< 1 Peter 2 >
1 Putting away therefore all wickedness, all deceit, hypocrisies, envies, and all evil speaking,
୧ତମେ ନୁଆ ଜିବନ୍ ପାଇଲାର୍ପାଇ ସବୁ କାରାପ୍ ବିସଇର୍ଟାନେଅନି ଦୁରିକେ ରୁଆ । ସବୁ ରକାମ୍ ମିଚ୍ କଇବାଟା, ନାଡାଇବାଟା, ଇଁସା ଅଇବାଟା ଆରି ନିନ୍ଦା କାତା କଇବାଟା ଚାଡିଦିଆସ୍ ।
2 as newborn babies, long for the pure spiritual milk, that with it you may grow,
୨ଏବେ ଜନମ୍ ଅଇଲା କଅଁଲା ପିଲାମନ୍ ଦୁଦ୍ କାଇବାକେ ଜେନ୍ତାରି ମନ୍ କର୍ବାଇ, ସେନ୍ତାରିସେ ତମେ ଆତ୍ମାର୍ ଦୁଦ୍ କାଇବାକେ ମନ୍ କରା । ସେଟା ଅଇଲାନି ପର୍ମେସରର୍ ସତ୍ ବାକିଅ । ସେଟା କାଇବାକେ ମନ୍ କଲେ, ତମର୍ ମୁକ୍ତି ସିଦ୍ ଅଇବାଜାକ ତମେ ବିସ୍ବାସେ ଅଦିକ୍ ଅଦିକ୍ ବଡି ଆଇସା ।
3 if indeed you have tasted that the Lord is gracious.
୩ସାସ୍ତରେ ଲେକା ଅଇଲାପାରା “କାଇକେ ବଇଲେ, ମାପ୍ରୁ ଜିବନ୍ ଦୁକାଇ ଦୟା କଲାଟା ତମେ ଜାନିସାରାଇ ଆଚାସ୍ ।”
4 Come to him, a living stone, rejected indeed by men, but chosen by God, precious.
୪ତେବର୍ପାଇ କିରିସ୍ଟର୍ ଲଗେ ଆସା । ସେ, ଗର୍ ଡାଟ୍ କର୍ବା ଜିବନ୍ ପାକ୍ନା ପାରା ଆଚେ । ଏ ପାକ୍ନା, କାଇ ମୁଲିଅ ନାଇ ବଲି, ଲକ୍ମନ୍ ଚାଡିଦେଇରଇଲାଇ । ମାତର୍ ପର୍ମେସର୍ ସେଟାକେସେ, ବେସି ମୁଲିଅ ରଇବାଟା ବଲି ବାଚିଆଚେ ।
5 You also as living stones are built up as a spiritual house, to be a holy priesthood, to offer up spiritual sacrifices, acceptable to God through Yeshua the Messiah.
୫ତାର୍ ଲଗେ ଆଇଲାର୍ପାଇ ତମେ ଜିବନ୍ ରଇବା ପାକ୍ନାପାରା ଅଇଆଚାସ୍ । କାଇକେବଇଲେ, ତମ୍କେ ଜଡିକରି ଗଟେକ୍ ଆତ୍ମା ରଇବା ମଣ୍ଡଲି ତିଆର୍ ଅଇଲାନି । ଆରି ପର୍ମେସରର୍ ସୁକଲ୍ ରଇବା ପୁଜାରି ଇସାବେ ତମେ ତାକେ ସେବା କଲାସ୍ନି । ଜିସୁକିରିସ୍ଟର୍ ଲାଗି ଏ ଆତ୍ମାର୍ ସେବା ପର୍ମେସର୍କେ ସାର୍ଦା କରାଇସି ।
6 Because it is contained in Scripture, “Behold, I lay in Zion a chief cornerstone, chosen and precious. He who believes in him will not be disappointed.”
୬ସାସ୍ତରେ କଇଲାପାରା “ଦେକା, ମୁଇ ସବୁର୍ତେଇଅନି ଅଦିକ୍ ମୁଲିଅ ରଇବା ପାକ୍ନା ବାଚ୍ଲିଆଚି, ସେଟା ଗର୍ କନର୍ ମୁଲ୍ପାକ୍ନା ଇସାବେ ସିୟନେ ସଙ୍ଗଇଆଚି କେ ଜଦି ତାକେ ବିସ୍ବାସ୍ କର୍ବାଇ, ସେ କେବେ ଲାଜ୍ ନଏଁ ।”
7 For you who believe therefore is the honour, but for those who are disobedient, “The stone which the builders rejected has become the chief cornerstone,”
୭ତମେ ବିସ୍ବାସି ଲକ୍ମନର୍ପାଇ, ଏ ପାକ୍ନା ବେସି ମୁଲିଅ ରଇବାଟା । ମାତର୍ ଜେତ୍କି ଲକ୍ ବିସ୍ବାସ୍ କରତ୍ ନାଇ, ସାସ୍ତରେ ଲେକା ଅଇଲା ବିସଇ ସେମନ୍ ମନେ ରକ୍ବାର୍ ଆଚେ । “ଗର୍ ତିଆର୍ କରୁମନ୍ ଜନ୍ ପାକ୍ନା ଚାଡିଦେଇରଇଲାଇ, ସେ ପାକ୍ନାକେସେ ପର୍ମେସର୍ ସବୁର୍ଟାନେ ଅନି ମୁଲିଅ ରଇବା ପାକ୍ନା କଲାଆଚେ ।”
8 and, “a stumbling stone and a rock of offence.” For they stumble at the word, being disobedient, to which also they were appointed.
୮ସାସ୍ତରେ ଲେକା ଅଇଲା ଆରି ଗଟେକ୍ ବିସଇ ମିସା ସେମନ୍ ଏତାଇବାର୍ ଆଚେ । “ଏ ପାକ୍ନା କେତେ ଲକର୍ପାଇ ବାଦା ଆନ୍ସି । ତେଇ ବେସି ଲକ୍ ଜଟିଆଇ ଅଇ ଅଦର୍ବାଇ ।” “ସେମନ୍ ପର୍ମେସରର୍ ବାକିଅ ବିସ୍ବାସ୍ ନ କଲାର୍ପାଇ ଜଟିଆଇ ଅଇ ଅଦର୍ବାଇ । ଏଟା ତାକର୍ପାଇ ପର୍ମେସରର୍ ଜଜ୍ନା ରଇଲା ।”
9 But you are a chosen race, a royal priesthood, a holy nation, a people for God’s own possession, that you may proclaim the excellence of him who called you out of darkness into his marvellous light.
୯ମାତର୍ ତମେ, ବାଚି ଅଇରଇବା ପର୍ମେସରର୍ କୁଟୁମ୍ । ଆରି ଆମର୍ ରାଜାର୍ ପୁଜାରି ଦଲ୍ । ପର୍ମେସରର୍ ଚକିତ୍ ଅଇଜିବା କାମ୍ ଜାନାଇବାକେ ସେ ବାଚିରଇବା ତାର୍ ନିଜର୍ ଲକ୍ ଅଇଆଚାସ୍ । ଆନ୍ଦାର୍ ବିତ୍ରେ ଅନି ତାର୍ କାବା ଅଇଜିବା ଉଜଲେ ଜିବାକେ ସେ ତମ୍କେ ଡାକି ଆଚେ ।
10 In the past, you were not a people, but now are God’s people, who had not obtained mercy, but now have obtained mercy.
୧୦ଆଗେ ତମେ ତାର୍ ନିଜର୍ ଲକ୍ ନ ରଇଲାସ୍ । ମାତର୍ ଏବେ ତାର୍ ନିଜର୍ ଲକ୍ ଅଇଆଚାସ୍ । ଆଗେ ତାର୍ ଦୟା ପାଇ ନ ରଇଲାସ୍, ମାତର୍ ଏବେ ପାଇଆଚାସ୍ ।
11 Beloved, I beg you as foreigners and pilgrims to abstain from fleshly lusts which war against the soul,
୧୧ଏ ମର୍ ମଇତର୍ମନ୍, ତମେ ଏ ଜଗତେ ବିଦେସି ପାରା ଆଚାସ୍ ଆରି ଚନେକର୍ ପାଇସେ ଇତି ରଇଲାସ୍ନି । ତମର୍ ଗାଗ୍ଡେ ରଇବା ପାପର୍ ଗୁନ୍ଚଲନେ ଅନି ଆଇବା ସବୁ ରକାମ୍ କାରାପ୍ ମନ୍କର୍ବା ଟାନେଅନି ଦୁରିକେ ରୁଆ ।
12 having good behaviour amongst the nations, so in that of which they speak against you as evildoers, they may see your good works and glorify God in the day of visitation.
୧୨ତମର୍ ନଅରେ ରଇବା ବିସ୍ବାସ୍ ନ କର୍ବା ଲକ୍ମନ୍ ଦେକ୍ବା ଇସାବେ ତମର୍ ଚଲାଚଲ୍ତି ନିକ ରଇବାର୍ଆଚେ । ସେନ୍ତାରି ରଇଲେ ସେମନ୍ ତମର୍ ବିରୁଦେ ନିନ୍ଦା କାତା କଇଲେ ମିସା, ତମେ କରିରଇବା ନିକ କାମ୍ ଦେକିକରି ପର୍ମେସର୍ ବାଉଡିଆଇବା ଦିନେ ତାକେ ଡାକ୍ପୁଟା କର୍ବାଇ ।
13 Therefore subject yourselves to every ordinance of man for the Lord’s sake: whether to the king, as supreme,
୧୩ତମର୍ ଉପ୍ରେ ଅଦିକାର୍ କର୍ବା ଲକ୍ମନ୍କେ ଆମର୍ ମାପ୍ରୁର୍ ଲାଗି ମାନିକରି ରୁଆ । ସବୁର୍ଟାନେଅନି ଅଦିକାର୍ ରଇବା ସାସନ୍କାରିଆକେ ମିସା ମାନିକରି ରୁଆ ।
14 or to governors, as sent by him for vengeance on evildoers and for praise to those who do well.
୧୪ସବୁର୍ଟାନେଅନି ବଡ୍ ସାସନ୍କାରିଆ, ଜେ କି କାରାପ୍ କାମ୍ କର୍ବା ଲକ୍ମନ୍କେ ଡଣ୍ଡ୍ ଦେବାକେ ଆରି ନିକ କାମ୍ କର୍ବା ଲକ୍ମନ୍କେ ଡାକ୍ପୁଟା କର୍ବାକେ ପାଟାଇଆଚେ, ତାକେ ମିସା ମାନିକରି ରୁଆ ।
15 For this is the will of God, that by well-doing you should put to silence the ignorance of foolish men.
୧୫କାଇକେବଇଲେ, ତମେ କରିରଇବା ନିକ କାମର୍ଲାଗି କାଇ ଲଡାକେ ନ ଆଇବା କାତା କଇବୁଲ୍ବା ଲକ୍ମନ୍କେ ଚୁପ୍ କରାଇବାକେ ପର୍ମେସର୍ ମନ୍ କଲାନି ।
16 Live as free people, yet not using your freedom for a cloak of wickedness, but as bondservants of God.
୧୬ତମେ ମୁକଲ୍ଲା ଲକ୍ମନ୍ ବଲି ତମର୍ ଜିବନର୍ ଚଲାଚଲ୍ତିତେଇ ଦେକାଆ । ମାତର୍ ଆମ୍କେ ମୁକ୍ତି ମିଲ୍ଲାଆଚେ ବଲି କାଇଟା ମିସା କର୍ବୁ ବଲି ନ ବାବିକରି ପର୍ମେସର୍କେ ସେବା କରା ।
17 Honour all men. Love the brotherhood. Fear God. Honour the king.
୧୭ସବୁ ଲକ୍ମନ୍କେ ସନ୍ମାନ୍ ଦିଆସ୍ । ବିସ୍ବାସି ବାଇବଇନିମନ୍କେ ଆଲାଦ୍ କରା । ପର୍ମେସର୍କେ ମାନିକରି ରୁଆ । ଆରି ସବୁର୍ ଉପ୍ରର୍ ସାସନ୍କାରିଆକେ ସନ୍ମାନ୍ ଦିଆସ୍ ।
18 Servants, be in subjection to your masters with all respect, not only to the good and gentle, but also to the wicked.
୧୮ତମର୍ ବିତ୍ରେ ଜେତ୍କି ଲକ୍ ଗତିଦାଙ୍ଗ୍ଡା ଅଇଆଚାସ୍, ତମର୍ ସାଉକାର୍ମନର୍ କାତା ମାନିକରି ରୁଆ ଆରି ସେମନ୍କେ ପୁରାପୁରୁନ୍ ସନ୍ମାନ୍ ଦିଆସ୍ । ଦରମ୍ ରଇବା ସାଉକାର୍ମନ୍ ରଇଲେ, କି ଟେରା ରଇବା ସାଉକାର୍ମନ୍କେ ମିସା ଏନ୍ତାରି କର୍ତେରୁଆ ।
19 For it is commendable if someone endures pain, suffering unjustly, because of conscience towards God.
୧୯ତମର୍ କାଇ ବୁଲ୍ ନ ରଇଲେ ମିସା ମୁର୍ଚିକରି ରଇଲେ, ତେଇ ପର୍ମେସର୍ ସାର୍ଦା ଅଇସି । କାଇକେବଇଲେ ତମେ ତାର୍ ମନ୍ କଲାଟା ସିଦ୍ କଲାସ୍ନି ।
20 For what glory is it if, when you sin, you patiently endure beating? But if when you do well, you patiently endure suffering, this is commendable with God.
୨୦ଜଦି ବୁଲ୍ କଲାର୍ପାଇ ଦୁକ୍କସ୍ଟ ମୁର୍ଚି କରି ଡଣ୍ଡ୍ ପାଇଲେ, ତେଇ ତମେ କଲା କରମ୍ସେ ପାଇଆଚାସ୍ । ମାତର୍ ସତ୍କାମ୍ କରି ଦୁକ୍ କସ୍ଟ ମୁରଚ୍ଲେ, ସେଟା ପର୍ମେସର୍କେ ସାର୍ଦା କରାଇସି ।
21 For you were called to this, because Messiah also suffered for us, leaving you an example, that you should follow his steps,
୨୧ସେନ୍ତାରି ଚଲାଚଲ୍ତି କର୍ବାକେ ପର୍ମେସର୍ ତମ୍କେ ଡାକ୍ଲାଆଚେ । କିରିସ୍ଟ ତମର୍ପାଇ ଦୁକ୍କସ୍ଟ ମୁର୍ଚି କରି, ତମେ ଚଲାଚଲ୍ତି କର୍ବାଟା ଦେକାଇଆଚେ ।
22 who didn’t sin, “neither was deceit found in his mouth.”
୨୨ସେ କେବେ ପାପ୍କରି ନ ରଇଲା ଆରି ତାର୍ ଟଣ୍ଡେଅନି ଗଟେକ୍ ମିସା ମିଚ୍କାତା ନ ବାରଇ ରଇଲା ।
23 When he was cursed, he didn’t curse back. When he suffered, he didn’t threaten, but committed himself to him who judges righteously.
୨୩ଲକ୍ମନ୍ ତାକେ କିଜାଇଲାବେଲେ ସେ ନିନ୍ଦା କାତାକଇ ଟଣ୍ଡ୍ ଲାଗାଏ ନାଇ । ତାକେ ଦୁକ୍ କସ୍ଟ ଦେଲାକେ ସେ ଦମ୍କାଏ ନାଇ । ମାତର୍ କାଇ ଅନିଆଇ ନ କର୍ବା ପର୍ମେସର୍କେ ସବୁ ବିସଇ ଚାଡିଦେଲା ।
24 He himself bore our sins in his body on the tree, that we, having died to sins, might live to righteousness. You were healed by his wounds.
୨୪ଆମେ ପାପ୍ କଲାର୍ପାଇ ପାଇବା ଡଣ୍ଡ୍ କୁରୁସ୍କାଟେ ମରିକରି କିରିସ୍ଟ ନିଜେ ବଇନେଲା । ପାପ୍ କର୍ବାଟା ଚାଡିକରି ଦରମ୍ ଚଲାଚଲ୍ତି କର୍ବାକେ ସେ ଏନ୍ତାରି କଲା । ତାର୍ ଗାଗ୍ଡେ ମାରି ରଇବା ଗାଉର୍ ଲାଗି ଆମେ ନିକ ଅଇଆଚୁ ।
25 For you were going astray like sheep; but now you have returned to the Shepherd and Overseer of your souls.
୨୫ଆଗ୍ତୁ ତମେ ବାଟ୍ ବାନା ଅଇଲା ମେଣ୍ଡାପାରା ରଇଲାସ୍, ମାତର୍ ଏବେ ସେ ତମ୍କେ ଡାକି ଆନିଆଚେ । ସେ ଆକା ତମ୍କେ ଜତନ୍କରି ତମର୍ ଆତ୍ମାମନ୍କେ ଜାଗ୍ଲାନି ।