< Mark 11 >

1 When they were getting near Jerusalem and had arrived at Bethphage and Bethany, on the Mount of Olives, Jesus sent two of his disciples on in front, with these instructions.
ଜିସୁ ଆରି ତାର୍‌ ସିସ୍‌ମନ୍‌ ଜିରୁସାଲାମ୍‌ ଲଗାଲଗି ଅଇକରି ଜିତ୍‌ ନାଉଁର୍‌ ଡଙ୍ଗର୍‌ଲଗେ ରଇଲା ବେତ୍‌ପାଗି ଆରି ବେତ୍‌ନିଆ ନାଉଁର୍‌ ଗାଏଁ କେଟ୍‌ଲାଇ । ଜିସୁ ସିସ୍‌ମନର୍‌ ବିତ୍‌ରେଅନି ଦୁଇଲକ୍‌କେ ଡାକିକରି ସେମନ୍‌କେ କଇଲା,
2 "Go," He said, "to the village facing you, and immediately on entering it you will find an ass's foal tied up which no one has ever yet ridden: untie him and bring him here.
ତମେ ଆମର୍‌ ମୁଆଟେ ରଇଲା ଗାଏଁ ଜା । ତମେ ଗାଉଁ ବିତ୍‌ରେ ଜିବାବେଲେ, ଗଟେକ୍‌ ଗଦ ପିଲା ବାନ୍ଦିରଇଲାଟା ଦେକ୍‌ସା । ସେ ଗଦ ପିଲାର୍‌ ଉପ୍‌ରେ ଏବେଜାକ କେ ମିସା ଚଗତ୍‌ ନାଇ । ତାକେ ମେଲିକରି ମର୍‌ଲଗେ ଦାରିଆସା ।
3 And if any one asks you, 'Why are you doing that?' say, 'The Master needs it, and will send it back here without delay.'"
ଜଦି କେ ତମ୍‌କେ କାଇକେ ମେଲିକରି ନେଲାସ୍‌ନି? ବଲି ପାଚାର୍‌ଲେ, ମାପ୍‌ରୁକେ ଦର୍‌କାର୍‌ ଆଚେ ଆରି ସେ ତମ୍‌କେ ଦାପ୍‌ରେସେ ବାଉଡାଇଦେଇସି । ବଲି ସେମନ୍‌ ଜିବା ଆଗ୍‌ତୁ ସେମନ୍‌କେ ପାଟାଇଦେଲା ।
4 So they went and found a young ass tied up at the front door of a house. They were untying it,
ସେ ଗାଏଁ ଗାଲାଇ ଜେ ଗଟେକ୍‌ ଗରର୍‌ ଡାଣ୍ଡର୍‌ ଡିଆଗଡିଲଗେ ଗଦ ପିଲା ବାନ୍ଦିଅଇ ରଇଲାଟା ଦେକିକରି ତାକେ ଜାଇ ମେଲ୍‌ଲାଇ ।
5 when some of the bystanders called out, "What are you doing, untying the foal?"
ତେଇ ଟିଆଅଇରଇଲା କେତେଲକ୍‌ମନ୍‌ କଇଲାଇ, “ତମେ କାଇଟା କଲାସ୍‌ନି? ଆରି କାଇକେ ଏ ଗଦ ପିଲାକେ ମେଲ୍‌ଲାସ୍‌ନି?”
6 But on their giving the answer that Jesus had bidden them give, they let them take it.
ସେମନ୍‌କେ ଜିସୁ ଜେନ୍ତି କଇବାକେ କଇରଇଲା, ସେନ୍ତାରିସେ ସିସ୍‌ମନ୍‌ ଲକ୍‌ମନ୍‌କେ କଇଲାଇ । ତାର୍‌ପଚେ ସେ ଲକ୍‌ମନ୍‌ “ଗଦ ପିଲାକେ ନିଆ ।” ବଲି କଇଲାଇ ।
7 So they brought the foal to Jesus, and threw their outer garments over him; and Jesus mounted.
ସେମନ୍‌ ଗଦ ପିଲାକେ ଜିସୁର୍‌ ଲଗେ ଆନ୍‌ଲାଇ ଆରି ନିଜର୍‌ ନିଜର୍‌ ପଚିଆମନ୍‌ ଗଦ ପିଲାର୍‌ ପିଟି ଉପ୍‌ରେ ପାକାଇଲାଇ । ଆରି ଜିସୁ ଗଦ ଉପ୍‌ରେ ବସ୍‌ଲା ।
8 Then many spread their outer garments to carpet the road, and others leafy branches which they had cut down in the fields;
ବେସି ଲକ୍‌ମନ୍‌ ଜିସୁକେ ସନ୍‌ମାନ୍‌ ଦେବାକେ ନିଜର୍‌ ନିଜର୍‌ ପଚିଆମନ୍‌ ବାଟେ ଅଚାଇଦେଲାଇ ଆରି ବିନ୍‌ଲକ୍‌ମନ୍‌ ଗଚର୍‌ ଡାଲ୍‌ପତର୍‌ ଆରି କେନ୍ଦାମନ୍‌ କାଟିଆନିକରି ବାଟେ ଅଚାଇଦେଲାଇ ।
9 while those who led the way and those who followed kept shouting "God save Him!" Blessed be He who comes in the Lord's name.
ଜିସୁର୍‌ ଆଗ୍‌ତୁବାଟେ ଆରି ପଚ୍‌ବାଟେ ଜିବା ଲକ୍‌ମନ୍‌ ବେସି ଆଉଲିଅଇ ଏନ୍ତି କଇତେରଇଲାଇ, “ଅସାନା, ପର୍‌ମେସର୍‌କେ ଡାକ୍‌ପୁଟା କରା । ପର୍‌ମେସର୍‌ ତାକେ ଆସିର୍‌ବାଦ୍‌ କଲାଆଚେ ।
10 Blessings on the coming Kingdom of our forefather David! God in the highest Heavens save Him!"
୧୦ଆମର୍‌ ଆନିଦାଦି ଦାଉଦ୍‌ ରାଜାର୍‌ ରାଇଜ୍‌ ଆଇଲାନି, ତାର୍‌ ରାଇଜ୍‌ ପର୍‌ମେସର୍‌ ଆସିର୍‌ବାଦ୍‌ କର । ସର୍‌ଗେ ରଇବା ବାବା ପର୍‌ମେସର୍‌ ସନ୍‌ମାନ୍‌ ପାଇଲାପାରା କାତା କୁଆ” ବଲି କଇଲାଇ ।
11 So He came into Jerusalem and into the Temple; and after looking round upon everything there, the hour being now late He went out to Bethany with the Twelve.
୧୧ତାର୍‌ପଚେ ଜିସୁ ଜିରୁସାଲାମ୍‌ ଆସିକରି ପର୍‌ମେସରର୍‌ ଗର୍‌ ବିତ୍‌ରେ ପୁର୍‌ଲା । ଆରି ଚାରିବେଡ୍‌ତି ରଇଲା ସବୁ ଜିନିସ୍‌ମନ୍‌ ନିମାନ୍‌ କରି ଦେକ୍‌ଲା । ସେ ବେଲା ବେସି ଅଲ୍‌ସମ୍‌ ଅଇଗାଲାଜେ, ସେ ବାର୍‌ଟା ସିସ୍‌ମନର୍‌ ସଙ୍ଗ୍‌ ବେତ୍‌ନିଆ ନାଉଁର୍‌ ଗାଏଁ ଉଟିଜାଇକରି ତେଇ ରଇଲା ।
12 The next day, after they had left Bethany, He was hungry.
୧୨ତାର୍‌ ଆର୍‌କର୍‌ ଦିନେ ଜିସୁ ଆରି ତାର୍‌ ସିସ୍‌ମନ୍‌ ବେତ୍‌ନିଆଇଅନି ଜିରୁସାଲାମ୍‌ ଆଇବାବେଲେ ଜିସୁକେ ବେସି ବୁକ୍‌ କଲା ।
13 But in the distance He saw a fig-tree in full leaf, and went to see whether perhaps He could find some figs on it. When however He came to it, He found nothing but leaves (for it was not fig time);
୧୩ଜିସୁ ଦୁରିକେ ଅନି ବେସି ପତର୍‌ ରଇବା ଗଟେକ୍‌ ଡୁମ୍‌ରିଗଚ୍‌ ଦେକ୍‌ଲା । ଆରି ସେ ଗଚେ କେତେଟା ପଲ୍‌ ଦାରିରଇସି ବଲି ବାବିକରି ଗଚ୍‌ବୁନ୍ଦେ ଗାଲା । ମାତର୍‌ ଗଚ୍‌ଲଗେ ଜାଇକରି ଦେକ୍‌ଲାଜେ, ଗଟେକ୍‌ ମିସା ପଲ୍‌ ମିଲେ ନାଇ । କାଇକେବଇଲେ, ସେଟା ଡୁମ୍‌ରିପଲ୍‌ ଦାର୍‌ବା ଦିନ୍‌ ନ ରଇଲା ।
14 and He said to the tree, "Let no one ever again eat fruit from thee!" And His disciples heard this. (aiōn g165)
୧୪ଜିସୁ ଗଚ୍‌କେ କଇଲା, “ତୁଇ ଆରି କେବେ ମିସା ପଲ୍‌ ନ ଦାରୁସ୍‌ ।” ସେ କାତା ତାର୍‌ ସିସ୍‌ମନ୍‌ ସୁନ୍‌ଲାଇ । (aiōn g165)
15 They reached Jerusalem, and entering the Temple He began to drive out the buyers and sellers, and upset the money-changers' tables and the stools of the pigeon-dealers,
୧୫ତାର୍‌ପଚେ ଜିସୁ ଜିରୁସାଲାମର୍‌ ଗଡେ ଜାଇ, ମନ୍ଦିରେ ପୁରିକରି ତେଇ ଗେନାବିକା କର୍‌ବା ଲକ୍‌ମନ୍‌କେ ଡାଣ୍ଡେ ବାର୍‌କରାଇଦେଲା । ବିନ୍‌ ଦେସର୍‌ ଡାବୁ ବାଦ୍‌ଲାଇବା ଲକ୍‌ମନର୍‌ ଟେବୁଲ୍‌ ଆରି ବିରୁ କର୍‌ବା ପରୁଆ ବିକ୍‌ବା ଲକ୍‌ମନର୍‌ ବସ୍‌ବା ପିଡା ପାସ୍‌ଲାଇ ପାକାଇଲା ।
16 and would not allow any one to carry anything through the Temple.
୧୬ମନ୍ଦିରର୍‌ ଡାଣ୍ଡେ ଗେନା ବିକା କର୍‌ବାକେ ସେ କାକେମିସା ଦେଏ ନାଇ ।
17 And He remonstrated with them. "Is it not written," He said, "'My House shall be called The House of Prayer for all the nations?' But you have made it what it now is--a robbers' cave."
୧୭ତାର୍‌ ପଚେ ସେ ଲକ୍‌ମନ୍‌କେ ସିକାଇଦେବାବେଲେ ଏନ୍ତି କଇଲା, “ମର୍‌ ମନ୍ଦିର୍‌ ସବୁ ଜାତିର୍‌ ଲକ୍‌ମନର୍‌ ପାର୍‌ତନା ଗର୍‌ ବଲି ନାମ୍‌ବାଇ ବଲି ପର୍‌ମେସରର୍‌ ବଇଟାନେ ଲେକା ଅଇଆଚେ, ମାତର୍‌ ତମେ ସେ ଗର୍‌ ଚର୍‌ମନର୍‌ ପାଆର୍‌ କରିଆଚାସ୍‌ ।”
18 This the High Priests and Scribes heard, and they began to devise means to destroy Him. For they were afraid of Him, because of the deep impression produced on all the people by His teaching.
୧୮ତେଇ ମୁକିଅ ପୁଜାରିମନ୍‌ ଆରି ନିୟମ୍‌ ସିକାଉମନ୍‌ ଏ କାତା ସୁନି, ଜିସୁକେ କେନ୍ତି ମରାଇବାର୍‌ ଅଇସି ବଲି ଚେସ୍‌ଟା କର୍‌ତେରଇଲାଇ । ମାତର୍‌ ଲକ୍‌ମନ୍‌କେ ଡର୍‌ତେରଇଲାଇ । କାଇକେବଇଲେ ଲକ୍‌ମନ୍‌ ସେ ସିକାଇଦେବା ବିସଇ କାବା ଅଇକରି ବେସି ମନ୍‍ କରି ସୁନ୍‌ତେରଇଲାଇ ।
19 When evening came on, Jesus and His disciples used to leave the city.
୧୯ଆରି ସେଦିନର୍‌ ସଞ୍ଜ୍‌ ଅଇଲାକେ ଜିସୁ ଆରି ତାର୍‌ ସିସ୍‌ମନ୍‌ ଜିରୁସାଲାମ୍‌ ନଅରେଅନି ବାରଇକରି ଉଟିଗାଲାଇ ।
20 In the early morning, as they passed by, they saw the fig-tree withered to the roots;
୨୦ତାର୍‌ ଆର୍‌କର୍‌ ଦିନର୍‌ ସାକାଲେ ବାଉଡି ଆଇବାବେଲେ, ଏଦେ ଦେକା! ସେ ଡୁମ୍‌ରିଗଚ୍‌ ବୁନ୍ଦେଅନି ଟିପେଜାକ ସୁକି ଜାଇରଇଲାଟା ଦେକ୍‌ଲାଇ ।
21 and Peter, recollecting, said to Him, "Look, Rabbi, the fig-tree which you cursed is withered up."
୨୧ସେବେଲା ଜିସୁ ଆଗ୍‌ତୁ କଇରଇଲା କାତା ପିତର୍‌ ଏତାଇକରି ତାକେ କଇଲା, “ଏ ଗୁରୁ ଜନ୍‌ ଡୁମ୍‌ରି ଗଚ୍‌କେ ତମେ ସାଇପ୍‌ ଦେଇରଇଲାସ୍‌, ସେ ଗଚ୍‌ ସୁକିଗାଲା ଆଚେ ।”
22 Jesus said to them, "Have faith in God.
୨୨ଜିସୁ ସେମନ୍‌କେ କଇଲା, “ତମେ ପର୍‌ମେସରର୍‌ ତେଇ ବିସ୍‌ବାସ୍‌ କରିରୁଆ ।
23 In solemn truth I tell you that if any one shall say to this mountain, 'Remove, and hurl thyself into the sea,' and has no doubt about it in his heart, but stedfastly believes that what he says will happen, it shall be granted him.
୨୩ମୁଇ ତମ୍‌କେ ସତ୍‌ କାତା କଇଲିନି, ଜେ ନିଜର୍‌ ମନେ ଅଇସି କି ନଏ ବଲିକରି ଏନେ ତେନେ ନ ଅଇ, ସେ କଇବା କାତାଇ ବିସ୍‌ବାସ୍‌ କରି, ‘ଏ ଡଙ୍ଗର୍‌ ଉଲ୍‌ଟିକରି ସମ୍‌ଦୁରେ ଜାଇ ଅଦର୍‌ ।’ ବଲି କଇଲେ ସେଟା ସେନ୍ତାରି ଅଇସି ।
24 That is why I tell you, as to whatever you pray and make request for, if you believe that you have received it it shall be yours.
୨୪ସେଟାର୍‌ପାଇ ମୁଇ ତମ୍‌କେ କଇଲିନି, ତମେ ପାର୍‌ତନାଇ ଜନ୍‌ଟା ମିଲ୍‌ସି ବଲି ବିସ୍‌ବାସ୍‌ କରି ମାଙ୍ଗ୍‌ଲେ, ସେଟା ତମ୍‌କେ ମିଲ୍‌ସି ।
25 But whenever you stand praying, if you have a grievance against any one, forgive it, so that your Father in Heaven may also forgive you your offences."
୨୫ମାତର୍‌ ତମେ ପାର୍‌ତନା କର୍‌ବା ବେଲେ ତମର୍‌ ମନେ କାର୍‌ ବିରଦେ ମିସା କାଇ କାତା ରଇଲେ, ତାକେ କେମା ଦିଆସ୍‌ । ଏନ୍ତି କଲେ ତମର୍‌ ସରଗର୍‌ ବାବା ମିସା ତମ୍‌କେ ତମର୍‌ ପାପେଅନି କେମା ଦେଇସି ।
୨୬ମାତର୍‌ ତମେ କେମା ନ କଲେ, ତମର୍‌ ସରଗର୍‌ ବାବା ମିସା ତମ୍‌କେ କେମା ନ ଦେଏ ।”
27 They came again to Jerusalem; and as He was walking in the Temple, the High Priests, Scribes and Elders came to Him
୨୭ସେମନ୍‌ ଆରିତରେକ୍‌ ଜିରୁସାଲାମେ ଆଇଲାଇ । ଜିସୁ ମନ୍ଦିରର୍‍ ଦୁଆରେ ବୁଲ୍‌ବାବେଲେ ମୁକିଅ ପୁଜାରିମନ୍‌, ନିୟମ୍‌ ସିକାଉମନ୍‌ ଆରି ପାର୍‌ଚିନ୍‌ମନ୍‌ ତାର୍‌ ଲଗେ ଆସି ପାଚାର୍‌ଲାଇ,
28 and asked, "By what authority are you doing these things? and who gave you authority to do them?"
୨୮“ତୁଇ କାଇ ଅଦିକାରେ ଏ ସବୁ କାମ୍‌ମନ୍‌ କଲୁସ୍‌ନି? ଆରି ଏ ସବୁ କାମ୍‌ମନ୍‌ କର୍‌ବାକେ ତକେ କେ ଅଦିକାର୍‌ ଦେଲାଆଚେ?”
29 "And I will put a question to you," replied Jesus; "answer me, and then I will tell you by what authority I do these things.
୨୯ମାତର୍‌ ଜିସୁ ସେମନ୍‌କେ କଇଲା, “ମୁଇ ମିସା ତମ୍‌କେ ଏକାଇ ଗଟେକ୍‌ ସେ ପର୍‌ସନ୍‌ ପାଚାର୍‌ବି, ସେ ପର୍‌ସନର୍‌ ଉତର୍‌ ତମେ କଇଲେ, ମୁଇ ଏ ସବୁ କାମ୍‌ କନ୍‌ ଅଦିକାରେ କଲିନି, ସେଟା ତମ୍‌କେ କଇବି ।
30 John's Baptism--was it of Heavenly or of human origin? Answer me."
୩୦ଜଅନ୍‌ ଡୁବନ୍‌ ଦେବା ଅଦିକାର୍‌ ସରଗର୍‌ ପର୍‌ମେସରର୍‌ଟାନେଅନି ଆସିରଇଲା କି ଲକ୍‌ମନର୍‌ ଟାନେଅନି ଆସିରଇଲା? ଏଟା ମକେ କୁଆ ।” ବଲି କଇଲା ।
31 So they debated the matter with one another. "Suppose we say, 'Heavenly,'" they argued, "he will ask, 'Why then did you not believe him?'
୩୧ତେଇ ସେମନ୍‌ ନିଜର୍‌ ନିଜର୍‌ ବିତ୍‌ରେ କୁଆବଲା ଅଇଲାଇ, “ଆମେ ଜଦି ସରଗର୍‌ ପର୍‌ମେସରର୍‌ ଟାନେଅନି ବଲି କଇବୁ ବଇଲେ, ସେନ୍ତାର୍‍ ଆଲେ ତମେ ଜଅନ୍‌ ଜନ୍‌ଟା କଇଲା ସେଟା କାଇକେ ବିସ୍‌ବାସ୍‌ କରାସ୍‌ ନାଇ? ବଲିକରି ଜିସୁ ଆମ୍‌କେ କଇସି ।
32 Or should we say, 'human?'" They were afraid of the people; for all agreed in holding John to have been really a Prophet.
୩୨ମାତର୍‌ ଲକ୍‌ମନର୍‌ଟାନେଅନି ବଲି କଇବାକେ ଆମ୍‌କେ ଡର୍‌ ଲାଗ୍‌ଲାନି । କାଇକେ ବଇଲେ ଜଅନ୍‌ ଗଟେକ୍‌ ବବିସତ୍‌ବକ୍‌ତା ବଲି ସେମନ୍‌ ସବୁଲକ୍‌ ବିସ୍‌ବାସ୍‌ କଲାଇନି ।”
33 So they answered Jesus, "We do not know." "Nor do I tell you," said Jesus, "by what authority I do these things."
୩୩ସେଟାର୍‌ପାଇ ସେମନ୍‌ ଆମେ ନାଜାନୁ । ବଲି ଜିସୁକେ କଇଲାଇ । ତାର୍‌ପଚେ ଜିସୁ ସେମନ୍‌କେ କଇଲା, “ଏନ୍ତି ବଇଲେ ମୁଇ ମିସା କନ୍‌ ଅଦିକାରେ ଏସବୁ କାମ୍‌ କଲିନି, ସେଟା ତମ୍‌କେ ନ କଇ ।”

< Mark 11 >