< Acts 24 >

1 And aftir fyue daies, Ananye, prince of preestis, cam doun with summe eldere men, and Terculle, a feir speker, which wenten to the precident ayens Poul.
ପାଁଚ୍‍ଦିନ୍‌ ପଚେ ବଡ୍‌ ପୁଜାରି ଅନନିୟ କେତେଟା ପାର୍‌ଚିନ୍‌ ଆରି ତର୍‌ତୁଲସ୍‌ ନାଉଁର୍‌ ଗଟେକ୍‌ ଅକିଲ୍‌ ସଙ୍ଗ୍‍ ସିସେରିଆଇ ଗାଲାଇ । ସେମନ୍‌ ପେଲିକ୍‌ସର୍‌ ମୁଆଟେ ଟିଆଅଇ ପାଉଲର୍‌ ବିରଦେ ସେମନର୍‌ ଦାବା ଜାନାଇଲାଇ ।
2 And whanne Poul was somened, Terculle bigan to accuse hym, and seide, Whanne in myche pees we doon bi thee, and many thingis ben amendid bi thi wisdom, euere more and euery where,
ତାର୍‌ପଚେ ପାଉଲ୍‌କେ ତେଇଆନି ଟିଆ କରାଇଲାଇ ଆରି ତର୍‌ତୁଲସ୍‌ ଏନ୍ତି ତାକର୍‌ ଦାବାମନ୍‌ ସବୁ ଜାନାଇଲା । “ଆଗିଆଁ, ତମେ ଗଟେକ୍‌ ଡାକ୍‌ପୁଟା ଲକ୍‌, ତମର୍‌ ନିମାନ୍‌ ସାସନ୍‌ଅନି ଆମେ ବେସି ଦିନ୍‌ ଦାରି ସାର୍‌ଦା ଅଇ ସାନ୍ତି ସଙ୍ଗ୍‍ ଜିଇଲୁନି, ଆମର୍‌ ଦେସର ମଙ୍ଗଲ୍‌ ପାଇ ବେସି ଦର୍‌କାର୍‌ ରଇଲା କାମ୍‌ମନ୍‌ କରାଇଆଚାସ୍‌ ।
3 thou best Felix, we han resseyued with al doyng of thankingis.
ସବୁଜାଗାଇ ଆରି ସବୁ ବେଲାଇ ଆମେ ଏଟାକେ ନାମ୍‍ଲୁନି, ଏଟାର୍‌ପାଇ ଆମେ ତମ୍‌କେ ମାନି ଆଇଲୁନି ।
4 But lest Y tarie thee lengere, Y preie thee, schortly here vs for thi mekenesse.
ସେଟା ଜାଇଟା ଅ, ମୁଇ ତମର୍‌ ଅଦିକ୍‌ ବେଲା ନେବାକେ ମନ୍‍ କରିନାଇ । ସେଟାର୍‌ ପାଇ ଆମର୍‌ ଗଟେକ୍‌ ଚଟ୍‌ ଅର୍‌ସାସଙ୍ଗର୍‌ କାତା ସୁନ୍‌ବାକେ ବାବୁଜିଆ କଲିନି ।
5 We han foundun this wickid man stirynge dissencioun to alle Jewis in al the world, and auctour of dissencioun of the secte of Nazarenus; and he also enforside to defoule the temple;
ଏ ଲକ୍‌ ଗଟେକ୍‌ ବେସି ବଡ୍‌ ଗଣ୍ଡ୍‍ଗଲ୍‌ କରାଉ ବଲି ଆମେ ଜାନୁ, ସେ ଦେସ୍‌ବିଦେସେ ସବୁ ବାଟେ ବୁଲିବୁଲି ଜିଉଦିମନ୍‌କେ କିରମାର କରାଇବାକେ ଉସ୍‌କାଇଲାନି, ସେ ନାଜରିତ୍‌ ଦଲର୍‌ ଗଟେକ୍‌ ନେତା ।
6 whom also we token, and wolden deme, after oure lawe.
ସେ ଆମର୍‌ ମନ୍ଦିର୍‌ ଅସୁକଲ୍‌ କର୍‌ବାକେ ଚେସ୍‌ଟା କଲାବେଲେ ଆମେ ତାକେ ବନ୍ଦି କଲୁ ।
7 But Lisias, the trybune, cam with greet strengthe aboue, and delyuerede hym fro oure hoondis;
ଆମର୍‌ ନିୟମ୍‌ ଇସାବେ ଏ ଲକ୍‌କେ ବିଚାର୍‌ କର୍‌ବାକେ ଆମେ ମନ୍‌ କର୍‌ତେରଇଲୁ ।
8 and comaundide hise accuseris to come to thee, of whom thou demynge, maist knowe of alle these thingis, of whiche we accusen hym.
ଆର୍‌ ବିରଦେ ଜନ୍‌ ସବୁ ଦାବା କଲୁଆଚୁ, ସେଟା ତମେ ଏ ଲକ୍‌କେ ପାଚାରିକରି ଜାନିପାରାସ୍‌ ।”
9 And Jewis putten to, and seiden, that these thingis hadden hem so.
ତେଇରଇଲା ଜିଉଦିମନ୍‌ ଏଟା ସତ୍‌ବଲି ଡାଟ୍‌ ସଙ୍ଗ୍‍ ସେ କାତାଇ ରାଜି ଅଇଲାଇ ।
10 And Poul answeride, whanne the president grauntide hym to seie, Of mony yeeris Y knowe thee, that thou art domesman `to this folk, and Y schal do ynowy for me with good resoun.
୧୦ତାର୍‌ପଚେ ସାସନ୍‌କାରିଆ ପାଉଲ୍‌କେ କାତା ଅଇବାକେ ସାଗିଆ କଲାକେ ପାଉଲ୍‌ କଇଲା । “ମୁଇ ଜାନି ଜେ ବେସି ବରସ୍‌ ଦାରି ତମେ ଏ ଜାତିର୍‌ ବିଚାର୍‌କରୁ ଅଇ ଆଚୁସ୍‌, ସେଟାର୍‌ ପାଇ ତମର୍‌ ମୁଆଟେ କଇବାଟା କେଡେ କରମର୍‌ କାତା ।
11 For thou maist knowe, for to me ben not more than twelue daies, sithen Y cam vp to worschipe in Jerusalem;
୧୧ଆଗିଆ, ତମେ ନିଜେ କଜିକରି ଜାନିପାର୍‌ସା ଜେ, ପାକାପାକି ବାରଦିନ୍‌ ତଲେ, ମୁଇ ଜିରୁସାଲାମେ ପାର୍‌ତନା କର୍‌ବାକେ ଜାଇରଇଲି ।
12 and nether in the temple thei founden me disputinge with ony man, nether makynge concours of puple, nether in synagogis, nether in citee;
୧୨ମନ୍ଦିରେ କାର୍‌ ସଙ୍ଗ୍‍, ମୁଇ ଦଦାପେଲା କର୍‌ବାଟା ଜିଉଦିମନ୍‌ ଦେକି ନ ରଇଲାଇ କି ପାର୍‌ତନା ଗର୍‌ମନ୍‌କେ କି ଗଡର୍‌ କନ୍‌ ବିନ୍‌ ଜାଗାଇ ଲକ୍‌ମନ୍‌କେ ଉସ୍‌କାଇବାଟା ଦେକି ନ ରଇଲାଇ ।
13 nether thei moun preue to thee, of the whiche thingis thei now accusen me.
୧୩ସେଟାର୍‌ ପାଇ ମର୍‌ ବିରଦେ ଏବେ ଆନିରଇବା ଦାବାର୍‌ ପାଇ, ସେମନ୍‌ କାଇମିସା ସାକି ଦେଇ ନାପାରତ୍‌ ।
14 But Y knowleche to thee this thing, that aftir the secte which thei seien eresie, so Y serue to God the fadir, `and Y bileue to alle thingis that ben writun in the lawe and profetis; and Y haue hope in God,
୧୪ଏଲେ ମିସା ମୁଇ ତମର୍‌ ଲଗେ ରାଜି ଅଇଲିନି ଜେ, ଜନ୍‌ ବାଟ୍‌ ସେମନ୍‌ ମିଚ୍‌ ବଲି କଇଲାଇନି, ସେ ବାଟେ ଜାଇ, ଆମର୍‌ ଆନିଦାଦିମନର୍‌ ପରମେସର୍‌କେ ପାର୍‌ତନା କଲିନି । ମାତର୍‌ ମୁଇ ମିସା ମସାର୍‌ ରିତିନିତି ଆରି ବବିସତ୍‌ବକ୍‌ତାମନର୍‌ ସାସ୍‌ତରେ ଲେକାଅଇଲା ସବୁ ବିସଇ ବିସ୍‌ବାସ୍‌ କଲିନି ।
15 whiche also thei hem silf abiden, the ayenrisyng `to comynge of iust men and wickid.
୧୫ଏମନର୍‌ ପାରା, ମାପ୍‌ରୁର୍‌ ଲଗେ ମର୍‌ ଗଟେକ୍‌ ଆସା ଆଚେ ଜେ, ନିକ ଲକ୍‌ ଅଅତ୍‌ କି କାରାପ ଲକ୍‌ ଅଅତ୍‌, ସବୁ ମଲାଟାନେଅନି ଉଟ୍‌ବାଇ ।
16 In this thing Y studie with outen hirtyng, to haue concience to God, and to men euermore.
୧୬ସେଟାର୍‌ ପାଇ ପରମେସରର୍‌ ଆରି ମୁନୁସର୍‌ ମୁଆଟେ ନିର୍‌ମଲ୍‌ ବିବେକ୍‌ ଇସାବେ ଚଲାଚଲ୍‌ତି କର୍‌ବାକେ ସବୁବେଲେ ଚେସ୍‌ଟା କଲିନି ।
17 But after many yeeris, Y cam to do almes dedis to my folc, and offryngis, and auowis;
୧୭“ବେସି ବରସ୍‌ ଦାରି ଦୁରିକେ ରଇଲା ପଚେ, ଜିରୁସାଲେମର୍‌ ଲକ୍‌ମନର୍‌ ପାଇ କିଚି ଡାବୁ ନେବାକେ ଆରି ବଲିଦେବାକେ ମୁଇ ତେଇ ଜାଇରଇଲି ।
18 in whiche thei founden me purified in the temple, not with company, nether with noise. And thei cauyten me, and thei crieden, and seiden, Take awei oure enemye.
୧୮ମୁଇ ନିର୍‌ମଲ୍‌ ଅଇବା ବିଦି ସାରାଇଲା ବେଲେ, ସେମନ୍‌ ମକେ ମନ୍ଦିରେ ଦେକ୍‌ଲାଇ । ସେଡ୍‌କିବେଲେ ମର୍‌ ଲଗେ ବେସି ଲକ୍‌ ନ ରଇଲାଇ କି କାଇମିସା ଗଣ୍ଡ୍‍ଗଲ୍‌ ଅଇ ନ ରଇଲା ।
19 And summe Jewis of Asie, whiche it behofte to be now present at thee, and accuse, if thei hadden ony thing ayens me,
୧୯ମାତର୍‌ ତେଇ ଆସିଆ ଦେସର୍‌ କେତେଟା ଜିଉଦି ରଇଲାଇ, ଜଦି ସେମନ୍‌କେ ମର୍‌ ବିରଦେ କାଇଟା କଇବାର୍‌ ରଇଲା, ଆଗ୍‌ତୁ ସେମନ୍‌ ନିଜେ ତମର୍‌ ମୁଆଟେ ଆସି ଦାବା କର୍‌ବାର୍‌ ରଇଲା ।
20 ether these hem silf seie, if thei founden in me ony thing of wickidnesse, sithen Y stonde `in the counsel,
୨୦ଆରି ତରେକ୍‌ ମୁଇ ଜେଡେବେଲା ବଡ୍‌ ସବାର୍‌ ମୁଆଟେ ଟିଆଅଇରଇଲି, କନ୍‌ ଅପ୍‌ରାଦେ ଦସି ଅଇଲି, ସେଟା ଇତି ରଇଲା ଲକ୍‌ମନ୍‌ କଅତ୍‌ ।
21 but oneli of this vois, by which Y criede stondynge among hem, For of the ayenrisyng of deed men Y am demyd this dai of you.
୨୧ଏଲେମିସା ମୁଇ ଗଟେକ୍‌ କାତା କଇରଇଲି । ସେମନର୍‌ ମୁଆଟେ ଟିଆ ଅଇରଇଲା ବେଲେ ମଲାଲକ୍‌ମନ୍‌ ଆରିତରେକ୍‌ ଉଟ୍‌ବାଇ ବଲି ଡାଟ୍‌ ସଙ୍ଗ୍‍ ବିସ୍‌ବାସ୍‌ କର୍‌ତେ ରଇଲାର୍‌ ପାଇ ଆଜି ତମର୍‌ଟାନେ ବିଚାର୍‌ନା ପାଇଲିନି । ଏଟାକେ ଚାଡି ଆରି ସେମନର୍‌ ମୁଆଟେ କିଚି କଇନାଇ ।”
22 Sothely Felix delayede hem, and knewe moost certeynli of the weie, and seide, Whanne Lisias, the tribune, schal come doun, Y schal here you.
୨୨ପେଲିକ୍‍ସ୍ ସେ ବାଟ୍‌ ବିସଇର୍‌ ଟିକିନିକି ଜାନି ରଇଲାର୍‌ ପାଇ ସୁନାଇବାଟା ବନ୍ଦ୍‌ କରି କଇଲା, “ସନିଅମନର୍‌ ମୁକିଅ ଲିସିଅସ୍‌ କେଟ୍‌ଲା ପଚେ, ମୁଇ ତମର୍‌ ବିଚାର୍‌ନା ସୁନାଇବି ।”
23 And he comaundide to a centurien to kepe hym, and that he hadde reste, nethir to forbede ony man to mynystre of his owne thingis to him.
୨୩ତାର୍‌ପଚେ ସେ ଅଦିକାରେ ରଇବା ମୁକିଆକେ କଇଲା, “ପାଉଲ୍‌କେ ବନ୍ଦି ଇସାବେ ଜାଗିରଇବାର୍‌ ଆଚେ, ମାତର୍‌ ତାକେ ଦର୍‌କାର୍‌ ଅଇବା ଜିନିସ୍‌ ତାର୍‌ ଲକ୍‌ମନ୍‌ ଆନିଦେଲେ, ସେଟା ତେବାଇବାର୍‌ ନାଇ ।”
24 And after summe dayes Felix cam, with Drussille his wijf, that was a Jewesse, and clepide Poul, and herde of him the feith that is in Crist Jhesu.
୨୪କେତେଦିନ୍‌ ପଚେ ପେଲିକ୍‍ସ୍ ତାର୍‌ ଜିଉଦି ମାଇଜି ଦୁର୍‌ସିଲା ସଙ୍ଗ୍‍ ତେଇ ଆଇଲା । ସେ ପାଉଲ୍‌କେ ଡାକାଇ ଜିସୁକିରିସ୍‌ଟକେ ବିସ୍‌ବାସ୍‌ କର୍‌ବା ବିସଇ, ତାର୍‌ କାତା ନିକକରି ସୁନ୍‌ଲା ।
25 And while he disputide of riytwisnesse, and chastite, and of dom to comynge, Felix was maad tremblinge, and answerde, That perteneth now, go; but in tyme couenable Y schal clepe thee.
୨୫ମାତର୍‌ ଜେଡେବେଲେ ପାଉଲ୍‌ ଦରମ୍‌ ଚଲାଚଲ୍‌ତି ଆରି ଲକ୍‌ମନ୍‌ ନିଜର୍‌ ପାପର୍‌ ଗୁନ୍‌ଚଲନ୍‌ ଇସାବେ ନ ଜାଇକରି ନିଜେ ଦାରିଅଇରଇବା ବିସଇ, ଆରି ଆଇବା ଦିନର୍‌ ବିଚାର୍‌ନା ବିସଇ କଇବାକେ ଦାର୍‍ଲା, ପେଲିକସ୍‌ ଡରିଜାଇକରି “ତମେ ଏବେ ଜାଇପାରାସ୍‌ ।” ବଲି କଇଲା, “ବେଲା ପାଇଲେ ଆରି ତରେକ୍‌ ମୁଇ ତମ୍‌କେ ଡାକାଇବି ।”
26 Also he hopide, that money schulde be youun to hym of Poul; for which thing eft he clepide hym, and spak with hym.
୨୬ସେ ବେଲା ପାଉଲ୍‌ ତାକେ କେତେକ୍‌ ଡାବୁ ଲାଚ୍‌ଁ ଦେଇସି ବଲି ସେ ଆସା କରି ରଇଲା, ସେଟାର୍‌ ପାଇ ସେ ତର୍‌କେ ତର୍‌ ତାକେ ଡାକାଇ ତାର୍‌ ସଙ୍ଗ୍‍ କାତାବାର୍‌ତା ଅଇବାର୍‌ ଦାର୍‌ଲା ।
27 And whanne twei yeeris weren fillid, Felix took a successoure, Porcius Festus; and Felix wolde yyue grace to Jewis, and lefte Poul boundun.
୨୭ଏନ୍ତି ଦୁଇ ବରସ୍‌ ଗାଲାପଚେ ପର୍‌କିୟସ୍‌ ପେସ୍‌ଟସ୍‌ ପେଲିକର୍‌ ଜାଗାଇ ସାସନ୍‌କାରିଆ ଅଇ ଆଇଲା । ପେଲିକ୍‍ସ୍ ଜିଉଦିମନ୍‌କେ ବଲ୍‌ବଲାଇ ଅଇବାକେ ମନ୍‍ କରି ପାଉଲ୍‌କେ ନ ମୁକ୍‌ଲାଇ ବନ୍ଦି ଗରେ ଚାଡି ଉଟିଗାଲା ।

< Acts 24 >