< Yochanan 12 >
1 Then, six days before the Passover, Yeshua came to Bethany, where Lazarus was, who had been dead, whom he raised from the dead.
ଇ ବିତ୍ରେ ଜିସୁ ମୁକ୍ଳାଉଁଣି ହଃର୍ବ୍ ଅଃଉତା ଚଅ ଦିନ୍ ଆଗ୍ତୁ ବେତାନିଆ ଗଃଳେ ଗଃଲା; ସେତି ଲାଜାରାର୍ ଗଃର୍ ରିଲି, ଜୁୟ୍ ମଃରିରିଲା ଲାଜାର୍କେ ଜିସୁ ଉଟାୟ୍ରିଲା ।
2 So they made him a supper there. Martha served, but Lazarus was one of those who sat at the table with him.
ସେତି ସେମଃନ୍ ଜିସୁର୍ ଗିନେ ଗଟେକ୍ ରାତି ବଜି କଃଲାୟ୍; ସେ ବଜିଲଃଗେ ମାର୍ତା ସେବା କଃର୍ତିରିଲି, ଆର୍ ଜୁୟ୍ ଲକ୍ମଃନ୍ ତାର୍ ସଃଙ୍ଗ୍ କାଉଁକେ ବଃସ୍ଲାୟ୍ ଲାଜାର୍ ହେଁ ସେମଃନାର୍ ସଃଙ୍ଗ୍ ରିଲା ।
3 Therefore Miriam took a pound of ointment of pure nard, very precious, and anointed Yeshua’s feet and wiped his feet with her hair. The house was filled with the fragrance of the ointment.
ସଃଡେବଃଳ୍ ମରିୟମ୍ ଆଦ୍ ଲିଟର୍ ବୁତେକ୍ ମଲାର୍ ସୁଦ୍ ଜଟାମାଂସି ଚିକଣ୍ ଆଣି, ଜିସୁର୍ ହାଦେ ସେରି ଡାଳି ନିଜାର୍ ମୁଣ୍ଡାର୍ ବାଳେ ଜିସୁର୍ ହାଦ୍ ହୁଚ୍ଲି, ଆର୍ ଚିକଣାର୍ ବାସ୍ନାୟ୍ ଗଃର୍ ଗଃମ୍କି ଗଃଲି ।
4 Then Judah Iscariot, Simon’s son, one of his disciples, who would betray him, said,
ମଃତର୍ ଜିସୁର୍ ଚେଲାମଃନାର୍ ବିତ୍ରାର୍ ଇସ୍କାରିଅତ୍ ଜିଉଦା ନାଉଁଆର୍ ଜୁୟ୍ ଚେଲା ଜିସୁକେ ସଃତ୍ରୁର୍ ଆତେ ସଃହ୍ରି ଦେଉଁକ୍ ଜାତିରିଲା, ସେ କୟ୍ଲା,
5 “Why wasn’t this ointment sold for three hundred denarii and given to the poor?”
“ଇ ବାସ୍ନାଚିକଣ୍ ସାତ୍କଳି ଦଃସ୍ ଟଃକାୟ୍ ବିକାଜାୟ୍ ଗଃରିବ୍ମଃନ୍କେ କାୟ୍ତାକ୍ ଦିଆ ନଃଗେଲି?”
6 Now he said this, not because he cared for the poor, but because he was a thief, and having the money box, used to steal what was put into it.
ସେ ଜେ ଗଃରିବ୍ମଃନାର୍ ଗିନେ ଚିତା କଃର୍ତିରିଲା ବଃଲି ଇରି କୟ୍ଲା, ସେରି ନାୟ୍, ମଃତର୍ ସେ ଗଟେକ୍ ଚର୍ ରିଲା, ଆରେକ୍ ତାର୍ ଲଃଗେ ଡାବୁ ହେଳି ରିଲାକ୍ ସେତି ଜାୟ୍ ଜାୟ୍ରି ସଃଙ୍ଗା ଜାତିରିଲି, ସେରି ସେ ଚରି କଃରି ନଃୟ୍ ଜାତିରିଲା ।
7 But Yeshua said, “Leave her alone. She has kept this for the day of my burial.
ସେତାକ୍ ଜିସୁ କୟ୍ଲା, “ତାକ୍ ଚାଡି ଦିଆସ୍, ଜଃନ୍କଃରି ମକ୍ ତହ୍ତା ଦିନ୍ ଗିନେ ସେ ଇରି ସଃଙ୍ଗାଉଁକ୍ ହାରେ ।
8 For you always have the poor with you, but you don’t always have me.”
ଗଃରିବ୍ମଃନ୍ ତ ସଃବୁବଃଳ୍ ତୁମାର୍ ଚଃମେ ଆଚ୍ତି, ମଃତର୍ ମୁୟ୍ ସଃବୁବଃଳ୍ ତୁମାର୍ ଚଃମେ ନଃରେୟ୍ଁ ।”
9 A large crowd therefore of the Judeans learned that he was there; and they came, not for Yeshua’s sake only, but that they might see Lazarus also, whom he had raised from the dead.
ଇ ବିତ୍ରେ ଗାଦେକ୍ ଜିଉଦି ଲକ୍ ଜିସୁ ବେତ୍ନିଆ ଲଃଗେ ଆଚେ ବଃଲି ଜାଣୁ ହାରି, ଅଃକାୟ୍ ଜିସୁର୍ ଗିନେ ନାୟ୍, ମଃତର୍ ଜୁୟ୍ ଲାଜାର୍କେ ସେ ମଃଲା ଲକାର୍ ତଃୟ୍ହୁଣି ଉଟିରିଲା, ତାକ୍ ଦଃକୁକ୍ ହେଁ ଆୟ୍ଲାୟ୍ ।
10 But the chief priests conspired to put Lazarus to death also,
ସେତାକ୍ ଲାଜାର୍କେ ହେଁ ମଃର୍ନେ ମାରୁକ୍ ବଃଡ୍ ଜାଜକ୍ମଃନ୍ କୁଟ୍ କଃଲାୟ୍ ।
11 because on account of him many of the Judeans went away and believed in Yeshua.
ବଃଲେକ୍ ଲାଜାର୍ ଗିନେ ଜିଉଦିମଃନାର୍ ବିତ୍ରାର୍ କଃତେକ୍ ଲକ୍ମଃନ୍ ସେମଃନ୍କେ ନଃମାନ୍ତିରିଲାୟ୍, ଆର୍ ଜାୟ୍ ଜିସୁର୍ ତଃୟ୍ ବିସ୍ୱାସ୍ କଃର୍ତି ରିଲାୟ୍ ।
12 On the next day a great multitude had come to the feast. When they heard that Yeshua was coming to Jerusalem,
ତାର୍ ଆର୍କ ଦିନ୍ ମୁକ୍ତି ହଃର୍ବ୍କେ ଆସିରିଲା ଗାଦେକ୍ ଲକ୍ ଜିସୁ ଜିରୁସାଲମେ ଆସୁଲା ବଃଲି ସୁଣ୍ଲାୟ୍ ।
13 they took the branches of the palm trees and went out to meet him, and cried out, “Hoshia'na! Blessed is he who comes in the name of the Lord, the King of Israel!”
ସେତାକ୍ ସେମଃନ୍ କଃଜ୍ରି ଡାଳ୍ ଦଃରି ଜିସୁକେ ଦଃକୁକ୍ ବାରାୟ୍ ଗଃଳାୟ୍, ଆର୍ ବଃଡ୍ ଟଣ୍ଡେ କଃଉଁକେ ଦଃର୍ଲାୟ୍, “ହସାନ୍ନା । ମାପ୍ରୁର୍ ନାଉଁଏ ଜେ ଆସୁଲା, ତାର୍ ବାୟ୍ଗ୍; ଇସ୍ରାଏଲ୍କେ ଚାଲାଉତା ରଃଜାକ୍ ଇସ୍ୱର୍ ଆସିର୍ବାଦ୍ କଃର ।”
14 Yeshua, having found a young donkey, sat on it. As it is written,
ଆରେକ୍ ଜିସୁ ଗଟେକ୍ ଗଃଦ ଉହ୍ରେ ବଃସି ଆସ୍ତି ରିଲା । ଜଃନ୍କଃରି ଦଃର୍ମ୍ସାସ୍ତରେ ଲେକା ଆଚେ-
15 “Don’t be afraid, daughter of Zion. Behold, your King comes, sitting on a donkey’s colt.”
“ଏ ସିଅନାର୍ ଦଃଙ୍ଗ୍ଳିମଃନ୍, ଡିରା ନାୟ୍; ଦଃକା ତୁମାର୍ ରଃଜା ଆସୁଲା, ସେ ହିଲାଗଃଦ ଉହ୍ରେ ଚଃଗିକଃରି ଆସୁଲା ।”
16 His disciples didn’t understand these things at first, but when Yeshua was glorified, then they remembered that these things were written about him, and that they had done these things to him.
ତାର୍ ଚେଲାମଃନ୍ ହଃର୍ତୁମ୍ ଇ ସଃବୁ ବିସୟ୍ ବୁଜୁ ନଃହାୟ୍ଲାୟ୍, ମଃତର୍ ଜିସୁ ଜଃଜ୍ମାନ୍ ହାୟ୍ଲା ହଃଚେ ଇ ସଃବୁ ବିସୟ୍ ଜେ ତାର୍ ବିସୟେ ସାସ୍ତରେ ଲେକା ଅୟ୍ଆଚେ, ଆରେକ୍ ତାର୍ ଗିନେ ସେମଃନ୍ ଜେ ଇ ସଃବୁ କଃରିଆଚ୍ତି, ସେରି ସେମଃନାର୍ ମଃନେ ଏତୁ ହଃଳ୍ଲି ।
17 The multitude therefore that was with him when he called Lazarus out of the tomb and raised him from the dead was testifying about it.
ଆରେକ୍ ଜିସୁ ଲାଜାର୍କେ ମଃସ୍ଣେ ହୁଣି କୁଦି ମଃଲା ଲକାର୍ ତଃୟ୍ହୁଣି ଉଟାଉତା ବଃଳ୍ ଜୁୟ୍ ଲକ୍ମଃନ୍ଦା ତାର୍ ସଃଙ୍ଗ୍ ରିଲାୟ୍, ସେମଃନ୍ ଇସଃବୁ କଃତା ସାକି ଦେଉଁକ୍ ଦଃର୍ଲାୟ୍ ।
18 For this cause also the multitude went and met him, because they heard that he had done this sign.
ସେତାର୍ଗିନେ ଲକ୍ମଃନ୍ଦା ଜିସୁକେ ମିସୁକ୍ ଜାୟ୍ ରିଲାୟ୍, ବଃଲେକ୍ ସେ ଇ କାବା ଅଃଉତା ଚିନ୍ କଃରି ଆଚେ ବଃଲି ସେମଃନ୍ ସୁଣି ରିଲାୟ୍ ।
19 The Pharisees therefore said among themselves, “See how you accomplish nothing. Behold, the world has gone after him.”
ସେତାକ୍ ପାରୁସିମଃନ୍ କଃଉଆକଇ ଅୟ୍ଲାୟ୍, “ଦଃକ୍ଲାସ୍ ତ, ଅଃମିମଃନାର୍ ସଃବୁ କାମ୍ ଉଲ୍ଟା ଅଃଉଁଲି, ଦଃକା ଜଃଗତ୍ଜାକ ତାର୍ ହଃଚେ ଜଃଉଁଲାୟ୍ ।”
20 Now there were certain Greeks among those who went up to worship at the feast.
ହଃର୍ବ୍ ବଃଳ୍ ସେବା କଃରୁକ୍ ଜିରୁସାଲମେ ଆସ୍ତି ରିଲା ଲକ୍ମଃନାର୍ ବିତ୍ରେ କଃତେକ୍ ଗ୍ରିକ୍ ଲକ୍ମଃନ୍ ରିଲାୟ୍ ।
21 Therefore, these came to Philip, who was from Bethsaida of Galilee, and asked him, saying, “Sir, we want to see Yeshua.”
ସେମଃନ୍ ଗାଲିଲିର୍ ବେତ୍ସାଇଦା ଗାଉଁଆର୍ ଲକ୍ ରିଲାୟ୍, ସେମଃନ୍ ପିଲିପ୍ ଲଃଗେ ଆସି ତାକ୍ ଗଃଉଆରି କଃରି କୟ୍ଲାୟ୍, “ମାପ୍ରୁ, ଜିସୁକେ ଦଃକୁକ୍ ଅଃମାର୍ ଇଚା ।”
22 Philip came and told Andrew, and in turn, Andrew came with Philip, and they told Yeshua.
ପିଲିପ୍ ଜାୟ୍କଃରି ଆନ୍ଦ୍ରିଅକେ କୟ୍ଲା, ଆରେକ୍ ଆନ୍ଦ୍ରିଅ ଆର୍ ପିଲିପ୍ ଜାୟ୍ ଜିସୁକେ କୟ୍ଲାୟ୍ ।
23 Yeshua answered them, “The time has come for the Son of Man to be glorified.
ଜିସୁ ସେମଃନ୍କେ କୟ୍ଲା, “ନଃରାର୍ ହୟ୍ସି ଜଃଜ୍ମାନ୍ ହାଉଁକ୍ ବେଳା ହଚ୍ଲିନି ।
24 Most certainly I tell you, unless a grain of wheat falls into the earth and dies, it remains by itself alone. But if it dies, it bears much fruit.
ମୁୟ୍ ତୁମିକେ ସଃତ୍କଃରି କଃଉଁଲେ, ଗଅଁ ମୁଞ୍ଜି ଜଦି ମାଟାୟ୍ ଅଦ୍ରି ନଃମେରେ, ତଃନ୍ଅୟ୍ଲେକ୍ ସେରି ଗଟେକ୍ ହଃକା ରଃୟ୍ଦ୍, ମଃତର୍ ଜଦି ମଃରେଦ୍ ତଃବେ ବୁତେକ୍ ହଃଳ୍ ହଃଳେଦ୍,
25 He who loves his life will lose it. He who hates his life in this world will keep it to eternal life. (aiōnios )
ଜେ ନିଜାର୍ ଜିବନ୍କେ ଲାଡ୍ କଃରେଦ୍, ସେ ତାର୍ ଜିବନ୍ ଆରାୟ୍ଦ୍, ଆରେକ୍ ଜେ ନିଜାର୍ ଜିବନ୍କେ ଇ ଜଃଗତେ ଗିଣ୍ କଃରେଦ୍ ସେ ସେରି ଅଃମ୍ବର୍ ଜିବନ୍ ଗିନେ ବାଚାୟ୍ଦ୍ । (aiōnios )
26 If anyone serves me, let him follow me. Where I am, there my servant will also be. If anyone serves me, the Father will honor him.
କେ ଜଃବେ ସେବାକାରି ସେବା କଃରୁକେ ମଃନ୍ କଃରେଦ୍, ତଃବେ ସେ ମର୍ ହଃଚେ ଆସ; ଆରେକ୍ ମୁୟ୍ ଜୁୟ୍ତି ରଃୟ୍ନ୍ଦ୍ ମର୍ ସେବା କଃରୁ ହେଁ ସେତି ରଃୟ୍ଦ୍, କେ ଜଃବେ ମର୍ ସେବା କଃରେଦ୍, ତଃବେ ଉବା ତାକ୍ ମାନ୍ତି ଦଃୟ୍ଦ୍ ।”
27 “Now my soul is troubled. What shall I say? ‘Father, save me from this time’? But I came to this time for this cause.
“ଅଃବେ ମୁୟ୍ ବଃଡେ ଦଃନ୍ଦାୟ୍ ଆଚି, ମୁୟ୍ କାୟ୍ ବଃଲିନ୍ଦ୍? ଉବା ଇ ବିପ୍ତି ତଃୟ୍ହୁଣି ବଚାଉ ବଃଲିନ୍ଦ୍ କି? ସେତାର୍ ଗିନେ ତ ଆସି ଆଚି । ଦୁକ୍ ବଗ୍ତା ବେଳାମଃନ୍ ସଃମ୍ବାଳୁକ୍ ତ ମୁୟ୍ ଆସିଆଚି ।”
28 Father, glorify your name!” Then a voice came out of the sky, saying, “I have both glorified it and will glorify it again.”
ଉବା ଅଃହ୍ଣାର୍ ନାଉଁକ୍ ଜଃଜ୍ମାନ୍ କଃର୍ । ସଃଡେବଃଳ୍ ସଃର୍ଗେହୁଣି ଇ କଃତା ସୁଣା ଗଃଲି, “ମୁୟ୍ଁ ତାକ୍ ଜଃଜ୍ମାନ୍ କଃରିଆଚି ଆର୍ ଆରେକ୍ ଜଃଜ୍ମାନ୍ କଃରିନ୍ଦ୍ ।”
29 Therefore the multitude who stood by and heard it said that it had thundered. Others said, “An angel has spoken to him.”
ସେତାକ୍ ସେଲଃଗେ ଟିଆ ଅୟ୍ରିଲା ଲକ୍ମଃନ୍ ଇରି ସୁଣି ମେଗ୍ ଗଃର୍ଜାଣ୍ ଅୟ୍ଲି ବଃଲି କୟ୍ଲାୟ୍; ବିନ୍ ଲକ୍ମଃନ୍ କୟ୍ଲାୟ୍, “ଗଟ୍ ଦୁତ୍ ତାକ୍ ଟଣ୍ଡ୍ ଅୟ୍ଲା ।”
30 Yeshua answered, “This voice hasn’t come for my sake, but for your sakes.
ମଃତର୍ ଜିସୁ ସେମଃନ୍କେ କୟ୍ଲା, “ମର୍ ଗିନେ ଇ କଃତା ସୁଣା ନୟ୍, ମଃତର୍ ତୁମାର୍ ଗିନେ ଅୟ୍ଆଚେ ।
31 Now is the judgment of this world. Now the prince of this world will be cast out.
ଅଃବେ ଇ ଜଃଗତାର୍ ବିଚାର୍ କେଟି ଆଚେ; ଅଃବେ ଇ ଜଃଗତାର୍ ମୁଳିକାକେ ହଃଦାୟ୍ ହଃକାଜାୟ୍ଦ୍ ।
32 And I, if I am lifted up from the earth, will draw all people to myself.”
ଆର୍ ମକ୍ ଜଃଡେବଃଳ୍ ହୁର୍ତିବି ହୁଣି ଉହ୍ରେ ଉଟା ଅୟ୍ଦ୍, ସଃଡେବଃଳ୍ ସଃବ୍କେ ନିଜାର୍ ହାକ୍ ନଃୟ୍ନ୍ଦ୍ ।”
33 But he said this, signifying by what kind of death he should die.
ଜିସୁ କୁୟ୍ରଃକମ୍ ମଃର୍ନ୍ ଡଃଣ୍ଡ୍ ବଗ୍ କଃରୁକେ ଜାତିରିଲା, ସେରି ଜାଣାଉଁକ୍ ଇରି କୟ୍ଲା ।
34 The multitude answered him, “We have heard out of the law that the Messiah remains forever. How do you say, ‘The Son of Man must be lifted up’? Who is this Son of Man?” (aiōn )
ସେତାକ୍ ଲକ୍ମଃନ୍ଦା ତାକ୍ ଉତୁର୍ ଦିଲାୟ୍, କ୍ରିସ୍ଟ ସଃବୁ ଅଃମ୍ବର୍ ରଃୟ୍ଦ୍ ବଃଲି ଅଃମିମଃନ୍ ବିଦି ସାସ୍ତରେ ହୁଣି ଜାଣି ଆଚୁ, ତଃବେ ନଃରାର୍ ହୟ୍ସି ବାୟ୍ଦ୍ରେ ଉହ୍ରେ ଉଟା ଅୟ୍ଦ୍ ବଃଲି ତୁୟ୍ କଃନ୍କଃରି କଃଉଁଲିସ୍? ଇ ନଃରାର୍ ହୟ୍ସି କେ? (aiōn )
35 Yeshua therefore said to them, “Yet a little while the light is with you. Walk while you have the light, that darkness doesn’t overtake you. He who walks in the darkness doesn’t know where he is going.
ସେତାକ୍ ଜିସୁ ସେମଃନ୍କେ କୟ୍ଲା, ଆରେକ୍ ଅଃଳକ୍ ବେଳା ମଃତର୍ ଉଜାଳ୍ ତୁମାର୍ ବିତ୍ରେ ଆଚେ, ଅଃନ୍ଦାର୍ ଜଃନ୍କଃରି ତୁମିମଃନ୍କେ ଡାହି ନଃକେରେ, ଇତାର୍ ଗିନେ ତୁମାର୍ ଲଃଗେ ଉଜାଳ୍ ରେଉଁ ରେଉଁ ଜଃଗ୍ରାତ୍ ଅଃଉଆ; ଜେ ଅଃନ୍ଦାରେ ଚାଲାଚାଲ୍ତି କଃରେଦ୍, ସେ କେଣେ ଜଃଉଁଲା ସେରି ନଃଜାଣେ ।
36 While you have the light, believe in the light, that you may become children of light.” Yeshua said these things, and he departed and hid himself from them.
ତୁମିମଃନ୍ ଜଃନ୍କଃରି ଉଜାଳାର୍ ହିଲା ଅଃଉଆସ୍, ସେତାର୍ ଗିନେ ଉଜାଳ୍ ତୁମାର୍ ଲଃଗେ ରେଉଁ ରେଉଁ ଉଲାଳ୍କେ ବିସ୍ୱାସ୍ କଃରା । ଜିସୁ ଇସଃବୁ କଃତା କୟ୍ଲା ହଃଚେ, ସେମଃନାର୍ ତଃୟ୍ହୁଣି ଗଃଲା ଆର୍ ସେମଃନାର୍ ତଃୟ୍ହୁଣି ଲୁକିକଃରି ରିଲା ।
37 But though he had done so many signs before them, yet they didn’t believe in him,
ଜିସୁ ସେମଃନାର୍ ମୁୟେ ଅଃତେକ୍ କାବା ଅଃଉତା ଚିନ୍ କଃରିରିଲା, ଅୟ୍ଲେକ୍ ହେଁ ସେମଃନ୍ ତାର୍ ତଃୟ୍ ବିସ୍ୱାସ୍ ନଃକେର୍ତି ରିଲାୟ୍ ।
38 that the word of Isaiah the prophet might be fulfilled, which he spoke: “Lord, who has believed our report? To whom has the arm of the Lord been revealed?”
ଜଃନ୍କଃରି ବାବ୍ବାଦି ଜିସାୟ୍ ଲେକ୍ଲା ଇ ବଃଚନ୍ ହୁରା ଅୟ୍ଦ୍, ଏ ମାପ୍ରୁ, କେ ଅଃମାର୍ କବୁର୍କେ ବିସ୍ୱାସ୍ କଃରି ଆଚେ? ଆର୍ ମାପ୍ରୁର୍ ସଃକ୍ତି କାର୍ ତଃୟ୍ ଜାଣା ଅୟ୍ଆଚେ?
39 For this cause they couldn’t believe, for Isaiah said again:
ଇତାର୍ ଗିନେ ସେମଃନ୍ ବିସ୍ୱାସ୍ କଃରୁ ନାହାର୍ତି ରିଲାୟ୍, ବଃଲେକ୍ ଜିସାୟ୍ ଆରେକ୍ କୟ୍ଆଚେ-
40 “He has blinded their eyes and he hardened their heart, lest they should see with their eyes, and perceive with their heart, and would turn, and I would heal them.”
ସେ ସେମଃନାର୍ ଆକି ଅଃନ୍ଦ୍ କଃଲା ଆଚେ ଆର୍ ସେମଃନାର୍ ମଃନ୍ ଅଃଟୁଆ କଃରିଆଚେ, ଜଃନ୍କଃରି ସେମଃନ୍ ଦଃକୁ ନଃହାର୍ତି ଆର୍ ସେମଃନାର୍ ମଃନେ ନଃବୁଜ୍ତି, ଆରେକ୍ ବାଉଳିନାସ୍ତି, ଆରେକ୍ ଅଃମି ସେମଃନ୍କେ ଉଜ୍ ନଃକେରୁ ।
41 Isaiah said these things when he saw his glory, and spoke of him.
ଜିସାୟ୍ ଇ ସଃବୁ କୟ୍ଲା, ବଃଲେକ୍ ସେ ଜିସୁର୍ ଜଃଜ୍ମାନ୍ ଦଃକ୍ଲା ଆର୍ ତାର୍ ବିସୟେ କଃତା କୟ୍ଲା ।
42 Nevertheless, even many of the rulers believed in him, but because of the Pharisees they didn’t confess it, so that they wouldn’t be put out of the synagogue,
ଅୟ୍ଲେକ୍ ହେଁ ଜିଉଦି ମୁଳିକାମଃନାର୍ ବିତ୍ରାର୍ ହେଁ ବୁତେକ୍ ଲକ୍ ତାର୍ ତଃୟ୍ ବିସ୍ୱାସ୍ କଃଲାୟ୍, ମଃତର୍ ଚଃନେମଃନେ ସେମଃନ୍ ଦଃଳେ ହୁଣି ବାର୍ତି, ଇତାର୍ ଗିନେ ପାରୁସିମଃନାର୍ ଗିନେ ସେରି କଃଉଁକେ ନଃଚ୍ତିରିଲାୟ୍,
43 for they loved men’s praise more than God’s praise.
ବଃଲେକ୍ ସେମଃନ୍ ଇସ୍ୱରାର୍ ତଃୟ୍ହୁଣି ଜଃଜ୍ମାନ୍ ହାଉତା ବାଟା, ନଃର୍ମଃନାର୍ ତଃୟ୍ହୁଣି ଜଃଜ୍ମାନ୍ ବଃଲ୍ ହାୟ୍ଲାୟ୍ ।
44 Yeshua cried out and said, “Whoever believes in me, believes not in me, but in him who sent me.
ଜିସୁ ବଃଡ୍ ଟଣ୍ଡ୍ କଃରି କୟ୍ଲା, ଜେ ମର୍ ତଃୟ୍ ବିସ୍ୱାସ୍ କଃରେଦ୍, ସେ ମର୍ ତଃୟ୍ ହଃକା ବିସ୍ୱାସ୍ ନଃକେରେ, ମଃତର୍ ମକ୍ ଜେ ହଃଟାୟ୍ ଆଚେ ତାର୍ ତଃୟ୍ ବିସ୍ୱାସ୍ କଃରେଦ୍ ।
45 He who sees me sees him who sent me.
ଆରେକ୍ ଜେ ମକ୍ ଦଃକି ଆଚେ ସେ ମକ୍ ହଃଟାୟ୍ଲା ଲକ୍କେ ହେଁ ଦଃକି ଆଚେ ।
46 I have come as a light into the world, that whoever believes in me may not remain in the darkness.
ଜୁୟ୍ ଲକ୍ ମର୍ ତଃୟ୍ ବିସ୍ୱାସ୍ କଃରେଦ୍, ସେ ଜଃନ୍କଃରି ଅଃନ୍ଦାରେ ବାସା ନଃକେରେ, ଇତାର୍ ଗିନେ ମୁୟ୍ ଜଃଗତ୍କେ ଉଜାଳ୍ ଅୟ୍ ଆସି ଆଚି ।
47 If anyone listens to my sayings and doesn’t believe, I don’t judge him. For I came not to judge the world, but to save the world.
କେ ଜଦି ମର୍ କଃତା ସୁଣି ନଃମାନେ, ତଃନ୍ଅୟ୍ଲେକ୍ ମୁୟ୍ ତାର୍ ବିଚାର୍ ନଃକେରି; ବଃଲେକ୍ ମୁୟ୍ ଜଃଗତାର୍ ବିଚାର୍ କଃରୁକେ ନାସି, ମଃତର୍ ଜଃଗତ୍କେ ମୁକ୍ତି ଦେଉଁକେ ଆସିଆଚି ।
48 He who rejects me, and doesn’t receive my sayings, has one who judges him. The word that I spoke will judge him in the last day.
ଜେ ମକ୍ ନଃଦେରେ ଆର୍ ମର୍ କଃତା ନଃସୁଣେ, ତାର୍ ବିଚାର୍ କଃର୍ତା ଲକ୍ ଆଚେ; ମୁୟ୍ ଜୁୟ୍ କଃତା କୟ୍ ଆଚି, ସେରି ସେସ୍ ଦିନ୍ ତାର୍ ବିଚାର୍ କଃରେଦ୍ ।
49 For I spoke not from myself, but the Father who sent me gave me a commandment, what I should say and what I should speak.
କାୟ୍ତାକ୍ବଃଲେକ୍ ଇ କଃତା ସଃତ୍, ବଃଲେକ୍ ମୁୟ୍ ନିଜାର୍ ତଃୟ୍ହୁଣି କାୟ୍ରି ନଃକୟ୍ଁ, ମଃତର୍ ମୁୟ୍ କାୟ୍ରି କୟ୍ନ୍ଦ୍ ଆର୍ କାୟ୍ରି ଜାଣାୟ୍ନ୍ଦ୍ ସେରି ମକ୍ ହଃଟାୟ୍ଲା ଉବା ମକ୍ ଆଦେସ୍ ଦଃୟ୍ଆଚେ ।
50 I know that his commandment is eternal life. The things therefore which I speak, even as the Father has said to me, so I speak.” (aiōnios )
ଆର୍ ତାର୍ ବଲ୍ ଜେ ଅଃମ୍ବର୍ ଜିବନ୍, ଇରି ମୁୟ୍ ଜାଣି, ତଃବେ ମୁୟ୍ ଜୁୟ୍ ଜୁୟ୍ କଃତା କୟ୍ନ୍ଦ୍, ଉବା ମକ୍ ଜଃନ୍କଃରି ଆଦେସ୍ ଦଃୟ୍ଆଚେ ସେନ୍କଃରି କୟ୍ନ୍ଦ୍ । (aiōnios )