< Revelation 8 >

1 And when he openeth the seventh seal, there came silence in the heaven about half-an-hour,
ମେଣ୍ଡାହିଲା ଜଃଡେବଃଳ୍‌ ସାତ୍‌ ଲଃମ୍ବର୍‌ ମୁଦ୍ରା ବାଙ୍ଗ୍‌ଲା, ସଃଡେବଃଳ୍‌ ସଃର୍ଗେ ହାକାହାକି ଅଦା ଗଣ୍ଟା ହଃତେକ୍‌ ଚିମ୍‌ରା ଚାହି ଗଃଲି ।
2 and I saw the seven messengers who before God have stood, and there were given to them seven trumpets,
ତାର୍‌ହଃଚେ ମୁୟ୍‌ଁ ଇସ୍ୱରାର୍‌ ମୁୟେ ଟିଆ ଅୟ୍‌ଲା ସାତ୍‌ ଗଟ୍‌ ଦୁତ୍‌କେ ଦଃକ୍‌ଲେ, ସେମଃନ୍‌କେ ସାତ୍‌ଗଟ୍‌ ତୁରି ଦିଆ ଅୟ୍‌ଲି ।
3 and another messenger did come, and he stood at the altar, having a golden censer, and there was given to him much perfume, that he may give [it] to the prayers of all the saints upon the golden altar that [is] before the throne,
ସେତାକ୍‌ ଆରେକ୍‌ ଗଟେକ୍‌ ଦୁତ୍‌ ଆସି ବେଦି ଲଃଗେ ଟିଆ ଅୟ୍‌ଲି, ତାର୍‌ ଆତେ ସନାର୍‌ ବଃତିରୁକା ରିଲି, ଆରେକ୍‌ ସିଙ୍ଗାସଣ୍ ମୁଁ ଲଃଗାର୍‌ ସନାର୍‌ ବେଦି ଉହ୍ରେ ସଃବୁ ଦଃର୍ମି ଲକ୍‌ମଃନାର୍‌ ପାର୍ତ୍‌ନା ସଃଙ୍ଗ୍ ମିସୁକ୍‌ ତାକ୍‌ ଗାଦେକ୍‌ ଦୁହ୍‌ଣି ଦିଆ ଅୟ୍‌ଲି ।
4 and go up did the smoke of the perfumes to the prayers of the saints out of the hand of the messenger, before God;
ସେତାକ୍‌ ଦୁତାର୍‌ ଆତେହୁଣି ଦୁହ୍‌ଣିର୍‌ ଦୁଆଁ ଦଃର୍ମି ଲକ୍‌ମଃନାର୍‌ ପାର୍ତ୍‌ନା ସଃଙ୍ଗ୍ ଇସ୍ୱର୍‌ ମୁୟେ ଉଟ୍‌ଲି ।
5 and the messenger took the censer, and did fill it out of the fire of the altar, and did cast [it] to the earth, and there came voices, and thunders, and lightnings, and an earthquake.
ହଃଚେ ସେ ଦୁତ୍‌ ବଃତିରୁକା ଦଃରି ବେଦିର୍‌ ଜୟେ ସେରି ହୁର୍ନ୍‌ କଃରି ହୁର୍ତି ଉହ୍ରେ ହଃକାୟ୍‌ଲା । ସେତାକ୍‌ ବିଜ୍‌ଲି ସଃବ୍‌ଦ୍‌, ବିନ୍‌ବିନ୍‌ ସଃବ୍‌ଦ୍‌, ଉଜାଳ୍‌ ଆର୍‌ ମାଟି ଲଦ୍‌ବଃଦ୍‌ଲି ।
6 And the seven messengers who are having the seven trumpets did prepare themselves that they may sound;
ସଃଡେବଃଳ୍‌ ସାତ୍‌ଗଟ୍‌ ତୁରି ଦଃର୍ଲା ସାତ୍‌ଗଟ୍‌ ଦୁତ୍‌ ତୁରି ସଃବଦ୍‌ କଃରୁକେ ଜଃଗ୍ରାତ୍‌ ଅୟ୍‌ଲାୟ୍‌ ।
7 and the first messenger did sound, and there came hail and fire, mingled with blood, and it was cast to the land, and the third of the trees was burnt up, and all the green grass was burnt up.
ହଃର୍ତୁ ଦୁତ୍‌ ତୁରି ସଃବ୍‌ଦ୍‌ କଃଲା ଦାହ୍ରେ ବଃନି ମିସ୍‌ଲା ଟେଳା ଆର୍‌ ଜୟ୍‌ ଆସି ହୁର୍ତିୟେ ହଃକାୟ୍‌ ଅୟ୍‌ଲି; ସେତାକ୍‌ ହୁର୍ତି ଆର୍‌ ଗଃଚ୍‌ମଃନାର୍‌ ତିନିବାଗ୍ ହୁଣି ଗଟେକ୍‌ ବାଗ୍ ଆରେକ୍‌ ସଃବୁ କଃଚା ହଃତ୍ରିଆ ଡିସ୍ତା ରଃନ୍ ସଃବୁ ହଡିଗଃଲି ।
8 And the second messenger did sound, and as it were a great mountain with fire burning was cast into the sea, and the third of the sea became blood,
ଦୁୟ୍‌ ଲଃମ୍ବର୍‌ ଦୁତ୍‌ ତୁରି ସଃବଦ୍‌ କଃଲାଦାହ୍ରେ ଜଃନ୍‌କଃରି ଜୟ୍‌ଲାଗ୍‌ତା ଗଟେକ୍‌ ବଃଡ୍‌ ହଃର୍ବାତ୍‌ ସଃମ୍‌ନ୍ଦେ ହଃକାୟ୍‌ ଅୟ୍‌ଲି । ସେତାକ୍‌ ସଃମ୍‌ନ୍ଦାର୍‌ ତିନିବାଗ୍ ହୁଣି ଗଟେ ବାଗ୍ ବଃନି ଅୟ୍‌ଗଃଲି,
9 and die did the third of the creatures that [are] in the sea, those having life, and the third of the ships were destroyed.
ଆରେକ୍‌ ସଃମ୍‌ନ୍ଦେ ରିଲା ଜଃତୁମଃନାର୍‌ ତିନିବାଗ୍ ମଃଲାୟ୍‌ ଆର୍‌ ଡଙ୍ଗାର୍‌ ତିନିବାଗ୍ ନଃସ୍ଟ୍‌ ଅୟ୍‌ଲି ।
10 And the third messenger did sound, and there fell out of the heaven a great star, burning as a lamp, and it did fall upon the third of the rivers, and upon the fountains of waters,
ତିନି ଲଃମରାର୍‌ ଦୁତ୍‌ ତୁରି ସଃବ୍‌ଦ୍‌ କଃଲାଦାହ୍ରେ ଜୟ୍‌ଦାଉ ହର୍‌ ଲାଗ୍‌ତା ଗଟେକ୍‌ ବଃଡ୍‌ ତାରା ଅଃଗାସେ ହୁଣି ଉଟ୍‌କି ଅୟ୍‌ ଗାଡ୍ ମଃନାର୍‌ ତିନିବାଗେ ହୁଣି ଗଟେ ବାଗ୍ ହାଜ୍ରାହାଣି ଉହ୍ରେ ଅଦୁର୍ଲି ।
11 and the name of the star is called Wormwood, and the third of the waters doth become wormwood, and many of the men did die of the waters, because they were made bitter.
ସେ ତାରାର୍‌ ନାଉଁ “ହିତା ।” ସେତାକ୍‌ ହାଣିର୍‌ ୩ ବାଗ୍ ହୁଣି ଗଟେ ବାଗ୍ ହିତା ଅୟ୍‌ଲି, ଆର୍‌ ଗାଦେକ୍‌ ଲକ୍‌ ସେ ହାଣିର୍‌ ଗିନେ ମଃଲାୟ୍‌, ବଃଲେକ୍‌ ସେରି ହିତା କଃରା ଜାୟ୍‌ରିଲି ।
12 And the fourth messenger did sound, and smitten was the third of the sun, and the third of the moon, and the third of the stars, that darkened may be the third of them, and that the day may not shine — the third of it, and the night in like manner.
ଚାରି ଲଃମ୍ବର୍‌ ଦୁତ୍‌ ତୁରି ସଃବ୍‌ଦ୍‌ କଃଲା ଦାହ୍ରେ, ବେଳ୍‌, ଜଃନ୍ ଆର୍‌ ତାରାମଃନାର୍‌ ତିନିବାଗ୍ ହୁଣି ଗଟେବାଗ୍ ଦଃକା ହାୟ୍‌ଲାକ୍‌ ସେସଃବୁର୍‌ ତିନିବାଗାର୍‌ ଗଟେ ବାଗ୍ ଅଃନ୍ଦାର୍‌ ଅୟ୍‌ଲି, ଦିନାର୍‌ ତିନିବାଗାର୍‌ ଗଟେ ବାଗ୍ ଉଜାଳ୍‌ ନୟ୍‌ଲି ଆର୍‌ ରାତି ହେଁ ସେରଃକମ୍‌ ଅୟ୍‌ଲି ।
13 And I saw, and I heard one messenger, flying in the mid-heaven, saying with a great voice, 'Woe, woe, woe, to those dwelling upon the land from the rest of the voices of the trumpet of the three messengers who are about to sound.'
ହଃଚେ ମୁଁୟ୍‌ ଦଃକ୍‌ଲେ, ଆର୍‌ ଅଃଗାସାର୍‌ ମଃଜି ବାଗେ ଉଡ୍‌ତିରିଲା ଗଟେକ୍‌ ରାବଣ୍‌ ଚେଳେ ଉଲ୍‌ଗାଟ୍‌ ଅୟ୍‌ ଇରି କଃଉତି ରିଲାର୍‌ ସୁଣ୍‌ଲେ, ଚି! ଚି! ଚି! ହୁର୍ତିବିର୍‌ ଦୁକ୍‌ ହାଉତା ଲକ୍‌ମଃନ୍, କାୟ୍‌ତାକ୍‌ବଃଲେକ୍‌ ଆରେକ୍‌ ତିନି ଗଟ୍‌ ଦୁତ୍‌ ତୁରି ସଃବ୍‌ଦ୍‌ କଃରୁକେ ଜଃଉଁଲାୟ୍‌ ।

< Revelation 8 >