< Revelation 1 >
1 This is the revelation of Jesus Christ that God gave him to show his servants what must soon take place. He made it known by sending his angel to his servant John.
ଜୁୟ୍ ସଃବୁ ବଃଡେ ବେଗି ଗଃଟୁକ୍ ଜଃଉଁଲି, ଇସ୍ୱର୍ ଜିସୁ କ୍ରିସ୍ଟ ତଃୟ୍ ଜାଣାରିଲା ସଃବୁ କଃତା ଇ ବଇ ତଃୟ୍ ଲେକା ଅୟ୍ଆଚେ । ସେ ସଃବୁ ବିସୟ୍ ତାର୍ ଗତିଦଃଙ୍ଗ୍ଳା ମଃନ୍କେ ଜାଣାଉଁକେ କ୍ରିସ୍ଟ ଗଟେକ୍ ସଃର୍ଗ୍ ଦୁତ୍କେ ହଃଟାୟ୍ ତାର୍ ଗତିଦଃଙ୍ଗ୍ଳା ଜହନ୍କେ ସେରି ଜାଣାୟ୍ଲା ।
2 John testified about the word of God and the testimony of Jesus Christ, all the things that he saw.
ଆର୍ ଜହନ୍ ନିଜେ ଜାୟ୍ରି ସଃବୁ ଦଃକିଆଚେ, ସେ ବିସୟେ ଇତି ଜାଣାୟ୍ ଆଚେ । ଇ ବଇ ତଃୟ୍ ଇସ୍ୱରାର୍ କବୁର୍ ଆର୍ ଜିସୁ କ୍ରିସ୍ଟ ଜାଣାୟ୍ଲା ସଃତ୍ ସାକି ବିସୟ୍ ଆଚେ ।
3 Blessed is the one who reads aloud this prophecy, and those who listen to the words of this prophecy and who obey what is written in it, because the time is near.
ଜୁୟ୍ ଲକ୍ ଇ ବଇ ହଳେଦ୍ ଆର୍ ଜୁୟ୍ମଃନ୍ ଇ ବାବ୍ବାଣି ସୁଣି ତାର୍ ଆଦେସ୍ମଃନ୍ ମାନ୍ତି, ସେମଃନାର୍ ସଃତ୍କଃରି ବାୟ୍ଗ୍; କାୟ୍ତାକ୍ବଃଲେକ୍ ସେ ସଃବୁ ଗଃଟ୍ତା ବେଳା ଚଃମେ ଆୟ୍ଲିନି ।
4 John, to the seven churches in Asia: May grace be to you and peace from the one who is, and who was, and who is to come, and from the seven spirits who are before his throne,
ଜହନ୍ ଆସିଆ ଦେସାର୍ ସାତ୍ ଗଟ୍ ମଣ୍ଡ୍ଳିକ୍ ଲେକୁଲା, ଜେ ଅଃବେ ଆଚେ, ଜେ ହୁର୍ବେ ରିଲା, ଆର୍ ଜାର୍ ଆସ୍ତାର୍ ଆଚେ, ତାର୍ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ଆର୍ ତାର୍ ସିଙ୍ଗାସଣ୍ ମୁଏଁ ରିଲା ସାତ୍ ଗଟ୍ ଆତ୍ମା ତଃୟ୍ହୁଣି,
5 and from Jesus Christ, who is the faithful witness, the firstborn from the dead, and the ruler of the kings of the earth. To the one who loves us and has released us from our sins by his blood—
ଆରେକ୍ ବିସ୍ୱାସାର୍ ଜୟ୍ଗ୍ ସାକି, ମଃଲା ଲକ୍ମଃନାର୍ ତଃୟ୍ହୁଣି ହଃର୍ତୁ ଉଟ୍ଲାର୍ ଆର୍ ହୁର୍ତିବିର୍ ରଃଜାମଃନାର୍ ରଃଜା ଜିସୁ କ୍ରିସ୍ଟର୍ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତୁମିମଃନାର୍ ଉହ୍ରେ ଅଃଉଅ । ସେ ଅଃମିମଃନ୍କ୍ ଲାଡ୍ କଃରୁଲା ଆର୍ ଅଃହ୍ଣାର୍ ବଃନି ସଃଙ୍ଗ୍ ଅଃମିମଃନ୍କ୍ ଅଃମାର୍ ହାହେ ହୁଣି ମୁକ୍ଳାୟ୍ ଆଚେ,
6 he has made us a kingdom, priests for his God and Father—to him be the glory and the power forever and ever. Amen. (aiōn )
ଆରେକ୍ ତାର୍ ଉବାସି ଇସ୍ୱରାର୍ ସେବା କଃରୁକେ ଅଃମିକ୍ ଗଟେକ୍ ଜାଜକାର୍ କୁଳ୍ବଃଉଁସ୍ କଃରି ବାଚିଆଚେ । ସଃବୁ ଜଃଜ୍ମାନ୍ ଆର୍ ସଃକାତ୍ ଜୁଗେଜୁଗେ ଜିସୁ କ୍ରିସ୍ଟର୍ ଅଃଉଅ । ଆମେନ୍ । (aiōn )
7 Look, he is coming with the clouds; every eye will see him, including those who pierced him. All the tribes of the earth will mourn because of him. Yes, Amen.
ଦଃକା, ସେ ମେଗ୍ଉହ୍ରେ ଆସୁଲା, ହୁର୍ତିଏ ବାସା କଃର୍ତା ସଃବୁ ଲକ୍ ତାକ୍ ଦଃକ୍ତି, ଇରଃକମ୍ କି ଜୁୟ୍ମଃନ୍ ତାକ୍ ବୁସି ରିଲାୟ୍, ସେମଃନ୍ ହେଁ ଦଃକ୍ତି, ଆର୍ ହୁର୍ତିବିର୍ ସଃବୁ ଲକ୍ ତାର୍ ଆସ୍ତାର୍ ଗିନେ ଏତାୟ୍ ଏତାୟ୍ କାନ୍ଦ୍ତି । ଇ ସଃବୁ ବାୟ୍ଦ୍ରେ ଗଃଟେଦ୍! ଆମେନ୍ ।
8 “I am the alpha and the omega,” says the Lord God, “the one who is, and who was, and who is to come, the Almighty.”
ମାପ୍ରୁ ସଃବ୍କେ ସଃକ୍ତିମାନ୍ ସେ ଇସ୍ୱର୍ କଃଉଁଲା, “ମୁଁୟ୍ ଆରୁମ୍ ଆର୍ ସେସ୍ ।” ସେ ଅଃବେ ଆଚେ, ହୁର୍ବେ ରିଲା ଆର୍ ସେ ଆସ୍ତା ଦିନ୍ ଆସେଦ୍ ।
9 I, John—your brother and the one who shares with you in the suffering and kingdom and patient endurance that are in Jesus—was on the island called Patmos because of the word of God and the testimony about Jesus.
ମୁୟ୍ ଜହନ୍, ତୁମାର୍ ଗଟେକ୍ ବାୟ୍, ଜିସୁର୍ ଚେଲା ହର୍ ତାର୍ ରାଇଜାର୍ ଲକ୍ମଃନାର୍ ଉହ୍ରେ ଅଃଉତା ତାଳ୍ନା ସାସ୍ ସଃଙ୍ଗ୍ ସଃମ୍ବାଳୁକ୍ ମୁୟ୍ ତୁମିମଃନାର୍ ଗଟେକ୍ ବାଗିଦାରି । ଜିସୁ ଜାଣାୟ୍ରିଲା ସଃତ୍ ଆର୍ ଇସ୍ୱରାର୍ କଃତା ପର୍ଚାର୍ କଃରି ରିଲାକ୍ ମକ୍ ପାତ୍ମସ୍ ନାଉଁଆର୍ ସଃମ୍ନ୍ଦ୍ ମଃଜିର୍ ବୁଏଁ ନିଆ ଗଃଲି ।
10 I was in the Spirit on the Lord's day. I heard behind me a loud voice like a trumpet.
ମୁଁୟ୍ ମାପ୍ରୁର୍ ବିନ୍ ଆତ୍ମାୟ୍ ହୁର୍ନ୍ ଅୟ୍ ମର୍ ହଃଚ୍ ବାଟ୍ୟା ତୁରି ସଃବ୍ଦ୍ ହର୍ ଗଟେକ୍ ବଃଡ୍ ସଃବଦେ ଇରି କଃଉତି ରିଲାର୍ ସୁଣ୍ଲେ,
11 It said, “Write what you see in a book, and send it to the seven churches—to Ephesus, to Smyrna, to Pergamum, to Thyatira, to Sardis, to Philadelphia, and to Laodicea.”
ଗଟ୍ ଲକ୍ ମକ୍ କୟ୍ଲା, “ତୁୟ୍ ଜୁୟ୍ରି ଦଃକୁଲିସ୍, ସେରି ଗଟେକ୍ ପୁସ୍ତକ୍ ତଃୟ୍ ଲେକ୍, ଆର୍ ଏପିସିଏ, ସୁମର୍ନା, ପର୍ଗାମ୍, ତୁୟତିରା, ସାର୍ଦି, ପିଲାଦେଲ୍ପିଆ ଆର୍ ଲାଅଦିକିଆ ଇ ସାତ୍ଗଟ୍ ଗଃଳେ ରିଲା ମଣ୍ଡ୍ଳିମଃନ୍କେ ହଃଟାଉ ।”
12 I turned around to see whose voice was speaking to me, and as I turned I saw seven golden lampstands.
କେ ମର୍ ସଃଙ୍ଗ୍ କଃତା ଅଃଉଁଲା, ଇରି ଦଃକୁକ୍ ମୁଁୟ୍ ହଃଚ୍ବାଟ୍ ଲେଉଟ୍ଲେ ଆର୍ ସାତ୍ ଗଟ୍ ସନାର୍ ଦିହ୍ରୁକା ଦଃକ୍ଲେ ।
13 In the middle of the lampstands there was one like a son of man, wearing a long robe that reached down to his feet and a golden sash around his chest.
ଆରେକ୍ ସେ ଦିହ୍ମଃନାର୍ ମଃଜାୟ୍ ନଃରାର୍ ହୟ୍ସି ହର୍ ଗଟେକ୍ ଲକ୍; ସେ ହାଦ୍ ହଃତେକ୍ ବଃସ୍ତର୍ ଡାହି ଅୟ୍ଆଚେ ଆର୍ ଉରେ ସନାର୍ ବାନ୍ଦୁଣ୍ ବାନ୍ଦି ଅୟ୍ଆଚେ ।
14 His head and hair were as white as wool—as white as snow—and his eyes were like a flame of fire.
ତାର୍ ମୁଣ୍ଡାର୍ ବାଳ୍ କଃରାଟେଳା ହର୍ ଆର୍ ଉଲ୍ ହର୍ ଚିଟ୍ ଦବ୍, ଆର୍ ତାର୍ ଆକି ଜୟ୍ ହର୍ ଲାଗ୍ତିରିଲି ।
15 His feet were like polished bronze, like bronze that had been refined in a furnace, and his voice was like the sound of many rushing waters.
ତାର୍ ଜଳେକ୍ ହାଦ୍ ବଃଟିର୍ ଜୟ୍ସଃଙ୍ଗ୍ ସୁଦ୍ କଃଲା ହିତୁଳ୍ ହର୍ ଜିକ୍ଜିକ୍ତି ରିଲି ଆର୍ ତାର୍ ଟଣ୍ଡାର୍ ସଃବ୍ଦ୍ ଉହ୍ରେ ହୁଣି ଅଦୁର୍ତା ହାଣିର୍ ସଃବ୍ଦ୍ ହର୍ ।
16 He had seven stars in his right hand, and a sword with two sharp edges was coming out of his mouth. His face was shining like the sun at its strongest.
ସେ ଅଃହ୍ଣାର୍ କାତା ଆତେ ସାତ୍ଗଟ୍ ତାରାମଃନ୍କେ ଦଃରିରିଲା, ଆର୍ ତାର୍ ଟଣ୍ଡେହୁଣି ଦୁୟ୍ବାଟ୍ ଦାର୍ ରିଲା କଃଣ୍ଡା ବାରାୟ୍ଲି, ଆର୍ ତାର୍ ମୁଉଁ ମୁଣ୍ଡେ ବେଳାର୍ ବେଳ୍ ହର୍ ଉଜାଳ୍ ରିଲି ।
17 When I saw him, I fell at his feet like a dead man. He placed his right hand on me and said, “Do not be afraid. I am the first and the last,
ତାକ୍ ଦଃକି ମୁଁୟ୍ ମଃଲା ହର୍ ଅୟ୍ ତାର୍ ହାଦ୍ ତଃଳେ ଅଦୁର୍ଲେ । ସେତାକ୍ ସେ ମର୍ ଉହ୍ରେ ବୁଜ୍ଣି ଆତ୍ ସଃଙ୍ଗାୟ୍ କୟ୍ଲା, “ଡିର୍ ନାୟ୍, ମୁଁୟ୍ ହଃର୍ତୁ ଆର୍ ସେସ୍ ।
18 and the one who lives. I was dead, but look, I live forever! And I have the keys of death and of Hades. (aiōn , Hadēs )
ଆରେକ୍ ମୁୟ୍ ନିଜେ ଜିବନ୍! ମୁଁୟ୍ ମଃଲେ, ଆର୍ ଦଃକ୍, ମୁଁୟ୍ ଅଃବେ ସଃବୁ ଦିନାର୍ ଗିନେ ଜିବନ୍, ଆରେକ୍ ମର୍ ଆତେ ମଃର୍ନ୍ ଆର୍ ହଃତାଳାର୍ କୁଚିକାଡା ଆଚେ । (aiōn , Hadēs )
19 Therefore write down what you have seen, what is now, and what will take place after this.
ତଃବେ, ଜାୟ୍ ଜାୟ୍ରି ଦଃକ୍ଲିସ୍, ଜାୟ୍ ଜାୟ୍ରି ଅଃବେ ଗଃଟୁଲି ଆର୍ ଜୁୟ୍ସଃବୁ ଆସୁଲା ଦିନେ ଗଃଟେଦ୍, ସେରି ସଃବୁ ଲେକିରେ ।
20 As for the hidden meaning about the seven stars you saw in my right hand, and the seven golden lampstands: The seven stars are the angels of the seven churches, and the seven lampstands are the seven churches.”
ମର୍ ବୁଜ୍ଣି ଆତେ ରିଲା ଜୁୟ୍ ସାତ୍ଗଟ୍ ତାରା ଦଃକ୍ଲିସ୍, ସେତାର୍ ଆର୍ ସାତ୍ଗଟ୍ ସନା ଦିହାର୍ ବିତ୍ରି କଃତା ଇରି, ସେ ସାତ୍ଗଟ୍ ତାରା ସାତ୍ଗଟ୍ ମଣ୍ଡ୍ଳିର୍ ଦୁତ୍ମଃନ୍ ଆର୍ ସାତ୍ଗଟ୍ ଦିହ୍ରୁକା ସାତ୍ଗଟ୍ ମଣ୍ଡ୍ଳି ।”