< Acts 3 >

1 One day Peter and John were going up to the Temple for the hour of prayer--the ninth hour--and, just then,
ଗଟେକ୍‌ ଦିନେ ପିତର୍‌ ଆରି ଜଅନ୍‌ ପାର୍‌ତନା କର୍‌ବାକେ ମନ୍ଦିରେ ଗାଲାଇ, ଜେଡେବେଲେ କି ପାର୍‌ତନା କର୍‌ବା ବେଲା ମୁଇଦାନିଆ ତିନ୍‌ ଗଁଟା ଅଇରଇଲା ।
2 some men were carrying there one who had been lame from birth, whom they were wont to place every day close to the Beautiful Gate (as it was called) of the Temple, for him to beg from the people as they went in.
ତେଇ ଗଟେକ୍‌ ଲକ୍‌ ରଇଲା । ସେ ଜନମେଅନି ଚଟା । ତାକେ ସବୁଦିନ୍‌ ଲକ୍‌ମନ୍‌ ବଇକରି ସୁନ୍ଦର୍‌ ବଲି କଇବା ମନ୍ଦିରର୍‌ ଡିଆଗଡି, ନିଆ ଆନା କର୍‌ତେରଇଲାଇ । ସେ ଜେନ୍ତିକି ମନ୍ଦିରେ ଆଇଲା ଲକ୍‌ମନ୍‌କେ ବିକ୍‌ ମାଙ୍ଗି ପାର୍‌ସି ।
3 Seeing Peter and John about to go into the Temple, he asked them for alms.
ପିତର୍‌ ଆରି ଜଅନ୍‌ ମନ୍ଦିର୍‌ ବିତ୍‌ରେ ପୁର୍‌ବାଟା ଦେକି ସେ ସେମନ୍‌କେ କାଇଟା ମିସା ଦିଆ, ବଲି ବିକ୍‌ମାଗ୍‌ଲା ।
4 Peter fixing his eyes on him, as John did also, said, "Look at us."
ପିତର୍‌ ଆରି ଜଅନ୍‌ ତାକେ ନିମାନ୍‌କରି ତିରିଆଇ ଦେକ୍‌ଲାଇ ଆରି ପିତର୍‌ କଇଲା, “ଆମର୍‌ ବାଟେ ଦେକ୍‌!”
5 So he looked and waited, expecting to receive something from them.
ସେ କାଇଟାଆଲେ ପାଇବା ଆସାଇ ସେମନର୍‌ ବାଟେ ମୁ ବୁଲାଇ ଦେକ୍‌ଲା ।
6 "I have no silver or gold," Peter said, "but what I have, I give you. In the name of Jesus Christ, the Nazarene-- walk!"
ମାତର୍‌ ପିତର୍‌ ତାକେ କଇଲା, “ମର୍‌ଲଗେ ସୁନା କି ରୁପା ନାଇ, ମକେ ଜାଇଟା ଆଚେ ସେଟା ତକେ ଦେଲିନି । ନାଜରିତର୍‌ ଜିସୁର୍‌ ନାଉଁଦାରି ମୁଇ ଆଦେସ୍‌ ଦେଲିନି, ଉଟ୍‌ ଆରି ଇଣ୍ଡ୍!”
7 Then taking his hand Peter lifted him up, and immediately his feet and ankles were strengthened.
ଏନ୍ତି କଇକରି ପିତର୍‌ ତାକେ ଉଜା ଆତ୍‌ ଦାରି ଉଟାଇଲା, ସେ ଦାପ୍‌ରେ ସେ ଲକର୍‌ ପାଦ୍‌ ଆରି ଗଡ୍‌ ସବୁ ଡାଟ୍‌ ଅଇଲା ।
8 Leaping up, he stood upright and began to walk, and went into the Temple with them, walking, leaping, and praising God.
ସେ ଚିକାଲ୍‌ନା ଡେଗଇକରି ଉଟ୍‌ଲା ଆରି ଇଣ୍ଡ୍‌ବାର୍‌ ଦାର୍‌ଲା । ସେ ଇଣ୍ଡି ଇଣ୍ଡି ଡେଗଇ ଡେଗଇ ପର୍‌ମେସରର୍‌ ଡାକ୍‌ପୁଟା କରିକରି ତାକର୍‌ ସଙ୍ଗ୍‍ ମନ୍ଦିରେ ଗାଲା ।
9 All the people saw him walking and praising God;
ତେଇ ରଇବା ଲକ୍‌ମନ୍‌ ତାକେ ଇଣ୍ଡ୍‌ବାଟା ଆରି ପର୍‌ମେସର୍‌କେ ଡାକ୍‌ପୁଟା କର୍‌ବାଟା ଦେକ୍‌ଲାଇ ।
10 and recognizing him as the man who used to sit at the Beautiful Gate of the Temple asking for alms, they were filled with awe and amazement at what had happened to him.
୧୦ମନ୍ଦିରର୍‌ ସୁନ୍ଦର୍‌ ନାଉଁର୍‌ ଡିଆଗଡି ବସି ରଇଲା ମାଙ୍ଗ୍‌ତିଆ ବଲି ଚିନ୍‌ଲାଇ । ଆରି ତାକେ ଜାଇଟା ଗଟି ରଇଲା ସବୁ ଜାନି କାବାଅଇଜାଇ କାନାବାନା ଅଇଲାଇ ।
11 While he still clung to Peter and John, the people, awe-struck, ran up crowding round them in what was known as Solomon's Portico.
୧୧ସେ ଲକ୍‌ ପିତର୍‌କେ ଆରି ଜଅନ୍‌କେ ନ ଚାଡ୍‌ତେରଇଲା । ସଲ୍‌ମନର୍‌ ପିଣ୍ଡାଇ ତାକର୍‌ ସଙ୍ଗ୍‌ ରଇବାଟା ଦେକି, ଲକ୍‌ମନ୍‌ କାବାଅଇଗାଲାଇ । ପଚେ ପାଲାଇ ଆଇଲାଇ ।
12 Peter, seeing this, spoke to the people. "Israelites," he said, "why do you wonder at this man? Or why gaze at us, as though by any power or piety of our own we had enabled him to walk?
୧୨ପିତର୍‌ ସେମନ୍‌କେ ଦେକି କଇଲା, “ଏ ଇସ୍‌ରାଏଲର୍‌ ବାଇମନ୍‌, ତମେ କାଇକେ କାବାଅଇଜାଇ ଆମର୍‌ ବାଟେ ଏନ୍ତାର୍‌ ଦେକ୍‌ଲାସ୍‌ନି? କାଇଟା ବାବ୍‌ଲାସ୍‌ନି? ଆମର୍‌ ନିଜର୍‌ ବପୁସଙ୍ଗ୍‍ କି ଦରମ୍‌ସଙ୍ଗ୍‍ ଏ ଲକ୍‌କେ ଇଣ୍ଡ୍‌ବା ବପୁ ଦେଲୁଆଚୁ?
13 The God of Abraham, Isaac, and Jacob, the God of our forefathers, has conferred this honour on His Servant Jesus, whom you delivered up and disowned in the presence of Pilate, when he had decided to let Him go.
୧୩ଆମର୍‌ ଆନିଦାଦିମନର୍‌ ପର୍‌ମେସର୍‌ ଅବ୍‌ରାଆମର୍‌, ଇସାକର୍‌ ଆରି ଜାକୁବର୍‌ ପରମେସର୍‌ ତାର୍‌ ସେବାକାରିଆ ଜିସୁକେ ଡାକ୍‌ପୁଟା କଲାଆଚେ । ମାତର୍‌ ତମେ ତାକେ ସାସନ୍‌କାରିଆମନର୍‌ ଆତେ ସର୍‌ପିଦେଲାସ୍‌ । ଏନ୍ତି କି ପିଲାତ୍‌ ତାକେ ଚାଡିଦେବାକେ ମନ୍‌କରି ରଇଲେ ମିସା ତାର୍‌ ମୁଆଟେ ଚାଡ୍‌ନାଇ ବଲି କଇଲାସ୍‌ ।
14 Yes, you disowned the holy and righteous One, and asked as a favour the release of a murderer.
୧୪ସେ ଆକା ଗଟେକ୍‌ସେ ସୁକଲ୍‌ ଆରି ଦରମ୍‌ ଲକ୍‌ ରଇଲା । ମାତର୍‌ ତମେ ତାକେ ନାମାସ୍‌ ନାଇ ଆରି ତାର୍‌ ବାଦୁଲେ ଗଟେକ୍‌ ନର୍‌ମାରୁକେ ମୁକ୍‌ଲାଇବାକେ ପିଲାତ୍‌କେ ଗୁଆରି କଲାସ୍‌ ।
15 The Prince of Life you put to death; but God has raised Him from the dead, and we are witnesses as to that.
୧୫ଜେ ଜିବନର୍‌ ବାଟ୍‌ ଦେକାଉ, ତାକେ ତମେ ମାର୍‌ଲାସ୍‌, ମାତର୍‌ ପର୍‌ମେସର୍‌ ତାକେ ମଲାଟାନେଅନି ଆରି ତରେକ୍‌ ଜିବନ୍‌ କରି ଉଟାଇଲା । ଆମେ ଅଇଲୁନି ତାର୍‌ ସାକି ।
16 It is His name-- faith in that name being the condition--which has strengthened this man whom you behold and know; and the faith which He has given has made this man sound and strong again, as you can all see.
୧୬ତାର୍‌ ନାଉଁର୍‌ ବପୁ ସଙ୍ଗ୍‍ ଏ ଚଟା ନିମାନ୍‌ ଅଇଲାଆଚେ । ଜନ୍‌ ଗଟ୍‍ନା ଏବେ ତମେ ନିଜେ ଦେକି ସତ୍‌ ବଲି ଜାନ୍‌ଲାସ୍‌, ସେଟା ଅବ୍‌କା ତାର୍‌ ନାଉଁଦାରି ବିସ୍‌ବାସ୍‌ କଲାକେସେ ମିଲ୍‌ଲା ଆଚେ । ଜିସୁକେ ବିସ୍‌ବାସ୍‌ କଲାକେ ସେ ନିମାନ୍‌ ଅଇଲା ଆଚେ, ଏଟା ତମେ ଦେକ୍‌ଲାସ୍‌ ।”
17 "And now, brethren, I know that it was in ignorance that you did it, as was the case with your rulers also.
୧୭“ସେଟାର୍‌ ପାଇ ଏ ଇସ୍‌ରାଏଲର୍‌ ବାଇମନ୍‌, ତମେ ଆରି ତମର୍‌ ନେତାମନ୍‌ ଜିସୁକେ ଜାଇଟା କଲାସ୍‌, ସେଟା ନାଜାନିକରି କଲାସ୍‌, ଏଟା ମୁଇ ଜାନି ।
18 But in this way God has fulfilled the declarations He made through all the Prophets, that His Christ would suffer.
୧୮ବେସି ବରସ୍‌ ଆଗ୍‌ତୁ ତାର୍‌ ବବିସତ୍‌ବକ୍‌ତା ମନର୍‌ଟାନେ ଅନି ଜାନାଇରଇବା କାତା ଇସାବେ ଏବେ ସିଦ୍‌ ଅଇଲା ଜେ, ସେ ମସିଅ ଦୁକ୍‌ପାଇବାକେ ଅଇସି ।
19 Repent, therefore, and reform your lives, so that the record of your sins may be cancelled, and that there may come seasons of revival from the Lord,
୧୯ସେନ୍ତିଆଲେ ତମେ ମନ୍‌ବାଦ୍‌ଲାଇ କରି ପରମେସରର୍‌ ବାଟେ ବାଉଡି ଆସା । ତେବେ ସେ ତମର୍‌ ପାପ୍‌ କେମା କର୍‌ସି ।”
20 and that He may send the Christ appointed beforehand for you--even Jesus.
୨୦ଆରି ମାପ୍‌ରୁର୍‌ଟାନେଅନି ଆତ୍‌ମାଇ ବପୁ ପାଇସା, ପରମେସର୍‌ ତମର୍‌ପାଇ ସେ ଆଗେଅନି ବାଚ୍‌ଲା, ମସିଅ ଜିସୁକେ ପାଟାଇସି ।
21 Heaven must receive Him until those times of which God has spoken from the earliest ages through the lips of His holy Prophets--the times of the reconstitution of all things. (aiōn g165)
୨୧ପର୍‌ମେସର୍‌ ସବୁ ବିସଇ ନୁଆ କର୍‌ବା ବେଲା ଜାକ ସେ ସର୍‌ଗେ ରଇସି । ଏଟା ପର୍‌ମେସର୍‌ ପୁର୍‌ବେ ରଇଲା ତାର୍‌ ସୁକଲ୍‌ ବବିସତ୍‌ବକ୍‌ତାମନ୍‌କେ ସପତ୍‌ କରିରଇଲା । (aiōn g165)
22 Moses declared, "'The Lord your God will raise up a Prophet for you from among your brethren as He has raised me. In all that He says to you, you must listen to Him.
୨୨ସେ ବିସଇ ମସା କଇରଇଲା, ତମର୍‌ ମାପ୍‌ରୁ ପରମେସର୍‌ ତମର୍‌ ଲଗେ ମର୍‌ପାରା ବବିସତ୍‌ବକ୍‌ତାକେ ପାଟାଇସି । ତମର୍‌ ବାଇମନର୍‌ ବିତ୍‌ରେ ଅନି ଗଟେକ୍‌ ଲକ୍‌କେ ପାଟାଇସି । ସେ ଜେତ୍‌କି ବିସଇ କଇସି, ସେଟା ସବୁ ତମେ ମାନ୍‌ବାର୍‌ ଆଚେ ।
23 And every one, without exception, who refuses to listen to that Prophet shall be utterly destroyed from among the People.'
୨୩କେ ଜଦି ସେ ବବିସତ୍‌ବକ୍‌ତାର୍‌ କାତା ନ ନାମେ ତାକେ ପରମେସରର୍‌ ଲକ୍‌ମନର୍‌ଟାନେଅନି ଅଲ୍‌ଗା କରି କୁରୁପ୍‌ନାସ୍‌ କରିପାକାଇସି ।
24 Yes, and all the Prophets, from Samuel onwards--all who have spoken--have also announced the coming of this present time.
୨୪ଜେତ୍‌କି କବର୍‌ ସୁନିରଇବା ବବିସତ୍‌ବକ୍‌ତା ରଇଲାଇ, ସାମୁଏଲ୍‌ ଆରି ଜେ ଜେ ତାର୍‌ ପଚେ ଆଇଲାଇ ଆରି ଏବେ ଜାଇଟା ଗଟ୍‌ଲା, ସେ ବିସଇ କଇରଇଲାଇ ।
25 "You are the heirs of the Prophets, and of the Covenant which God made with your forefathers when He said to Abraham, 'And through your posterity all the families of the world shall be blessed.'
୨୫ପର୍‌ମେସର୍‌ ବବିସତ୍‌ବକ୍‌ତାମନର୍‌ ଟଣ୍ଡେଅନି ଜନ୍‍ସବୁ କାତା ଦେଲାଆଚେ ସେଟା ତମର୍‌ ପାଇସେ ଟିକ୍‌ । ତମର୍‌ ଆନିଦାଦିମନର୍‌ ସଙ୍ଗ୍‍ ଜନ୍‌ ରାଜିନାମା କଲାଆଚେ, ତମେ ମିସା ତେଇ ମିସିଆଚାସ୍‌ । ପର୍‌ମେସର୍‌ ଅବ୍‌ରାଆମ୍‍କେ କଇରଇଲା, “ମୁଇ ତମର୍‌ ନାତିତିତି ମନର୍‌ଟାନେଅନି ଜଗତର୍‌ ସବୁ ଲକ୍‌କେ ଆସିର୍‌ବାଦ୍‌ କର୍‌ବି ।
26 It is to you first that God, after raising His Servant from the grave, has sent Him to bless you, by causing every one of you to turn from your wickedness."
୨୬ସେଟାର୍‌ପାଇ ପରମେସର୍‌ ତାର୍‌ ସେବାକାରିଆକେ ବାଚ୍‌ଲା ଆରି ତମ୍‌କେ ସବୁ ଲକ୍‌କେ ବାନିଆ ବାଟେଅନି ବାଉଡାଇଆନ୍‌ବାକେ ଆରି ଆସିର୍‌ବାଦ୍‌ କର୍‌ବାକେ ପର୍‌ତୁମ୍‌ ତାକେ ତମର୍‌ ଲଗେ ପାଟାଇଲା ।”

< Acts 3 >