< 1 Korintanoj 11 >
1 Vi estu imitantoj de mi, kiel mi ankaŭ estas imitanto de Kristo.
୧ମୁଇ ଜେନ୍ତାରି ମାପ୍ରୁର୍ ପଚେ ପଚେ ଗାଲିନି, ତମେମନ୍ ମିସା ସେନ୍ତାରି ମର୍ ପଚେ ପଚେ ଆସା ।
2 Mi laŭdas vin, ke vi min memoras en ĉio, kaj ke vi firme tenas la tradiciojn, ĝuste kiel mi transdonis ilin al vi.
୨ତମେ ସବୁ ବିସଇଟାନେ ମକେ ଏତାଇଲାସ୍ନି ଆରି ମୁଇ ତମ୍କେ ଜନ୍ ସବୁ ବିଦିବିଦାନ୍ ସିକାଇଆଚି, ସେ ସବୁ ମାନ୍ଲାସ୍ନି, ସେଟାର୍ ପାଇ ମୁଇ ତମ୍କେ ଦନିଅବାଦ୍ ଦେଲିନି ।
3 Sed mi volas sciigi vin, ke la kapo de ĉiu viro estas Kristo; kaj la kapo de virino estas viro; kaj la kapo de Kristo estas Dio.
୩କିରିସ୍ଟ ସବୁ ମୁନୁସ୍ ପିଲାମନର୍ ନେତା, ଆରି ମୁନୁସ୍ ମାଇଜିର୍ ନେତା, ଆରି ପର୍ମେସର୍ କିରିସ୍ଟର୍ ନେତା । ଏଟା ତମେ ଜାନିରୁଆ ବଲି ମୁଇ ମନ୍ କଲିନି ।
4 Ĉiu viro, preĝanta aŭ profetanta kun kapo kovrita, malhonoras sian kapon.
୪ଜେଡେବେଲେ ତମେ ମଣ୍ଡଲିତେଇ ରୁଣ୍ଡ୍ସା, ତେଇ ଗଟେକ୍ ମୁନୁସ୍ ପିଲା ପାର୍ତନା କଲାନି କି ପର୍ମେସରର୍ କାତା ଜାନାଇଲାନି, ସେ ତାର୍ ମୁଣ୍ଡ୍ ଡାବ୍ବାର୍ ନାଇ । ସେନ୍ତାର୍ କଲେ ସେ କିରିସ୍ଟକେ ଲାଜ୍ କରାଇସି ।
5 Sed ĉiu virino, preĝanta aŭ profetanta kun kapo senvuala, malhonoras sian kapon; ĉar tio estas tia sama, kvazaŭ ŝi estus razita.
୫ସେନ୍ତାରିସେ ଗଟେକ୍ ମାଇଜି ପାର୍ତନା କଲାନି, କି ପର୍ମେସରର୍ କାତା ଜାନାଇଲାନି, ସେ ତାର୍ ମୁଣ୍ଡେ ଅଡ୍ନା ପାକାଇବାର୍ ଆଚେ । ସେନ୍ତାର୍ ନ କଲେ ସେ ମୁନୁସ୍କେ ଲାଜ୍ କରାଇସି । ସେ ଗଟେକ୍ ମୁଣ୍ଡ୍ରି ମାଇଜିର୍ ପାରା ରଇସି ।
6 Ĉar se virino ne estas vualita, ŝi ankaŭ tondiĝu; sed se estas hontinde por virino esti kun haroj tonditaj aŭ razitaj, ŝi estu vualita.
୬କାଇକେବଇଲେ ସେ ମାଇଜି ଜଦି ଅଡ୍ନା ନ ପାକାଏ, ତାର୍ ଚେଣ୍ଡି କାଟିଦେବାଟା ନିକ । ଗଟେକ୍ ମାଇଜି ଜଦି ତାର୍ ଚେଣ୍ଡି କାଟ୍ସି କି ମୁଣ୍ଡ୍ କୁରାଇସି, ସେଟା ତାର୍ ପାଇ ଲାଜର୍ ବିସଇ, ସେଟାର୍ପାଇ ସେ ମୁଣ୍ଡେ ଅଡ୍ନା ପାକାଇବାର୍ ଆଚେ ।
7 Ĉar viro devas ne havi la kapon vualita, pro tio, ke li estas la bildo kaj gloro de Dio; sed virino estas la gloro de viro.
୭ମାତର୍ ଗଟେକ୍ ମୁନୁସ୍ ପିଲା ପାର୍ତନା କଲାବେଲେ ତାର୍ ମୁଣ୍ଡେ ଅଡ୍ନା ପାକାଇବାର୍ ଦର୍କାର୍ ନାଇ । କାଇକେ ବଇଲେ ସେ ପର୍ମେସରର୍ ଚାଇଁ ଆରି ତାର୍ ଡାକ୍ପୁଟା ଦେକାଇସି । ଆରି ମାଇଜି ମୁନୁସର୍ ଡାକ୍ପୁଟା ଦେକାଇସି ।
8 Ĉar viro ne estas el virino, sed virino el viro;
୮କାଇକେବଇଲେ ମୁନୁସ୍ ମାଇଜିର୍ ତେଇଅନି ତିଆର୍ ଅଏନାଇ, ମାତର୍ ମାଇଜି ମୁନୁସର୍ତେଇ ଅନି ତିଆର୍ ଅଇଆଚେ ।
9 ĉar ankaŭ viro ne estas kreita por virino, sed virino por viro;
୯ମନସ୍ ମାଇଜିର୍ ପାଇ ତିଆର୍ ଅଏନାଇ । ମାତର୍ ମାଇଜି ମୁନୁସର୍ ପାଇ ତିଆର୍ ଅଇଲାଆଚେ ।
10 pro tio virino devas havi sur la kapo signon de aŭtoritato, pro la anĝeloj.
୧୦ସେଟାର୍ ପାଇ ମାଇଜିମନ୍ ମୁଣ୍ଡେ ଅଡ୍ନା ପାକାଇବାଟା ନିକ, ଜେନ୍ତିକି ସରଗର୍ ଦୁତ୍ମନ୍ ମିସା ସେ ତାର୍ ମୁନୁସର୍ ଅଦିକାରେ ଆଚେ ବଲି ଜାନ୍ବାଇ ।
11 Tamen ne ekzistas virino sen viro, nek viro sen virino, en la Sinjoro.
୧୧ମାତର୍ ଆମେ ବିସ୍ବାସିମନର୍ପାଇ ମାଇଜି ନଇତେ ମୁନୁସ୍ ରଇ ନାପାରେ କି ମୁନୁସ୍ ନଇତେ ମାଇଜି ରଇ ନାପାରେ ।
12 Ĉar kiel virino estas el viro, tiel same ankaŭ estas viro per virino; sed ĉio estas el Dio.
୧୨ମାଇଜି ମୁନୁସର୍ ଗାଗ୍ଡେ ଅନି ଜାତ୍ ଅଇଲେମିସା, ମୁନୁସ୍ ମିସା ମାଇଜି ଜନମ୍ ଦେଲାକେ ଜାତ୍ ଅଇଆଚେ । ମାତର୍ ସବୁ ବିସଇ ପର୍ମେସର୍ ଟାନେଅନି ଜାତ୍ ଅଇଆଚେ ।
13 Juĝu en vi mem: ĉu decas, ke virino preĝu al Dio nevualite?
୧୩କନ୍ଟା ନିକ ବଲି ତମେ ନିଜେ ନିଜେ ବିଚାର୍ କରା । ଜଦି ଗଟେକ୍ ମାଇଜି ମଣ୍ଡଲିତେଇ ସବୁର୍ ମୁଆଟେ ମୁଣ୍ଡେ ଅଡ୍ନା ନ ପାକାଇ ପାର୍ତନା କଲେ ସେଟା ସୁନ୍ଦର୍ କି? ନାଇ ସୁନ୍ଦର୍ ନାଇ ।
14 Ĉu eĉ la naturo mem ne instruas vin, ke se viro havas longajn harojn, tio estas por li malhonoro?
୧୪ସେନ୍ତାରିସେ ଜଗତର୍ ଜାନ୍ବା ବିସଇ ନେଇକରି ମୁନୁସ୍ ପିଲା ଜଦି ମାଇଜିମନର୍ ପାରା ଚେଣ୍ଡି ବଡାଇରଇଲେ ସେଟା ଲାଜର୍ କାତା ।
15 Sed se virino havas longajn harojn, tio estas por ŝi gloro; ĉar ŝiaj haroj estas donitaj al ŝi kiel kovraĵo.
୧୫ମାତର୍ ମାଇଜିଟକି ଚେଣ୍ଡି ବଡାଇଲେ ତାର୍ପାଇ ସୁନ୍ଦର୍ ବିସଇ । କାଇକେବଇଲେ ପର୍ମେସର୍ ତାର୍ ଡେଙ୍ଗ୍ ଚେଣ୍ଡି ତାର୍ ମୁଣ୍ଡେ ଡାବି ଅଇବାକେ ଦେଲା ଆଚେ ।
16 Sed se iu ŝajnas esti disputema, ni ne havas tian kutimon, nek la eklezioj de Dio.
୧୬ଜଦି ଏ ବିସଇନେଇ କେ ମିସା ମର୍ ଆଦେସ୍ ମାନ୍ବାକେ ମନ୍ ନ କରେ, ଆମେ କି ପର୍ମେସରର୍ ବିନ୍ ମଣ୍ଡଲିମନ୍କେ ମିସା ଏଟା ଚାଡି ଆରି କାଇ ଅବିଆସ୍ ନାଇ ।
17 Sed ordonante al vi jene, mi ne laŭdas vin, ke vi kunvenas ne por pliboniĝo, sed por malpliboniĝo.
୧୭ଆରି ଗଟେକ୍ ବିସଇ ମୁଇ କଇବାର୍ ଆଚେ । ତମେ ଉପାସନା କର୍ବାକେ ରୁଣ୍ଡ୍ଲାବେଲେ ଗଟେକ୍ କର୍ବା ବିସଇ ମର୍ ମନ୍କେ ଜାଏନାଇ । କାଇକେବଇଲେ ତମେ ରୁଣ୍ଡ୍ଲାର୍ ଲାଗି ତମର୍ ବିସ୍ବାସ୍ ଡାଟ୍ ଅଏନାଇ, ମାତର୍ ଦୁର୍ବଲ୍ ପାରା ଅଇଗାଲାନି ।
18 Ĉar unue mi aŭdas, ke kiam vi kunvenas en la eklezio, ekzistas inter vi skismoj; kaj mi parte kredas tion.
୧୮ମୁଇ ସୁନିଆଚି ଜେ, ତମେ ଉପାସନା କର୍ବାକେ ରୁଣ୍ଡ୍ଲାବେଲେ ବାଗ୍ ବାଗ୍ ଅଇକରି ଗଟେକ୍ ବାଟର୍ ଲକ୍ ଆରି ଗଟେକ୍ ବାଟର୍ ଲକ୍କେ ବିରଦ୍ କଲାସ୍ନି ଆରି ଏଟା ସତ୍ ବଲି ମୁଇ ଜାନି ।
19 Ĉar necese estas, ke ankaŭ herezoj estu inter vi, por ke la aprobitoj evidentiĝu inter vi.
୧୯ତମର୍ ବିତ୍ରେ ଏନ୍ତାରି ଅଇବାଟା ନିକ । ଜେନ୍ତାରି କି ତେଇଅନି ପରିକାଟାନେ ସିଦ୍ ଅଇଲା ଲକ୍ମନ୍ ବାରଇବାଇ ।
20 Kiam do vi kunvenas, estas neeble manĝi la Sinjoran vespermanĝon;
୨୦ଜେଡେବେଲେ ତମେ ମାପ୍ରୁର୍ କାଦି କାଇବାକେ ଗଟେକ୍ ଜାଗାଇ ଜମ୍ଲାସ୍ନି, ସେଟା ସତଇସେ ମାପ୍ରୁର୍ କାଦି ନଏଁ,
21 ĉar en via manĝado ĉiu antaŭ alia prenas sian propran vespermanĝon; kaj unu malsatas, kaj alia drinkas.
୨୧କାଇକେ ବଇଲେ, ତମର୍ ବାଇମନର୍ପାଇ କାଇଟା ଚାଡାସ୍ ନାଇ । ଏଟାର୍ପାଇ କେତେଲକ୍ ବୁକେ ଉଟିଗାଲାଇନି । ଆରି କେତେଲକ୍ ମାତ୍ଲାସ୍ନି ।
22 Kio? ĉu vi ne havas domojn, en kiuj vi povas manĝi kaj trinki? aŭ ĉu vi malestimas la eklezion de Dio, kaj hontigas la nehavantojn? Kion mi diros? ĉu mi vin laŭdos en tio? Mi ja vin ne laŭdas.
୨୨ତମେ କାଇବାକେ କାଇ ନିଜର୍ ଗର୍ ନାଇ କି? ତମର୍ ଲାଗି ତମର୍ ଗରିବ୍ ବାଇମନ୍ ଲାଜ୍ ଅଇଗାଲାଇନି । ଆରି ବାକି ବିସ୍ବାସିମନ୍କେ ଇଜତ୍ ଜିକାଇଲାସ୍ନି । ଏ ବିସଇ ଆରି ମୁଇ ତମ୍କେ କାଇଟା ବଲି କଇବି? ଏନ୍ତାରି ଅ ବଲି କଇବି କି? ନାଇ, ନ କଇ ।
23 Ĉar mi ricevis de la Sinjoro tion, kion mi ankaŭ transdonis al vi, ke la Sinjoro Jesuo en la nokto, en kiu li estis perfidata, prenis panon;
୨୩କାଇକେବଇଲେ ମାପ୍ରୁର୍ ସିକିଆ ପାଇଲି ଆଚି, ସେଟାସେ ମୁଇ ତମ୍କେ ସିକାଇଆଚି । ଜନ୍ ରାତି ଆମର୍ ମାପ୍ରୁ ଜିସୁ ବିସ୍ବାସେ ବିସ୍ ଦେଲାପାରା ଅଇଲା, ସେ ରୁଟିନେଇ, ପର୍ମେସର୍କେ ଦନିଅବାଦ୍ ଦେଲା ।
24 kaj doninte dankon, li dispecigis ĝin, kaj diris: Ĉio tio estas mia korpo, kiu estas por vi; ĉi tion faru por memorigo pri mi.
୨୪ଏଟା ତମର୍ ପାଇ ବଲିଅଇରଇବା ମର୍ ଗାଗଡ୍, ମକେ ଏତାଇବାକେ ଏନ୍ତାର୍ କରା ।
25 Tiel same ankaŭ la kalikon post la vespermanĝo, dirante: Ĉi tiu kaliko estas la nova interligo en mia sango; ĉi tion faru ĉiufoje, kiam vi trinkos, por memorigo pri mi.
୨୫ସେନ୍ତାରିସେ କାଇଲା ପଚେ, ସେ ମୁତା ଦାରିକରି କଇଲା “ଏ ମୁତା ପର୍ମେସରର୍ ନୁଆ ରାଜିନାମା, ଜନ୍ଟା କି ମର୍ ନିଜର୍ ବନି ଦେଲାକେ, ଟିକ୍ ଅଇଲା ।”
26 Ĉar ĉiufoje, kiam vi manĝos ĉi tiun panon kaj trinkos la kalikon, vi proklamos la morton de la Sinjoro, ĝis li venos.
୨୬ଆମର୍ ମାପ୍ରୁ ଜିସୁ ବାଅଡ୍ବାଜାକ, ଜେତ୍କିତର୍ ରୁଟି କାଇସା କି ଏ ମୁତାଇ ଅନି ଡୁକ୍ସା, ତମେ ମାପ୍ରୁର୍ ମରନ୍ ବିସଇର୍ କବର୍ ଜାନାଇସା ।
27 Tial ĉiu, kiu neinde manĝos la panon aŭ trinkos la kalikon de la Sinjoro, kulpiĝos pri la korpo kaj la sango de la Sinjoro.
୨୭ଏଟାର୍ ଅରତ୍ ଅଇଲାନି, ଜେ ଜଦି ମାପ୍ରୁକେ ସନ୍ମାନ୍ ନ ଦେଇ, ଏ ରୁଟି କାଇସି କି ମୁତାଇ ଅନି ଡୁକ୍ସି, ସେ ମାପ୍ରୁର୍ ଗାଗଡ୍ ଆରି ବନିର୍ ବିରୁଦେ ପାପ୍ କଲାନି ।
28 Sed oni sin provu, kaj tiele manĝu el la pano kaj trinku el la kaliko.
୨୮ସେଟାର୍ପାଇ ତମେ ନିଜ୍କେ ପରିକା କରି ଦେକ୍ବାର୍ଆଚେ, ଦେକି ସାରାଇ ଏ ରୁଟି କାଇଅଇସି ଆରି ମୁତାଇଅନି ଡୁକି ଅଇସି ।
29 Ĉar la manĝanto kaj trinkanto manĝas kaj trinkas juĝon al si mem, se li ne pripensas la korpon.
୨୯କାଇକେବଇଲେ ଜଦି ସେ ରୁଟି କାଇଲାବେଲେ ଜେ ମାପ୍ରୁର୍ ଗାଗଡ୍ ଆରି ମୁତାଇଅନି ଡୁକ୍ଲାବେଲେ ସତ୍ବିସଇ ନ ବୁଜତ୍, ସେମନ୍ ନିଜେ ନିଜର୍ ଉପ୍ରେ ପର୍ମେସରର୍ ଡଣ୍ଡ୍ ଡାକି ଆନ୍ଲାଇନି ।
30 Pro tio multaj inter vi estas malfortaj kaj malsanaj, kaj ne malmultaj dormas.
୩୦ସେଟାର୍ପାଇ ତମର୍ ବିତ୍ରେ ବେସି ଲକ୍ ଦୁର୍ବଲ୍ ଆଚାସ୍ ଆରି ବିନ୍ ବିନ୍ ଜର୍ ଦାରାଇ ଅଇଆଚାସ୍ ଆରି ମଲାସ୍ନି ମିସା ।
31 Sed se ni pripensus nin mem, ni ne estus juĝitaj.
୩୧ମାତର୍ ଆମେ ଜଦି ନିଜ୍କେ ପରିକା କର୍ତା ଆଲେ, ପର୍ମେସରର୍ ଡଣ୍ଡ୍ ଆମର୍ ଉପ୍ରେ ନ ଆଇତା ।
32 Sed kiam ni estas juĝataj, ni estas punataj de la Sinjoro, por ke ni ne estu kondamnitaj kune kun la mondo.
୩୨ମାତର୍ ଜଗତର୍ ଲକ୍ମନର୍ ପଚର୍ ଡଣ୍ଡ୍ଲଗେ ଅନି ଆମ୍କେ ରକିଆ କର୍ବାକେ ପର୍ମେସର୍ ଆମ୍କେ ବିଚାର୍ କରି ଦେଇସି ।
33 Tial, miaj fratoj, kiam vi kunvenas por manĝi, atendu unu la alian.
୩୩ତେବେ ଏ ମର୍ ବାଇବଇନିମନ୍, ତମେ ଆମର୍ ମାପ୍ରୁର୍ କାଦି କାଇବାକେ ରୁଣ୍ଡ୍ଲା ବେଲେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଜାଗା ।
34 Se iu malsatas, li manĝu hejme, por ke via kunvenado ne enkonduku juĝon. Kaj la ceteron mi ordigos, kiam mi venos.
୩୪ଜଦି କେ ବୁକେ ଆଚେ, ସେ ନିଜର୍ ଗରେ କାଇକରି ଆଇବାର୍ ଆଚେ । ଜେନ୍ତିକି ତମେ ରୁଣ୍ଡ୍ଲାବେଲେ ପର୍ମେସରର୍ ଡଣ୍ଡ୍ ତମର୍ ଉପ୍ରେ ନ ଆସେ । ଆରି ରଇଲା ବିନ୍ ବିନ୍ ବିସଇମନ୍ ମୁଇ ଆଇଲେ, ପଚେ ବୁଜାଇ ଦେବି ।