< Matthew 19 >
1 AND it was that when Jeshu had finished these words, he removed from Galila and came into the confines of Jehud beyond Jurdan.
ଜିସୁ ଇସଃବୁ କଃତା କୟ୍ ସଃର୍ଲା ହଃଚେ, ଗାଲିଲି ତଃୟ୍ହୁଣି ଲେଉଟି ଜର୍ଦନ୍ ଗାଡାର୍ ସେହାଟି ରେତା ଜିଉଦା ରାଇଜ୍ ହାକ୍ ହଚ୍ଲା ।
2 And great multitudes came after him, and he healed them there.
ଆରେକ୍ ଗାଦେକ୍ ଲକ୍ ତାର୍ ହଃଚେ ହଃଚେ ଗଃଳାୟ୍, ଆର୍ ସେତି ସେ ରଗିମଃନ୍କେ ଉଜ୍ କଃଲା ।
3 And the Pharishee approached him, and, tempting him, propounded to him whether it was lawful for a man to send away his wife for every cause.
ସଃଡେବଃଳ୍ ପାରୁସିମଃନ୍ ଜିସୁର୍ ଚଃମେ ଆୟ୍ଲାୟ୍ ଆର୍ ତାକ୍ କଃଟ୍ହାଳ୍ କଃରି ହଃଚାର୍ଲାୟ୍, “କାୟ୍ତାର୍ ଗିନେ ହେଁ ଅଃହ୍ଣାର୍ ମାୟ୍ଜିକେ ମସାର୍ ବିଦି ହଃର୍କାରେ କାୟ୍ ଚାଡୁକ୍ ଅୟ୍ଦ୍?”
4 But he answered and said to them, Have you not read that He who created from the beginning, male and female hath made them?
ଜିସୁ କୟ୍ଲା, “ତୁମିମଃନ୍ କାୟ୍ରି ଦଃର୍ମ୍ ସାସ୍ତର୍ ନଃହଳାସ୍? ରାଜି ଉବ୍ଜାୟ୍ଲା ମାପ୍ରୁ ଆଗେହୁଣି ସେମଃନ୍କେ ଅଃଣ୍ଡ୍ରା ଆର୍ ଟକି କଃରି ତିଆର୍ କଃରିଆଚେ ।
5 And he said, On this account a man shall leave his father and his mother, and shall cleave to his wife, and they two shall be one flesh.
ଆର୍ କୟ୍ଲା, ‘ଇତାର୍ ଗିନେ ମାନାୟ୍ ଆୟାଉବାକ୍ ଚାଡେଦ୍ ଆର୍ ଅଃହ୍ଣାର୍ ମାୟ୍ଜି ଟାଣେ ମଃନ୍ ଦଃୟଃଦ୍ ଆର୍ ଦୁୟ୍ ଲକ୍ ଗଟେକ୍ ଅଃଉତି ।’
6 Wherefore they were not two, but one body. That, therefore, which Aloha hath conjoined, man shall not separate.
ଇତାକ୍ ସେମଃନ୍ ଆର୍ ବିନ୍ ନଃଉତି, ମଃତର୍ ଗଟେକ୍ ଅଃଉତି; ବଃଲେକ୍ ଜାୟ୍ରି ଇସ୍ୱର୍ ମିସାୟ୍ ଆଚେ, ମାନାୟ୍ ସେରି ଅଃଲ୍ଗା ଅଃଲ୍ଗା ନଃକେର ।”
7 They said to him, Why then did Musha direct that he should give a writing of dismissal and send her away?
ପାରୁସିମଃନ୍ ତାକ୍ ହଃଚାର୍ଲାୟ୍, “ତଃବେ ମସା କାୟ୍ତାକ୍ ଚାଡ୍ହଃତାର୍ ଲେକି ଦଃୟ୍ ମାୟ୍ଜିକେ ଚାଡୁକ୍ ଆଦେସ୍ ଦଃୟ୍ ଆଚେ?”
8 He said to them, Musha, on account of the hardness of your heart, permitted you to send away your wives; but from the beginning it was not so.
ଜିସୁ ସେମଃନ୍କେ କୟ୍ଲା, “କାୟ୍ତାକ୍ବଃଲେକ୍ ମସା ତୁମିମଃନାର୍ ଅଃଟୁଆ ମଃନ୍ ଦଃକିକଃରି ତୁମିମଃନାର୍ ଅଃହ୍ଣା ଅଃହ୍ଣାର୍ ମାୟ୍ଜିକେ ଚାଡୁକ୍ କୟ୍ଲା, ମଃତର୍ ଆଗ୍ତୁ ହୁଣି ସେନ୍କାର୍ ନଃରିଲି ।
9 And I say to you that whosoever shall forsake his wife who is not adulterous, and take another, committeth adultery; and whosoever taketh the deserted one, committeth adultery.
ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟ୍ ଲକ୍ ଅଃହ୍ଣାର୍ ମାୟ୍ଜିକେ, ଦାରି ଦଃସ୍ ଚାଡି ବିନ୍ କଃତାର୍ ଗିନେ ଚାଡ୍ ହଃତାର୍ ଦଃୟଃଦ୍ ଆର୍ ଆରେକ୍ ଗଟେକ୍ ମାୟ୍ଜିକେ ସଃଙ୍ଗାୟ୍ଦ୍ ସେ ଦାରିକାମ୍ କଃରେଦ୍ ।”
10 His disciples say to him, If thus be the case between the man and the woman, it is not expedient to take a wife.
ଚେଲାମଃନ୍ ଜିସୁକେ କୟ୍ଲାୟ୍, “ମାୟ୍ଜି ସଃଙ୍ଗ୍ ଅଃଣ୍ଡ୍ରାର୍ ଜଦି ଇରଃକମ୍ ବିସୟ୍ ଆଚେ, ତଃବେ ବିବା କଃଉତାର୍ ନିକ ନାୟ୍ ।”
11 But he said to them, Not every man is sufficient for this doctrine, but he to whom it is given.
ମଃତର୍ ଜିସୁ ସେମଃନ୍କେ କୟ୍ଲା, “ସଃବୁ ଲକ୍ ଇ କଃତା ମାନୁ ନଃହାର୍ତି, ମଃତର୍ ଜୁୟ୍ ଲକ୍ମଃନ୍କେ ସଃକ୍ତି ଦିଆ ଅୟ୍ଆଚେ, ସେମଃନ୍ ହଃକା କଃରୁ ହାର୍ତି ।
12 For there are some eunuchs who from their mother's womb are born so; and there are some eunuchs who by men are made eunuchs; and there are eunuchs who have made themselves eunuchs on account of the kingdom of heaven. Whosoever is capable of receiving (this), let him receive (it).
କାୟ୍ତାକ୍ବଃଲେକ୍ କେ କେ ଆୟ୍ସିର୍ ହେଟେହୁଣି ବେଜୁ ଅୟ୍ ଜଃଲମ୍ ଅୟ୍ ଆଚ୍ତି, ଆର୍ କେ କେ ମାନାୟ୍ ତଃୟ୍ହୁଣି ବେଜୁ କଃରାଜାୟ୍ ଆଚ୍ତି, ଆରେକ୍ କେ କେ ସଃର୍ଗ୍ ରାଇଜ୍ ଗିନେ ଅଃହ୍ଣା ଅଃହ୍ଣାକ୍ ବେଜୁ କଃରି ଆଚ୍ତି । ଜୁୟ୍ ଲକ୍ ଇରି କଃରୁ ହାରେ, ସେ କଃର ।”
13 Then they brought to him children, that he should put his hand upon them and pray. And his disciples forbad them.
ଜିସୁ ଜଃନ୍କଃରି ସାନ୍ ହିଲାମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ ପାର୍ତ୍ନା କଃରେଦ୍, ଇତାର୍ ଗିନେ ଲକ୍ମଃନ୍ ତାର୍ ଚଃମେ ସାନ୍ ସାନ୍ ହିଲାମଃନ୍କେ ଆଣ୍ଲାୟ୍, ମଃତର୍ ଚେଲାମଃନ୍ ଆଣ୍ତା ଲକ୍ମଃନ୍କେ ଦଃକାଦିଲାୟ୍ ।
14 But Jeshu himself said, Suffer children to come unto me, and forbid them not; for of those who are as these, is the kingdom of heaven.
ମଃତର୍ ଜିସୁ କୟ୍ଲା, “ସାନ୍ ହିଲାମଃନ୍କେ ଚାଡି ଦିଆସ୍, ସେମଃନ୍କେ ମର୍ ଚଃମେ ଆସୁକ୍ ମଃନା କଃରା ନାୟ୍, କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ଇରଃକମ୍ ଲକ୍ମଃନାର୍ ।”
15 And he put his hand upon them, and went thence.
ଆର୍ ଜିସୁ ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ ଆସିର୍ବାଦ୍ କଃରି ସେତିହୁଣି ବାରାୟ୍ ଗଃଲା ।
16 AND one came and approached and said to him, Good teacher, what of good shall I do, that I may have the life of eternity? (aiōnios )
ଆର୍ ଗଟ୍ ମାଜନ୍ ଦଃଙ୍ଗ୍ଳା ଜିସୁର୍ ଚଃମେ ଆସି ହଃଚାର୍ଲା, “ଏ ସଃତ୍ ଗୁରୁ, ଅଃମ୍ବର୍ ଜିବନ୍ ହାଉଁକ୍ ମୁଁୟ୍ କାୟ୍ ନିକ କାମ୍ କଃରିନ୍ଦ୍?” (aiōnios )
17 But he said to him, Why dost thou call me good? none is good but one, Aloha. But if thou wilt enter into life, keep the commandments.
ଜିସୁ ତାକ୍ କୟ୍ଲା, “ନିକ ବିସୟେ ମକ୍ କାୟ୍ତାକ୍ ହଃଚାରୁଲି? ଇସ୍ୱର୍ ହଃକା ସଃତ୍, ମଃତର୍ ତୁୟ୍ ଜଦି ଅଃମ୍ବର୍ ଜିବନ୍ ହାଉଁକେ ମଃନ୍ କଃରୁଲିସ୍, ତଃବେ ଇସ୍ୱରାର୍ ବିଦି ସଃବୁ ମାନ୍ ।”
18 He said to him, Which? Jeshu answered him, Thou shalt not kill, neither commit adultery, nor steal, neither shalt thou witness false testimony;
ସେ ଜିସୁକେ ହଃଚାର୍ଲା, “କାୟ୍ କାୟ୍ ରଃକମ୍ ବଲ୍?” ଜିସୁ ତାକ୍ କୟ୍ଲା, “ଇରିମଃନ୍, ‘ନଃର୍ ମାରା ନାୟ୍, ଦାରିକାମ୍ କଃରା ନାୟ୍, ଚରି କଃରାନାୟ୍, ମିଚ୍ ସାକି ଦିଆସ୍ ନାୟ୍ ।
19 and honour thy father and thy mother, and love thy neighbour as thyself.
ଆୟା ଉବାକ୍ ମାନ୍ତି କଃରା, ଆରେକ୍ ତୁମାର୍ ହାକିହଃଳ୍ସାକେ ଅଃହ୍ଣାକ୍ ଲାଡ୍ କଃଲା ହର୍ ଲାଡ୍ କଃରା ।’”
20 The young man saith to him, These all have I kept from my childhood: how am I deficient?
ସେ ବେଣ୍ଡ୍ୟା ମାନାୟ୍ ଜିସୁକେ କୟ୍ଲା, “ଇରିମଃନ୍ ମୁଁୟ୍ ସଃବୁ କଃରି ଆସୁଲେ, ମର୍ ଆର୍ କାୟ୍ରି କଃରୁକେ ବାକି ଆଚେ?”
21 Jeshu saith to him, If thou wilt become perfect, go, sell thy possession and give to the poor, and there shall be for thee a treasure in heaven: and come after me.
ଜିସୁ ତାକ୍ କୟ୍ଲା, “ଜଦି ତୁୟ୍ ହୁରୁଣ୍ ଅଃଉଁକେ ମଃନ୍ କଃରୁଲିସ୍, ତଃବେ ଜାୟ୍କଃରି ଅଃହ୍ଣାର୍ ସଃର୍ନେ ଦଃନ୍ ବିକିକଃରି କାୟ୍ରି ନୟ୍ଲା ଲକ୍ମଃନ୍କେ ଦାନ୍ କଃରି ଦେସ୍, ଆର୍ ତୁୟ୍ ସଃର୍ଗେ ଦଃନ୍ ହାଉସି; ତାର୍ହଃଚେ, ମର୍ ହଃଚେ ହଃଚେ ଆଉ ।”
22 But he, the young man, heard this word, and went away with sadness, for he had great property.
ମଃତର୍ ଇ କଃତା ସେ ବେଣ୍ଡ୍ୟା ସୁଣ୍ଲା, ଆର୍ ମଃନ୍ ଦୁକ୍କଃରି ବାରାୟ୍ ଗଃଲା, ବଃଲେକ୍ ତାର୍ ଜଃବର୍ ଦଃନ୍ ରିଲି ।
23 But Jeshu said to his disciples, Amen I say unto you, that it is difficult for the rich to enter the kingdom of heaven.
ସେତାକ୍ ଜିସୁ ଅଃହ୍ଣାର୍ ଚେଲାମଃନ୍କେ କୟ୍ଲା, “ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମାଜନ୍ ଲକ୍ କଃଡେ କଃସ୍ଟେ ସଃର୍ଗ୍ ରାଇଜେ ଜାୟ୍ଦ୍ ।
24 Again I say to you, that it is easier for a camel to enter through the aperture of a needle, than the rich to enter into the kingdom of Aloha.
ଆରେକ୍ ଗଟ୍ତର୍ ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଗଟ୍ ମାଜନ୍ ଲକ୍ ଇସ୍ୱରାର୍ ରାଇଜେ ଜାତା ବାଟା, ସୁତ୍ଲିର୍ କାଣାବାଟ୍ ଅୟ୍ ଉଟ୍ ଚିଙ୍ଗୁଳ୍ତାର୍ ଉସାସ୍ ।”
25 But the disciples when they heard were greatly hurt, saying, Who then can be saved?
ଚେଲାମଃନ୍ ଇରି ସୁଣ୍ଲାୟ୍ ଆର୍ କାବା ଅୟ୍ କୟ୍ଲାୟ୍, “ତଃବେ କେ ହାହେହୁଣି ନିଜ୍କେ ବଚାଉ ହାରେ?”
26 Jeshu, beholding them, said, With the sons of men it is not possible; but with Aloha every thing is possible.
ଜିସୁ ସେମଃନ୍କେ ଦଃକି କୟ୍ଲା, “ଇରି ମାନାୟ୍ କଃରୁ ନଃହାରେ ମଃତର୍ ଇସ୍ୱର୍ ସଃବୁ କଃରୁହାରେ ।”
27 THEN answered Kipha and said to him, Behold, we have abandoned every thing, and have come after thee: what then shall there be for us?
ପିତର୍ ଜିସୁକେ କୟ୍ଲା, “ଦଃକ୍, ଅଃମିମଃନ୍ ସଃବୁ ଚାଡିକଃରି ତର୍ ହଃଚେ ହଃଚେ ଆସି ଆଚୁ, ଅଃମିମଃନ୍ ତଃବେ କାୟ୍ରି ହାଉନ୍ଦ୍?”
28 Jeshu saith to them, Amen I say to you, that you who have come after me, in the new world, when the Son of man shall sit upon the throne of his glory, you also shall sit upon twelve seats, and shall judge the twelve tribes of Isroel.
ଜିସୁ ସେମଃନ୍କେ କୟ୍ଲା, “ମୁଁୟ୍ ତୁମିମଃନ୍କେ ସଃତ୍ କଃରି କଃଉଁଲେ, ନଃଉଆଁ ଜୁଗ୍ ଆୟ୍ଲେକ୍ ଜଃଡେବଃଳ୍ ନଃରାର୍ ହୟ୍ସି ଅଃହ୍ଣାର୍ ଜଃଜ୍ମାନ୍ ସିଙ୍ଗାସଣ୍ ତଃୟ୍ଁ ବଃସେଦ୍, ସଃଡେବଃଳ୍ ମର୍ ହଃଚେ ହଃଚେ ଆସି ଆଚାସ୍, ତୁମିମଃନ୍ ହେଁ ବାରଗଟ୍ ସିଙ୍ଗାସଣେ ବଃସିକଃରି ଇସ୍ରାଏଲାର୍ ବାର ବଃଉଁସ୍ ଉହ୍ରେ ରାଜ୍ କଃରାସ୍ ।
29 And every man who hath relinquished houses, or brethren, or sisters, or father, or mother, or wife, or children, or lands, on account of my name, shall receive a hundred-fold, and shall inherit the life of eternity, (aiōnios )
ଆରେକ୍ ଜୁୟ୍ ଲକ୍ ମର୍ ନାଉଁ ଗିନେ ଗଃର୍, ବାୟ୍, ବେଣି, ଉବା, ଆୟା, ହିଲା, କି ବୁୟ୍ଁ ଚାଡେଦ୍ ସେ ସଏ ଗୁଣ୍ ଅଃଦିକ୍ ଆସିର୍ବାଦ୍, ଆର୍ ଅଃମ୍ବର୍ ଜିବନ୍ ହାୟ୍ଦ୍ । (aiōnios )
30 Many however are first who shall be last, and the last first.
ମଃତର୍ ହଃର୍ତୁ ରିଲା କଃତେକ୍ ଲକ୍ ହଃଚେ ଅଃଉତି ଆର୍ ହଃଚେ ରିଲା କଃତେକ୍ ଲକ୍ ହଃର୍ତୁ ଅଃଉତି ।”