< John 19 >

1 Therfor Pilat took thanne Jhesu, and scourgide.
ତାର୍‌ ପଚେ ପିଲାତ୍‌ ଜିସୁକେ ନେଇ କର୍‌ଡା ସଙ୍ଗ୍‌ ମାରା ବଲି ଆଦେସ୍‌ ଦେଲା ।
2 And kniytis writhen a coroun of thornes, and setten on his heed, and diden aboute hym a cloth of purpur,
ସନିଅମନ୍‌ କାଟାର୍‌ ମୁକୁଟ୍‌ ତିଆର୍‌ କରି ଜିସୁର୍‌ ମୁଣ୍ଡେ ପିନ୍ଦାଇଲାଇ ଆରି ଜାମ୍‌କଲି ରଙ୍ଗର୍‌ ପଚିଆ ଗାଗ୍‌ଡେ ପିନ୍ଦାଇଦେଲାଇ ।
3 and camen to him, and seiden, Heil, kyng of Jewis. And thei yauen to him buffatis.
ସେମନ୍‌ ଜିସୁର୍‌ ଲଗେ ଆସିକରି କଇଲାଇ “ଏ ଜିଉଦିମନର୍‌ ରାଜା ଜୁଆର୍‌! ତୁଇ ବେସି ବରସ୍‌ ବଁଚ୍‌!” ବଲି ତାକେ ଚାପଡ୍‌ ଚାପଡ୍‌ ମାର୍‌ଲାଇ ।
4 Eftsoone Pilat wente out, and seide to hem, Lo! Y brynge hym out to you, that ye knowe, that Y fynde no cause in him.
ପିଲାତ୍‌ ଆରି ତରେକ୍‌ ଡାଣ୍ଡେ ବାରଇକରି ରୁଣ୍ଡିରଇଲା ଲକ୍‌ମନ୍‌କେ କଇଲା, “ଦେକା, ଏବେ ମୁଇ ତାକେ ଦସି କର୍‌ବାକେ କାଇ ବୁଲ୍‌କଲାଟା ମିଲେନାଇ । ଏଟାର୍‌ପାଇ ତମର୍‌ ଲଗେ ଆନ୍‌ବି । ଜେନ୍ତିକି ତମେ ଜାନ୍‌ବାର୍‌ ଆଚେ ।”
5 And so Jhesus wente out, berynge a coroun of thornes, and a cloth of purpur. And he seith to hem, Lo! the man.
ସେବେଲା ଜିସୁ କାଟାର୍‌ ମୁକୁଟ୍‌ ଆରି ଜାମ୍‌କଲି ରଙ୍ଗର୍‌ ପଚିଆ ପିନ୍ଦି ଡାଣ୍ଡେ ଆଇଲା । ପିଲାତ୍‌ ସେମନ୍‌କେ କଇଲା, “ଏଦେ ଦେକା! ଏଦେ ସେ ଲକ୍‌!”
6 But whanne the bischopis and mynystris hadden seyn hym, thei crieden, and seiden, Crucifie, crucifie hym. Pilat seith to hem, Take ye hym, and crucifie ye, for Y fynde no cause in hym.
ତାକେ ଦେକ୍‌ଲା ଦାପ୍‌ରେ ମୁକିଅ ପୁଜାରିମନ୍‌ ଆରି ମନ୍ଦିର୍‌ ଜାଗୁଆଲ୍‌ମନ୍‌ ଆଉଲିଅଇକରି କଇଲାଇ, “ତାକେ କୁରୁସେ ଚଗାଆ! ତାକେ କୁର୍‌ସେ ଚଗାଆ!” ବଲି । ପିଲାତ୍‍ କଇଲା, “ତମେ ତାକେ ନେଇକରି କୁର୍‌ସେ ଚଗାଆ, କାଇକେ ବଇଲେ, ମୁଇ ତାର୍‌ଟାନେ କାଇ ବୁଲ୍‌ ମିସା ଦେକିନାଇ ।”
7 The Jewis answeriden to hym. We han a lawe, and bi the lawe he owith to die, for he made hym Goddis sone.
ଜିଉଦି ନେତାମନ୍‌ ତାକେ କଇଲାଇ, “ଆମର୍‌ ଗଟେକ୍‌ ନିୟମ୍‌ ଆଚେ । ସେ ନିୟମ୍‌ ଇସାବେ ଏ ମର୍‌ବାର୍‌ ଆଚେ ଆକା । କାଇକେ ବଇଲେ ସେ ନିଜେ ମୁଇ ପର୍‌ମେସରର୍‌ ପିଲା ବଲି ଦାବି କଲାଆଚେ ।”
8 Therfor whanne Pilat hadde herd this word, he dredde the more.
ତେଇ ପିଲାତ୍‌ ଏ କାତା ସୁନିକରି ଅଦିକ୍‌ ଡରିଗାଲା ।
9 And he wente in to the moot halle eftsoone, and seide to Jhesu, Of whennus art thou? But Jhesus yaf noon answere to him.
ପିଲାତ୍‌ ଜିସୁକେ ଆରିତରେକ୍‌ ତାର୍‌ ମେଡେ ବାଉଡାଇ ନେଇ ପାଚାର୍‌ଲା, “ତୁଇ କନ୍ତିଅନି ଆସିଆଚୁସ୍‌?” ମାତର୍‌ ଜିସୁ ତାକେ ପଦେକ୍‌ ମିସା କ‍ଏନାଇ ।
10 Pilat seith to him, Spekist thou not to me? Woost thou not, that Y haue power to crucifie thee, and Y haue power to delyuere thee?
୧୦ସେବେଲାଇ ପିଲାତ୍‌ ତାକେ କଇଲା, “ତୁଇ କାଇ ମର୍‌ ସଙ୍ଗ୍‌ କାତା ନ ଅଉସ୍‌ କି? ତକେ ମୁକ୍‌ଲାଇବାର୍‌ ମର୍‌ ଅଦିକାର୍‌ ଆଚେ ଆରି କୁର୍‌ସେ ଚଗାଇବାର୍‌ ମିସା ମର୍‌ ଅଦିକାର୍‌ ଆଚେ । ଏଟା ତୁଇ ନାଜାନୁସ୍‌ କି?”
11 Jhesus answeride, Thou schuldist not `haue ony power ayens me, but it were youun to thee from aboue; therfor he that bitook me to thee, hath the more synne.
୧୧ଜିସୁ ତାକେ କଇଲା, “ପର୍‌ମେସର୍‌ ତକେ ଦେଲାକେସେ ମର୍‌ ଉପ୍‌ରେ ତର୍‌ ଅଦିକାର୍‌ ଆଚେ, ମାତର୍‌ ତର୍‌ଟାନେ ମକେ ଜେ ସର୍‌ପି ଦେଲାଆଚେ, ତାର୍‌ ପାପ୍‌ ଅଦିକ୍‌ ଜବର୍‌ ।”
12 Fro that tyme Pilat souyte to delyuere hym; but the Jewis crieden, and seiden, If thou delyuerist this man, thou art not the emperouris freend; for ech man that makith hym silf king, ayen seith the emperoure.
୧୨ଏ କାତା ସୁନି ପିଲାତ୍‌ ଜିସୁକେ ମୁକ୍‌ଲାଇବାକେ ଚେସ୍‌ଟା କଲା । ମାତର୍‌ ଜିଉଦି ଲକ୍‌ମନ୍‌ ଆଉଲିଅଇ କଇଲାଇ, “ତୁଇ ଜଦି ଆକେ ମୁକ୍‌ଲାଇସୁ ବଇଲେ, ସମ୍‌ରାଟର୍‌ ମଇତର୍‌ ନଉଁସ୍‌ । ଜେ ନିଜ୍‌କେ ରାଜା ବଲି ଦାବି କର୍‍ସି, ସେ ତାର୍‌ ବିରଦେ କଇଲାନି ।”
13 And Pilat, whanne he hadde herd these wordis, ledde Jhesu forth, and sat for domesman in a place, that is seid Licostratos, but in Ebrew Golgatha.
୧୩ପିଲାତ୍‌ ଜିଉଦି ନେତାମନର୍‌ଟାନେଅନି ଏ କାତା ସୁନିକରି ଜିସୁକେ ବାର୍‌କରାଇ ଆନି ପାକ୍‌ନାଇ ତିଆର୍‌ ଅଇରଇଲା ବିଚାର୍‌ କର୍‌ବା ମଣ୍ଡପେ ବସ୍‌ଲା । ଜନ୍‌ଟାକି ଇବ୍‌ରୁ ବାସାଇ ଗବ୍‌ବତା ବଲି କଇବାଇ ।
14 And it was pask eue, as it were the sixte our. And he seith to the Jewis, Lo! youre king.
୧୪ସେଦିନେ ନିସ୍‌ତାର୍‌ ପରବର୍‌ ପାଇ ତିଆର୍‌ ଅଇବା ଦିନ୍‌ ରଇଲା । ସେଟା ସେଦିନର୍‌ ଆଡ୍‌ବେଲାଇ ଅଇ ଆଇତେ ରଇଲା । ଆରି ପିଲାତ୍‌ ଜିଉଦିନେତାମନ୍‌କେ କଇଲା, “ଏଦେ ଦେକା! ତମର୍‌ ରାଜା!”
15 But thei crieden, and seiden, Take awei, take awei; crucifie him. Pilat seith to hem, Schal I crucifie youre king? The bischops answeriden, We han no king but the emperour.
୧୫ସେବେଲାଇ ଜିଉଦି ଲକ୍‌ମନ୍‌ ଆଉଲିଅଇ କଇଲାଇ “ତାକେ ମରାଆ! “ତାକେ ମରାଆ! କୁର୍‌ସେ ଚଗାଆ!” ପିଲାତ୍‌ ସେମନ୍‌କେ କଇଲା, “ମୁଇ ତମର୍‌ ରାଜାକେ କୁର୍‌ସେ ଚଗାଇବି କି?” ଏଟା ସୁନି ମୁକିଅ ପୁଜାରିମନ୍‌ କଇଲାଇ, “ସମ୍‌ରାଟ୍‌କେ ଚାଡିକରି ଆମର୍‌ ଆରି କେ ରାଜା ନାଇ ।”
16 And thanne Pilat bitook him to hem, that he schulde be crucified. And thei token Jhesu, and ledden him out.
୧୬ସାରାସାରି ପିଲାତ୍‌ ଜିସୁକେ ସେମନର୍‌ ମନ୍‍ କଲା ଇସାବେ କୁର୍‌ସେ ଚଗାଇ ମରାଇବାକେ ସର୍‌ପିଦେଲା । ତାର୍‌ପଚେ ସନିଅମନ୍‌ ଜିସୁକେ ଦାରିଗାଲାଇ ।
17 And he bar to hym silf a cros, and wente out in to that place, that is seid of Caluarie, in Ebreu Golgatha;
୧୭ଜିସୁ ତାର୍‌ ନିଜର୍‌ କୁର୍‌ସ ବଇକରି ନଅରର୍‌ ବାଇରେ ରଇବା କାପାଲ୍‌ ନାଉଁର୍‌ ଜାଗାଇ ଗାଲା । ଏବ୍‌ରି ବାସାଇ ସେ ଜାଗାକେ ଗଲ୍‌ଗାତା ବଲି କଇବାଇ ।
18 where thei crucifieden him, and othere tweyne with him, oon on this side and oon on that side, and Jhesus in the myddil.
୧୮ତେଇ ସେମନ୍‌ ଜିସୁକେ କୁର୍‌ସେ ଚଗାଇଲାଇ । ତାର୍‌ ସଙ୍ଗ୍‍ ଦୁଇ ଲକ୍‌କେ ମିସା କୁର୍‌ସେ ଚଗାଇଲାଇ । ଦୁଇ ଲକ୍‌କେ ଦୁଇବାଟେ ଚଗାଇ ଜିସୁକେ ମଜାଇ କଲାଇ ।
19 And Pilat wroot a title, and sette on the cros; and it was writun, Jhesu of Nazareth, king of Jewis.
୧୯ଆରି ପିଲାତ୍‌ ନିଜେ ଗଟେକ୍‌ ବରଡ୍‌ ଲେକି କୁର୍‌ସେ ଅଲାଇବାକେ ଆଦେସ୍‌ ଦେଲା । ସେ ବରଡ୍‌ତେଇ ନାଜରିତିୟ ଜିସୁ, ଜିଉଦିମନର୍‌ ରାଜା ବଲି ଲେକିରଇଲା ।
20 Therfor manye of the Jewis redden this title, for the place where Jhesus was crucified, was niy the citee, and it was writun in Ebreu, Greek, and Latyn.
୨୦ଜିସୁକେ ଜନ୍‌ ଜାଗାଇ କୁର୍‌ସେ ଚଗାଇ ରଇଲାଇ, ସେଟା ଗଡେ ଅନି ବେସି ଦୁର୍‌ ନ ରଇଲା । ସେ ବର୍‌ଡେ ଏବ୍‌ରି ବାସାଇ, ଲାଟିନ୍‌ ବାସାଇ ଆରି ଗିରିକ୍‌ ବାସାଇ ଲେକାଅଇରଇଲା । ବେସି ଲକ୍‌ମନ୍‌ ତେଇ ଲେକ୍‍ଲାଟା ପଡ୍‌ଲାଇ ।
21 Therfor the bischops of the Jewis seiden to Pilat, Nyle thou write kyng of Jewis, but for he seide, Y am king of Jewis.
୨୧ସେବେଲା ଜିଉଦିମନର୍‌ ମୁକିଅ ପୁଜାରିମନ୍‌ ପିଲାତ୍‌କେ କଇଲାଇ “ଜିଉଦିମନର୍‌ ରାଜା ବଲି ନ ଲେକି, ସେ ନିଜେ ମୁଇ ଜିଉଦିମନର୍‌ ରାଜା ବଲି କଇଲା ପାରା ଲେକ୍‌ ।”
22 Pilat answeride, That that Y haue writun, Y haue writun.
୨୨ପିଲାତ୍‌ କଇଲା “ନାଇ ମୁଇ ଜନ୍‌ଟା ଲେକ୍‌ଲି ଆଚି ସେଟା ଆରି ନ ବାଦ୍‌ଲାଇ ।”
23 Therfor the knyytis whanne thei hadden crucified hym, token hise clothis, and maden foure partis, to ech knyyt a part, and a coot. And the coot was without seem, and wouun al aboute.
୨୩ଜିସୁକେ କୁର୍‌ସେ ଚଗାଇଲା ପଚେ, ଚାର୍‌ଟା ସନିଅମନ୍‌ ତାର୍‌ ପଚିଆ ନେଇ ଚାରି ବାଗ୍‌ କଲାଇ । ସବୁ ସନିଅମନ୍‌କେ ଗଟେକ୍‌ ଗଟେକ୍‌ ବାଗ୍‌ ମିଲ୍‌ଲା । ସେମନ୍‌ ଜିସୁ ଉପ୍‌ରେ ପିନ୍ଦ୍‌ବା ବସ୍‍ତର୍‍ ମିସା ବେଟ୍‌ଲାଇ । ସେ ବସ୍‍ତର୍‍ ସିଲାଇ ନ ଅଇ ଉପ୍‌ରେଅନି ତଲେ ଜାକ ଗଟେକ୍‌ସେ ରଇଲା ।
24 Therfor thei seiden togidere, Kitte we not it, but caste we lot, whos it is; that the scripture be fulfillid, seiynge, Thei partiden my clothis to hem, and on my cloth thei casten lot. And the kniytis diden these thingis.
୨୪ସେଟାର୍‌ପାଇ ସେମନ୍‌ ନିଜର୍‌ ନିଜର୍‌ ବିତ୍‌ରେ କାତା ଅଇଲାଇ । “ଆମେ ଏ ପଚିଆ ନ ଚିରିକରି ଏଟା କାକେଅଇସି ବଲି ଜାନ୍‌ବାକେ କେଡ୍‌ ପୁଟାଉଁ ।” ଜେନ୍ତିକି ସାସ୍‌ତରେ ଲେକାଅଇଲା କାତା ସିଦ୍‌ ଅଇବାକେ ଏନ୍ତି ଅଇଲା । “ମର୍‌ ପଚିଆ ସେମନ୍‌ ନିଜର୍‌ ନିଜର୍‌ ବିତ୍‌ରେ ବାଟା କଲାଇ, ଆରି ମୁଇ ପିନ୍ଦ୍‌ବା ପଚିଆର୍‌ ପାଇ କେଡ୍‌ପୁଟାଇଲାଇ ।” ସେଟାସେ ସନିଅମନ୍‌ କଲାଇ ।
25 But bisidis the cros of Jhesu stoden his modir, and the sistir of his modir, Marie Cleofe, and Marie Maudeleyne.
୨୫ଜିସୁର୍‌ କୁର୍‌ସ ଲଗେ ତାର୍‌ ଆୟା ମରିୟମ୍‌, ତାର୍‌ ଆୟାର୍‌ ବଇନି, କଲ୍‌ପାର୍‌ ମାଇଜି ମରିୟମ୍‌ ଆରି ମଗ୍‌ଦଲିନି ମରିୟମ୍‌ ଟିଆଅଇ ରଇଲାଇ ।
26 Therfor whanne Jhesu hadde seyn his modir, and the disciple stondynge, whom he louyde, he seith to hise modir, Womman, lo thi sone.
୨୬ଜିସୁ ବେସି ଆଲାଦ୍‌ କର୍‌ବା ଗଟେକ୍‌ ସିସ୍‌ ତାର୍‌ ମାଆର୍‌ ଲଗେ ଟିଆ ଅଇରଇଲାଟା ଦେକି ଜିସୁ ତାର୍‌ ମାକେ କଇଲା, “ଏଦେ ଦେକା! ତର୍‌ ପଅ!”
27 Aftyrward he seith to the disciple, Lo! thi modir. And fro that our the disciple took hir in to his modir.
୨୭ତାର୍‌ ପଚେ ସେ ସିସ୍‌କେ କଇଲା “ଏଦେ ଦେକା! ତର୍‌ ଆୟା!” ସେଦିନେ ଅନି ସେ ସିସ୍‌ ଜିସୁର୍‌ ମାକେ ନିଜର୍‌ ଗରେ ଡାକିନେଲା ।
28 Aftirward Jhesus witynge, that now alle thingis ben endid, that the scripture were fulfillid, he seith, Y thirste.
୨୮ଏତ୍‌କି ବିତ୍‌ରେ ଜିସୁ ସବୁ ବିସଇ ପୁରାପୁରୁନ୍‌ ଅଇଲାଟା ଜାନିପାର୍‌ଲା, ମାତର୍‌ ସାସ୍‌ତରର୍‌ ବବିସତ୍‌ କାତା ପୁରା କର୍‌ବାପାଇ ସେ କଇଲା “ମକେ ସସ୍‌ କଲାନି ।”
29 And a vessel was set ful of vynegre. And thei `leiden in isope aboute the spounge ful of vynegre, and putten to his mouth.
୨୯ତେଇ ଗଟେକ୍‌ ନକିଟାନେ ଚପ୍‌ରା ଅଙ୍ଗୁର୍‌ ରସ୍‌ ରଇଲା । ସନିଅମନ୍‌ ଗଟେକ୍‌ ସୁତାର୍‌ ଗର୍‌ଣ୍ଡା ଚବାଲ୍‌ଲାଇ ଆରି ଡେଙ୍ଗ୍‌ ସୁଲ୍‌ଡାଙ୍ଗ୍‌ ଟିପେ ବାନ୍ଦି ଜିସୁର୍‌ ଟଣ୍ଡ୍‌ଲଗେ ଲାମାଇଦେଲାଇ ।
30 Therfor whanne Jhesus hadde `takun the vynegre, he seid, It is endid. And `whanne his heed was bowid doun, `he yaf vp the goost.
୩୦ଜିସୁ ସେଟା କାଇକରି “ସାରିଗାଲାବେ!” ବଲି କ‍ଇଲା । ଏତ୍‌କି କଇକରି ତାର୍‌ ଆତ୍‌ମା ସର୍‌ପିଦେଲା ।
31 Therfor for it was the pask eue, that the bodies schulden not abide on the cros in the sabat, for that was a greet sabat dai, the Jewis preiden Pilat, that the hipis of hem schulden be brokun, and thei takun awei.
୩୧ସେଦିନ୍‌ ନିସ୍‌ତାର୍‌ ପରବର୍‌ ନିଉତା ଦିନ୍‌ ରଇଲାଜେ, ମଲା ଗାଗଡ୍‌ କୁର୍‌ସ ଉପ୍‌ରେ ନ ରଏ, କାଇକେବଇଲେ ସେ ଦିନ୍‌ ବିସ୍‌ରାମ୍‌ବାରର୍‌ ସୁକଲ୍‌ ଦିନ୍‌ ରଇଲା । ସେଟାର୍‌ପାଇ କୁର୍‌ସେ ରଇବା ତିନ୍‌ଲକର୍‌ ଗଡ୍‌ ବାଙ୍ଗାଇକରି ବିନ୍‌ ଜାଗାଇ ନେଅତ୍‌ ବଲି ଜିଉଦିଲକ୍‌ମନ୍‌ ପିଲାତ୍‌କେ ଗୁଆରି କଲାଇ ।
32 Therfor knyytis camen, and thei braken the thies of the firste, and of the tothere, that was crucified with hym.
୩୨ସେଟାର୍‍ପାଇ ସନିଅମନ୍‌ ଜାଇ ଜିସୁର୍‌ ସଙ୍ଗ୍‍ ଚଗାଇଅଇରଇବା ଆରି ଦୁଇଲକର୍‌ ଗଡ୍‌ ବାଙ୍ଗାଇଦେଲାଇ ।
33 But whanne thei weren comun to Jhesu, as thei sayn him deed thanne, thei braken not hise thies;
୩୩ମାତର୍‌ ଜେଡେବେଲା ସେମନ୍‌ ଜିସୁର୍‌ ଲଗେ ଆସି ଦେକ୍‌ଲାଇଜେ, ସେ ମରିଜାଇରଇଲା । ସେଟାର୍‌ପାଇ ସେମନ୍‌ ତାର୍‌ ଗଡ୍‌ ବାଙ୍ଗାଅତ୍‌ ନାଇ ।
34 but oon of the knyytis openyde his side with a spere, and anoon blood and watir wenten out.
୩୪ମାତର୍‌ ଗଟେକ୍‌ ସନିଅ ଚେଲ୍‌ ସଙ୍ଗ୍‌ ତାର୍‌ ପାଞ୍ଜ୍‍ରା ତଲେ ବୁସ୍‌ଲା ଦାପ୍‌ରେ ବନି ଆରି ପାନି ବାରଇଲା ।
35 And he that saiy, bare witnessyng, and his witnessing is trewe; and he woot that he seith trewe thingis, that ye bileue.
୩୫ଏଟା ଜେ ଦେକି ରଇଲା, ସେ ଏ ସାକି ଦେଲାଆଚେ । (ସେଟାର୍‌ ପାଇ ତମେ ମିସା ବିସ୍‌ବାସ୍‌ କରା । ତାର୍‌ ସାକିଦେଲାଟା ସତ୍‌ସେ । ଆରି ସେ ସତ୍‌କାତା କଇଲା ଆଚେ ବଲିକରି ନିଜେ ବିସ୍‍ବାସ୍‍ କର୍‍ସୁ ।)
36 And these thingis weren don, that the scripture schulde be fulfillid, Ye schulen not breke a boon of hym.
୩୬କାଇକେବଇଲେ ସାସ୍‌ତରର୍‍ ଏ ବାକିଅ ପୁରାପୁରୁନ୍‌ ଅଇବାପାଇ ବଲି ଏ ସବୁ ବିସଇ ଗଟ୍‌ଲା, “ତାର୍‌ ଗଟେକ୍‌ ଆଡ୍‌ ମିସା ନ ଚିଲ୍‌ପେ ।”
37 And eftsoone another scripture seith, Thei schulen se in whom thei piyten thorow.
୩୭ପର୍‌ମେସରର୍‌ ସାସ୍‌ତରେ ଆରି ଗଟେକ୍‌ ବାକିଅ ଏନ୍ତାରି ଆଚେ ଜାକେ ସେମନ୍‌ ବୁସ୍‌ଲାଇଆଚତ୍‌, ତାକେ ଦେକ୍‌ବାଇ ଆରି ତାର୍‌ ବାଟେସେ ଦେକ୍‌ତେ ରଇବାଇ ।
38 But after these thingis Joseph of Armathi preyede Pilat, that he schulde take awei the bodi of Jhesu, for that he was a disciple of Jhesu, but priui for drede of the Jewis. And Pilat suffride. And so he cam, and took awei the bodi of Jhesu.
୩୮ଏ ସବୁ ଗଟ୍‍ନା ଅଇଲା ପଚେ ଆରାମାତିଆ ଗଡର୍‌ ଜସେପ୍‌ ନାଉଁର୍‌ ଗଟେକ୍‌ ଲକ୍‌ ପିଲାତ୍‌କେ ଜିସୁର୍‌ ଗାଗଡ୍‌ ମାଙ୍ଗ୍‌ଲା । ଜସେପ୍‌ ଜିସୁର୍‌ ସିସ୍‌ ରଇଲା । ମାତର୍‌ ସେ ଜିଉଦି ନେତାମନ୍‌କେ ଡରିକରି ଜାନାଇ ନ ଅଇ ରଇତେ ରଇଲା । ପିଲାତ୍‌ ଜସେପ୍‌କେ ଜିସୁର୍‌ ଗାଗଡ୍‌ ନେ ବଇଲାକେ, ସେ ଜିସୁର୍‌ ମଲାଗାଗଡ୍‌ ଦାରି ଗାଲା ।
39 And Nychodeme cam also, that hadde come to hym first bi nyyt, and brouyte a meddlynge of myrre and aloes, as it were an hundrid pound.
୩୯ନିକଦିମ ମିସା ଜସେପର୍‌ ସଙ୍ଗ୍‍ ଗାଲା । ଏ ନିକଦିମ ଗଟେକ୍‌ ରାତି ଜିସୁକେ ମିସ୍‌ବାର୍‌ ଜାଇରଇଲା । ସେ ଜିସୁର୍‌ ଗାଗ୍‌ଡେ ଲାଗାଇବାକେ ଗନ୍ଦ୍‌ରସ୍‌ ଆରି ଅଙ୍ଗୁର୍‌ ମିସାଇଲା ବାସ୍‌ନା ଚିକନ୍‌ ତିରିସ୍‌ କେଜି ଆନିରଇଲା ।
40 And thei token the bodi of Jhesu, and boundun it in lynun clothis with swete smellynge oynementis, as it is custom to Jewis for to birie.
୪୦ସେମନ୍‌ ଦୁଇ ଲକ୍‌ ମିସିକରି ଜିଉଦିମନର୍‌ ରିତିନିତି ଇସାବେ ଜିସୁର୍‌ ଗାଗଡ୍‌ ନେଇ ବାସ୍‌ନା ଦିନ୍‌ସୁ ସଙ୍ଗ୍‌, ଡେଙ୍ଗ୍‌ ପଚିଆ ଗୁଡିଆଇ ଦେଲାଇ ।
41 And in the place where he was crucified, was a yerd, and in the yerd a newe graue, in which yit no man was leid.
୪୧ତାକେ ଜନ୍‌ ଜାଗାଇ କୁର୍‌ସେ ଚଗାଇ ରଇଲାଇ, ସେ ଜାଗାଇ ଗଟେକ୍‌ ବାଡ୍‌ ରଇଲା । ଆରି ସେ ବାଡେ ମଲା ଲକ୍‌ମନ୍‌କେ ସଙ୍ଗଇବାକେ ଗଟେକ୍‌ ନୁଆ ପାଆର୍‌ ରଇଲା । ସେ ପାଆରେ କେବେ ମିସା କାକେ ନ ସଙ୍ଗଇ ରଇଲାଇ ।
42 Therfor there thei putten Jhesu, for the vigilie of Jewis feeste, for the sepulcre was niy.
୪୨ବିସ୍‌ରାମ୍‌ ବାରର୍‌ ନିଉତା ଦିନ୍‌ ଅଇରଇଲା ଆରି ସେ ପାଆର୍‌ ଲଗେ ରଇଲା ଜେ, ସେମନ୍‌ ଜିସୁର୍‌ ଗାଗଡ୍‌ ନେଇକରି ସେ ପାଆରେ ସଙ୍ଗଇଦେଲାଇ ।

< John 19 >