< 1 Thessalonians 5 >

1 And concerning the times and the seasons, brethren, ye have no need of my writing to you,
ଏ ବାଇମନ୍‌, ମାପ୍‌ରୁ ଜିସୁର୍‍ ଦିନ୍‍ କେବେ ଆରି କେଡେବେଲେ ଗଟ୍‌ସି, ସେ ବିସଇ ତମ୍‌କେ ଆରି ଅଦିକ୍‌ ଲେକ୍‌ବାକେ ଲଡା ନାଇ,
2 for yourselves have known thoroughly that the day of the Lord as a thief in the night doth so come,
କାଇକେବଇଲେ ମାପ୍‌ରୁର୍‌ ଦିନ୍‌ ଗଟେକ୍‌ ଚର୍‌ ରାତିଆ ଗରେ ଆସି ପୁର୍‌ଲାପାରା କେଟ୍‌ସି ।
3 for when they may say, Peace and surety, then sudden destruction doth stand by them, as the travail [doth] her who is with child, and they shall not escape;
ଜେଡେବେଲେ ଲକ୍‌ମନ୍‌ ସାନ୍ତିସଙ୍ଗ୍‍ ରଇକରି ଆମ୍‌କେ ଆରି କାଇ ବିପଦ୍‌ ନ ଆସେ ବଲି ବାବ୍‌ତେରଇବାଇ, ସେଡ୍‍କିବେଲେ ଅଟାତ୍‌ ଗାଗ୍‌ଡେଅଇ ରଇଲା ମାଇଜିକେ ପିଲା ଜନମ୍‌ ଅଇବାବେଲର୍‌ ଦୁକାସୁକାପାରା ବିନାସର୍‌ ବେଲା ଆସି କେଟ୍‌ସି । ଆରି ସେମନ୍‌ କାଇଟା କଲେମିସା ତେଇଅନି ବଁଚି ନାପାରତ୍‌ ।
4 and ye, brethren, are not in darkness, that the day may catch you as a thief;
ମାତର୍‌ ଏ ବାଇବଇନିମନ୍‌, ଏବେ ତମେ ଆନ୍ଦାରେ ବାସାଅଇ ରୁଆସ୍‌ ନାଇ । ତେବେ ସେ ଦିନ୍‍ ତମର୍‌ ନାଜାନ୍‌ତେ ଆରି ଜାଗ୍‌ରତ୍‌ ନ ରଇଲା ବେଲାଇ ଚର୍‌ପାରା ଅଇ ନ ଆସେ ।
5 all ye are sons of light, and sons of day; we are not of night, nor of darkness,
ତମେ ସବୁଲକ୍‌ ଉଜଲ୍‌ ଆରି ଦିନ୍‍ ବେଲର୍‍ ପିଲାମନ୍‌ । ଆମେ ରାତିଆଇ କି ଆନ୍ଦାରେ ରଉନାଇ ।
6 so, then, we may not sleep as also the others, but watch and be sober,
ତେବେ ଆସା, ଆମେ ବିନ୍‌ ଲକ୍‌ମନର୍‌ ପାରା ଗୁନି ଗୁନି କରି ନ ରଉଁ । ଚେତା ଅଇକରି ଜାଗ୍‌ରତ୍‌ସଙ୍ଗ୍‍ ରଉଁ ।
7 for those sleeping, by night do sleep, and those making themselves drunk, by night are drunken,
ତେବେ ଜନ୍‌ ଲକ୍‌ମନ୍‌ ସଇବାଇ, ସେମନ୍‌ ରାତିବେଲେ ସଇବାଇ । ଆରି ଜନ୍‌ ଲକ୍‌ମନ୍‌ ମାତ୍‌ବାଇ, ସେମନ୍‌ ରାତିଆ ମାତ୍‌ବାଇ ।
8 and we, being of the day — let us be sober, putting on a breastplate of faith and love, and an helmet — a hope of salvation,
ଆମର୍‌ ବିସ୍‌ବାସ୍‌ ଆରି ଆମର୍‌ ଆଲାଦ୍‌ ଗଟେକ୍‌ ରକିଆ ପାଇବା ଲୁଆର୍‌ ବସ୍‌ତର୍‌ ପାରା ରକିଆ କର୍‌ସି । ଆମର୍‌ ଆସା ଗଟେକ୍‌ ଲୁଆର୍‌ ଟପି ପାରା ଆମ୍‌କେ ରକିଆ କର୍‌ସି ।
9 because God did not appoint us to anger, but to the acquiring of salvation through our Lord Jesus Christ,
କାଇକେବଇଲେ ପର୍‌ମେସର୍‌ ଆମ୍‌କେ ରିସାର୍‌ ମୁତାର୍‍ ଡଣ୍ଡ୍‌ ପାଇବାକେ ନ ବାଚିକରି ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ଲାଗି, ମୁକ୍‌ତି ପାଇବାକେ ତିଆର୍‌ କଲାଆଚେ ।
10 who did die for us, that whether we wake — whether we sleep — together with him we may live;
୧୦ସେ ଆମର୍‌ ଲାଗି ତାର୍‌ ଜିବନ୍‌ ଦେଲା । ଜେନ୍ତିକି ଆମେ ଜାଗ୍‌ରତ୍‌ ଅଇକରି ରଇଲେ କି ସଇକରି ରଇଲେ ମିସା ତାର୍‌ ସଙ୍ଗ୍‍ ଜିଇକରି ରଇବାର୍‌ ଅଇସି ।
11 wherefore, comfort ye one another, and build ye up, one the one, as also ye do.
୧୧ତେବେ ତମେ ଜେନ୍ତାରି କଲାସ୍‌ନି, ସେନ୍ତାରି ନିଜର୍‌ ଲକ୍‌ମନ୍‌କେ ଦୁକ୍‌ ସାରାଆ । ଆରି ସାଇଜ କର୍‌ତେରୁଆ ।
12 And we ask you, brethren, to know those labouring among you, and leading you in the Lord, and admonishing you,
୧୨ଏ ବାଇବଇନିମନ୍‌, ଆମେ ତମ୍‌କେ ଗୁଆରି କଲୁନି । ତମର୍‌ ବିତ୍‌ରେ ଜନ୍‌ ଲକ୍‌ମନ୍‌ କସ୍‌ଟ କର୍‌ବାଇ, ଆରି ମାପ୍‌ରୁର୍‌ ସେବା କାମେ ମିସିକରି, ନେତା ପାରା ରଇକରି ତମ୍‌କେ ସିକାଇବାଇ, ସେମନ୍‌କେ ମାନିଅ କରା ।
13 and to esteem them very abundantly in love, because of their work; be at peace among yourselves;
୧୩ତାକର୍‌ କାମର୍‌ ଲାଗି ସେମନ୍‌କେ ଜିବନ୍‌ ପରାନ୍‌ ଦେଇକରି ଆଲାଦ୍‌ କରା । ନିଜର୍‌ ନିଜର୍‌ ଲକ୍‌ମନର୍‌ ସଙ୍ଗ୍‍ ସାନ୍ତିସଙ୍ଗ୍‍ ରୁଆ ।
14 and we exhort you, brethren, admonish the disorderly, comfort the feeble-minded, support the infirm, be patient unto all;
୧୪ଏ ବାଇବଇନିମନ୍‌, ଆମେ ତମ୍‌କେ ଗୁଆରି କଲୁନି । ପାଇଟି କାବାଡ୍‌ ନ କରି ବାଡୁ ଅଇ ରଇବା ଲକ୍‌ମନ୍‌କେ ଜାଗ୍‍ରତ୍‍ କରା । ତାକ୍‌ଲା ପୁଣ୍ଡ୍‌ଲା ଲକ୍‌ମନ୍‌କେ ଜତନ୍‌ କରା । ଡର୍‌ବା ଲକ୍‌ମନ୍‌କେ ସାଆସ୍‌ ଦିଆସ୍‌ । ଲକ୍‌ମନର୍‌ କୁଆ କାତା ମୁର୍‍ଚି କରି ରୁଆ ।
15 see no one evil for evil may render to any one, but always that which is good pursue ye, both to one another and to all;
୧୫ଜାଗର୍‌ତା, କେ ମିସା କାର୍‌ଆଲେ ଅନିଆଇର୍‌ ବାଦୁଲେ ଅନିଆଇ ନ କରା । ତାର୍‌ ବାଦୁଲେ ନିଜର୍‌ ନିଜର୍‌ ବିତ୍‌ରେ ଆରି ସବୁଲକର୍‌ ପାଇ ସବୁବେଲେ ମଙ୍ଗଲ୍‌ କର୍‌ବାକେ ଚେସ୍‌ଟା କରା ।
16 always rejoice ye;
୧୬ସବୁବେଲେ ସାର୍‌ଦାଅଇ ରୁଆ ।
17 continually pray ye;
୧୭ସବୁବେଲେ ପାର୍‌ତନା କରା ।
18 in every thing give thanks, for this [is] the will of God in Christ Jesus in regard to you.
୧୮ସବୁ ସୁକ୍‌ ଦୁକ୍‌ ବେଲେ ମାପ୍‌ରୁକେ ଦନିଅବାଦ୍‌ ଦିଆସ୍‌ । କାଇକେବଇଲେ କିରିସ୍‌ଟ ଜିସୁର୍‌ ସଙ୍ଗ୍‍ ମିସିକରି ଜିଉନା କାଉନା କଲାସ୍‌ନି ବଲି ପର୍‌ମେସର୍‌ ତମର୍‍ଟାନେ ଅନି ମାଙ୍ଗ୍‍ଲାନି ।
19 The Spirit quench not;
୧୯ସୁକଲ୍‌ଆତ୍‌ମାକେ ଏଲା କରାନାଇ ।
20 prophesyings despise not;
୨୦ସୁକଲ୍‌ଆତ୍‌ମା କଇଲା କାତା ଏଲା କରାନାଇ ।
21 all things prove; that which is good hold fast;
୨୧ସବୁ ବିସଇ ପରିକା କରି ଦେକା, ଜନ୍‌ଟା ସତ୍‌, ସେଟା ଚାଡାନାଇ ।
22 from all appearance of evil abstain ye;
୨୨ସବୁ ରକାମର୍‌ କାରାପ୍‌ କାମେଅନି ଦୁରିକେ ରୁଆ ।
23 and the God of the peace Himself sanctify you wholly, and may your whole spirit, and soul, and body, be preserved unblameably in the presence of our Lord Jesus Christ;
୨୩ନିଜେ ସାନ୍ତି ଦେବା ପର୍‌ମେସର୍‌ ତମ୍‌କେ ପୁରାପୁରୁନ୍‌ କରି ସୁକଲ୍‌ କର । ଆରି ଆମର୍‌ ମାପ୍‌ରୁ ଜିସୁ ଆରିତରେକ୍‌ ଆଇବା ବେଲେ, ତମର୍‌ ଆତ୍‌ମା, ଜିବନ୍‌, ଗାଗଡ୍‌ କାଇ ଦସ୍‌ ପାପ୍‌ ନ ଅଇକରି ସଙ୍ଗଇ ରଅ ।
24 stedfast is He who is calling you, who also will do [it].
୨୪ଜେ ତମ୍‌କେ ବାଚ୍‌ଲା ଆଚେ, ସେ ସେଟା କର୍‌ସି । କାଇକେବଇଲେ ସେ ବିସ୍‌ବାସ୍‌ ରକ୍‍ବା ଲକ୍‍ ।
25 Brethren, pray for us;
୨୫ଏ ବାଇବଇନିମନ୍‌, ଆମର୍‌ପାଇ ମିସା ପାର୍‌ତନା କରା ।
26 salute all the brethren in an holy kiss;
୨୬ସବୁ ବାଇମନ୍‌କେ ସୁକଲ୍‌ ରଇ, ଆତେ ଦାରି ଜୁଆର୍‌ କରା ।
27 I charge you [by] the Lord, that the letter be read to all the holy brethren;
୨୭ସବୁ ବାଇବଇନିମନର୍‌ ଲଗେ ଏ ଚିଟି ପଡାଆ ବଲି ମୁଇ ମାପ୍‌ରୁର୍‌ ନାଉଁ ଦାରି ତମ୍‌କେ ମୁଇ ତିଆର୍‍ଲିନି।
28 the grace of our Lord Jesus Christ [is] with you! Amen.
୨୮ମାପ୍‌ରୁ ଜିସୁ ଜିବନ୍‍ ଦୁକାଇ ଦୟା କଲାଟା ତମର୍‍ ସଙ୍ଗ୍‍ ର ।

< 1 Thessalonians 5 >