< 1 Corinthians 4 >

1 Let a man, so, be reckoning of us, as officers of Christ, and stewards of sacred secrets of God.
ତେବେ ତମେ ଆମ୍‌କେ କିରିସ୍‌ଟର୍‌ ସେବା କରୁମନ୍‌ ବଲି ନାମ୍‌ବାର୍‌ ଆଚେ । ଆରି ପର୍‌ମେସର୍‌ ଆମ୍‌କେ ଟିକିନିକି ସତ୍‌ ବିସଇର୍‌ ବାଣ୍ଡାର୍‌ଗରିଆର୍‌ ଦାଇତ୍‌ ଦେଲାଆଚେ ।
2 Here, furthermore, it is sought in stewards, that, faithful, one be found.
ଆରି ସେନ୍ତାରି ଦାଇତ୍‌ ନେଇରଇବା ସେବାକରୁମନ୍‌ ସତ୍‌ ବାବେ କାମ୍‌ କର୍‌ବାର୍ ଆଚେ ।
3 With me, however, it counteth for the very smallest thing, that, by you, I should be examined, or by a human day. Nay! I am not even examining myself,
ମାତର୍‌ ତମର୍‌ ବିତ୍‌ରେ କେତେକ୍‌ ଲକ୍‌ କି, ବିନ୍‌ ଲକ୍‌ କେ ମିସା ମର୍‌ କାମ୍‌ ଦେକି ମକେ ବିଚାର୍‌ନା କଲେ, ମକେ କାଇଟା ନଏଁ । ମୁଇ ନିଜେ ମର୍‌ ବିଚାର୍‌ନା ନ କରି ।
4 For, of nothing, to myself, am I conscious: nevertheless, not hereby, am I declared righteous, but, he that doth examine me, is the Lord.
କାଇକେବଇଲେ ମୁଇ ନିଜର୍‌ ବିରୁଦେ କାଇ ଦସ୍‌ କଲାଟା ମର୍‌ ମନ୍‌ ନାଜାନେ । ଅଇଲେ ମିସା ମୁଇ ଇତି କାଇ ଦସ୍‌ ନ କଲା ଲକ୍‌ ବଲି କଇନଏ । ମାତର୍‌ ଜେ ମକେ ବିଚାର୍‌ କର୍‌ସି, ସେ ମାପ୍‌ରୁ ।
5 So then, not before the fitting time, be judging anything, —until the Lord shall come, who will both bring to light the hidden things of darkness, and make manifest the counsels of the hearts; and, then, the praise shall come to each one, from God.
ସେଟାର୍‌ପାଇ ତମେ କାକେ ମିସା କାଇ ବିସଇ ନେଇ ବିଚାର୍‌ କରାନାଇ । କାଇକେବଇଲେ ବିଚାର୍‌ନା କର୍‌ବାକେ ବେଲା ଅଏ ନାଇତା । ମାପ୍‌ରୁ ବିଚାର୍‌ନା କର୍‌ବାକେ ଆଇବାଜାକ ଜାଗା । ମାପ୍‌ରୁ ଆଇଲେ ଆକା ସାରାସାରି ବିଚାର୍‌ନା ଅଇସି । ସେ ଆନ୍ଦାର୍‌ ବିତ୍‌ରେ ଲୁଚ୍‌ତେ ରଇଲା ସବୁ ବିସଇ ଉଜଲେ ଦେକାଇ ଦେଇସି । ଆରି ଲକ୍‌ମନର୍‌ ମନ୍‌ ବିତ୍‌ରର୍‌ କାତା ସବୁ ଦେକାଇ ଦେଇସି । ସେଡ୍‌କି ବେଲେ ସବୁଲକ୍‌ ପର୍‌ମେସରର୍‌ ଟାନେଅନି ଲାଡ୍‌ ପାଇବାଇ ।
6 But, these things, brethren, have I transferred unto myself and Apollos, for your sakes, that, in us, ye might learn [the lesson] —Not beyond the things that are written…! that ye do not puff yourselves up, individually, for this one against that.
ଏ ବାଇବଇନିମନ୍‌, ମୁଇ ଏ ସବୁ କାତା ତମେ ସିକା ବଲି, ମର୍‌ ବିସଇ ଆରି ଆପଲର୍‌ ବିସଇ ଉଦାଅରନ୍‌ ଦେଇ କଇଲି । ଜେନ୍ତିକି ସାସ୍‌ତରେ ଲେକାଅଇଲାଟାନର୍‌ ଅରତ୍‌ ତମେ ସିକ୍‌ସା । ସାସ୍‌ତରେ ଜେତ୍‌କି ସବୁ ଲେକା ଅଇଲାଆଚେ, ତାର୍‌ଟାନେଅନି ଅଦିକ୍‌ କରାନାଇ । ସେନ୍ତାରି କଲେ କାକେ ମିସା ନେଇକରି ବଡ୍‌ପନ୍‌ ନ ଉଆସ୍‌, ଆରି କାକେ ମିସା ଇନ୍‍ ନ କରାସ୍‍ ।
7 For who maketh thee to differ? and what hast thou which thou didst not receive? But, if thou didst even receive it, why dost thou boast, as though thou hadst not received it?
କାଇକେବଇଲେ ବିନ୍‌ ଲକର୍‌ଟାନେଅନି କେ ତମ୍‌କେ ବଡ୍‌ କରତ୍‌ ନାଇ । ଆରି ଜନ୍‌ ଗୁଣ୍‌ ତମେ ଦାନ୍‌ ଇସାବେ ମିଲାଇଆଚାସ୍‌ ସେଟା ପର୍‌ମେସର୍‌ ଦେଲାଆଚେ । ତେବେ ତମର୍‌ ନିଜର୍‌ଟା ବଲି ବଡ୍‌ପନ୍‌ ଅଇ କଇ ନାପାରାସ୍‌ ।
8 Already, ye have become full, already, ye are become rich, —apart from us, ye are become kings! And I would indeed ye had become kings, that, we also, with you, might have together become kings!
ତମ୍‌କେ ଦର୍‌କାର୍‌ ରଇଲା ସବୁ ବିସଇ ମିଲାଇ ଆଚାସ୍‌ କି? ତମେ କାଇ ସାଉକାର୍‌ ଅଇସାରି ଆଚାସ୍‌ କି? ଗଟେକ୍‌ ଗଟେକ୍‌ ରାଜା ଅଇଜାଇଆଚାସ୍‌ କି? ଏଲେ ମିସା ଆମେ ଅଇ ନାପାର୍‌ଲୁନି । ସତଇସେ ତମେ ରାଜାଅଇତାସ୍‌ କି? ସେନ୍ତାର୍‌ଆଲେ, ଆମେ ମିସା ତମର୍‌ ସଙ୍ଗ୍‍ ରଇ କାମ୍‌ କର୍‌ତୁ ।
9 For I think that, God, hath set forth, us the apostles, to be last of all, as men devoted to death, —in that, a spectacle, have we been made, unto the world, —both unto messengers and unto men.
ମାତର୍‌ ମୁଇ ବାବ୍‌ଲିନି ପର୍‌ମେସର୍‌ ଆମର୍‌ ପାରା ପେରିତ୍‌ମନ୍‌କେ ଦାଡିର୍‌ ସାରାସାରି ଜାଗା ଦେଲାଆଚେ । ଜଗତର୍‌ ସବୁ ଲକ୍‌ ଆରି ସର୍‌ଗର୍‌ ଦୁତ୍‌ମନ୍‌ ଦେକ୍‌ତେ ରଇବାବେଲେ ଆମେ, ବନ୍ଦି ଅଇଲା ଲକ୍‌ମନ୍‌କେ ମରାଇବାକେ ନେଲାପାରା ଆଚୁ ।
10 We, are foolish for Christ’s sake, but, ye, prudent in Christ; we are weak, but, ye, mighty; ye, all-glorious, but, we, dishonoured.
୧୦ଆମେ କିରିସ୍‌ଟର୍‍ ଲାଗି ବକୁଆ ଲକ୍‌, ମାତର୍‌ ତମେ କିରିସ୍‌ଟର୍‌ ସଙ୍ଗ୍‌ ମିସ୍‌ଲାର୍‌ ପାଇ ବୁଦିରଇବା ଲକ୍‌ । ଆମେ ଦୁର୍‌ବଲ୍‌, ମାତର୍‌ ତମେ ବପୁରଇବା ଲକ୍‌, ତମ୍‌କେ ଲକ୍‌ମନ୍‌ ସନ୍‌ମାନ୍‌ ଦେଲାଇନି, ମାତର୍‌ ଆମ୍‌କେ ସନ୍‌ମାନ୍‌ ମିଲେନାଇ ।
11 Until the present hour, we both hunger and thirst, and are naked, and are buffeted, and are wanderers,
୧୧ଏବେ ଜାକ ମିସା ଆମ୍‌କେ ପେଟ୍‍ପୁର୍‌ତେ କାଇବାପିଇବାକେ ମିଲେନାଇ । ପିନ୍ଦ୍‌ବାକେ ବେସି ପୁର୍‌ନା ବସ୍‌ତର୍‌ ଆଚେ । ଲକ୍‌ମନ୍‌ ଆମ୍‌କେ ମାର୍‌ଲାଇନି ଆରି ରଇବାକେ ଜାଗା ନଇଲାର୍‌ ପାଇ ଏନେତେନେ ଅଇ ବୁଲ୍‌ଲୁନି ।
12 And toil, working with our own hands: being reviled, we bless, being persecuted, we hold on,
୧୨ଆବଡ୍‌ କାମ୍‌ କରି ଆମେ ଦିନ୍‌କେ ଦିନ୍‌ ଜୁଲିସୁକି ଗାଲୁନି । କେ ଆମ୍‌କେ ସାଇପ୍‌ ଦେଲେ ତାକେ ଆମେ ଆସିର୍‌ବାଦ୍‌ କଲୁନି, ଆରି ଉଡା ସୁନିକରି ମିସା ମୁର୍‍ଚି କରି ରଇଲୁନି ।
13 Being defamed, we beseech: as the sweepings of the world have we become, the offscouring of all—until even now.
୧୩ନିନ୍ଦା ପାଇଲେ, ଆଲାଦର୍‌ କାତା କଇଲୁନି । ଆମେ ଏବେ ଜାକ ମିସା ଜଗତର୍‌ କାଚ୍‌ରା ପାରା ଅଇଆଚୁ । ଲକ୍‌ମନ୍‌ ଆମ୍‌କେ ଆଣ୍ଡି ଦଇରଇବା ମୁର୍‌କି ପାନିପାରା ଦେକ୍‌ଲାଇନି ।
14 Not, to shame you, write I these things; but, as my beloved children, I admonish you.
୧୪ମୁଇ ତମ୍‌କେ ଲାଜ୍‌ କରାଇବାକେ ଏ ସବୁ ବିସଇ ଲେକିନାଇ, ମାତର୍‌ ତମ୍‌କେ ମର୍‌ ଆଲାଦର୍‌ ପିଲାଟକି ବଲି ଏତାଇ କରି ଚେତ୍‌ନା ଦେବାକେ, ଏ ସବୁ ଲେକ୍‌ଲିନି ।
15 For, though myriads of tutors ye should have in Christ, yet not many fathers; for, in Christ Jesus, through means of the joyful message, I, begat you.
୧୫କାଇକେବଇଲେ ତମର୍‌ଟାନେ କିରିସ୍‌ଟର୍‌ ବିସଇ ସିକାଇବାକେ କେତେକ୍‌ କେତେକ୍‌ ଗୁରୁ ରଇଲେ ମିସା, ବାବା ଇସାବେ ତମ୍‌କେ ବେସି ଲକ୍‌ ନାଇ । କିରିସ୍‌ଟ ଜିସୁର୍‌ତେଇ ମିସ୍‌ଲାର୍‌ ପାଇ ମୁଇ ତମର୍‌ ବାବା ଅଇଗାଲି । କାଇକେବଇଲେ ମୁଇ ତମ୍‌କେ ଜିସୁକିରିସ୍‌ଟର୍‌ ସୁବ୍‍କବର୍‌ କଇରଇଲି ।
16 I beseech you, therefore, —become imitators of me.
୧୬ତେବେ ମୁଇ ତମ୍‌କେ ବାବୁଜିଆ କରି କଇଲିନି, ମୁଇ ଜାଇଟା କଲିନି ତମେ ମିସା ସେନ୍ତାରି କରା ।
17 For this cause, sent I unto you, Timothy, —who is my beloved and faithful child in the Lord, who shall put, you, in mind of my ways which are in Christ [Jesus], even as, everywhere, in every assembly, I teach.
୧୭ସେଟାର୍‌ପାଇ ମୁଇ ତିମତିକେ ତମର୍‌ ଲଗେ ପାଟାଇ ଆଚି । ମୁଇ ତାକେ ଆଲାଦ୍‌ କଲିନି । ସେ ମର୍‌ ନିଜର୍‌ ପିଲା ପାରା ଆରି ମାପ୍‌ରୁର୍‌ ସେବାକାମେ ସବୁ ନିକସଙ୍ଗ୍‍ କର୍‌ସି । ଜେଡ୍‌କିବେଲେ ସେ ତମର୍‌ଟାନେ ଆଇସି, କିରିସ୍‌ଟର୍‌ତେଇ ମିସ୍‌ଲାର୍‌ ପାଇ ବଲି ମୁଇ କେନ୍ତି ଚଲାଚଲ୍‌ତି କଲିନି, ସେ ବିସଇନେଇ ସେ ତମ୍‌କେ କଇସି । ସେ ସମାନ୍‌ ବିସଇ, ସବୁ ମଣ୍ଡଲିର୍‌ ବିସ୍‌ବାସିମନ୍‌କେ ମୁଇ ସିକାଇଲିନି ।
18 But, as though I were not coming unto you, some are puffed up!
୧୮ସେ କରନ୍ତିଅତେଇ ଆରି କେବେ ନ ଆସେ, ବଲିକରି ତମର୍‌ ବିତ୍‌ରର୍‌ କେତେ ଲକ୍‌ ବଡ୍‌ପନ୍‌ ଅଇଆଚାସ୍‌ ।
19 Howbeit, I will come quickly unto you, —if, the Lord, please, —and will get to know—not the speech of them who are puffed up, but, the power;
୧୯ମାତର୍‌ ଜଦି ମାପ୍‌ରୁ ମନ୍‍ କଲେ ମୁଇ ଦାପ୍‌ରେ ତମର୍‌ଟାନେ ଆଇବି । ଏ ବଡ୍‌ପନିଆ ଲକ୍‌ମନ୍‌ କାଇ କାତା ଅଇଲାଇନି ବଲି ମୁଇ ନିଜେ ଜାନ୍‌ବି ଆରି ତାକର୍‌ ବପୁ ପରମେସରର୍‌ଟାନେଅନି କି ନାଇ, ସେଟା ଜାନ୍‌ବି ।
20 For, not in speech, is the kingdom of God, but, in power.
୨୦ପରମେସରର୍‌ ରାଇଜ୍‌, ଅବ୍‍କା କାତା ଅଇବା ବିସଇ ନଏଁ, ମାତର୍‌ ବପୁର୍‌ ସଙ୍ଗ୍‌ ରଇବା ବିସଇ ।
21 What will ye? that, with a rod, I should come unto you? or, with love, and a spirit of meekness?
୨୧ମୁଇ ଆଇଲାବେଲେ ତମ୍‌କେ କେନ୍ତି ଚଲାଚଲ୍‌ତି ଦେକାଇବାର୍‌ ଆଚେ? ମୁଇ ବେତ୍‌ଡାଙ୍ଗ୍‌ ଦାରି ତମର୍‌ ଲଗେ ଆଇବାର୍‌ କି, ଆଲାଦ୍‌ ଆରି ସାନ୍ତିର୍‌ ମନ୍‌ ଦାରି ଆଇବି?

< 1 Corinthians 4 >