନେ ଗଟେକ୍ ପାଆର୍ ଆରି ପାଆର୍ ମୁଆଟେ ଗଟେକ୍ ବଡ୍ ପାକ୍ନା ଡାବିଅଇରଇଲା ।
39 Jesuo diris: Forprenu la ŝtonon. Marta, la fratino de la mortinto, diris al li: Sinjoro, li jam malbonodoras, ĉar li estis tie kvar tagojn.
୩୯ଜିସୁ ତିଆର୍ଲା, “ଏ ପାକ୍ନା ଗୁଚାଇଦିଆସ୍ ।” ମରିଜାଉ ଲାଜାରର୍ ବଇନି ମାର୍ତା କଇଲା, “ମାପ୍ରୁ ସେଟା କୁଇକରି ଗନ୍ଦି ଗାଲାବେ, କାଇକେବଇଲେ, ତାକେ କବର୍ଦେଇ ଚାର୍ଦିନ୍ ଅଇଗାଲା ।”
40 Jesuo diris al ŝi: Ĉu mi ne diris al vi, ke se vi kredos, vi vidos la gloron de Dio?
୪୦ଜିସୁ ମାର୍ତାକେ କଇଲା, “ତୁଇ ଜଦି ବିସ୍ବାସ୍ କର୍ସୁ ବଇଲେ ପର୍ମେସରର୍ ମଇମା ଦେକ୍ସୁ ବଲି ମୁଇ ତକେ କଇ ନ ରଇଲି କି?”
41 Oni do forprenis la ŝtonon. Kaj Jesuo levis siajn okulojn, kaj diris: Patro, mi dankas Vin, ke Vi min aŭskultis.
୪୧ତେଇ ସେମନ୍ ପାକ୍ନା ଗୁଚାଇଲାଇ । ଜିସୁ ସରଗ୍ବାଟେ ମୁ କରି କଇଲା, “ବାବା ତମେ ମର୍ ପାର୍ତନା ସୁନ୍ଲାସ୍ ବଲି ମୁଇ ତମ୍କେ ଦନିଅବାଦ୍ ଦେଲିନି ।
42 Kaj mi sciis, ke Vi ĉiam aŭskultas min; sed pro la ĉirkaŭstaranta homamaso mi tion diris, por ke ili kredu, ke Vi min sendis.
୪୨ତମେ ଜେଡେବେଲେ ମିସା ମର୍ ପାର୍ତନା ସୁନ୍ସା, ଏଟା ମୁଇ ଜାନି, ମାତର୍ ଜନ୍ ଲକ୍ମନ୍ ଏ ଚାରିବେଡ୍ତି ଟିଆଅଇ ଆଚତ୍, ସେମନ୍ ଜେନ୍ତିକି ତମେଆକା ମକେ ପାଟାଇଆଚାସ୍ ବଲି ବିସ୍ବାସ୍ କର୍ବାଇ, ଏଟାର୍ ପାଇ ମୁଇ ଏନ୍ତିବଲି କଇଲି ।”
43 Kaj dirinte tion, li kriis per laŭta voĉo: Lazaro, elvenu.
୪୩ଏନ୍ତି କଇ ସାରାଇ ଜିସୁ ଆକ୍ମାରି ଡାକ୍ଲା, “ଲାଜାର୍ ତୁଇ ବାରଇ ଆଉ ।”
44 Kaj la mortinto elvenis, kun la manoj kaj piedoj ligitaj per tombotukoj; kaj lia vizaĝo estis ĉirkaŭligita per viŝtuko. Jesuo diris al ili: Malligu lin, kaj lasu lin iri.
୪୪ଡାକ୍ଲା ଦାପ୍ରେ ମଲା ଲାଜାର୍ ବାରଇ ଆଇଲା । ତାର୍ ଆତେ ଗଡେ ମଡା ଲୁଗା ବାନ୍ଦାଅଇରଇଲା । ମୁଏ ମିସା ଗର୍ଣ୍ଡା ଗୁଡିଆଇ ଅଇରଇଲା । ଜିସୁ ସେମନ୍କେ କଇଲା “ତାକେ ବାନ୍ଦ୍ଲାଟା କୁସ୍ଲାଇ କରି, ଜିବାକେ ଦିଆସ୍ ।”
45 Tiam multaj el la Judoj, kiuj venis al Maria, kaj vidis, kion li faris, kredis al li.
୪୫ଜିଉଦି ଲକ୍ମନର୍ ବିତ୍ରେଅନି, ବେସି ଲକ୍ ମରିୟମର୍ ଲଗେ ଆସିରଇଲାଇ, ଆରି ଜିସୁର୍ ଏ କାମ୍ ଦେକି, ତାକେ ବିସ୍ବାସ୍ କଲାଇ ।
46 Sed kelkaj el ili foriris al la Fariseoj, kaj rakontis al ili tion, kion Jesuo faris.
୪୬ଆରି ସେମନର୍ ବିତ୍ରେଅନି କେତେଲକ୍ ପାରୁସିମନର୍ ଲଗେ ଜାଇକରି ଜିସୁ କରି ରଇବା କାମ୍ ଲକ୍ମନ୍କେ ଜାନାଇଲାଇ ।
47 Tial la ĉefpastroj kaj la Fariseoj kunvenigis sinedrion, kaj diris: Kion ni faras? ĉar ĉi tiu homo faras multajn signojn;
୪୭ପଚେ ମୁକିଅ ପୁଜାରିମନ୍ ଆରି ପାରୁସିମନ୍ ଗଟେକ୍ ବଡ୍ ପଁଚାଦି ଡାକାଇ କଇଲାଇ, “ଆମେ କାଇଟା କରୁ? ଦେକା ଏ ଲକ୍ ତା କେତେକ୍ କେତେକ୍ କାବାଅଇଜିବା କାମ୍ମନ୍ କଲାନି ।
48 se ni lasos lin tiel, ĉiuj kredos al li, kaj la Romanoj venos kaj forigos nian lokon kaj nian nacion.
୪୮ଆମେ ଜଦି ଆକେ ଏନ୍ତାରି ଚାଡିଦେଉଁ ବଇଲେ ସବୁଲକ୍ ତାର୍ଟାନେ ବିସ୍ବାସ୍ କର୍ବାଇ ଆରି ରମିୟ ଅଦିକାରି ଆସିକରି ଆମର୍ ଏ ମନ୍ଦିର୍ ଆରି ଆମର୍ ବିସ୍ବାସ୍ କର୍ବା ଦରମ୍ ସବୁ କୁରୁପ୍ନାସ୍ କରିପାକାଇସି ।”
49 Sed unu el ili, Kajafas, ĉefpastro en tiu sama jaro, diris al ili: Vi scias nenion,
୪୯ମାତର୍ ସେମନର୍ ବିତ୍ରେଅନି ଗଟେକ୍ କୟାପା ନାଉଁର୍, ସେ ବରସର୍ ପାଇ ବାଚିରଇବା ବଡ୍ ପୁଜାରି, କଇଲା “ତମେ କେତେ ବକୁଆ ଲକ୍ମନ୍!
50 nek konsideras, ke bone estas por vi, ke unu homo mortu por la popolo, kaj ke la tuta nacio ne pereu.
୫୦ତମେ କାଇ ବୁଜି ନାପାର୍ଲାସ୍ନି? ଗୁଲାଇ ଜାତି ନାସ୍ ଅଇବା ବାଦୁଲେ ଗଟେକ୍ ଲକ୍ ମର୍ବାଟା ନିକ ।”
51 Sed li diris tion ne de si mem; sed estante ĉefpastro en tiu jaro, li profetis, ke Jesuo mortos por la nacio;
୫୧କୟାପା ସତଇସେ ତାର୍ ନିଜର୍ଟାନେ ଅନି ଏନ୍ତି କଇ ନ ରଇଲା, ମାତର୍ ସେ ବରସର୍ ବଡ୍ ପୁଜାରି ଅଇରଇଲାର୍ ଲାଗି ପଚର୍ ଗଟ୍ନା ସବୁ ବବିସତ୍କାତା ତାର୍ ମୁଏଁ ଅନି ବାରଇରଇଲା । ସେ ଜାନିଦେଇ ରଇଲା ଜେ,
52 kaj ne nur por la nacio, sed ankaŭ por ke li kunvenigu en unu la ĉie disĵetitajn filojn de Dio.
୫୨ଚିନ୍ ଚତର୍ ଅଇଜାଇରଇବା ପର୍ମେସରର୍ ଲକ୍ମନ୍କେ ଟୁଲିଆଇ, ଗଟେକ୍ କୁଟୁମ୍ କରାଇବାକେ ଜିସୁ ମର୍ବାକେ ଗାଲାନି ।
53 De post tiu tago do ili konsiliĝis, por lin mortigi.
୫୩ତେବର୍ପାଇ ସେ ଦିନେଅନି ଜିଉଦିନେତାମନ୍ ଜିସୁକେ ମରାଇବାକେ ପାଁଚ୍ନା କଲାଇ ।
54 Tial Jesuo ne plu iris publike inter la Judoj, sed foriris de tie en la kamparon apud la dezerto, en urbon nomatan Efraim; kaj tie li restadis kun la disĉiploj.
୫୪ତେବେ ଜିସୁ ଜିଉଦି ଲକ୍ମନର୍ ବିତ୍ରେ ସବୁଲକ୍ ଜାନ୍ଲା ପାରା ବୁଲାଚାଲା ନ କର୍ତେ ରଇଲା । ସେ ଜାଗାଇଅନି ବାରଇଜାଇକରି, ମରୁବାଲି ବୁଏଁ ରଇବା କିନରା ଜାଗାଇ ରଇଲା ଏପ୍ରଇମ୍ ନାଉଁର୍ ଗଟେକ୍ ଗଡେ ଜାଇ ସିସ୍ମନର୍ ସଙ୍ଗ୍ ତେଇ ରଇଲା ।
55 Kaj la Pasko de la Judoj proksimiĝis, kaj multaj supreniris el la kamparo al Jerusalem antaŭ la Pasko, por sin sanktigi.
୫୫ଜିଉଦିମନର୍ ନିସ୍ତାର୍ ପରବ୍ କେଟିଆଇଲା । ସେ ପରବ୍ ଅଇବା ଆଗ୍ତୁ ନିଜେ ନିଜେ ସୁକଲ୍ ଅଇବାକେ ଗୁଲାଇ ରାଇଜର୍ ଲକ୍ମନ୍ ନିସ୍ତାର୍ ପରବ୍ ଆଗ୍ତୁ ଜିରୁସାଲାମ୍ ଜିବାକେ ବାଟ୍ଦାର୍ଲାଇ ।
56 Ili do serĉis Jesuon, kaj parolis inter si, starante en la templo: Kion vi pensas? Ĉu ke li ne venos al la festo?
୫୬ସେମନ୍ ଜିସୁକେ କଜ୍ଲାଇ ଆରି ମନ୍ଦିର୍ ଟିଆଅଇଲାବେଲେ ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ସେ ପରବ୍ଟାନେ ନ ଆସେବଲି କାଇ ତମେ ବାବ୍ଲାସ୍ନି କି?”
57 Kaj la ĉefpastroj kaj la Fariseoj jam antaŭe ordonis, ke se iu scias, kie li estas, tiu montru tion, por ke oni lin kaptu.
୫୭ମୁକିଅ ପୁଜାରି ଆରି ପାରୁସି ଲକ୍ମନ୍ ଜିସୁକେ ଦାର୍ବାକେ ସେ କନ୍ତି ଆଚେ ଜାନିରଇବାଇ ବଲି, ସେଟା ଆଦେସ୍ ଦେଇରଇଲାଇ ।