< 1 Corinthians 8 >
1 Now concerning things sacrificed to idols: We know that we all have knowledge. Knowledge puffs up, but love builds up.
୧ଏବେ ମୁଇ ଦେବିଦେବ୍ତାମନ୍କେ ପୁଜ୍ଲା ମାଉଁସ୍ ବିସଇନେଇ ଲେକ୍ଲିନି । ଏଟା ସତ୍ ଜେ ଆମ୍କେସେ ବୁଦି ଆଚେ ବଲି ତମେ ଜନ୍ଟା କଇଲାସ୍ନି, ସେଟା ଆମେ ଜାନିଆଚୁ । ସେନ୍ତା ଗଟେକ୍ ଲକ୍କେ ଆଁକାର୍ ଜନମ୍ କରାଇସି । ମାତର୍ ଆଲାଦ୍ ଆମର୍ ବିସ୍ବାସ୍କେ ଡାଟ୍ କରାଇସି ।
2 But if anyone thinks that he knows anything, he doesn’t yet know as he ought to know.
୨ଜନ୍ ଲକ୍, ଏ ବିସଇ ମୁଇ ଅଲପ୍ ଜାନିଆଚିବଲି ବାବ୍ସି, ସେ ସତଇସେ ଜାଇଟା ଜାନ୍ବା ଦର୍କାର୍, ସେଟା ଜାନେ ନାଇ ।
3 But anyone who loves God is known by him.
୩ମାତର୍ ଜନ୍ଲକ୍ ଜଦି ପର୍ମେସର୍କେ ଆଲାଦ୍ କଲାନି, ତାକେ ପର୍ମେସର୍ ଜାନେ ।
4 Therefore concerning the eating of things sacrificed to idols, we know that no idol is anything in the world, and that there is no other God but one.
୪ତେବେ ଦେବିଦେବ୍ତାମନ୍କେ ପୁଜ୍ଲା ମାଉଁସ୍ ବିସଇ ଜାନିଆଚୁ ଜେ, ଏ ଜଗତେ ଦେବି ଦେବ୍ତା ବଲି କାଇଟା ନାଇ । ଆମର୍ ପର୍ମେସର୍କେ ଚାଡିଦେଲେ ଆରି କେ ମିସା ପର୍ମେସର୍ ନାଇ ।
5 For though there are things that are called “gods”, whether in the heavens or on earth—as there are many “gods” and many “lords”—
୫କାଇକେବଇଲେ ସରଗ୍ ପୁରେ ଅ କି ମଚ୍ପୁରେ ଅ ଜନ୍ଟାମନ୍କେ ଦେବିଦେବ୍ତା ବଲି କଇଲାଇନି, ଏଲେ ମିସା ସେମନ୍ ରଇପାରତ୍ । ଏନ୍ତି କେତେକ୍ କେତେକ୍ ଦେବ୍ତା ଆରି ମାପ୍ରୁ ଆଚତ୍ ।
6 yet to us there is one God, the Father, of whom are all things, and we for him; and one Lord, Jesus Christ, through whom are all things, and we live through him.
୬ସେମନ୍ ରଇଲେ ମିସା ଆମର୍ ଗଟେକ୍ ଆକା ବାବା ପର୍ମେସର୍, ଜନ୍ ବାବା କି ସବୁ ତିଆର୍ କଲାଆଚେ, ଆରି ଆମେ ତାର୍ ଲାଗି ବଁଚ୍ଲୁନି, ମାତର୍ ଗଟେକ୍ ବଲି ମାପ୍ରୁ ଜିସୁ କିରିସ୍ଟ, ତାର୍ ଲାଗି ସବୁ ବିସଇ ଅଇଆଚେ, ଆରି ତାର୍ ଲାଗି ଆମେ ବଁଚ୍ଲୁନି ।
7 However, that knowledge isn’t in all men. But some, with consciousness of an idol until now, eat as of a thing sacrificed to an idol, and their conscience, being weak, is defiled.
୭ଏଲେ ମିସା ଏ ସତ୍ ଗିଆନ୍ ସବୁଲକ୍ ନାଜାନତ୍ । ମାତର୍ କେତେଲକ୍ ଆଗେଅନି ଦେବି ଦେବ୍ତା ଆଚତ୍ ବଲି ବାବିକରି ସେମନ୍କେ ପୁଜା କରି ଆଇଲାଇନି । ସେମନର୍ ବିସ୍ବାସ୍ ଡାଟ୍ ନାଇଜେ ଦେବିଦେବ୍ତାମନ୍କେ ପୁଜ୍ଲାଟା କାଇଲେସରି ସେମନ୍ ସୁକଲ୍ ଅଇବାର୍ ନଏ ବଲି ବାବ୍ଲାଇନି ।
8 But food will not commend us to God. For neither, if we don’t eat are we the worse, nor if we eat are we the better.
୮ମାତର୍ କାଦି କାଇବାଟା, ପର୍ମେସର୍ଟାନେଅନି ଆମ୍କେ ବିନେ ନ କରେ । ଆମେ କାଇଲେ କାଇ ଲାବ୍ ନଏଁ, କି ନ କାଇଲେ ମିସା କାଇଟା ନ ଜାଏ ।
9 But be careful that by no means does this liberty of yours become a stumbling block to the weak.
୯ମାତର୍ କାଇଟା କାଇଲାସ୍ନି ସେ ବିସଇନେଇ ଜାଗ୍ରତ୍ ରୁଆ । ତମେ ଜନ୍ଟା କାଇଲାର୍ ଲାଗି ତମର୍ ଜନ୍ ବାଇର୍ ବିସ୍ବାସ୍ ଡାଟ୍ ନାଇ, ସେ ତମର୍ଲାଗି ପାପ୍ କର୍ବାର୍ ନାଇ ।
10 For if a man sees you who have knowledge sitting in an idol’s temple, won’t his conscience, if he is weak, be emboldened to eat things sacrificed to idols?
୧୦କାଇକେ ବଇଲେ, ତମେ ଗଟେକ୍ ବୁଦି ରଇଲା ଲକ୍ । ପୁଜ୍ଲାଟା କାଇଲେ କାଇଟା ନଏଁ ବଲି ଜାନାସ୍ । ଜଦି ମନ୍ ବିତ୍ରେ ବିସ୍ବାସେ ଡାଟ୍ ନଇଲା ତମର୍ ଗଟେକ୍ ବାଇ, ସେ ତମ୍କେ ମନ୍ଦିରେ କାଇବାଟା ଦେକ୍ଲେ, ତାକେ ମିସା ପୁଜ୍ଲାଟା କାଇବାକେ ମନ୍ ଲାଗ୍ସି ।
11 And through your knowledge, he who is weak perishes, the brother for whose sake Christ died.
୧୧ତେବେ ସେ ବାଇ ନସ୍ଟ ଅଇଲାନି, କାଇକେବଇଲେ ପୁଜ୍ଲାଟା କାଇଲାକେ ପାପ୍ କଲିନି ବଲି ସେ ବାବ୍ସି । କିରିସ୍ଟ ସେ ବାଇର୍ପାଇ ମଲାଆଚେ ବଲି ମିସା ତମର୍ ମନେ ରଇବାର୍ ଆଚେ ।
12 Thus, sinning against the brothers, and wounding their conscience when it is weak, you sin against Christ.
୧୨ଏନ୍ତାରି ତମେ ସଙ୍ଗର୍ ବିସ୍ବାସି ବାଇମନର୍ ବିରୁଦେ ପାପ୍ କଲାସ୍ନି ଆରି ତାକର୍ ବୁଜ୍ବା ବପୁ ଉନାଟାକେ, ବାଦା ଦେଇ ମାପ୍ରୁ ଜିସୁର୍ ବିରୁଦେ ମିସା ପାପ୍ କଲାସ୍ନି ।
13 Therefore, if food causes my brother to stumble, I will eat no meat forever more, that I don’t cause my brother to stumble. (aiōn )
୧୩ତେବେ ମୁଇ ପୁଜ୍ଲା ମାଉଁସ୍ କାଇଲାର୍ ଲାଗି ମର୍ ବାଇବଇନିମନ୍କେ ପାପ୍ କରାଇଲିନି ବଇଲେ, ମୁଇ କେବେ ମିସା ସେଟା ନ କାଇ । କାଇକେବଇଲେ ସେଟାର୍ଲାଗି ମର୍ ବାଇବଇନିମନ୍ ପାପେ ନ ପଡତ୍ । (aiōn )