< Acts 13 >
1 And profetis and doctouris weren in the chirche that was at Antioche, in which Barnabas, and Symount, that was clepid Blac, and Lucius Cironense, and Manaen, that was the soukynge fere of Eroude tetrarke, and Saul weren.
୧ଆନ୍ଟିଅକି ମଣ୍ଡଲିତେଇ କେତେଟା ବବିସତ୍ବକ୍ତା ଆରି ସିକିଆ ଦେବା ଗୁରୁ ରଇଲାଇ । ସେମନର୍ ବିତ୍ରେ ରଇଲାଇ ବର୍ନବା, ସିମନ୍ ଜାକେ କି ନିଗର୍ ଡାକ୍ତେରଇଲାଇ, ଲୁସିଅସ୍, ଜେ କି କୁରିନିୟ ଅନି ଆସିରଇଲା, ମନଏଁମ୍ ଜେ କି ଏରଦର୍ ଗରେ ବଡି ରଇଲା ଆରି ସାଉଲ୍ ।
2 And whanne thei mynystriden to the Lord, and fastiden, the Hooli Goost seide to hem, Departe ye to me Saul and Barnabas, in to the werk to which Y haue takun hem.
୨ସେମନ୍ ମାପ୍ରୁର୍ ସେବା ଆରି ଉପାସ୍ କଲାବେଲେ, ସୁକଲ୍ ଆତ୍ମା ସେମନ୍କେ କଇଲା, “ମୁଇ ଜନ୍ କାମ୍ପାଇ ସାଉଲ୍ ଆରି ବର୍ନବାକେ ଡାକ୍ଲି ଆଚି, ସେଟାର୍ ପାଇ ସେମନ୍କେ ଅଲ୍ଗା କରା ।”
3 Thanne thei fastiden, and preieden, and leiden hondis on hem, and leten hem go.
୩ସେଟାର୍ପାଇ ସେମନ୍ ଉପାସ୍ କଲାଇ ଆରି ପାର୍ତନା କରି ତାକର୍ ଉପ୍ରେ ଆତ୍ ସଙ୍ଗଇ ସେମନ୍କେ କବର୍ କଇବା କାମେ ପାଟାଇଲାଇ ।
4 But thei weren sent of the Hooli Goost, and wenten forth to Seleucia, and fro thennus thei wenten bi boot to Cipre.
୪ସୁକଲ୍ ଆତ୍ମାଇଅନି ଆଦେସ୍ ପାଇକରି ଜାଇରଇବା ବର୍ନବା ଆରି ସାଉଲ୍ ସେଲୁକିଆଇ ଗାଲାଇ । ଆରି ତେଇଅନି ପାନି ଜାଜେ ବସି ସାଇପରସ୍ ସମ୍ଦୁର୍ ମଜାଇ ରଇବା ଜାଗାଇ ଗାଲାଇ ।
5 And whanne thei camen to Salamyne, thei prechiden the word of God in the synagogis of Jewis; and thei hadden also Joon in mynystrie.
୫ସାଲାମି ଗଡେ କେଟି ଜିଉଦିମନର୍ ପାର୍ତନା ଗର୍ମନ୍କେ ପରମେସରର୍ ବାକିଅ ଜାନାଇଲାଇ । ଜଅନ୍ ମାର୍କ ମିସା ସେମନର୍ ସଙ୍ଗ୍ ରଇକରି ସେମନ୍କେ ସାଇଜ କର୍ତେ ରଇଲାଇ ।
6 And whanne thei hadden walkid bi al the ile to Pafum, thei founden a man, a witche, a false profete, a Jewe, to whom the name was Bariesu,
୬ସେମନ୍ ସାଇପରସ୍ ଜାଗା ଚାଡି ପାପ୍ତେ ନାଉଁର୍ ଜାଗାଇ ଗାଲାଇ । ତେଇ ବାର୍ଜିସୁ ନାଉଁର୍ ଗଟେକ୍ ମଁତର୍ ସିକିରଇବା ଜିଉଦିକେ ବେଟ୍ଅଇଲାଇ । ସେ ନିଜ୍କେ ମିଚ୍ରେ ବବିସତ୍ବକ୍ତା ବଲି କଇତେ ରଇଲା ।
7 that was with the proconsul Sergius Paule, a prudent man. This clepide Barnabas and Poul, and desiride to here the word of God.
୭ସେ ସମ୍ଦୁର୍ ମଜାଇ ରଇଲା ଜାଗାର୍ ସାସନ୍ କାରିଆର୍ ସର୍ଗିଅ ପାଉଲର୍ ମଇତର୍ ରଇଲା । ସର୍ଗିଅସ୍ ଗଟେକ୍ ଗିଆନି ଲକ୍ ରଇଲା । ସେ ପରମେସରର୍ ବାକିଅ ସୁନ୍ବାକେ ମନ୍ କରି ବର୍ନବା ଆରି ପାଉଲ୍କେ ଡାକାଇଲା ।
8 But Elymas witche withstoode hem; for his name is expowned so; and he souyte to turne awei the proconsul fro bileue.
୮ମାତର୍ ଗୁନିଆଁ ଏଲିମାସ୍, (ଏଟା ତାର୍ ଗିରିକ୍ ନାଉଁ) ସେମନ୍କେ ନିଚୁ ବଲି କଇଲା, କାଇକେ ବଇଲେ, ସେ ସାସନ୍ କାରିଆ କିରିସ୍ଟକେ ବିସ୍ବାସ୍ ନ କର ବଲି ବାବ୍ତେ ରଇଲା ।
9 But Saul, which is seid also Paul, was fillid with the Hooli Goost, and bihelde in to hym, and seide, A!
୯ମାତର୍ ସାଉଲ୍ ଜାର୍ ନାଉଁକି ପାଉଲ୍, ସୁକଲ୍ ଆତ୍ମାଇ ପୁରୁନ୍ ଅଇ, ମଁତର୍ ଜାନିରଇବା ଲକର୍ ବାଟେ ନିକ ଦେକ୍ଲା ।
10 thou ful of al gile, and al falsnesse, thou sone of the deuel, thou enemye of al riytwisnesse, thou leeuest not to turne vpsodoun the riytful weies of the Lord.
୧୦ଆରି କଇଲା, “ଏ ସଇତାନର୍ ପିଲା! ତୁଇ, ସବୁ ନିମାନ୍ ବିସଇ ବିରଦ୍ କଲାସ୍ନି । ତୁଇ ସବୁ ରକାମର୍ କରାପ୍ କାମେ ପୁରୁନ୍ ଅଇ ଆଚୁସ୍ ଆରି ସବୁବେଲେ ପର୍ମେସରର୍ କାମ୍ ମିଚ୍ ବଲି ଦେକାଇବାକେ ଚେସ୍ଟା କଲୁସ୍ନି ।
11 And now lo! the hoond of the Lord is on thee, and thou schalt be blynde, and not seynge the sunne in to a tyme. And anoon myste and derknesse felden doun on hym; and he yede aboute, and souyte hym that schulde yyue hoond to hym.
୧୧ଏବେ ମାପ୍ରୁର୍ ଆତେ ଡଣ୍ଡ୍ ପାଇସୁ । ତୁଇ କାଣା ଅଇଜାଇକରି ଚନେକର୍ପାଇ ବେଲର୍ ଉଜଲ୍ ଦେକି ନାପାରୁସ୍ ।” ସେଦାପ୍ରେ ଏଲିମାସର୍ ଆଁକି ଦୁଉଁରି ଆନ୍ଦାର୍ ଅଇଗାଲାପାରା ଲାଗ୍ଲା । ଆରି ତାକେ ଆତେ ଦାରି ଡାକିନେବାକେ ଗଟେକ୍ ଲକ୍କେ ଏନେତେନେ ଆଣ୍ଡାଲି ଅଇ କଜି ବୁଲ୍ଲା ।
12 Thanne the proconsul, whanne he hadde seyn the dede, bileuede, wondringe on the techyng of the Lord.
୧୨ଏଟା ଦେକି ସାସନ୍କାରିଆର୍ ବିସ୍ବାସ୍ ଅଇଲା, କାଇକେ ବଇଲେ ମାପ୍ରୁର୍ ସିକିଆ ସୁନି ସେ କାବା ଅଇଜାଇରଇଲା ।
13 And whanne fro Pafum Poul hadde go bi a boot, and thei that weren with hym, thei camen to Pergen of Pamfilie; but Joon departide fro hem, and turnede ayen to Jerusalem.
୧୩ପାଉଲ୍ ଆରି ତାର୍ ସଙ୍ଗ୍ ଜିବା ଲକ୍ମନ୍ ପାପସ୍ ଜାଗାଇ ଅନି ପାନିଜାଜେ ଜାଇ ପପୁଲିଆର୍ ପର୍ଗା ନାଉଁ ଜାଗାର୍ ଗଟେକ୍ ଗଡେ କେଟ୍ଲାଇ । ଜଅନ୍ମାର୍କ ତେଇ ସେମନ୍କେ ଚାଡିକରି ଜିରୁସାଲାମ୍ ବାଉଡିଗାଲା ।
14 And thei yeden to Pergen, and camen to Antioche of Persidie; and thei entriden in to the synagoge in the dai of sabatis, and saten.
୧୪ସେମନ୍ ପର୍ଗାଇଅନି ଜାଇ ପିସିଦିଆର୍ ଆନ୍ଟିଅକେ କେଟ୍ଲାଇ । ଆରି ବିସ୍ରାମ୍ବାର୍ ଦିନେ ପାର୍ତନା ଗରେ ଜାଇ ବସ୍ଲାଇ ।
15 And after the redyng of the lawe and of the prophetis, the princis of the synagoge senten to hem, and seiden, Britheren, if ony word of exortacioun to the puple is in you, seie ye.
୧୫ମସାର୍ ନିୟମ୍ ଆରି ବବିସତ୍ବକ୍ତାମନର୍ ଲେକା ପଡ୍ଲା ପଚେ, ପାର୍ତନା ଚାଲାଉମନ୍ ସେମନ୍କେ ଏ କାତା କଇପାଟାଇଲାଇ, “ବାଇମନ୍ ଜଦି ଲକ୍ମନର୍ ସାର୍ଦା ବଡାଇବାପାରା ଉପ୍ଦେସ୍ ଦେବାର୍ ଆଚେ, ତେବେ କୁଆ ।”
16 And Poul roos, and with hoond baad silence, and seide, Men of Israel, and ye that dreden God, here ye.
୧୬ପାଉଲ୍ ଟିଆଅଇ ଲକ୍ମନ୍କେ ଚିମ୍ରାଇ ଅଇବାକେ ଆତ୍ ସାଗିଆ କରି କଇଲା । “ଇତି ରୁଣ୍ଡ୍ଅଇଲା ଇସ୍ରାଏଲ ବାଇମନ୍ ଆରି ପର୍ମେସର୍କେ ପାର୍ତନା କର୍ବା ଜିଉଦି ନଇଲା ଲକ୍ମନ୍, ମର୍ କାତା ସୁନା!
17 God of the puple of Israel chees oure fadris, and enhaunside the puple, whanne thei weren comelingis in the loond of Egipt, and in an hiy arme he ledde hem out of it;
୧୭ଇସ୍ରାଏଲ୍ ଜାତିର୍ ପରମେସର୍ ଆମର୍ ଆନିଦାଦିମନ୍କେ ବାଚ୍ଲା । ଆରି ମିସର୍ ଦେସେ ସେମନ୍ ପର୍ଦେସିଅଇ ରଇତେ ରଇଲା ବେଲେ, ଗଟେକ୍ ବଡ୍ ଜାତି କଲା । ପରମେସର୍ ତାର୍ ବଡ୍ ବପୁ ସଙ୍ଗ୍ ସେମନ୍କେ ମିସରେଅନି ବାର୍କରାଇ ଆନ୍ଲା ।
18 and bi the tyme of fourti yeeris he suffride her maneres in desert.
୧୮ଆରି ଚାଲିସ୍ ବରସ୍ ଜାକ ମରୁବାଲିବୁଏଁ ସେମନର୍ ସାଦ୍ବାନ୍ଦ୍ କଲାଟା ମୁରଚ୍ଲା ।
19 And he destriede seuene folkis in the loond of Canaan, and bi sort departide to hem her lond,
୧୯ସେ କିଣାନେ ସାତ୍ଟା ଦଲ୍କେ ନସ୍ଟ କରି ତାର୍ ବାଚ୍ଲା ଲକ୍ମନ୍କେ ସେ ଦେସ୍ ଦେଲା ।
20 as aftir foure hundrid and fifti yeeris. And aftir these thingis he yaf domesmen, to Samuel, the profete.
୨୦ପାକାପାକି ଚାର୍ ସଅ ପଚାସ୍ ବରସ୍ ବିତ୍ରେ ଏ ସବୁ ଗଟ୍ନା ଗଟିଗାଲା ।” “ତାର୍ ପଚେ ସାମୁଏଲ୍ ବବିସତ୍ବକ୍ତାର୍ ବେଲା ଜାକ ପରମେସର୍ ସେମନର୍ ଉପ୍ରେ ବିଚାର୍ପତିମନ୍କେ ବାଚ୍ଲା ।
21 And fro that tyme thei axiden a kyng, and God yaf to hem Saul, the sone of Cis, a man of the lynage of Beniamyn, bi fourti yeeris.
୨୧ଜେଡେବେଲେ ସେମନ୍ ଗଟେକ୍ ରାଜା ଦର୍କାର୍ ବଲି କଇଲାଇ, ପରମେସର୍ ସେମନ୍କେ ଚାଲିସ୍ ବରସ୍ ଜାକ ସାସନ୍ କର୍ବାକେ ବେନ୍ଜାମିନ୍ କୁଟୁମର୍ କିସ୍ଅର୍ ପଅ ସାଉଲ୍କେ ବାଚ୍ଲା । ସାଉଲ୍ ଇସ୍ରାଏଲିୟମନ୍କେ ଚାଲିସ୍ବରସ୍ ସାସନ୍ କଲା ।
22 And whanne he was don awei, he reiside to hem Dauid king, to whom he bar witnessing, and seide, Y haue foundun Dauid, the sone of Jesse, a man aftir myn herte, which schal do alle my willis.
୨୨ତାର୍ ପଚେ ପର୍ମେସର୍ ତାକେ ରାଜା ପଦ୍ ଚାଡାଇକରି ଦାଉଦ୍କେ ସେମନର୍ ରାଜା କଲା ।” ପରମେସର୍ ତାର୍ ବିସଇ କଇରଇଲା, “ମୁଇ ଜନ୍ ରକାମେ ଲକ୍ମନ୍କେ ଆଲାଦ୍ କର୍ବି, ଜେସିର୍ ପଅ ଦାଉଦ୍ ସେନ୍ତାରି ଗଟେକ୍ ଲକ୍ । ସେ ମୁଇ ମନ୍କଲା ଇସାବେ ସବୁଜାକ କାମ୍ କର୍ସି ।”
23 Of whos seed bi the biheest God hath led out to Israel a sauyoure Jhesu,
୨୩ଏ ଦାଉଦର୍ କୁଟୁମର୍ ଲକର୍ଟାନେଅନି ପର୍ମେସର୍ ସେ କାତା ଦେଲା ଇସାବେ ଜିସୁକେ ଇସ୍ରାଏଲ୍ ଜାତିର୍ ମୁକ୍ତିକାରିଆ କଲାଆଚେ ।
24 whanne Joon prechide bifor the face of his comyng the baptym of penaunce to al the puple of Israel.
୨୪ଜିସୁ ତାର୍ କାମ୍ ଆରାମ୍ କର୍ବା ଆଗ୍ତୁ, ଜଅନ୍ ଇସ୍ରାଏଲର୍ ସବୁ ଲକର୍ ଲଗେ ଜାନାଇକରି, ସେମନ୍କେ ପାପେଅନି ମନ୍ ବାଉଡାଇ ଡୁବନ୍ ନେବାକେ ଅଇସି ବଲି କଇରଇଲା ।
25 But whanne Joon fillide his cours, he seide, Y am not he, whom ye demen me to be; but lo! he cometh aftir me, and Y am not worthi to doon of the schoon of hise feet.
୨୫ଆରି ଜଅନ୍ ତାର୍ ସେବା କାମ୍ ସାରାଇବା ଆଗ୍ତୁ ଲକ୍ମନ୍କେ ପାଚାର୍ଲା, “ମର୍ ବିସଇ ତମେ କାଇଟା ବାବ୍ଲାସ୍ନି? ତମେ ଜାକେ ଜାଗି ଆଚାସ୍, ମୁଇ ସେ ନଇ । ମାତର୍ ସୁନା! ସେ ଦାପ୍ରେ ଆଇଲାନି । ତାର୍ ଗତିଦାଙ୍ଗ୍ଡା ଅଇକରି ପାଣ୍ଡଇର୍ ପିତା ମିସା କୁସ୍ଲାଇବାକେ ମର୍ ଅଦିକାର୍ ନଇ ।”
26 Britheren, and sones of the kynde of Abraham, and whiche that in you dreden God, to you the word of helthe is sent.
୨୬ଏ ମର୍ ଇସ୍ରାଏଲର୍ ବାଇମନ୍, ଅବ୍ରାଆମର୍ ନାତିତିତିମନ୍ ଆରି ପରମେସର୍କେ ପାର୍ତନା କର୍ବାକେ ଇତି ରୁଣ୍ଡ୍ଲା ଜିଉଦି ନଇଲା ଲକ୍ମନ୍, ଆମ୍କେ ସେ ମୁକ୍ତିର୍ କବର୍ ମିଲ୍ଲା ଆଚେ ।
27 For thei that dwelliden at Jerusalem, and princis of it, that knewen not this Jhesu, and the voicis of prophetis, that by euery sabat ben red, demyden, and filliden;
୨୭ମାତର୍ ସେ ଆକା ଉଦାର୍କାରିଆ । ଜିରୁସାଲମର୍ ଲକ୍ ଆରି ସେମନର୍ ନେତାମନ୍ ବିସ୍ରାମ୍ବାରେ ବବିସତ୍ବକ୍ତାମନର୍ ଲେକାଇଅନି ପଡ୍ଲାଟା ଲକ୍ମନ୍ ବୁଜତ୍ନାଇ । ଏଲେମିସା ଜିସୁକେ ଦସି କରି ବବିସତ୍ବକ୍ତାମନର୍ କାତା ସିଦ୍ କଲାଇ ।
28 and thei founden in hym no cause of deth, and axiden of Pilat, that thei schulden sle hym.
୨୮ଜିସୁକେ ବେସି ଲକ୍ ଦସ୍ଦେଲାଇ । ମାତର୍ କେ ମିସା ମରନର୍ ଡଣ୍ଡ୍ ପାଇବା ଏତ୍କି ଦସ୍ କଜି ନାପାର୍ଲାଇ । ଏଲେମିସା ତାକେ ମରନର୍ ଡଣ୍ଡ୍ ଦେବାକେ ପିଲାତ୍କେ ବାଦିଅ କଲାଇ ।
29 And whanne thei hadden endid alle thingis that weren writun of hym, thei token hym doun of the tre, and leiden hym in a graue.
୨୯ସାସ୍ତରେ ଜନ୍ ସବୁ ବିସଇ ଲେକା ଆଚେ, ସେ ଇସାବେ ସବୁ କାମ୍ କଲାପଚେ ସେମନ୍ ତାକେ କୁର୍ସେଅନି ଉତ୍ରାଇ ଆନ୍ଲାଇ । ବିନ୍ଲକ୍ମନ୍ ଆସିକରି ତାର୍ ଗାଗଡ୍ ନେଇ ସମାଦିଟାନେ ସଙ୍ଗଇଲାଇ ।
30 And God reiside hym fro deth in the thridde dai; which was seyn bi mony daies to
୩୦ମାତର୍ ପର୍ମେସର୍ ତାକେ ମଲାତେଇଅନି ଉଟାଇଲା ।
31 hem that wenten vp togidere with hym fro Galilee in to Jerusalem, which ben til now his witnessis to the puple.
୩୧ବେସି ଦିନ୍ ଜାକ, ତାର୍ ସଙ୍ଗ୍ ଗାଲିଲିଅନି ଜିରୁସାଲମ୍ ଆଇବାଜିବା ଲକ୍ମନ୍ ତାକେ ଦେକ୍ଲାଇ । ଏବେ ସେମନ୍ ଇସ୍ରାଏଲ୍ ଲକ୍ମନର୍ତେଇ ତାର୍ ସାକି ଆଚତ୍ ।
32 And we schewen to you the biheest that was maad to oure fadris;
୩୨ଆମର୍ ଆନିଦାଦିମନକେ ପର୍ମେସର୍ କାତା ଦେଇରଇଲା ଇସାବେ ଆମେ ତମ୍କେ ଏ ସୁବ୍ କବର୍ ଜାନାଇଲୁନି ।
33 for God hath fulfillid this to her sones, and ayenreisid Jhesu; as in the secounde salm it is writun, Thou art my sone, to dai Y bigat thee.
୩୩ପରମେସର୍ ଜିସୁକେ ମଲାତେଇଅନି ଉଟାଇକରି ସେଟା ସିଦ୍ କଲାଆଚେ । ସେମନର୍ ପିଲାମନ୍ ଆମ୍କେ, ଆମର୍ ବିତ୍ରେ ସେ କାତା ଦେଲାଟା ସିଦ୍ ଅଇଲା ଆଚେ । ଗିତ୍ ସଙ୍ଗିତାର୍ ଦୁଇ ଲମର୍ ଗିତେ ଦାଉଦ୍ ଏନ୍ତାରି ଲେକିଆଚେ, “ତମେ ମର୍ ପଅ, ଆଜି ମୁଇ ସବୁକେ ଦେକାଇ ଆଚି ଜେ ସତଇସେ ମୁଇ ତର୍ ବାବା ।”
34 And he ayenreiside hym fro deth, that he schulde not turne ayen in to corrupcioun, seide thus, For Y schal yyue to you the hooli trewe thingis of Dauid.
୩୪ଆରି ପର୍ମେସର୍ ପୁର୍ବେଅନି ସପତ୍ କରି କାତାଦେଇରଇଲା । ମୁଇ ତାକେ ମଲାତେଇଅନି ଉଟାଇବି । ତାର୍ ଗାଗଡ୍ ସମାଦିତେଇ କୁଇ ଜିବାକେ ନ ଦେଇ । ଦାଉଦ୍କେ ଦେଇ ରଇବା ସପତ୍ ଇସାବେ ସତଇସେ ମୁଇ ତମ୍କେ ସୁକଲ୍ କରି ସବୁ ଆସିର୍ବାଦ୍ ଦେବି ।
35 And therfor and on an othere stide he seith, Thou schalt not yyue thin hooli to se corrupcioun.
୩୫ଦାଉଦ୍ ଆରି ଗଟେକ୍ ଗିତସଙ୍ଗିତାଇ ଲେକ୍ଲାଆଚେ, ମୁଇ ମରିଗାଲେ ମର୍ଗାଗଡ୍ ତୁଇ ସମାଦିତେଇ କୁଇ ଜିବାକେ ଚାଡି ନ ଦେଉସ୍ ।
36 But Dauid in his generacioun, whanne he hadde mynstrid to the wille of God, diede, and was leid with hise fadris, and say corrupcioun;
୩୬ଦାଉଦ୍ ସାସନ୍ କଲାବେଲେ ପର୍ମେସର୍ ମନ୍ କଲା ଇସାବେ କାମ୍ କରି ସାରାସାରି ମଲା । ଆରି ଆନିଦାଦିମନର୍ ସଙ୍ଗ୍ ତପିଅଇଲା । ତାର୍ ଗାଗଡ୍ ସମାଦିତେଇ କୁଇଲା ।
37 but he whom God reiside fro deth, say not corrupcioun.
୩୭ମାତର୍ ପର୍ମେସର୍ ଜାକେ ମଲାଟାନେଅନି ଉଟାଇଲା, ତାର୍ ଗାଗଡ୍ କୁଏ ନାଇ ।
38 Therfor, britheren, be it knowun to you, that bi hym remyssioun of synnes is teld to you, fro alle synnes, of whiche ye myyten not be iustified in the lawe of Moises.
୩୮ତେବର୍ପାଇ ମର୍ ଏ ଇସ୍ରାଏଲର୍ ବାଇମନ୍, ତମେ ଏଟା ଜାନିରୁଆ । ଜିସୁ କରିରଇବା କାମେଅନି ସେ, ତମର୍ ପାପ୍ କେମା ଅଇସି ।
39 In this ech man that bileueth, is iustified.
୩୯ମସାର୍ ନିୟମ୍ ମାନିକରି ଆଚୁ ବଇଲେ ପାପ୍ କେମା ନ ଅଇତା । ମାତର୍ ଜିସୁର୍ ଟାନେ ବିସ୍ବାସ୍ କଲାର୍ପାଇ ଆମେ ସବୁଲକ୍ ପାପେ ଅନି ମୁକ୍ଲି ଆଚୁ, ସେଟା ତମେ ଜାନ୍ବାର୍ ଆଚେ ।
40 Therfor se ye, that it come not to you, that is biforeseid in the profetis,
୪୦ଜାଗ୍ରତ୍, ବବିସତ୍ବକ୍ତାମନ୍ ଜାଇଟା କଇଲାଇ ଆଚତ୍, ସେଟା ଜେନ୍ତିକି ତମ୍କେ ନ ଗଟ ।
41 Ye dispiseris, se ye, and wondre ye, and be ye scaterid abrood; for Y worche a werk in youre daies, a werk that ye schulen not bileue, if ony man schal telle it to you.
୪୧ପର୍ମେସର୍ କଇଲା, ଏ ମକେ କିଜାଇବା ଲକ୍ମନ୍! ତମେମନ୍ କିଲ୍ବିଲ୍ ଅଇ ମରା! କାଇକେ ବଇଲେ ତମର୍ ବେଲାଇ ମୁଇ ଜନ୍ କାମ୍ କର୍ବାକେ ଗାଲିନି, ସେଟା ଜେ ମିସା ବୁଜାଇ କଇଲେ, ତମେ ବିସ୍ବାସ୍ ନ କରାସ୍ ।
42 And whanne thei yeden out, thei preieden, that in the sabat suynge thei schulden speke to hem these wordis.
୪୨ପାଉଲ୍ ଆରି ବର୍ନବା ପାର୍ତନା ଗରେଅନି ବାରଇବା ବେଲେ, ଆରି ଗଟେକ୍ ବିସ୍ରାମ୍ବାରେ ବାଉଡି ଆସି ଏ ସବୁ ବିସଇ ଆରି ବୁଜାଇବାକେ, ଲକ୍ମନ୍ ବାବୁଜିଆ କଲାଇ ।
43 And whanne the synagoge was left, manye of Jewis and of comelingis worschypynge God supeden Poul and Barnabas; that spaken, and counseliden hem, that thei schulden dwelle in the grace of God.
୪୩ଲକ୍ମନ୍ ପାର୍ତନା ଗରେଅନି ଉଟିଗାଲା ପଚେ, ବେସି ଜିଉଦିମନ୍ ଆରି ଜିଉଦି ଦରମ୍ ନେଇରଇବା ଜିଉଦି ନ ଅଇଲା ଲକ୍ମନ୍, ସାଉଲ୍ ଆରି ବର୍ନବାର୍ ସଙ୍ଗ୍ ଜିବାର୍ଦାର୍ଲାଇ । ପେରିତ୍ ସିସ୍ମନ୍ ତାକର୍ ସଙ୍ଗ୍ କାତା ଅଇ ପରମେସରର୍ ଜିବନ୍ଦୁକାଇଲାଟାକେ ମାନିକରି ଜିଇବାକେ ସେମନ୍କେ ସାର୍ଦା କରାଇଲାଇ ।
44 And in the sabat suynge almest al the citee cam togidir, to here the word of God.
୪୪ତାର୍ ଆର୍କର୍ ବିସ୍ରାମ୍ବାରେ ଆନ୍ଟିଅକିଅ ଗଡର୍ ସବୁ ଲକ୍ ମାପ୍ରୁର୍ ବାକିଅ ସୁନ୍ବାକେ ଜିଉଦିମନର୍ ପାର୍ତନା ଗରେ ରୁଣ୍ଡ୍ଲାଇ ।
45 And Jewis sien the puple, and weren fillid with enuye, and ayenseiden these thingis that weren seyd of Poul, and blasfemyden.
୪୫ବେସି ଲକ୍ ରୁଣ୍ଡ୍ଲାଟା ଦେକି, ଜିଉଦି ନେତାମନ୍ ଇଁସା ଅଇଲାଇ । ଆରି ପାଉଲ୍ କଇବା କାତା, ବିରଦ୍ କରି ନିନ୍ଦା କଲାଇ ।
46 Thanne Poul and Barnabas stidfastli seiden, To you it bihofte first to speke the word of God; but for ye putten it awei, and han demyd you vnworthi to euerlastinge lijf, lo! we turnen to hethen men. (aiōnios )
୪୬ମାତର୍ ପାଉଲ୍ ଆରି ବର୍ନବା ଅଦିକ୍ ଡାଟ୍ ସଙ୍ଗ୍ କଇଲାଇ, “ପର୍ତମେ ପରମେସରର୍ ବାକିଅ ତମର୍ ଲଗେ ଜାନାଇବାର୍ ଦର୍କାର୍ ରଇଲା । ମାତର୍ ତମେ ସେଟା ନିଚ୍ଲାସ୍ନି । ଆରି ତାର୍ ସଙ୍ଗ୍ ନ ସାର୍ବା ଜିବନ୍ ପାଇବାକେ ଅଦିକାର୍ ନାଇ ବଲି ବିଚାର୍ କଲାସ୍ନି । ସେଟାର୍ପାଇ ଆମେ ତମ୍କେ ଚାଡି, ଏ କାତା ଜିଉଦି ନଇଲା ଲକ୍ମନ୍କେ କଇବାର୍ ଗାଲୁନି । (aiōnios )
47 For so the Lord comaundide vs, Y haue set thee in to liyt to hethen men, that thou be in to helthe to the vtmest of erthe.
୪୭କାଇକେ ବଇଲେ ମାପ୍ରୁ ଆମ୍କେ ଏ ଆଦେସ୍ ଦେଲା ଆଚେ ।” ଆନ୍ଦାରେ ଉଜଲ୍ ଅଇଲାପାରା ଜିଉଦି ନ ଅଇଲା ଲକ୍ମନ୍କେ ମର୍ ବିସଇ ଜାନାଇବାକେ ମୁଇ ତମ୍କେ ବାଚିଆଚି । ଜେନ୍ତାରି କି ମୁଇ ସେମନ୍କେ ରକିଆ କରି ପାର୍ବି ବଲି ଦୁନିଆର୍ ସବୁ ଲକ୍ମନ୍କେ ତମେ କଇପାରାସ୍ ।
48 And hethen men herden, `and ioieden, and glorifieden the word of the Lord; and bileueden, as manye as weren bifore ordeyned to euerlastinge lijf. (aiōnios )
୪୮ଜିଉଦି ନଇଲା ଲକ୍ମନ୍ ଏଟା ସୁନି ବେସି ସାର୍ଦା ଅଇଗାଲାଇ ଆରି ପର୍ମେସରର୍ କବର୍ ପାଇ ଜୁଆର୍ କଲାଇ । ଜନ୍ ଲକ୍ମନ୍ ନ ସାର୍ବା ଜିବନର୍ ପାଇ ବାଚାଇ ଅଇରଇଲାଇ, ସେମନ୍ ସେ କବର୍ ସୁନି ବିସ୍ବାସ୍ କଲାଇ । (aiōnios )
49 And the word of the Lord was sowun bi al the cuntre.
୪୯ତେଇର୍ ବିସ୍ବାସିମନ୍ ସେ ଜାଗାଇ ବୁଲି ବୁଲି ମାପ୍ରୁର୍ ବାକିଅ ଜାନାଇଲାଇ ।
50 But the Jewis stiriden religiouse wymmen, and onest, and the worthiest men of the citee, and stireden persecucioun ayens Poul and Barnabas, and dryuen hem out of her cuntreis.
୫୦ମାତର୍ ସେ ଗଡର୍ ବଡ୍ ଲକ୍ମନ୍ ଆରି ପର୍ମେସର୍କେ ଉପାସନା କର୍ବା ଉପର୍କେ ରଇବା ଜିଉଦି ନ ଅଇଲା ମାଇଜିମନ୍କେ ସୁତ୍ରାଇକରି, ତେଇର୍ ଜିଉଦିମନ୍, ପାଉଲ୍ ଆରି ବର୍ନବାକେ ବିରଦ୍ କଲାଇ । ସେମନ୍ ତାଉଁକେ ତାଡ୍ନା ଦେବାର୍ ଆରାମ୍ କଲାଇ । ଆରି ସେ ଜାଗାଇଅନି ବାର୍ କରିଦେଲାଇ ।
51 And thei schoken awei in to hem the duste of her feet, and camen to Yconye.
୫୧ତେଇଅନି ଜିବାବେଲେ ପେରିତ୍ ସିସ୍ମନ୍ ସେ ଲକ୍ମନର୍ ବିରଦେ ତାକର୍ ପାଦର୍ ଦୁଲି ପାପ୍ଡିଦେଇ ଇକନିଅତେଇ ଗାଲାଇ ।
52 And the disciplis weren fillid with ioye and the Hooli Goost.
୫୨ଆନ୍ଟିଅକର୍ ବିସ୍ବାସିମନ୍ ସୁକଲ୍ ଆତ୍ମାଇ ଆରି ସାର୍ଦାଇ ପୁରୁନ୍ ଅଇଲାଇ ।