< Luke 12 >

1 Meanwhile the people had come streaming towards Him by tens of thousands, so that they were trampling one another under foot. And now He proceeded to say to His disciples first, "Beware of the yeast of the Pharisees, that is to say, beware of hypocrisy.
ଏତ୍‌କି ବିତ୍‌ରେ ଅଜାର୍‌ ଅଜାର୍‌ ଲକ୍‌ ଟୁଲ୍‌ଅଇକରି, ତାକର୍‌ ତାକର୍‌ ବିତ୍‌ରେ ମାଣ୍ଡାଚୁଣ୍ଡା ଅଇଜାଇତେ ରଇଲାଇ, ସେଡ୍‌କିବେଲେ ଜିସୁ ପର୍‌ତୁମ୍‌ ନିଜର୍‌ ସିସ୍‌ମନ୍‌କେ କଇବାର୍‌ ଦାର୍‌ଲା, “ପାରୁସିମନର୍‌ କମିର୍‌ ପାରା କପଟ୍‌ ତେଇଅନି ଜାଗ୍‌ରତ୍‌ ଅଇରୁଆ ।
2 There is nothing that is covered up which will not be uncovered, nor hidden which will not become known.
ଡାବିଅଇରଇବା ସବୁ ବିସଇ ଜାନାପଡ୍‌ସି, ଆରି ଲୁଚିରଇବା ବିସଇ ସବୁ ଦେକାଅଇସି ।
3 Whatever therefore you have said in the dark, will be heard in the light; and what you have whispered within closed doors will be proclaimed from the house-tops.
ତେବର୍‌ପାଇ, ତମେମନ୍‌ ଜନ୍‌ ଜନ୍‌ଟା ଆନ୍ଦାରେ କଇଆଚାସ୍‌, ସେ ସବୁଜାକ ଉଜ୍‌ଲେ ସୁନ୍‌ବାଇ, ଆରି ଜନ୍‌ ଜନ୍‌ଟା ବିତର୍‌ଗରେ, କେ ନ ସୁନ୍‌ତେ କଇଆଚାସ୍‌, ସେଟା ଗରର୍‌ ଚାନିଉପ୍‌ରେ ଅନି ସୁନାଇଅଇସି ।”
4 "But to you who are my friends I say, "'Be not afraid of those who kill the body and after that can do nothing further.
“ମାତର୍‌ ତମେ ମର୍‌ ମଇତର୍‌, ତମ୍‌କେ ମୁଇ କଇଲିନି, ଜନ୍‌ ଲକ୍‌ମନ୍‌ ଗାଗଡ୍‌କେ ମରାଇବାଇ, ମାତର୍‌ ତାର୍‌ପଚେ ତମର୍‌ ଆତ୍‌ମାକେ କାଇଟା କରିନାପାରତ୍‌, ସେମନ୍‌କେ ଡରାନାଇ ।
5 I will warn you whom to fear: fear him who after killing has power to throw into Gehenna: yes, I say to you, fear him. (Geenna g1067)
ମାତର୍‌ କାକେ ଡର୍‌ସା, ସେଟା ମୁଇ ତମ୍‌କେ ଜାନାଇବି, ମରାଇଲାପଚେ ନର୍‌କେ ପିଙ୍ଗ୍‌ବାକେ ଜାର୍‌ ଅଦିକାର୍‌ ଆଚେ, ତାକେ ଡରା, ଉଁ ମୁଇ ତମ୍‌କେ ସତ୍‌ କଇଲିନି, ପର୍‌ମେସର୍‌କେ ଡରା । (Geenna g1067)
6 Are not five sparrows sold for a penny? and yet not one of them is a thing forgotten in God's sight.
“ପାଁଚ୍‌ଟା ଚେଟିଆ ଚଡଇ କାଇ ଅଲପ୍‌ ଡାବୁକେ ବିକା ନଅଏ କି? ଏଲେ ମିସା ସେମନର୍‌ ବିତ୍‌ରେଅନି ଗଟେକ୍‌କେ ମିସା ପର୍‌ମେସର୍‌ ନ ପାସ୍‌ରେ ।
7 But the very hairs on your heads are all counted. Away with fear: you are more precious than a multitude of sparrows.'
ମାତର୍‌ ତମର୍‌ ମୁଣ୍ଡର୍‌ ସବୁ ଚେଣ୍ଡି ମିସା ଏଜା ଅଇଲାଆଚେ । ଡରାନାଇ, ତମେମନ୍‌ କେତେକ୍‌ କେତେକ୍‌ ଚେଟିଆ ଚଡଇର୍‌ ଟାନେଅନି ମୁକିଅ ।”
8 "And I tell you that every man who shall have acknowledged me before men, the Son of Man will also acknowledge before the angels of God.
“ଆରି ମୁଇ ତମ୍‌କେ କଇଲିନି, ଜେ ଜଦି ମକେ ଲକ୍‌ମନର୍‌ ମୁଆଟେ ନାମ୍‌ସି ଆରି ବିସ୍‌ବାସ୍‌ କର୍‌ସି, ପର୍‌ମେସର୍‌ ପାଟାଇରଇବା ନର୍‌ପିଲା ମୁଇ ମିସା ପର୍‌ମେସରର୍‌ ଦୁତ୍‌ମନର୍‌ ମୁଆଟେ ତାକେ ନାମ୍‌ବି ।
9 But he who disowns me before men will be disowned before the angels of God.
ମାତର୍‌ ଜେ ଲକ୍‌ମନର୍‌ ମୁଆଟେ ମକେ ନ ନାମି, ବିସ୍‌ବାସ୍‌ ନ କରେ, ତାକେ ପର୍‌ମେସରର୍‌ ଦୁତ୍‌ମନର୍‌ ମୁଆଟେ ମୁଇ ଇନ୍‌ କର୍‌ବି ।”
10 "Moreover every one who shall speak against the Son of Man, may obtain forgiveness; but he who blasphemes the Holy Spirit will never obtain forgiveness.
୧୦“ଆରି ଜେ ପର୍‌ମେସର୍‌ ପାଟାଇରଇବା ନର୍‌ପିଲାର୍‌ ବିରୁଦେ କଇଲେ, ତାକେ କେମା ଦିଆଅଇସି, ମାତର୍‌ ଜେ ସୁକଲ୍‌ ଆତ୍‌ମାର୍‌ ବିରୁଦେ କଇସି, ତାକେ କେମା ନ ଦିଆଅଏ ।
11 And when they are bringing you before synagogues and magistrates and governors, do not anxiously ponder the manner or matter of your defence, nor what you are to say;
୧୧“ଆରି ଜେଡେବେଲେ ସେମନ୍‌ ତମ୍‌କେ ଜିଉଦି ଲକ୍‌ମନର୍‌ ପାର୍‌ତନା ଗରେ, ସାସନ୍‌ କର୍‌ବା ଲକ୍‌ମନର୍‌ଟାନେ କି ବିନ୍‌ ବିନ୍‌ ଅଦିକାରି ମନର୍‌ଟାନେ ବାନ୍ଦିନେଲେ, ସେଡ୍‍କିବେଲେ କାଇଟାବଲି କଇସା, ସେ ବିସଇ ନେଇକରି ଚିନ୍ତା କରାନାଇ ।
12 for the Holy Spirit shall teach you at that very moment what you must say."
୧୨କାଇକେବଇଲେ କାଇଟା କଇବାକେ ଅଇସି, ସେବେଲାଇ ସୁକଲ୍‌ଆତ୍‌ମା ତମ୍‌କେ ସିକାଇସି ।”
13 Just then a man in the crowd appealed to Him. "Rabbi," he said, "tell my brother to give me a share of the inheritance."
୧୩ଲକ୍‌ମନର୍‌ ଗଅଲି ବିତ୍‌ରେଅନି ଗଟେକ୍‌ ଲକ୍‌ ଜିସୁକେ କଇଲା, “ଏ ଗୁରୁ, ମର୍‌ ବାବାର୍‌ ସଁପତି ବାଗ୍‌ବାଟା କର୍‌ବାକେ ମର୍‌ ବାଇକେ କୁଆ ।”
14 "Man," He replied, "who has constituted me a judge or arbitrator over you?"
୧୪ଏଟା ସୁନି ଜିସୁ ତାକେ କଇଲା, “ଏ ମଇତର୍‌, ତମର୍‌ ବିତ୍‍ରେ ନିଆଇ କର୍‌ବାକେ ଆରି ଦନ୍‌ସଁପତି ବାଗ୍‌ବାଟା କରିଦେବାକେ ମକେ କେ ଅଦିକାର୍‌ ଦେଲାଆଚେ?”
15 And to the people He said, "Take care, be on your guard against all covetousness, for no one's life consists in the superabundance of his possessions."
୧୫ଆରି ଜିସୁ ସେମନ୍‌କେ କଇଲା, “ଜାଗର୍‌ତା, ସବୁରକାମର୍‌ ଲବ୍‌ କର୍‌ବାଟାନେଅନି ନିଜେ ନିଜେ ଦୁରେ ରୁଆ । କାଇକେବଇଲେ ଗଟେକ୍‌ ଲକର୍‌ ଜିବନ୍‌ଟାନେଅନି ଦନ୍‌ସଁପତି ବଡ୍‌ ବିସଇ ନଏ ।”
16 And He spoke a parable to them. "A certain rich man's lands," He said, "yielded abundant crops,
୧୬ଆରି ସେ ଲକ୍‌ମନ୍‌କେ ଗଟେକ୍‌ ଉଦାଅରନ୍‌ ଦେଇ କଇଲା, ଗଟେକ୍‌ ସାଉକାର୍‌କେ ତାର୍‌ ଜମିଟାନେଅନି ବେସି ତାସ୍‌ ପାଚ୍‌ଲା ।
17 and he debated within himself, saying, "'What am I to do? for I have no place in which to store my crops.'
୧୭ସେ ଲକ୍‌ ମନେ ମନେ ବାବ୍‌ନାକରି କଇଲା, “କାଇଟା କର୍‌ବି? ମର୍‌ କାଦି ଆନି ସଙ୍ଗଇବାକେ ଜାଗାନାଇ ।”
18 "And he said to himself, "'This is what I will do: I will pull down my barns and build larger ones, and in them I will store up all my harvest and my wealth;
୧୮ଆରି ସେ କଇଲା, “ଏନ୍ତାରି କର୍‌ବି, ମର୍‌ କାଦି ସଙ୍ଗଇବା ଗରର୍‌ କତି ବାଙ୍ଗାଇକରି ବଡ୍‌ ବଡ୍‌ କରି ତିଆର୍‌କର୍‌ବି ଆରି ତେଇ ମର୍‌ ସବୁ କାଦିକଣ୍ଡା ଜାଗ୍‌ରତ୍‌ କରି ସଙ୍ଗଇବି ।
19 and I will say to my life, "'Life, you have ample possessions laid up for many years to come: take your ease, eat, drink, enjoy yourself.'
୧୯ଆରି ମର୍‌ ଜିବନ୍‌କେ କଇବି, ର ଜିବନ୍‌, ତର୍‌ପାଇବଲି ବେସି ବରସର୍‌ କାଦିକଣ୍ଡା ସଙ୍ଗଇ ଅଇଲାଆଚେ, ପୁଣ୍ଡ୍‌, କାଆ ଆରି ଆରାମ୍‌ସଙ୍ଗ୍‌ ର ।”
20 "But God said to him, "'Foolish man, this night your life is demanded from you; and these preparations--for whom shall they be?'
୨୦ମାତର୍‌ ପର୍‌ମେସର୍‌ ତାକେ କଇଲା, “ଏରେ ବକୁଆ ଜଦି ଆଜି ରାତି ପର୍‌ମେସର୍‌ ତର୍‌ ଜିବନ୍‌ ମାଙ୍ଗ୍‌ସି ବଇଲେ, ତୁଇ ତର୍‌ପାଇ ଜେତ୍‌କି ସଙ୍ଗଇଆଚୁସ୍‌, ସେ ସବୁ କାର୍‌ଟା ଅଇସି?
21 "So is it with him who amasses treasure for himself, but has no riches in God."
୨୧ଜେ ନିଜର୍‌ପାଇ ଦନ୍‌ ଜତନ୍‌ କରି ସଙ୍ଗଇସି, ସେ ପର୍‌ମେସରର୍‌ ମୁଆଟେ ସାଉକାର୍‌ ନଏଁ, ତାର୍‌ପାଇ ଏନ୍ତାରି ଗଟ୍‌ସି ।”
22 Then turning to His disciples He said, "For this reason I say to you, 'Dismiss all anxious care for your lives, inquiring what you are to eat, and for your bodies, what you are to put on.'
୨୨ଜିସୁ ନିଜର୍‌ ସିସ୍‌ମନ୍‌କେ କଇଲା, “ଏଟାର୍‌ପାଇ ମୁଇ ତମ୍‌କେ କଇଲିନି, କାଇଟା କାଇକରି ଜିବନ୍‌ ବଁଚାଉ ଆରି ଗାଗଡର୍‌ପାଇ କାଇଟା ପିନ୍ଦ୍‌ବୁ ବଲି ଚିନ୍ତା କରାନାଇ ।
23 For life is a greater gift than food, and the body is a greater gift than clothing.
୨୩କାଇକେବଇଲେ କାଦିଟାନେଅନି ଜିବନ୍‌ ଆରି ବସ୍‌ତର୍‌ଟାନେଅନି ଗାଗଡ୍‌ ଆକା ମୁକିଅ ।
24 Observe the ravens. They neither sow nor reap, and have neither store-chamber nor barn. And yet God feeds them. How far more precious are you than the birds!
୨୪ଚଡଇମନର୍‌ ବିସଇନେଇକରି ବାବିଦେକା, ସେମନ୍‌ ନ ବୁନତ୍‌ କି ନ କାଟତ୍‌, ଆରି ସେମନର୍‌ ବାଣ୍ଡାର୍‌ଗର୍‌ କି କାଦି ସଙ୍ଗଇବା ଆମାର୍‌ ଗର୍‌ ନାଇ । ଅଇଲେ ମିସା ମାପ୍‌ରୁ ସେମନ୍‌କେ କାଦି ଜାଗାଇଦେଇସି । ତମେ ଚଡଇମନର୍‌ ଟାନେଅନି କେତେକ୍‌ ଅଦିକାରର୍‌ ଲକ୍‌ ।
25 And which of you is able by anxious thought to add a moment to his life?
୨୫ତମର୍‌ ବିତ୍‌ରେ ଏନ୍ତାରିଲକ୍‌ ନ ରଅତ୍‍, ଜେ କି ଚିନ୍ତାକରି ତାର୍‌ କଣ୍ଡେକ୍‌ ମିସା ଆଇସ୍‌ ବଡାଇ ପାର୍‌ସି ।
26 If then you are unable to do even a very little thing, why be over-anxious about other matters?
୨୬ତେବର୍‌ପାଇ ତମେମନ୍‌ ଗଟେକ୍‌ ସାନ୍‌ ବିସଇ ମିସା କରିନାପାର୍‌ଲାସ୍‌ନି ବଇଲେ ବଡ୍‌ ବଡ୍‌ ବିସଇ କାଇକେ ଚିନ୍ତା କଲାସ୍‌ନି?
27 Observe the lilies, how they grow. They neither labour nor spin. And yet I tell you that not even Solomon in all his splendour was as beautifully dressed as one of these.
୨୭ପୁଲ୍‌ମନର୍‌ ବିସଇ ବାବିଦେକା, ସେମନ୍‌ କେନ୍ତି ପୁଟ୍‌ଲାଇନି, ସୁତା ନ କାଟତ୍‌ କି ଲୁଗା ନ ବୁନତ୍‌ । ଏଲେମିସା ମୁଇ ତମ୍‌କେ କଇଲିନି, ସବୁର୍‌ଟାନେଅନି ମଆନ୍‌ ଆରି ଦନି ରାଜା ସଲ୍‌ମନ୍‌ ମିସା ସେ ପୁଲ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ପୁଲର୍‌ ଏତ୍‌କି ସଜାଇ ନ ଅଇରଇଲା ।
28 But if God so clothes the vegetation in the fields, that blooms to-day and to-morrow will be thrown into the oven, how much more certainly will He clothe you, you men of feeble faith!
୨୮ଆଜି ଜନ୍‌ ଗାଁସ୍‌ ପଦାଇ ଆଚେ, କାଲିକେ ସେଟା ରୁଣ୍ଡାଇ ଜଇ ଲାଗାଇବାଇ । ସେଟାକେ ପର୍‌ମେସର୍‌ ଏନ୍ତାରି ବେସ୍‌ ଦେଲାନି ବଇଲେ, ଏ ଅଲପ୍‌ ବିସ୍‌ବାସ୍‌ କର୍‌ବା ଲକ୍‌ମନ୍‌, ସେ ତମ୍‌କେ ପିନ୍ଦ୍‌ବାକେ କେତେକ୍‌ ଅଦିକ୍‌ ଦେଇସି!”
29 "Therefore, do not be asking what you are to eat nor what you are to drink; and do not waver between hope and fear.
୨୯“ଆରି କାଇଟା କାଇବୁ? ବଲି ଚିନ୍ତାକରି ଲାଗିରୁଆନାଇ,
30 For though the nations of the world pursue these things, as for you, your Father knows that you need them.
୩୦କାଇକେବଇଲେ ପର୍‌ମେସର୍‌କେ ନାଜାନ୍‌ଲା ଲକ୍‌ମନ୍‌ ଏ ସବୁ ବିସଇ କଜିବୁଲ୍‌ବାଇ । ମାତର୍‌ ଏ ସବୁ ବିସଇ ତମ୍‌କେ ଦର୍‌କାର୍‌, ସେଟା ତମର୍‌ ବାବା ଜାନିରଇସି ।
31 But make His Kingdom the object of your pursuit, and these things shall be given you in addition.
୩୧ମୁଇ କଇଲିନି ତମେ ପର୍‌ମେସରର୍‌ ସରଗ୍‌ ରାଇଜ୍‌ କଜା, ଆରି ଏ ସବୁ ବିସଇ ସେ ତମ୍‌କେ ଦେଇସି ।”
32 "Dismiss your fears, little flock: your Father finds a pleasure in giving you the Kingdom.
୩୨ଏ ଉନା ମେଣ୍ଡାରାସି, ଡରାନାଇ, କାଇକେବଇଲେ ତମର୍‌ ବାବା ତମ୍‌କେ ତାର୍‌ ରାଇଜ୍‌ ଦେବାକେ ମନ୍‌କଲାଆଚେ ।
33 Sell your possessions and give alms. Provide yourselves with purses that will never wear out, a treasure inexhaustible in Heaven, where no thief can come nor moth consume.
୩୩ତମ୍‌କେ ଜନ୍‌ ଜନ୍‌ଟା ଆଚେ, ସେଟା ବିକିଦେଇ ଗରିବ୍‌ମନ୍‌କେ ଦାନ୍‌ କରା । ଜନ୍‌ଟା କି କେବେ ନ ସାରେ, ନିଜର୍‌ ନିଜର୍‌ପାଇ ଏନ୍ତାରି କାଣା ନ ଅଇବା ବେସ୍‌ନି ତିଆର୍‌କରା । ଜନ୍‌ଟାନେ ଚର୍‌ ନ ଆସେ କି କିଡାମନ୍‌ ମିସା ନ ନସାଅତ୍‌ । ସର୍‌ଗେ ଏନ୍ତାରି ନ ସାର୍‌ବା ଦନ୍‌ ସଙ୍ଗଇରୁଆ ।
34 For where your wealth is stored, there also will your heart be.
୩୪କାଇକେବଇଲେ ଜନ୍‌ଟାନେ ତମର୍‌ ଦନ୍‌, ତେଇସେ ତମର୍‌ ମନ୍‌ ।
35 "Have your girdles on, and let your lamps be alight;
୩୫“ତମର୍‌ ଆଟର୍‌ ତୁଆଲ୍‌ ବାନ୍ଦିଅଇ ସେବା କର୍‌ବାକେ ଜାଗିରୁଆ, ଆରି ବତି ଲାଗ୍‌ତେରଅ ।
36 and be yourselves like men waiting for their master--on the look-out till he shall return from the wedding feast--that, when he comes and knocks, they may open the door instantly.
୩୬ମାପ୍‌ରୁ ବିବା ବଜିଟାନେଅନି ବାଉଡିଆସି କାପାଟେ ବାଜାଉ ବାଜାଉ ଜନ୍‌ଲକ୍‌ମନ୍‌ ଦାପ୍‌ରେ କାପାଟ୍‌ ଉଗାଡ୍‌ବାକେ ଜାଗିରଇବାଇ, ତମେ ସେମନର୍‌ପାରା ଅଇରୁଆ ।
37 Blessed are those servants, whom their Master when He comes shall find on the watch. I tell you in solemn truth, that He will tie an apron round Him, and will bid them recline at table while He comes and waits on them.
୩୭ମାପ୍‌ରୁ ଆସି ଜନ୍‌ ଦାଙ୍ଗ୍‌ଡାମନ୍‌କେ ଜାଗ୍‌ରତ୍‌ ରଇବାଟା ଦେକ୍‌ସି, ସେମନ୍‌ କେଡେ ନିକ କରମର୍‌ ଲକ୍‌ । ମୁଇ ତମ୍‌କେ ସତ୍‌ କଇଲିନି, ସେ ନିଜର୍‌ ଆଁଟାଇ ତୁଆଲ୍‌ ବାନ୍ଦିକରି, ସେମନ୍‌କେ କାଇବାକେ ବସାଇ, ତାକର୍‌ଲଗେ ଜାଇ ସେବାକର୍‌ସି ।
38 And whether it be in the second watch or in the third that He comes and finds them so, blessed are they.
୩୮ଆରି ସେ ଜଦି ମଜାରାତି କି କୁକ୍‌ଡାଡାକେ ମିସା ଆସି ସେମନ୍‌କେ, ସେନ୍ତାରି ରଇବାଟା ଦେକ୍‌ସି, ସେନ୍ତାର୍‌ଆଲେ ସେ ଦାଙ୍ଗ୍‌ଡାମନ୍‌ କେଡେ ନିକ କରମର୍‌ ଲକ୍‌ ।
39 Of this be sure, that if the master of the house had known what time the robber was coming, he would have kept awake and not have allowed his house to be broken into.
୩୯ମାତର୍‌ ଏଟା ଜାନିରୁଆ, କେଡେବେଲେ ଚର୍‌ ଆଇସି, ଏଟା ଗରର୍‌ ସାଉକାର୍‌ ଜେବେ ଜାନ୍‌ସି, ସେନ୍ତାର୍‌ଆଲେ ସେ ନିଜର୍‌ ଗରର୍‌ ପେଡି ବାଙ୍ଗାଇବାକେ ନ ଦେଏ ।
40 Be you also ready, for at an hour when you are not expecting Him the Son of Man will come."
୪୦ତମେ ମିସା ଜାଗ୍‌ରତ୍‌ଅଇ ରୁଆ, କାଇକେବଇଲେ, କେବେ ତମେ ବାବି ନ ରୁଆସ୍‌, ସେ ବେଲେ ପର୍‌ମେସର୍‌ ପାଟାଇରଇବା ନର୍‌ପିଲା ମୁଇ ଆଇବି ।”
41 "Master," said Peter, "are you addressing this parable to us, or to all alike?"
୪୧ସେଟାସୁନି ପିତର୍‌ କଇଲା, “ଏ ମାପ୍‌ରୁ ତମେ ଆମ୍‌କେସେ କି ସବୁଲକ୍‌କେ ଏନ୍ତାରି କାତା ଦେକାଇ କଇଲାସ୍‌ନି?”
42 "Who, then," replied the Lord, "is the faithful and intelligent steward whom his Master will put in charge of His household to serve out their rations at the proper times?
୪୨ଜିସୁ କ‍ଇଲା, “ବିସ୍‌ବାସେ ରଇବା ଲକ୍‌ ଆରି ବୁଦିମାନ୍‌ ଲକ୍‌ କେ ଆଚତ୍‌? ତାକେ ସେ ସାଉକାର୍‌ ଗର୍‌ ଚାଲାଇବା ଦାଇତ୍‌ ଦେଇସି । ସେ ସମାନ୍‌ ବେଲାଇ ବିନ୍‌ ଦାଙ୍ଗ୍‌ଡାମନ୍‌କେ କାଦି ଜାଗାଇ ଦେଇସି ।
43 Blessed is that servant whom his Master when He comes shall find so doing.
୪୩ସାଉକାର୍‌ ଆସି, ତାର୍‌ ନିଜର୍‌ ଦାଙ୍ଗ୍‌ଡା ଏନ୍ତାର୍‌ କର୍‌ବାଟା ଦେକ୍‌ସି ବଇଲେ ସେ କେଡେ ନିକ କରମର୍‌ ଲକ୍‌ ।
44 I tell you truly that He will put him in authority over all His possessions.
୪୪ମୁଇ ତମ୍‌କେ ସତ୍‌ କଇଲିନି, ସେ ତାକେ ନିଜର୍‌ ସବୁର୍‌ ଉପ୍‌ରେ ଅଦିକାର୍‌ ଦେଇସି ।
45 But if that servant should say in his heart, 'My Master is a long time in coming,' and should begin to beat the menservants and the maids, and to eat and drink, drinking even to excess;
୪୫ଜଦି ସେ ଦାଙ୍ଗ୍‌ଡା, ମର୍‌ ସାଉକାର୍‌ ଆଇବାଟା ଅଲ୍‌ସମ୍‌ ଅଇସି ବଲି ମନେକରି, ମାତୁଆଲ୍‌ ଅଇ ବିନ୍‍ ଦାଙ୍ଗ୍‌ଡାମନ୍‌କେ ଲାଗ୍‌ମାର୍‌ କର୍‌ବାର୍‌ ଆରାମ୍‌ କର୍‌ସି,
46 that servant's Master will come on a day when he is not expecting Him and at an hour that he knows not of, and will punish him severely, and make him share the lot of the unfaithful.
୪୬ସେନ୍ତାର୍‌ଆଲେ ଜନ୍‌ ଦିନେ ସେ ଜାଗି ନ ରଏ, ଆରି ସେ କେଡେବେଲେ ଆଇବାଟା ଜାନି ନ ରଏ, ସେ ସାଉକାର୍‌ ଆସି ତାକେ ବେସି ବଡ୍‌ ଡଣ୍ଡ୍‌ ଦେଇସି । ଆରି ବିସ୍‌ବାସ୍‌ ନ କର୍‌ବା ଲକର୍‌ ସଙ୍ଗ୍‌ ମିସାଇ ଦେଇସି ।”
47 And that servant who has been told his Master's will and yet made no preparation and did not obey His will, will receive many lashes.
୪୭“ଆରି ଜନ୍‌ ଦାଙ୍ଗ୍‌ଡା ନିଜର୍‌ ସାଉକାରର୍‌ ମନ୍‍ ଜାନିକରି ଜାଗରତ୍‌ ନ ଅଇରଏ, କି ସାଉକାରର୍‌ ମନ୍‌କଲା ଇସାବେ ପାଇଟି ନ କରେ, ତାକେ କର୍‌ଡା ସଙ୍ଗ୍‌ ଅପର୍‌ବଲ୍‌ ମାଡ୍‌ ଅଇସି ।
48 But he who had not been told it and yet did what deserved the scourge, will receive but few lashes. To whomsoever much has been given, from him much will be required; and to whom much has been entrusted, of him a larger amount will be demanded.
୪୮ମାତର୍‌ ଜେ ତାର୍‌ ମନ୍‌କଲାଟା ନାଜାନିକରି, ଡଣ୍ଡ୍‌ମିଲ୍‌ବା କାମ୍‌ କର୍‌ବାର୍‌ ଦାର୍‌ସି, ତାକେ ଅଲପ୍‌ ମାଡ୍‌ ଅଇସି । ଜନ୍‌ ଲକ୍‌କେ ଅଦିକ୍‌ ଦିଆଅଇରଇସି, ତାକେ ଅଦିକ୍‌ ଦାବି କରାଅଇସି । ଆରି ଲକ୍‌ମନ୍‌ ତାକେ ଜାର୍‌ଲଗେ ଅଦିକ୍‌ ସର୍‌ପି ଦେଲାଇଆଚତ୍‌, ଅଦିକ୍‌ ଅଦିକ୍‌ ଦାବି କର୍‌ବାଇ ।”
49 "I came to throw fire upon the earth, and what is my desire? Oh that it were even now kindled!
୪୯ଜିସୁ କଇଲା, “ମୁଇ ଏ ଦୁନିଆଇ ଜଇ ଲାଗାଇବାର୍‌ ଆଇଲିଆଚି । ସେଟା ଜଦି ଲାଗ୍‌ବାକେ ଆରାମ୍‌ ଅଇଲାନି, ସେନ୍ତାର୍‌ଆଲେ ମୁଇ ମନ୍‌କଲାଟା ପୁରାପୁରୁନ୍‌ ଅଇଗାଲାବେ ।
50 But I have a baptism to undergo; and how am I pent up till it is accomplished!
୫୦ମାତର୍‌ ମକେ ଆରି ଗଟେକ୍‌ ଡୁବନେ ଡୁବନ୍‌ ନେବାକେ ପଡ୍‌ସି, ଆରି ସେଟା ନ ସାର୍‌ବାଜାକ, ମର୍‌ ମନ୍‌ବିତ୍‌ରେ କେନ୍ତି କସ୍‌ଟ ଲାଗ୍‌ଲାନି ।
51 Do you suppose that I came to give peace on earth? No, I tell you that I came to bring dissension.
୫୧ଜଗତେ ସାନ୍ତି ଦେବାକେ ଆସିଆଚେ ବଲି ତମେ କାଇ ମକେ ବାବ୍‌ଲାସ୍‌ନି କି? ନାଇ ମୁଇ ସାନ୍ତି ଆନ୍‌ବାକେ ନାଇ, ମାତର୍‌ ବିଚାର୍‌ନା କର୍‌ବାକେ ଆସିଆଚି ।
52 For from this time there will be in one house five persons split into parties. Three will form a party against two and two will form a party against three;
୫୨ଏବେଅନି ଗଟେକ୍‌ ଗରେ ପାଁଚ୍‌ ଲକ୍‌ ରଇଲେ, ଦୁଇଲକର୍‌ ବିରୁଦେ ତିନ୍‌ଲକ୍‌ ଆରି ତିନ୍‌ଲକର୍‌ ବିତ୍‌ରେ ଦୁଇ ଲକ୍‌ ବାଗ୍‌ ଅଇବାଇ ।
53 father against son and son against father; mother attacking daughter and daughter her mother, mother-in-law her daughter-in-law, and daughter-in-law her mother-in-law."
୫୩ପଅର୍‌ ବିରୁଦେ ବାବା, ବାବାର୍‌ ବିରୁଦେ ପଅ, ଜିଇର୍‌ ବିରୁଦେ ମା, ମାଆର୍‌ ବିରୁଦେ ଜିଇ, ବୁଆରିର୍‌ ବିରୁଦେ ସାତ୍‌ରି, ସାତ୍‌ରିର୍‌ ବିରୁଦେ ବୁଆରି ବିନେ ଅଇବାଇ ।”
54 Then He said to the people also, "When you see a cloud rising in the west, you immediately say, 'There is to be a shower;' and it comes to pass.
୫୪ଆରି ଜିସୁ ଲକ୍‌ମନ୍‌କେ କଇଲା, “ବୁଡ୍‌ତି ଦିଗେ ବାଦଲ୍‌ ଚଗ୍‌ବାଟା ଦେକ୍‌ଲେ, ପାନି ଆଇସିବେ ବଲି କଇସା । ଆରି ସେନ୍ତାରି ସେ ଅଇସି ।
55 And when you see a south wind blowing, you say, 'It will be burning hot;' and it comes to pass.
୫୫ଆରି ଦକିଣ୍‌ଦିଗ୍‌ ବାଟେଅନି ପବନ୍‌ ମାର୍‌ବାଟା ଜାନ୍‌ଲେ କାରା ଅଇସି ବଲି କଇସା । ଆରି ସେଟା ସେନ୍ତାରି ଅଇସି ।
56 Vain pretenders! You know how to read the aspect of earth and sky. How is it you cannot read this present time?
୫୬ଏ କୁଟିଆଲ୍‌ମନ୍‌, ତମେ ଜଗତର୍‌ ଆରି ସରଗର୍‌ କାତା ଜାନି ପାଗ୍‌ କେନ୍ତି ଅଇସି ବଲି ଆଗ୍‌ତୁ କଇଲାସ୍‌ନି, ମାତର୍‌ ଏବେ କାଇଟା ଗଟ୍‌ସି, ସେଟା କାଇକେ ନାଜାନ୍‌ଲାସ୍‌ନି?”
57 "Why, too, do you not of yourselves arrive at just conclusions?
୫୭“ଆରି ନିଜେ ନିଜେ କାଇକେ ଟିକ୍‌ ବିଚାର୍‌ କରାସ୍‌ ନାଇ?
58 For when, with your opponent, you are going before the magistrate, on the way take pains to get out of his power; for fear that, if he should drag you before the judge, the judge may hand you over to the officer of the court, and the officer lodge you in prison.
୫୮ଜଦି ତମର୍‌ ବିରଦିସଙ୍ଗ୍‌ ବିଚାର୍‌କାରିଆର୍‍ଲଗେ ଗାଲାସ୍‍ନି, ମଜାବାଟେ ତାର୍‌ସଙ୍ଗ୍‌ ବୁଜାମାନା ଅଇବାକେ ଚେସ୍‌ଟା କରା । ନଇଲେ କେଡେବେଲେ ସେ ତମ୍‌କେ ବିଚାର୍‌କାରିଆର୍‌ ଟାନେ ଜିକିନେଇସି, ବିଚାର୍‌କାରିଆ ସନିଅମନର୍‌ ଆତେ ସର୍‌ପିଦେଇସି, ସନିଅମନ୍‌ ତମ୍‌କେ ବନ୍ଦି ଗରେ ନେଇ ପୁରାଇଦେବାଇ ।”
59 Never, I tell you, will you get free till you have paid the last farthing."
୫୯ମୁଇ ତମ୍‌କେ କଇଲିନି, “କେନ୍ତିକଲେ ମିସା ସବୁ ଡାବୁ ନ ସୁଜ୍‌ବାଜାକ ସେ ଜାଗାଇଅନି ବାରଇ ଆସିନାପାରାସ୍‌ ।”

< Luke 12 >