< Revelation 15 >
1 And I saw another sign in the heaven, great and wonderful, seven messengers having the seven last plagues, because in these was completed the wrath of God,
ତାର୍ହଃଚେ ମୁୟ୍ଁ ସଃର୍ଗେ ଆରେକ୍ ଗଟେକ୍ ବଃଡେ ବୟଃଙ୍କାର୍ ଚିନ୍ ଦଃକ୍ଲେ, ସାତ୍ଗଟ୍ ଦୁତ୍, ସେମଃନାର୍ ଆତେ ସାତ୍ଗଟ୍ ମଃର୍ଡି, କାୟ୍ତାକ୍ବଃଲେକ୍ ଇ ମଃର୍ଡିମଃନାର୍ ଇସ୍ୱରାର୍ ସଃରାସଃରି ରିସା ।
2 and I saw as a sea of glass mingled with fire, and those who do gain the victory over the beast, and his image, and his mark, [and] the number of his name, standing by the sea of the glass, having harps of God,
ଆର୍ ମୁୟ୍ଁ ଦଃକ୍ଲେ, ଜଃନ୍କଃରି ଜୟ୍ ମିସ୍ଲା ଗଟେକ୍ କାଚ୍ ସଃମ୍ନ୍ଦ୍, ଆରେକ୍ ଜୁୟ୍ ଲକ୍ମଃନ୍ ଜଃତୁ, ତାର୍ ମୁର୍ତି ଆର୍ ତାର୍ ନାଉଁଆର୍ ଲଃମ୍ବର୍ ଉହ୍ରେ ଜିଣି ଆଚ୍ତି, ସେମଃନ୍ ଇସ୍ୱରାର୍ ବିଣା ଦଃରି କାଚାର୍ ସଃମ୍ନ୍ଦେ ଟିଆ ଅୟ୍ଆଚ୍ତି ।
3 and they sing the song of Moses, servant of God, and the song of the Lamb, saying, 'Great and wonderful [are] Thy works, O Lord God, the Almighty, righteous and true [are] Thy ways, O King of saints,
ସେମଃନ୍ ଇସ୍ୱରାର୍ ଦଃଙ୍ଗ୍ଳା ମସା ଆର୍ ମେଣ୍ଡାହିଲାର୍ ଗିତ୍ କୟ୍ କଃଉଁଲାୟ୍, “ଏ ମାପ୍ରୁ, ସଃବ୍କେ ସଃକ୍ତିମାନ୍ ଇସ୍ୱର୍, ତର୍ କାମ୍ ସଃବୁ କଃଡେକ୍ ବଃଡ୍ ଆର୍ କାବା ଅଃଉତାର୍; ଏ ସଃବୁ ଜାତିମଃନାର୍ ରଃଜା, ତର୍ ବାଟ୍ ସଃବୁ ଟିକ୍ ଆର୍ ସଃତ୍ ।
4 who may not fear Thee, O Lord, and glorify Thy name? because Thou alone [art] kind, because all the nations shall come and bow before Thee, because Thy righteous acts were manifested.'
ଏ ମାପ୍ରୁ, କେ ତକ୍ ନଃଡିରେ? କେ ତର୍ ନାଉଁଏ ଜଃଜ୍ମାନ୍ ଗିତ୍ ନଃକୟ୍ଁ? କାୟ୍ତାକ୍ବଃଲେକ୍ ଅଃବ୍କା ତୁୟ୍ହଃକା ପବିତ୍ର; ସଃବୁ ଜାତି ଆସି ତକ୍ ଜୁଆର୍ କଃର୍ତି, କାୟ୍ତାକ୍ବଃଲେକ୍ ତର୍ ବିଦି କାମ୍ସଃବୁ ଜାଣା ହଃଳି ଆଚେ ।”
5 And after these things I saw, and lo, opened was the sanctuary of the tabernacle of the testimony in the heaven;
ଇତାର୍ହଃଚେ ମୁୟ୍ଁ ଦଃକ୍ଲେ, ସଃର୍ଗେ ରିଲା ସାକି ତୁମାର୍ ମନ୍ଦିରାର୍ ଦୁଆର୍ ଉଗାଳି ଅୟ୍ଲି ।
6 and come forth did the seven messengers having the seven plagues, out of the sanctuary, clothed in linen, pure and shining, and girded round the breasts with golden girdles:
ଆର୍ ମନ୍ଦିରେ ହୁଣି ସାତ୍ଗଟ୍ ମଃର୍ଡି ଦଃର୍ଲା ସାତ୍ଗଟ୍ ଦୁତ୍ ବାରାୟ୍ ଆୟ୍ଲାୟ୍, ସେମଃନ ମଣି ଲାଗିରିଲା ନିର୍ମୁଳ୍ ଆର୍ ଉଜାଳ୍ ମଃସ୍ଣି ବଃସ୍ତର୍ ହିନ୍ଦି ରିଲାୟ୍, ଆରେକ୍ ସେମଃନାର୍ ବୁକେ ସନାର୍ ବୁକ୍ହାଟାର୍ ବାନ୍ଦୁଣ୍ ବାନ୍ଦି ଅୟ୍ରିଲାୟ୍ ।
7 and one of the four living creatures did give to the seven messengers seven golden vials, full of the wrath of God, who is living to the ages of the ages; (aiōn )
ସେତାକ୍ ଚାରିଜଃତୁ ବିତ୍ରେ ଗଟେକ୍ ଜଃତୁ ସଃବୁବଃଳ୍ ଜିବନ୍ ରେତା ଇସ୍ୱରାର୍ ରିସାୟ୍ ହୁର୍ନ୍ ଅୟ୍ରିଲା ସାତ୍ଗଟ୍ ସନାର୍ କପା ସେ ସାତ୍ଗଟ୍ ଦୁତ୍କେ ଦିଲା । (aiōn )
8 and filled was the sanctuary with smoke from the glory of God, and from His power, and no one was able to enter into the sanctuary till the seven plagues of the seven messengers may be finished.
ଆର୍ ଇସ୍ୱରାର୍ ଜଃଜ୍ମାନ୍ ଆର୍ ସଃକ୍ତିର୍ ଦୁଆଁୟ୍ ମନ୍ଦିର୍ ହୁର୍ନ୍ ଅୟ୍ଲି, ସାତ୍ଗଟ୍ ଦୁତ୍ମଃନାର୍ ସାତ୍ଗଟ୍ ମଃର୍ଡି ନଃସେର୍ତା ହଃତେକ୍ କେ ହେଁ ମନ୍ଦିରେ ହୁରୁ ନଃହାୟ୍ଲାୟ୍ ।