< Acts 23 >
1 And Paul having earnestly beheld the sanhedrim, said, 'Men, brethren, I in all good conscience have lived to God unto this day;'
ଆର୍ ପାଉଲ୍ ଜିଉଦି ବେରାଣ୍ ମଃଣ୍ଡାକ୍ ନିକ କଃରି ଦଃକି କୟ୍ଲା, “ଏ ଇସ୍ରାଏଲିୟ ବାୟ୍ମଃନ୍, ମୁୟ୍ଁ ଆଜି ହଃତେକ୍ ନିକ ମଃନେ ଇସ୍ୱରାର୍ ଚଃମେ ଚାଲ୍ଚାଲ୍ତି କଃରି ଆସିଆଚି ।”
2 and the chief priest Ananias commanded those standing by him to smite him on the mouth,
ସେତାକ୍ ମୁଳ୍ ଜାଜକ୍ ହନନିଅ ପାଉଲ୍ ଚଃମେ ଟିଆ ଅୟ୍ରିଲା ଲକ୍ ମଃନ୍କେ ତାର୍ ମୁଏଁ ଚାହୁଳ୍ ମାରୁକ୍ କୟ୍ଲା ।
3 then Paul said unto him, 'God is about to smite thee, thou whitewashed wall, and thou — thou dost sit judging me according to the law, and, violating law, dost order me to be smitten!'
ସଃଡେବଃଳ୍ ପାଉଲ୍ ତାକେ କୟ୍ଲା, “ଏ ଚୁନ୍ ମାର୍ଲା ଦଃବ୍ଳା କୁଡ୍, ଇସ୍ୱର୍ ତକ୍ ମାରେଦ୍, ତୁୟ୍ ଅଃକାବଃଳ୍ ବିଦି ହଃର୍କାରେ ମର୍ ବିଚାର୍ ନଃକେରି, ବିଦି ବିରଦେ ମକ୍ ମାରୁକ୍ କଃଉଁଲିସ୍?”
4 And those who stood by said, 'The chief priest of God dost thou revile?'
ସେତାକ୍ ଚଃମେ ଟିଆ ଅୟ୍ରିଲା ଲକ୍ମଃନ୍ କୟ୍ଲାୟ୍, “ତୁୟ୍ କି ଇସ୍ୱରାର୍ ମୁଳ୍ ଜାଜକ୍କେ ଲିନ୍ଦା କଃରୁଲିସ୍?”
5 and Paul said, 'I did not know, brethren, that he is chief priest: for it hath been written, Of the ruler of thy people thou shalt not speak evil;'
ଆରେକ୍ ପାଉଲ୍ କୟ୍ଲା, “ଏ ଇସ୍ରାଏଲିୟ ବାୟ୍ମଃନ୍ ସେ ମୁଳ୍ ଜାଜକ୍ ବଃଲି ମୁୟ୍ଁ ଜାଣି ନଃରିଲେ, କାୟ୍ତାକ୍ ବଃଲେକ୍ ସାସ୍ତରେ ଲେକା ଆଚେ, ତୁମି ଅଃହ୍ଣାର୍ ମୁଳିକାକ୍ ମଃନ୍ଦ୍ କଃତା କଃଉଆ ନାୟ୍ ।”
6 and Paul having known that the one part are Sadducees, and the other Pharisees, cried out in the sanhedrim, 'Men, brethren, I am a Pharisee — son of a Pharisee — concerning hope and rising again of dead men I am judged.'
ମଃତର୍ ପାଉଲ୍ ଗଟେକ୍ ବାଗ୍ ସାଦୁକି ଆର୍ ଗଟେକ୍ ବାଗ୍ ପାରୁସି ବଃଲି ଜାଣି ବେରାଣ୍ ମଃଣ୍ଡାୟ୍ ଉଲ୍ଗାଟ୍ ଅୟ୍ କୟ୍ଲା, “ଏ ଇସ୍ରାଏଲିୟ ବାୟ୍ମଃନ୍ ମୁୟ୍ଁ ଗଟେକ୍ ପାରୁସି ଆର୍ ପାରୁସିର୍ ହୟ୍ସି, ଆରେକ୍ ଇ ବଃର୍ସା, ବଃଲେକ୍ ମଃଲା ଲକ୍ ମଃନାର୍ ଉଟ୍ତା ବିସୟେ ମୁୟ୍ଁ ବିଚାର୍ ଅଃଉଁଲେ ।”
7 And he having spoken this, there came a dissension of the Pharisees and of the Sadducees, and the crowd was divided,
ସେ ଇ କଃତା କୟ୍ଲାକ୍ ପାରୁସି ଆର୍ ସାଦୁକି ମଃନାର୍ ବିତ୍ରେ ଦଃରାମ୍ସ୍କା ଅୟ୍ଲାୟ୍, ଆର୍ ବେରାଣ୍ ମଃଣ୍ଡା ଦଃଳ୍ ବାଗ୍ ଅୟ୍ଲି ।
8 for Sadducees, indeed, say there is no rising again, nor messenger, nor spirit, but Pharisees confess both.
କାୟ୍ତାକ୍ ବଃଲେକ୍ ସାଦୁକିମଃନ୍ ମଃଲେକ୍ ଉଟ୍ତାର୍ ନାୟ୍ କି ଦୁତ୍ ଆର୍ ଆତ୍ମା ନାୟ୍ ବଃଲି କଃଉତି, ମଃତର୍ ପାରୁସିମଃନ୍ ଇ ତିନିଗଟ୍ ହେଁ ମାନ୍ତି ।
9 And there came a great cry, and the scribes of the Pharisees' part having arisen, were striving, saying, 'No evil do we find in this man; and if a spirit spake to him, or a messenger, we may not fight against God;'
ଇତାକ୍ ବଃଡେ ଉରାଟୁ ଅୟ୍ଲି ଆର୍ ପାରୁସିମଃନାର୍ ଦଃଳାର୍ କଃତେକ୍ ଦଃର୍ମ୍ଗୁରୁମଃନ୍ ଉଟି କଃତା ଦଃରା ଦଃରି ଅୟ୍ କୟ୍ଲାୟ୍ “ଅଃମିମଃନ୍ ଇ ଲକ୍ତଃୟ୍ କାୟ୍ ଦଃସ୍ ନଃଦେକୁ, କେ ଜାଣ୍ କୁୟ୍ ଆତ୍ମା କି ଦୁତ୍ ତାର୍ ସଃଙ୍ଗ୍ କଃତା କଃଉଁଲା ।”
10 and a great dissension having come, the chief captain having been afraid lest Paul may be pulled to pieces by them, commanded the soldiery, having gone down, to take him by force out of the midst of them, and to bring [him] to the castle.
ଅଃନ୍କାର୍ ବଃଡେ ଉରାଟୁ ଅୟ୍ଲାକ୍ କଃଡେବଃଳ୍ ପାଉଲ୍କେ କଃଣ୍ଡ୍ କଃଣ୍ଡ୍ କଃରି ମାର୍ତି, ଇ ଡିରାର୍ ଗିନେ ସଃଇନ୍ ଅଃଦିକାରି ସେମଃନାର୍ ବିତ୍ରେ ବଃଳ୍ ମାଡେ ଗଃଳ୍ ବିତ୍ରେ ଆଣୁକେ ସଃଇନ୍ମଃନ୍କେ ଆଦେସ୍ ଦିଲା ।
11 And on the following night, the Lord having stood by him, said, 'Take courage, Paul, for as thou didst fully testify the things concerning me at Jerusalem, so it behoveth thee also at Rome to testify.'
ସେ ରାତି ମାପ୍ରୁ ତାର୍ ଚଃମେ ଟିଆ ଅୟ୍ କୟ୍ଲା, “ଡିର୍ ନାୟ୍ ସାସ୍ ଦଃର୍ କାୟ୍ତାକ୍ବଃଲେକ୍ ତୁୟ୍ ଜଃନ୍କଃରି ଜିରୁସାଲମେ ଅଃମାର୍ ସାକି ଦିଲିସ୍, ସେନ୍କଃରି ତକ୍ ରମ୍ ତଃୟ୍ ହେଁ ସାକି ଦେଉଁକ୍ ଅୟ୍ଦ୍ ।”
12 And day having come, certain of the Jews having made a concourse, did anathematize themselves, saying neither to eat nor to drink till they may kill Paul;
ଆର୍କ ଦିନ୍ ସଃକାଳ୍ ଅୟ୍ଲାକ୍ ଜିଉଦିମଃନ୍ ମଃନ୍ଦା ଅୟ୍ ପାଉଲ୍କେ ନଃମାର୍ତା ହଃତେକ୍ ଅଃର୍ନ୍ ଆଣି ଚୁୟ୍ଲେକ୍ ସାୟ୍ପ୍ ହାଉଁନ୍ଦ୍ ବଃଲି ଅଃହ୍ଣା ଅଃହ୍ଣାକ୍ ସଃୟ୍ତ୍ କଃଲାୟ୍ ।
13 and they were more than forty who made this conspiracy by oath,
ଇ କୁଟ୍ କଃଲା ଲକ୍ମଃନ୍ ଦୁୟ୍ କଳି ଲକ୍ ହୁଣି ଅଃଦିକ୍ ରିଲାୟ୍ ।
14 who having come near to the chief priests and to the elders said, 'With an anathema we did anathematize ourselves — to taste nothing till we have killed Paul;
ସେମଃନ୍ ବଃଡ୍ ଜାଜକ୍ ଆର୍ ପାରାଚିନ୍ମଃନାର୍ ହାକ୍ ଆସି କୟ୍ଲାୟ୍ “ଅଃମିମଃନ୍ ପାଉଲ୍କେ ମଃର୍ନେ ନଃମାର୍ତା ହଃତେକ୍ କାୟ୍ରି କାୟ୍ଲେକ୍ ସାୟ୍ପ୍ ହାଉଁନ୍ଦ୍ ବଃଲି ନିଜେ ନିଜେ ସଃୟ୍ତ୍ କଃରି ଆଚୁ ।
15 now, therefore, ye, signify ye to the chief captain, with the sanhedrim, that to-morrow he may bring him down unto you, as being about to know more exactly the things concerning him; and we, before his coming nigh, are ready to put him to death.'
ତଃବେ ତୁମିମଃନ୍ ଅଃଦିକ୍ ନିକ କଃରି ତାର୍ ବିଚାର୍ କଃରୁକେ ମଃନ୍ କଃରୁଲୁ ବଃଲି ଜଃଟି କଃରି ତାକେ ତୁମିମଃନାର୍ ଚଃମେ ଆଣୁକେ ଅଃବେ ବେରାଣ୍ ମୁଣ୍ଡାର୍ ଲକେ ଆର୍ ସଃଇନ୍ ଅଃଦିକାରିକ୍ ଗଃଉଆରି କଃରା । ସେ ବେରାଣେ ଆସ୍ତା ହୁର୍ବେ ଅଃମିମଃନ୍ ତାକେ ମାରୁକ୍ ଜାଗି ଆଚୁ ।”
16 And the son of Paul's sister having heard of the lying in wait, having gone and entered into the castle, told Paul,
ମଃତର୍ ପାଉଲାର୍ ବେଣ୍ସିର୍ ହୟ୍ସି ସେମଃନାର୍ ଜାଗି ରିଲାର୍ କଃତା ସୁଣି ଆସି, ଗଃଳ୍ ବିତ୍ରେ ହୁରି ପାଉଲ୍କେ ଜାଣାୟ୍ଲା ।
17 and Paul having called near one of the centurions, said, 'This young man lead unto the chief captain, for he hath something to tell him.'
ସେତାକ୍ ପାଉଲ୍ ଗଟେକ୍ ହାଁଚ୍ କଳି ମୁଳିକା ସଃଇନ୍କେ କୁଦି କୟ୍ଲା, “ଇ ବେଣ୍ଡ୍ୟାକ୍ ଏକ୍ ଅଃଜାର୍ ସଃଇନାର୍ ମୁଳିକାର୍ ଚଃମେ ନେ, କାୟ୍ତାକ୍ବଃଲେକ୍ ତାକେ ଜାଣାଉଁକ୍ ଆର୍ କାୟ୍ କଃତା ଆଚେ ।”
18 He indeed, then, having taken him, brought him unto the chief captain, and saith, 'The prisoner Paul, having called me near, asked [me] this young man to bring unto thee, having something to say to thee.'
ସେତାକ୍ ତାକେ ସଃଇନାର୍ ଅଃଦିକାରି ମୁଳିକା ଚଃମେ ନଃୟ୍ କୟ୍ଲା, “କଃୟ୍ଦି ପାଉଲ୍ ତାର୍ ଚଃମେ ମକ୍ କୁଦି ତର୍ ଚଃମେ ଇ ବେଣ୍ଡ୍ୟାକେ ଆଣୁକେ ଗଃଉଆରି କଃଲା, ତୁୟ୍ କଃଉ ଆର୍ କାୟ୍ କଃତା ଆଚେ ।”
19 And the chief captain having taken him by the hand, and having withdrawn by themselves, inquired, 'What is that which thou hast to tell me?'
ସଃଇନାର୍ ଅଃଦିକାରି ସେ ବେଣ୍ଡ୍ୟାର୍ ଆତ୍ ଦଃରି ଗଟେକ୍ ସିଣିନ୍ଦ୍ ଟାଣେ ନଃୟ୍ ତାକେ ହଃଚାର୍ଲା, “ମକ୍ ଜାଣାଉ ତର୍ କାୟ୍ରି କଃଉତାର୍ ଆଚେ?”
20 and he said — 'The Jews agreed to request thee, that to-morrow to the sanhedrim thou mayest bring down Paul, as being about to enquire something more exactly concerning him;
ସେ କୟ୍ଲା, ପାଉଲାର୍ କଃତାକ୍ ଅଃଦିକ୍ ନିକ କଃରି ବିଚାର୍ କଃରୁକେ, ହେଟ୍କପଟିଆ ଜିଉଦିମଃନ୍ ତାକେ କାଲି ବେରାଣ୍ ମଃଣ୍ଡାୟ୍ ଆଣୁକେ ତକ୍ ଗଃଉଆରି କଃରୁକେ ଟିକ୍ କଃରି ଆଚ୍ତି ।
21 thou, therefore, mayest thou not yield to them, for there lie in wait for him of them more than forty men, who did anathematize themselves — not to eat nor to drink till they kill him, and now they are ready, waiting for the promise from thee.'
ଇତାକ୍ ସେମଃନାର୍ କଃତାୟ୍ ରାଜି ଅଃଉଅ ନାୟ୍, କାୟ୍ତାକ୍ବଃଲେକ୍ ତାକେ ମଃର୍ନେ ନଃମାର୍ତା ହଃତେକ୍ ଅଃର୍ନ୍ ହାଣି ଚୁୟ୍ଲେକ୍ ସାୟ୍ପ୍ ହାଉଁନ୍ଦ୍ ବଃଲି ନିଜେ ନିଜେ ସଃୟ୍ତ୍ କଃରି ଦୁୟ୍ କଳି ଲକ୍ ହୁଣି ଅଃଦିକ୍ ତାକେ ଜାଗି ଆଚ୍ତି । ଆର୍ ଅଃବେ ସେମଃନ୍ ତର୍ ତଃୟ୍ହୁଣି ଆଦେସ୍ ହାଉଁକ୍ ଜାଗି ଆଚ୍ତି ।
22 The chief captain, then, indeed, let the young man go, having charged [him] to tell no one, 'that these things thou didst shew unto me;'
ସେତାକ୍ ସଃଇନ୍ ଅଃଦିକାରି ସେ ବେଣ୍ଡ୍ୟାକ୍ ହଃଟାୟ୍ ଦଃୟ୍ ତାକେ କୟ୍ଲା, “ତୁୟ୍ ଜୁୟ୍ କଃତା ମକ୍ କୟ୍ଲିସ୍, ଇତି କାକେ ହେଁ କଃଉନାୟ୍ ।”
23 and having called near a certain two of the centurions, he said, 'Make ready soldiers two hundred, that they may go on unto Caesarea, and horsemen seventy, and spearmen two hundred, from the third hour of the night;
ସଃୟ୍ନ୍ ଅଃଦିକାରି ତାର୍ ଜଳେକ୍ ଅଃଦିକାରିକ୍ କୁଦି କୟ୍ଲା “କାଇସରିଆ ହାକ୍ ଜଃଉଁକେ ଦୁୟ୍ସ ସଃଇନ୍ ମଃନ୍କେ ଜାଗ୍ରତ୍ କଃର୍, ଦୁୟ୍କଳି ଗଃଳା ଚଃଗୁ ଆର୍ ଦୁୟ୍ସ ବାଲା ଦଃରୁ ମଃନ୍କେ ଆର୍ ଆଜି ରାତି ନଅ ଗଃଟା ବଃଳ୍ ବାରାଉଁକେ ଟିକ୍ କଃର୍ ।
24 beasts also provide, that, having set Paul on, they may bring him safe unto Felix the governor;'
ଆରେକ୍ ସେମଃନ୍ ଜଃନ୍କଃରି ପାଉଲ୍କେ ବଃସାୟ୍ ରଃଜାର୍ ଗୁମୁସ୍ତା ପେଲିକ୍ସ୍ ତଃୟ୍ ଜଃତୁନେ ନେତି, ଇତାକ୍ ସଃବୁ କଃରୁକେ ଆଦେସ୍ ଦିଲା ।”
25 he having written a letter after this description:
ଆର୍ ମୁଳିକା ଅଃନ୍କାର୍ ଗଟେକ୍ ଚିଟି ଲେକ୍ଲା ।
26 'Claudius Lysias, to the most noble governor Felix, hail:
“ମାୟ୍ନ୍ କାରି ଗନର୍ ପେଲିକ୍ସ୍କେ କ୍ଲାଉଦିଅ, ଲୁସିଆକେ ଜୁଆର୍ ।
27 This man having been taken by the Jews, and being about to be killed by them — having come with the soldiery, I rescued him, having learned that he is a Roman;
ଜିଉଦିମଃନ୍ ଇ ଲକ୍କେ ଦଃରି ମାରୁକ୍ ଜାତା ବଃଳ୍ ମୁୟ୍ଁ ସଃଇନ୍ ମଃନାର୍ ସଃଙ୍ଗ୍ ଜାୟ୍ ସେ ଗଟେକ୍ ରମିୟ ବଃଲି ଜାଣି ଆକ୍ ବାଚାୟ୍ଲେ ।
28 and, intending to know the cause for which they were accusing him, I brought him down to their sanhedrim,
କାୟ୍ତାର୍ ଗିନେ ସେମଃନ୍ ଆକ୍ ଦଃସ୍ ଦଃରୁଲାୟ୍ ସେରି ଜାଣୁକେ ମଃନ୍କଃରି ମୁୟ୍ଁ ଆକ୍ ସେମଃନାର୍ ବେରାଣେ ନିଲେ ।
29 whom I found accused concerning questions of their law, and having no accusation worthy of death or bonds;
ମଃର୍ନ୍ ଡଃଣ୍ଡ୍ କି ବାନ୍ଦୁଣ୍ ଜୟ୍ଗ୍ କାୟ୍ କଃତା ଆର୍ ବିରଦେ ଦଃସ୍ କଃରା ନଃଜାୟ୍ଁ ସେମଃନାର୍ ବିଦିର୍ କଃତା ଦଃସ୍ କଃରା ଅଃଉଁଲି ବଃଲି ମୁୟ୍ଁ ବୁଜ୍ଲେ ।
30 and a plot having been intimated to me against this man — about to be of the Jews — at once I sent unto thee, having given command also to the accusers to say the things against him before thee; be strong.'
ଇ ଲକ୍ ବିରଦେ କୁଟ୍ କଃରା ଅୟ୍ଆଚେ ବଃଲି ମକ୍ କୟ୍ଲାକ୍ ମୁୟ୍ଁ ଆକ୍ ଦାପେ ତର୍ ହାକ୍ ହଃଟାୟ୍ଲେ, ଆର୍ ଦଃସ୍ ଦଃରୁ ମଃନ୍କେ ହେଁ ଆର୍ ବିରଦେ ସାକି ଦେଉଁକ୍ କୟ୍ଲେ ।”
31 Then, indeed, the soldiers according to that directed them, having taken up Paul, brought him through the night to Antipatris,
ସେତାକ୍ ସଃଇନ୍ମଃନ୍ ଆଦେସ୍ ହାୟ୍ଲା ହଃର୍କାରେ ପାଉଲ୍କେ ଦଃରି ରାତି ବଃଳ୍ ଆନ୍ତିପାତ୍ରିକେ ଆଣ୍ଲାୟ୍ ।
32 and on the morrow, having suffered the horsemen to go on with him, they returned to the castle;
ଆର୍କ ଦିନ୍ ସଃଇନ୍ମଃନ୍ ଗଃଳା ଚଃଗୁମଃନ୍କେ ତାର୍ ସଃଙ୍ଗ୍ ଜଃଉଁକେ ଚାଡ୍ଲାୟ୍ ଆର୍ ଗଃଳେ ବାଉଳି ଗଃଲାୟ୍ ।
33 those having entered into Caesarea, and delivered the letter to the governor, did present also Paul to him.
ହଃଚେ ଗଳାଚଃଗୁମଃନ୍ କାଇସରିଆକେ ଆସି ସାସନ୍କଃର୍ତାକେ ଚିଟି ଦିଲାୟ୍ ଆର୍ ପାଉଲ୍କେ ହେଁ ତାର୍ ଆତେ ସଃହ୍ରି ଦିଲାୟ୍ ।
34 And the governor having read [it], and inquired of what province he is, and understood that [he is] from Cilicia;
ସେ ଚିଟି ହଳ୍ଲା ହଃଚେ ସେ କୁୟ୍ ରାଇଜାର୍ ଲକ୍ ବଃଲି ହଃଚାର୍ଲା, ଆରେକ୍ ସେ ଜେ କିଲିକିଆର୍ ଲକ୍ ଇରି ଜାଣ୍ଲା ।
35 'I will hear thee — said he — when thine accusers also may have come;' he also commanded him to be kept in the praetorium of Herod.
ଆର୍ ସେ କୟ୍ଲା, “ତର୍ ଦଃସ୍ ଦଃରୁମଃନ୍ ଆୟ୍ଲେକ୍ ମୁୟ୍ ତର୍ କଃତା ସୁଣିନ୍ଦ୍” ଆର୍ ସେ ହେରଦାର୍ କୁଆଳ୍ ତଃୟ୍ଁ ତାକେଜଃୟ୍ଲେ ଡାହୁକେ କୟ୍ଲା ।