< John 8 >
1 but, Jesus, went unto the Mount of Olives.
୧ଜିସୁ ଜିତ୍ ନାଉଁର୍ ଗଚ୍ମନ୍ ରଇଲା ପର୍ବତେ ଉଟିଗାଲା ।
2 And, early in the morning, again, came he into the temple, and all the people were coming unto him; and, sitting down, he began to teach them.
୨ତାର୍ ଆର୍କର୍ ଦିନର୍ ସାକାଲେ ସେ ମନ୍ଦିରେ ବାଉଡି ଆଇଲା ଆରି ତେଇ ସବୁଲକ୍ ତାର୍ଲଗେ ରୁଣ୍ଡ୍ଲାଇଜେ, ସେ ବସିକରି ସେମନ୍କେ ସିକାଇବାର୍ ଦାର୍ଲା ।
3 And the Scribes and the Pharisees bring a woman, caught, in adultery; and, setting her in the midst,
୩ସେଡ୍କିବେଲେ କେତେଟା ସାସ୍ତର୍ ସିକାଉମନ୍ ଆରି ପାରୁସିମନ୍, ଗଟେକ୍ ବେସିଆନି ମାଇଜିକେ ବେସିଆ କାମ୍ କର୍ବାବେଲେ ଦାରିକରି ଜିସୁର୍ ଲଗେ ଆନ୍ଲାଇ । ତାକେ ସବୁ ଲକର୍ ମୁଆଟେ ଟିଆ କରାଇ ଜିସୁକେ ପାଚାର୍ଲାଇ,
4 they say unto him—Teacher! this woman, hath been caught in the very act of committing adultery!
୪“ଏ ଗୁରୁ, ଏ ମାଇଜିକେ ବେସିଆ କାମ୍ କଲାବେଲେ ଦାରିଆଚୁ ।
5 Now, in the law, Moses, [unto us] gave command to stone, such as these. What, then, dost, thou, say?
୫ଏନ୍ତାରି ମାଇଜିକେ ପାକ୍ନା ସଙ୍ଗ୍ ମାରି ମରାଆ ବଲି ମସାର୍ ନିୟମେ ଲେକା ଅଇଲା ଆଚେ । ଏନ୍ତି ବଇଲେ ତୁଇ କାଇଟା ବଲି କଇଲୁସ୍ନି?”
6 [This, however, they were saying, by way of testing him, —that they might have whereof to accuse him.] But, Jesus, stooping down, with his finger, wrote in the ground.
୬ସେମନ୍ ଜେନ୍ତିକି ଜିସୁ କଇବା ଉତର୍ତେଇଅନି ବୁଲ୍ ଦାରି ତାକେ ଦସି କର୍ବାକେ ଏ କାତା କଇଲାଇ । ମାତର୍ ଜିସୁ ଲଇଁ କରି ଆଙ୍ଗ୍ଟି ସଙ୍ଗ୍ ବୁଏଁ ଲେକ୍ବାର୍ ଦାର୍ଲା ।
7 When, however, they still continued questioning him, he lifted himself up and said [unto them]—He of you, that is without sin, let him first cast at her a stone;
୭ମାତର୍ ସେମନ୍ ତାକେ ତର୍କେ ତର୍ ପାଚାରିଲାଗି ରଇଲାଇ ଜେ ସେ ଟିଆଅଇ କଇଲା, “ଇତି ମୁଲ୍କେ ପାପ୍ ନ କଲା ଲକ୍ କେ ଆଚାସ୍ ବଇଲେ ସେ ଆଗ୍ତୁ ଆସିକରି ତାକେ ପାକ୍ନା ମାର ।”
8 and, again stooping down, he wrote in the ground.
୮ତାର୍ପଚେ ସେ ଆରି ତରେକ୍ ଲଇଁକରି ବୁଏଁ ଲେକ୍ବାର୍ ଦାର୍ଲା ।
9 And, they who heard, began to go out, one by one, beginning from the elders, —and he was left, alone; the woman also, being, in the midst.
୯ଜିସୁର୍ ଏ କାତା ସୁନି ମାଇଜିକେ ଆନିରଇବା ସବୁଲକ୍ ସେ ଜାଗାଇଅନି ଗଟେକ୍ ଗଟେକ୍ ଲକ୍ ବାରଇ ଉଟିଗାଲାଇ । ପର୍ତୁମ୍ ଡକ୍ରାମନ୍ ଗାଲାଇ । ତେଇ ସାରାସାରି ଜାକ ଜିସୁ ଆରି ସେ ମାଇଜିସେ ରଇଲାଇ ।
10 And lifting himself up, Jesus said unto her—Woman, where are they? Hath, no one, condemned thee?
୧୦ଜିସୁ ଟିଆଅଇ ତାକେ ପାଚାର୍ଲା, “ସେ ଲକ୍ମନ୍ କେନେ ଗାଲାଇ? ଇତି କେ ମିସା ତକେ ଦସ୍ ଦାର୍ବାକେ ନାଇ କି?”
11 And, she, said—No one, Sir! And Jesus said—Neither do, I, condemn thee, —be going thy way: Henceforth, be sinning, no more.
୧୧ସେ କଇଲା, “ନାଇ ମାପ୍ରୁ କେ ମିସା ମକେ ଦସି ବଲି ବିଚାର୍ କରତ୍ ନାଇ ।” ଜିସୁ ତାକେ କଇଲା, “ମୁଇ ମିସା ତକେ ଦସି ବଲି ବିଚାର୍ ନ କରି । ମାତର୍ ଜା ଆରି ପାପ୍ କର୍ ନାଇ ।”
12 Again, therefore, unto them, spake Jesus, saying—I, am the light of the world: He that followeth me, shall in nowise walk in darkness, but shall have the light of life.
୧୨ଜିସୁ ଆରିତରେକ୍ ପାରୁସିମନ୍କେ କଇଲା, “ମୁଇସେ ଏ ଦୁନିଆର୍ ଉଜଲ୍ । ଜନ୍ ଲକ୍ ମର୍ ପଚେ ପଚେ ଆଇସି, ସେ ଜିବନର୍ ଉଜଲ୍ ପାଇସି । ଆରି କେବେ ମିସା ଆନ୍ଦାରେ ନ ରଏ ।”
13 The Pharisees, therefore, said unto him—Thou, concerning thyself, bearest witness: thy witness, is not true.
୧୩ପାରୁସିମନ୍ ତାକେ କଇଲାଇ, “ତୁଇ ନିଜେ ନିଜର୍ ବିସଇ ସାକି ଦେଲୁସ୍ନି, ସେଟାର୍ପାଇ, ତର୍ ସାକି ଦେଲାଟା ସତ୍ ନଏଁ ।”
14 Jesus answered, and said unto them—Even though, I, bear witness concerning myself, true, is my witness, because I know whence I came, and whither I go; but, ye, know not whence I come, and whither I go.
୧୪ଜିସୁ ସେମନ୍କେ କଇଲା, “ନାଇ, ମୁଇ ମର୍ ନିଜର୍ ପାଇ ସାକି ଦେଲେ ମିସା, ମୁଇ ଜନ୍ଟା କଇଲିନି ସେଟା ସତ୍ସେ । କାଇକେ ବଇଲେ ମୁଇ କନ୍ତିଅନି ଆଇଲି ଆଚି ଆରି କନ୍ତି ଗାଲିନି, ସେଟା ମୁଇସେ ଜାନି । ମାତର୍ ମୁଇ କନ୍ତିଅନି ଆଇଲିଆଚି ଆରି କନ୍ତି ଜିବି, ସେଟା ତମେ ନାଜାନାସ୍ ।
15 Ye, according to the flesh, do judge: I, am judging no one.
୧୫ଆରି ତମେ ମକେ ଲକ୍ମନର୍ ଇସାବେ ବିଚାର୍ କଲାସ୍ନି । ମାତର୍ ମୁଇ କାକେ ବିଚାର୍ ନ କରି ।
16 And, even if, I, am judging, my judging, is, genuine, —because, alone, am I not, but, I, and the Father who sent me;
୧୬ଜଦି ମୁଇ ବିଚାର୍ କର୍ତି ବଇଲେ ମର୍ ବିଚାର୍ ପୁରାପୁରୁନ୍ ଟିକ୍ ଅଇତା । କାଇକେ ବଇଲେ ମୁଇ ଗଟେକ୍ ଲକ୍ ନାଇ, ମାତର୍ ମକେ ପାଟାଇରଇବା ମର୍ ବାବା ମିସା ମର୍ ସଙ୍ଗ୍ ମିସ୍ତେ ଆଚେ ।
17 And, in your own law, it is written, that, two men’s witness, is, true:
୧୭କାଇଆଲେ ଗଟ୍ନାର୍ ବିସଇ ରଇଲେ, ଦୁଇ ଲକର୍ ସାକି ସମାନ୍ ଅଇଲାନି ବଇଲେ, ସେମନ୍ କଇଲା କାତା ସତ୍ସେ । ତମର୍ ଦରମ୍ ସାସ୍ତରେ ଏନ୍ତି ଲେକା ଅଇଲା ଆଚେ ।
18 I, am the one bearing witness of myself, and the Father who sent me is bearing witness concerning me.
୧୮ମୁଇ ନିଜେ ନିଜର୍ ବିସଇ ସାକି ଦେଲିନି, ଆରି ମକେ ପାଟାଇଲା ପର୍ମେସର୍ ମିସା ମର୍ ସାକି ଦେଲାନି ।”
19 They were saying unto him, therefore—Where, is thy father? Jesus answered—Neither, me, do ye know, nor yet my Father: If, me, ye had known, my Father also, had ye known.
୧୯ଲକ୍ମନ୍ ଜିସୁକେ ପାଚାର୍ଲାଇ “ତର୍ ବାବା କନ୍ତି ଆଚେ?” ଜିସୁ ସେମନ୍କେ କଇଲା, “ତମେ ମକେ ନାଜାନାସ୍ ଆରି ମର୍ ବାବାକେ ମିସା ନାଜାନାସ୍ । ତମେ ଜଦି ମକେ ଜାନିରଇତାସ୍ ବଇଲେ ମର୍ ବାବାକେ ମିସା ଜାନ୍ତାସ୍ ।”
20 These sayings, spake he in the treasury, teaching in the temple, and yet, no one, seized him, because, not yet, had come his hour.
୨୦ଜିସୁ ମନ୍ଦିରର୍ ଦାନ୍ ସଙ୍ଗଇବା ପେଡିମନ୍ ରଇବା ଆକ୍ରାଇ ଏ ସବୁ ବିସଇ ସିକିଆ ଦେଇତେରଇଲା । ଆରି କେ ମିସା ତାକେ ବନ୍ଦି କରି ନାପାର୍ଲାଇ । କାଇକେବଇଲେ ତାର୍ ବେଲା କେଟି ନ ରଇଲା ।
21 He said unto them again, therefore—I, go, and ye shall seek me, —and yet, in your sin, shall ye die: Whither, I, go, ye, cannot come.
୨୧ଜିସୁ ଲକ୍ମନ୍କେ ଆରି ତରେକ୍ କଇଲା, “ମୁଇ ଗାଲିନି ଆରି ତମେ ମକେ କଜ୍ସା । ମାତର୍ ନିଜର୍ ନିଜର୍ ପାପ୍ କେମା ନ କରାଇଅଇ ମର୍ସା । ଆରି ମୁଇ ଜନ୍ ଜାଗାଇ ଜିବି ତମେ ତେଇ ଆସି ନାପାରାସ୍ ।”
22 The Jews, therefore, were saying—Can it be that he will kill himself, that he saith, Whither, I, go, ye, cannot come?
୨୨ଜିସୁ ଏନ୍ତି କଇଲାକେ ଜିଉଦି ନେତାମନ୍ ନିଜର୍ ନିଜର୍ ବିତ୍ରେ କୁଆବଲା ଅଇଲାଇ, “ସେ କାଇକେ ମୁଇ ଜନ୍ ଜାଗାଇ ଗାଲିନି, ତମେ ତେଇ ଜାଇନାପାରାସ୍ ବଲି କଇଲାନି? ଜିସୁ କାଇ ନିଜେ ଉଚ୍କି ଅଇ ମର୍ବାକେ ମନ୍ କଲାନି କି?”
23 And he was saying unto them—Ye, are, of the realms below, I, am, of the realms above: Ye, are, of this world, I, am not of this world.
୨୩ଜିସୁ ସେମନ୍କେ କଇଲା, “ତମେ ଏ ଦୁନିଆଇଅନି ଆସିଆଚାସ୍ । ମାତର୍ ମୁଇ ସର୍ଗେଅନି ଆସିଆଚି । ତମେ ଏ ଦୁନିଆର୍ ଲକ୍, ମାତର୍ ମୁଇ ଏ ଦୁନିଆର୍ ଲକ୍ ନଇ ।
24 Therefore said I unto you, Ye shall die in your sins: For, if ye believe not that, I, am he, ye shall die in your sins.
୨୪ତମେ ନିଜର୍ ନିଜର୍ ପାପ୍ କେମା ନ କରାଇଅଇତେ ମର୍ସା ବଲି ମୁଇ ତମ୍କେ କଇରଇଲି । ନିଜେ ମୁଇ ସେ । ଏଟାକେ ବିସ୍ବାସ୍ ନ କଲେ, ତମେ ନିଜର୍ ପାପେ ସେ ମର୍ସା ।”
25 They were saying unto him, therefore—Who art, thou? Jesus said unto them—First and foremost, even what I speak unto you.
୨୫ଜିଉଦି ନେତାମନ୍ ପାଚାର୍ଲାଇ, “ତୁଇ କେ? ଆମ୍କେ କ ।” ଜିସୁ ସେମନ୍କେ କଇଲା, “ଆରାମେ ଅନି ମୁଇ କେ ବଲି କଇଆଇଲିନି ।
26 Many things, have I, concerning you, to speak, and to judge; but, he who sent me, is, true, and, I, what things I heard from him, the same, speak I unto the world.
୨୬ତମେ ପାପ୍ କରିରଇବାଟା ଆରି ଦସ୍ କରିରଇବା ବିସଇ ମର୍ ଟାନେ ବେସି ଆଚେ । କାଇକେବଇଲେ, ଜେ ମକେ ପାଟାଇ ଆଚେ, ତାର୍ତେଇ ଅନି ମୁଇ ଜାଇଟା ସୁନି ଆଚି, ସେଟା ସେ ଜାନାଇଲିନି ।”
27 They noted not that, as touching the Father, unto them, he was speaking.
୨୭ମାତର୍ ଜିସୁ ତାର୍ ବାବାର୍ ବିସଇ ଏନ୍ତାରି କଇଲାନି ବଲି ସେମନ୍ ମୁଲ୍କେ ବୁଜି ନାପାର୍ଲାଇ ।
28 Jesus, therefore, said—Whensoever ye shall lift up the Son of Man, then, shall ye know, that, I, am he, and, of myself, am doing, nothing; but, just as the Father taught me, the same things, am I speaking.
୨୮ସେଟାର୍ପାଇ ସେ ସେମନ୍କେ କଇଲା, “ତମେ ନର୍ପିଲା ମକେ କୁର୍ସେ କୁଟି ମାରି ଉଟାଇଲାବେଲେ ଜାନ୍ସା, ସେ ନିଜେ ମୁଇ ସେ । ମୁଇ ନିଜର୍ ଅଦିକାରେ କାଇଟା କରି ନାପାରି, ମର୍ ବାବାର୍ ଟାନେଅନି ଜାଇଟା ସିକ୍ଲି ଆଚି, ସେଟାସେ କଇଲିନି, ସେଟା ତମେ ବୁଜ୍ସା ।
29 And, he that sent me, is, with me: He hath not left me, alone. Because, I, the things that please him, ever do.
୨୯ଜେ ମକେ ପାଟାଇଆଚେ, ସେ ମର୍ ସଙ୍ଗ୍ ଆଚେ । ସେ ମକେ ଏକ୍ଲା ଚାଡି ଦେଏନାଇ, କାଇକେବଇଲେ ସେ ଜାଇଟା ମନ୍କଲାନି, ମୁଇ ସେଟାସେ କଲିନି ।”
30 As he was speaking these things, many, believed on him.
୩୦ଜିସୁର୍ ଏ ସବୁ କାତା ସୁନି, ବେସି ଲକ୍ମନ୍ ତାକେ ବିସ୍ବାସ୍ କଲାଇ ।
31 Jesus was saying, therefore, unto the Jews who had believed on him—If, ye, abide in my word, of a truth, my disciples, ye are;
୩୧ଜିସୁ ତାର୍ଟାନେ ବିସ୍ବାସ୍ କରିରଇବା ଜିଉଦି ଲକ୍ମନ୍କେ କଇଲା, “ଜଦି ତମେ ମର୍ ସିକିଆ ମାନିକରି ତବିର୍ ଅଇ ରଇସା, ବଇଲେ ସତଇସେ ମର୍ ସିସ୍ ଅଇସା ।
32 And ye shall know the truth, and, the truth, shall make you free.
୩୨ଆରି ତମେ ସତ୍ ବିସଇ ଜାନ୍ସା, ସେ ସତ୍ ତମ୍କେ ମୁକ୍ଲାଇସି ।”
33 They made answer unto him—Seed of Abraham, are we, and, unto no one, have been brought into bondage, at any time: How sayest, thou, Free, shall ye be made?
୩୩ଜିଉଦି ଲକ୍ମନ୍ ତାକେ କଲାଇ, “ଆମେ ଅବ୍ରାଆମର୍ ନାତିତିତିମନ୍, ଆରି ଆମେ କେବେ ମିସା କାର୍ ଗତିଅଇ ରଉନାଇ, ଏନ୍ତି ବଇଲେ ତମେ କେନ୍ତି ମୁକଲ୍ସା ବଲି କଇଲୁସ୍ନି? ଏ କାତାର୍ ଅରତ୍ କାଇଟା?”
34 Jesus answered them, Verily, verily, I say unto you: Every one who committeth sin, is, a slave, [of sin: ]
୩୪ଜିସୁ କଇଲା, “ମୁଇ ତମ୍କେ ସତ୍ କାତା କଇଲିନି, ଜେ ପାପ୍ କର୍ସି, ସେ ପାପର୍ ଗତିଦାଙ୍ଗ୍ଡା ।
35 Now, the slave, doth not abide in the house, evermore. The Son, abideth, evermore. (aiōn )
୩୫ଗତିଦାଙ୍ଗ୍ଡା ଗଟେକ୍ ଗରେ ସବୁ ଦିନର୍ପାଇ ନ ରଏ । ମାତର୍ ସେ ଗରର୍ ପିଲାସେ ସବୁଦିନର୍ପାଇ ରଇସି । (aiōn )
36 If then, the Son, shall make you free, really free, shall ye be.
୩୬ସେଟାର୍ପାଇ ମୁଇ ଜଦି ତମ୍କେ ମୁକ୍ଲାଇବି ବଇଲେ, ସତଇସେ ତମେ ମୁକଲ୍ସା ।
37 I know that ye are, seed of Abraham; but ye are seeking to kill me, because, my word, findeth no place in you.
୩୭ତମେ ଅବ୍ରାଅମ୍ କୁଟୁମର୍ ଲକ୍ମନ୍ ବଲି ମୁଇ ଜାନିଆଚି, ଅଇଲେ ମିସା ତମର୍ ବିତ୍ରେଅନି କେତେ ଲକ୍ମନ୍ ମକେ ମରାଇବାକେ ଚେସ୍ଟା କଲାସ୍ନି । କାଇକେ ବଇଲେ ମର୍ ସିକିଆ ତମେ ମାନାସ୍ ନାଇ ।
38 What things, I, have seen with the Father, I am speaking; Ye, also, then, what things ye have heard from your father, are doing.—
୩୮ମୁଇ ମର୍ ବାବା ସଙ୍ଗ୍ ରଇଲାବେଲେ ମକେ ସେ ଜାଇଟା ଦେକାଇଆଚେ, ସେଟା ତମ୍କେ କଇଲିନି । ମାତର୍ ତମର୍ ବାବା ତମ୍କେ ଜାଇଟା ସିକାଇଆଚେ, ସେଟା କଲାସ୍ନି ।”
39 They answered and said unto him—Our father, is, Abraham. Jesus saith unto them—If, children of Abraham, ye are, the works of Abraham, are ye doing.
୩୯ଜିଉଦି ଲକ୍ମନ୍ ତାକେ କଇଲାଇ, “ଆମର୍ ବାବା ଅବ୍ରାଆମ୍ ।” ଜିସୁ କଇଲା, “ତମେ ଜଦି ସତଇସେ ଅବ୍ରାଅମର୍ ନାତିତିତି ଅଇରଇତାସ୍ ବଇଲେ, ଅବ୍ରାମ୍ କରିରଇଲା କାମ୍ମନ୍ କର୍ତାସ୍ ।
40 But, now, ye are seeking, to kill me, —A man who, the truth, unto you, hath spoken, which I have heard from God: this, Abraham, did not.
୪୦ପର୍ମେସର୍ ତେଇଅନି ସୁନ୍ଲା ସତ୍ କାତା ଚାଡି ମୁଇ ଆରି ତମ୍କେ କାଇଟା କଇନାଇ । ଅଇଲେ ମିସା ତମେ ମକେ ମରାଇବାକେ ଚେସ୍ଟା କଲାସ୍ନି । ମାତର୍ ଅବ୍ରାଆମ୍ ଏନ୍ତାରି କାଇ କାମ୍ କରି ନ ରଇଲା ।
41 Ye, are doing the works of your father. They said unto him—We, of fornication, were not born: One father, have we—God.
୪୧ତମର୍ ବାବାମନ୍ ଜନ୍ କାମ୍ମନ୍ କରି ରଇଲାଇ, ତମେ ସେଟା କଲାସ୍ନି ।” ମାତର୍ ଜିଉଦିମନ୍ କଇଲାଇ, “ଆମର୍ ବାବା ପର୍ମେସର୍ସେ । ଆମେସେ ତାର୍ ପିଲାଟକିମନ୍ ।”
42 Jesus said unto them—If, God, had been your father, ye had been loving me, for, I, from God, came forth, and am here; for, not even of myself, have I come, but, he, sent me forth.
୪୨ଜିସୁ ସେମନ୍କେ କଇଲା, “ଜଦି ପର୍ମେସର୍ ତମର୍ ବାବା ଅଇରଇଲେ, ତମେ ମକେ ଆଲାଦ୍ କର୍ତାସ୍ । କାଇକେ ବଇଲେ ମୁଇ ପର୍ମେସର୍ ତେଇଅନି ଆସି ଏବେ ଇତି ଆଚି । ମାତର୍ ନିଜର୍ ଅଦିକାରେ ଆସିନାଇ । ସେ ମକେ ଏ ଦୁନିଆଇ ପାଟାଇଲା ଆଚେ ।
43 Wherefore, is it, that, my speech, ye do not understand? because ye cannot hear my word.
୪୩ତମେ କାଇକେ ମର୍ କାତା ବୁଜି ନାପାର୍ଲାସ୍ନି? କାଇକେ ବଇଲେ ତମେ ମର୍ ସିକିଆ ସୁନି ତବିର୍ଅଇ ରଇ ନାପାର୍ଲାସ୍ନି ।
44 Ye, are, of your father—the adversary, and, the covetings of your father, ye choose to be doing. He, was, a murderer, from the beginning, and, in the truth, he stood not; because truth is not in him: Whensoever he speaketh falsehood, of his own, he speaketh; because, false, he is, and, the father of it.
୪୪ସଇତାନ୍ ଅଇଲାନି ତମର୍ ବାବା । ଆରି ତମେ ସେ କର୍ବା କାରାପ୍ କାମ୍ମନ୍ କର୍ବାକେ ମନ୍ କଲାସ୍ନି । ସେ ଆଗ୍ତୁଅନି ଲକ୍ମନ୍କେ ନସ୍ଟ କଲାନି, ଆରି ସେ ସତ୍ ବିସଇ ଗିନ୍ କଲାନି । ତାର୍ତେଇ ସତ୍ ବିସଇ ନାଇ । ଜେଡେବେଲା ସେ ମିଚ୍ କଇଲାନି, ସେବେଲା ସେ ନିଜର୍ ଗୁନ୍ ଚଲନ୍ଅନି ସେନ୍ତି କଇଲାନି । କାଇକେ ବଇଲେ ସେ ମିଚ୍ କଇବା ଲକ୍, ଆରି ମିଚ୍ କଇବା ଲକ୍ମନର୍ ବାବା ।
45 But, as for me, because, the truth, I speak, ye do not believe me.
୪୫ଏବେ ମୁଇ ସବୁବେଲା ସତ୍କାତା କଇଲିନି ମିସା ତମେ ମକେ ବିସ୍ବାସ୍ କରାସ୍ନାଇ ।
46 Which of you convicteth me of sin? If, truth, I speak, wherefore, do, ye, not believe me?
୪୬ତମର୍ ବିତ୍ରେ ଅନି କେମିସା ଗଟେକ୍ ଲକ୍ ମୁଇ ପାପ୍ କଲିଆଚି ବଲି ମକେ ଦସି କରାଇପାରେ କି? ଆରି ମୁଇ ଜଦି ସତ୍କାତା କଇଲିନି ବଇଲେ, ତମେ କାଇଜେ ବିସ୍ବାସ୍ କରାସ୍ ନାଇ?
47 He that is of God, heareth, the sayings of God; therefore, do, ye, not hear, because, of God, ye are not.
୪୭ଜେତ୍କି ଲକ୍ ପର୍ମେସରର୍ ଅଇଲାଇ ଆଚତ୍, ସେମନ୍ ପର୍ମେସରର୍ କାତା ସୁନ୍ବାଇ । ଆରି ତମେ ପର୍ମେସରର୍ତେଇଅନି ଆଇଲା ଲକ୍ ନୁଆସ୍ । ସେଟାର୍ପାଇ ତମେ ମର୍ ବାକିଅ ସୁନାସ୍ ନାଇ ।”
48 The Jews answered, and said unto him—Do, we, not, well, say: Thou, art, a Samaritan, and hast a demon?
୪୮ଜିଉଦିମନ୍ ଜିସୁକେ ପାଚାର୍ଲାଇ, “ତୁଇ ଗଟେକ୍ ସମିରଣିୟ ଲକ୍, ତକେ ଗଟେକ୍ ଡୁମା ଦାର୍ଲା ଆଚେ ବଲି ଆମେ କଇଲା କାତା ସତ୍ ନଏଁ କି?”
49 Jesus answered—I, have not, a demon, but honour my Father: and, ye, dishonour me.
୪୯ଜିସୁ ସେମନ୍କେ କଇଲା, “ନାଇ! ମକେ ଡୁମା ଦାରେ ନାଇ । ମୁଇ ମର୍ ବାବାକେ ସନ୍ମାନ୍ ଦେଲିନି । ମାତର୍ ତମେ ମକେ ନିନ୍ଦାକାତା କଇ ଲାଜ୍ କରାଇଲାସ୍ନି ।
50 But, I, seek not my glory: There is one who seeketh and judgeth.
୫୦ମୁଇ ନିଜେ ଡାକ୍ପୁଟା ପାଇବାକେ ଚେସ୍ଟା କରିନାଇ । ମାତର୍ ଆରି ଗଟେକ୍ ଲକ୍ ମକେ ଡାକ୍ପୁଟା କରାଇବାକେ ମନ୍ କଲାନି । ସେ ଟିକ୍ ବାବେ ବିଚାର୍ କର୍ବା ମାପ୍ରୁ ।
51 Verily, verily, I say unto you: If anyone shall keep, my word, death, shall he not see, unto times age-abiding. (aiōn )
୫୧ମୁଇ ତମ୍କେ ସତ୍କାତା କଇଲିନି, ଜେ ମୁଇ ସିକାଇବା କାତା ମାନ୍ସି, ସେ କେବେ ମିସା ନ ମରେ ।” (aiōn )
52 The Jews said unto him—Now, we know that, a demon, thou hast: —Abraham, died, and, the prophets, and yet, thou, sayest: If anyone shall keep, my word, in nowise shall he taste of death, unto times age-abiding. (aiōn )
୫୨ସେମନ୍ ଜିସୁକେ କଇଲାଇ, “ଏବେ ଆମେ ଜାନ୍ଲୁ ତକେ ଗଟେକ୍ ଡୁମା ଦାର୍ଲା ଆଚେ । ଅବ୍ରାଆମ୍ ଆରି ବବିସତ୍ବକ୍ତାମନ୍ ମରିଗାଲାଇ ଆଚତ୍, ମାତର୍ ତୁଇ କଇଲୁସ୍ନି ଜଦି କେ ମିସା ମର୍ କାତା ମାନ୍ସା ବଇଲେ ସେ କେବେ ମିସା ନ ମରେ ବଲି ।” (aiōn )
53 Surely, thou, art not, greater, than our father Abraham, —who, indeed, died? and, the prophets, died: —Whom, makest thou thyself?
୫୩ସେମନ୍ ପାଚାର୍ଲାଇ “ତୁଇକାଇ ଆମର୍ ବାବା ଅବ୍ରାଆମ୍ଟାନେଅନି ବଡ୍ ଲକ୍କି? ସେମନ୍ ମିସା ମରିଗାଲାଇ ଆଚତ୍ ଆରି ବବିସତ୍ବକ୍ତାମନ୍ ମିସା ମରିଜାଇଆଚତ୍ । ତୁଇ ନିଜ୍କେ କେ ବଲି ବାବ୍ଲୁସ୍ନି?”
54 Jesus answered—If, I, glorify myself, my glory, is nothing: It is, my Father, that glorifieth me, —of whom, ye, say—He is, your God!
୫୪ଜିସୁ ସେମନ୍କେ କଇଲା, “ମୁଇ ଜଦି ନିଜ୍କେ ଡାକ୍ପୁଟା କର୍ବି ବଲି ଚେସ୍ଟା କର୍ତି ବଇଲେ, ସେ ଡାକ୍ପୁଟାର୍ କାଇ ମୁଲିଅ ନାଇ । ମର୍ ବାବା ଜାକେ କି ତମେ ତମର୍ ପର୍ମେସର୍ ବଲି କଇଲାସ୍ନି, ସେ ସେ ମକେ ଡାକ୍ପୁଟା କରାଇଲାନି ।
55 And yet ye have not come to know him; but, I, do know him: If I say, I know him not, I shall be like you—false; but I know him, and, his word, am I keeping.
୫୫ତମେ ତାକେ ନାଜାନାସ୍, ମାତର୍ ମୁଇ ଜାନି । ଜଦି ମୁଇ ତାକେ ନାଜାନି ବଲି କଇବି, ସେନ୍ତାର୍ଆଲେ ମୁଇ ମିସା ତମର୍ପାରା ମିଚ୍ କଇବା ଲକ୍ ଅଇବି । ମାତର୍ ମୁଇ ତାକେ ଜାନିଆଚି ଆରି, ତାର୍ କାତା ମାନ୍ଲିନି ।
56 Abraham, your father, exulted that he should see my day; and he saw, and rejoiced.
୫୬ମୁଇ ଆଇବା ଦିନ୍ ଦେକ୍ବି ବଲି ତମର୍ ବାବା ଅବ୍ରାଆମ୍, ବେସି ଆସା କରି ସାର୍ଦା ଅଇତେ ରଇଲା । ଆରି ସେ ଦିନ୍କେ ଦେକି କରି ସାର୍ଦା ଅଇଲା” ବଲି କଇଲା ।
57 The Jews, therefore, said unto him—Fifty years old, not yet art thou, and, Abraham, hast thou seen?
୫୭ତାର୍ ପଚେ ଜିଉଦିମନ୍ ଜିସୁକେ କଇଲାଇ, “ତକେ ପଚାସ୍ ବରସ୍ ମିସା ଅଏ ନାଇତା, ତୁଇ କାଇ ଅବ୍ରାଆମ୍କେ ଦେକି ଆଚୁସ୍ କି?”
58 Jesus said unto them—Verily, verily, I say unto you: Before, Abraham, came into existence, I, am.
୫୮ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ସତ୍କାତା କଇଲିନି, ଅବ୍ରାଆମ୍ ଜନମ୍ ଅଇବା ଆଗ୍ତୁଅନି ମୁଇ ଆଚି ।”
59 They took up stones, therefore, that they might cast at him; but, Jesus, was hidden, and went forth out of the temple.
୫୯ଜିସୁ ଏ କାତା କଇବାବେଲେ ସେମନ୍ ତାକେ ମାର୍ବାକେ ପାକ୍ନା ବେଟ୍ଲାଇ, ମାତର୍ ଜିସୁ, ମନ୍ଦିରେ ଅନି ବାରଇ ଲକ୍ମନର୍ ବିତ୍ରେ ପୁରି ଉଟିଗାଲା ।