< 1 Timothy 4 >
1 But the Spirit says expressly that in later times some will fall away from the faith, paying attention to seducing spirits and doctrines of demons,
୧ସୁକଲ୍ ଆତ୍ମା ନିକସଙ୍ଗ୍ କଇଲାନି, ସାରାସାରି ଦିନେ, ଲକ୍ମନ୍ ସତ୍ ବିସଇ ବିସ୍ବାସ୍ କର୍ବାଟା ଚାଡିଦେବାଇ । କାରାପ୍ ଆତ୍ମାମନର୍ ସିକିଆ ମାନ୍ବାଇ । ଆରି ସେମନ୍ ସିକାଇବା ବୁଲ୍ ସିକିଆ ବିସ୍ବାସ୍ କର୍ବାଇ ।
2 through the hypocrisy of men who speak lies, branded in their own conscience as with a hot iron,
୨ଏନ୍ତାରି ସିକିଆ ଦେବାବେଲେ ଏଟା ସତ୍ ସିକିଆବଲି ଲକ୍ମନ୍ ମାନ୍ବାଇ । ମାତର୍ ସେଟା ମିଚ୍ ସିକିଆ ରଇସି । ସେମନ୍ ଟିକ୍ କଲାଇନି କି ବୁଲ୍ କଲାଇନି, ସେଟା ନିଜେ ଜାନି ନ ରଅତ୍ । ଜେନ୍ତାରି କି ତପ୍ଲା ଲୁଆସଙ୍ଗ୍ ମାଉଁସ୍ଟାନେ ଚାପ୍ଲେ ମରିଜାଇସି, ସେନ୍ତାରିସେ ।
3 forbidding marriage and commanding to abstain from foods which God created to be received with thanksgiving by those who believe and know the truth.
୩ସେମନ୍, ମାଇଜି ମନସ୍ ବିବା ଅଇବାର୍ ନାଇ ଆରି କାଇ କାଇ କାଦି କାଇବାର୍ ନାଇ ବଲି ବୁଲ୍ ସିକିଆ ଦେବାଇ । ସବୁ ରକାମର୍ କାଦି ପର୍ମେସର୍ ତିଆର୍ କଲାଆଚେ । ଜେନ୍ତି କି ଜେତ୍କି ସବୁ ଲକ୍ ତାର୍ ସତ୍ କବର୍ ବିସ୍ବାସ୍ କର୍ବାଇ, ସେମନ୍ ସେ କାଦିର୍ ଲାଗି ତାକେ ଦନିଅବାଦ୍ ଦେବାଇ ।
4 For every creature of God is good, and nothing is to be rejected if it is received with thanksgiving.
୪ସେନ୍ତାରି ସିକିଆ ଦେଉମନ୍ ବୁଲ୍ ସିକିଆ ଦେଲାଇନି । କାଇକେବଇଲେ କାଦି ଆରି ପର୍ମେସର୍ ତିଆର୍କଲା ସବୁ ବିସଇ ନିକଆଚେ । ଆରି କାଇ ରକାମର୍ କାଦି ମିସା ନିଚ୍ବାର୍ ନାଇ । ତାର୍ ବାଦୁଲେ ସବୁ କାଦି ନିକ ବଲି ମାନିକରି ତାକେ ଦନିଅବାଦ୍ ଦେବାର୍ ଆଚେ ।
5 For it is sanctified through the word of God and prayer.
୫କାଇକେବଇଲେ ପର୍ମେସର୍ କଇରଇବା ବାକିଅ ଆରି ଆମର୍ ପାର୍ତନା ବିସଇ ସବୁ ସୁକଲ୍ ଅଇଆଚେ ।
6 If you instruct the brothers of these things, you will be a good servant of Christ Jesus, nourished in the words of the faith and of the good doctrine which you have followed.
୬ଏ ସବୁ ବିସଇ ତମେ ବିସ୍ବାସିମନ୍କେ ସିକାଇବାର୍ ଲାଗି, ତମେ ଜିସୁ କିରିସ୍ଟକେ ସେବା କଲାସ୍ନି । ତମର୍ ବିସ୍ବାସର୍ ଲାଗି ଆରି ସତ୍ ସିକିଆ ମାନ୍ଲାର୍ ଲାଗି ପର୍ମେସର୍ ତମ୍କେ ବଡାଇସି ।
7 But refuse profane and old wives’ fables. Exercise yourself toward godliness.
୭ଜନ୍ ସବୁ ସିକିଆ ମିଚ୍, ଆରି ଜନ୍ଟା ସବୁ ଟଣ୍ଡେପାନ୍ଦି କଇବାଟାନେ ଅନି ଦୁରିକେ ରୁଆ । ତାର୍ ବାଦୁଲେ ନିଜେ ଜାଗ୍ରତ୍ ରଇକରି ପର୍ମେସର୍ ଜନ୍ଟା ମନ୍ କଲାନି, ସେନ୍ତାରି ଚଲାଚଲ୍ତି କରା ।
8 For bodily exercise has some value, but godliness has value in all things, having the promise of the life which is now and of that which is to come.
୮କାଇକେବଇଲେ ଗାଗଡ୍କେ ବୁଲାଚାଲା କରି ନିକ ସଙ୍ଗ୍ ସଙ୍ଗଇବାଟା କେତେଟା କାମର୍ ପାଇ ନିକ ବିସଇ । କାଇକେବଇଲେ ଏଟା ଜଗତେ ବଁଚିରଇଲେ କି ମରିଗାଲେ ମିସା ତାକେ ଲଡାକେ ଆଇସି । ମାତର୍ ଆତ୍ମାଇ ଚଲାଚଲ୍ତି କର୍ବାଟା ସବୁ କାମେ ନିକ ରଇସି ।
9 This saying is faithful and worthy of all acceptance.
୯ଏଟା ବାଇଦରେ ସତ୍ ଆକା । ଏଟା ସବୁଲକ୍ ଅଇସି କି ନ ଅଏ ବଲିକରି ପୁରାପୁରୁନ୍ ବିସ୍ବାସ୍ କରିଅଇସି ।
10 For to this end we both labor and suffer reproach, because we have set our trust in the living God, who is the Savior of all men, especially of those who believe.
୧୦ଆମେ ପର୍ମେସର୍କେ ବିସ୍ବାସ୍ କଲାର୍ପାଇ କସ୍ଟ ଅଇ କାମ୍ କରି ଏଟା ଆସା କଲୁନି । ସେ ସତଇସେ ବଁଚିଆଚେ । ସେ ଗୁଲାଇ ମନସ୍ ଜାତିର୍ ଉଦାର୍କାରିଆ, ଜେତ୍କି ସବୁ ତାକେ ବିସ୍ବାସ୍ କଲାଇନି, ତାକର୍ପାଇ ଅଦିକ୍ ।
11 Command and teach these things.
୧୧ମୁଇ ତମ୍କେ ଜେତ୍କି ବିସଇ ଲେକ୍ଲିଆଚି ସେଟାସବୁ ବିନ୍ ଲକ୍ମନ୍କେ ସିକାଆ ଆରି ତିଆରା ।
12 Let no man despise your youth; but be an example to those who believe, in word, in your way of life, in love, in spirit, in faith, and in purity.
୧୨ତକେ ଦାଙ୍ଗ୍ଡା ଆଚେ ବଲି କେ ମିସା ଇନ୍ ନ କର । ମାତର୍ ସବୁ ବିସ୍ବାସି ମନର୍ପାଇ ଗଟେକ୍ ସାକିପାରା ନିକ ଚଲାଚଲ୍ତି କର୍ । ସବୁ ବେଲେ ସତ୍ କାତା କଇତେର, ନିକସଙ୍ଗ୍ ଚଲାଚଲ୍ତି କର୍ତେରଇବା, ଲକ୍ମନ୍କେ ଆଲାଦ୍ କର୍ତେରଇବା, କିରିସ୍ଟକେ ବିସ୍ବାସ୍ କର୍ତେରଇବା, ପାପେ ରଅନାଇ ।
13 Until I come, pay attention to reading, to exhortation, and to teaching.
୧୩ମୁଇ ତର୍ଟାନେ ଆଇବା ଜାକ ବିସ୍ବାସିମନ୍ ରୁଣ୍ଡ୍ଲା ବେଲାଇ, ଜେନ୍ତାରି କି ସବୁଲକ୍ ନିକକରି ସୁନ୍ଲାପାରା ସାସ୍ତର୍ ପଡିଦେସ୍ । ତେଇର୍ ଅରତ୍ ସେମନ୍କେ ବୁଜାଇଦେସ୍ ।
14 Don’t neglect the gift that is in you, which was given to you by prophecy with the laying on of the hands of the elders.
୧୪ପର୍ମେସର୍ ତର୍ପାଇସେ ବଲିକରି ଜନ୍ ଦାନ୍ ଦେଲାଆଚେ, ସେ କାମେ ଲାଗିର । ଏଟା ବବିସତ୍ବକ୍ତାମନ୍ ଆରି ପାର୍ଚିନ୍ମନ୍ ତର୍ ମୁଣ୍ଡେ ଆତ୍ ସଙ୍ଗଇ ପାର୍ତନା କଲାବେଲେ, ତୁଇ ପର୍ମେସରର୍ ଟାନେଅନି ପାଇରଇଲୁସ୍ ।
15 Be diligent in these things. Give yourself wholly to them, that your progress may be revealed to all.
୧୫ଏ ସବୁ ବିସଇ ପୁରାପୁରୁନ୍ ମନ୍ ଦିଆନ୍ ଦେଇ କର୍ । ଜେନ୍ତାର୍କି, ସୁବ୍କବର୍ ଜାନାଇବାଟାନେ ଆରି ସିକାଇବାଟାନେ ତୁଇ ଆଗ୍ତୁ ଆଗ୍ତୁ ଗାଲୁସ୍ନି ବଲି ଲକ୍ମନ୍ ଦେକ୍ବାଇ ।
16 Pay attention to yourself and to your teaching. Continue in these things, for in doing this you will save both yourself and those who hear you.
୧୬ତୁଇ ଜାଗ୍ରତ୍ ସଙ୍ଗ୍ ଚଲାଚଲ୍ତି କର୍ । ଆରି ପର୍ମେସରର୍ ବିସଇ ଜନ୍ଟା ସିକାଇଲୁସ୍ନି, ସେ ବିସଇଟାନେ ଜାଗ୍ରତ୍ ର । ଏଟା କରିଲାଗିର । କାଇକେବଇଲେ ସେନ୍ତାରି କଲେ, ତୁଇ ନିଜ୍କେ ଆରି ତର୍ କାତା ସୁନ୍ବା ଲକ୍କେ ରକିଆ କର୍ସୁ ।