< 1 Peter 4 >

1 Christ, then, having suffered in flesh, do, ye also, with the same purpose, arm yourselves, —because, he that hath suffered in flesh, hath done with sins, —
କିରିସ୍‌ଟ ନିଜର୍‌ ଗାଗ୍‌ଡେ ଦୁକ୍‌କସ୍‌ଟ ମୁର୍‌ଚିକରି ଜେନ୍ତାରି ଚିନ୍ତା କର୍‌ତେ ରଇଲା, ତମେମିସା ସେନ୍ତାରି ଚିନ୍ତାକରି ଡାଟ୍‌ ଉଆ । କାଇକେବଇଲେ ଜେ ଗାଗ୍‌ଡେ ଦୁକ୍‌କସ୍‌ଟ ମୁରଚ୍‌ସି, ସେ ଆରି ପାପ୍‌ କର୍‌ବାକେ ମନ୍‌ ନ କରେ ।
2 To the end that, no longer, in men’s covetings, but in God’s will, ye may live, the still remaining time.
ତେବର୍‌ପାଇ ତମର୍‌ ମନ୍‌କେ ଜାଗରତ୍‌ କରା । ଜେନ୍ତାରିକି, ଏବେ ଅନି ତମର୍‌ ମରନ୍‌ ଜାକ, ପର୍‌ମେସର୍‌ ମନ୍‌ କଲା ଇସାବେ ଚଲାଚଲ୍‌ତି କର୍‌ସା । ତମର୍‌ ପାପର୍‌ ଗୁନ୍‌ ଚଲନ୍‌ ଇସାବେ କରାନାଇ ।
3 For, sufficient, is the bygone time—to have wrought out, the will of the nations, having gone on in wanton ways, covetings, wine-drinkings, revellings, drinking-bouts, and impious idolatries: —
କାଇକେବଇଲେ ପର୍‌ମେସର୍‌କେ ନାଜାନ୍‌ଲା ଲକ୍‌ ଜନ୍‌ଟା କର୍‌ବାକେ ମନ୍‍ କର୍‌ବାଇ, ସେନ୍ତାରି ତମେମିସା କର୍‌ତେ ରଇଲାସ୍‌ । ଆରି ସେନ୍ତାରି କରି କରି ଚୁଚାଇ ଚୁଚାଇ ଦିନ୍‌ ଗାଲା । ତମର୍‌ ଗାଗଡର୍‌ ପାପେରଇବା ଗୁନ୍‌ଚଲନ୍‌ ଇସାବେ ଲାଜର୍‌ ବିସଇ, ପାଦ୍‌ରା କାମ୍‌ କର୍‌ବାକେ ମନ୍‌ କର୍‌ବା ବିସଇ, ମାତିରଇବା ବିସଇ, କରାପ୍‌ ବିସଇଟାନେ ମଜାମଜ୍‌ଲିସ୍‌ କର୍‌ବା ବିସଇ ଆରି ପର୍‌ମେସର୍‌ ଗିନ୍‌କର୍‌ବା ପୁତ୍‍ଲା ପୁଜା କର୍‌ବାଟାମନ୍‌ କର୍‌ତେରଇଲାସ୍‌ ।
4 Wherein they are taken by surprise that ye run not with them into the same overflow of riotous excess, —uttering defamation:
ମାତର୍‌ ଏବେ, ବିସ୍‌ବାସ୍‌ ନ କଲା ଲକ୍‌ମନ୍‌ କାବାଅଇଗାଲାଇନି ଆରି ତମ୍‌କେ ନିନ୍ଦାର୍‌ କାତା କଇଲାଇନି । କାଇକେବଇଲେ ସେମନ୍‌ କରିରଇବା କାରାପ୍‌ ମଜାମଜ୍‌ଲିସ୍‌ ବିସଇତେଇ ତମେ ମିସାସ୍‌ ନାଇ ।
5 Who shall render an account unto him who is holding in readiness to judge living and dead;
ମାତର୍‌ ସେମନ୍‌ ନିଜେ ପର୍‌ମେସର୍‌କେ ଇସାବ୍‌ ଦେବାକେ ପଡ୍‌ସି । ସେ ବଁଚିରଇବା ଆରି ମରିରଇବା ସବୁକେ ବିଚାର୍‌ କର୍‌ବାକେ ଜାଗିଆଚେ ।
6 For, unto this end, even unto the dead, was the glad-message delivered, —in order that they might be judged, indeed, according to men in flesh, but might live according to God in spirit.
ସେଟାର୍‌ପାଇ ସୁବ୍‌କବର୍‌ ମରିରଇବା ଲକ୍‌ମନ୍‌କେ ମିସା ଜାନାଇରଇଲାଇ । କାଇକେବଇଲେ ସବୁଲକ୍‌ମନ୍‌ ପାଇବା ଡଣ୍ଡ୍‌ ସେମନ୍‌ ପାଇରଇକରି ମରିରଇଲେ ମିସା ତାକର୍‌ ଆତ୍‌ମା ପର୍‌ମେସରର୍‌ ପାରା ବଁଚ୍‌ବାକେ ସୁବ୍‌ କବର୍‌ ଜାନାଇରଇଲାଇ ।
7 But, the end of all things, hath drawn near: —be of sound mind, therefore, and be sober for prayers;
ମାତର୍‌ ସବୁ ବିସଇ ସାର୍‌ବା ବେଲା ଲଗେ କେଟ୍‌ଲାବେ । ତେବର୍‌ପାଇ ନିଜେ ଜାଗରତ୍‌ ରୁଆ ଏନ୍ତାରି କଲେ ତମେ ନିକସଙ୍ଗ୍‍ ପାର୍‌ତନା କରିପାରାସ୍‌ ।
8 Before all things, keeping, fervent, your love, among yourselves, because, love, covereth a multitude of sins;
ସବୁର୍‌ଟାନେଅନି ମୁକିଅ ବିସଇ ଅଇଲାନି ତମର୍‌ ତମର୍‌ ବିତ୍‌ରେ ଆଲାଦ୍‌ କରାକରି ଅଇବାଟା । କାଇକେବଇଲେ, ସେନ୍ତାରି ଆଲାଦ୍‌ କଲେ, ତମର୍‌ ତମର୍‌ ପାପ୍‌ ବିସଇ ଚିନ୍ତା ନ କରି ମୁର୍‌ଚିକରି କେମା ଦିଆଦିଇ ଅଇସା ।
9 Showing hospitality one to another without murmuring, —
ତମର୍‌ ବିତ୍‌ରେ ମୁର୍‌ମୁରା ନଅଇ ଗଟେକ୍‍ ଲକ୍‌ ଆରି ଗଟେକ୍‍ ଲକ୍‌କେ ଗତିଆ କରି ଡାକାଡାକି ଉଆ ।
10 Each one, according as he hath received a gift of favour, unto one another, ministering the same, as careful stewards of the manifold favour of God:
୧୦ତାକେ ବିସ୍‌ବାସ୍‌ କର୍‌ବା ସବୁଲକ୍‌କେ ପର୍‌ମେସର୍‌ ବିନ୍‌ ବିନ୍‌ ଦାନ୍‌ ସର୍‌ପିଦେଲା ଆଚେ । ଗଟେକ୍‌ ବିସ୍‌ବାସ୍‌ ରଇବା ଗତିଦାଙ୍ଗ୍‌ଡା ପାରା ସେ ଦେଇରଇବା ଦାନ୍‌ ବିନ୍‌ ଲକର୍‌ ମଙ୍ଗଲ୍‌ ଅଇବାକେ ଦିଆସ୍‌ ।
11 If any one speaketh, as oracles of God, if any one ministereth, as of strength which, God, supplieth, —that, in all things, God may be glorified through Jesus Christ, —unto whom are the glory and the dominion, unto the ages of ages. Amen! (aiōn g165)
୧୧ଜନ୍‌ ଲକ୍‌ମନ୍‌ କବର୍‌ ଜାନାଇଲାଇନି, ଆମେ ପର୍‌ମେସରର୍‌ କବର୍‌ ଜାନାଇଲୁନି, ବଲି ଜାଗ୍‌ରତ୍‌ ରଇବାର୍‌ ଆଚେ । ଜନ୍‌ ଲକ୍‌ମନ୍‌ ତାକର୍‌ ବାଇବଇନିମନ୍‌କେ ସେବା କଲାଇନି, ଆମେ ପର୍‌ମେସର୍‌ ବପୁ ଦେଲାକେସେ, ସେବାକଲୁନି ବଲି ଏତାଅତ୍‌ । ତମେ କରିରଇବା ସବୁ କାମେ ଜିସୁକିରିସ୍‌ଟର୍‌ଟାନେଅନି ପର୍‌ମେସର୍‌ ଡାକ୍‌ପୁଟା ପାଅ । ସେ ଆକା କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ମଇମା ଆରି ବପୁ ପାଇସି । ଆମେନ୍‌! (aiōn g165)
12 Beloved! be not held in surprise by the burning among you, which, for putting you to the proof, is befalling you, as though a, surprising, thing were happening unto you;
୧୨ଏ ମର୍‌ ମଇତର୍‌ମନ୍‌, ତମେ ବେସି ଦୁକ୍‌ କସ୍‌ଟ ମୁର୍‌ଚିକରି ରଇବାବେଲେ କାବାଅଇଜିବାର୍‌ ନାଇ । ନ ଅଇବା ବିସଇ ମକେ କେନ୍ତାରି ଗଟ୍‌ଲାନି ବଲି ବାବ୍‌ବାର୍‌ ନାଇ ।
13 But, in so far as ye are taking fellowship in the Christ’s sufferings, rejoice! in order that, in the revealing of his glory also, ye may rejoice with exultation:
୧୩ତାର୍‌ ବାଦୁଲେ, କିରିସ୍‌ଟ ଦୁକ୍‌ କସ୍‌ଟ ମୁର୍‌ଚିକରି ରଇଲାର୍‍ ପାରା ତମ୍‌କେ ମୁରଚ୍‌ବାକେ ଆଇଲେ, ସାର୍‌ଦା ଉଆ । ଜନ୍‌ ଦିନେ ସେ ତାର୍‌ ଡାକ୍‌ପୁଟା ଦେକାଇସି, ସେ ଦିନେ ତମେ ଅଦିକ୍‌ ସାର୍‌ଦା ଅଇସା ।
14 If ye are being reproached in the name of Christ, happy [are ye]! Because, the Spirit, of the glory, and the [Spirit] of God, unto you is bringing rest.
୧୪କିରିସ୍‌ଟର୍‌ ସିସ୍‌ ଅଇଲାର୍‌ ପାଇ ଲକ୍‌ମନ୍‌ ତମ୍‌କେ ନିନ୍ଦା କଲେ, ତମେ କେଡେକ୍‌ କରମର୍‌ ଲକ୍‌! କାଇକେବଇଲେ ବେସି ମଇମା ରଇବା ପର୍‌ମେସରର୍‌ ଆତ୍‌ମା ତମର୍‌ଟାନେ ଆଚେ ବଲି ଜାନିପାର୍‌ସା ।
15 For let, none of you, be suffering as a murderer, or a thief, or an evil-doer, or as one prying into other men’s affairs;
୧୫ତମର୍‌ ବିତ୍‌ରେ ଜଦି କେ ମିସା ନର୍‌ ମାର୍‌ଲାର୍‌ ପାଇ ନଇଲେ ଚର୍‌ ଅଇଲାର୍‌ ପାଇ କି ନିୟମ୍‌ ନ ମାନ୍‌ଲାର୍‌ପାଇ କି ବିନ୍‌ ଲକର୍‌ ବିସଇତେଇ ମୁଣ୍ଡ୍‌ ପୁରାଇଲାର୍‌ପାଇ ଦୁକ୍‌ କସ୍‌ଟ ପାଆନାଇ ।
16 But, if as a Christian, let him not be ashamed, but be glorifying God in this name.
୧୬ମାତର୍‌ କିରିସ୍‌ଟକେ ବିସ୍‌ବାସ୍‌କରି ଜଦି ଦୁକ୍‌ କସ୍‌ଟ ପାଇଲେ ଲାଜ୍‌ ନ ଅଇ ପର୍‌ମେସର୍‌କେ ଡାକ୍‌ପୁଟା କରା । କାଇକେବଇଲେ ତମ୍‌କେ କିରିସ୍‌ଟର୍‌ ଲକ୍‌ ଇସାବେ ଲେକାଅଇଲା ଆଚେ ।
17 For it is the ripe time for the judgment to begin with the house of God; but, if first with us, what shall be the end of them who yield not unto the glad-message of God?
୧୭କାଇକେବଇଲେ ପର୍‌ମେସର୍‌ ସବୁ ଲକ୍‌କେ ବିଚାର୍‌ କର୍‌ବାଦିନ୍‌ ଲଗେ କେଟ୍‌ଲା ଆଚେ । ଆରି ସେ ତାର୍‌ ନିଜର୍‌ ଲକ୍‌କେ ପର୍‌ତୁମ୍‌ ବିଚାର୍‌ କର୍‌ସି । ଜଦି ସେଟା ଆମର୍‌ ସଙ୍ଗ୍‍ ଆରାମ୍‌ ଅଇଲେ, ତାର୍‌ ସୁବ୍‌ କବର୍‌ ଚାଡିଦେଲା ଲକ୍‌ମନର୍‌ ଦସା କେନ୍ତାର୍‍ ଅଇସି?
18 And, if, the righteous man, is, with difficulty, saved, where then shall, the ungodly and sinful man, appear?
୧୮ଦରମ୍‌ ସାସ୍‌ତରେ ଲେକାଅଇଲାପାରା, “ଜଦି ଦରମ୍‌ ଲକ୍‌ ମୁକ୍‌ତି ପାଇବାଟା ଆବଡ୍‌ ପର୍‌ମେସରର୍‌ ବିସଇ କାଇ ଚିନ୍ତା ନ କର୍‌ବା ପାପିମନର୍‌ ବିସଇ କେନ୍ତାର୍‍ ରଇସି?”
19 So then, let, them who are even suffering, according to the will of God, unto a faithful Creator, be committing their souls, in well-doing.
୧୯ତେବର୍‌ପାଇ ପର୍‌ମେସର୍‌ ମନ୍‌ କଲାକେ ତମେ ଜଦି ଦୁକ୍‌ କସ୍‌ଟ ମୁର୍‌ଚିକରି ଆଚାସ୍‌, ସେନ୍ତାର୍‍ ଆଲେ ନିକ କାମ୍‌ କର୍‌ବାକେ ଲାଗିରୁଆ ଆରି ନିଜେ ତାକେ ସର୍‌ପିଉଆ । ସେ କାତା ଦେଇରଇଲାଟା ସିଦ୍‌ କର୍‌ସିଆକା ।

< 1 Peter 4 >