< Matthew 19 >
1 And it came to pass, when Jesus ended these words, he removed from Galilee and came into the bounds of Judaea beyond the Jordan.
୧ଜିସୁ ଏ ସବୁ କଇସାର୍ଲା ପଚେ ଗାଲିଲି ଚାଡିକରି ଜର୍ଦନ୍ ଗାଡ୍ ସେପାଟେ ରଇଲା ଜିଉଦା ଜାଗାଇ କେଟ୍ଲା ।
2 And there followed him large multitudes, and he cured them there.
୨ବେସି ଲକ୍ମନ୍ ତାର୍ ସଙ୍ଗ୍ ଗାଲାଇ ଆରି ସେ କେତେକ୍ କେତେକ୍ ରଗିମନ୍କେ ନିକ କଲା ।
3 And there came unto him Pharisees, testing him, and saying, —Whether is it allowed a man to divorce his wife, for every cause?
୩କେତେଟା ପାରୁସିମନ୍ ଜିସୁକେ ବୁଲ୍ ଦାର୍ବାକେ ଚେସ୍ଟା କଲାଇ । ସେମନ୍ ତାର୍ ଲଗେ ଆସି ପାଚାର୍ଲାଇ, “ମସାର୍ ରିତିନିତି ଇସାବେ ଗଟେକ୍ ଲକ୍ କାଇଆଲେ ବୁଲର୍ ପାଇ ବଲି ତାର୍ ମାଇଜିକେ ଚାଡି ଦେଇ ପାରେ କି?”
4 And, he, answering, said—Did ye never read—He who created at the beginning, Male and female, made them, —
୪ଜିସୁ କଇଲା, “ସାସ୍ତରେ ପଡାସ୍ ନାଇ କି? ଆଦିପୁର୍ବେ ପର୍ମେସର୍ ନର୍ ଲକ୍କେ ମୁନୁସ୍ ଆରି ମାଇଜି କରି ତିଆର୍ କଲା ।
5 and said—For this cause, will a man leave his father and his mother, and be united to his wife, —and, the two, will become, one flesh;
୫ସେଡେବେଲେ ମାପ୍ରୁ କଇରଇଲା, ଏଟାର୍ ପାଇ ବଲି ମୁନୁସ୍, ତାର୍ ଆୟା ବାବାର୍ତେଇ ଅନି ବିନେ ଅଇସି ଆରି ସେମନ୍ ଦୁଇ ଲକ୍ ଗଟେକ୍ ଅଇବାଇ ।
6 So that, the longer, are they, two, but, one flesh, What, therefore, God, hath yoked together, Let not, a man, put asunder.
୬ଆରି ସେମନ୍ ଅଲ୍ଗା ନ ଅଅତ୍, ମିସି ରଇବାଇ । ସେମନ୍ ଦୁଇଲକ୍ ଇସାବେ ନ ରଅତ୍ । ଜନ୍ ଲକ୍ମନ୍କେ ପର୍ମେସର୍ ଜଡିଆଚେ, ଲକ୍ମନ୍ ସେମନ୍କେ ବେଗ୍ଲାଇବାଟା ଟିକ୍ନାଇ ।”
7 They say unto him—Why then did, Moses, command, to give a writing of repudiation and to divorce?
୭ପାରୁସିମନ୍ ଆରି ପାଚାର୍ଲାଇ, “ସେନ୍ତାର୍ ଆଲେ ମାଇଜିକେ ରାଜିନାମା ପତର୍ ଲେକି ଚାଡି ଦେବାକେ ମସା କାଇକେ ନିୟମ୍ କଲାଆଚେ?”
8 He saith unto them—Moses, in view of your hardness of heart, permitted you to divorce your wives; From the beginning however, hath it not been done, thus.
୮ଜିସୁ କଇଲା, “ତମର୍ ମନ୍ବିତ୍ରର୍ ବୁଜ୍ବା ବପୁ ଦୁର୍ବଲ୍ ରଇଲାଟା ଦେକି ମସା ତମର୍ ମାଇଜିମନ୍କେ ଚାଡ୍ବାକେ ରାଜି ଅଇଲା । ମାତର୍ ଆଦିପୁର୍ବେ ତିଆର୍ ଅଇଲା ବେଲେ ଏନ୍ତାରି ନିୟମ୍ ନ ରଇଲା ।
9 And I say unto you—Whosoever shall divorce his wife, saving for unfaithfulness, and shall marry another, committeth adultery.
୯ମାତର୍ ମୁଇ ତମ୍କେ କଇଲିନି, କେ ମିସା ତାର୍ ମାଇଜିକେ ବେସିଆ କାମ୍ ଅପ୍ରାଦ୍କେ ଚାଡି, ବିନ୍ କାଇଆଲେ କାମର୍ ପାଇ ଚାଡାମେଲା କରି, ବିନ୍ ମାଇଜିକେ ସଙ୍ଗଇଲେ, ସେ ସେ ନିଜେ ଦାରିଆ ଅଇସି ।”
10 The disciples say unto him—If, so, is the cause of the husband with the wife, it is not expedient to marry.
୧୦ଜିସୁର୍ ସିସ୍ମନ୍ କଇଲାଇ, “ଜଦି ମାଇଜି ମୁନୁସର୍ ବିତ୍ରେ ଏନ୍ତାରି ଆଚେ ବଇଲେ, ବିବା ନ ଅଇବାଟା ନିକ ।”
11 But, he, said unto them—Not all, find room for he word, save they to whom it hath been given;
୧୧ଜିସୁ କଇଲା, “ଏ ସିକିଆ ସବୁ ଲକ୍ ନ ମାନତ୍ । ପର୍ମେସର୍ ଟାନେଅନି ଜନ୍ଲକ୍ମନ୍କେ ଏଟା ଦିଆଅଇଆଚେ ସେମନ୍ସେ ଏଟା ମାନ୍ବାଇ ।
12 For there, are, eunuchs, who, from their mother’s womb, were born so, and there, are, eunuchs, who were made eunuchs, by men, —and there, are, eunuchs, who have made, themselves, eunuchs, for the sake the kingdom of the heavens: He that is able to find room, let him find room.
୧୨ବିନ୍ ବିନ୍ କାମର୍ପାଇ ଲକ୍ମନ୍ ବିବା ନ ଅଇ ରଇଜିବାଇ । କେତେ ଲକ୍ ଜନମେ ଅନି ବେଜୁ ଅଇ ବିବାଅଇ ନାପାରତ୍ । କେତେ ଲକ୍କେ ମୁନୁସ୍ମନ୍ ସେନ୍ତାରି କରି ଆଚତ୍, ଆରି କେତେ ଲକ୍ ସରଗ୍ ରାଇଜର୍ ପାଇ କାମ୍ କର୍ବାକେ ବିବା ନ ଅଇକରି ଆଚତ୍ । ଜନ୍ ଲକ୍ମନ୍ ଏ ସିକିଆର୍ ଅରତ୍ ବୁଜିପାର୍ଲାଇନି, ସେମନ୍ ସେଟା ମାନତ୍ ।”
13 Then, were brought unto him children, —that he might lay his hands upon them, and pray. And, the disciples, rebuked them.
୧୩କେତେ ଲକ୍ ପିଲାମନର୍ ଉପ୍ରେ ଆତ୍ ସଙ୍ଗଇ ପାର୍ତନା କର୍ବାକେ, ସେମନ୍କେ ଜିସୁର୍ ଲଗେ ଆନ୍ଲାଇ । ମାତର୍ ସିସ୍ମନ୍ ସେମନ୍କେ ଦମ୍କାଇଲାଇ ।
14 But, Jesus, said—Suffer the children—and do not hinder them—to come unto me, —for, of such, is the kingdom of the heavens.
୧୪ମାତର୍ ଜିସୁ କଇଲା, “ସାନ୍ ପିଲାମନ୍କେ ମର୍ ଲଗେ ଆଇବାକେ ବାଟ୍ ଦିଆସ୍ । ସେମନ୍କେ ମନା କରା ନାଇ । କାଇକେ ବଇଲେ ଏମନ୍ ଆକା ସରଗ୍ ରାଇଜେ ରଇବା ଲକ୍ ।”
15 And, laying his hands upon them, he went his way from thence.
୧୫ଜିସୁ ପିଲାମନର୍ ଉପ୍ରେ ଆତ୍ ସଙ୍ଗଇ ଆସିର୍ବାଦ୍ କଲା । ପଚେ ସେ ତେଇଅନି ଉଟିଗାଲା ।
16 And lo! one coming near unto him, said, Teacher! what good thing shall I do, that I may have life age-abiding? (aiōnios )
୧୬ଦିନେକ୍ ଗଟେକ୍ ସାଉକାର୍ ପିଲା ଜିସୁର୍ ଲଗେ ଆସି ପାଚାର୍ଲା, “କାଇ ନିକ କାମ୍କଲେ, ନ ସାର୍ବା ଜିବନ୍ ମିଲ୍ସି?” (aiōnios )
17 And, he, said unto him—Why dost thou question me concerning that which is good? There is, One, that is good! But, if thou desirest, into life, to enter, be keeping the commandments.
୧୭ଜିସୁ ତାକେ କଇଲା, “ନିକ କାମ୍ ବିସଇ ନେଇକରି ମକେ କାଇକେ ପାଚାର୍ଲୁସ୍ନି? ପର୍ମେସର୍ସେ ସତ୍ । ତାର୍ ଆଦେସ୍ ମାନ୍ଲେ, ନ ସାର୍ବା ଜିବନ୍ ମିଲାଇସୁ ।”
18 He saith unto him, Which? Jesus, said—These: Thou shalt not commit murder, Thou shalt not commit adultery, Thou shalt not steal, —Thou shalt not bear false witness;
୧୮ସେ ପାଚାର୍ଲା, “କାଇ କାଇ ଆଦେସ୍?” ଜିସୁ କଇଲା, “ନର୍ ଲକ୍ମନ୍କେ ମରାଇବାର୍ ନାଇ, ବେସିଆ କାମ୍ କର୍ବାର୍ ନାଇ, ଚରାଇବାର୍ ନାଇ, କାର୍ ବିରୁଦେ ମିଚ୍ ସାକି ଦେବାର୍ ନାଇ ।
19 Honour thy father and thy mother, —and—Thou shalt love thy neighbour as, thyself.
୧୯ଆୟା ବାବାର୍ ସେବା କରା ଆରି ତମର୍ ପଡିସାର୍ ଲକ୍ମନ୍କେ ନିଜର୍ ପାରା ଆଲାଦ୍ କରା ।”
20 The young man saith unto him—These all, have I kept, —What, further, do I lack?
୨୦ସେ ବେଣ୍ଡିଆ କଇଲା, “ମୁଇ ଏ ସବୁ ଆଦେସ୍ ମାନି ଆଇଲିନି । ଆରି କାଇଟା କର୍ବାର୍ ଆଚେ?”
21 Jesus said unto him—If thou desirest to be perfect, Withdraw! sell thy substance, and give to the destitute, —and thou shalt have treasure in the heavens; and come! be following me.
୨୧ଜିସୁ ତାକେ କଇଲା, “ତୁଇ ଜଦି ସିଦ୍ ଅଇବାକେ ମନ୍ କଲୁସ୍ନି ବଇଲେ, ଜାଆ ତର୍ଟାନେ ରଇବା ସବୁଜାକ ବିକି ଦେଇ, ସେ ଡାବୁ ଗରିବ୍ ଲକ୍ମନ୍କେ ଦାନ୍ କରିଦେସ୍ । ଏଟା ସବୁ କରି ସାରାଇ ମର୍ ସଙ୍ଗ୍ ଆଉ । ସେନ୍ତାର୍ କଲେ ତକେ ସର୍ଗେ ଦନ୍ ମିଲ୍ସି ।”
22 And the young man, hearing, this word, went away sorrowing, —for he was holding large possessions.
୨୨ଏଟା ସୁନି କରି ସେ ବେଣ୍ଡିଆ ମୁ ଉତ୍ରାଇଦେଇ ତେଇଅନି ଉଟିଗାଲା । କାଇକେ ବଇଲେ ସେ ଲକ୍ ବେସି ସାଉକାର୍ ରଇଲା ।
23 And, Jesus, said unto his disciples—Verily, I say unto you, A rich man, with difficulty, shall enter into the kingdom of the heavens.
୨୩ଜିସୁ ସିସ୍ମନ୍କେ କଇଲା, “ମୁଇ ତମ୍କେ ସତ୍ କଇଲିନି, ସାଉକାର୍ ଲକ୍ମନ୍ ସରଗ୍ ରାଇଜେ ସଲ୍କେ କେଟ୍ବାଟା ବଡେ ଆବଡ୍ ।
24 Again I say unto you—Easier, is it for, a camel, through the eye of a needle, to enter, than a rich man—into the kingdom of God.
୨୪ଆରି ତରେକ୍ କଇଲିନି, ଗଟେକ୍ ବଡ୍ଟା ପସୁ ଜେନ୍ତି ସୁଜି କାଣାବାଟେ ଚିଙ୍ଗ୍ଲି ଜିବାକେ ଆବଡ୍, ସାଉକାର୍ ଲକ୍ ସରଗ୍ ରାଇଜେ କେଟ୍ବାଟା ଅଦିକ୍ ଆବଡ୍ ।”
25 And, hearing it, the disciples were being struck with the greatest astonishment, saying—Who then can be saved?
୨୫ସିସ୍ମନ୍ ଏ କାତା ସୁନି କାବାଅଇଜାଇ ପାଚାର୍ଲାଇ, “ଏନ୍ତି ବଇଲେ କେ ତେବେ ମୁକ୍ତି ପାଇପାର୍ସି?”
26 And, looking intently, Jesus said unto them—With men, this is, impossible, but, with God, all things are possible.
୨୬ଜିସୁ ସେମନର୍ ବାଟେ ଦିରେକରି ଦେକି କଇଲା, “ମୁନୁସ୍ମନର୍ଟାନେ ଏଟା ଅଇନାପାରେ, ମାତର୍ ପର୍ମେସରର୍ ଟାନେ ସବୁଟା ଅଇପାର୍ସି ।”
27 Then, making answer, Peter said unto him—Lo! we, have left all, and followed thee, —What then shall there be, for us?
୨୭ଏ କାତା ସୁନି ପିତର୍ କଇଲା, “ଦେକା, ଆମେ ସବୁଜାକ ଚାଡିକରି ତମର୍ ସଙ୍ଗ୍ ଆସିଆଚୁ । ତେବେ ଆମ୍କେ କାଇଟା ମିଲ୍ସି?”
28 And, Jesus, said unto them—Verily, I say unto you, As for you who followed me in the regeneration, When the Son of Man shall take his seat on his throne of glory, ye also, shall be seated upon twelve thrones, judging the twelve tribes of Israel.
୨୮ଜିସୁ ସେମନ୍କେ କଇଲା, “ଏ କାତା ସତ୍ ବଲି ଜାନ୍ସା, ଜେଡେବେଲେ ନୁଆ ଜୁଗେ ନର୍ପିଲା ମୁଇ ମର୍ ଡାକ୍ପୁଟା ଅଇବା ବସ୍ବାଟାନେ ବସ୍ବି । ମର୍ ବାର୍ଟା ସିସ୍, ତମେ ମିସା, ବାର୍ଟା ବସ୍ବାଟାନେ ବସି ଇସ୍ରାଏଲର୍ ବାର୍ଟା କୁଟୁମ୍କେ ସାସନ୍ କର୍ସା ।
29 And, whosoever left houses, or brethren, or sisters, or father, or mother, or children, or lands, for sake of my name, manifold, shall receive, and life, age-abiding, shall inherit. (aiōnios )
୨୯ଜନ୍ ଲକ୍ମନ୍ ମର୍ଲାଗି ନିଜର୍ ଗର୍, ବାଇ ବଇନି, ଆୟା ବାବା, ପିଲାଟକି ଆରି ଜମିବାଡି ଚାଡି ଆଚତ୍, ସେମନ୍ ତାର୍ ସଏ ଗୁନ୍ ଆସିର୍ବାଦ୍ ପାଇବାଇ, ଆରି ନ ସାର୍ବା ଜିବନ୍ ମିସା ପାଇବାଇ । (aiōnios )
30 But many shall be—first-last, and last-first.
୩୦ଏବେ ଜନ୍ ଲକ୍ମନ୍ ଆଗ୍ତୁ ଆଚତ୍, ସେମନର୍ ବିତ୍ରେଅନି ବେସି ଲକ୍ ପଚେ ଅଇଜିବାଇ । ଆରି ଜନ୍ ଲକ୍ମନ୍ ପଚେ ଆଚତ୍, ସେମନର୍ ବିତ୍ରେ ଅନି ବେସି ଲକ୍ ଆଗ୍ତୁ ଅଇଜିବାଇ ।”