< Luke 21 >
1 And he looked up, and saw rich men casting their gifts into the treasury.
ଇତାର୍ହଃଚେ ଜିସୁ ଚାରିହାକ୍ ଆକିହ୍କାୟ୍, ମାଜନ୍ ଲକମଃନ୍ ଦାନ୍ହେଳି ତଃୟ୍ ନିଜାର୍ ନିଜାର୍ ଦାନ୍ ଦେତାର୍ ଦଃକ୍ଲା ।
2 And he saw also a certain poor widow, casting in thither two mites.
ଆର୍, ଜିସୁ ଗଟ୍ ଗଃରିବ୍ ରାଣ୍ଡି ଜଳେକ୍ ସାନ୍ ତାମ୍ବାକାସୁ ହଃକାଉତାର୍ ଦଃକ୍ଲା
3 And he said, Of a truth I say to you, that this poor widow hath cast in more than they all.
ମୁୟ୍ଁ ତୁମିମଃନ୍କେ ନିଜ୍କଃରି କଃଉଁଲେ, “ଇ ଗଃରିବ୍ ରାଣ୍ଡି ସଃବ୍କେ ଅଃଦିକ୍ ଦିଲିଆଚେ ।
4 For all these have of their abundance cast in to the offerings of God: but she of her penury hath cast in all the living that she had.
କାୟ୍ତାକ୍ବଃଲେକ୍ ଇ ସଃବୁ ଲକ୍ ବଃଣ୍ଡାରେ ନିଜାର୍ ନିଜାର୍ ଉବୁର୍ଲା ଦଃନ୍ ଅଃଳକ୍ ଅଃଳକ୍ ହଃକାୟଲାୟ୍, ମଃତର୍ ଏ ନିଜାର୍ ଅକେଟ୍ ବଃଳ୍ ନିଜାର୍ ଜିବନ୍ ବଚାଉଁକେ ଜଃତେକ୍ ରିଲି, ସେ ସଃବୁ ଦାନ୍କଃଲି ।”
5 And as some spoke of the temple, that it was adorned with goodly stones, and gifts, he said,
ଆର୍ କଃତେକ୍ ଚେଲାମଃନ୍ ମନ୍ଦିରାର୍ ବିସୟେ କଃତାବାର୍ତା ଅଃଉତି ରିଲାୟ୍ । ସେମଃନ୍ କଃଉତି ରିଲାୟ୍, ସେତି ତିଆର୍ ଅୟ୍ରିଲା ସୁନ୍ଦୁର୍ ଟେଳା, ଆର୍ ଇସ୍ୱର୍କେ ଦାନ୍ ଦଃୟ୍ରିଲା, ଜିନିସ୍ସଃବୁ ସଃଙ୍ଗ୍ ମନ୍ଦିର୍ ବଃଡେ ସୁନ୍ଦୁର୍ ଡିସୁଲି ।
6 [As for] these things which ye behold, the days will come, in which there shall not be left one stone upon another, that will not be thrown down.
ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ ଇରି ଜାୟ୍ରି ସଃବୁ ଦଃକୁଲାସ୍, ବେଳା ଆସେଦ୍ ଜଃଡେବଃଳ୍ ଗଟେକ୍ ଟେଳା ଆରେକ୍ ଗଟେକ୍ ଟେଳା ଉହ୍ରେ ନଃରେୟ୍, ସଃର୍ନେ ମାଟାୟ୍ ମିସେଦ୍ ।”
7 And they asked him, saying, Master, but when will these things be? and what sign [will there be] when these things shall come to pass?
ସେତାକ୍ ସେମଃନ୍ ତାକ୍ ହଃଚାର୍ଲାୟ୍, “ଏ ଗୁରୁ, ତଃବେ ଇସଃବୁ କଃବେ ଗଃଟେଦ୍? ଆରେକ୍ ଜୁୟ୍ ବେଳାୟ୍ ଇ ସଃବୁ ଗଃଟ୍ଣା ଲଃଗେ ଅୟ୍ଦ୍ ସଃଡେବଃଳାର୍ ଚିନ୍ କାୟ୍ରି?”
8 And he said, Take heed that ye be not deceived: for many will come in my name, saying, I am [Christ]; and the time draweth near: therefore go ye not after them.
ସେତାକ୍ ଜିସୁ କୟ୍ଲା, “ଜଃଗ୍ରାତ୍ ରିଆ, ତୁମିମଃନ୍ ଜଃନ୍କଃରି ଉଲୁ ନଃଉଁଆସ୍; କାୟ୍ତାକ୍ବଃଲେକ୍ ଗାଦେକ୍ ଲକ୍ମଃନ୍ ମର୍ ନାଉଁଏ ଆସି ମୁୟ୍ଁ ସେ ଆର୍ ବେଳ୍ ହଚ୍ଲିନି ବଃଲି କଃଉତି; ସେମଃନାର୍ ହଃଚେ ଜାହାନାୟ୍ ।
9 But when ye shall hear of wars, and commotions, be not terrified: for these things must first come to pass: but the end [is] not immediately.
ମଃତର୍ ତୁମିମଃନ୍ ଜଃଡେବଃଳ୍ ଜୁଜ୍ ଆର୍ ଗଣ୍ଡ୍ଗଳ୍ ଅଃଉତାର୍ ସୁଣାସ୍, ସଃଡେବଃଳ୍ ଡିରା ନାୟ୍; କାୟ୍ତାକ୍ବଃଲେକ୍ ଇରିମଃନ୍ ହଃର୍ତୁ ଗଃଟେଦ୍, ମଃତର୍ ତଃତ୍କାଣ୍ ଜୁଗ୍ ସେସ୍ ନୟ୍ ।”
10 Then said he to them, Nation will rise against nation, and kingdom against kingdom:
ତାର୍ହଃଚେ ସେ ସେମଃନ୍କେ କୟ୍ଲା, “ଲକ୍ ବିରଦେ ଲକ୍ ଆର୍ ରାଇଜ୍ ବିରଦେ ରାଇଜ୍ ଉଟ୍ତି ।
11 And great earthquakes will be in divers places, and famines, and pestilences: and fearful sights, and great signs will there be from heaven.
ଆର୍ ବଃଡ୍ବଃଡ୍ ବୁଇଁକମ୍ପ୍, ଆର୍ ଟାଣେ ଟାଣେ ମଃର୍ଡି ଦଃରେଦ୍ ଆର୍ କଃତାର୍ ଅୟ୍ଦ୍, ଆର୍ ଅଃଗାସ୍ ଉହ୍ରେ ବୟଃଙ୍କାର୍ ଗଃଟ୍ଣାମଃନ୍ ଦଃକାୟ୍ ଅୟ୍ଦ୍ ଆର୍ ବଃଡେ ବଃଡେ ଚିନ୍ମଃନ୍ ଡିସେଦ୍ ।
12 But before all these they will lay their hands on you, and persecute [you], delivering [you] up to the synagogues, and into prisons, being brought before kings and rulers for my name's sake.
ମଃତର୍ ଇସଃବୁ ଗଃଟ୍ଣା ଗଃଟ୍ତା ହୁର୍ବେ ଲକ୍ମଃନ୍ ତୁମିକେ ଦଃର୍ତି ଆର୍ ପାର୍ତ୍ନା ଗଃରେ ଆର୍ ଜଃଇଲେ ସଃର୍ହି ଦଃୟ୍ ଆର୍ଲା କଃର୍ତି ମର୍ ନାଉଁଏ ତୁମିକେ ରଃଜା ଆର୍ ସଃର୍କାର୍ ଅଃଦିକାରିମଃନାର୍ ତଃୟ୍ ଟିଆ ଅଃଉଁକେ ହଃଳେଦ୍;
13 And it shall turn to you for a testimony.
ଇରି ମର୍ ବିସୟେ ବିନ୍ ଲକ୍ମଃନ୍କେ ସାକି ଦେଉଁକେ ତୁମିମଃନ୍କେ ବାଟ ମିଳେଦ୍ ।
14 Settle [it] therefore in your hearts, not to meditate before what ye shall answer.
ବଃଲେକ୍ ନିଜାର୍ ବିସୟେ କାୟ୍ ଉତୁର୍ ଦିଆସ୍ ସେତାକ୍ ଆଗ୍ତୁ ଚିତା ନଃକେରୁକ୍ ଅଃହ୍ଣା ଅଃହ୍ଣାର୍ ମଃନ୍ ବିତ୍ରେ ତିର୍ କଃରା;
15 For I will give you a mouth and wisdom, which all your adversaries shall not be able to gainsay nor resist.
କାୟ୍ତାକ୍ବଃଲେକ୍ ମୁୟ୍ଁ ତୁମିମଃନ୍କେ ଅଃନ୍କାର୍ କଃତା ଆର୍ ଗ୍ୟାନ୍ ଦଃୟ୍ନ୍ଦ୍ ଜେ, ତୁମିମଃନାର୍ ସଃର୍ନେ ବିରଦି ଲକ୍ ସେତାର୍ ବିରଦ୍ କି ଜଃବାଉ ଦେଉଁକ୍ ନଃହାର୍ତି ।
16 And ye will be betrayed both by parents, and brethren, and kinsmen, and friends; and [some] of you will they cause to be put to death.
ମଃତର୍ ତୁମିମଃନ୍କେ ଉବାଦି ଆୟ୍ଦି, ବାୟ୍, ନିଜାର୍ ଲକ୍ମଃନ୍ ହେଁ ସଃର୍ହି ଦେତି, ଆରେକ୍ ତୁମାର୍ ବିତ୍ରେ ସଃଙ୍ଗ୍ ମଃନ୍ହେଁ କାକେ କାକେ ମଃର୍ନେ ମାର୍ତି ।
17 And ye will be hated by all [men] for my name's sake.
ଆରେକ୍ ମର୍ ନାଉଁଆର୍ ଗିନେ ତୁମିମଃନ୍କେ ସଃବୁଲକ୍ ଗିଣ୍ କଃର୍ତି ।
18 But there shall not a hair of your head perish.
ମଃତର୍ ତୁମାର୍ ମୁଣ୍ଡାର୍ ବାଳ୍ ହେଁ ନଃସ୍ଟ୍ ନୟ୍ ।
19 In your patience possess ye your souls.
ତୁମିମଃନ୍ ଅଃଟୁଆ ଅୟ୍ରିଲେକ୍ ଅଃହ୍ଣା ଅଃହ୍ଣାର୍ ହଃରାଣ୍ ରଃକ୍ୟା କଃରାସ୍ ।”
20 And when ye shall see Jerusalem compassed with armies, then know that its desolation is nigh.
“ମଃତର୍ ତୁମିମଃନ୍ ଜଃଡେବଃଳ୍ ଜିରୁସାଲମ୍କେ ସଃଇନ୍ ଦଃଳ୍ ମଃନ୍ ବେଳି ଅୟ୍ଲାର୍ ଦଃକାସ୍ ସଃଡେବଃଳ୍ ସେରି ବଃସମ୍ ଅଃଉତାର୍ ଲଃଗେ ଅୟ୍ଲି ବଃଲି ଜାଣାସ୍ ।
21 Then let them who are in Judea flee to the mountains; and let them who are in the midst of it depart [from it]; and let not them that are in the countries enter into it.
ସଃଡେବଃଳ୍ ଜୁୟ୍ ଲକ୍ମଃନ୍ ଜିଉଦା ରାଇଜେ ରେତି, ସେମଃନ୍ ଡଙ୍ଗୁର୍ ଉହ୍ରେ ହଃଳାୟ୍ ଜଃଅତ୍, ଜୁୟ୍ଲକ୍ ଗଃଳ୍ ବିତ୍ରେ ରେତି, ନିଚୟ୍ ସେମଃନ୍ ବାରାୟ୍ ଜଃଅତ୍, ଆର୍ ଜୁୟ୍ଲକ୍ ଗାଉଁଏ ରେତି, ସେମଃନ୍ ଗଃଳ୍ ବିତ୍ରେ ନଃଜଃଅତ୍;
22 For these are the days of vengeance, that all things which are written may be fulfilled.
କାୟ୍ତାକ୍ବଃଲେକ୍ ଲେକ୍ଲା କଃତା ସଃବୁ ହୁରୁଣ୍ ଅଃଉଁକେ ସେରି ଟିକ୍ ଡଃଣ୍ଡାର୍ ବେଳା ଅୟ୍ଦ୍ ।
23 But woe to them that are with child, and to them that nurse infants in those days! for there shall be great distress in the land, and wrath upon this people.
ସଃଡେବଃଳ୍ ଜୁୟ୍ ଟକିମଃନ୍ ଆଙ୍ଗେ ରେତି ଆର୍ ଜୁୟ୍ ଟକିମଃନାର୍ ଦୁଦ୍ କଃତା ସାନ୍ ହିଲା ରେତି, ସେମଃନ୍ ବଃଡେ ଦୁକ୍ ହାଉତି, କାୟ୍ତାକ୍ବଃଲେକ୍ ହୁର୍ତିବିଏ ବଃଡ୍ ବିପ୍ତି ଆର୍ ଇ ଜାତିକେ ଡଃଣ୍ଡ୍ ଗଃଟେଦ୍ ।
24 And they shall fall by the edge of the sword, and shall be led away captive into all nations: and Jerusalem shall be trodden down by the Gentiles, until the times of the Gentiles shall be fulfilled.
ଆର୍ ସେମଃନ୍ କଃଣ୍ଡା ଲଃଗେ ହୁଜାଇ ଅଃଉତି ଆର୍ ବାନ୍ଦାୟ୍ ଅୟ୍ ସଃବୁ ଅଜିଉଦି ବିତ୍ରେ ନିଆ ଅଃଉତି, ଆରେକ୍ ବିନ୍ ଜାତିମଃନାର୍ କାଳ୍ ହୁରୁଣ୍ ନଃଉତା ହଃତେକ୍ ଜିରୁସାଲମ୍ ସେମଃନାର୍ ହାଦ୍ତଃଳେ ରଃୟ୍ଦ୍ ।”
25 And there shall be signs in the sun, and in the moon, and in the stars; and upon the earth distress of nations, with perplexity; the sea and the waves roaring;
“ଆରେକ୍ ବେଳ୍, ଜଃନ୍ ତାରାମଃନାର୍ ତଃୟ୍ ଚିନ୍ ଦଃକାଜାୟ୍ଦ୍ ଆର୍ ହୁର୍ତିବିଜାକ ଲକ୍ ମଃନାର୍ ବିତ୍ରେ ବିପ୍ତି ଗଃଟେଦ୍; ସଃମ୍ନ୍ଦ୍ ଆର୍ ଉଲାଳାର୍ ଗଃର୍ଜାଣେ ସେମଃନାର୍ ବୁଦି ବାଣା ଅୟ୍ଦ୍ ।
26 Men's hearts failing them for fear, and for apprehension of those things which are coming on the earth: for the powers of heaven shall be shaken.
ଆରେକ୍ ହୁର୍ତିବି ଉହ୍ରେ ଆସ୍ତି ରିଲା ଗଃଟ୍ଣା ମଃନ୍ ଡିରିକଃରି ଲକ୍ମଃନ୍ ମୁର୍ଚା ହର୍ ଅଃଉତି, ବଃଲେକ୍ ଅଃଗାସ୍ ଉହ୍ରାର୍ ସଃକ୍ତିମଃନ୍ ଜଃତ୍କଃତ୍ ଅଃଉତି ।
27 And then shall they see the Son of man coming in a cloud, with power and great glory.
ସଃଡେବଃଳ୍ ଲକ୍ମଃନ୍ ନଃରାର୍ ହୟ୍ସିକେ ବଃଡେ ସଃକ୍ତି ଆର୍ ଜଃଜ୍ମାନ୍ ସଃଙ୍ଗ୍ ମେଗେ ଆସ୍ତାର୍ ଦଃକ୍ତି ।
28 And when these things begin to come to pass, then look up, and lift up your heads: for your redemption draweth nigh.
ମଃତର୍ ଇ ସଃବୁ ଗଃଟ୍ଣା ଆରୁମ୍ ଅୟ୍ଲେକ୍ ତୁମିମଃନ୍ ମୁଣ୍ଡ୍ ଟେକି ଉହ୍ରେ ଦଃକା, ବଃଲେକ୍ ତୁମିମଃନାର୍ ମୁକୁଳ୍ତାର୍ ଚଃମେ ଅୟ୍ଲି ।”
29 And he spoke to them a parable; Behold the fig-tree, and all the trees;
ଆର୍, ସେ ସେମଃନ୍କେ ଗଟ୍ କଃତା କୟ୍ କୟ୍ଲା, “ଡୁମ୍ବୁର୍ ଆର୍ ସଃବୁ ଗଃଚ୍ମଃନାର୍ କଃତା ବାବି ଦଃକା;
30 When they now shoot forth, ye see and know of your ownselves that summer is now nigh at hand.
ଜଃଡେବଃଳ୍ ସେ ଡାଳ୍ ହଃତାର୍ମଃନ୍ କଃଉଁଣା ଅୟ୍ଦ୍, ସଃଡେବଃଳ୍ ତୁମିମଃନ୍ ସେରି ଦଃକି, କଃରା ବିନ୍ ଲଃଗେ ଅୟ୍ଲି ବଃଲି ନିଜେ ନିଜେ ଜାଣୁଲାସ୍ ।
31 So likewise ye, when ye see these things come to pass, know that the kingdom of God is nigh at hand.
ସେନ୍କଃରି ତୁମିମଃନ୍ ହେଁ ଇସଃବୁ ଗଃଟ୍ଣା ଦଃକ୍ଲେକ୍ ମାପ୍ରୁର୍ ରାଇଜ୍ ଲଃଗେ ଅୟ୍ଲି ବଃଲି ଜାଣା ।”
32 Verily I say to you, This generation shall not pass away, till all be fulfilled.
“ମୁୟ୍ଁ ତୁମିକେ ସଃତ୍ କଃଉଁଲେ, ଇ ସଃବୁ ଗଃଟ୍ଣା ଗଃଟ୍ତା ହଃତେକ୍ ଅଃବାର୍ ଲକ୍ମଃନାର୍ ବଃଉଁସ୍ ନଃବୁଡେ ।
33 Heaven and earth shall pass away: but my word shall not pass away.
ଅଃଗାସ୍ ଆର୍ ହୁର୍ତିବି ନଃସ୍ଟ୍ ଅୟ୍ଦ୍, ମଃତର୍ ମର୍ କଃତା କଃବେ ନଃସ୍ଟ୍ ନଃହୟ୍ ।”
34 And take heed to yourselves, lest at any time your hearts be overcharged with surfeiting and drunkenness, and cares of this life, and [so] that day come upon you unawares.
“ତୁମିମଃନ୍ ନିଜାର୍ ନିଜାର୍ ବିସୟେ ଜଃଗ୍ରାତ୍ ଅୟ୍ରିଆ, ଚଃନେମଃନେ ତୁମାର୍ ମଃନ୍ ମାତୁଆଳି ଆର୍ ମଃଦ୍ କାଉଁକେ ଆରେକ୍ ଜିବ୍କାର୍ ଗିନେ ଚିତାୟ୍ ବୁଡି ରେତା ବଃଳ୍ ସେ ଦିନ୍ ଲୁକ୍ଣେ ତୁମାର୍ ଉହ୍ରେ ଆସେଦ୍;
35 For as a snare shall it come on all them that dwell on the face of the whole earth.
କାୟ୍ତାକ୍ବଃଲେକ୍ ସେରି ହାନ୍ଦା ହର୍ ସଃରା ହୁର୍ତିବି ସଃବୁଲକାର୍ ଉହ୍ରେ ଆସେଦ୍ ।
36 Watch ye therefore, and pray always, that ye may be accounted worthy to escape all these things that shall come to pass, and to stand before the Son of man.
ମଃତର୍ ଜଃନ୍କଃରି ଇ ସଃବୁ ଆଗ୍ତୁ ଗଃଟ୍ଣା ତଃୟ୍ହୁଣି ବଚୁକେ ଆର୍ ନଃରାର୍ ହୟ୍ସି ଚଃମେ ଟିଆ ଅଃଉଁକେ ହାରାସ୍ ଇତାକ୍ ସଃବୁ ବଃଳ୍ ଗଃଉଆରି କଃରି ଜାଗି ରିଆ ।”
37 And in the day-time he was teaching in the temple; and at night he went out, and abode in the mount that is called [the mount] of Olives.
ଜିସୁ ହଃତିଦିନ୍ ମନ୍ଦିରେ ସିକ୍ୟା ଦେତିରିଲା ଆର୍ ସଃବୁ ରାତି ବାରାୟ୍ ଜାୟ୍ ଜିତ୍ ଡଙ୍ଗ୍ରେ ରେତିରିଲା ।
38 And all the people came early in the morning to him in the temple, to hear him.
ଆର୍ ସଃବୁ ଲକ୍ ମନ୍ଦିରେ ତାର୍ ସିକ୍ୟା ସୁଣୁକ୍ ହଃତି ସଃକାଳ୍ୟା ତାର୍ ତଃୟ୍ ଆସ୍ତି ରିଲାୟ୍ ।