< Revelation 8 >

1 When the Lamb broke the seventh seal, there was silence in Heaven for about half an hour.
ମେଣ୍ଡାପିଲା ଜେଡେବେଲେ ସାତ୍‌ ତମର୍‌ ସିଲ୍‌ ବାଙ୍ଗାଇଲା, ସେଡ୍‌କିବେଲେ ସର୍‌ଗେ ସମାନ୍‌ ଅଦ୍‌ଗଟା ଜାକ ଚିମ୍‌ରା ଅଇଗାଲା ।
2 Then I saw the seven angels who are in the presence of God, and seven trumpets were given to them.
ତାର୍‌ପଚେ ପର୍‌ମେସରର୍‌ ମୁଆଟେ ସାତ୍‌ଟା ଦୁତ୍‌ମନ୍‌କେ ଟିଆଅଇ ରଇଲାଟା ମୁଇ ଦେକ୍‌ଲି । ସେ ମନ୍‌କେ ସାତ୍‌ଟା ମଇରି ଦିଆଅଇ ରଇଲା ।
3 And another angel came and stood close to the altar, carrying a censer of gold; and abundance of incense was given to him that he might place it with the prayers of all God's people upon the golden altar which was in front of the throne.
ତେଇ ଆରି ଗଟେକ୍‌ ଦୁତ୍‌ ଆସିକରି ବେଦିଲଗେ ଟିଆ ଆଇଲା । ତାର୍‌ ଆତେ ଗନ୍ଦ୍‌ରସ୍‌ ପଡାଇବା ଗଟେକ୍‌ ସୁନାର୍‌ ଗିନା ରଇଲା । ପର୍‌ମେସରର୍‌ ଲକ୍‌ମନର୍‌ ପାର୍‌ତନା ସଙ୍ଗ୍‌ ମିସାଇବାକେ ତାକେ ବେସି ଗନ୍ଦ୍‌ରସ୍‌ ଦିଆଅଇରଇଲା । ତାର୍‌ପଚେ ସେ ସେଟା ବସ୍‍ବା ଜାଗାର୍‍ ମୁଆଟେ ରଇବା ସୁନାର୍‌ ବେଦି ଉପ୍‌ରେ ସରପ୍‌ସି ।
4 And the smoke of the incense rose into the presence of God from the angel's hand, and mingled with the prayers of His people.
ପଡ୍‌ତେରଇବା ଦୁପର୍‌ ଦୁଆଁ ପର୍‌ମେସରର୍‌ ଲକ୍‌ମନର୍‌ ପାର୍‌ତନା ସଙ୍ଗ୍‍ ଉପ୍‌ରେ ଗାଲା । ପର୍‌ମେସରର୍‌ ମୁଆଟେ ଟିଆଅଇରଇବା ଦୁତ୍‌ ସେଟା ଦାରିରଇଲା ।
5 So the angel took the censer and filled it with fire from the altar and flung it to the earth; and there followed peals of thunder, and voices, and flashes of lightning, and an earthquake.
ତାର୍‌ପଚେ ସେ ଦୁତ୍‌ ଦୁପ୍‌ ପଡାଇବା ଅର୍‌କି ନେଇକରି ବେଦିଟାନର୍‌ ଜଇସଙ୍ଗ୍‌ ବର୍‌ତି କଲା । ସେଟା ସେ ଦର୍‌ତନି ଉପ୍‌ରେ ପିଙ୍ଗିଦେଲା । ତେଇ ଗୁଡ୍‌ଗାଡ୍‌ କରି ଗଡ୍‌ଗଡି ମାର୍‌ଲା ଆରି ବିଜ୍‌ଲି ମାରି ଦର୍‌ତନି ଚୁଲ୍‌ବୁଲ୍‌ଲା ।
6 Then the seven angels who had the seven trumpets made preparations for blowing them.
ତାର୍‌ପଚେ ସାତ୍‌ଟା ମଇରି ଦାରିରଇବା ସାତ୍‌ଟା ଦୁତ୍‌ ସେଟା ପୁକ୍‌ବାକେ ତିଆର୍‌ଅଇଲାଇ ।
7 The first blew his trumpet; and there came hail and fire, mixed with blood, falling upon the earth; and a third part of the earth was burnt up, and a third part of the trees and all the green grass.
ପର୍‌ତୁମର୍‌ ଦୁତ୍‌ ତାର୍‌ ମଇରି ପୁକ୍‌ଲା ଆରି ଏଦେ ଦେକା! କାରାପାକ୍‌ନା ଆରି ଜଇ ଜନ୍‌ଟା କି ବନି ସଙ୍ଗ୍‍ ମିସିରଇଲା, ସେଟା ଦର୍‌ତନି ଉପ୍‌ରେ ଡାଲିଅଇଲା । ଦର୍‌ତନି ତିନ୍‌ବାଗ୍‌ ଅନି ଗଟେକ୍‍ ବାଗ୍‌ ପଡିଗାଲା । ତାର୍‌ ସଙ୍ଗ୍‍ ତିନ୍‌ବାଗେ ଅନି ଗଟେକ୍‌ ବାଗର୍‌ ଗଚ୍‌ମନ୍‌ ଆରି ସବୁ ଗାଁସ୍‌ମନ୍‌ ମିସା ପଡିଗାଲା ।
8 The second angel blew his trumpet; and what seemed to be a great mountain, all ablaze with fire, was hurled into the sea; and a third part of the sea was turned into blood.
ତାର୍‌ପଚେ ଦୁଇଲମର୍‌ ଦୁତ୍‌ ମଇରି ପୁକ୍‌ଲା । ଆରି ଏଦେ ଦେକା! ଗଟେକ୍‌ ବଡ୍‌ କୁପ୍‌ଲି, ଜନ୍‌ଟା ଜଇ ଲାଗ୍‌ତେରଇଲା, ସେଟା ସମ୍‌ଦୁର୍‌ ବିତ୍‌ରେ ପିଙ୍ଗା ଅଇଲା । ଆରି ସମ୍‌ଦୁରର୍‌ ପାନି ତିନ୍‌ବାଗେ ଅନି ଗଟେକ୍‌ ବାଗ୍‌ ବନି ଅଇଗାଲା ।
9 And a third part of the creatures that were in the sea--those that had life--died; and a third part of the ships were destroyed.
ଆରି ସମ୍‌ଦୁର୍‌ ବିତ୍‌ରେ ରଇବା ତିନ୍‌ବାଗେଅନି ଗଟେକ୍‌ ବାଗ୍‌ ଜଁତ୍‌ଜିଆଦ୍‌ ମରିଗାଲାଇ । ଆରି ତିନ୍‌ବାଗେଅନି ଗଟେକ୍‌ ବାଗ୍‌ ପାନି ଜାଜ୍‌ ମିସା କୁରୁପ୍‌ନାସ୍‌ ଅଇଗାଲା ।
10 The third angel blew his trumpet; and there fell from Heaven a great star, which was on fire like a torch. It fell upon a third part of the rivers and upon the springs of water.
୧୦ତାର୍‌ପଚେ ତିନ୍‌ ଲମରର୍‌ ଦୁତ୍‌ ତାର୍‌ ମଇରି ପୁକ୍‌ଲା । ଆରି ଏଦେ ଦେକା! ସେ ଦାପ୍‍ରେସେ ଆକାସେ ଅନି ଜଇଅଲା ପାରା ଲାଗ୍‌ତେରଇବା ଗଟେକ୍‌ ବଡ୍‌ ତାରା ବାଦ୍‌ଲେଅନି ଅଦର୍‌ଲା । ସେଟା ତିନ୍‌ବାଗେଅନି ଗଟେକ୍‌ ବାଗର୍‌ ଗାଡ୍‌ମନ୍‌କେ ଆରି ଜଲାମନର୍‌ ଉପ୍‌ରେ ଅଦର୍‌ଲା ।
11 The name of the star is 'Wormwood;' and a third part of the waters were turned into wormwood, and vast numbers of the people died from drinking the water, because it had become bitter.
୧୧ସେ ତାରାର୍‌ ନାଉଁ ଅଇଲାନି ଲାଗ୍‌ଦଣାତିକ୍‌ତତା । ତାରା ଅଦର୍‌ଲାକେ ତିନ୍‌ବାଗେ ଅନି ଗଟେକ୍‌ବାଗ୍‌ ପାନି ପିତା ଅଇଗାଲା । ସେ ପିତା ପାନି କାଇକରି ବେସିଲକ୍‌ମନ୍‌ ମରିଗାଲାଇ ।
12 Then the fourth angel blew his trumpet; and a curse fell upon a third part of the sun, a third part of the moon, and a third part of the stars, so that a third part of them were darkened and for a third of the day, and also of the night, there was no light.
୧୨ତାର୍‌ପଚେ ଚାର୍‌ ଲମରର୍‌ ଦୁତ୍‌ ତାର୍‌ ମଇରି ପୁକ୍‌ଲା । ଆରି ଏଦେ ଦେକା! ବେଲର୍‌ ତିନ୍‌ବାଗେଅନି ଗଟେକ୍‌ ବାଗ୍‌କେ ମାଡ୍‌ ଅଇଲା । ସେନ୍ତାରିସେ ଜନର୍‌ ତିନ୍‌ବାଗେଅନି ଗଟେକ୍‌ ବାଗ୍‌, ଆରି ତାରା ମନର୍‌ ତିନ୍‌ବାଗେ ଅନି ଗଟେକ୍‌ ବାଗ୍‌ ନସ୍‌ଟ ଅଇଗାଲା । ତେବର୍‌ ପାଇ ଜନ୍‌ ଆରି ତାରାମନର୍‌ ଉଜଲ୍‌ ଦେବାଟା ତିନ୍‌ବାଗେଅନି ଗଟେକ୍‌ ବାଗ୍‌ ଉନା ଅଇଗାଲା । ତାର୍‌ପଚେ ଦିନ୍‌ମିସା ତିନ୍‌ବାଗେ ଅନି ଗଟେକ୍‌ ବାଗ୍‌ ଆରି ରାତି ମିସା ତିନ୍‌ବାଗେ ଅନି ଗଟେକ୍‌ ବାଗ୍‌ ଉଜଲ୍‌ ନ ରଇଲା ।
13 Then I looked, and I heard a solitary eagle crying in a loud voice, as it flew across the sky, "Alas, alas, alas, for the inhabitants of the earth, because of the significance of the remaining trumpets which the three angels are about to blow!"
୧୩ତାର୍‌ପଚେ ମୁଇ ଆରି ଦେକ୍‌ଲି ଆରି ଏଦେ ଦେକା! ଗଟେକ୍‌ ଗିଦ୍‌ ବେସି ଉପ୍‌ରେ ଉଡ୍‌ତେରଇଲା । ଆରି ଆଉଲି କଇତେରଇଲା, “କାଇ ଇନସ୍‌ତା, କାଇ ଇନସ୍‌ତା । ଜେଡେବେଲେ ବାକି ତିନ୍‌ଟା ଦୁତ୍‌ମନର୍‌ ମଇରି ଟାନେଅନି ସବଦ୍‌ ଆଇଲାବେଲେ, ଦର୍‌ତନି ଟାନେ ରଇବା ସବୁ ଲକ୍‌ମନର୍‌ ପାଇ କେତେକ୍‌ ଇନସ୍‌ତା ଅଇସି ।”

< Revelation 8 >