< 2 Corinthians 8 >
1 Moreover, brethren, we make known to you the grace of God which hath been given in the churches of Macedonia;
ଏ ବାୟ୍ବେଣିମଃନ୍, ମାକିଦନିଆର୍ ବିସ୍ୱାସି ଦଃଳ୍ ବିତ୍ରେ ଇସ୍ୱର୍ ଦିଲା ଜୁୟ୍ ଦଃୟା ଜାଣା ହଃଳି ଆଚେ, ସେରି ଅଃମିମଃନ୍ ତୁମିମଃନ୍କେ ଜାଣାଉଁଲୁ;
2 how that in much proof of affliction the abundance of their joy and their deep poverty abounded unto the riches of their liberality.
ସେମଃନ୍ ବଃଡେ କଃସ୍ଟ୍ ହର୍ ପରିକ୍ୟାୟ୍ ହଃଳ୍ଲେକ୍ ହେଁ ସେମଃନାର୍ ବଃଡେ ସଃର୍ଦାୟ୍ ବେସି ଗଃରିବ୍ ଅୟ୍ ହେଁ ଗାଦେକ୍ ନଃସେର୍ତା ଜଃବର୍ ସଃଦଃର୍ମେ ଦାନ୍ ଦଃୟ୍ ଆଚ୍ତି ।
3 For according to their power, I bear witness, yea and beyond their power, [they gave] of their own accord,
କାୟ୍ତାକ୍ବଃଲେକ୍ ମୁୟ୍ଁ ସାକି ଦେଉଁଲେ ଜେ, ସେମଃନାର୍ ଇଚା ହଃର୍କାରେ ଦେଉଁକେ ସଃକ୍ତି ହଃର୍କାରେ ଜଃବର୍କଃରି ସେମଃନ୍ ଦାନ୍ କଃରିଆଚ୍ତି ।
4 beseeching us with much entreaty in regard of this grace and the fellowship in the ministering to the saints:
ଜିଉଦାର୍ ରିଲା ଇସ୍ୱରାର୍ ଲକ୍ମଃନାର୍ ଗିନେ ଉହ୍କାର୍ କଃରୁକେ ସେମଃନ୍ ଅଃମିକ୍ ଗଃଉଆରି କଃରି ରିଲାୟ୍ ।
5 and [this], not as we had hoped, but first they gave their own selves to the Lord, and to us by the will of God.
ଇତାକ୍ ସେମଃନ୍ ଜେ ଅଃବ୍କା ଅଃମିମଃନାର୍ ଆସା ହଃର୍କାରେ କଃଲାୟ୍, ସେରି ନାୟ୍, ମଃତର୍ ଇସ୍ୱରାର୍ ଇଚା ତଃୟ୍ ଚାଲିକଃରି ହଃର୍ତୁ ନିଜ୍ନିଜ୍କେ ମାପ୍ରୁର୍ ତଃୟ୍ ଆର୍ ଅଃମିମଃନାର୍ ତଃୟ୍ ସଃହ୍ରି ଦିଲାୟ୍ ।
6 Insomuch that we exhorted Titus, that as he had made a beginning before, so he would also complete in you this grace also.
ଇତାକ୍ ତିତସ୍ ତୁମିମଃନାର୍ ବିତ୍ରେ ଇ ଦଃୟା କଃର୍ତାର୍ ଜୁୟ୍ ହଃର୍କାରେ ମୁଳ୍ୟାୟ୍ ରିଲା, ସେ ହଃର୍କାରେ ସେରି ଜଃନ୍କଃରି ସଃରାଉତି, ଇତାର୍ ଗିନେ ତାକେ ଗଃଉଆରି କଃରି ସଃର୍ଦା କଃରାୟ୍ଲୁ ।
7 But as ye abound in everything, [in] faith, and utterance, and knowledge, and [in] all earnestness, and [in] your love to us, [see] that ye abound in this grace also.
ଆର୍ ତୁମିମଃନ୍ ସଃବୁବାଟ୍ ଅଃଦିକ୍ ମାଜନ୍ ଅୟ୍ ଆଚାସ୍, ବିସ୍ୱାସ୍, କଃଉତାସଃକ୍ତି, ଗ୍ୟାନ୍ ଆର୍ ସଃବୁ ରଃକମାର୍ ଉଦ୍ଜଗି, ଅଃମିମଃନ୍କ୍ ଉହ୍କାର୍ କଃରୁକେ ତୁମିମଃନାର୍ ଅଃମିମଃନ୍କ୍ ଲାଡାର୍ ଗିନେ ତୁମିମଃନାର୍ ତଃୟ୍ ବୁତେକ୍ କଃରି ଦଃକା ଜଃଉଅ, ସେବାନ୍ୟା ଇ ଦଃୟା ହେଁ ତୁମିମଃନାର୍ ତଃୟ୍ ବୁତେକ୍ କଃରି ଦଃକା ଜଃଉଅ ।
8 I speak not by way of commandment, but as proving through the earnestness of others the sincerity also of your love.
ମୁୟ୍ଁ ଆଦେସ୍ ଦିଲା ହର୍ ନଃକୟ୍ଁ, ଅଃମିମଃନାର୍ ଉଦ୍ଜଗିକ୍ କଃତାୟ୍ ଆଣି ତୁମିମଃନାର୍ ଲାଡାର୍ ଦିରାବାବ୍ ହେଁ ହଃର୍ମାଣ୍ ସଃଙ୍ଗ୍ କଃରୁକେ କଃଉଁଲେ ।
9 For ye know the grace of our Lord Jesus Christ, that, though he was rich, yet for your sakes he became poor, that ye through his poverty might become rich.
କାୟ୍ତାକ୍ବଃଲେକ୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ତୁମିମଃନ୍ ଜାଣି ଆଚାସ୍, ତୁମିମଃନ୍କେ ଜଃନ୍କଃରି ତାର୍ ଗଃରିବ୍ ତଃୟ୍ ମାଜନ୍ ଅଃଉଆସ୍, ଇତାର୍ ଗିନେ ସେ ମାଜନ୍ ଅୟ୍ଲେକ୍ ହେଁ କଃନ୍କଃରି ତୁମିମଃନାର୍ ଗିନେ ଗଃରିବ୍ ଅୟ୍ଲା ।
10 And herein I give [my] judgment: for this is expedient for you, who were the first to make a beginning a year ago, not only to do, but also to will.
ଇ ବିସୟେ ମର୍ କଃଉତାର୍ ଇରି, ସେରି ତୁମିମଃନାର୍ ଗିନେ ନିକ, ଜୁୟ୍ତାର୍ ଗିନେ ଗଃଲା ବଃର୍ସେ ହୁଣି ତୁମିମଃନ୍ ଜୁୟ୍ କାମ୍ କଃରୁକେ ଆରୁମ୍ କଃରି ରିଲାସ୍ ସେରି ସଃରାଉଆ । ଅଃବ୍କା କାମ୍ ନାୟ୍, ମଃତର୍ ଇତି କଃରୁକେ ଆରୁମେ ଇଚା ହେଁ କଃରି ନଃରିଲାସ୍ ।
11 But now complete the doing also; that as [there was] the readiness to will, so [there may be] the completion also out of your ability.
ଅଃବେ ସେ କାମ୍ ସଃରାଉଆ, ଜଃନ୍କଃରି ଇଚା କଃର୍ତା ତଃୟ୍ ଜୁୟ୍ ରଃକମ୍ ଇଚା ମଃନ୍ବାବ୍ ରିଲି, ସେରଃକମ୍ ତୁମିମଃନାର୍ ଅବୁସ୍ତା ତଃୟ୍ କାମ୍ ହେଁ ସଃରେଦ୍ ।
12 For if the readiness is there, [it is] acceptable according as [a man] hath, not according as [he] hath not.
କାୟ୍ତାକ୍ବଃଲେକ୍ ଜଦି ଦାନ୍କଃର୍ତାର୍ ମଃନ୍ବାବ୍ ରଃୟ୍ଦ୍, ତଃବେ ସେରି ଗଟେକ୍ ଲକାର୍ ନୟ୍ଲା ହଃର୍କାରେ ନିଆନାଁୟ୍, ମଃତର୍ ତାର୍ ଜାୟ୍ରି ଆଚେ, ସେ ହଃର୍କାରେ ନିଆ ଅୟ୍ଦ୍ ।
13 For [I say] not [this], that others may be eased, [and] ye distressed:
ଜୁୟ୍ତାର୍ ଗିନେ ବିନ୍ ଲକ୍ମଃନ୍ ଜଃନ୍କଃରି ସୁକ୍ ହାଉତି, ଆର୍ ତୁମିମଃନ୍ କଃସ୍ଟ୍ ହାଉଆ, ଇତାର୍ ଗିନେ ମୁୟ୍ଁ ଇରି ନଃକୟ୍ଁ ।
14 but by equality; your abundance [being a supply] at this present time for their want, that their abundance also may become [a supply] for your want; that there may be equality:
ମଃତର୍ ସଃମାନ୍ ବାବ୍ ଦଃକାଜଃଉଁକ୍ ଅଃବାର୍ ବେଳାୟ୍ ତୁମିମଃନାର୍ ବୁତେକ୍ ତଃୟ୍ ସେମଃନାର୍ ଅକେଟ୍ ହୁରୁଣ୍ ଅଃଉଁଲି, ଜଃନ୍କଃରି ସେମଃନାର୍ ବୁତେକ୍ ତଃୟ୍ ହେଁ ତୁମିମଃନାର୍ ଅକେଟ୍ ହୁରୁଣ୍ କଃରାସ୍, ଆର୍ ଇରଃକମ୍ ସଃମାନ୍ ବାବ୍ ଦଃକା ଜାୟ୍ଦ୍ ।
15 as it is written, He that [gathered] much had nothing over; and he that [gathered] little had no lack.
ଜଃନ୍କାର୍ ଦଃର୍ମ୍ ସାସ୍ତରେ ଲେକା ଆଚେ, “ଜେ ଅଃଦିକ୍ ରୁଣ୍ଡାୟ୍ଲା, ତାର୍ ନୁବୁର୍ଲି, ଆର୍ ଜେ ଅଃଳକ୍ ରୁଣ୍ଡାୟ୍ଲା, ତାର୍ ଅକେଟ୍ ନୟ୍ଲି ।”
16 But thanks be to God, which putteth the same earnest care for you into the heart of Titus.
ମାପ୍ରୁର୍ ଦନ୍ୟବାଦ୍ ଅଃଉଅ, ବଃଲେକ୍ ଅଃମାର୍ ହର୍ ତିତସ୍ ହେଁ ତୁମିମଃନ୍କେ ଉହ୍କାର୍ କଃରୁକେ ମଃନ୍ କଃରିଆଚେ ।
17 For indeed he accepted our exhortation; but being himself very earnest, he went forth unto you of his own accord.
କାୟ୍ତାକ୍ବଃଲେକ୍ ସେ ଜେ ଅଃବ୍କା ଅଃମିମଃନାର୍ ଗଃଉଆରି ସୁଣ୍ଲା ଆଚେ, ସେରି ନାୟ୍, ମଃତର୍ ସେ ନିଜେ ଅଃଦିକ୍ ଉଦ୍ଜଗି ଅୟ୍ ନିଜାର୍ ଇଚାୟ୍ ତୁମିମଃନାର୍ ଲଃଗେ ଜଃଉଁଲା ।
18 And we have sent together with him the brother whose praise in the gospel [is spread] through all the churches;
ଆରେକ୍, ତାର୍ ସଃଙ୍ଗ୍ ଅଃମିମଃନ୍ ଆରେକ୍ ଗଟେକ୍ ବାୟ୍କ୍ ହଃଟାଉଁଲୁ; ନିକ କବୁର୍ ପର୍ଚାର୍ କଃତାୟ୍ ଗୁଣ୍ଗିତ୍ କଃତା ସଃବୁ ବିସ୍ୱାସି ଦଃଳେ ଉର୍ଜି ଅୟ୍ଆଚେ ।
19 and not only so, but who was also appointed by the churches to travel with us in [the matter of] this grace, which is ministered by us to the glory of the Lord, and [to shew] our readiness:
ଅଃବ୍କା ସେରି ନାୟ୍, ମଃତର୍ ସେ ହେଁ ଅଃମାର୍ ସେବା ତଃୟ୍ ଅୟ୍ଲା ଇ ଦାନ୍ ଦିଲାର୍ ଜଃମା କଃରୁକେ ମାପ୍ରୁର୍ ଜଃଜ୍ମାନ୍ ଆର୍ ଅଃମାର୍ ଇଚାର୍ ଗିନେ ଅଃମାର୍ ସଃଙ୍ଗ୍ ଜଃଉଁକେ ବିସ୍ୱାସି ଦଃଳାର୍ ତଃୟ୍ ବାଚି ଆଚୁ ।
20 Avoiding this, that any man should blame us in [the matter of] this bounty which is ministered by us:
ଅଃମିମଃନାର୍ ଗିନେ ସଃର୍ଦାମଃନେ ଦିଲା ସେବା ରଃକମାର୍ ଗାଦେକ୍ ଦାନ୍ ବିସୟେ କେ ଜଃନ୍କଃରି ଅଃମିକ୍ ଦସି ନଃକେରେ, ସେତାର୍ଗିନେ ଜଃଗ୍ରାତ୍ ଅଃଉଁଲୁ ।
21 for we take thought for things honourable, not only in the sight of the Lord, but also in the sight of men.
କାୟ୍ତାକ୍ବଃଲେକ୍ ଅଃବ୍କା ମାପ୍ରୁର୍ ଆକାୟ୍ ହଃକା ନାୟ୍, ମଃତର୍ ନଃର୍ମଃନାର୍ ଆକାୟ୍ ହେଁ ଜାୟ୍ରି ନିକ, ସେସଃବୁ ଅଃମିମଃନ୍ ଚିତା କଃରୁଲୁ ।
22 And we have sent with them our brother, whom we have many times proved earnest in many things, but now much more earnest, by reason of the great confidence which [he hath] in you.
ଅଃମିମଃନ୍ ଅଃମାର୍ ଆରେକ୍ ଗଟେକ୍ ବାୟ୍କ୍ ହେଁ ସେମଃନାର୍ ସଃଙ୍ଗେ ହଃଟାଉଁଲୁ, ତାକେ ଅଃମିମଃନ୍ ଗାଦେକ୍ କଃତାୟ୍ ଗାଦେକ୍ ତର୍ ଉଦ୍ଜଗି ବଃଲି ହଃର୍ମାଣ୍ ହାୟ୍ଆଚୁ, ଆରେକ୍ ଗାଦେକ୍ ତର୍ କଃଟାଳ୍ ବୁଜି ତୁମିମଃନାର୍ ତଃୟ୍ ଅଃଟୁଆ ବିସ୍ୱାସି ଅୟ୍ ସେ ଅଃବେ ଆରେକ୍ ଅଃଦିକ୍ ଉଦ୍ଜଗି ଅୟ୍ଆଚେ ।
23 Whether [any inquire] about Titus, [he is] my partner and [my] fellow-worker to you-ward; or our brethren, [they are] the messengers of the churches, [they are] the glory of Christ.
ତିତସାର୍ କଃତା ଜଦି କେ ହଃଚାରେଦ୍, ସେ ମର୍ ସଃଙ୍ଗୁଆଳି ଆର୍ ତୁମିମଃନାର୍ ଗିନେ ମର୍ ସଃଙ୍ଗ୍ କାମ୍ କଃର୍ତା ଲକ୍; କି ଜଦି ଅଃମିମଃନାର୍ ବାୟ୍ର୍ କଃତା ହଃଚାରେଦ୍, ସେମଃନ୍ ମଣ୍ଡ୍ଳିମଃନ୍ ହଃଟାୟ୍ଲା ଲକ୍, ଆରେକ୍ କ୍ରିସ୍ଟ ଜିସୁର୍ ପେରିତ୍ ଆର୍ ଜଃଜ୍ମାନ୍ ରଃକମ୍ ।
24 Shew ye therefore unto them in the face of the churches the proof of your love, and of our glorying on your behalf.
ତଃବେ, ତୁମିମଃନାର୍ ଲାଡ୍ ଆର୍ ତୁମିମଃନାର୍ କଃତାୟ୍ ଅଃମାର୍ ଗଃର୍ବାର୍ ହଃର୍ମାଣ୍ ବିସ୍ୱାସି ଦଃଳ୍ମଃନାର୍ ମୁଏଁ ସେମଃନ୍କେ ଦଃକାଉଆ ।