< Luke 16 >
1 He seide also to hise disciplis, Ther was a riche man, that hadde a baili; and this was defamed to him, as he hadde wastid his goodis.
ଜିସୁ ତାର୍ ଚେଲାମଃନ୍କେ କୟ୍ଲା, “ଗଟେକ୍ ମାଜନ୍ ଲକ୍ ରିଲା; ତାର୍ ଗଟେକ୍ ଗୁମୁସ୍ତା ରିଲା, ସେ ଗୁମୁସ୍ତା ତାର୍ ଦଃନ୍ବିତ୍କେ ନଃସ୍ଟ୍ କଃରୁଲା ବଃଲି ସୁଣି, ତାକ୍ କୁଦି କୟ୍ଲା,
2 And he clepide hym, and seide to hym, What here Y this thing of thee? yelde reckynyng of thi baili, for thou miyte not now be baili.
‘ମୁଁୟ୍ ତର୍ ବିସୟେ ଇରି କାୟ୍ କଃତା ସୁଣୁଲେ? ତର୍ ଇ ଗୁମୁସ୍ତା କାମାର୍ ଇସାବ୍ ଦେ, କାୟ୍ତାକ୍ବଃଲେକ୍ ତୁୟ୍ ଅଃବେ ଗୁମୁସ୍ତା ଅୟ୍ ରେଉଁ ନଃହାର୍ସି ।’
3 And the baili seide with ynne him silf, What schal Y do, for my lord takith awei fro me the baili? delfe mai Y not, I schame to begge.
ତଃବେ ସେ ଗୁମୁସ୍ତା ମଃନେ ମଃନେ ବାବ୍ଲା, ‘ତଃବେ ମୁଁୟ୍ କାୟ୍ କଃରିନ୍ଦ୍? ମର୍ ସାଉକାର୍ ତ ମର୍ ତଃୟ୍ହୁଣି ଗୁମୁସ୍ତା ହଃଦ୍ ଚାଡାୟ୍ ନେଉଁଲା । ମାଟି ମାରୁକ୍ ମର୍ ସଃକ୍ତି ନାୟ୍, ଆର୍ ବିକ୍ ମାଗୁକ୍ ହେଁ ମକ୍ ଲାଜ୍ ଲାଗୁଲି ।
4 Y woot what Y schal do, that whanne Y am remeued fro the baili, thei resseyue me in to her hous.
ମୁଁୟ୍ ଗୁମୁସ୍ତା ହଃଦେ ହୁଣି ବାର ଅୟ୍ଲା ହଃଚେ ଲକ୍ମଃନ୍ ଜଃନ୍କଃରି ମକ୍ ସେମଃନ୍ ଅଃହ୍ଣା ଅଃହ୍ଣାର୍ ଗଃରେ କୁଦି ମାୟ୍ନ୍ କଃର୍ତି, ଇତାର୍ ଗିନେ ମୁଁୟ୍ କାୟ୍ କଃରିନ୍ଦ୍ ସେରି ବୁଜ୍ଲେବେ ।’
5 Therfor whanne alle the dettours of his lord weren clepid togider, he seide to the firste, Hou myche owist thou to my lord?
ତଃବେ ସେ ଗୁମୁସ୍ତା ତାର୍ ସାଉକାରାର୍ ସଃବୁ ରିଣ୍ୟାମଃନ୍କେ ତାର୍ ଲଃଗେ କୁଦ୍ଲା, ଆର୍ ହଃର୍ତୁର୍ ଲକ୍କେ କୟ୍ଲା, ‘ତୁୟ୍ ମର୍ ସାଉକାର୍ ତଃୟ୍ହୁଣି କଃତେକ୍ ରିଣ୍ ନଃୟ୍ ଆଚ୍ସି?’ ସେ କୟ୍ଲା, ‘ହାଁଚ୍କଳି ପାଉଁନ୍ ଚିକଣ୍ ।’
6 And he seide, An hundrid barelis of oyle. And he seide to hym, Take thi caucioun, and sitte soone, and write fifti.
ତଃବେ ସେ ଗୁମୁସ୍ତା ତାକ୍ କୟ୍ଲା, ‘ଅଃବେ ତୁୟ୍ କାତାୟ୍ ବେଗି ପଚାସ୍ ପାଉଁନ୍ ଚିକଣ୍ ବଃଲି ଲେକ୍ ।’
7 Aftirward he seide to another, And hou myche owist thou? Which answerde, An hundrid coris of whete. And he seide to hym, Take thi lettris, and write foure scoore.
ତାର୍ହଃଚେ ସେ ଆରେକ୍ ଏକ୍ଲାକେ କୟ୍ଲା, ‘ତୁୟ୍ ମର୍ ସାଉକାରାର୍ ତଃୟ୍ହୁଣି କଃତେକ୍ ରିଣ୍ ନଃୟ୍ ଆଚ୍ସି?’ ସେ କୟ୍ଲା, ‘ହାଁଚ୍କଳି ବାସ୍ତା ଗଅଁ ।’ ସେ ଗୁମୁସ୍ତା ତାକ୍ କୟ୍ଲା, ‘ତୁୟ୍ ଅଃବେ ଇ କାତାୟ୍ ଚାରିକଳି ବାସ୍ତା ଗଅଁ ବଃଲି ଲେକ୍ ।’”
8 And the lord preiside the baili of wickydnesse, for he hadde do prudentli; for the sones of this world ben more prudent in her generacioun than the sones of liyt. (aiōn )
“ସେ ଅଃନ୍ୟାୟ୍କାରି ଗୁମୁସ୍ତା ବୁଦିର୍ ସଃଙ୍ଗ୍ କାମ୍ କଃରି ରିଲାକ୍, ତାର୍ ସାଉକାର୍ ତାର୍ ଗୁଣ୍ କୟ୍ଲା; କାୟ୍ତାକ୍ବଃଲେକ୍ ଇ ଜଃଗତାର୍ ଲକ୍ମଃନ୍ ସେମଃନାର୍ ନିଜାର୍ ଜାତି ଗିନେ ଉଜାଳାର୍ ଲକ୍ମଃନାର୍ ତଃୟ୍ହୁଣି ଅଃଦିକ୍ ବୁଦିକାରି ।” (aiōn )
9 And Y seie to you, make ye to you freendis of the ritchesse of wickidnesse, that whanne ye schulen fayle, thei resseyue you in to euerlastynge tabernaclis. (aiōnios )
“ମୁଁୟ୍ ହେଁ ତୁମିମଃନ୍କେ କଃଉଁଲେ, ଦୁସ୍ଟ୍ ଜଃଗତାର୍ ଦଃନେ ଅଃହ୍ଣା ଅଃହ୍ଣାର୍ ଗିନେ ସଃଙ୍ଗ୍ ଲାବ୍ କଃରା, ଜଃନ୍କଃରି ସେରି ସଃର୍ଲେକ୍ ତୁମିମଃନ୍କେ ସଃବୁ ଦିନାର୍ ଗଃର୍ ବିତ୍ରେ ଦଃର୍ତି । (aiōnios )
10 He that is trewe in the leeste thing, is trewe also in the more; and he that is wickid in a litil thing, is wickid also in the more.
ଜୁୟ୍ ଲକ୍ ସାନ୍ କାମେ ସଃତ୍ ଅୟ୍ଦ୍ ତଃବେ ସେ ବଃଡ୍ କାମେ ହେଁ ହଟ୍କାର୍ ନୟ୍, ଆରେକ୍ ଜୁୟ୍ ଲକ୍ ସାନ୍ କାମେ ଅଃଦଃର୍ମି ତଃବେ ସେ ବଃଡ୍ କାମେ ହେଁ ହଃଟ୍କାର୍ ଅୟ୍ଦ୍ ।
11 Therfor if ye weren not trewe in the wickid thing of ritchesse, who schal bitake to you that that is verry?
ତଃବେ ଜଦି ତୁମିମଃନ୍ ଜଃଗତାର୍ ଦଃନେ ଅଃଦଃର୍ମି ଅଃଉଁଲାସ୍, ତଃବେ କେ ତୁମିକେ ସଃତ୍ କଃରି ସଃତ୍ୟା ଦଃନ୍ ତୁମାର୍ ଆତେ ଦଃୟ୍ଦ୍?
12 And if ye weren not trewe in othere mennus thing, who schal yyue to you that that is youre?
ଆର୍ ଜଦି ତୁମିମଃନ୍ ହଃରାର୍ ଦଃନେ ସଃତ୍ ନଃକେରୁଲାସ୍, ତଃବେ କେ ତୁମିକେ ତୁମାର୍ ନିଜାର୍ ଦଃନ୍ ଦେତି ।”
13 No seruaunt may serue to twei lordis; for ether he schal hate `the toon, and loue the tothir; ethir he schal drawe to `the toon, and schal dispise the tothir. Ye moun not serue to God and to ritchesse.
“ଗଟ୍ ଦଃଙ୍ଗ୍ଳା ଅଃକାବଃଳ୍ ଜଳେକ୍ ସାଉକାରାର୍ ସେବା କଃରୁ ନାହାରେ; ବଃଲେକ୍ ସେ ଏକ୍ଲାକେ ଲାଡ୍ ନଃକେରେ ଆର୍ ଏକ୍ଲାକେ ଲାଡ୍ କଃରେଦ୍, ନୟ୍ଲେକ୍ ଏକ୍ଲାର୍ କଃତା ମାନେଦ୍ ଆର୍ ବିନ୍ ଏକ୍ଲାର୍ କଃତା ନଃମାନେ । ସେରଃକମ୍ ତୁମିମଃନ୍ ଇସ୍ୱରାର୍ ଆର୍ ଦଃନାର୍ ଅଃକାବଃଳ୍ ଦୁୟ୍ ଲକାର୍ ଗତି ଦଃଙ୍ଗ୍ଳା ଅଃଉଁ ନାହାରାସ୍ ।”
14 But the Farisees, that weren coueytous, herden alle these thingis, and thei scorneden hym.
ଇସଃବୁ କଃତା ସୁଣି ଦଃନ୍ଲଃବି ପାରୁସିମଃନ୍ ଜିସୁକେ ଲିନ୍ଦା କଃରୁକେ ଦଃର୍ଲାୟ୍ ।
15 And he seide to hem, Ye it ben, that iustifien you bifor men; but God hath knowun youre hertis, for that that is hiy to men, is abhomynacioun bifor God.
ସେତାର୍ଗିନେ ଜିସୁ ସେମଃନ୍କେ କୟ୍ଲା, “ଜୁୟ୍ ଲକ୍ମଃନ୍ ଅଃହ୍ଣା ଅଃହ୍ଣାକ୍ ଲକ୍ମଃନାର୍ ଆକାୟ୍ ଦଃର୍ମି ବଃଲି ଦଃକାୟ୍ଅଃଉତି, ତୁମିମଃନ୍ ସେନ୍କାର୍ ଲକ୍, ମଃତର୍ ଇସ୍ୱର୍ ତୁମିମଃନାର୍ ମଃନ୍ ବିତ୍ରାର୍ କଃତା ଜାଣେଦ୍; କାୟ୍ତାକ୍ବଃଲେକ୍ ଜାୟ୍ରି ମାନାୟ୍ମଃନାର୍ ବିତ୍ରେ ବଃଡ୍ ସେରି ମାପ୍ରୁର୍ ଆକାୟ୍ ବାନ୍ୟା ।”
16 The lawe and prophetis til to Joon; fro that tyme the rewme of God is euangelisid, and ech man doith violence in to it.
“ମସାର୍ ବିଦିବିଦାନ୍ ଆର୍ ବାବ୍ବାଦିମଃନାର୍ ଲେକା ଜହନ୍ ଆସ୍ତା ହଃତେକ୍ ଚଲି ଆସ୍ତି ରିଲି; ତାର୍ ହଃଚେ ହୁଣି, ଇସ୍ୱରାର୍ ରାଇଜାର୍ ନିକ କବୁର୍ ପର୍ଚାର୍ ଅୟ୍ ଆସୁଲି, ଆର୍ ହଃତି ଲକ୍ମଃନ୍ ବଃଳ୍ସଃକାତ୍ ସଃଙ୍ଗ୍ ଇସ୍ୱରାର୍ ରାଇଜେ ହୁରୁଲାୟ୍ ।
17 Forsothe it is liyter heuene and erthe to passe, than that o titil falle fro the lawe.
ମଃତର୍ ବିଦିର୍ ଗଟେକ୍ ଟପା ବୁଡ୍ତା ବାଟା ଅଃଗାସ୍ ଆର୍ ହୁର୍ତିବି ବୁଡ୍ତାର୍ ଉସାସ୍ ।”
18 Euery man that forsakith his wijf, and weddith an other, doith letcherie; and he that weddith the wijf forsakun of the hosebonde, doith auowtrie.
“ଜୁୟ୍ଲକ୍ ଅଃହ୍ଣାର୍ ଡକୁର୍ସିକେ ଚାଡିକଃରି ବିନ୍ରି ବିବା ଅୟ୍ଦ୍ ସେ ଦାରିକାମ୍ କଃରେଦ୍; ଆରେକ୍ ଜୁୟ୍ ଲକ୍ ସେ ଚାଡେଳି ମାୟ୍ଜିକେ ବିବା ଅୟ୍ଦ୍ ସେ ହେଁ ଦାରି କଃରେଦ୍ ।”
19 There was a riche man, and was clothid in purpur, and whit silk, and eete euery dai schynyngli.
“ଗଟେକ୍ ମାଜନ୍ ଲକ୍ ରିଲା, ସେ ବେସିମଲାର୍ ବଃସ୍ତର୍ ହିନ୍ଦି, ସଃବୁଦିନ୍ ବଃଲ୍ କାଦି କାୟ୍କଃରି ବଃଡେ ସଃର୍ଦାୟ୍ ରେତିରିଲା ।
20 And there was a begger, Lazarus bi name, that lai at his yate ful of bilis,
ମଃତର୍ ତାର୍ ଦୁଆର୍ ମୁଏଁ ଲାଜାର୍ ନାଉଁଆର୍ ଗଟେକ୍ ବିକାରି ରେତିରିଲା, ତାର୍ ଗଃଗାଳ୍ଜାକ ଗାଉ ବଃର୍ତି ଅୟ୍ରିଲି;
21 and coueitide to be fulfillid of the crummes, that fellen doun fro the riche mannus boord, and no man yaf to hym; but houndis camen, and lickiden hise bilis.
ଲାଜାର୍ ସେ ମାଜନ୍ ଲକାର୍ ଟେବୁଲ୍ ତଃୟ୍ହୁଣି ଅଦୁର୍ଲା ଲିତାସଃକ୍ଳି କାୟ୍ ହେଟ୍ ହୁରାୟ୍ ବଃଲି ଆସା କଃର୍ତିରିଲା । ଆର୍ କୁକୁର୍ମଃନ୍ ଆସି ତାର୍ ଗାଉକ୍ ଚାଟ୍ତି ରିଲାୟ୍ ।”
22 And it was don, that the begger diede, and was borun of aungels in to Abrahams bosum. And the riche man was deed also,
“ମଃତର୍ ଦିନ୍ ଆୟ୍ଲି ସେ ବିକାରି ଲାଜାର୍ ମଃରିଗଃଲା ଆର୍ ସଃର୍ଗାର୍ ଦୁତ୍ ଆସି ତାକ୍ ଅବ୍ରାହାମାର୍ କଳେ ନଃୟ୍ ବଃସାୟ୍ଲାୟ୍; ହଃଚେ ସେ ମାଜନ୍ ଲକ୍ ହେଁ ମଃରିଗଃଲା ଆର୍ ତାକ୍ ତହାଅୟ୍ଲି ।
23 and was biried in helle. And he reiside hise iyen, whanne he was in turmentis, and say Abraham afer, and Lazarus in his bosum. (Hadēs )
ଆର୍ ସେ ନଃର୍କ୍କୁଣ୍ଡେ ହଃଳି ବିସ୍ଜଃଳାକେ କିଲିବିଲି ଅୟ୍ ଉହ୍ରେ ଦଃକି ଦୁରିକ୍ ଅବ୍ରାହାମ୍ ଆର୍ ତାର୍ କଳେ ଲାଜାର୍କେ ଦଃକ୍ଲା । (Hadēs )
24 And he criede, and seide, Fadir Abraham, haue merci on me, and sende Lazarus, that he dippe the ende of his fyngur in watir, to kele my tunge; for Y am turmentid in this flawme.
ସେ କୟ୍ଲା, ‘ହିଁ ଉବା ଅବ୍ରାହାମ୍ ମକ୍ ଦଃୟା କଃରି ଲାଜାର୍କେ ଅଃଳକ୍ ମର୍ ହାକ୍ ହଃଟାଉ, ଜଃନ୍କଃରି ସେ ହାଣାୟ୍ ତାର୍ ଆଙ୍ଗଟିର୍ ଟିହ୍ ବୁଡାୟ୍ କଃରି ମର୍ ଜିବ୍କେ କାକର୍ କଃରେଦ୍, କାୟ୍ତାକ୍ବଃଲେକ୍ ମୁୟ୍ଁ ଇ ଜୟେ କଃଲ୍ବଃଲ୍ ଅଃଉଁଲେ ।’”
25 And Abraham seide to hym, Sone, haue mynde, for thou hast resseyued good thingis in thi lijf, and Lazarus also yuel thingis; but he is now coumfortid, and thou art turmentid.
“ମଃତର୍ ଅବ୍ରାହାମ୍ ତାକ୍ କୟ୍ଲା, ‘ହିଲାରେ ତୁୟ୍ ଜେ ବାଚିରିଲା ବଃଳ୍ ତର୍ ଜିବନେ ସଃବୁ ବଃଲ୍ରି ହାୟ୍ଲିସ୍ ଆର୍ ଲାଜାର୍ ସେରଃକମ୍ କଃରାବ୍ ବିସୟ୍ ସଃବୁ ହାୟ୍ଲା, ଅୟ୍ଲେକ୍ ହେଁ ସାସ୍ ଦଃର୍ଲା ଇରି ମଃନେ ଏତାଉ; ମଃତର୍ ଅଃବେ ଲାଜାର୍ ଇ ଜଃଗାୟ୍ ସୁକ୍ ହାଉଁଲା, ଆର୍ ତୁୟ୍ ସେ ଜୟେ କିଲିବିଲି ଅଃଉଁଲାସ୍ ।
26 And in alle these thingis a greet derk place is stablischid betwixe vs and you; that thei that wolen fro hennus passe to you, moun not, nethir fro thennus passe ouer hidur.
ସେରି ଚାଡି ତୁମାର୍ ଅଃମାର୍ ବିତ୍ରେ ବଃଡେ ଦୁର୍ ଆଚେ, ଜଃନ୍କଃରି ଜୁୟ୍ମଃନ୍ ଇ ଟାଣେହୁଣି ତୁମିମଃନାର୍ ହାକ୍ ଜଃଉଁକେ ମଃନ୍ କଃର୍ତି, ସେମଃନ୍ ଜଃଉଁ ନଃହାର୍ତି ଆରେକ୍ ସେ ଟାଣେହୁଣି କେ ଅଃମାର୍ ହାକ୍ ଲିଙ୍ଗି କଃରି ଆସୁ ନାହାର୍ତି ।’
27 And he seide, Thanne Y preie thee, fadir, that thou sende hym in to the hous of my fadir.
ସେତାକ୍ ସେ ମାଜନ୍ କୟ୍ଲା, ‘ଏ ଉବା ସେବାନ୍ୟା ଅୟ୍ଲେକ୍ ମୁୟ୍ଁ ତକ୍ ଗଃଉଆରି କଃରି କଃଉଁଲେ ଲାଜାର୍କେ ମର୍ ଉବାର୍ ଗଃରେ ହଃଟାଉ ।
28 For Y haue fyue britheren, that he witnesse to hem, lest also thei come in to this place of turmentis.
କାୟ୍ତାକ୍ବଃଲେକ୍ ମର୍ ହାଁଚ୍ ବାୟ୍ ଆଚ୍ତି ସେମଃନ୍ ହେଁ ଜଃନ୍ କଃରି ଇ ବିସ୍ଜଃଳା ଟାଣେ ନାସ୍ତି, ସେତାର୍ଗିନେ ସେ ସେମଃନାର୍ ହାକ୍ ସାକି ଦଃୟ୍ଦ୍ ।’
29 And Abraham seide to him, Thei han Moyses and the prophetis; here thei hem.
ମଃତର୍ ଅବ୍ରାହାମ୍ କୟ୍ଲା, ‘ତୁମାର୍ ବାୟ୍ମଃନାର୍ ହାକ୍ ମସା ଆର୍ ବାବ୍ବାଦିମଃନାର୍ ଦଃର୍ମ୍ସାସ୍ତର୍ ଆଚେ, ସେମଃନ୍ ସେମଃନାର୍ କଃତା ସୁଣତ୍ ।
30 And he seide, Nay, fadir Abraham, but if ony of deed men go to hem, thei schulen do penaunce.
ସେତାର୍ଗିନେ ସେ କୟ୍ଲା, ନାୟ୍ ଉବା ଅବ୍ରାହାମ୍, ସଃତେକ୍ ସଃରି ନୟ୍, ମଃତର୍ ଜଦି ମଃଲା ଲକାର୍ ତଃୟ୍ହୁଣି ଗଟ୍ଲକ୍ ସେମଃନାର୍ ହାକ୍ ଜାୟ୍ଦ୍, ତଃବେ ସେମଃନ୍ ସଃତ୍ କଃରି ହାହ୍ ଚାଡ୍ତି ।’
31 And he seide to hym, If thei heren not Moises and prophetis, nethir if ony of deed men rise ayen, thei schulen bileue to hym.
ମଃତର୍ ଅବ୍ରାହାମ୍ ତାକ୍ କୟ୍ଲା, ‘ଜଦି ସେମଃନ୍ ମସା ଆର୍ ବାବ୍ବାଦିମଃନାର୍ କଃତା ନଃସୁଣ୍ତି, ତଃବେ ମଃଲା ଲକାର୍ ବିତ୍ରାର୍ ଗଟ୍ଲକ୍ ଉଟିଜାୟ୍ ବୁଜାୟ୍ଲେକ୍ ହେଁ ସେମଃନ୍ ତାର୍ କଃତା ନଃଦେର୍ତି ।’”