< Revelation 7 >
1 And after these things I saw four angels standing on the four corners of the earth, holding the four winds of the earth, that the wind should not blow on the earth, nor on the sea, nor on any tree.
ତାର୍ହଃଚେ ମୁୟ୍ଁ ଦଃକ୍ଲେ, ହୁର୍ତି କି ସଃମ୍ନ୍ଦ୍ ବୁଏଁ କି କୁୟ୍ ଗଃଚ୍ ଉହ୍ରେ ଜଃନ୍କଃରି ବାଉ ନଃଦୁକେ, ଇତାର୍ ଗିନେ ହୁର୍ତିବିର୍ ଚାରି କଣେ ଚାରି ଗଟ୍ ଦୁତ୍ ଟିଆ ଅୟ୍ ହୁର୍ତିବିର୍ ଚାରି କନେ ବାଉକ୍ ତେବାୟ୍ ଦଃରି ଆଚ୍ତି ।
2 And I saw another angel ascending from the east, having the seal of the living God: and he cried with a loud voice to the four angels, to whom it was given to hurt the earth and the sea,
ଆରେକ୍ ମୁଁୟ୍ ଗଟେକ୍ ଦୁତ୍କେ ହୁର୍ବ୍ ଦିଗେ ହୁଣି ଉଟି ଆସ୍ତାର୍ ଦଃକ୍ଲେ; ତାର୍ ଆତେ ଜିବନ୍ ଇସ୍ୱରାର୍ ମୁଦ୍ରା ରିଲି । ହୁର୍ତି ଆର୍ ସଃମ୍ନ୍ଦ୍ ନଃସ୍ଟ୍ କଃରୁକେ ଅଃଦିକାର୍ ଦିଆ ଅୟ୍ଲା ସେ ଚାରି ଗଟ୍ ଦୁତ୍କେ ସେ କୁଦି କୟ୍ଲା,
3 Saying, Hurt not the earth, neither the sea, nor the trees, till we have sealed the servants of our God in their foreheads.
“ଅଃମିମଃନ୍ ତୁମିମଃନାର୍ ଇସ୍ୱରାର୍ ସେବାକାରିମଃନାର୍ କଃହାଳେ ମୁଦ୍ରା ନଃମାର୍ତା ହଃତେକ୍ ତୁମିମଃନ୍ ହୁର୍ତି କି ସଃମ୍ନ୍ଦ୍ କି ଗଃଚ୍ମଃନ୍କ୍ ନଃସ୍ଟ୍ କଃରାନାୟ୍ ।”
4 And I heard the number of them who were sealed: [and there were] sealed a hundred [and] forty four thousand of all the tribes of the children of Israel.
ତାର୍ହଃଚେ ମୁଦ୍ରା ମାରା ଅୟ୍ଲା ଲକ୍ମଃନାର୍ ଲଃମ୍ବର୍ ମୁୟ୍ଁ ସୁଣ୍ଲେ, ଇସ୍ରାଏଲାର୍ ହୟ୍ସିମଃନାର୍ ସଃବୁ ବଃଉଁସ୍ ବିତ୍ରେ ହୁଣି ୧୪୪,୦୦୦ ଲକ୍କେ ମୁଦ୍ରା ମାରା ଅୟ୍ଲି ।
5 Of the tribe of Judah [were] sealed twelve thousand. Of the tribe of Reuben [were] sealed twelve thousand. Of the tribe of Gad [were] sealed twelve thousand.
ଜିଉଦା ବଃଉଁସେ ହୁଣି ବାର ଆଜାର୍, ରୁବେନ୍ ବଃଉଁସେ ହୁଣି ବାର ଆଜାର୍, ଗାଦ ବଃଉଁସେ ହୁଣି ବାର ଆଜାର୍, ମୁଦ୍ରାମାର୍ଲାର୍,
6 Of the tribe of Asher [were] sealed twelve thousand. Of the tribe of Naphtalim [were] sealed twelve thousand. Of the tribe of Manasses [were] sealed twelve thousand.
ଆସେର୍ ବଃଉଁସେ ହୁଣି ବାର ଆଜାର୍, ନପ୍ତାଲି ବଃଉଁସେ ହୁଣି ବାର ଆଜାର୍, ମନସି ବଃଉଁସେ ହୁଣି ବାର ଆଜାର୍,
7 Of the tribe of Simeon [were] sealed twelve thousand. Of the tribe of Levi [were] sealed twelve thousand. Of the tribe of Isachar [were] sealed twelve thousand.
ସିମିୟନ୍ ବଃଉଁସେ ହୁଣି ବାର ଆଜାର୍, ଲେବି ବଃଉଁସେ ହୁଣି ବାର ଆଜାର୍, ଇସାକାର୍ ବଃଉଁସେ ହୁଣି ବାର ଆଜାର୍,
8 Of the tribe of Zabulon [were] sealed twelve thousand. Of the tribe of Joseph [were] sealed twelve thousand. Of the tribe of Benjamin [were] sealed twelve thousand.
ସୁବ୍ଲନ୍ ବଃଉଁସେ ହୁଣି ବାର ଆଜାର୍, ଜସେପ୍ ବଃଉଁସେ ହୁଣି ବାର ଆଜାର୍, ବିନ୍ୟାମିନ୍ ବଃଉଁସେ ହୁଣି ବାର ଆଜାର୍ ମୁଦ୍ରା ମାର୍ଲାର୍ ।
9 After this I beheld, and lo, a great multitude, which no man could number, of all nations, and kindreds, and people, and languages, stood before the throne, and before the Lamb, clothed with white robes, and palms in their hands;
ଇତାର୍ ହଃଚେ ମୁଁୟ୍ ଦଃକ୍ଲେ, ଆର୍ ଦଃକା, ସଃବୁ ଜାତି, ସଃବୁ କୁଟୁମ୍, ସଃବୁ ଦେସ୍, ଆର୍ ସଃବୁ ବାସାର୍ ଅଲେକାର୍ ଗଟେକ୍ ଲକ୍ ଦଃଳ୍ ଦବ୍ ବଃସ୍ତର୍ ହିନ୍ଦି ଆର୍ କଃଜ୍ରି ଡାଳ୍ ଆତେ ଦଃରି ସିଙ୍ଗାସଣ୍ ଆର୍ ମେଣ୍ଡାହିଲାର୍ ମୁୟେ ଟିଆ ଅୟ୍ ଆଚ୍ତି ।
10 And cried with a loud voice, saying, Salvation to our God who sitteth upon the throne, and to the Lamb.
ସେମଃନ୍ ଆଉଲି ଅୟ୍ କଃଉଁଲାୟ୍, “ମୁକ୍ଳାଉତାର୍ ସିଙ୍ଗାସଣେ ବଃସ୍ଲା ଇସ୍ୱରାର୍ ଆର୍ ମେଣ୍ଡାହିଲାର୍ କାମ୍ ।”
11 And all the angels stood around the throne, and [about] the elders and the four living beings, and fell before the throne on their faces, and worshiped God,
ଆରେକ୍ ସଃବୁ ଦୁତ୍ ସିଙ୍ଗାସଣ୍, ପାରାଚିନ୍ମଃନ୍ ଆର୍ ଚାରି ଜିବ୍ ଚାରିବାଟ୍ ଟିଆ ଅୟ୍ଆଚ୍ତି, ଆର୍ ସିଙ୍ଗାସଣାର୍ ମୁୟେ ଲଃହ୍ଟିକଃରି ଇସ୍ୱର୍କେ ଜୁଆର୍ କଃରି
12 Saying, Amen: Blessing, and glory, and wisdom, and thanksgiving, and honor, and power, and might, [be] to our God for ever and ever. Amen. (aiōn )
କଃଉଁଲାୟ୍, “ଆମେନ୍; ଗୁଣ୍ଗିତ୍, ଜଃଜ୍ମାନ୍ ଗ୍ୟାନ୍, ଜୁଆର୍, ମାନ୍ତି, ବଃଳ୍ ଆର୍ ସଃକାତ୍ ଜୁଗେଜୁଗେ ଅଃମାର୍ ଇସ୍ୱରାର୍; ଆମେନ୍ ।” (aiōn )
13 And one of the elders answered, saying to me, Who are these that are arrayed in white robes? and whence came they?
ଆରେକ୍ ପାରାଚିନ୍ ମଃନାର୍ ବିତ୍ରେ ହୁଣି ଗଟେକ୍ ଲକ୍ ମକ୍ ହଃଚାର୍ଲା, “ଦବ୍ ବଃସ୍ତର୍ ହିନ୍ଦ୍ଲା ଏ ଲକ୍ମଃନ୍ କେ ଆର୍ ସେମଃନ୍ କୁୟ୍ତି ହୁଣି ଆସି ଆଚ୍ତି?”
14 And I said to him, Sir, thou knowest. And he said to me, These are they who came out of great tribulation, and have washed their robes, and made them white in the blood of the Lamb.
ମୁୟ୍ଁ ତାକ୍ କୟ୍ଲେ, “ଏ ମର୍ ମାପ୍ରୁ, ତୁୟ୍ ହ୍କା ସେରି ଜାଣି ଆଚ୍ସି ।” ସେତାକ୍ ସେ ମକ୍ କୟ୍ଲା, “ଇମଃନ୍ ବଃଡ୍ ଦୁକ୍କଃସ୍ଟେ ହୁଣି ବାରାୟ୍ ଆସି ଆଚ୍ତି ଆର୍ ମେଣ୍ଡାହିଲାର୍ ବଃନି ତଃୟ୍ ଅଃହ୍ଣା ଅଃହ୍ଣାର୍ ବଃସ୍ତର୍ ଦଃୟ୍ ଦବ୍ କଃରି ଆଚ୍ତି ।
15 Therefore they are before the throne of God, and serve him day and night in his temple: and he that sitteth on the throne will dwell among them.
ସେତାର୍ଗିନେ ସେମଃନ୍ ଇସ୍ୱରାର୍ ସିଙ୍ଗାସଣ୍ ମୁଏଁ ରଃୟ୍ ଦିନ୍ରାତି ତାର୍ ହୁଜା କଃର୍ତି, ଆରେକ୍ ସିଙ୍ଗାସଣେ ବଃସିରିଲା ଲକ୍ ସେମଃନାର୍ ବିସାଉଁଣି ଗଃର୍ ଅୟ୍ଦ୍ ।
16 They shall hunger no more, neither thirst any more; neither shall the sun light on them, nor any heat.
ସେମଃନ୍କେ ଆର୍ କଃବେ ହେଁ ବୁକ୍ କି ସସ୍ ନଃଲାଗେ, ଆରେକ୍ ବେଳ୍ କି କୁୟ୍ ତଃହାତ୍ରି ସେମଃନ୍କେ ହଡାଉଁ ନାହାରେ,
17 For the Lamb who is in the midst of the throne will feed them, and will lead them to living fountains of waters: and God will wipe away all tears from their eyes.
କାୟ୍ତାକ୍ବଃଲେକ୍ ସିଙ୍ଗାସଣାର୍ ବଃସିରିଲା ମେଣ୍ଡାହିଲା ସେମଃନାର୍ ଗଃଉଳିଆ ଅୟ୍ଦ୍ ଆର୍ ଜିବନ୍ ଦେତା ହାଜ୍ରା ହାଣିର୍ ଚଃମେ ସେମଃନ୍କେ କାଡାୟ୍ ନଃୟ୍ଦ୍, ଆରେକ୍ ଇସ୍ୱର୍ ସେମଃନାର୍ ଆକିର୍ ସଃବୁ ଆସୁ ହୁଚି ଦଃୟ୍ଦ୍ ।”