< John 15 >

1 "I am the Vine--the True Vine, and my Father is the vine-dresser.
“ମୁଇ ଅଇଲିନି ସତ୍‌ ଅଙ୍ଗୁର୍‌ ମାଲ୍‌ ଆରି ମର୍‌ ବାବା ଅଇଲାନି ଚାସି ।
2 Every branch in me--if it bears no fruit, He takes away; and every branch that bears fruit He prunes, that it may bear more fruit.
ମର୍‌ଟାନେ ରଇବା ପିଲ୍‌କା ମାଲେ ପଲ୍‌ ନ ଦାର୍‌ଲେ, ସେ କାଟି ପାକାଇସି । ଆରି ଜନ୍‌ ମାଲେ ପଲ୍‌ ଦାର୍‌ସି ସେ ମାଲ୍‌ ଅଦିକ୍‌ ପଲ୍‌ ଦାର୍‌ବାକେ ପରିଚଲ୍‌ କର୍‌ସି ।
3 Already you are cleansed--through the teaching which I have given you.
ମର୍‌ତେଇ ଅନି ପାଇରଇବା ସିକିଆଇ ଅନି ତମେ ପରିଚଲ୍‌ ଅଇସାରି ଆଚାସ୍‌ ।
4 Continue in me, and let me continue in you. Just as the branch cannot bear fruit of itself--that is, if it does not continue in the vine--so neither can you if you do not continue in me.
ତମେ ମର୍‌ସଙ୍ଗ୍‌ ମିସିକରି ରୁଆ । ସେନ୍ତି ବଇଲେ ମୁଇ ମିସା ତମର୍‌ ସଙ୍ଗ୍‌ ରଇବି । କେନ୍ଦା ଜଦି ବୁନ୍ଦ୍‌ସଙ୍ଗ୍‌ ମିସିକରି ନ ରଇଲେ ନିଜେ ପଲ୍‌ ନ ଦାରେ, ସେନ୍ତି ତମେ ମିସା ମର୍‌ତେଇ ମିସି ନ ରଇଲେ, ପଲ୍‌ ଦାରିନାପାରାସ୍‌ ।”
5 I am the Vine, you are the branches. He who continues in me and in whom I continue bears abundant fruit, for apart from me you can do nothing.
“ମୁଇ ଅଇଲିନି ମୁଲ୍‌ ଅଙ୍ଗୁର୍‌ ମାଲ୍‌, ତମେ ଅଇଲାସ୍‌ନି ପିଲ୍‌କା ମାଲ୍‌ । ଜେ ମର୍‌ତେଇ ରଇସି ଆରି ମୁଇ ଜାର୍‌ତେଇ ରଇବି ସେ ବେସି ପଲ୍‌ ଦାର୍‌ସି, କାଇକେ ବଇଲେ ମକେ ଚାଡିକରି ତମେ କାଇଟା କରି ନାପାରାସ୍‌ ।
6 If any one does not continue in me, he is like the unfruitful branch which is at once thrown away and then withers up. Such branches they gather up and throw into the fire and they are burned.
ଜେ ମର୍‌ତେଇ ନ ରଏ, ତାକେ ଗଟେକ୍‌ ଗର୍‌ଣ୍ଡି କରି ପିଙ୍ଗ୍‌ଲା ମାଲ୍‌ପାରା ବାଇରେ ପିଙ୍ଗି ଦେବାଇ ଆରି ସେଟା ସୁକି ଜାଇସି । ଏନ୍ତାରି ମାଲ୍‌ମନ୍‌କେ ଟୁଲିଆଇ ଜଇତେଇ ପିଙ୍ଗି ଦେବାଇ ଆରି ସେଟା ପଡି ଜାଇସି ।
7 "If you continue in me and my sayings continue in you, ask what you will and it shall be done for you.
ଜଦି ତମେ ମର୍‌ସଙ୍ଗ୍‌ ମିସିକରି ରଇସା ଆରି ମର୍‌ ବାକିଅ ତମର୍‌ ମନେ ରଇସି, ତମେ ମନ୍‌କରି କାଇ ବିସଇ ମାଙ୍ଗ୍‌ସା ବଇଲେ ସେଟା ମିଲାଇସା ।
8 By this is God glorified--by your bearing abundant fruit and thus being true disciples of mine.
ତମେ ବେସି ପଲ୍‌ ଦାର୍‌ଲେ, ମର୍‌ ବାବା ଡାକ୍‌ପୁଟା ପାଇସି, ଆରି ଇତିଅନି ତମେ ମର୍‌ ସତ୍‌ ସିସ୍‌ମନ୍‌ ବଲି ଜାନ୍‌ବାଇ ।
9 As the Father has loved me, I have also loved you: continue in my love.
ମର୍‌ ବାବା ଜେନ୍ତି ମକେ ଆଲାଦ୍‌ କଲା ଆଚେ, ସେନ୍ତି ମୁଇ ମିସା ତମ୍‌କେ ଆଲାଦ୍‌ କଲିନି । ମର୍‌ ଆଲାଦେ ତବିର୍‌ ଅଇରୁଆ ।
10 If you obey my commands, you will continue in my love, as I have obeyed my Father's commands and continue in His love.
୧୦ମୁଇ ଜେନ୍ତି ମର୍‌ ବାବାର୍‌ ଆଦେସ୍‌ ମାନିକରି ତବିର୍‌ ଅଇଆଚି । ସେନ୍ତି ତମେ ମର୍‌ ଆଦେସ୍‌ ମାନ୍‌ସା ବଇଲେ ମର୍‌ ଆଲାଦେ ତବିର୍‌ ଅଇକରି ରଇସା ।”
11 "These things I have spoken to you in order that I may have joy in you, and that your joy may become perfect.
୧୧“ଜେନ୍ତିକି ମର୍‌ ସାର୍‌ଦା ତମର୍‌ ଟାନେ ରଇକରି, ସେ ସାର୍‌ଦା ପୁରାପୁରୁନ୍‌ ଅଇବାକେ ତମ୍‌କେ ଏ ସବୁ କାତା କଇଲିଆଚି ।
12 This is my commandment to you, to love one another as I have loved you.
୧୨ମୁଇ ତମ୍‌କେ ଜେନ୍ତି ଆଲାଦ୍‌ କଲିଆଚି, ସମାନ୍‌ ସେନ୍ତି ତମେ ମିସା ନିଜର୍‌ ନିଜର୍‌ ବିତ୍‌ରେ ଆଲାଦ୍‌ ଅଇକରି ରୁଆ । ଏଟାସେ ମର୍‌ ଆଦେସ୍‌ ।
13 No one has greater love than this--a man laying down his life for his friends.
୧୩ନିଜର୍‌ ମଇତର୍‌ମନର୍‌ ଲାଗି ଜିବନ୍‌ ଦେବାଟା ଅଇଲାନି ସବୁର୍‌ଟାନେଅନି ବଡ୍‌ ଆଲାଦ୍‌ ।
14 You are my friends, if you do what I command you.
୧୪ମୁଇ ତମ୍‌କେ ଜନ୍‌ ଆଦେସ୍‌ ଦେଇଆଚି, ସେଟା ମାନ୍‌ସା ବଇଲେ ତମେ ମର୍‌ ମଇତର୍‌ମନ୍‌ ।
15 No longer do I call you servants, because a servant does not know what his master is doing; but I have called you friends, because all that I have heard from the Father I have made known to you.
୧୫ଏବେ ମୁଇ ତମ୍‌କେ ଗତିଦାଙ୍ଗ୍‌ଡାମନ୍‌ ବଲି ନ ଡାକି, କାଇକେ ବଇଲେ, ଗତିଦାଙ୍ଗ୍‌ଡା ତାର୍‌ ସାଉକାର୍‌ କାଇଟା କର୍‌ସି ସେଟା ନାଜାନେ । ମାତର୍‌ ମୁଇ ତମ୍‌କେ ମଇତର୍‌ ବଲି ଡାକ୍‌ବି, କାଇକେ ବଇଲେ ମୁଇ ବାବାର୍‌ତେଇ ଅନି ଜନ୍‌ ଜନ୍‌ ବିସଇ ସୁନି ଆଚି, ସେଟା ତମ୍‌କେ କଇଦେଲିଆଚି ।
16 It is not you who chose me, but it is I who chose you and appointed you that you might go and be fruitful and that your fruit might remain; so that whatever petition you present to the Father in my name He may give you.
୧୬ତମେ ମକେ ବାଚାସ୍‌ ନାଇ, ମାତର୍‌ ମୁଇ ତମ୍‌କେ ବାଚ୍‌ଲି ଆଚି । ଆରି ଜାଇକରି ଅଦିକ୍‌ ଅଦିକ୍‌ ପଲ୍‌ ଦାର୍‌ବାକେ ତମ୍‌କେ ଦାଇତ୍‌ ଦେଲି । ତମର୍‌ ପଲ୍‌ ସବୁ ଦିନର୍‌ ପାଇ ରଇସି । ତେବେ ତମେ ମର୍‌ ନାଉଁ ଦାରି ବାବାକେ କାଇଟା ମାଙ୍ଗ୍‌ଲେ ମିସା ସେ ତମ୍‌କେ ଦେଇସି ।
17 "Thus I command you to love one another.
୧୭ତମର୍‌ ତମର୍‌ ବିତ୍‌ରେ ଆଲାଦ୍‌ କରା । ଏଟା ଅଇଲାନି ମର୍‌ ଆଦେସ୍‌ ।”
18 If the world hates you, remember that it has first had me as the fixed object of its hatred.
୧୮“ଜାନିରୁଆ, ତମ୍‌କେ ଜଦି ଏ ଦୁନିଆ ଗିନ୍‌ କର୍‌ସି, ତେବେ ତମ୍‌କେ ଗିନ୍‌ କର୍‌ବା ଆଗ୍‌ତୁସେ ମକେ ଗିନ୍‌ କଲାଆଚେ ।
19 If you belonged to the world, the world would love its own property. But because you do not belong to the world, and I have chosen you out of the world--for that reason the world hates you.
୧୯ତମେ ଜଦି ଏ ଦୁନିଆର୍‌ ଲକ୍‌ମନ୍‌ ଅଇରଇତାସ୍‌ ଆଲେ ଏ ଦୁନିଆ ତମ୍‌କେ ନିଜର୍‌ ବାବି ଆଲାଦ୍‌ କର୍‌ତା, ମାତର୍‌ ମୁଇ ତମ୍‌କେ ବାଚି ଦୁନିଆଇଅନି ବେଗ୍‌ଲାଇ ଦେଇଆଚି । ସେଟାର୍‌ ପାଇ ଏ ଦୁନିଆ ତମ୍‌କେ ଗିନ୍‌କର୍‌ସି ।
20 Bear in mind what I said to you, 'A servant is not superior to his master.' If they have persecuted me, they will also persecute you: if they have obeyed my teaching, they will obey yours also.
୨୦ମୁଇ ଜନ୍‌ଟା କଇରଇଲି ଏତାଇଦେକା, ଗତିଦାଙ୍ଗ୍‌ଡା ତାର୍‌ ସାଉକାର୍‌ତେଇଅନି ବଡ୍‌ ନଏଁ ବଲି ମୁଇ ତମ୍‌କେ କଇରଇଲି । ସେମନ୍‌ ମକେ ସାଦି ଆଚତ୍‌ ଆରି ତମ୍‌କେ ମିସା ସାଦ୍‌ବାଇ । ଜଦି ସେମନ୍‌ ମର୍‌ ସିକିଆ ମାନିଆଚତ୍‌ ବଇଲେ ତମର୍‌ କାତା ମିସା ମାନ୍‌ବାଇ ।
21 But they will inflict all this suffering upon you on account of your bearing my name--because they do not know Him who sent me.
୨୧ମାତର୍‌ ତମେ ମର୍‌ ଲକ୍‌ ଅଇରଇବାର୍‌ ଲାଗି ସେମନ୍‌ ତମ୍‌କେ ଏନ୍ତାରି କର୍‌ବାଇ । କାଇକେ ବଇଲେ ମକେ ଜେ ପାଟାଇଲା ଆଚେ, ସେଟା ସେମନ୍‌ ନାଜାନତ୍‌ ।
22 "If I had not come and spoken to them, they would have had no sin; but as the case stands they are without excuse for their sin.
୨୨ଜଦି ମୁଇ ଆସି ଏ ସବୁ ବିସଇ ସେମନ୍‌କେ ବୁଜାଇ ନ ରଇତି ବଇଲେ, ସେମନ୍‌ ଦସି ନ ଅଇତାଇ, ମାତର୍‌ ଏ ପାପର୍‌ ଚଲାଚଲ୍‌ତି ପାଇ କାଇ ଚାଲାକି ଦେକାଇ ନାପାରତ୍‌ ।
23 He who hates me hates my Father also.
୨୩ଜେ ମକେ ଗିନ୍‌ କର୍‌ସି, ସେ ମର୍‌ ବାବା ପର୍‌ମେସର୍‌କେ ମିସା ଗିନ୍‌ କର୍‌ସି ।
24 If I had not done among them, as I have, such miracles as no one else ever did, they would have had no sin; but they have in fact seen and also hated both me and my Father.
୨୪ଜଦି ମୁଇ ତାକର୍‌ ବିତ୍‌ରେ କାବା ଅଇଜିବା କାମ୍‌ ନ କରି ରଇଲେ, ସେମନ୍‌ ପାପି ବଲି ଦସି ନ ଅଇତାଇ । ମାତର୍‌ ସେମନ୍‌ ମୁଇ କଲା କାବାଅଇଜିବା କାମ୍‌ମନ୍‌ ଦେକ୍‌ଲାଇ ଆଚତ୍‌ । ଏନ୍ତି ବଇଲେ ମିସା ସେମନ୍‌ ମକେ ଆରି ମର୍‌ ବାବା ପର୍‌ମେସର୍‌କେ ଗିନ୍‌ କଲାଇ ଆଚତ୍‌ ।
25 But this has been so, in order that the saying may be fulfilled which stands written in their Law, 'They have hated me without any reason.'
୨୫ମାତର୍‌ ଏସବୁ ଗଟ୍‌ବାର୍‌ ରଇଲା । କାଇକେବଇଲେ ସେଟାର୍‌ ଲାଗି ସେମନର୍‌ ସାସ୍‌ତରେ ଜାଇଟା ଲେକାଅଇଲା ଆଚେ, ସେଟା ସିଦ୍‌ ଅଇଲା । କାଇ ଦସ୍‌ ନ ରଇତେ ସେମନ୍‌ ମକେ ଗିନ୍‌ କଲାଇ ।
26 "When the Advocate is come whom I will send to you from the Father's presence--the Spirit of Truth who comes forth from the Father's presence--He will be a witness concerning me.
୨୬ସତଇସେ ସାଇଜକାରିଆ ଆତ୍‌ମା ଆଇସି । ସେ ବାବାର୍‌ତେଇ ଅନି ଆସି, ପର୍‌ମେସରର୍‌ ସବୁ ବିସଇର୍‌ ସତ୍‌ ଦେକାଇଦେଇସି । ମୁଇ ତାକେ ବାବାର୍‌ତେଇଅନି, ତମର୍‌ ଲଗେ ପାଟାଇବି । ଆରି ସେ ମର୍‌ ବିସଇ ତମ୍‌କେ କଇସି ।
27 And you also are witnesses, because you have been with me from the first.
୨୭ଆରି ତମେ ମିସା ମର୍‌ ବିସଇସେ କଇସା, କାଇକେବଇଲେ ଆରାମେଅନି ତମେ ମର୍‌ ସଙ୍ଗ୍‍ ଆଚାସ୍‌ ।”

< John 15 >