< Matthew 4 >
1 Then Jesus was led up by the Spirit into the wilderness to be tempted by the devil.
୧ତାର୍ପଚେ ସୁକଲ୍ଆତ୍ମା ଜିସୁକେ ମରୁବାଲି ବୁଏଁ ଡାକିନେଲା । ତେଇ ସଇତାନ୍ ତାକେ ପରିକା କଲା ।
2 When he had fasted forty days and forty nights, he was hungry afterward.
୨ଜିସୁ ଚାଲିସ୍ ଦିନ୍ ଚାଲିସ୍ ରାତି ଉପାସ୍ ରଇକରି ବିତାଇଲା ପଚେ, ତାକେ ବେସି ବୁକ୍ କଲା ।
3 The tempter came and said to him, “If you are the Son of God, command that these stones become bread.”
୩ସେଡ୍କିବେଲେ ସଇତାନ୍ ତାର୍ ଲଗେ ଆସି କଇଲା “ତୁଇ ଜଦି ପର୍ମେସରର୍ ପଅ, ତେବେ ଏ ପାକ୍ନାମନ୍ ‘ରୁଟି ଅଇଜା’ ବଲି ଆଦେସ୍ ଦେସ୍ ।”
4 But he answered, “It is written, ‘Man shall not live by bread alone, but by every word that proceeds out of God’s mouth.’”
୪ମାତର୍ ଜିସୁ କଇଲା, “ସାସ୍ତରେ ଲେକାଆଚେ ମୁନୁସ୍ ଅବ୍କା ରୁଟି କାଇକରି ନ ବଁଚେ, ମାତର୍ ପର୍ମେସରର୍ ଟଣ୍ଡେ ଅନି ବାରଇବା ସବୁ ବାକିଅ ଟାନେ ବଁଚ୍ସି ।”
5 Then the devil took him into the holy city. He set him on the pinnacle of the temple,
୫ତେଇଅନି ସଇତାନ୍ ଜିସୁକେ ସୁକଲ୍ ଗଡ୍ ଜିରୁସାଲାମ୍ ଡାକିନେଲା । ତେଇ ତାକେ ମନ୍ଦିର୍ ଟିପେ ଟିଆ କରାଇ କଇଲା,
6 and said to him, “If you are the Son of God, throw yourself down, for it is written, ‘He will command his angels concerning you,’ and, ‘On their hands they will bear you up, so that you don’t dash your foot against a stone.’”
୬“ତୁଇ ଜଦି ପର୍ମେସରର୍ ପଅ, ତେବେ ଇତିଅନି ତଲେ ଡେଗଇ ଦେସ୍, ସାସ୍ତରେ ଲେକା ଆଚେ, “ପର୍ମେସର୍ ତାର୍ ଦୁତ୍ମନ୍କେ ତର୍ ବିସଇନେଇ ଆଦେସ୍ ଦେଇସି, ଆରି ସେମନ୍ ତକେ ଆତେ ଦାରି ଟେକ୍ବାଇ । ତେବେ ତର୍ ଗଡେ ପାକ୍ନା ନ ପାଏ ।”
7 Jesus said to him, “Again, it is written, ‘You shall not test the Lord, your God.’”
୭ଜିସୁ ସଇତାନ୍କେ କଇଲା, “ପର୍ମେସରର୍ ସାସ୍ତରେ ଏନ୍ତି ଲେକାଆଚେ, ତୁଇ ତର୍ ମାପ୍ରୁ ପର୍ମେସର୍କେ ପରିକା କର୍ନାଇ ।”
8 Again, the devil took him to an exceedingly high mountain, and showed him all the kingdoms of the world and their glory.
୮ତାର୍ ପଚେ ସଇତାନ୍ ଜିସୁକେ ବେସି ଉଁଚ୍ ରଇବା ଗଟେକ୍ ଡଙ୍ଗର୍ ଟିପେ ଡାକି ଦାରିଗାଲା । ଆରି ଦୁନିଆର୍ ସବୁ ରାଇଜର୍ ଦନ୍ ସଁପତି ଦେକାଇ କଇଲା,
9 He said to him, “I will give you all of these things, if you will fall down and worship me.”
୯“ତୁଇ ଜଦି ମକେ ମାଣ୍ଡିକୁଟା ଦେଇ ଜୁଆର୍ କର୍ସୁ ବଇଲେ ମୁଇ ଏ ସବୁ ତକେ ଦେଇପାକାଇବି ।”
10 Then Jesus said to him, “Get behind me, Satan! For it is written, ‘You shall worship the Lord your God, and you shall serve him only.’”
୧୦ତେଇ ଜିସୁ ତାକେ କଇଲା “ମର୍ଟାନେଅନି ଦୁର୍ ଅ ସଇତାନ୍, ସାସ୍ତରେ ଲେକା ଆଚେ, ତୁଇ ପର୍ମେସର୍କେ ଜୁଆର୍ କର୍ସୁ, ଆରି ତାକେସେ ସେବା କର୍ସୁ ।”
11 Then the devil left him, and behold, angels came and served him.
୧୧ତାର୍ପଚେ ସଇତାନ୍ ଜିସୁକେ ଚାଡି ବାରିଗାଲା, ଆରି ଏଦେ ଦେକା! ସରଗର୍ ଦୁତ୍ମନ୍ ଆସି ଜିସୁକେ ସେବା କର୍ବାର୍ ଦାର୍ଲାଇ ।
12 Now when Jesus heard that John was delivered up, he withdrew into Galilee.
୧୨ତାର୍ପଚେ ଡୁବନ୍ ଦେଉ ଜଅନ୍ ବନ୍ଦି ଅଇଲାଆଚେ ବଲି ଜିସୁ ସୁନିକରି ଗାଲିିଲି ଉଟି ଗାଲା ।
13 Leaving Nazareth, he came and lived in Capernaum, which is by the sea, in the region of Zebulun and Naphtali,
୧୩ତାର୍ ପଚେ, ସେ ନାଜରିତ୍ ଚାଡି କରି ସବ୍ଲୁନର୍ ଆରି ନପ୍ତାଲିନ୍ ନାଉଁର୍ ଜାଗା ଲଗେ ରଇବା ଗାଡ୍ କଣ୍ଡି ରଇଲା, କପରନାଉମେ ଜାଇ ବାସା କଲା ।
14 that it might be fulfilled which was spoken through Isaiah the prophet, saying,
୧୪ଜେନ୍ତାର୍ କି ଜିସାୟ ବବିସତ୍ବକ୍ତାର୍ ଏ କାତା ପୁରୁନ୍ ଅଇଲା । ସେ କଇରଇଲା,
15 “The land of Zebulun and the land of Naphtali, toward the sea, beyond the Jordan, Galilee of the Gentiles,
୧୫“ଜର୍ଦନ୍ ଗାଡ୍ ସେପାଟେ ସମ୍ଦୁରେ ଜିବା ବାଟେ ରଇଲା ସବ୍ଲୁନ୍ ଆରି ନାପ୍ତାଲି ନାଉଁର୍ ଦୁଇଟା ଦେସ୍, ଅବିସ୍ବାସି ମନର୍ ଗାଲିଲି!
16 the people who sat in darkness saw a great light; to those who sat in the region and shadow of death, to them light has dawned.”
୧୬ଆନ୍ଦାରେ ରଇବା ଲକ୍ମନ୍ ବଡ୍ ଉଜଲର୍ ଦର୍ସନ୍ ଦେକ୍ବାଇ ଆରି ମରନର୍ ଆନ୍ଦାରେ ରଇଲା ଲକ୍ମନର୍ ଉପ୍ରେ ସେ ଉଜଲ୍ ଉଦ୍ସି ।”
17 From that time, Jesus began to preach, and to say, “Repent! For the Kingdom of Heaven is at hand.”
୧୭ସେ ବେଲାଇ ଅନି ଜିସୁ କଇବାର୍ ଆରାମ୍ କରି ଜାନାଇବାର୍ ଦାର୍ଲା । ପାପ୍ କର୍ବାତେଇଅନି ମନ୍ ବଦ୍ଲାଆ, ସରଗ୍ ରାଇଜ୍ ଲଗେ କେଟ୍ଲା ।
18 Walking by the sea of Galilee, he saw two brothers: Simon, who is called Peter, and Andrew, his brother, casting a net into the sea; for they were fishermen.
୧୮ଜିସୁ ଗାଲିଲି ସମ୍ଦୁର୍ ପାଲି ରଇବା ଜାଗାମନ୍କେ ବୁଲ୍ବାବେଲେ ସିମନ୍ ଜାକେ କି ପିତର୍ ବଲି କଇବାଇ, ଆରି ତାର୍ ବାଇ ଆନ୍ଦ୍ରିୟ, ଏ ଦୁଇ ଲକ୍କେ ବେଟ୍ ଅଇଲା । ଏ ଦୁଇ ବାଇ ଗାଡେ ବଇଜାଲ୍ ମାରି ମାଚ୍ ଦାର୍ତେରଇଲାଇ ।
19 He said to them, “Come after me, and I will make you fishers for men.”
୧୯ଜିସୁ ସେ ଦୁଇ ବାଇକେ ଡାକି କଇଲା, “ମର୍ ସଙ୍ଗ୍ ଆସା, ମୁଇ ତମ୍କେ ଲକ୍ମନ୍କେ ମାପ୍ରୁର୍ବାଟେ ଆନ୍ବାଟା ସିକାଇବି ।”
20 They immediately left their nets and followed him.
୨୦ସେଦାପ୍ରେ ସେମନ୍ ଜାଲ୍ ଚାଡି, ଜିସୁର୍ ପଚେ ପଚେ ଗାଲାଇ ।
21 Going on from there, he saw two other brothers, James the son of Zebedee, and John his brother, in the boat with Zebedee their father, mending their nets. He called them.
୨୧ଜିସୁ ଆରି ତେଇଅନି କଣ୍ଡେକ୍ ଦୁର୍ ଆଗେ ଜାଇ ଜେବଦିର୍ ପଅ ଜାକୁବ୍ ଆରି ତାର୍ ବାଇ ଜଅନ୍କେ ବେଟ୍ ଅଇଲା । ସେଡ୍କିବେଲେ ଏ ଦୁଇବାଇ ତାକର୍ ବାବା ସଙ୍ଗ୍ ଡଙ୍ଗାଇ ଜାଲ୍ ସାଜାଡ୍ତେ ରଇଲାଇ ।
22 They immediately left the boat and their father, and followed him.
୨୨ଜିସୁ ସେମନ୍କେ ମିସା ଡାକ୍ଲା ଆରି ସେମନ୍ ଦାପ୍ରେ ଡଙ୍ଗା ଆରି ତାକର୍ ବାବାକେ ଚାଡିକରି ଜିସୁର୍ ସଙ୍ଗ୍ ଗାଲାଇ ।
23 Jesus went about in all Galilee, teaching in their synagogues, preaching the Good News of the Kingdom, and healing every disease and every sickness among the people.
୨୩ଜିସୁ ଗାଲିଲିର୍ ଗୁଲାଇବାଟେ ବୁଲି ବୁଲି ଜିଉଦିମନର୍ ସବୁ ପାର୍ତନା ଗର୍ମନ୍କେ ସିକିଆ ଦେଇ, ପର୍ମେସରର୍ ରାଇଜର୍ ବିସଇ ଜାନାଇଲା । ଆରି ବିନ୍ ବିନ୍ ରଗେ ରଇବା ଲକ୍ମନ୍କେ ସବୁ ରକାମର୍ ରଗ୍ ଆରି ସବୁ ଦୁକ୍ କସ୍ଟ, ନିମାନ୍ କଲା ।
24 The report about him went out into all Syria. They brought to him all who were sick, afflicted with various diseases and torments, possessed with demons, epileptics, and paralytics; and he healed them.
୨୪ସିରିଆ ଦେସର୍ ଗୁଲାଇବାଟେ ତାର୍ ନାଉଁ ଜାନ୍ଲାଇ ଆରି ଲକ୍ମନ୍ ଡୁମା ଦାରିରଇବା, ମୁର୍ଚା ଅଇରଇବା, ଚେରେଙ୍ଗ୍ ଦାରି ରଇବା ଆରି ବିଆଦି ଦାରିରଇଲା ଲକ୍ମନ୍କେ ତାର୍ଲଗେ ଆନ୍ଲାଇ । ସେ ସବୁକେ ନିକ କଲା ।
25 Great multitudes from Galilee, Decapolis, Jerusalem, Judea, and from beyond the Jordan followed him.
୨୫ଆନି ରଇବା ସବୁ ଲକ୍ମନ୍କେ ଜିସୁ ନିକ କଲା । ଗାଲିଲି ଅନି ଆରି ଦସ୍ଟା ସଅରେଅନି, ଆରି ଜିରୁସାଲାମ୍, ଜିଉଦା ଆରି ଜର୍ଦନ୍ ସେବାଟେ ରଇଲା ଜାଗାମନର୍ତେଇଅନି ବେସି ଲକ୍ମନ୍ ଜିସୁର୍ ସଙ୍ଗ୍ ଗାଲାଇ ।