< Hebrews 3 >
1 Therefore, holy brothers, you share in a heavenly calling. Think about Jesus, the apostle and high priest of our confession.
କ୍ରିସ୍ଟିଆନ୍ ସଃଙ୍ଗ୍ମଃନ୍ ଏ ଇସ୍ୱରାର୍ କୁଦାୟ୍ ଅୟ୍ଲାର୍ ପବିତ୍ର ବାୟ୍ବେଣିମଃନ୍, ଅଃମିମଃନାର୍ ବିସ୍ୱାସାର୍ କଃତା ହଃର୍କାରେ ପେରିତ୍ ଆର୍ ମୁଳ୍ ଜାଜକ୍ ଜିସୁର୍ କଃତା ବାବି ଦଃକା;
2 He was faithful to God, who appointed him, just as Moses was also faithful in God's house.
ମସା ଜଃନ୍କାର୍ ଇସ୍ୱରାର୍ ଗଃର୍ ବିତ୍ରେ ବିସ୍ୱାସି ରିଲା, ଇସ୍ୱର୍ ବାଚ୍ଲା ଜିସୁ ସେରଃକମ୍ ଇ କାମେ ଇସ୍ୱର୍ ତଃୟ୍ ବିସ୍ୱାସି ରିଲା ।
3 For Jesus has been considered worthy of greater glory than Moses, because the one who builds a house has more honor than the house itself.
ଗଃର୍ ତଃୟ୍ହୁଣି ଗଃର୍ ତିଆର୍ କଃରୁ ଜଃନ୍କଃରି ଅଃଦିକ୍ ମାୟ୍ନ୍ ହାୟ୍ଦ୍, ସେବାନ୍ୟା ସେ ମସାର୍ ତଃୟ୍ହୁଣି ଅଃଦିକ୍ ଜଃଜ୍ମାନାର୍ ଜୟ୍ଗ୍ ବଃଲି ଗଃଣିତା ଅୟ୍ଆଚେ ।
4 For every house is built by someone, but the one who built everything is God.
ଜଃନ୍କାର୍ କି ହଃତି ଗଃର୍ କୁୟ୍ ନୟ୍ଲେକ୍ କୁୟ୍ ଲକ୍ ତିଆର୍ କଃଲାର୍, ମଃତର୍ ସଃବୁ ବିସୟାର୍ ଜେ ତିଆର୍ କଃର୍ତା ଲକ୍, ସେ ଇସ୍ୱର୍ ।
5 For Moses was faithful as a servant in God's entire house, bearing witness about the things that were to be spoken of in the future.
ଗଟ୍ ଦଃଙ୍ଗ୍ଳା ବାବେ ମସା ଇସ୍ୱରାର୍ ଗଃରେ ମାୟ୍ନ୍କାରି ବିସ୍ୱାସି ଲକ୍ରିଲା, ଆର୍ ତାର୍ କାମ୍ ଇସ୍ୱର୍ ଆଗେ ଜାଣାଉତାର୍ ବିସୟ୍ ହର୍ ରିଲା ।
6 But Christ is faithful as a Son who is in charge of God's house. We are his house if we hold fast to our courage and the hope of which we boast.
ମଃତର୍ କ୍ରିସ୍ଟ ତାର୍ ହୟ୍ସି ଇସାବେ ଇସ୍ୱରାର୍ ହୁରୁଣ୍ ଗଃରାର୍ ହର୍; ଜଦି ଅଃମିମଃନାର୍ ସାସ୍ ଆଚେ ତଃବେ ଗଃର୍ବାର୍ କଃତା ଜେ ଅଃମିମଃନାର୍ ବଃର୍ସା, ଅଃଟୁଆ ଆଚେ, ତଃବେ ଅଃମିମଃନ୍ ତ ତାର୍ ଗଃର୍ ।
7 Therefore, it is just as the Holy Spirit says: “Today, if you hear his voice
ବଃଲେକ୍ ପବିତ୍ର ଆତ୍ମା ଜଃନ୍କାର୍ କୟ୍ଦ୍, “ଆଜି ଜଦି ତୁମିମଃନ୍ ତାର୍ କଃତା ସୁଣାସ୍,
8 do not harden your hearts as in the rebellion, in the time of testing in the wilderness.
ଜଃନ୍କଃରି ରିସା ଜାତ୍ ଅଃଉତା ଟାଣେ ଆର୍ ବଃଟାୟ୍ ପରିକ୍ୟା ଦିନ୍ ଗଃଟିରିଲି, ସେବାନ୍ୟା ନିଜାର୍ ନିଜାର୍ ମଃନ୍ ଅଃଟୁଆ କଃରା ନାୟ୍ ।
9 This was when your ancestors rebelled by testing me, and when, during forty years, they saw my deeds.
ସେ ବଃଟାୟ୍ ତୁମିମଃନାର୍ ଦାଦିବାବୁମଃନ୍ ପରିକ୍ୟା କଃରି ଅଃମିକ୍ ଲଳ୍ଲାୟ୍, ଆର୍ ଚାଳିସ୍ ବଃର୍ସ୍ ହଃତେକ୍ ଅଃମାର୍ କାମ୍ ଦଃକ୍ଲାୟ୍ ।
10 Therefore I was displeased with that generation. I said, 'They have always gone astray in their hearts. They have not known my ways.'
ସେତାର୍ଗିନେ ଅଃମି ଇ ବଃଉଁସ୍ ଉହ୍ରେ ରିସା ଅୟ୍ କୟ୍ଲୁ, ‘ସେମଃନ୍ ସଃବୁବଃଳ୍ ମଃନେ ବାଣା ଅୟ୍ଆଚ୍ତି, ସେମଃନ୍ ଅଃମାର୍ ବାଟ୍ ସଃବୁ ନଃଜାଣ୍ତି । ଆର୍ ମର୍ ଆଦେସ୍ ମାନୁ ନଃଚ୍ତି ।
11 It is just as I swore in my anger: 'They will never enter my rest.'”
ଇତାକ୍ ମୁୟ୍ଁ ନିଜେ ରିସା ଅୟ୍ ସଃୟ୍ତ୍ କଃଲେ, ସେମଃନ୍ ମୁୟ୍ଁ କୟ୍ଲା ଦେସେ କଃବେହେଁ ହୁରୁ ନଃହାର୍ତି ।’”
12 Be careful, brothers, so that among you there will not be anyone with an evil heart of unbelief, a heart that turns away from the living God.
ଏ ବାୟ୍ବେଣିମଃନ୍, ଜଃଗ୍ରାତ୍, ଅଃଉଆ ଜଃନ୍କଃରି ତୁମାର୍ କାର୍ ମଃନ୍ ଜିବନ୍ ଇସ୍ୱରାର୍ ବିସ୍ୱାସ୍ ତଃୟ୍ହୁଣି ଦୁରି ନଃଜଃଉଅ ।
13 Instead, encourage one another daily, as long as it is called “today,” so that no one among you will be hardened by the deceitfulness of sin.
ମଃତର୍ କଃଡେବଃଳ୍ ହାହାର୍ ଟକ୍ତା ତଃୟ୍ ତୁମିମଃନାର୍ ବିତ୍ରେ କେ ଅଃଟୁଆ ମଃନାର୍ ଲକ୍ ଅୟ୍ଦ୍, ଇତାର୍ ଗିନେ ଆଜି ବେଳା ରେଉଁ ରେଉଁ ହଃତି ଦିନ୍ ଗଟ୍ଲକ୍ ଆରେକ୍ ଗଟେ ଲକେ ଉହ୍କାର୍ କଃର ।
14 For we have become partners of Christ if we firmly hold to our confidence in him from the beginning to the end.
ବଃଲେକ୍ ଆରୁମେ ଅଃମିମଃନାର୍ ଜୁୟ୍ ବିସ୍ୱାସ୍ ରିଲି, ସେରି ଜଦି ସେସ୍ ହଃତେକ୍ ଦଃରି ରେଉଁନ୍ଦ୍, ତଃବେ କ୍ରିସ୍ଟର୍ ସଃଙ୍ଗାର୍ ବାଗିଦାରି ଅୟ୍ ରେଉଁନ୍ଦ୍ ।
15 About this it has been said, “Today, if you hear his voice, do not harden your hearts, as in the rebellion.”
କଃତା ଆଚେ, “ଆଜି ଜଦି ତୁମିମଃନ୍ ତାର୍ କଃତା ସୁଣାସ୍, ଜଃନ୍କଃରି ରିସା ଜଃନ୍ମାଉତା ଟାଣେ ଗଃଟିରିଲି, ସେମଃନ୍ ଇସ୍ୱରାର୍ ବିରଦି ଅୟ୍ରିଲାୟ୍ ସେବାନ୍ୟା ନିଜାର୍ ନିଜାର୍ ମଃନ୍ ଅଃଟୁଆ କଃରା ନାୟ୍ ।”
16 Who was it who heard God and rebelled? Was it not all those who came out of Egypt through Moses?
ତଃବେ ଜୁୟ୍ ଲକ୍ମଃନ୍ ସୁଣି ରିସା କଃରାୟ୍ଲାୟ୍? ମସାର୍ ଦଃୟ୍ ମିସର୍ ଦେସେ ହୁଣି ଜୁୟ୍ ଲକ୍ମଃନ୍ ବାରାୟ୍ ଆସି ରିଲାୟ୍, ସେ ସଃବୁ ଲକ୍ମଃନ୍ କାୟ୍ ସେମଃନ୍ ନୟ୍?
17 With whom was he angry for forty years? Was it not with those who sinned, whose dead bodies fell in the wilderness?
ଆର୍ ଜୁୟ୍ ଲକ୍ମଃନାର୍ ଉହ୍ରେ ଚାଳିସ୍ ବଃର୍ସ୍ ହଃତେକ୍ ସେ ରିସା ଅୟ୍ରିଲା? ଜୁୟ୍ ଲକ୍ମଃନ୍ ହାହ୍ କଃରି ରିଲାୟ୍, ଜୁୟ୍ ଲକ୍ମଃନାର୍ ମଃଳ୍ ବଃଟାୟ୍ ହଃକାୟ୍ ଅୟ୍ରିଲି, କାୟ୍ ସେମଃନାର୍ ଉହ୍ରେ ନାୟ୍?
18 To whom did he swear that they would not enter his rest, if it was not to those who disobeyed him?
ଇସ୍ୱର୍ ଜଃଡ୍ବଃଳ୍ ସଃୟ୍ତ୍ କଃରି କୟ୍ରିଲା ସେହର୍ “ମର୍ ବିସାଉଁଣି ତଃୟ୍ ହୁରୁ ନଃହାର୍ତି” ସେ ଇରି ଜାକେ କୟ୍ରିଲା ସେମଃନ୍ ଇସ୍ୱରାର୍ ବିରଦେ କୟ୍ରିଲା ଲକ୍ମଃନ୍ ।
19 We see that they were not able to enter his rest because of unbelief.
ବଃଲେକ୍ ଅଃମିମଃନ୍ ଦଃକୁଲୁ ଜେ, ସେମଃନାର୍ ଅବିସ୍ୱାସାର୍ ଗିନେ ସେମଃନ୍ ସେ ସଃୟ୍ତ୍ କଃଲା କିଣାନ୍ ଦେସେ ହୁରୁ ନଃହାୟ୍ଲାୟ୍ ।