< John 20 >

1 On the first day of the week, very early, while it was still dark, Mary of Magdala came to the tomb and saw that the stone had been removed from it.
ଆଟର୍‌ ପର୍‌ତୁମ୍‌ ଦିନର୍‌ ସାକାଲେ ଜୁଲ୍‌ପୁଲ୍‌ ଉଜଲ୍‌ ବେଲାଇ ମଗ୍‌ଦଲିନି ମରିୟମ୍‌ ଜିସୁକେ ପାକ୍‌ନା ସଙ୍ଗ୍‌ ତିଆର୍‌ କରି ସଙ୍ଗଇଲା ପାଆରେ ଆସିକରି ଡାବିରଇଲା ପାକ୍‌ନା ଗୁଚିରଇଲାଟା ଦେକ୍‌ଲା ।
2 So she ran, as fast as she could, to find Simon Peter and the other disciple--the one who was dear to Jesus--and to tell them, "They have taken the Master out of the tomb, and we do not know where they have put Him."
ସେଟାର୍‌ପାଇ ସେ ପାଲାଇ କରି ସିମନ୍‌ ପିତର୍‌ ଆରି ଜିସୁ ଜନ୍‌ ସିସ୍‌କେ ବେସି ଆଲାଦ୍‌ କର୍‌ତେ ରଇଲା, ସେମନ୍‍କେ ଆସି କଇଲା, “ସେମନ୍‌ ମାପ୍‌ରୁକେ, ସଙ୍ଗଇଲା ଜାଗାଇଅନି ଦାରିଗାଲାଇ ଆଚତ୍‌ । ଆରି ତାକେ କନ୍‌ ଜାଗାଇ ସଙ୍ଗଇଲାଇ ଆଚତ୍‌ ସେଟା ଆମେ ନାଜାନୁ ।”
3 Peter and the other disciple started at once to go to the tomb, both of them running,
ସେଡ୍‌କି ବେଲେ ପିତର୍‌ ଆରି ସେ ସିସ୍‌, ଜିସୁକେ ସଙ୍ଗଇଲା ଜାଗାଇ ଜିବାକେ ବାରଇଲାଇ ।
4 but the other disciple ran faster than Peter and reached it before he did.
ସେମନ୍‌ ଦୁଇ ଲକ୍‌ ମିସ୍‌ତେ ପାଲାଇତେ ରଇଲାଇ । ଆରି ସେ ବିନ୍‌ ସିସ୍‌ ପିତର୍‌କେ ପଚେ କରି ଆଗ୍‌ତୁ ସଙ୍ଗଇ ରଇଲା ଜାଗାଇ କେଟ୍‌ଲା ।
5 Stooping and looking in, he saw the linen cloths lying there on the ground, but he did not go in.
ସେ ପାଆର୍‌ ବିତ୍‌ରେ ଲଇଁକରି ଏରି ଦେକ୍‌ଲାଜେ, ଏଦେ ଦେକା! ତେଇ ଜିସୁର୍‌ ଗାଗ୍‍ଡେ ଗୁଡିଆଇ ଅଇରଇଲା ଲୁଗା ଅଦ୍‌ରିରଇଲାଟା ଦେକ୍‌ଲା । ମାତର୍‌ ସେ ବିତ୍‌ରେ ପୁରେନାଇ ।
6 Simon Peter, however, also came, following him, and entered the tomb. There on the ground he saw the cloths;
ପଚେ ସିମନ୍‌ ପିତର୍‌ ମିସା ତାର୍‌ ପଚେ ପଚେ ଜାଇ କେଟ୍‌ଲା ଆରି ପାଆର୍‌ ବିତ୍‌ରେ ଜାଇ ତେଇ ଅଦ୍‌ରି ରଇଲା ଲୁଗା ଦେକ୍‌ଲା ।
7 and the towel, which had been placed over the face of Jesus, not lying with the cloths, but folded up and put by itself.
ଆରି ଜିସୁର୍‌ ମୁଣ୍ଡେ ଜନ୍‌ ଲୁଗା ଗୁଡିଆଇ କରି ବାନ୍ଦିରଇଲାଇ, ସେଟା ପାତଲ୍‌ ଲୁଗା ସଙ୍ଗ୍‌ ନ ଅଇକରି ଗଟେକ୍‌ ବିନ୍‌ଟାନେ ଗୁଡିଆଇଅଇ ରଇଲା ।
8 Then the other disciple, who had been the first to come to the tomb, also went in and saw and was convinced.
ତାର୍‌ ପଚେ ସେ ବିନ୍‌ ସିସ୍‌ ଜେକି ଆଗ୍‌ତୁ କେଟି ରଇଲା ସେ ପାଆର୍‌ ବିତ୍‌ରେ ଜାଇକରି ସେଟା ସବୁ ଦେକିକରି ବିସ୍‌ବାସ୍‌ କଲା ।
9 For until now they had not understood the inspired teaching, that He must rise again from among the dead.
(ସେ ସିସ୍‌ମନ୍‌ ସେ ବେଲା ଜାକ ପର୍‌ମେସରର୍‌ ବଇତେଇ ଲେକା ଅଇଲା ଇସାବେ, ଜିସୁ ମଲାଟାନେଅନି ଆରି ତରେକ୍‌ ଜିବନ୍‌ ଅଇ ଉଟ୍‌ସି ବଲି ବୁଜି ନ ରଇଲାଇ ।)
10 Then they went away and returned home.
୧୦ତାର୍‌ ପଚେ ସିସ୍‌ମନ୍‌ ପାଆର୍‌ ଦେକି ସାରାଇ ଗରେ ବାଉଡି ଉଟି ଗାଲାଇ ।
11 Meanwhile Mary remained standing near the tomb, weeping aloud. She did not enter the tomb, but as she wept she stooped and looked in,
୧୧ମାତର୍‌ ମରିୟମ୍‌ ଜିସୁର୍‌ ଗାଗଡ୍‌ ସଙ୍ଗଇରଇଲା ପାଆର୍‌ ଲଗେ ଟିଆଅଇ କାନ୍ଦ୍‌ତେ ରଇଲା । ସେ କାନ୍ଦି କାନ୍ଦି ଲଇଁକରି ପାଆର୍‌ ବିତ୍‌ରେ ଦେକ୍‌ଲା,
12 and saw two angels clothed in white raiment, sitting one at the head and one at the feet where the body of Jesus had been.
୧୨ଆରି ଏଦେ ଦେକା! ତେଇ ଦବ୍‍ପଚିଆ ପିନ୍ଦିରଇବା ଦୁଇଟା ସରଗର୍‌ ଦୁତ୍‌ମନ୍‌ ଜିସୁକେ ଜନ୍‌ ଜାଗାଇ ସଙ୍ଗଇରଇଲାଇ, ଗଟେକ୍‌ ଲକ୍‌ ମୁଣ୍ଡ୍‌ବାଟେ ଆରିଗଟେକ୍‌ ଲକ୍‌ ଗଡ୍‌ବାଟେ ବସିରଇଲାଟା ଦେକ୍‌ଲା ।
13 They spoke to her. "Why are you weeping?" they asked. "Because," she replied, "they have taken away my Lord, and I do not know where they have put him."
୧୩ସେମନ୍‌ ମରିୟମ୍‌କେ ପାଚାର୍‌ଲାଇ, “ତୁଇ କାଇକେ ମା କାନ୍ଦ୍‌ଲୁସ୍‌ନି?” ମରିୟମ୍‌ କଇଲା, “ସେମନ୍‌ ମର୍‌ ମାପ୍‌ରୁର୍‌ ଗାଗଡ୍‌ କେନେକି ଦାରିଗାଲାଇ ଆଚତ୍‌ । ଆରି ସେମନ୍‌ ତାକେ କନ୍ତି ସଙ୍ଗଇଲାଇ ଆଚତ୍‌ ସେଟା ମୁଇ ନାଜାନି ।”
14 While she was speaking, she turned round and saw Jesus standing there, but did not recognize Him.
୧୪ସେ ଏନ୍ତି କଇକରି ପାସଲ୍‌ଲା ବେଲେ, ତେଇ ଜିସୁ ଟିଆଅଇ ରଇଲାଟା ଦେକ୍‌ଲା । ମାତର୍‌ ମରିୟମ୍‌ ତାକେ ଜିସୁ ବଲି ଚିନି ନାପାର୍‌ଲା ।
15 "Why are you weeping?" He asked; "who are you looking for?" She, supposing that He was the gardener, replied, "Sir, if you have carried him away, tell me where you have put him and I will remove him."
୧୫ଜିସୁ ତାକେ ପାଚାର୍‌ଲା “ଏ ମାଆ ତୁଇ କାଇକେ କାନ୍ଦ୍‌ଲୁସ୍‌ନି? ତୁଇ କାକେ କଜ୍‌ଲୁସ୍‌ନି?” ମରିୟମ୍‌ ଏ ଲକ୍‌ ବାଡର୍‍ କାମ୍‌ କରୁ ମାଲି ବଲି ବାବିକରି ତାକେ କଇଲା, “ଏ ଆଗିଆଁ, ତୁଇ କାଇ ଜିସୁର୍‌ ଗାଗଡ୍‌ ନେଇ ଆଚୁସ୍‌ କି? ତାକେ ତୁଇ କନ୍ତି ସଙ୍ଗଇ ଆଚୁସ୍‌? ମକେ କଇଦେ, ମୁଇ ଜାଇକରି ତାକେ ଦାରିଜିବି ।”
16 "Mary!" said Jesus. She turned to Him. "Rabboni!" she cried in Hebrew: the word means 'Teacher!'
୧୬ଜିସୁ ତାକେ “ମରିୟମ୍‌!” ବଲି ଡାକ୍‌ଲା । ମରିୟମ୍‌ ତାର୍‌ ବାଟେ ପାସ୍‌ଲି କରି “ରାବ୍‌ବୁନି!” ବଲି ଏବ୍‌ରି ବାସାଇ କଇଲା । ଏଟାର୍‌ ଅରତ୍‌ ଅଇଲାନି ଗୁରୁ ।
17 "Do not cling to me," said Jesus, "for I have not yet ascended to the Father. But take this message to my brethren: 'I am ascending to my Father and your Father, to my God and your God.'"
୧୭ଜିସୁ ତାକେ କଇଲା, “ମକେ ଦାରି ର ନାଇ, ଏବେ ଜାକ ମୁଇ ବାବା ପର୍‌ମେସର୍‌ ଲଗେ ଜାଇନାଇ । ମାତର୍‌ ତୁଇ ଜାଇକରି ମର୍‌ ବାଇମନ୍‌କେ କଅ, ମୁଇ, ମର୍‌ ବାବା ଆରି ସେମନର୍‌ ବାବା, ମର୍‌ ପର୍‌ମେସର୍‌ ଆରି ସେମନର୍‌ ପର୍‌ମେସରର୍‌ ଲଗେ ବାଉଡି ଗାଲିନି ।”
18 Mary of Magdala came and brought word to the disciples. "I have seen the Master," she said. And she told them that He had said these things to her.
୧୮ମଗ୍‌ଦଲିନି ମରିୟମ୍‌ ସିସ୍‌ମନର୍‌ ଲଗେ ବାଉଡି ଗାଲା ଆରି କଇଲା “ମୁଇ ମାପ୍‌ରୁକେ ଦେକ୍‌ଲି ଆଚି ।” ଆରି ଜିସୁ କଇଲା ସବୁ କାତା ସିସ୍‌ମନ୍‌କେ କଇଦେଲା ।
19 On that same first day of the week, when it was evening and, for fear of the Jews, the doors of the house where the disciples were, were locked, Jesus came and stood in their midst, and said to them, "Peace be to you!"
୧୯ସେ ଦିନ୍‌ ଆଟର୍‌ ପର୍‌ତୁମ୍‌ ଦିନ୍‌ ଅଇରଇଲା । ସଞ୍ଜ୍‌ ବେଲା ସବୁ ସିସ୍‌ମନ୍‌ ଗଟେକ୍‌ ତେଇ ରୁଣ୍ଡ୍‌ଲାଇ । ସେମନ୍‌ ଜିଉଦି ନେତାମନ୍‌କେ ଡରିକରି ଗରର୍‌ କାପାଟ୍‌ ସବୁ ଡାବିଅଇଦେଇ ରଇଲାଇ । ସେ ବେଲା, ଏଦେ ଦେକା! ଜିସୁ ଅଟାତ୍‌ ସେମନ୍‌କେ ଦେକାଇଅଇକରି ସେମନ୍‌ ଟିଆଅଇଲା ଜାଗାଇ “ତମ୍‌କେ ସାନ୍‌ତି ମିଲ!” ବଲି କଇଲା ।
20 Having said this He showed them His hands and also His side; and the disciples were filled with joy at seeing the Master.
୨୦ଜିସୁ ଏ କାତା କଇଲା ପଚେ ନିଜର୍‌ ଆତ୍‌ ଆରି ପାଞ୍ଜ୍‍ରା ଦେକାଇଲା । ସିସ୍‌ମନ୍‌ ମାପ୍‌ରୁକେ ଦେକିକରି ବେସି ସାର୍‌ଦା ଅଇଗାଲାଇ ।
21 A second time, therefore, He said to them, "Peace be to you! As the Father sent me, I also now send you."
୨୧ଜିସୁ ଆରି ତରେକ୍‌ ସେମନ୍‌କେ କଇଲା “ତମ୍‌କେ ସାନ୍ତି ମିଲ! ବାବା ପର୍‌ମେସର୍‌ ମକେ ଜେନ୍ତି ପାଟାଇଆଚେ, ସେନ୍ତିସେ ମୁଇ ତମ୍‌କେ ପାଟାଇଲିନି ।”
22 Having said this He breathed upon them and said, "Receive the Holy Spirit.
୨୨ତାର୍‌ ପଚେ ଜିସୁ ସେମନର୍‌ ଉପ୍‌ରେ ପୁଣ୍ଡ୍‌ଲା ଆରି “ତମେ ସୁକଲ୍‌ ଆତ୍‌ମାକେ ନାମା!”
23 If you remit the sins of any persons, they remain remitted to them. If you bind fast the sins of any, they remain bound."
୨୩“ଜଦି ତମେ ଲକ୍‌ମନର୍‌ ପାପ୍‌ କେମା କର୍‌ସା ବଇଲେ, ପର୍‌ମେସର୍‌ ମିସା ସେମନର୍‌ ପାପ୍‌ କେମା ଦେଲା ଆଚେ । ଜଦି ତମେ ଲକ୍‌ମନର୍‌ ପାପ୍‌ କେମା ନ କରାସ୍‌ ବଇଲେ ପର୍‌ମେସର୍‌ ମିସା ସେମନର୍‌ ପାପ୍‌ କେମା ନ କରେ ।” ବଲି କଇଲା ।
24 Thomas, one of the twelve--surnamed 'the Twin' --was not among them when Jesus came.
୨୪ଜିସୁର୍‌ ବାର୍‌ଟା ସିସ୍‌ମନର୍‌ ବିତ୍‌ରେଅନି ତମା ଜାକେକି ଜଅଁଲା ବଲି ଡାକ୍‌ବାଇ, ଜିସୁ ସିସ୍‌ମନ୍‌କେ ଦେକାଇଅଇଲା ବେଲେ ସେ ନ ରଇଲା ।
25 So the rest of the disciples told him, "We have seen the Master!" His reply was, "Unless I see in his hands the wound made by the nails and put my finger into the wound, and put my hand into his side, I will never believe it."
୨୫ସେଟାର୍‌ ପାଇ ତେଇ ରଇଲା ବିନ୍‌ ସିସ୍‌ମନ୍‌ ତମା ଆଇଲା ପଚେ କଇଲାଇ, ଆମେ ମାପ୍‌ରୁକେ ଦେକ୍‌ଲୁ ଆଚୁ । ମାତର୍‌ ତମା କଇଲା, “ମୁଇ ତାର୍‌ ଆତେ କୁଟିର୍‌ ଚିନ୍‌ ନ ଦେକ୍‌ତେ ଆରି ସେ ଚିନେ ମର୍‌ ଆଙ୍ଗ୍‍ଟି ନ ଚିଙ୍ଗ୍‌ଲାଇବା ଜାକ ଆରି ତାର୍‌ ପାଞ୍ଜ୍‍ରାଇ ଆତ୍‌ ନ ପୁରାଇବା ଜାକ ବିସ୍‌ବାସ୍‌ ନ କରି ।”
26 A week later the disciples were again in the house, and Thomas was with them, when Jesus came--though the doors were locked--and stood in their midst, and said, "Peace be to you."
୨୬ଗଟେକ୍‌ ଆଟ୍‌ ଗାଲା ପଚେ ସିସ୍‌ମନ୍‌ ଆରି ତରେକ୍‌ ଗର୍‌ ବିତ୍‌ରେ ରଇଲାଇ, ତମା ମିସା ସେମନର୍‌ ସଙ୍ଗ୍‌ ତେଇ ରଇଲା । କାପାଟେ ଗାଡା ଦେଇରଇଲାଇ । ମାତର୍‌ ଏଦେ ଦେକା! ଆଗ୍‌ତୁର୍‌ ପାରା ଜିସୁ ଗର୍‌ ବିତ୍‌ରେ ପୁରିକରି ସେମନର୍‌ ମଜାଇ ଟିଆଅଇକରି କଇଲା, “ତମ୍‌କେ ସାନ୍ତି ମିଲ!”
27 Then He said to Thomas, "Bring your finger here and feel my hands; bring you hand and put it into my side; and do not be ready to disbelieve but to believe."
୨୭ତାର୍‌ ପଚେ ଜିସୁ ତମାକେ କଇଲା, “ତର୍‌ ଆଙ୍ଗ୍‍ଟି ଇତି ସଙ୍ଗଇ ମର୍‌ ଆତ୍‌ ଦେକ୍‌, ଆରି ମର୍‌ ପାଞ୍ଜ୍‍ରାଇ ଆତ୍‌ ପୁରାଇ ଦେକ୍‌ । ଆରି କେବେ ମିସା ବିସ୍‌ବାସ୍‌ କରିନାଇ ବଲି କ‍ଅ ନାଇ, ମାତର୍‌ ବିସ୍‌ବାସ୍‌ କର୍‌ ।”
28 "My Lord and my God!" replied Thomas.
୨୮ତମା ଜିସୁକେ କଇଲା, “ଏ ମର୍‌ ମାପ୍‌ରୁ, ଏ ମର୍‌ ପର୍‌ମେସର୍‌!”
29 "Because you have seen me," replied Jesus, "you have believed. Blessed are those who have not seen and yet have believed."
୨୯ଜିସୁ ତାକେ କଇଲା, “ତୁଇ ମକେ ଦେକିକରି ବିସ୍‌ବାସ୍‌ କଲୁସ୍‌ନି କି? ମାତର୍‌ ଜନ୍‌ ଲକ୍‌ମନ୍‌ ମକେ ନ ଦେକିକରି ମିସା ବିସ୍‌ବାସ୍‌ କଲାଇନି, ସେମନ୍‌ କେତେ ସାର୍‌ଦା ପାଇବାଇ!”
30 There were also a great number of other signs which Jesus performed in the presence of the disciples, which are not recorded in this book.
୩୦ଜିସୁ ସିସ୍‌ମନର୍‌ ସଙ୍ଗ୍‌ ରଇଲାବେଲେ କେତେକ୍‌ କେତେକ୍‌ କାବାଅଇଜିବା କାମ୍‌ମନ୍‌ କରିରଇଲା । ସେଟା ସବୁ ଏ ବଇତେଇ ଲେକା ଅଏନାଇ ।
31 But these have been recorded in order that you may believe that He is the Christ, the Son of God, and that, through believing, you may have Life through His name.
୩୧ମାତର୍‌ ଏତ୍‌କିସେ ଲେକାଅଇଲା, “ତମେ ଜେନ୍ତିକି ବିସ୍‌ବାସ୍‌ କର୍‌ସା ଜେ, ଜିସୁସେ ପର୍‌ମେସରର୍‌ ପଅ, ଜେକି ମସିଅ, ଆରି ତାକେ ବିସ୍‌ବାସ୍‌ କଲେସେ ତମେ ଜିବନ୍‌ ପାଇସା ।”

< John 20 >