< 2 Thessalonians 1 >
1 Paul, Silvanus, and Timothy, to the church of the Thessalonians in God our Father and the Lord Jesus Christ.
ପାଉଲ୍, ସିଲା ଆର୍ ତିମତି ତଃୟ୍ହୁଣି ଉବା ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟ ତଃୟ୍ ରିଲା ତେସଲନିକି ବିସ୍ୱାସି ଦଃଳ୍କେ ଚିଟି ଲେକୁଲେ ।
2 May grace be to you and peace from God our Father and the Lord Jesus Christ.
ଉବା ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତୁମିମଃନାର୍ ଉହ୍ରେ ଅଃଉଅ ।
3 We should always give thanks to God for you, brothers. For this is appropriate, because your faith is growing more and more, and the love each of you has for one another increases.
ଏ ବାୟ୍ବେଣିମଃନ୍, ତୁମିମଃନାର୍ ଗିନେ ଇସ୍ୱର୍କେ ସଃବୁବଃଳ୍ ଦନ୍ୟବାଦ୍ କଃର୍ତାର୍ ଅଃମିମଃନାର୍ ଲଳା, ଆର୍ ସେରି କଃର୍ତାର୍ ଟିକ୍, କାୟ୍ତାକ୍ବଃଲେକ୍ ତୁମିମଃନାର୍ ବିସ୍ୱାସ୍ ଦିନ୍କେ ଦିନ୍ ବାଡୁଲି, ଆରେକ୍ ନିଜାର୍ ନିଜାର୍ ବିତ୍ରେ ତୁମି ସଃବୁଲକାର୍ ଲାଡ୍ ବାଡୁଲି,
4 So we ourselves speak proudly about you among the churches of God. We talk about your patience and faith in all your persecutions. We talk about the afflictions that you endure.
ଇବାନ୍ୟା ତୁମିମଃନ୍ ଜୁୟ୍ ସଃବୁ କଃସ୍ଟ୍ ଆର୍ ଦୁକ୍ ବୟଃଗ୍ କଃରୁଲାସ୍, ସେତାର୍ ବିତ୍ରେ ତୁମିମଃନାର୍ ସଃମ୍ବାଳ୍ତାର୍ ଆର୍ ବିସ୍ୱାସ୍ ଗିନେ ଅଃମିମଃନ୍ ନିଜେ ଇସ୍ୱରାର୍ ବିସ୍ୱାସି ଦଃଳ୍ ତଃୟ୍ମଃନ୍ ତୁମିମଃନାର୍ ଗିନେ ଗଃର୍ବ୍ କଃରୁଲୁ ।
5 This is a sign of God's righteous judgment. The result is that you will be considered worthy of the kingdom of God for which you suffer.
ଇସ୍ୱରାର୍ ରାଇଜ୍ ଗିନେ ତୁମିମଃନ୍ ଜୁୟ୍ ଦୁକ୍ ବୟଃଗ୍ କଃରୁଲାସ୍, ସେତାର୍ ଜୟ୍ଗ୍ ବଃଲି ଜାଣାଉଁକେ ଇରି ତ ଇସ୍ୱରାର୍ ଟିକ୍ ବିଚାର୍ ଆର୍ ହଃର୍ମାଣ୍ ।
6 It is righteous for God to return affliction to those who afflict you,
ଜୁୟ୍ରି ଟିକ୍ ସେରି ସେ ସାଦୁନ୍ କଃରେଦ୍ ଆର୍ ଜୁୟ୍ ମଃନ୍ ତୁମିମଃନ୍କେ ତାଳ୍ନା କଃରୁଲାୟ୍ ଇସ୍ୱର୍ ସେମଃନ୍କେ ଡଃଣ୍ଡ୍ ଦଃୟ୍ଦ୍ ।
7 and relief to you who are afflicted with us. He will do this at the appearing of the Lord Jesus from heaven with the angels of his power.
ଇସ୍ୱର୍ ତୁମାର୍ ଦୁକ୍ବଗାର୍ ସେସ୍ କଃରି ଅଃମିକ୍ ହେଁ ବିସାଉଁଣି ଦଃୟ୍ଦ୍ ଇସ୍ୱର୍ ଇ କାମ୍ ସାଦୁନ୍ କଃରେଦ୍, ମାପ୍ରୁ ଜିସୁ ଜଃଡେବଃଳ୍ ଅଃହ୍ଣାର୍ ସଃକ୍ତିମାନ୍ ଦୁତ୍ମଃନାର୍ ସଃଙ୍ଗ୍ ଲାଗ୍ତା ଜୟ୍ସଃଙ୍ଗ୍ ସଃର୍ଗେହୁଣି ଆସେଦ୍ ।
8 In flaming fire he will take vengeance on those who do not know God and on those who do not respond to the gospel of our Lord Jesus.
ଜୁୟ୍ ଲକ୍ମଃନ୍ ଇସ୍ୱର୍କେ ନଃଜାଣ୍ତି ଆର୍ ଅଃମିମଃନାର୍ ମାପ୍ରୁ ଜିସୁର୍ ନିକ କବୁର୍ ନଃମାନ୍ତି, ସେମଃନ୍କେ ସେ ସଃଡେବଃଳ୍ ଟିକ୍ ଡଃଣ୍ଡ୍ ଦଃୟ୍ଦ୍ ।
9 They will be punished with eternal destruction away from the presence of the Lord and from the glory of his power. (aiōnios )
ସେ ଦିନ୍ ସେମଃନ୍ ଡଃଣ୍ଡ୍ ହାଉତି, ବଃଲେକ୍ ମାପ୍ରୁର୍ ତଃୟ୍ହୁଣି ଆର୍ ତାର୍ ସଃକ୍ତିର୍ ଜଃଜ୍ମାନ୍ ତଃୟ୍ହୁଣି ବାର୍କଃରା ଅୟ୍ ସଃବୁ ଦିନାର୍ ନାସ୍ ବୟଃଗ୍ କଃର୍ତି, (aiōnios )
10 He will do this when he comes on that day to be glorified by his people and to be marveled at by all those who believed. For our testimony to you was believed.
ମଃତର୍ ସେଦିନ୍ ସେ ତାର୍ ଲକ୍ମଃନାର୍ ତଃୟ୍ ହୁଣି ଆର୍ ସଃବୁ ବିସ୍ୱାସି ମଃନାର୍ ତଃୟ୍ହୁଣି ମାନ୍ତି ଆର୍ ଜଃଜ୍ମାନ୍ ହାୟ୍ଦ୍, ଇମଃନାର୍ ବିତ୍ରେ ତୁମିହେଁ ମିସାସ୍ । କାୟ୍ତାକ୍ ବଃଲେକ୍ ଅଃମି ତୁମିକେ ଜୁୟ୍ ସଃବୁ ଦଃୟ୍ ରିଲୁ ସେରି ତୁମି ସଃତ୍ କଃରି ଆଚାସ୍ ।
11 Because of this we also pray continually for you. We pray that our God will consider you worthy of your calling. We pray that he will fulfill every desire of goodness and every work of faith with power.
ଇତାର୍ ଗିନେ ଅଃମାର୍ ଇସ୍ୱର୍ ନିଜେ ଜଃନ୍କଃରି ତୁମିମଃନ୍କେ କୁଦ୍ଲାର୍ ଜୟ୍ଗ୍ ବଃଲି ଗଃଣିତା କଃରେଦ୍, ଆରେକ୍ ତୁମିମଃନାର୍ ସଃବୁ ସଃତ୍ଇଚା ଆର୍ ବିସ୍ୱାସାର୍ କାମ୍ ତାର୍ ସଃକ୍ତିୟେ ହୁରୁଣ୍ କଃରେଦ୍, ସେତାର୍ଗିନେ ହେଁ ଅଃମିମଃନ୍ ସଃବୁବଃଳ୍ ତୁମିମଃନାର୍ ଗିନେ ପାର୍ତ୍ନା କଃରୁଲୁ ।
12 We pray these things so that the name of our Lord Jesus may be glorified by you. We pray that you will be glorified by him, because of the grace of our God and the Lord Jesus Christ.
ସେବାନ୍ୟା ଅୟ୍ଲେକ୍ ଅଃମିମଃନାର୍ ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ହଃର୍କାରେ ଅଃମିମଃନାର୍ ମାପ୍ରୁ ଜିସୁର୍ ନାଉଁ ତୁମିମଃନାର୍ ତଃୟ୍ ଜଃଜ୍ମାନ୍ ହାୟ୍ଦ୍, ଆର୍ ତୁମିମଃନ୍ ତାର୍ ତଃୟ୍ ଜଃଜ୍ମାନ୍ ହାଉଆସ୍ ।