< 2 John 1 >
1 The elder unto the elect lady and her children, whom I love in truth; and not I only, but also all they that know the truth;
ପାରାଚିନ୍ ଜେ ମୁଁୟ୍, ମୁଁୟ୍ ମାପ୍ରୁ ବାଚ୍ଲା ମାୟ୍ଜିଟକି, ଆର୍ ଇସ୍ୱରାର୍ ହିଲାମଃନାର୍ ହାକ୍ ଇ ଚିଟି ଲେକୁଲେ । ସେମଃନ୍କେ ମୁଁୟ୍ ସଃତ୍କଃରି ଲାଡ୍ କଃରୁଲେ, ଆର୍ ଅଃକାୟ୍ ମୁଁୟ୍ ନାୟ୍ ମଃତର୍ ସଃତ୍ ଜାଣି ରେତା ସଃବୁ ଲକ୍ ହେଁ ଲାଡ୍ କଃର୍ତି ।
2 for the truth’s sake which abideth in us, and it shall be with us for ever: (aiōn )
ଜୁୟ୍ ସଃତ୍ ଅଃମିମଃନାର୍ ମଃନ୍ବିତ୍ରେ ଆଚେ ଆର୍ ସଃବୁବଃଳ୍ ଅଃମାର୍ ସଃଙ୍ଗ୍ ରଃୟ୍ଦ୍, ସେ ସଃତାର୍ ଗିନେ ସେମଃନ୍କେ ଲାଡ୍ କଃରୁଲୁ । (aiōn )
3 Grace, mercy, peace shall be with us, from God the Father, and from Jesus Christ, the Son of the Father, in truth and love.
ଉବା ଇସ୍ୱର୍ ଆର୍ ସେ ଉବାର୍ ହୟ୍ସି ଜିସୁ କ୍ରିସ୍ଟର୍ ତଃୟ୍ ହୁଣି ଉହ୍କାର୍, ଦଃୟା ଆର୍ ସୁସ୍ତା ଅଃମାର୍ ସଃଙ୍ଗ୍ ସଃତ୍ ଆର୍ ଲାଡେ ରଃୟ୍ଦ୍ ।
4 I rejoice greatly that I have found [certain] of thy children walking in truth, even as we received commandment from the Father.
ତୁମାର୍ ହିଲାମଃନାର୍ ବିତ୍ରେ କଃତେକ୍ ଉବାର୍ ତଃୟ୍ହୁଣି ହାୟ୍ରିଲା ବିଦି ହଃର୍କାରେ ସଃତେ ଚାଲ୍ଚାଲ୍ତି ଜାଣି ମୁଁୟ୍ ବଃଡେ ସଃର୍ଦା ।
5 And now I beseech thee, lady, not as though I wrote to thee a new commandment, but that which we had from the beginning, that we love one another.
ଲାଡାର୍ ଆୟା ଅଃବେ ମୁଁୟ୍ ଜେ ତର୍ ହାକ୍ ନଃଉଆଁ ବିଦି ଲେକୁଲେ ସେରି ନାୟ୍, ମଃତର୍ ଆରୁମେ ହୁଣି ହାୟ୍ଲା ବଲ୍କେ ଲେକି ଗଃଉଆରି କଃରୁଲେ ଜେ, ଅଃମିମଃନ୍ ସଃବ୍କେ ଅଃହ୍ଣା ଅଃହ୍ଣା ମଃନ୍କାର୍ ବିତ୍ରେ କଃରୁନ୍ଦ୍ ।
6 And this is love, that we should walk after his commandments. This is the commandment, even as ye heard from the beginning, that ye should walk in it.
ଆର୍ ଅଃମିମଃନ୍ ଜେ, ତାର୍ ବିଦି ହଃର୍କାରେ ଚାଲ୍ଚାଲ୍ତି କଃରୁଆଁ, ଇରି ହଃକା ଲାଡାର୍ ଅଃର୍ତ୍ । ତୁମିମଃନ୍ ଆରୁମେ ହୁଣି ଜାୟ୍ରି ସୁଣି ଆଚାସ୍, ସେ ହଃର୍କାରେ ଚାଲ୍ଚାଲ୍ତି କଃରା ଇରି ସେ ବଲ୍ ।
7 For many deceivers are gone forth into the world, [even] they that confess not that Jesus Christ cometh in the flesh. This is the deceiver and the antichrist.
ବଃଲେକ୍ ଜୁୟ୍ ଲକ୍ମଃନ୍ ଜିସୁ କ୍ରିସ୍ଟ ନଃର୍ ଗଃଗାଳ୍ ଦଃରି ଆସି ଆଚେ ବଃଲି ବିସ୍ୱାସ୍ ନଃକେର୍ତି, ଇରଃକମ୍ ଗାଦେକ୍ ଟକୁମଃନ୍ ଜଃଗତେ ବାରାୟ୍ ଆସି ଆଚ୍ତି । ଇବାନ୍ୟା ଲକ୍ ଅଃଉଁଲାୟ୍ ଟକୁମଃନ୍ ଆର୍ କ୍ରିସ୍ଟର୍ ସଃତ୍ରୁ ।
8 Look to yourselves, that ye lose not the things which we have wrought, but that ye receive a full reward.
ତୁମିମଃନ୍ ଜଃନ୍କଃରି ଅଃମିମଃନାର୍ କଃଲା କାମାର୍ ହଃଳ୍ ଆରାୟ୍ ନଃକେରି ଜଃନ୍କଃରି ସେତିର୍ ହୁର୍ନ୍ କଃରି ପୁରିସ୍କାର୍ ହାଉଆସ୍; ସେତାର୍ ଗିନେ ନିଜାର୍ ନିଜାର୍ ବିସୟେ ଜଃଗ୍ରାତ୍ ରିଆ ।
9 Whosoever goeth onward and abideth not in the teaching of Christ, hath not God: he that abideth in the teaching, the same hath both the Father and the Son.
ଜୁୟ୍ଲକ୍ କ୍ରିସ୍ଟର୍ ସିକ୍ୟାର୍, ବିତ୍ରେ ନଃରେୟ୍ ଜଦି ବିନେ ଜାୟ୍ଦ୍, ସେ ଇସ୍ୱର୍କେ ନଃହାୟ୍; ସିକ୍ୟାର୍ ବିତ୍ରେ ରଃୟ୍ଦ୍, ସେ ଉବାକ୍ ଆର୍ ହୟ୍ସିକ୍ ଦୁୟ୍ଲକେ ହାୟ୍ ଆଚେ ।
10 If any one cometh unto you, and bringeth not this teaching, receive him not into [your] house, and give him no greeting:
କେ ଜଦି ଇ ସିକ୍ୟା ନଃୟ୍ ତୁମିମଃନାର୍ ହାକ୍ ଆସେଦ୍, ତଃବେ ତାକ୍ ତୁମାର୍ ଗଃରେ କୁଦାନାୟ୍ କଃରାନାୟ୍, ଆର୍ ତର୍ ସୁସ୍ତା ଅଃଉଅ ବଃଲି କୟ୍କଃରି ତାକେ ଜୁଆର୍ କଃରାନାୟ୍ ।
11 for he that giveth him greeting partaketh in his evil works.
ବଃଲେକ୍ ଜୁୟ୍ଲକ୍ ତାର୍ ସୁସ୍ତା ଅଃଉଅ ବଃଲି କୟ୍ଦ୍, ସେ ତାର୍ କଃରାବ୍ କାମାର୍ ବାଗିଦାରି ସଃଇନ୍ ।
12 Having many things to write unto you, I would not [write them] with paper and ink: but I hope to come unto you, and to speak face to face, that your joy may be fulfilled.
ତୁମିମଃନାର୍ ହାକ୍ ଗାଦେକ୍ କଃତା ଲେକ୍ତାର୍ ଆଚେ, ମଃତର୍ କାଗଜେ ଆର୍ ପେନେ ସେରି ଲେକୁକେ ମଃନ୍ ନଃକେରୁଲେ ମର୍ ଆସା ଜେ, ତୁମାର୍ ଲଃଗେ ଆସି ନିଜେ ମୁକାମୁକି କଃତାବାର୍ତା କଃରିନ୍ଦ୍, ଜଃନ୍କଃରି ଅଃମିମଃନାର୍ ସଃର୍ଦା ହୁର୍ନ୍ ଅୟ୍ଦ୍ ।
13 The children of thine elect sister salute thee.
ଇସ୍ୱର୍ କୁଦ୍ଲାର୍ ତୁମାର୍ ବେଣିର୍ ହିଲାମଃନ୍ ତୁମିକେ ଜୁଆର୍ ଜାଣାଉଁଲାୟ୍ ।