< Romans 13 >
1 Let every individual be obedient to those who rule over him; for no one is a ruler except by God's permission, and our present rulers have had their rank and power assigned to them by Him.
୧ସାସନ୍କାରିଆମନର୍ କାତା ସବୁ ଲକ୍ ମାନ୍ବାକେ ବାଦିଅ, କାଇକେବଇଲେ ପରମେସର୍ ଆଦେସ୍ ନ ଦେଲେ କେ ମିସା ସାସନ୍ କର୍ବାକେ ଅଦିକାର୍ ନ ପାଏ । ଗାଦିଟାନେ ରଇଲା ସାସନ୍କାରିଆମନ୍କେ ପରମେସର୍ ବସାଇଲା ଆଚେ ।
2 Therefore the man who rebels against his ruler is resisting God's will; and those who thus resist will bring punishment upon themselves.
୨ସେଟାର୍ ପାଇ ଜେ ଗାଦିତେଇ ବସ୍ଲା ସାସନ୍କାରିଆମନ୍କେ ବିରଦ୍ କର୍ସି, ସେ ପରମେସର୍ ତିଆର୍କଲା ଗାଦିର ବିରଦ୍ କଲାନି । ଜେ ଏଟା କର୍ସି ସେ ପର୍ମେସରର୍ ବିଚାର୍ନା ଜାଗାଇ ଟିଆଅଇସି ।
3 For judges and magistrates are to be feared not by right-doers but by wrong-doers. You desire--do you not? --to have no reason to fear your ruler. Well, do the thing that is right, and then he will commend you.
୩ଆମର୍ ଚଲାଚଲ୍ତି ସତ୍ ରଇଲେ ସାସନ୍କାରିଆକେ ଡର୍ବାର୍ ଦର୍କାର୍ ନାଇ । କାରାପ୍ ରଇଲେ ଡର୍ବାର୍ ଆଚେ । ସାସନ୍କାରିଆମନ୍କେ ତମେ ଡର୍ବାକେ ମନ୍ କରାସ୍ ନାଇ, ସେନ୍ତାର୍ଆଲେ ନିକ କାମ୍ କରା ଆରି ସେମନ୍ ତମ୍କେ ନାମ୍ବାଇ ।
4 For he is God's servant for your benefit. But if you do what is wrong, be afraid. He does not wear the sword to no purpose: he is God's servant--an administrator to inflict punishment upon evil-doers.
୪ସେମନ୍ ପର୍ମେସରର୍ ଗତିଦାଙ୍ଗ୍ଡାମନ୍ ଆରି ତମର୍ ନିକପାଇସେ କାମ୍ କଲାଇନି । ତମେ ଜଦି କାରାପ୍ କାମ୍ କର୍ତେରଇସା, ତେବେ ସେମନ୍କେ ଡର୍ବାର୍ ଆଚେ । କାଇକେବଇଲେ ତମ୍କେ ଡଣ୍ଡ୍ ଦେବାକେ ତାକର୍ ଅଦିକାର୍ ଆଚେ । ସେମନ୍ ପର୍ମେସରର୍ ଗତିଦାଙ୍ଗ୍ଡା ଆରି ଜେତ୍କି ଲକ୍ କାରାପ୍ କାମ୍ କର୍ତେରଇବାଇ, ସେମନ୍କେ ପର୍ମେସର୍ ଡଣ୍ଡ୍ ଦେବାଇ ।
5 We must obey therefore, not only in order to escape punishment, but also for conscience' sake.
୫ସେଟାର୍ପାଇ ତମେ ସାସନ୍କାରିଆମନର୍ କାତା ମାନ୍ବାର୍ ଆଚେ । ଉଜେ ପରମେସରର୍ ଡଣ୍ଡ୍ ଡରିକରି ନାଇ, ମାତର୍ ନିଜର୍ ବୁଦିସଙ୍ଗ୍ ଏଟା ଟିକ୍ କାମ୍ ବଲି ଜାନିକରି ମିସା ଏଟା କର୍ବାର୍ ଆଚେ ।
6 Why, this is really the reason you pay taxes; for tax-gatherers are ministers of God, devoting their energies to this very work.
୬ଏଟାର୍ପାଇ ତମେ ସିସ୍ତୁ ମିସା ଦେଲାସ୍ନି, କାଇକେବଇଲେ ସାସନ୍କାରିଆମନ୍ ଟିକ୍ସଙ୍ଗ୍ କାମ୍ କଲାବେଲେ ପରମେସରର୍ ସେବା କର୍ତେ ରଇବାଇ ।
7 Pay promptly to all men what is due to them: taxes to those to whom taxes are due, toll to those to whom toll is due, respect to those to whom respect is due, honour to those to whom honour is due.
୭ସେଟାର୍ ପାଇ ସେମନ୍ ଜେତ୍କି ପାଇବାର୍ ଆଚେ ସେଟା ସେମନ୍କେ ଦେଇଦିଆସ୍ । ତମେ ସିସ୍ତୁ କି ଅଡି ଜାଇଟା ଦେବାର୍ ଆଚେ, ସେଟା ବାନ୍ଦିଦିଆସ୍ ଆରି ସେମନ୍କେ ନାମିକରି ସନ୍ମାନ୍ କରା ।
8 Owe nothing to any one except mutual love; for he who loves his fellow man has satisfied the demands of Law.
୮ନିଜର୍ ନିଜର୍ ବିତ୍ରେ ଆଲାଦ୍ କରାକରି ଅଇବାଟା ଚାଡି ଆରି କାଇ ବିସଇ କାର୍ ଲଗେ ମିସା ଉଦାର୍ ଉଆ ନାଇ । ଜେ ଏଟା ବିନ୍ ଲକର୍ପାଇ କର୍ସି, ସେ ନିୟମ୍ ମାନ୍ସି ।
9 For the precepts, "Thou shalt not commit adultery," "Thou shalt do no murder," "Thou shalt not steal," "Thou shalt not covet," and all other precepts, are summed up in this one command, "Thou shalt love thy fellow man as much as thou lovest thyself."
୯ନିୟମ୍ତେଇ ଲେକାଅଇଲା ଆଚେ, “ବେସିଆ କାମ୍ କର୍ବାର୍ ନାଇ, ନର୍ ମାର୍ବାର୍ ନାଇ, ଚରାଇବାର୍ ନାଇ, ବିନ୍ ଲକର୍ ଦିନ୍ସୁ ଲବାଇବାର୍ ନାଇ ।” ନିଜ୍କେ ଆଲାଦ୍ କଲାପାରା ବିନ୍ ଲକ୍ମନ୍କେ ଆଲାଦ୍ କରା । ଏ ଗଟେକ୍ ଆଦେସ୍ ଜଦି ତମେ ମାନ୍ସା, ନିୟମେ ରଇବା ସବୁ ଆଦେସ୍ ମାନ୍ଲାପାରା ଅଇସି ।
10 Love avoids doing any wrong to one's fellow man, and is therefore complete obedience to Law.
୧୦କାଇକେବଇଲେ ତମେ ଗଟେକ୍ ଲକ୍କେ ଆଲାଦ୍ କର୍ତେ ରଇଲେ, କେବେ ମିସା ତାକେ ଅନିଆଇ ନ କରାସ୍ । ଆରି ତମେ ଜଦି ସେମନ୍କେ ଆଲାଦ୍ କର୍ସାବଇଲେ, ସବୁ ନିୟମ୍ ମାନିକରିଆଚାସ୍ ।
11 Carry out these injunctions because you know the critical period at which we are living, and that it is now high time, to rouse yourselves from sleep; for salvation is now nearer to us than when we first became believers.
୧୧ଏବେ ତମେ ଏଟା କର୍ବାର୍ ଆଚେ । କାଇକେବଇଲେ ବେଲା କେଟ୍ଲାଆଚେ । ଆମେ ସଇରଇବା ଲକର୍ପାରା ନ ଅଇକରି ଚେତା ଅଇ ଜାଗ୍ରତ୍ ଅଇରଇବାର୍ ଆଚେ । ବିସ୍ବାସ୍ କର୍ବା ବେଲା ଆଗ୍ତୁ ରଇଲେ ମିସା ଆମର୍ ମୁକ୍ତି ପାଇବା ଦିନ୍ ଲଗେ ଅଇଆଚେ ।
12 The night is far advanced, and day is about to dawn. We must therefore lay aside the deeds of darkness, and clothe ourselves with the armour of Light.
୧୨ରାତି ଦାପ୍ରେ ସାରିଜାଇସିବେ, ସାକାଲ୍ ଅଇବାକେ ଗାଲାନି । ସେଟାର୍ପାଇ ଆସା, ରାତିଆ କରିରଇବା କାରାପ୍ କାମ୍ ସବୁ ଚାଡିକରି, ଉଜ୍ଲେ ଜୁଇଦ୍ କର୍ବା ଆତ୍ଆତିଆର୍ ଦାରୁ ।
13 Living as we do in broad daylight, let us conduct ourselves becomingly, not indulging in revelry and drunkenness, nor in lust and debauchery, nor in quarrelling and jealousy.
୧୩ବେସିଆମନର୍ ଦଲେ ମିସ୍ବାର୍ ନାଇ, ମାତୁଆଲ୍ମନର୍ ଦଲେ ଜିବାର୍ ନାଇ, ବିନ୍ ମାଇଜିମନର୍ ସଙ୍ଗ୍ ମିସିରଇବାର୍ ନାଇ, ଲାଗାଜଡା ଅଇବାର୍ ନାଇ ଆରି ଇଁସା ଅଇବାର୍ ନାଇ । ଆମେ ଜେତ୍କି ଲକ୍ ଉଜ୍ଲେ ରଇଆଚୁ, ଟିକ୍ ସଙ୍ଗ୍ ଚଲାଚଲ୍ତି କରୁ ।
14 On the contrary, clothe yourselves with the Lord Jesus Christ, and make no provision for gratifying your earthly cravings.
୧୪ମାପ୍ରୁ ଜିସୁକିରିସ୍ଟର୍ ଆତ୍ଆତିଆର୍ ଦାରି ରଉଁ । ଆରି ଆମର୍ ପାପର୍ ଗୁନ୍ଚଲନ୍ ନ ମାନିକରି ଆମେ ମନ୍ କର୍ବାଟା ପୁରାପୁରୁନ୍ ନ କରୁ ।