< 1 John 4 >
1 Beloved, every spirit believe not, but prove the spirits, if of God they are, because many false prophets have gone forth to the world;
୧ଏ ଆଲାଦର୍ ବାଇବଇନିମନ୍, ଜଦି କେ ମିସା ପର୍ମେସରର୍ ଆତ୍ମା ମର୍ଟାନେ ଆଚେ, ବଲି କଇବା ଲକ୍ମନର୍ କାତା ବିସ୍ବାସ୍ କର୍ବାର୍ ନାଇ । ମାତର୍ ସେନ୍ତାରି ଲକର୍ଟାନେ ସତଇସେ ପର୍ମେସରର୍ ଆତ୍ମା ଆଚେ କି ନାଇ ଜାନ୍ବାକେ ମନ୍ଦିଆନ୍ ଦେଇ ସେ କଇବା କାତା ପରିକା କର୍ବାର୍ ଆଚେ । କାଇକେବଇଲେ ମିଚ୍ କାତା ସିକାଉମନ୍ ବେସି ଲକ୍ ବାରଇଆଚତ୍ । ପର୍ମେସରର୍ ଟାନେଅନି ମିଲାଇଲା କବର୍ ବଲି ସବୁବାଟେ ଗାଲାଇ ଆଚତ୍ ।
2 in this know ye the Spirit of God; every spirit that doth confess Jesus Christ in the flesh having come, of God it is,
୨ଗଟେକ୍ ଲକର୍ଟାନେ ପର୍ମେସରର୍ ଆତ୍ମା ଆଚେ କି ନାଇ ବଲି ଏନ୍ତାରି ତମେ ଜାନ୍ସା । ଜେ ଜିସୁକିରିସ୍ଟ ନର୍ରୁପ୍ ଦାରି ଏ ଜଗତେ ଆଇଲା ବଲି କଇଲେ, ତାର୍ଟାନେ ପର୍ମେସରର୍ ଆତ୍ମା ଆଚେ ।
3 and every spirit that doth not confess Jesus Christ in the flesh having come, of God it is not; and this is that of the antichrist, which ye heard that it doth come, and now in the world it is already.
୩ମାତର୍ ଜେ କି ଏ କାତା ନ ମାନେ, ତାର୍ଟାନେ ପର୍ମେସରର୍ ଆତ୍ମା ନାଇ । ସେନ୍ତାରି ଲକ୍ମନର୍ଟାନେ କିରିସ୍ଟର୍ ବିରଦିର୍ ଆତ୍ମା ଆଚେ । ଏ ଆତ୍ମା ଜଗତେ ଆଇସି ବଲି ତମେ ସୁନିଆଚାସ୍ । ସେନ୍ତାରି ସେ ଆତ୍ମା ଆଇଲାଆଚେ । ଆରି ଏବେ ମିସା ସେଟା ଜଗତେ ଆଚେ ।
4 Ye — of God ye are, little children, and ye have overcome them; because greater is He who [is] in you, than he who is in the world.
୪ମାତର୍ ତମେ ପର୍ମେସରର୍ ଲକ୍ । ଏ ଆଲାଦର୍ ପିଲାମନ୍, ସେନ୍ତାରି ବୁଲ୍ ସିକିଆ ଦେଉମନର୍ କାତା ମାନା ନାଇ । କାଇକେବଇଲେ ତମର୍ଟାନେ ରଇବା ଆତ୍ମା ଏ ଜଗତର୍ ଲକ୍ମନର୍ ଆତ୍ମାତେଇଅନି ଅଦିକ୍ ବପୁଟା ।
5 They — of the world they are; because of this from the world they speak, and the world doth hear them;
୫ସେମନ୍ ଏ ଜଗତର୍ ଲକ୍ । ଆରି ଏ ଜଗତର୍ ଲକ୍ମନ୍ ତାକର୍ କାତା ସୁନ୍ବାଇ । କାଇକେବଇଲେ ସେମନର୍ ସିକିଆ ଆରି ଏ ଜଗତର୍ ଲକ୍ମନର୍ ସିକିଆ ସମାନ୍ଆଚେ ।
6 we — of God we are; he who is knowing God doth hear us; he who is not of God, doth not hear us; from this we know the spirit of the truth, and the spirit of the error.
୬ମାତର୍ ଆମେ ପର୍ମେସରର୍ ଲକ୍ । ଆରି ଜେତ୍କି ଲକ୍ ପର୍ମେସର୍କେ ଜାନିଆଚତ୍, ସେମନ୍ ସବୁ ଆମର୍ ସିକିଆ ମାନ୍ବାଇ । ମାତର୍ ଜେତ୍କି ପର୍ମେସରର୍ ଲକ୍ ନଅତ୍, ଆମର୍ ସିକିଆ ନ ମାନତ୍ । ଏଟାର୍ଲାଗି ଗଟେକ୍ ଲକ୍କେ ସତ୍ ଆତ୍ମା ଆଚେ କି ସଇତାନର୍ ଆତ୍ମା ଆଚେ ବଲି ଜାନିଅଇସି ।
7 Beloved, may we love one another, because the love is of God, and every one who is loving, of God he hath been begotten, and doth know God;
୭ଏ ମର୍ ଆଲାଦର୍ ମଇତର୍ମନ୍, ଆମେ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କରାକରି ଅଉଁ । କାଇକେବଇଲେ ଆଲାଦ୍ କର୍ବାକେ ପର୍ମେସର୍ ଆମ୍କେ ସାଇଜ କର୍ସି । ଜେ ଜଦି ବିନ୍ ଲକ୍ମନ୍କେ ଆଲାଦ୍ କର୍ସି, ସେ ପର୍ମେସରର୍ ପିଲା ଆରି ପର୍ମେସର୍କେ ଜାନେ ।
8 he who is not loving did not know God, because God is love.
୮ଜେ ବିନ୍ ଲକ୍ମନ୍କେ ଆଲାଦ୍ ନ କରେ, ସେ ପର୍ମେସର୍କେ ନାଜାନେ । କାଇକେବଇଲେ ପର୍ମେସର୍ ସବୁବେଲେ ଆଲାଦ୍କାରିଆ ।
9 In this was manifested the love of God in us, because His Son — the only begotten — hath God sent to the world, that we may live through him;
୯ପର୍ମେସର୍ ଏନ୍ତାରି ଆମର୍ପାଇ ତାର୍ ଆଲାଦ୍ ଦେକାଇଲା । ସେ ଗଟେକ୍ ବଲି ତାର୍ ପିଲାକେ ଏ ଜଗତେ ପାଟାଇଲା । ଜେନ୍ତାରିକି ତାର୍ଲାଗି ଆମେ ନ ସାର୍ବା ଜିବନ୍ ପାଇବୁ ।
10 in this is the love, not that we loved God, but that He did love us, and did send His Son a propitiation for our sins.
୧୦ଏନ୍ତାରି ନଏଁଜେ, ଆମେ ପର୍ମେସର୍କେ ଆଲାଦ୍ କଲୁ, ମାତର୍ ସେ ଆମ୍କେ ଆଲାଦ୍ କଲା । ଆରି କୁରୁସ୍କାଟେ ମଲାର୍ପାଇ ଆମର୍ ଡଣ୍ଡ୍ ପାଇବାକେ ତାର୍ ପଅକେ ପାଟାଇଲା । ଏଟା ଅଇଲାନି ସତ୍ସଙ୍ଗ୍ ଆଲାଦ୍ କର୍ବାଟା ।
11 Beloved, if thus did God love us, we also ought one another to love;
୧୧ଏ ମର୍ ଆଲାଦର୍ ମଇତର୍ମନ୍, ଜେନ୍ତିକି ପର୍ମେସର୍ ଆମ୍କେ ଏତେକ୍ ଆଲାଦ୍ କଲାର୍ପାଇ, ଆମେମିସା ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ସେନ୍ତାରି ଆଲାଦ୍ କର୍ବାର୍ ଆଚେ ।
12 God no one hath ever seen; if we may love one another, God in us doth remain, and His love is having been perfected in us;
୧୨କେ ମିସା ପର୍ମେସର୍କେ ଦେକତ୍ ନାଇତା । ମାତର୍ ଆମେ ଜଦି ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କଲେ, ପର୍ମେସର୍ ଆମର୍ ସଙ୍ଗ୍ ମିସିଆଚେ । ସେ ଆମର୍ଟାନେ ତାର୍ ଆଲାଦ୍ ସିଦ୍ କର୍ସି ।
13 in this we know that in Him we do remain, and He in us, because of His Spirit He hath given us.
୧୩ପର୍ମେସରର୍ ସଙ୍ଗ୍ ମିସିଆଚୁ ବଲି ଆମେ ଜାନୁ । ଆରି ସେ ମିସା ଆମର୍ ସଙ୍ଗ୍ ମିସିଆଚେ । କାଇକେବଇଲେ ସେ ତାର୍ ଆତ୍ମା ଆମ୍କେ ଦେଲାଆଚେ ।
14 And we — we have seen and do testify, that the Father hath sent the Son — Saviour of the world;
୧୪ଆରି ଆମେ ଦେକିଆଚୁ ପାପର୍ ଡଣ୍ଡେଅନି ଲକ୍ମନ୍କେ ରକିଆ କର୍ବାକେ ବାବା ପର୍ମେସର୍ ତାର୍ ପଅକେ ଏ ଜଗତେ ପାଟାଇଲା । ଏଟା ସତ୍ କାତା ବଲି ବିନ୍ ଲକ୍ମନ୍କେ କଇଲୁନି ।
15 whoever may confess that Jesus is the Son of God, God in him doth remain, and he in God;
୧୫ଜେ ମିସା ଜିସୁକେ ପର୍ମେସରର୍ ପଅ ବଲି ନାମ୍ଲେ, ପର୍ମେସର୍ ସେ ଲକର୍ ସଙ୍ଗ୍ ମିସିରଇସି । ଆରି ସେ ମିସା ପର୍ମେସରର୍ ସଙ୍ଗ୍ ରଇସି ।
16 and we — we have known and believed the love, that God hath in us; God is love, and he who is remaining in the love, in God he doth remain, and God in him.
୧୬ପର୍ମେସର୍ ଜନ୍ ଆଲାଦ୍ ଆମର୍ପାଇ ଦେକାଇଆଚେ, ସେଟା ଆମେ ଜାନ୍ଲୁନି ଆରି ବିସ୍ବାସ୍ କଲୁନି । ସେ ସବୁବେଲେ ଲକ୍ମନ୍କେ ଆଲାଦ୍ କର୍ସି । ଜେତ୍କି ଲକ୍ ପର୍ମେସର୍କେ ଆରି ବିନ୍ ଲକ୍ମନ୍କେ ଆଲାଦ୍ କର୍ବାଇ, ସେମନ୍ ପର୍ମେସରର୍ ସଙ୍ଗ୍ ମିସିଆଚତ୍ । ଆରି ସେ ମିସା ତାକର୍ ସଙ୍ଗ୍ ଆଚେ ।
17 In this made perfect hath been the love with us, that boldness we may have in the day of the judgment, because even as He is, we — we also are in this world;
୧୭ପର୍ମେସର୍ ଆମ୍କେ ଦେଇ ବିନ୍ ଲକ୍ମନ୍କେ ଆଲାଦ୍ କର୍ବା କାମ୍ କଲାଆଚେ । ଜେନ୍ତିକି ସେ ସବୁକେ ବିଚାର୍ନା କର୍ବା ଦିନେ ଆମେ ଡରିକରି ନ ରଉଁ । କିରିସ୍ଟ ଏ ଜଗତେ ରଇଲାବେଲେ, ଜେନ୍ତି ଚଲାଚଲ୍ତି କର୍ତେରଇଲା, ସେନ୍ତାରିସେ ଆମେମିସା ଚଲାଚଲ୍ତି କରୁ । ଆରି ଆମେ ଡରିକରି ନ ରଉଁ ।
18 fear is not in the love, but the perfect love doth cast out the fear, because the fear hath punishment, and he who is fearing hath not been made perfect in the love;
୧୮ଜେ ପର୍ମେସର୍କେ ଆଲାଦ୍ କର୍ସି, ସେ ତାକେ ନ ଡରେ । ତାର୍ ଆଲାଦ୍ ଆମର୍ ବିତ୍ରେ କାମ୍ କର୍ସି, ଆମେ ତାକେ ଡରିନଏଁ । ସେ ସେମନ୍କେ ଡଣ୍ଡ୍ ଦେଇସି ବଲି ଲକ୍ମନ୍ ତାକେ ଡର୍ଲାଇନି । ଜଦି କେ ମିସା ପର୍ମେସର୍କେ ଡର୍ସି, ତାର୍ ଆଲାଦ୍ ସେ ଲକର୍ଟାନେ କାମ୍ କରେନାଇ ବଲି ଜାନାପଡ୍ସି ।
19 we — we love him, because He — He first loved us;
୧୯ଆମେ ତାକେ ଆଲାଦ୍ କର୍ବା ଆଗ୍ତୁ ପର୍ମେସର୍ ଆମ୍କେ ଆଲାଦ୍ କଲା । ସେଟାର୍ପାଇ ଆମେ ତାକେ ଆଲାଦ୍ କଲୁନି ।
20 if any one may say — 'I love God,' and his brother he may hate, a liar he is; for he who is not loving his brother whom he hath seen, God — whom he hath not seen — how is he able to love?
୨୦ଜଦି କେ ମିସା ମୁଇ ପର୍ମେସର୍କେ ଆଲାଦ୍ କଲିନି ବଲି କଇସି, ମାତର୍ ନିଜର୍ ବିସ୍ବାସି ବାଇବଇନିକେ ଗିନ୍ କର୍ସି, ସେନ୍ତାର୍ଆଲେ ସେ ମିଚ୍ କଇଲାନି । କାଇକେବଇଲେ ଦୁଇଟା ଆଁକିତେଇ ଡିସ୍ବା ବାଇବଇନିମନ୍କେ ଆଲାଦ୍ ନ କର୍ବା ଗଟେକ୍ ଲକ୍, ନ ଡିସ୍ବା ପର୍ମେସର୍କେ ଆଲାଦ୍ କରିନାପାରେ ।
21 and this [is] the command we have from Him, that he who is loving God, may also love his brother.
୨୧ଆରି ସେ ଆମ୍କେ ଏ ଆଦେସ୍ ଦେଇ ତିଆର୍ଲାଆଚେ, ଜେ ପର୍ମେସର୍କେ ଆଲାଦ୍ କର୍ସି, ତାର୍ ମିସିବିଡି ରଇବା ବିସ୍ବାସି ବାଇବଇନିମନ୍କେ ମିସା ଆଲାଦ୍ କର୍ବାର୍ ଆଚେ ।