< Luke 6 >
1 Now on the second Sabbath after the first, he was going through the grain fields. His disciples plucked the heads of grain and ate, rubbing them in their hands.
୧ତରେକ୍ ବିସ୍ରାମ୍ ବାରେ ଜିସୁ ତାସ୍ ରଇଲା ପଦାବାଟେ ଜିବାବେଲେ ତାର୍ ସିସ୍ମନ୍ କେଡ୍ ଚିଡାଇ ଆତେ ରମ୍ଦି କାଇତେରଇଲାଇ ।
2 But some of the Pharisees said to them, “Why do you do that which is not lawful to do on the Sabbath day?”
୨ସେମନ୍କେ ଦେକ୍ତେରଇବା ପାରୁସି ଲକ୍ମନର୍ ବିତ୍ରେଅନି କେତେଲକ୍ କଇଲାଇ, “ବିସ୍ରାମ୍ ବାରେ ଜନ୍ଟା କର୍ବାର୍ ବିଦି ନଏଁ, ସେଟା ତମେ କାଇକେ କଲାସ୍ନି?”
3 Jesus, answering them, said, “Haven’t you read what David did when he was hungry, he and those who were with him,
୩ଜିସୁ ସେମନ୍କେ କଇଲା, “ଦାଉଦ୍ ଆରି ତାର୍ ସଙ୍ଗର୍ ଲକ୍ମନ୍ ବୁକେ ରଇଲାବେଲେ, ଦାଉଦ୍ କାଇଟା କରିରଇଲା, ସେଟା କାଇ ତମେ ପଡାସ୍ ନାଇ କି?
4 how he entered into God’s house, and took and ate the show bread, and gave also to those who were with him, which is not lawful to eat except for the priests alone?”
୪ସୁନା, ଦାଉଦ୍ ପର୍ମେସରର୍ ଗରେ ପୁରି, ପର୍ମେସର୍କେ ସର୍ପି ଅଇରଇଲା ଜନ୍ ରୁଟି, ପୁଜାରିମନ୍କେ ଚାଡି ଆରି କେ ମିସା କାଇବାର୍ ବିଦି ନ ରଇଲା, ସେଟା ନେଇକରି କାଇଲା ଆରି ତାର୍ ସଙ୍ଗର୍ ଲକ୍ମନ୍କେ ମିସା ଦେଇରଇଲା ।”
5 He said to them, “The Son of Man is lord of the Sabbath.”
୫ଆରି ଜିସୁ କଇଲା, “ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ବିସ୍ରାମ୍ ବାରେ ଲକ୍ମନ୍ କାଇଟା କର୍ବାର୍ ଆଚେ କାଇଟା କର୍ବାର୍ ନାଇ, ସେଟା କଇବାର୍ ମର୍ ଅଦିକାର୍ ଆଚେ ।”
6 It also happened on another Sabbath that he entered into the synagogue and taught. There was a man there, and his right hand was withered.
୬ଆରି ଜିସୁ ବିନ୍ ଗଟେକ୍ ବିସ୍ରାମ୍ବାରେ, ଜିଉଦି ଲକ୍ମନର୍ ପାର୍ତନା ଗରେ ଜାଇକରି ସିକାଇତେରଇଲା । ତେଇ ଗଟେକ୍ ଲକ୍ ରଇଲା । ତାର୍ ଉଜା ଆତ୍ ସୁକିଜାଇରଇଲା ।
7 The scribes and the Pharisees watched him, to see whether he would heal on the Sabbath, that they might find an accusation against him.
୭ଆରି ଜିସୁ ବିସ୍ରାମ୍ବାରେ ମିସା କେ ଜାନେ ନିକ କର୍ସି, ଏଟା ଦେକୁ ବଲି ପାରୁସି ଲକ୍ମନ୍ ଆରି ସାସ୍ତର୍ ସିକାଉମନ୍ ତାକେସେ ଦେକି ଦେକି ରଇଲାଇ, କାଇକେବଇଲେ ତାର୍ ବିରୁଦେ ଦସ୍ ଦାର୍ବାକେ ।
8 But he knew their thoughts; and he said to the man who had the withered hand, “Rise up and stand in the middle.” He arose and stood.
୮ମାତର୍ ଜିସୁ ତାକର୍ ମନେ ବାବ୍ଲାଟା ଜାନିକରି, ଜନ୍ ଲକର୍ ଆତ୍ ସୁକିଜାଇରଇଲା, ତାକେ କଇଲା, “ଉଟ୍ ଆରି ସବୁଲକର୍ ମୁଆଟେ ଟିଆ ଅ ।” ଆରି ସେଲକ୍ ଉଟି ଟିଆଅଇଲା ।
9 Then Jesus said to them, “I will ask you something: Is it lawful on the Sabbath to do good, or to do harm? To save a life, or to kill?”
୯ତେଇ ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ପାଚାର୍ଲିନି, ବିସ୍ରାମ୍ବାରେ ବିଦି ଇସାବେ କାଇଟା କର୍ବାର୍? ନିକ କର୍ବାର୍ କି କାରାପ୍ କର୍ବାର୍? ଜିବନ୍ ବଁଚାଇବାର୍ କି ମରାଇବାର୍?”
10 He looked around at them all, and said to the man, “Stretch out your hand.” He did, and his hand was restored as sound as the other.
୧୦ଆରି ସେ ଚାରିବେଡ୍ତି ସବୁକେ ଦେକି ସେ ଲକ୍କେ କଇଲା, “ତମର୍ ଆତ୍ ଲାମାଆ ।” ତେଇ ସେ ସେନ୍ତାର୍ କଲା, ଆରି ତାର୍ ଆତ୍ ପୁରାପୁରୁନ୍ ନିକ ଅଇଗାଲା ।
11 But they were filled with rage, and talked with one another about what they might do to Jesus.
୧୧ମାତର୍ ପାରୁସିମନ୍ ଆରି ସାସ୍ତର୍ ସିକାଉମନ୍ ବେସି ରିସା ଅଇଗାଲାଇ ଆରି ଜିସୁର୍ ବିରୁଦେ “କାଇଟା କରୁ?” ବଲି ତାକର୍ ତାକର୍ ବିତ୍ରେ ନିଆଇ କଲାଇ ।
12 In these days, he went out to the mountain to pray, and he continued all night in prayer to God.
୧୨ସେବେଲେ ଦିନେକ୍ ଜିସୁ ପାର୍ତନା କର୍ବାକେ ବାରଇ, ପର୍ବତେ ଗାଲା ଆରି ଗୁଲାଇରାତି ପର୍ମେସର୍କେ ପାର୍ତନା କରି କରି ରଇଲା ।
13 When it was day, he called his disciples, and from them he chose twelve, whom he also named apostles:
୧୩ସାକାଲ୍ ପାଇଲାକେ, ଜିସୁ ସିସ୍ମନ୍କେ ଲଗେ ଡାକି ସେମନର୍ ବିତ୍ରେଅନି ବାର ଲକ୍କେ ବାଚ୍ଲା, ଆରି ସେମନ୍କେ ପେରିତ୍ ବଲି ନାଉଁ ଦେଲା ।
14 Simon, whom he also named Peter; Andrew, his brother; James; John; Philip; Bartholomew;
୧୪ସେମନ୍ ରଇଲା, ସିମନ୍ ଜାକେ କି ସେ ପିତର୍ ବଲି ମିସା ନାଉଁ ଦେଲା, ଆରି ସିମନର୍ ବାଇ ଆନ୍ଦ୍ରିୟ, ଜାକୁବ୍ ଆରି ଜଅନ୍, ପିଲିପ୍ ଆରି ବାର୍ତଲମି ।
15 Matthew; Thomas; James the son of Alphaeus; Simon who was called the Zealot;
୧୫ମାତିଉ ଆରି ତମା, ଆଲ୍ପିର୍ ପ ଜାକୁବ୍ ଆରି ସିମନ୍, ଜାକେ କି କାଇ କାମ୍ କର୍ବାକେ ମିସା ଆଗ୍ତୁ ଅଇସି ବଲି କଇବାଇ ।
16 Judas the son of James; and Judas Iscariot, who also became a traitor.
୧୬ଜାକୁବର୍ ପ ଜିଉଦା ଆରି ଇସ୍କାରିତ ଜିଉଦା, ଜେ କି ଜିସୁକେ ସତ୍ରୁମନ୍କେ ସର୍ପିଦେଇ ରଇଲା ।
17 He came down with them and stood on a level place, with a crowd of his disciples and a great number of the people from all Judea and Jerusalem and the sea coast of Tyre and Sidon, who came to hear him and to be healed of their diseases,
୧୭ଆରି ଜିସୁ ପେରିତ୍ମନର୍ ସଙ୍ଗ୍ ଉତ୍ରିକରି, ଗଟେକ୍ ସଦ୍ରମ୍ ରଇଲା ଜାଗାଇ ଟିଆଅଇଲା । ଆରି ତେଇ ତାର୍ ବେସି ସିସ୍ମନ୍, ଜିଉଦା ରାଇଜର୍ ବେସି ଲକ୍, ଜିରୁସାଲାମ୍ ଆରି ସମ୍ଦୁର୍ ପାଲି ରଇବା ସର ଆରି ସିଦନ୍ ସଅରେଅନି ବେସି ଲକ୍ମନ୍ ରୁଣ୍ଡିରଇଲାଇ ।
18 as well as those who were troubled by unclean spirits; and they were being healed.
୧୮ଲକ୍ମନ୍ ତାର୍ ବାକିଅ ସୁନ୍ବାକେ ଆରି ନିଜର୍ ନିଜର୍ ରଗେଅନି ନିକ ଅଇବାକେ ଆସିରଇଲାଇ । ଜନ୍ ଲକ୍ମନ୍ ଡୁମା ଦାରାଇଅଇ ଦୁକ୍ କସ୍ଟ ପାଇତେରଇଲାଇ, ସେମନ୍କେ ଜିସୁ ନିକ କଲା ।
19 All the multitude sought to touch him, for power came out of him and healed them all.
୧୯ସବୁଲକ୍ମନ୍ ଜିସୁକେ ଚିଇବାକେ ଚେସ୍ଟା କର୍ତେରଇଲାଇ । କାଇକେବଇଲେ ତାର୍ ଗାଗ୍ଡେଅନି ମାପ୍ରୁର୍ ବପୁ ବାରଇତେରଇଲା ଆରି ସବୁଲକ୍ମନ୍କେ ନିକ କରତେରଇଲା ।
20 He lifted up his eyes to his disciples, and said: “Blessed are you who are poor, for God’s Kingdom is yours.
୨୦ସେବେଲେ ଜିସୁ ନିଜର୍ ସିସ୍ମନର୍ ବାଟେ ଦେକି କଇଲା, “ତମେ ଏବେ କାକୁର୍ତି ଅଇଆଚାସ୍ ତମର୍ କେଡେକ୍ ନିକ କରମ୍, କାଇକେବଇଲେ ପର୍ମେସରର୍ ରାଇଜ୍ ତମର୍ଟା ।
21 Blessed are you who hunger now, for you will be filled. Blessed are you who weep now, for you will laugh.
୨୧ତମେମନ୍ ଏବେ ବୁକେ ଆଚାସ୍, ତମର୍ କେଡେକ୍ ନିକ କରମ୍, କାଇକେବଇଲେ, ତମ୍କେ ପର୍ମେସର୍ ପୁରାପୁରୁନ୍ ଦେଇସି । ତମେମନ୍ ଏବେ କାନ୍ଦ୍ଲାସ୍ନି, ତମର୍ କେଡେକ୍ ନିକ କରମ୍, କାଇକେବଇଲେ ତମେମନ୍ ସାର୍ଦା ଅଇକରି ଆଁସ୍ସା ।”
22 Blessed are you when men hate you, and when they exclude and mock you, and throw out your name as evil, for the Son of Man’s sake.
୨୨ଲକ୍ମନ୍ ଜେବେ ପର୍ମେସର୍ ପାଟାଇରଇବା ନର୍ପିଲା ମର୍ ଲାଗି ତମ୍କେ ଇନ୍ କର୍ବାଇ, ଆରି ବେଗ୍ଲାଇ ଦେବାଇ, ନିନ୍ଦାକରି ତମର୍ ନାଉଁ ମନ୍ଦ୍ ବଲି ଦାର୍ବାଇ, ତମର୍ କେଡେକ୍ ନିକ କରମ୍ ।
23 Rejoice in that day and leap for joy, for behold, your reward is great in heaven, for their fathers did the same thing to the prophets.
୨୩ସେ ଦିନେ ସାର୍ଦା ଅଇ ନାଟ୍ କର୍ସା । କାଇକେବଇଲେ ଦେକା, ସର୍ଗେ ତମର୍ ପୁରୁସ୍କାର୍ ଅଦିକ୍ ଆରି ସେନ୍ତାରି ତା ସେମନର୍ ଆନିଦାଦିମନ୍, ବବିସତ୍ବକ୍ତାମନ୍କେ କର୍ତେରଇଲାଇ ।
24 “But woe to you who are rich! For you have received your consolation.
୨୪ମାତର୍ ଏ ଡଣ୍ଡ୍ ପାଉମନ୍, ତମେମନ୍ ଏବେ ସାଉକାର୍ ଆଚାସ୍, କାଇକେବଇଲେ ତମେ ନିଜେ ନିଜେ ସୁକ୍ ପାଇଲାସ୍ବେ ।
25 Woe to you, you who are full now, for you will be hungry. Woe to you who laugh now, for you will mourn and weep.
୨୫ଏ ଡଣ୍ଡ୍ପାଉମନ୍, ଏବେ ତମେ ନିକସଙ୍ଗ୍ କାଇଲାସ୍ନି, କାଇକେବଇଲେ, ତମେ ବୁକେସେ ରଇସା । ଏ ଡଣ୍ଡ୍ପାଉମନ୍, ତମେମନ୍ ଏବେ ଆଁସ୍ଲାସ୍ନି, କାଇକେବଇଲେ ପଚେ ଦୁକେ ରଇକରି କାନ୍ଦ୍ସା ।
26 Woe, when men speak well of you, for their fathers did the same thing to the false prophets.
୨୬“ଜେଡେବେଲେ ତମ୍କେ ଲକ୍ମନ୍ ବଲ୍ ବଲିକରି ବାବ୍ଲାଇନି, ଏ ଡଣ୍ଡ୍ପାଉମନ୍, ତାକର୍ ଆନିଦାଦି ତା ମାପ୍ରୁର୍ କାତା ବୁଲ୍କାଉମନର୍ପାଇ ସେନ୍ତାରି କର୍ତେରଇଲାଇ ।”
27 “But I tell you who hear: love your enemies, do good to those who hate you,
୨୭“ମାତର୍ ତମେମନ୍ ସୁନି ଆଚାସ୍ଜେ ମୁଇ ତମ୍କେ କଇଲିନି, ତମର୍ ସତ୍ରୁମନ୍କେ ଆଲାଦ୍ କରା, ଜନ୍ ଲକ୍ମନ୍ ତମ୍କେ ଇନ୍ କର୍ବାଇ, ସେମନର୍ ମଙ୍ଗଲ୍ କରା ।
28 bless those who curse you, and pray for those who mistreat you.
୨୮ଜନ୍ ଲକ୍ମନ୍ ତମ୍କେ ସାଇପ୍ ଦେବାଇ, ସେମନ୍କେ ଆସିର୍ବାଦ୍ କରା । ଜନ୍ ଲକ୍ମନ୍ ତମ୍କେ ଇଜତ୍ ଜିକ୍ବାଇ, ସେମନର୍ପାଇ ପାର୍ତନା କରା ।
29 To him who strikes you on the cheek, offer also the other; and from him who takes away your cloak, don’t withhold your coat also.
୨୯ଜେ ତମ୍କେ ଗଟେକ୍ ଗାଲେ ଚାପଡ୍ ମାର୍ସି, ତାକେ ଆରିଗଟେକ୍ ଗାଲ୍ ମିସା ଦେକାଇଦିଆସ୍ । ଜେ ତମର୍ ଚାଦର୍ ଦାରିଜାଇସି, ତାକେ ତମର୍ ପିନ୍ଦ୍ଲାଟା ନେବାକେ ମିସା ମନା କରାନାଇ ।
30 Give to everyone who asks you, and don’t ask him who takes away your goods to give them back again.
୩୦ଜେ ତମ୍କେ ମାଙ୍ଗ୍ସି, ତାକେ ଦିଆସ୍ । ଆରି ଜେ ତମର୍ ଦନ୍ ସଁମ୍ପତି ଉଦାର୍ ନେଇସି, ତାର୍ଟାନେଅନି ସେଟା ଆରିତରେକ୍ ମାଙ୍ଗାନାଇ ।
31 “As you would like people to do to you, do exactly so to them.
୩୧ଲକ୍ମନ୍ ତମ୍କେ ଜେନ୍ତି କରତ୍ ବଲି ମନ୍ କଲାସ୍ନି, ତମେମିସା ସେମନର୍ଟାନେ ସେନ୍ତାର୍ କରା ।”
32 “If you love those who love you, what credit is that to you? For even sinners love those who love them.
୩୨“ଆରି ଜନ୍ ଲକ୍ମନ୍ ତମ୍କେ ଆଲାଦ୍ କଲାଇନି, ଜଦି ସେମନ୍କେସେ ତମେ ଆଲାଦ୍ କର୍ସା ବଇଲେ କାଇ ଆସିର୍ବାଦ୍ ପାଇସା? କାଇକେବଇଲେ ପାପିମନ୍ ମିସା ସେନ୍ତାରି କର୍ବାଇ ।
33 If you do good to those who do good to you, what credit is that to you? For even sinners do the same.
୩୩ଜଦି ଜନ୍ ଲକ୍ମନ୍ ତମର୍ ମଙ୍ଗଲ୍ କଲାଇନି, ସେମନ୍କେସେ ମଙ୍ଗଲ୍ କର୍ସା ବଇଲେ, କାଇ ଆସିର୍ବାଦ୍ ପାଇସା? କାଇକେବଇଲେ ପାପିମନ୍ ମିସା ସେନ୍ତାରି କର୍ବାଇ ।
34 If you lend to those from whom you hope to receive, what credit is that to you? Even sinners lend to sinners, to receive back as much.
୩୪ଆରି ଜନ୍ ଲକ୍ମନର୍ଟାନେଅନି ତମର୍ ମିଲାଇବାର୍ ଆସା ରଇସି, ଜଦି ସେମନ୍କେସେ ଉଦାର୍ ଦେଇସା ବଇଲେ, ତମେ କାଇ ଆସିର୍ବାଦ୍ ପାଇସା? ପାପିମନ୍ ମିସା ସମାନ୍ ଇସାବେ ବାନ୍ଦ୍ଲାଟା ମିଲବଲି, ରୁନ୍ ଦେବାଇ ।
35 But love your enemies, and do good, and lend, expecting nothing back; and your reward will be great, and you will be children of the Most High; for he is kind toward the unthankful and evil.
୩୫ମାତର୍ ତମର୍ ସତ୍ରୁମନ୍କେ ଆଲାଦ୍ କରା । ଆରି ସେମନର୍ ମଙ୍ଗଲ୍ କରା । ରୁନ୍ ବାନ୍ଦ ବଲି ଆସା ନ କରି, ରୁନ୍ ଦିଆସ୍ । ସେନ୍ତାର୍କଲେ ତମର୍ ପୁରୁସ୍କାର୍ ଅଦିକ୍ ଅଇସି । ଆରି ତମେ ପର୍ମେସରର୍ ପ ଅଇସା । କାଇକେବଇଲେ ସେ ନ ମାନ୍ବା ଲକର୍ ଆରି କରାପ୍ ଲକର୍ ମିସା ଦୟାକାରିଆ ।
36 “Therefore be merciful, even as your Father is also merciful.
୩୬ତମର୍ ସରଗର୍ ବାବା ଜେନ୍ତାରି ଦୟା କଲାନି, ସେନ୍ତାରି ତମେ ମିସା ଦୟା କରା ।”
37 Don’t judge, and you won’t be judged. Don’t condemn, and you won’t be condemned. Set free, and you will be set free.
୩୭“ବିନ୍ଲକର୍ ବିଚାର୍ କରାନାଇ, ସେନ୍ତାର୍କଲେ ପର୍ମେସର୍ ତମ୍କେ ବିଚାର୍ କର୍ସି । ଦସ୍ ନ ଦିଆସ୍, ସେନ୍ତାର୍କଲେ ପର୍ମେସର୍ ତମ୍କେ ଦସ୍ ନ ଦାରେ । କେମା କରା, ସେନ୍ତାର୍କଲେ ତମ୍କେ କେମା ମିଲ୍ସି ।
38 “Give, and it will be given to you: good measure, pressed down, shaken together, and running over, will be given to you. For with the same measure you measure it will be measured back to you.”
୩୮ବିନ୍ ଲକ୍କେ ଦାନ୍ କରା, ସେନ୍ତାର୍କଲେ ପର୍ମେସର୍ ତମ୍କେ ଦାନ୍ ଦେଇସି, ଲକ୍ମନ୍ ମାନ୍ଟାନେ କାଦି ପୁରୁନ୍କରି ତାକେ ଚାପି ଜୁଲାଇ, ଉଚ୍ଲାଇକରି, ତମର୍ ଅଁଟିତେଇ ଦେବାଇ, କାଇକେବଇଲେ ଜନ୍ ଇସାବେ ତମେ ନାପ୍ସା, ସେ ଇସାବେ ସେ ତମ୍କେ ନାପି ଦିଆଅଇସି ।”
39 He spoke a parable to them. “Can the blind guide the blind? Won’t they both fall into a pit?
୩୯ଜିସୁ ସେମନ୍କେ ଉଦାଅରନ୍ ଦେଇ କଇଲା, “କାଣା କାଇ କାଣାକେ ବାଟ୍ ଦେକାଇପାରେକି? ନାଇ, ନାପାରେ । ଜଦି ସେମନ୍ ସେନ୍ତାରି କର୍ବାଇ ବଇଲେ ଦୁଇଲକ୍ଜାକ କାଲେ ନ ଅଦ୍ରତ୍ କି?
40 A disciple is not above his teacher, but everyone when he is fully trained will be like his teacher.
୪୦ଗୁରୁର୍ଟାନେଅନି ସିସ୍ ବଡ୍ ନାଇ । ମାତର୍ ସିସ୍ମନ୍ ସିକିଆ ପାଇ ସାରାଇଲେ ସିଦ୍ଅଇ ଗୁରୁର୍ ସମାନ୍ ଅଇବାଇ ।”
41 Why do you see the speck of chaff that is in your brother’s eye, but don’t consider the beam that is in your own eye?
୪୧“ଆରି କାଇକେ ତମର୍ ବାଇର୍ ଆଁକିଟାନେ ରଇବା ସାନ୍ କାଚ୍ରା ଦେକ୍ଲାସ୍ନି? ମାତର୍ ତମର୍ ନିଜର୍ ଆଁକିଟାନେ ଜନ୍ ବଡ୍ କାଚ୍ରା ଆଚେ, ସେଟା ବାବିଦେକାସ୍ନାଇ ।
42 Or how can you tell your brother, ‘Brother, let me remove the speck of chaff that is in your eye,’ when you yourself don’t see the beam that is in your own eye? You hypocrite! First remove the beam from your own eye, and then you can see clearly to remove the speck of chaff that is in your brother’s eye.
୪୨ତମେ ନିଜର୍ ଆଁକିଟାନେ ରଇବା ବଡ୍ଟା କାଚ୍ରା ନ ଦେକିକରି, ନିଜର୍ ବାଇର୍ ଆଁକି ଟାନେ ରଇବା ସାନ୍ କାଚ୍ରା ଦେକି କେନ୍ତି କଇପାରାସ୍, ଆଉ ବାଇ ତମର୍ ଆଁକିଅନି କାଚ୍ରା ବାର୍କରାଇଦେବି? ଏ କୁଟିଆଲ୍ମନ୍, ପର୍ତୁମ୍ ନିଜର୍ ଆଁକିଅନି କାଚ୍ରା ବାର୍କରାଇପାକା, ତାର୍ପଚେ ନିଜର୍ ବାଇର୍ ଆଁକିଟାନେ ରଇବା କାଚ୍ରା ସବୁ ବାର୍କରାଇବାକେ, ନିକକରି ଦେକିପାରାସ୍ ।”
43 “For there is no good tree that produces rotten fruit, nor again a rotten tree that produces good fruit.
୪୩“ନିକ ଗଚେ କାରାପ୍ ପଲ୍ ନ ପଲେ, କାରାପ୍ ଗଚେ ନିକ ପଲ୍ ନ ପଲେ ।
44 For each tree is known by its own fruit. For people don’t gather figs from thorns, nor do they gather grapes from a bramble bush.
୪୪କାଇକେବଇଲେ ଗଚ୍ମନ୍କେ ତାର୍ ପଲର୍ଲାଗି ଜାନିଅଇସି । କାଟା ଗଚେଅନି ଲକ୍ମନ୍ ଡୁମ୍ରି ପଲ୍ ନ ତଲତ୍, କି କାଟା ବୁଟାଇଅନି ଅଙ୍ଗୁର୍ ପଲ୍ ନ ତଲତ୍ ।
45 The good man out of the good treasure of his heart brings out that which is good, and the evil man out of the evil treasure of his heart brings out that which is evil, for out of the abundance of the heart, his mouth speaks.
୪୫ନିକ ଲକ୍ ନିଜର୍ ମନ୍ ବିତ୍ରର୍ ଗରବ୍ବିତ୍ରେ ଅନି ନିକଟା ବାର୍କରାଇସି । ଆରି କାରାପ୍ ଲକ୍ମନ୍ ନିଜର୍ ମନ୍ ବିତ୍ରର୍ ଗରବ୍ଟାନେ ଅନି କାରାପ୍ଟା ବାର୍କରାଇବାଇ । କାଇକେବଇଲେ, ମନ୍ବିତ୍ରେ ଚିନ୍ତା କର୍ବାଟା, ଟଣ୍ଡ୍ କାତା କଇସି ।”
46 “Why do you call me, ‘Lord, Lord,’ and don’t do the things which I say?
୪୬“ଆରି ତମେ କାଇକେ ମକେ ଏ ମାପ୍ରୁ ଏ ମାପ୍ରୁ, ବଲି ଡାକିକରି ମର୍ ଆଦେସ୍ ମାନାସ୍ ନାଇ?
47 Everyone who comes to me, and hears my words and does them, I will show you who he is like.
୪୭ଜେ ମିସା ମର୍ଲଗେ ଆସି, ମର୍ କାତା ସୁନି, ସେଟା ସବୁ ମାନ୍ସି, ସେ କାର୍ ସମାନ୍ ରଇସି, ସେଟା ମୁଇ ତମ୍କେ ଦେକାଇବି ।
48 He is like a man building a house, who dug and went deep and laid a foundation on the rock. When a flood arose, the stream broke against that house, and could not shake it, because it was founded on the rock.
୪୮ସେ ଏନ୍ତାରି ଗଟେକ୍ ଗର୍ ଉଟାଇବା ଲକର୍ପାରା । ଜେ ଗଇର୍ କରି କୁନି, କୁନାଦି ପାକ୍ନା ଉପ୍ରେ ବସାଇଲା । ବନିଆ ପାନି ଆସି ସେଟା ଉଲ୍କା ମାର୍ଲା ମିସା ସେଟା ବସ୍ଲାଇ ନାପାର୍ଲା । କାଇକେବଇଲେ ସେଟା ନିମାନ୍କରି ଉଟାଇରଇଲା ।
49 But he who hears and doesn’t do, is like a man who built a house on the earth without a foundation, against which the stream broke, and immediately it fell; and the ruin of that house was great.”
୪୯ମାତର୍ ଜନ୍ ଲକ୍ମନ୍ ମର୍କାତା ସୁନିକରି ମିସା ସେ ଇସାବେ ଚଲାଚଲ୍ତି ନ କରତ୍, ସେ କୁନାଦି ନ କରି, ବାଲି ଉପ୍ରେ ଗର୍କଲା ଲକର୍ପାରା । ଜବର୍ ଅଇତେ ଉଦ୍କାମାର୍ଲା ଦାପ୍ରେ ସେ ଗର୍ ବସ୍ଲିଗାଲା ଆରି ସେଟା ଅପର୍ବଲ୍ ବିନାସ୍ ଅଇଲା ।”