< 1 Timothy 4 >

1 And the Spirit expressly speaketh, that in latter times shall certain fall away from the faith, giving heed to seducing spirits and teachings of demons,
ସୁକଲ୍‌ ଆତ୍‌ମା ନିକସଙ୍ଗ୍‌ କଇଲାନି, ସାରାସାରି ଦିନେ, ଲକ୍‍ମନ୍‍ ସତ୍‌ ବିସଇ ବିସ୍‌ବାସ୍‌ କର୍‌ବାଟା ଚାଡିଦେବାଇ । କାରାପ୍‌ ଆତ୍‌ମାମନର୍‌ ସିକିଆ ମାନ୍‌ବାଇ । ଆରି ସେମନ୍‌ ସିକାଇବା ବୁଲ୍‌ ସିକିଆ ବିସ୍‌ବାସ୍‌ କର୍‌ବାଇ ।
2 in hypocrisy speaking lies, being seared in their own conscience,
ଏନ୍ତାରି ସିକିଆ ଦେବାବେଲେ ଏଟା ସତ୍‌ ସିକିଆବଲି ଲକ୍‌ମନ୍‌ ମାନ୍‌ବାଇ । ମାତର୍‌ ସେଟା ମିଚ୍‌ ସିକିଆ ରଇସି । ସେମନ୍‌ ଟିକ୍‌ କଲାଇନି କି ବୁଲ୍‌ କଲାଇନି, ସେଟା ନିଜେ ଜାନି ନ ରଅତ୍‌ । ଜେନ୍ତାରି କି ତପ୍‌ଲା ଲୁଆସଙ୍ଗ୍‍ ମାଉଁସ୍‌ଟାନେ ଚାପ୍‌ଲେ ମରିଜାଇସି, ସେନ୍ତାରିସେ ।
3 forbidding to marry — to abstain from meats that God created to be received with thanksgiving by those believing and acknowledging the truth,
ସେମନ୍‌, ମାଇଜି ମନସ୍‌ ବିବା ଅଇବାର୍‌ ନାଇ ଆରି କାଇ କାଇ କାଦି କାଇବାର୍‌ ନାଇ ବଲି ବୁଲ୍‌ ସିକିଆ ଦେବାଇ । ସବୁ ରକାମର୍‌ କାଦି ପର୍‌ମେସର୍‌ ତିଆର୍‌ କଲାଆଚେ । ଜେନ୍ତି କି ଜେତ୍‌କି ସବୁ ଲକ୍‌ ତାର୍‌ ସତ୍‌ କବର୍‌ ବିସ୍‌ବାସ୍‌ କର୍‌ବାଇ, ସେମନ୍‌ ସେ କାଦିର୍‌ ଲାଗି ତାକେ ଦନିଅବାଦ୍‌ ଦେବାଇ ।
4 because every creature of God [is] good, and nothing [is] to be rejected, with thanksgiving being received,
ସେନ୍ତାରି ସିକିଆ ଦେଉମନ୍‌ ବୁଲ୍‌ ସିକିଆ ଦେଲାଇନି । କାଇକେବଇଲେ କାଦି ଆରି ପର୍‌ମେସର୍‌ ତିଆର୍‌କଲା ସବୁ ବିସଇ ନିକଆଚେ । ଆରି କାଇ ରକାମର୍‌ କାଦି ମିସା ନିଚ୍‌ବାର୍‌ ନାଇ । ତାର୍‌ ବାଦୁଲେ ସବୁ କାଦି ନିକ ବଲି ମାନିକରି ତାକେ ଦନିଅବାଦ୍‌ ଦେବାର୍‌ ଆଚେ ।
5 for it is sanctified through the word of God and intercession.
କାଇକେବଇଲେ ପର୍‌ମେସର୍‌ କଇରଇବା ବାକିଅ ଆରି ଆମର୍‌ ପାର୍‌ତନା ବିସଇ ସବୁ ସୁକଲ୍‌ ଅଇଆଚେ ।
6 These things placing before the brethren, thou shalt be a good ministrant of Jesus Christ, being nourished by the words of the faith, and of the good teaching, which thou didst follow after,
ଏ ସବୁ ବିସଇ ତମେ ବିସ୍‌ବାସିମନ୍‌କେ ସିକାଇବାର୍‌ ଲାଗି, ତମେ ଜିସୁ କିରିସ୍‌ଟକେ ସେବା କଲାସ୍‌ନି । ତମର୍‌ ବିସ୍‌ବାସର୍‌ ଲାଗି ଆରି ସତ୍‌ ସିକିଆ ମାନ୍‌ଲାର୍‌ ଲାଗି ପର୍‌ମେସର୍‌ ତମ୍‌କେ ବଡାଇସି ।
7 and the profane and old women's fables reject thou, and exercise thyself unto piety,
ଜନ୍‌ ସବୁ ସିକିଆ ମିଚ୍‌, ଆରି ଜନ୍‌ଟା ସବୁ ଟଣ୍ଡେପାନ୍ଦି କଇବାଟାନେ ଅନି ଦୁରିକେ ରୁଆ । ତାର୍‌ ବାଦୁଲେ ନିଜେ ଜାଗ୍‌ରତ୍‌ ରଇକରି ପର୍‌ମେସର୍‌ ଜନ୍‌ଟା ମନ୍‍ କଲାନି, ସେନ୍ତାରି ଚଲାଚଲ୍‌ତି କରା ।
8 for the bodily exercise is unto little profit, and the piety is to all things profitable, a promise having of the life that now is, and of that which is coming;
କାଇକେବଇଲେ ଗାଗଡ୍‌କେ ବୁଲାଚାଲା କରି ନିକ ସଙ୍ଗ୍‌ ସଙ୍ଗଇବାଟା କେତେଟା କାମର୍‌ ପାଇ ନିକ ବିସଇ । କାଇକେବଇଲେ ଏଟା ଜଗତେ ବଁଚିରଇଲେ କି ମରିଗାଲେ ମିସା ତାକେ ଲଡାକେ ଆଇସି । ମାତର୍‌ ଆତ୍‌ମାଇ ଚଲାଚଲ୍‌ତି କର୍‌ବାଟା ସବୁ କାମେ ନିକ ରଇସି ।
9 stedfast [is] the word, and of all acceptation worthy;
ଏଟା ବାଇଦରେ ସତ୍‌ ଆକା । ଏଟା ସବୁଲକ୍‌ ଅଇସି କି ନ ଅଏ ବଲିକରି ପୁରାପୁରୁନ୍‌ ବିସ୍‌ବାସ୍‌ କରିଅଇସି ।
10 for for this we both labour and are reproached, because we hope on the living God, who is Saviour of all men — especially of those believing.
୧୦ଆମେ ପର୍‌ମେସର୍‌କେ ବିସ୍‌ବାସ୍‌ କଲାର୍‌ପାଇ କସ୍‌ଟ ଅଇ କାମ୍‌ କରି ଏଟା ଆସା କଲୁନି । ସେ ସତଇସେ ବଁଚିଆଚେ । ସେ ଗୁଲାଇ ମନସ୍‌ ଜାତିର୍‌ ଉଦାର୍‌କାରିଆ, ଜେତ୍‌କି ସବୁ ତାକେ ବିସ୍‌ବାସ୍‌ କଲାଇନି, ତାକର୍‌ପାଇ ଅଦିକ୍‌ ।
11 Charge these things, and teach;
୧୧ମୁଇ ତମ୍‌କେ ଜେତ୍‌କି ବିସଇ ଲେକ୍‌ଲିଆଚି ସେଟାସବୁ ବିନ୍‌ ଲକ୍‌ମନ୍‌କେ ସିକାଆ ଆରି ତିଆରା ।
12 let no one despise thy youth, but a pattern become thou of those believing in word, in behaviour, in love, in spirit, in faith, in purity;
୧୨ତକେ ଦାଙ୍ଗ୍‌ଡା ଆଚେ ବଲି କେ ମିସା ଇନ୍‌ ନ କର । ମାତର୍‌ ସବୁ ବିସ୍‌ବାସି ମନର୍‌ପାଇ ଗଟେକ୍‌ ସାକିପାରା ନିକ ଚଲାଚଲ୍‌ତି କର୍‌ । ସବୁ ବେଲେ ସତ୍‌ କାତା କଇତେର, ନିକସଙ୍ଗ୍‍ ଚଲାଚଲ୍‌ତି କର୍‌ତେରଇବା, ଲକ୍‌ମନ୍‌କେ ଆଲାଦ୍‌ କର୍‌ତେରଇବା, କିରିସ୍‌ଟକେ ବିସ୍‌ବାସ୍‌ କର୍‌ତେରଇବା, ପାପେ ରଅନାଇ ।
13 till I come, give heed to the reading, to the exhortation, to the teaching;
୧୩ମୁଇ ତର୍‌ଟାନେ ଆଇବା ଜାକ ବିସ୍‌ବାସିମନ୍‌ ରୁଣ୍ଡ୍‌ଲା ବେଲାଇ, ଜେନ୍ତାରି କି ସବୁଲକ୍‌ ନିକକରି ସୁନ୍‌ଲାପାରା ସାସ୍‌ତର୍‌ ପଡିଦେସ୍‌ । ତେଇର୍‌ ଅରତ୍‌ ସେମନ୍‌କେ ବୁଜାଇଦେସ୍‌ ।
14 be not careless of the gift in thee, that was given thee through prophecy, with laying on of the hands of the eldership;
୧୪ପର୍‌ମେସର୍‌ ତର୍‌ପାଇସେ ବଲିକରି ଜନ୍‌ ଦାନ୍‌ ଦେଲାଆଚେ, ସେ କାମେ ଲାଗିର । ଏଟା ବବିସତ୍‌ବକ୍‌ତାମନ୍‌ ଆରି ପାର୍‌ଚିନ୍‌ମନ୍‌ ତର୍‌ ମୁଣ୍ଡେ ଆତ୍‌ ସଙ୍ଗଇ ପାର୍‌ତନା କଲାବେଲେ, ତୁଇ ପର୍‌ମେସରର୍‌ ଟାନେଅନି ପାଇରଇଲୁସ୍‌ ।
15 of these things be careful; in these things be, that thy advancement may be manifest in all things;
୧୫ଏ ସବୁ ବିସଇ ପୁରାପୁରୁନ୍‌ ମନ୍‌ ଦିଆନ୍‌ ଦେଇ କର୍‌ । ଜେନ୍ତାର୍‌କି, ସୁବ୍‌କବର୍‌ ଜାନାଇବାଟାନେ ଆରି ସିକାଇବାଟାନେ ତୁଇ ଆଗ୍‌ତୁ ଆଗ୍‌ତୁ ଗାଲୁସ୍‌ନି ବଲି ଲକ୍‌ମନ୍‌ ଦେକ୍‌ବାଇ ।
16 take heed to thyself, and to the teaching; remain in them, for this thing doing, both thyself thou shalt save, and those hearing thee.
୧୬ତୁଇ ଜାଗ୍‌ରତ୍‌ ସଙ୍ଗ୍‍ ଚଲାଚଲ୍‌ତି କର୍‌ । ଆରି ପର୍‌ମେସରର୍‌ ବିସଇ ଜନ୍‌ଟା ସିକାଇଲୁସ୍‌ନି, ସେ ବିସଇଟାନେ ଜାଗ୍‌ରତ୍‌ ର । ଏଟା କରିଲାଗିର । କାଇକେବଇଲେ ସେନ୍ତାରି କଲେ, ତୁଇ ନିଜ୍‌କେ ଆରି ତର୍‌ କାତା ସୁନ୍‌ବା ଲକ୍‌କେ ରକିଆ କର୍‌ସୁ ।

< 1 Timothy 4 >