< Luke 8 >
1 And it was don aftirward, and Jhesus made iourney bi citees and castels, prechynge and euangelisynge the rewme of God, and twelue with hym;
ଆର୍ ଅଃଳକ୍ ବେଳ୍ ହଃଚେ, ଜିସୁ ଗଃଳେ ଗଃଳେ ଆର୍ ଗାଉଁ ଗାଉଁ ବୁଲି ମାପ୍ରୁର୍ ରାଇଜାର୍ ନିକ କବୁର୍ ପର୍ଚାର୍ କଃରୁକେ ଦଃର୍ଲା । ଆର୍ ବାର ଗଟ୍ ଚେଲା ତାର୍ ସଃଙ୍ଗେ ରିଲାୟ୍ ।
2 and sum wymmen that weren heelid of wickid spiritis and sijknessis, Marie, that is clepid Maudeleyn, of whom seuene deuelis wenten out,
ଆର୍ ଜୁୟ୍ ମାୟ୍ଜିମଃନ୍ ବୁତ୍ଆତ୍ମା, ଆର୍ ରଗେ ହୁଣି ଉଜ୍ କଃରାୟ୍ ଅୟ୍ରିଲାୟ୍, ସେମଃନ୍ ହେଁ ତାର୍ ସଃଙ୍ଗ୍ ରିଲାୟ୍, ମରିୟମ୍ ଜାକେ ମଗ୍ଦଲିନି ମରିୟମ୍ ବଃଲି କଃଉତି, ଜାର୍ ତଃୟ୍ହୁଣି ସାତ୍ ବୁତ୍ ବାରାୟ୍ ଜାୟ୍ରିଲାୟ୍;
3 and Joone, the wijf of Chuse, the procuratoure of Eroude, and Susanne, and many othir, that mynystriden to hym of her ritchesse.
ହେରଦାର୍ ଗୁମୁସ୍ତା କୁଜାର୍ ଡକୁର୍ସି, ଜହନା, ସସନା, ଆରେକ୍ କଃତେକ୍ ମାୟ୍ଜିମଃନ୍ ତାର୍ ସଃଙ୍ଗ୍ ରଃୟ୍ ଅଃହ୍ଣା ଅଃହ୍ଣାର୍ ଦଃନ୍ ବିତ୍ ଦଃୟ୍, ଜିସୁର୍ ଆର୍ ଚେଲାମଃନାର୍ ସେବା କଃର୍ତି ରିଲାୟ୍ ।
4 And whanne myche puple was come togidir, and men hiyeden to hym fro the citees, he seide bi a symylitude,
ଗାଦେକ୍ ଲକ୍ ରୁଣ୍ଡ୍ଲାକ୍, ଆର୍ ଗଃଳ୍ମଃନ୍ ତଃୟ୍ହୁଣି ଲକ୍ମଃନ୍ ତାର୍ ତଃୟ୍ ଆୟ୍ଲାକ୍, ଜିସୁ ଇ କଃତା କୟ୍ଲା,
5 He that sowith, yede out to sowe his seed. And while he sowith, sum fel bisidis the weie, and was defoulid, and briddis of the eir eten it.
“ଗଟେକ୍ ବିଆନ୍ ବୁଣ୍ତା ଲକ୍ ଅଃହ୍ଣାର୍ ବିଆନ୍ ଦଃରି ବୁଣୁକ୍ ବାରାୟ୍ଲା, ସେ ବୁଣ୍ତା ବଃଳ୍ କଃତେକ୍ ବିଆନ୍ ବାଟେ ଅଦୁର୍ଲି ଆର୍ ହାଦ୍ ତଃଳେ ମାଡାଚଃଗା ଅୟ୍ଲି, ଆରେକ୍ ଅଃଗାସ୍ ଉହ୍ରାର୍ ଚେଳେମଃନ୍ ସେରିସଃବୁ କାୟ୍ଲାୟ୍ ।
6 And othir fel on a stoon, and it sprunge vp, and driede, for it hadde not moysture.
ଆରେକ୍ କଃତେକ୍ ଚଃଚ୍ରା ଉହ୍ରାର୍ ବୁୟେଁ ଅଦୁର୍ଲି, ଆରେକ୍ ଗଃଜା ଅୟ୍ ରଃସ୍ ନଃହାୟ୍ଲାକେ ସୁକି ଗଃଲି,
7 And othir fel among thornes, and the thornes sprongen vp togider, and strangliden it.
ଆର୍ କଃତେକ୍ ବିଆନ୍ କାଟା ବୁଟା ବିତ୍ରେ ଅଦୁର୍ଲି, ଆରେକ୍ କାଟା ଗଃଚ୍ମଃନ୍ ବାଡି ସେ ସଃବ୍କେ ଡାହି ହଃକାୟ୍ଲି;
8 And othir fel in to good erthe, and it sprungun made an hundrid foold fruyt. He seide these thingis, and criede, He that hath eeris of heryng, here he.
ବିନ୍ କଃତେକ୍ ନିକ ବୁୟେଁ ଅଦୁର୍ଲି, ଆର୍ ବାଡି ସଏ ଗୁଣ୍ ହଃଳ୍ ହଃଳ୍ଲି ।” ଜିସୁ ଇରି କୟ୍ କୟ୍ ବଃଡ୍ ଟଣ୍ଡ୍ କଃରି କୟ୍ଲା, “ଜାର୍ ସୁଣୁକ୍ କାନ୍ ଆଚେ ସେ ସୁଣ ।”
9 But hise disciplis axiden him, what this parable was.
ଜିସୁର୍ ଚେଲାମଃନ୍ ଇ କଃତାର୍ ବାବ୍ କାୟ୍ରି ବଃଲି ହଃଚାର୍ଲାୟ୍ ।
10 And he seide to hem, To you it is grauntid to knowe the pryuete of the kyngdom of God; but to othir men in parablis, that thei seynge se not, and thei herynge vndurstonde not.
ସେତାକ୍ ଜିସୁ କୟ୍ଲା, “ମାପ୍ରୁ ରାଇଜାର୍ ବୁଜୁ ନଃହାର୍ତା କଃତା ଜାଣୁକେ ତୁମିମଃନ୍କେ ଗ୍ୟାନ୍ ଦିଆ ଅୟ୍ଆଚେ, ମଃତର୍ ବିନ୍ ଲକ୍ମଃନ୍କେ କଃତା କୟ୍ ବୁଜାଉଁକେ ଅୟ୍ଦ୍, ଜଃନ୍କଃରି ସେମଃନ୍ ଦଃକୁ ଦଃକୁ ନଃଦେକ୍ତି ଆର୍ ସୁଣୁ ସୁଣୁ ନଃବୁଜ୍ତି ।”
11 And this is the parable.
“ବିଆନ୍ ବୁଣୁର୍ ବାବ୍ ଅୟ୍ଲି, ବିଆନ୍ ଇସ୍ୱରାର୍ କଃତା
12 The seed is Goddis word; and thei that ben bisidis the weie, ben these that heren; and aftirward the feend cometh, and takith awei the word fro her herte, lest thei bileuynge be maad saaf.
ଆର୍ ବାଟ ଲଃଗେ ରିଲା ବିଆନ୍ ଇବାନ୍ୟା ଲକ୍କେ ବୁଜାୟ୍ଦ୍, ଜୁୟ୍ମଃନ୍ ଇସ୍ୱରାର୍ କଃତା ସୁଣ୍ତି, ତାର୍ହଃଚେ ସୟ୍ତାନ୍ ଆସି, ସେମଃନ୍ ଜଃନ୍କଃରି ବିସ୍ୱାସ୍କଃରି ହାହେହୁଣି ମୁକ୍ତି ହାୟ୍ ବଚୁ ନଃହାର୍ତି, ଇତାକ୍ ସୟ୍ତାନ୍ ଆସେଦ୍ ଆର୍ ସେମଃନାର୍ ମଃନ୍ ବିତ୍ରେ ହୁଣି ଇସ୍ୱରାର୍ କଃତା ଚରି ନଃୟ୍ଦ୍ ।
13 But thei that fel on a stoon, ben these that whanne thei han herd, resseyuen the word with ioye. And these han not rootis; for at a tyme thei bileuen, and in tyme of temptacioun thei goen awei.
ଆର୍ ଚଃଚ୍ରା ବୁୟାଁୟ୍ ବିଆନ୍ ଇବାନ୍ୟା ଲକ୍କେ ବୁଜାୟ୍ଦ୍, ଜୁୟ୍ମଃନ୍ ବଃଚନ୍ ସୁଣି ବଃଡେ ସଃର୍ଦାୟ୍ ମଃନେ ଦଃର୍ତି, ମଃତର୍ ସେମଃନାର୍ ଚେର୍ ବିତ୍ରେ ଜାୟ୍ ନଃରିଲାକ୍, ସେମଃନ୍ ଚଃନେକାର୍ ଗିନେ ଇସ୍ୱରାର୍ କଃତାକ୍ ବିସ୍ୱାସ୍ କଃର୍ତି ଆର୍ ପରିକ୍ୟା ବଃଳ୍ ଦଃର୍ମ୍ ଚାଡ୍ତି ।
14 But that that fel among thornes, ben these that herden, and of bisynessis, and ritchessis, and lustis of lijf thei gon forth, and ben stranglid, and bryngen forth no fruyt.
ଆର୍ କାଟା ଗଃଚ୍ ବିତ୍ରେ ଅଦ୍ରି ରିଲା ବିଆନ୍ ଇବାନ୍ୟା ଲକ୍କେ ବୁଜାୟ୍ଦ୍, ଜୁୟ୍ମଃନ୍ ଇସ୍ୱରାର୍ କଃତା ସୁଣ୍ତି, ମଃତର୍ ସଂସାର୍ ଚିତା, ଦଃନ୍ ଆର୍ ସୁକ୍ ଲଳି ସଃବୁ ଦିନାର୍ ଜିବନ୍ କାଟୁ କାଟୁ ତଃଳେ ଚାହି ଅୟ୍ଜାତି, ଆର୍ ହଃଳ୍ ଦଃରୁନାହାର୍ତି ।
15 But that that fel in to good erthe, ben these that, in a good herte, and best heren the word, and holdun, and brengen forth fruyt in pacience.
ଆର୍ ନିକ ବୁୟେଁ ଅଦ୍ରି ରିଲା ବିଆନ୍ ଇବାନ୍ୟା ଲକ୍କେ ବୁଜାୟ୍ଦ୍, ଜୁୟ୍ମଃନ୍ ନିକକଃରି ଆର୍ ନିର୍ମାୟା ମଃନେ ଇସ୍ୱରାର୍ କଃତା ସୁଣି ଗଃର୍ବ୍ବିତ୍ରେ ଦଃର୍ତି ଆର୍ ସଃମ୍ବାଳି ରଃୟ୍ ହଃଳ୍ ହଃଳ୍ତି ।”
16 No man lityneth a lanterne, and hilith it with a vessel, or puttith it vndur a bed, but on a candilstike, that men that entren seen liyt.
“କେହେଁ କୁପି ଲାଗାୟ୍ ମାଣ୍ ତଃଳେ ଡାହି ନଃସେଙ୍ଗାୟ୍ ଆର୍ କଃଟ୍ ତଃଳେ ନଃସେଙ୍ଗାୟ୍, ମଃତର୍ ଦିହ୍ରୁକା ଉହ୍ରେ ସଃଙ୍ଗାୟ୍ଦ୍, ଜଃନ୍କଃରି ବିତ୍ରେ ହୁର୍ତା ଲକ୍ମଃନ୍ ଉଜାଳ୍ ଦଃକ୍ତି ।”
17 For ther is no priuei thing, which schal not be openyd, nether hid thing, which schal not be knowun, and come in to open.
“କାୟ୍ତାକ୍ବଃଲେକ୍ ଜାୟ୍ରି ହଃଦାୟ୍ ନଃଡିସେ ଇବାନ୍ୟା ଲୁକ୍ଲାର୍ କାୟ୍ରି ହେଁ ନାୟ୍, ଆର୍ ଜାୟ୍ରି ଜାଣା ଜାୟ୍ ହଃଦାୟ୍ ଜାଣା ନଃହୟ୍, ଇବାନ୍ୟା ଲୁକ୍ଲାର୍ କାୟ୍ରି ନାୟ୍ ।”
18 Therfor se ye, hou ye heren; for it schal be youun to hym that hath, and who euer hath not, also that that he weneth that he haue, schal be takun awei fro hym.
“ବଃଲେକ୍ କଃନ୍କଃରି ସୁଣୁଲାସ୍ ସେତାକ୍ ଜଃଗ୍ରାତ୍, ବଃଲେକ୍ ଜାର୍ ଆଚେ ତାକ୍ ଦିଆ ଅୟ୍ଦ୍ ଆର୍ ଜାର୍ ନାୟ୍ ସେ ଜାୟ୍ରି ନିଜାର୍ ଆଚେ ବଃଲି ମଃନେକଃରେଦ୍, ସେରି ହେଁ ତାର୍ ତଃୟ୍ହୁଣି ନିଆ ଅୟ୍ଦ୍ ।”
19 And his modir and britheren camen to hym; and thei myyten not come to hym for the puple.
ଜିସୁର୍ ଆୟ୍ସି ଆର୍ ବାୟ୍ସିମଃନ୍ ତାର୍ ଚଃମେ ଆୟ୍ଲାୟ୍, ମଃତର୍ ଲକ୍ମଃନ୍ଦା ଗିନେ ତାକେ ବେଟ୍ ଅଃଉଁ ନଃହାର୍ତି ରିଲାୟ୍ ।
20 And it was teeld to hym, Thi modir and thi britheren stonden with outforth, willynge to se thee.
କେ ଅଲେ ଜିସୁକେ ଇ କବୁର୍ ଦିଲାୟ୍, “ତର୍ ଆୟ୍ଦି ଆର୍ ବାୟ୍ଦିମଃନ୍ ତର୍ ସଃଙ୍ଗ୍ ବେଟ୍ ଅଃଉଁକେ ମଃନ୍ କଃରି ହଃଦାୟ୍ ଟିଆ ଅୟ୍ ଆଚ୍ତି ।”
21 And he answeride, and seide to hem, My modir and my britheren ben these, that heren the word of God, and doon it.
ମଃତର୍ ଜିସୁ ସେମଃନ୍କେ କୟ୍ଲା, “ଜୁୟ୍ମଃନ୍ ଇସ୍ୱରାର୍ କଃତା ସୁଣ୍ତି ଆର୍ ମାନ୍ତି ସେମଃନ୍ ମର୍ ଆୟା ଆର୍ ବାୟ୍ମଃନ୍ ।”
22 And it was don in oon of daies, he wente vp in to a boot, and hise disciplis. And he seide to hem, Passe we ouer the see. And thei wenten vp.
ସଃଡେବଃଳ୍ ଗଟ୍ଦିନ୍ ଜିସୁ ଆର୍ ତାର୍ ଚେଲାମଃନ୍ ଗଟେକ୍ ଡଙ୍ଗାୟ୍ ଚଃଗ୍ଲାୟ୍ ଆର୍ ଜିସୁ ସେମଃନ୍କେ କୟ୍ଲା, “ଆସା ସଃମ୍ନ୍ଦାର୍ ସେହାଟି ଜୁଆଁ,” ସେତାକ୍ ସେମଃନ୍ ଡଙ୍ଗା ମେଲ୍ଲାୟ୍ ।
23 And while thei rowiden, he slepte. And a tempest of wynde cam doun in to the watir, and thei weren dryuun hidur and thidur with wawis, and weren in perel.
ମଃତର୍ ସେମଃନ୍ ଡଙ୍ଗା ଗାଟି ଜାତା ବଃଳ୍ ଜିସୁ ସୟ୍ ରିଲା, ସଃଡେବଃଳ୍ ସଃମନ୍ଦେ ବାଉହାଣି ଆୟ୍ଲି ଆର୍ ସେମଃନାର୍ ଡଙ୍ଗାୟ୍ ହାଣି ହୁରୁକ୍ ଦଃର୍ଲି ଆର୍ ସେମଃନ୍ ବଃଡେ ଜଃଞ୍ଜାଳେ ହଃଳ୍ଲାୟ୍ ।
24 And thei camen nyy, and reisiden hym, and seiden, Comaundoure, we perischen. And he roos, and blamyde the wynde, and the tempest of the watir; and it ceesside, and pesibilte was maad.
ସେତାକ୍ ଚେଲାମଃନ୍ ଜିସୁର୍ ଚଃମେ ଆୟ୍ଲାୟ୍ ଆର୍ ତାକେ ଉଟାୟ୍ କୟ୍ଲାୟ୍, “ଏ ଗୁରୁ, ଏ ଗୁରୁ, ଅଃମିମଃନ୍ ମଃଲୁ,” ଇତାକ୍ ସେ ଉଟି ବାଉ ଆର୍ ଉଲାଳ୍କେ ଦଃମ୍କାୟ୍ଲା, ଆର୍ ସେ ସଃବୁ ତୁନ୍ହାଳ୍ଲି ଆର୍ ତିର୍ ଅୟ୍ଲି ।
25 And he seide to hem, Where is youre feith? Which dredynge wondriden, and seiden togidir, Who, gessist thou, is this? for he comaundith to wyndis and to the see, and thei obeien to hym.
ଆରେକ୍ ସେ ସେମଃନ୍କେ କୟ୍ଲା, “ତୁମିମଃନାର୍ ବିସ୍ୱାସ୍ କଃୟ୍?” ମଃତର୍ ସେମଃନ୍ ଡିରି ଜାୟ୍ କାବା ଅୟ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉଁକେ ଦଃର୍ଲାୟ୍, “ତଃବେ ଏ କେ ଜେ ସେ ବାଉହାଣିକେ ହେଁ ଆଦେସ୍ ଦିଲେକ୍ ସେମଃନ୍ ତାର୍ ବଲ୍ ମାନୁଲାୟ୍ ।”
26 And thei rowiden to the cuntree of Gerasenus, that is ayens Galilee.
ତାର୍ହଃଚେ ଜିସୁ ଆର୍ ତାର୍ ଚେଲାମଃନ୍ ଗାଲିଲି ମୁଁଆଟିର୍ ଗରାସିୟମଃନାର୍ ହଲି ତଃୟ୍ ହଚ୍ଲାୟ୍,
27 And whanne he wente out to the loond, a man ran to hym, that hadde a deuel long tyme, and he was not clothid with cloth, nether dwellide in hous, but in sepulcris.
ଜିସୁ ଡଙ୍ଗାୟ୍ ହୁଣି ବାରାୟ୍ କଃଣ୍ଡାୟ୍ ଉତୁର୍ଲାକ୍, ସେ ଗଃଳାର୍ ଗଟେକ୍ ବୁତ୍ ଡଃସିରିଲା ଲକ୍ ତାକ୍ ବେଟ୍ ଅୟ୍ଲା, ସେ କଃତେକ୍ କାଳ୍ ହଃତେକ୍ ହଃଚ୍ୟା ନଃହିନ୍ଦି ଗଃରେ ନଃରେୟ୍ ମଃସ୍ଣେ ରେତିରିଲା ।
28 This, whanne he saiy Jhesu, fel doun bifor hym, and he criynge with a greet vois seide, What to me and to thee, Jhesu, the sone of the hiyest God? Y biseche thee, that thou turmente `not me.
ସେ ଜିସୁକେ ଦଃକି କିର୍କିରି କଃରି ତାର୍ ଗଡ୍ ତଃଳେ ଡୁଳି ବଃଡ୍ ଟଣ୍ଡ୍ କଃରି କୟ୍ଲା, “ଏ ସଃବ୍କେ ଉହ୍ରାର୍ ଇସ୍ୱରାର୍ ହୟ୍ସି ଜିସୁ, ତର୍ ସଃଙ୍ଗ୍ ମର୍ କାୟ୍ରି ଆଚେ? ମୁଁୟ୍ ତକେ ଗଃଉଆରି କଃରୁଲେ ମକେ ଡଃଣ୍ଡ୍ ଦେନାୟ୍,”
29 For he comaundide the vncleene spirit, that he schulde go out fro the man. For he took hym ofte tymes, and he was boundun with cheynes, and kept in stockis, and, whanne the boondis weren brokun, he was lad of deuelis in to desert.
କାୟ୍ତାକ୍ବଃଲେକ୍ ଜିସୁ ବିଟାଳ୍ ବୁତ୍ ଆତ୍ମାକେ ସେମାନାୟ୍ ତଃୟ୍ହୁଣି ବାରାୟ୍ ଜଃଉଁକେ ଆଦେସ୍ ଦେଉଁକ୍ ଜାତିରିଲା, ସେ ବୁତ୍ ଆତ୍ମା କଃତେକ୍ ତର୍ ତାକ୍ ଡଃସି ରିଲି, ଆରେକ୍ ଲକ୍ମଃନ୍ ତାକ୍ ସିକ୍ଳି ସଃଙ୍ଗ୍ ବାନ୍ଦି ରେତିରିଲାୟ୍, ମଃତର୍ ସେ ବାନ୍ଦୁଣ୍ ସଃବୁ ଚିଡାୟ୍ କଃରି ବୁତ୍ ତାକ୍ ସୁକ୍ଲା ବଃଟାୟ୍ ନେତିରିଲି ।
30 And Jhesus axide hym, and seide, What name is to thee? And he seide, A legioun; for many deuelis weren entrid in to hym.
ଜିସୁ ତାକ୍ ହଃଚାର୍ଲା, “ତର୍ ନାଉଁ କାୟ୍ରି?” ସେ କୟ୍ଲା, “ବାହିନି, ବଃଲେକ୍ ବୁତେକ୍,” ତାକ୍ ବୁତେକ୍ ବୁତ୍ ତାର୍ ବିତ୍ରେ ହୁରି ରିଲାୟ୍ ।
31 And thei preyden hym, that he schulde not comaunde hem, that thei schulden go in to helle. (Abyssos )
ଆରେକ୍ ଜିସୁ ଜଃନ୍କଃରି ସେମଃନ୍କେ ହଃତାଳେ ଜଃଉଁକେ ଆଦେସ୍ ନଃଦେୟ୍, ଇତାକ୍ ସେମଃନ୍ ଜିସୁକେ ଗଃଉଆରି କଃରୁକେ ଦଃର୍ଲାୟ୍ । (Abyssos )
32 And there was a flok of many swyne lesewynge in an hil, and thei preieden hym, that he schulde suffre hem to entre in to hem. And he suffride hem.
ସେତି ଡଙ୍ଗୁର୍ କଃଳ୍କାୟ୍ ଗଟେକ୍ ଗୁସ୍ରା ମଃନ୍ଦା ଚଃର୍ତି ରିଲାୟ୍, ଆରେକ୍ ସେ ଜଃନ୍କଃରି ସେମଃନ୍କେ ସେ ଗୁସ୍ରାମଃନାର୍ ବିତ୍ରେ ହୁରୁକ୍ ଆଦେସ୍ ଦଃୟ୍ଦ୍ ଇତାକ୍ ସେମଃନ୍ ଜିସୁକେ ଗଃଉଆରି କଃଲାୟ୍ ।
33 And so the deuelis wenten out fro the man, and entriden in to the swyne; and with a birre the flok wente heedlyng in to the pool, and was drenchid.
ଜିସୁ ସେମଃନ୍କେ ଆଦେସ୍ ଦିଲାକ୍, ବୁତ୍ମଃନ୍ ସେ ମାନାୟ୍ ତଃୟ୍ହୁଣି ବାର୍ ଅୟ୍ ଗୁସ୍ରାମଃନାର୍ ବିତ୍ରେ ହୁର୍ଲାୟ୍, ସେତାକ୍ ସେ ଗୁସ୍ରା ମଃନ୍ଦା ସଃଙ୍ଗେ ସଃଙ୍ଗେ ଡଙ୍ଗୁର୍ ଉହ୍ରେ ହୁଣି ଦଃବ୍ଳି ଜାୟ୍ ସଃମ୍ନ୍ଦେ ଅଦ୍ରି ବୁଡି ମଃଲାୟ୍ ।
34 And whanne the hirdis sayn this thing don, thei flowen, and tolden in to the cite, and in to the townes.
ଗୁସ୍ରା ଚଃରାଉତା ଲକ୍ମଃନ୍ ସେ ଗଃଟ୍ଣା ଦଃକି ହଃଳାୟ୍ ଜାୟ୍ ଗଃଳେ ଆର୍ ଗାଉଁଏମଃନ୍ ଜାଣାୟ୍ଲାୟ୍ ।
35 And thei yeden out to se that thing that was don. And thei camen to Jhesu, and thei founden the man sittynge clothid, fro whom the deuelis wenten out, and in hool mynde at hise feet; and thei dredden.
ସେତାକ୍ ଲକ୍ମଃନ୍ ସେ ଗଃଟ୍ଣା ଦଃକୁକ୍ ବାରାୟ୍ ଆୟ୍ଲାୟ୍, ଆରେକ୍ ଜିସୁର୍ ଚଃମେ ଆୟ୍ଲାୟ୍, ଆର୍ ଜୁୟ୍ ମାନାୟ୍ ତଃୟ୍ହୁଣି ବୁତ୍ମଃନ୍ ବାରାୟ୍ ଜାୟ୍ରିଲାୟ୍, ତାକେ ହଃଚ୍ୟା ହିନ୍ଦି ନିକ ମଃନେ ଜିସୁର୍ ହାଦ୍ ତଃଳେ ବଃସି ରିଲାର୍ ଦଃକି ଡିରି ଗଃଲାୟ୍ ।
36 And thei that sayn tolden to hem, hou he was maad hool of the legioun.
ଆର୍ ଜୁୟ୍ ଲକ୍ମଃନ୍ ଦଃକିରିଲାୟ୍ ସେମଃନ୍ ସେ ବୁତ୍ ଡଃସ୍ଲାର୍ ଲକ୍ କଃନ୍କଃରି ଉଜ୍ ଅୟ୍ଲା, ସେରି ସଃବୁ ଲକ୍ମଃନ୍କେ ଜାଣାୟ୍ଲାୟ୍ ।
37 And al the multitude of the cuntre of Gerasenus preiede hym, that he schulde go fro hem, for thei werun holdun with greet drede. He wente vp in to a boot, and turnede ayen.
ସେତାକ୍ ଗରାସିୟ୍ ମଃନାର୍ ହଲିର୍ ଚାରିବାଟ୍ ରିଲା ସଃବୁ ଲକ୍ ସେମଃନାର୍ ତଃୟ୍ହୁଣି ଜଃଉଁକେ ଜିସୁକେ ଗଃଉଆରି କଃଲାୟ୍, କାୟ୍ତାକ୍ବଃଲେକ୍ ସେମଃନ୍ ବଃଡେ ଡିରି ଜାୟ୍ ରିଲାୟ୍, ଆର୍ ସେ ଗଟେକ୍ ଡଙ୍ଗାୟ୍ ଚଃଗି ବାଉଳିଗଃଲା ।
38 And the man of whom the deuelis weren gon out, preide hym, that he schulde be with hym. Jhesus lefte hym,
ମଃତର୍ ଜୁୟ୍ ଲକ୍ ତଃୟ୍ହୁଣି ବୁତ୍ମଃନ୍ ବାରାୟ୍ ଜାୟ୍ ରିଲାୟ୍ ସେ ଜିସୁର୍ ସଃଙ୍ଗ୍ ରେଉଁକ୍ ଗଃଉଆରି କଃରୁକେ ଦଃର୍ଲା ।
39 and seide, Go ayen in to thin hous, and telle hou grete thingis God hath don to thee. And he wente thorow al the cite, and prechide, hou grete thingis Jhesus hadde don to hym.
ମଃତର୍ ସେ ତାକେ ହଃଟାୟ୍ କଃରି କୟ୍ଲା, “ତୁୟ୍ ଗଃରେ ବାଉଳି ଜା, ଆର୍ ଇସ୍ୱର୍ ତର୍ ଗିନେ ଜାୟ୍ ଜାୟ୍ରି କଃରିଆଚେ ସେରିମଃନ୍ ପର୍ଚାର୍ କଃର୍,” ସେତାକ୍ ସେ ଗଃଲା ଆର୍ ଜିସୁ ତାର୍ଗିନେ ଜାୟ୍ ଜାୟ୍ରି କଃରିରିଲା ଗଃଳ୍ଜାକ କଃଉଁକେ ଦଃର୍ଲା ।
40 And it was don, whanne Jhesus was gon ayen, the puple resseyuede hym; for alle weren abidynge hym.
ଜଃଡେବଃଳ୍ ଜିସୁ ସଃମ୍ନ୍ଦାର୍ ଇହାଟି ଆୟ୍ଲା, ଲକ୍ମଃନ୍ ତାକ୍ ସଃର୍ଦାମଃନେ ବେଟ୍ ଅୟ୍ଲାୟ୍, ବଃଲେକ୍ ସଃବୁ ଲକ୍ ତାକ୍ ଜାଗି ରିଲାୟ୍ ।
41 And lo! a man, to whom the name was Jayrus, and he was prynce of a synagoge; and he fel doun at the feet of Jhesu, and preiede hym, that he schulde entre in to his hous,
ଆର୍ ଦଃକା ଜାଇରସ୍ ନାଉଁଆର୍ ଗଟେକ୍ ଲକ୍ ଆୟ୍ଲା, ସେ ପାର୍ତ୍ନା ଗଃରାର୍ ମୁଳିକା ଲକ୍ ରିଲା, ସେ ଜିସୁର୍ ଗଡ୍ ତଃଳେ ଡୁଳି, ଅଃହ୍ଣାର୍ ଗଃରେ ଜଃଉଁକେ ଗଃଉଆରି କଃଲା ।
42 for he hadde but o douyter `almost of twelue yeer eelde, and sche was deed. And it bifel, the while he wente, he was thrungun of the puple.
ବଃଲେକ୍ ତାର୍ ବାର ବଃର୍ସାର୍ ଗଟେକ୍ ବଃଲି ଜିସି ରିଲି, ଆର୍ ସେ ମଃରୁକ୍ କଃଣ୍ଡେକ୍ ରିଲି, ମଃତର୍ ଜିସୁ ଜାତାବଃଳ୍ ଲକ୍ମଃନ୍ ତାର୍ ଉହ୍ରେ ମାଡାଚଃଗା ଅଃଉତି ରିଲାୟ୍ ।
43 And a womman that hadde a flux of blood twelue yeer, and hadde spendid al hir catel in leechis, and sche miyte not be curid of ony,
ସଃଡେବଃଳ୍ ବାର ବଃର୍ସ୍ ହଃତେକ୍ ଗଃଗାଳ୍ଜାତା ରଗ୍ ଦଃରି ଜିବନ୍ କାଟ୍ତାର୍ ଗଟେକ୍ ମାୟ୍ଜି ଜେ କି ନିଜାର୍ ଦଃନ୍ବିତ୍ ସଃରାୟ୍କଃରି ହେଁ କାର୍ ତଃୟ୍ହୁଣି ଉଜ୍ ଅଃଉଁ ନାହାର୍ତି ରିଲି ।
44 and sche cam nyy bihynde, and touchide the hem of his cloth, and anoon the fluxe of hir blood ceesside.
ସେ ହଃଚ୍ବାଟ୍ୟା ଆସି ଜିସୁର୍ ହଃଚ୍ୟାର୍ ଆଚଳ୍ ଚୁୟ୍ଲି, ସେଦାହ୍ରେ ତାର୍ ଗଃଗାଳାର୍ ଗଃଗାଳ୍ ଜାତାର୍ ତେବଃଲି ।
45 And Jhesus seide, Who is that touchide me? And whanne alle men denyeden, Petre seide, and thei that weren with hym, Comaundour, the puple thristen, and disesen thee, and thou seist, Who touchide me?
ସେତାକ୍ ଜିସୁ କୟ୍ଲା, “କେ ମକ୍ ଚୁୟ୍ଲା?” ମଃତର୍ ସଃବୁ ଲକ୍ ନାୟ୍ ବଃଲ୍ଲାକ୍, ପିତର୍ କୟ୍ଲା, “ଏ ଗୁରୁ, ଲକ୍ମଃନ୍ ଟେଲା ଟେଲି ଅୟ୍ ତର୍ଉହ୍ରେ ମାଡା ଚଃଗା ଅଃଉଁଲାୟ୍ ।”
46 And Jhesus seide, Summan hath touchid me, for that vertu yede out of me.
ମଃତର୍ ଜିସୁ କୟ୍ଲା, “କେ ଅଲେ ମକ୍ ଚୁୟ୍ଲା, କାୟ୍ତାକ୍ବଃଲେକ୍ ମର୍ ତଃୟ୍ହୁଣି ସଃକ୍ତି ବାର୍ଲି ବଃଲି ମୁଁୟ୍ ଜାଣ୍ଲେ ।”
47 And the womman seynge, that it was not hid fro hym, cam tremblynge, and fel doun at hise feet, and for what cause sche hadde touchid hym sche schewide bifor al the puple, and hou anoon sche was helid.
ସଃଡେବଃଳ୍ ସେ ମାୟ୍ଜି ଦଃକ୍ଲି ଜେ, ସେ ଲୁକି ରେଉଁ ନଃହାର୍ଲି, ସଃଡେବଃଳ୍ ସେ ତଃର୍ତଃରି ଜିସୁର୍ ଗଡ୍ ତଃଳେ ଡୁଳ୍ଲି ଆର୍ କାୟ୍ତାକ୍ ତାକ୍ ଚୁୟ୍ଲି ଆରେକ୍ କଃନ୍କଃରି ସେଦାହ୍ରେ ଉଜ୍ ଅୟ୍ଲି ସେରିସଃବୁ ଲକ୍ମଃନାର୍ ମୁୟେଁ କୟ୍ଲି ।
48 And he seide to hir, Douytir, thi feith hath maad thee saaf; go thou in pees.
ସେତାକ୍ ଜିସୁ ତାକେ କୟ୍ଲା, “ଜିଇ, ତର୍ ବିସ୍ୱାସ୍ ତକେ ଉଜ୍ କଃଲି ଆଚେ, ସୁସ୍ତା ଅୟ୍ ଜାଆ ।”
49 And yit while he spak, a man cam fro the prince of the synagoge, and seide to hym, Thi douytir is deed, nyle thou trauel the maister.
ଜିସୁ ଇ କଃତା କଃଉତା ବଃଳ୍, ପାର୍ତ୍ନାଗଃରାର୍ ମୁଳିକାର୍ ଗଃରେହୁଣି ଗଟ୍ ଲକ୍ ଆସି ତାକେ କୟ୍ଲା, “ତର୍ ଜିଦି ମଃଲିନି, ଗୁରୁକ୍ ଆରେକ୍ କଃସ୍ଟ୍ ଦେସ୍ନାୟ୍ ।”
50 And whanne this word was herd, Jhesus answeride to the fadir of the damysel, Nyle thou drede, but bileue thou oonli, and sche schal be saaf.
ମଃତର୍ ଜିସୁ ଇରି ସୁଣି ଜାଇରସ୍କେ କୟ୍ଲା, “ଡିରା ନାୟ୍, ମଃତର୍ ବିସ୍ୱାସ୍ କଃର୍ ଆର୍ ସେ ବଚେଦ୍ ।”
51 And whanne he cam to the hous, he suffride no man to entre with hym, but Petir and Joon and James, and the fadir and the modir of the damysel.
ଆର୍ ଜିସୁ ଗଃରେ ଆସି, ପିତର୍, ଜହନ୍ ଆର୍ ଜାକୁବକ୍ ଆରେକ୍ ହିଲାର୍ ଉବାସି ଆୟ୍ସିକ୍ ଚାଡି, କାକେ ହେଁ ସଃଙ୍ଗେ ଜଃଉଁକେ ନଃଦିଲା ।
52 And alle wepten, and biweileden hir. And he seide, Nyle ye wepe, for the damysel is not deed, but slepith.
ମଃତର୍ ସଃବୁ ଲକ୍ ପାର୍ତ୍ନା ଗଃରାର୍ ମୁଳିକାର୍ ଜିସି ମଃଲାକ୍ ଉରେ ମାରିଅୟ୍ କାନ୍ଦ୍ତି ରିଲାୟ୍, ସେତାକ୍ ଜିସୁ କୟ୍ଲା, “କାନ୍ଦା ନାୟ୍, ସେ ନଃମେରେ ମଃତର୍ ସଇ ଆଚେ ।”
53 And thei scorneden hym, and wisten that sche was deed.
ମଃତର୍ ସେ ମଃରି ଆଚେ ବଃଲି ଜାଣିରିଲାକ୍ ଲକ୍ମଃନ୍ ଜିସୁକେ ଗେଙ୍ଗ୍ରାଉଁକ୍ ଦଃର୍ଲାୟ୍ ।
54 But he helde hir hoond, and criede, and seide, Damysel, rise vp.
ମଃତର୍ ଜିସୁ ଟକିର୍ ଆତେ ଦଃରି କୟ୍ଲା, “ଏ ନୁନି ହିଲା ଉଟ୍ ।”
55 And hir spirit turnede ayen, and sche roos anoon. And he comaundide to yyue to hir to ete.
ସେତାକ୍ ତାର୍ ଆତ୍ମା ବାଉଳି ଆୟ୍ଲି ଆର୍ ସେ ସେଦାହ୍ରେ ଉଟ୍ଲି, ଆରେକ୍ ଜିସୁ ତାକ୍ କାୟ୍ରି କଃଣ୍ଡେକ୍ କାଉଁକେ ଦେଉଁକେ କୟ୍ଲା ।
56 And hir fadir and modir wondriden greetli; and he comaundide hem, that thei schulden not seie to ony that thing that was don.
ଇତାକ୍ ତାର୍ ଉବାସି ଆୟ୍ସି କାବା ଅୟ୍ଲାୟ୍, ମଃତର୍ ସେ ଗଃଟ୍ଣାର୍ କଃତା କାକେ ହେଁ କଃଉଆ ନାୟ୍ ବଃଲି ସେମଃନ୍କେ କୟ୍ଲା ।