< Revelation 8 >
1 And when he had opened the seventh seal, there was silence in heaven about the space of half an hour.
ମେଣ୍ଡାହିଲା ଜଃଡେବଃଳ୍ ସାତ୍ ଲଃମ୍ବର୍ ମୁଦ୍ରା ବାଙ୍ଗ୍ଲା, ସଃଡେବଃଳ୍ ସଃର୍ଗେ ହାକାହାକି ଅଦା ଗଣ୍ଟା ହଃତେକ୍ ଚିମ୍ରା ଚାହି ଗଃଲି ।
2 And I saw the seven angels who stood before God; and to them were given seven trumpets.
ତାର୍ହଃଚେ ମୁୟ୍ଁ ଇସ୍ୱରାର୍ ମୁୟେ ଟିଆ ଅୟ୍ଲା ସାତ୍ ଗଟ୍ ଦୁତ୍କେ ଦଃକ୍ଲେ, ସେମଃନ୍କେ ସାତ୍ଗଟ୍ ତୁରି ଦିଆ ଅୟ୍ଲି ।
3 And another angel came and stood at the altar, having a golden censer; and there was given to him much incense, that he should offer [it] with the prayers of all saints upon the golden altar which was before the throne.
ସେତାକ୍ ଆରେକ୍ ଗଟେକ୍ ଦୁତ୍ ଆସି ବେଦି ଲଃଗେ ଟିଆ ଅୟ୍ଲି, ତାର୍ ଆତେ ସନାର୍ ବଃତିରୁକା ରିଲି, ଆରେକ୍ ସିଙ୍ଗାସଣ୍ ମୁଁ ଲଃଗାର୍ ସନାର୍ ବେଦି ଉହ୍ରେ ସଃବୁ ଦଃର୍ମି ଲକ୍ମଃନାର୍ ପାର୍ତ୍ନା ସଃଙ୍ଗ୍ ମିସୁକ୍ ତାକ୍ ଗାଦେକ୍ ଦୁହ୍ଣି ଦିଆ ଅୟ୍ଲି ।
4 And the smoke of the incense, [which came] with the prayers of the saints, ascended before God out of the angel's hand.
ସେତାକ୍ ଦୁତାର୍ ଆତେହୁଣି ଦୁହ୍ଣିର୍ ଦୁଆଁ ଦଃର୍ମି ଲକ୍ମଃନାର୍ ପାର୍ତ୍ନା ସଃଙ୍ଗ୍ ଇସ୍ୱର୍ ମୁୟେ ଉଟ୍ଲି ।
5 And the angel took the censer, and filled it with fire of the altar, and cast [it] upon the earth: and there were voices, and thunderings, and lightnings, and an earthquake.
ହଃଚେ ସେ ଦୁତ୍ ବଃତିରୁକା ଦଃରି ବେଦିର୍ ଜୟେ ସେରି ହୁର୍ନ୍ କଃରି ହୁର୍ତି ଉହ୍ରେ ହଃକାୟ୍ଲା । ସେତାକ୍ ବିଜ୍ଲି ସଃବ୍ଦ୍, ବିନ୍ବିନ୍ ସଃବ୍ଦ୍, ଉଜାଳ୍ ଆର୍ ମାଟି ଲଦ୍ବଃଦ୍ଲି ।
6 And the seven angels who had the seven trumpets prepared themselves to sound.
ସଃଡେବଃଳ୍ ସାତ୍ଗଟ୍ ତୁରି ଦଃର୍ଲା ସାତ୍ଗଟ୍ ଦୁତ୍ ତୁରି ସଃବଦ୍ କଃରୁକେ ଜଃଗ୍ରାତ୍ ଅୟ୍ଲାୟ୍ ।
7 The first angel sounded, and there followed hail and fire mingled with blood, and they were cast upon the earth: and the third part of trees was burnt up, and all green grass was burnt up.
ହଃର୍ତୁ ଦୁତ୍ ତୁରି ସଃବ୍ଦ୍ କଃଲା ଦାହ୍ରେ ବଃନି ମିସ୍ଲା ଟେଳା ଆର୍ ଜୟ୍ ଆସି ହୁର୍ତିୟେ ହଃକାୟ୍ ଅୟ୍ଲି; ସେତାକ୍ ହୁର୍ତି ଆର୍ ଗଃଚ୍ମଃନାର୍ ତିନିବାଗ୍ ହୁଣି ଗଟେକ୍ ବାଗ୍ ଆରେକ୍ ସଃବୁ କଃଚା ହଃତ୍ରିଆ ଡିସ୍ତା ରଃନ୍ ସଃବୁ ହଡିଗଃଲି ।
8 And the second angel sounded, and as it were a great mountain burning with fire was cast into the sea: and the third part of the sea became blood;
ଦୁୟ୍ ଲଃମ୍ବର୍ ଦୁତ୍ ତୁରି ସଃବଦ୍ କଃଲାଦାହ୍ରେ ଜଃନ୍କଃରି ଜୟ୍ଲାଗ୍ତା ଗଟେକ୍ ବଃଡ୍ ହଃର୍ବାତ୍ ସଃମ୍ନ୍ଦେ ହଃକାୟ୍ ଅୟ୍ଲି । ସେତାକ୍ ସଃମ୍ନ୍ଦାର୍ ତିନିବାଗ୍ ହୁଣି ଗଟେ ବାଗ୍ ବଃନି ଅୟ୍ଗଃଲି,
9 And the third part of the creatures which were in the sea, and had life, died; and the third part of the ships were destroyed.
ଆରେକ୍ ସଃମ୍ନ୍ଦେ ରିଲା ଜଃତୁମଃନାର୍ ତିନିବାଗ୍ ମଃଲାୟ୍ ଆର୍ ଡଙ୍ଗାର୍ ତିନିବାଗ୍ ନଃସ୍ଟ୍ ଅୟ୍ଲି ।
10 And the third angel sounded, and there fell a great star from heaven, burning as it were a lamp, and it fell upon the third part of the rivers, and upon the fountains of waters;
ତିନି ଲଃମରାର୍ ଦୁତ୍ ତୁରି ସଃବ୍ଦ୍ କଃଲାଦାହ୍ରେ ଜୟ୍ଦାଉ ହର୍ ଲାଗ୍ତା ଗଟେକ୍ ବଃଡ୍ ତାରା ଅଃଗାସେ ହୁଣି ଉଟ୍କି ଅୟ୍ ଗାଡ୍ ମଃନାର୍ ତିନିବାଗେ ହୁଣି ଗଟେ ବାଗ୍ ହାଜ୍ରାହାଣି ଉହ୍ରେ ଅଦୁର୍ଲି ।
11 And the name of the star is called Wormwood: and the third part of the waters became wormwood; and many men died by the waters, because they were made bitter.
ସେ ତାରାର୍ ନାଉଁ “ହିତା ।” ସେତାକ୍ ହାଣିର୍ ୩ ବାଗ୍ ହୁଣି ଗଟେ ବାଗ୍ ହିତା ଅୟ୍ଲି, ଆର୍ ଗାଦେକ୍ ଲକ୍ ସେ ହାଣିର୍ ଗିନେ ମଃଲାୟ୍, ବଃଲେକ୍ ସେରି ହିତା କଃରା ଜାୟ୍ରିଲି ।
12 And the fourth angel sounded, and the third part of the sun was smitten, and the third part of the moon, and the third part of the stars; so that the third part of them was darkened, and the day shone not for a third part of it, and the night likewise.
ଚାରି ଲଃମ୍ବର୍ ଦୁତ୍ ତୁରି ସଃବ୍ଦ୍ କଃଲା ଦାହ୍ରେ, ବେଳ୍, ଜଃନ୍ ଆର୍ ତାରାମଃନାର୍ ତିନିବାଗ୍ ହୁଣି ଗଟେବାଗ୍ ଦଃକା ହାୟ୍ଲାକ୍ ସେସଃବୁର୍ ତିନିବାଗାର୍ ଗଟେ ବାଗ୍ ଅଃନ୍ଦାର୍ ଅୟ୍ଲି, ଦିନାର୍ ତିନିବାଗାର୍ ଗଟେ ବାଗ୍ ଉଜାଳ୍ ନୟ୍ଲି ଆର୍ ରାତି ହେଁ ସେରଃକମ୍ ଅୟ୍ଲି ।
13 And I beheld, and heard an angel flying through the midst of heaven, saying with a loud voice, Woe, woe, woe, to the inhabiters of the earth, by reason of the other voices of the trumpet of the three angels, which are yet to sound!
ହଃଚେ ମୁଁୟ୍ ଦଃକ୍ଲେ, ଆର୍ ଅଃଗାସାର୍ ମଃଜି ବାଗେ ଉଡ୍ତିରିଲା ଗଟେକ୍ ରାବଣ୍ ଚେଳେ ଉଲ୍ଗାଟ୍ ଅୟ୍ ଇରି କଃଉତି ରିଲାର୍ ସୁଣ୍ଲେ, ଚି! ଚି! ଚି! ହୁର୍ତିବିର୍ ଦୁକ୍ ହାଉତା ଲକ୍ମଃନ୍, କାୟ୍ତାକ୍ବଃଲେକ୍ ଆରେକ୍ ତିନି ଗଟ୍ ଦୁତ୍ ତୁରି ସଃବ୍ଦ୍ କଃରୁକେ ଜଃଉଁଲାୟ୍ ।