< Ephesians 5 >
1 Be ye therefore followers of God, as dear children;
ତୁମିମଃନ୍ ଇସ୍ୱରାର୍ ଲାଡାର୍ ହିଲାମଃନ୍, ତଃବେ ତାର୍ ହର୍ ଅଃଉଁକେ ଚେସ୍ଟା କଃରା ।
2 And walk in love, as Christ also hath loved us, and hath given himself for us an offering and a sacrifice to God for a sweet-smelling savor.
କ୍ରିସ୍ଟ ଜଃନ୍କଃରି ଅଃମିମଃନ୍କ୍ ଲାଡ୍ କଃଲା ଆର୍ ଇସ୍ୱର୍କେ ସଃର୍ଦା କଃରୁକେ ନିଜାର୍ ଜିବନ୍କେ ଅଃମାର୍ ଗିନେ ବାସ୍ନା ବେଟି ଆର୍ ହୁଜା ହର୍ ସଃହ୍ରି ଦିଲା, ତୁମିମଃନ୍ ହେଁ ସେ ରଃକମ୍ ଜିବନ୍ କାଟା ।
3 But lewdness and all uncleanness or covetousness, let it not be once named among you, as becometh saints;
ତୁମିମଃନ୍ ଇସ୍ୱରାର୍ ଲକ୍ ସେତାର୍ ଗିନେ ତୁମାର୍ ବିତ୍ରେ ଦାରିକାମ୍ ସଃବୁ ରଃକମ୍ ବିଟାଳ୍ କି ଲଃବ୍ ଅଃଳକ୍ ହେଁ ନଃରେଅ ।
4 Neither filthiness, nor foolish talking, nor jesting, which are not convenient: but rather giving of thanks.
ଆରେକ୍ ଜୁୟ୍ସଃବୁ ଲଳା ନାୟ୍, ଇରଃକମ୍ ତୁମାର୍ ବିତ୍ରେ ହିତାକଃସା ବାସା, ଅଃସାର୍ କଃତା ଟାପ୍ରାକିଆଲି ତୁମାର୍ ବିତ୍ରେ ନଃଉଆଁ, ମଃତର୍ ତୁମାର୍ ସଃବୁ କଃତାୟ୍ ଇସ୍ୱର୍କେ ଦନ୍ୟବାଦ୍ ଦେତିରିଆ ।
5 For this ye know, that no lewd, nor unclean person, nor covetous man, who is an idolater, hath any inheritance in the kingdom of Christ and of God.
ବଃଲେକ୍ ତୁମିମଃନ୍ ବାୟ୍ଦ୍ରେ ଜାଣା ଜେ, ଦାରିକାମ୍ କଃରୁମଃନ୍, ବିଟାଳ୍ ଜିବନ୍ କାଟୁ କି ଦଃନ୍ଲଃବି ସେ ତ ମୁର୍ତି ହୁଜାକଃରୁ ଏମଃନ୍ କ୍ରିସ୍ଟ ଆର୍ ଇସ୍ୱରାର୍ ରାଇଜେ ଜଃଉଁ ନଃହାର୍ତି ।
6 Let no man deceive you with vain words: for because of these things cometh the wrath of God upon the children of disobedience.
ଅଃର୍ତ୍ ନୟ୍ଲା କଃତା କୟ୍ କେ ତୁମିକେ ନଃବୁଲ୍କାଅ, ବଃଲେକ୍ ଇରଃକମ୍ କଃରାବ୍ କାମ୍ ଗିନେ ଜୁୟ୍ ଲକ୍ମଃନ୍ ଇସ୍ୱରାର୍ ବଲ୍ ମାନ୍ତି ସେମଃନ୍କେ ଇସ୍ୱର୍ ଦଃଣ୍ଡ୍ ଦଃୟ୍ଦ୍ ।
7 Be ye not therefore partakers with them.
ଇବାନ୍ୟା ଲକ୍ମଃନାର୍ ସଃଙ୍ଗ୍ ଅଃଉଆ ନାୟ୍ ।
8 For ye were sometime darkness, but now [are ye] light in the Lord: walk as children of light;
ତୁମିମଃନ୍ ହୁର୍ବେ ଅଃନ୍ଦାରେ ରିଲାସ୍, ମଃତର୍ ଅଃବେ ମାପ୍ରୁର୍ ଅୟ୍ଲାକ୍ ତୁମିମଃନ୍ ଉଜାଳେ ଆଚାସ୍ । ତଃବେ ତୁମିମଃନ୍ ଉଜାଳାର୍ ହିଲାମଃନ୍କାର୍ ହର୍ ଜିବନ୍ କାଟା ।
9 (For the fruit of the Spirit [is] in all goodness, and righteousness, and truth; )
ଇରି ଗଟ୍ ଉଜାଳ୍ ବଃଲେକ୍ ସଃବୁ ରଃକମାର୍ ନିକରି, ଦଃର୍ମି, ସଃତ୍ରି ଜଃବର୍ ହଳ୍ ଆଣେଦ୍ ।
10 Proving what is acceptable to the Lord.
ମାପ୍ରୁ କାୟ୍ରି ମଃନ୍କଃରୁଲା, ସେରି ତୁମିମଃନ୍ କଜା ।
11 And have no fellowship with the unfruitful works of darkness, but rather reprove [them].
ଲକମଃନ୍ ଅଃନ୍ଦାରେ ଜୁୟ୍ ସଃବୁ ଅଃସାର୍ କାମ୍ କଃରୁଲାୟ୍, ସେନ୍କା କାମାର୍ ବାଗିଦାରି ଅଃଉଆ ନାୟ୍, ଆରେକ୍ ସେମଃନାର୍ ଦଃସ୍ ସଃବୁ ଉଜାଳେ ଦଃକାୟ୍ ଦିଆସ୍ ।
12 For it is a shame even to speak of those things which are done by them in secret.
ବଃଲେକ୍ ସେମଃନ୍ ଜାୟ୍ରି ସଃବୁ ଲୁକ୍ଣେ କଃର୍ତି, ସେସଃବୁ କଃତା କଃଉଁକେ ହେଁ ଲାଜାର୍କଃତା ।
13 But all things that are reproved, are made manifest by the light: for whatever doth make manifest is light.
ଜଃଡେବଃଳ୍ ସଃବୁ କଃତା ଉଜାଳେ ଆଣା ଅୟ୍ଦ୍, ସଃଡେବଃଳ୍ ସେମଃନାର୍ ସଃତ୍ ଗୁଣ୍ ନିକକଃରି ଜାଣା ହଃଳେଦ୍ ।
14 Wherefore he saith, Awake, thou that sleepest, and arise from the dead, and Christ will give thee light.
ବଃଲେକ୍ ଉଜାଳ୍ ସଃବୁ ବିସୟ୍କେ ନିକକଃରି ଦଃକାୟ୍ଦ୍ । ସେତାର୍ ଗିନେ ଲେକା ଆଚେ, “ଏ ନିଦଳାମଃନ୍ ଚେତା ଅଃଉଆ, ମଃଲା ଲକ୍ ମଃଲାତ୍ୟ୍ ହୁଣି ଉଟା, କ୍ରିସ୍ଟ ତୁମିକେ ଉଜାଳ୍ ଦଃୟ୍ଦ୍ ।”
15 See then that ye walk circumspectly, not as fools, but as wise,
ତଃବେ ତୁମି କଃନ୍କଃରି ଚାଲ୍ଚାଲ୍ତି କଃରାସ୍, ସେ ବିସୟେ ଜଃଗ୍ରାତ୍ ଅଃଉଆ, ମୁର୍କ୍ ହର୍ ନାୟ୍ ଗ୍ୟାନି ହର୍ ଚାଲାଚାଲ୍ତି କଃରା ।
16 Redeeming the time, because the days are evil.
ନିକ କାମ୍ କଃରୁକେ ବେଳା ମିଳ୍ଲେକ୍ ଏଳା ଅଃଉଆ ନାୟ୍, ବଃଲେକ୍ ଇରି ନିକ ନୟଲା କାଳ୍ ଆସୁଲି ।
17 Wherefore be ye not unwise, but understanding what the will of the Lord [is].
ତଃବେ ମୁର୍କ୍ ନଃୟ୍କଃରି ମାପ୍ରୁର୍ ଇଚା କାୟ୍ରି ସେରି ବୁଜା ।
18 And be not drunk with wine, in which is excess; but be filled with the Spirit;
ମଃଦ୍ କାୟ୍ ମାତା ନାୟ୍, ବଃଲେକ୍ ସେରି ତୁମାର୍ ସଃବୁ ନାସ୍ କଃରେଦ୍, ମଃତର୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅଃଉଆ ।
19 Speaking to yourselves in psalms, and hymns, and spiritual songs, singing and making melody in your heart to the Lord,
ବଜନ୍ ଗିତ୍, ତୁତିଗାନ୍ ଆର୍ ବକ୍ତି ଗିତ୍ କୟ୍ ସଃବ୍କେ ସଃର୍ଦା କଃରାଉଆ । ତୁମାର୍ ମଃନ୍ ବିତ୍ରେ ହୁଣି ମାପ୍ରୁର୍ ଗିନେ ବଜନ୍ ଆର୍ ପବିତ୍ର ଗିତ୍ କଃଉଆ ।
20 Giving thanks always for all things to God and the Father, in the name of our Lord Jesus Christ;
ସଃବୁବଃଳ୍ ସଃବୁ ବିସୟ୍ ହାୟ୍ ମାପ୍ରୁ ଜିସୁ କ୍ରିସ୍ଟ ନାଉଁଏ ଉବା ଇସ୍ୱର୍କେ ଦନ୍ୟବାଦ୍ ଦିଆସ୍ ।
21 Submitting yourselves one to another in the fear of God.
କ୍ରିସ୍ଟକେ ମାନି ମାଇଜି ଅଃଣ୍ଡ୍ରାର୍ ତଃଳିଆ ଅଃଉଅ ଆର୍ ଅଃଣ୍ଡ୍ରା ମାୟ୍ଜିର୍ ତଃଳିଆ ଅଃଉଅ ।
22 Wives, submit yourselves to your own husbands, as to the Lord.
ଏ ମାୟ୍ଜିମଃନ୍ ତୁମିମଃନ୍ ଜଃନ୍କଃରି ମାପ୍ରୁର୍ ତଃଳିଆ, ସେନ୍କଃରି ନିଜାର୍ ନିଜାର୍ ଅଃଣ୍ଡ୍ରାର୍ ତଃଳିଆ ଅଃଉଆ ।
23 For the husband is the head of the wife, even as Christ is the head of the church: and he is the Savior of the body.
ବଃଲେକ୍ କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିର୍ ମୁଣ୍ଡ୍ ହର୍, ଅଃଣ୍ଡ୍ରା ହେଁ ମାୟ୍ଜିର୍ ମୁଣ୍ଡ୍ ହର୍, ଆରେକ୍ କ୍ରିସ୍ଟ ଅଃହ୍ଣାର୍ ଗଃଗାଳ୍ହର୍ ମଣ୍ଡ୍ଳିର୍ ମୁକ୍ତିକାରି ।
24 Therefore as the church is subject to Christ, so [let] wives [be] to their own husbands in every thing.
ହେଁ ମଣ୍ଡ୍ଳି ଜଃନ୍କଃରି କ୍ରିସ୍ଟର୍ ତଃଳିଆ, ସେନ୍କଃରି ମାୟ୍ଜିମଃନ୍ ହେଁ ସଃବୁ ବିସୟେ ଅଃହ୍ଣା ଅଃହ୍ଣାର୍ ଅଃଣ୍ଡ୍ରାର୍ ତଃଳିଆ ଅଃଉଅତ୍ ।
25 Husbands, love your wives, even as Christ also loved the church, and gave himself for it;
ଏ ଅଃଣ୍ଡ୍ରାମଃନ୍, କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିକେ ଲାଡ୍ କଃରି, ତାର୍ ଗିନେ ନିଜାର୍ ଜିବନ୍ ଦିଲା, ତୁମିମଃନ୍ ହେଁ ଟିକ୍ ସେନ୍କଃରି ନିଜାର୍ ନିଜାର୍ ମାୟ୍ଜିମଃନ୍କେ ଲାଡ୍ କଃରା ।
26 That he might sanctify and cleanse it with the washing of water by the word,
କ୍ରିସ୍ଟ ମଣ୍ଡ୍ଳିକେ ବାକ୍ୟ ଆର୍ ହାଣାୟ୍ ଦୟ୍ ନିର୍ମୁଳ୍କଃରି ଇସ୍ୱର୍କେ ଦିଲା,
27 That he might present it to himself a glorious church, not having spot or wrinkle, or any such thing; but that it should be holy and without blemish.
ଆରେକ୍ ମଣ୍ଡ୍ଳିକେ ଜଃଜ୍ମାନ୍ ସଃଙ୍ଗ୍ ପବିତ୍ର, ନିର୍ଦସି ଦାଗ୍ ନାୟ୍ ଆର୍ ସୁନ୍ଦୁର୍କଃରି ନିଜାର୍ କଃଲା ।
28 So ought men to love their wives, as their own bodies. He that loveth his wife, loveth himself.
ଅଃଣ୍ଡ୍ରାମଃନ୍ ହେଁ ନିଜାର୍ ନିଜାର୍ ମାୟ୍ଜିମଃନ୍କେ ନିଜାର୍ ନିଜାର୍ ଗଃଗାଳ୍ ହର୍ ଲାଡ୍ କଃର୍ତା ଦଃର୍କାର୍, ଜେ ନିଜାର୍ ମାୟ୍ଜିକ୍ ଲାଡ୍ କଃରେଦ୍, ସେ ନିଜ୍କେ ଲାଡ୍ କଃରେଦ୍ ।
29 For no man ever yet hated his own flesh; but nourisheth and cherisheth it, even as the Lord the church:
କେ ହେଁ ନିଜାର୍ ଗଃଗାଳ୍କେ ଗିଣ୍ ନଃକେର୍ ମଃତର୍ ଗଃଗାଳାର୍ ହସ୍ହାଳ୍ କଃରେଦ୍ ଆର୍ ତାର୍ ଜଃତୁନ୍ କଃରେଦ୍, ସେନ୍କଃରି କ୍ରିସ୍ଟ ମଣ୍ଡ୍ଳିର୍ ଜଃତୁନ୍ ନେଉଁଲା ।
30 For we are members of his body, of his flesh, and of his bones.
କାୟ୍ତାକ୍ବଃଲେକ୍ ଅଃମିମଃନ୍ ତାର୍ ଗଃଗାଳାର୍ ଅଃଙ୍ଗ୍ମଃନ୍ ।
31 For this cause shall a man leave his father and mother, and shall be joined to his wife, and they two shall be one flesh.
ସାସ୍ତରେ ଲେକା ଆଚେ- ଅଃଣ୍ଡ୍ରା ଆୟା ଉବାକେ ଚାଡି ନିଜାର୍ ମାୟ୍ଜି ସଃଙ୍ଗ୍ ଗଟେକ୍ ଅଃଉତି, ଆର୍ ସେ ଦୁୟ୍ଲକ୍ ମିସି ଗଟେ ଗଃଗାଳ୍ ଅଃଉତି ।
32 This is a great mystery: but I speak concerning Christ and the church.
ଇରି ଗଟେକ୍ ବିତ୍ରିକଃତା, ମଃତର୍ ମୁୟ୍ଁ କ୍ରିସ୍ଟ ଆର୍ ମଣ୍ଡ୍ଳି ବିସୟେ ଇରି କଃଉଁଲେ ।
33 Nevertheless, let every one of you in particular so love his wife even as himself: and the wife [see] that she reverence [her] husband.
ମଃତର୍ ଇରି ତୁମିମଃନାର୍ ଗିନେ ହେଁ ଦଃର୍କାର୍, ସଃବୁ ଅଃଣ୍ଡ୍ରା ନିଜାର୍ ମାୟ୍ଜିକ୍ ଜିବନ୍ ହର୍ ଲାଡ୍ କଃର, ଆର୍ ସଃବୁ ମାୟ୍ଜିମଃନ୍ ନିଜାର୍ ଅଃଣ୍ଡ୍ରାକେ ମାନ୍ତି କଃର ।