< Romans 5 >
1 Therefore being accepted as righteous through faith, we have peace with God through our Lord Jesus Christ;
୧ଏବେ ଆମେ ବିସ୍ବାସ୍ କଲାର୍ ପାଇ ପରମେସର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲାଇଅଇଲୁ ଆଚୁ ଆରି ମାପ୍ରୁ ଜିସୁ କିରିସ୍ଟର ଲାଗି ପରମେସର୍ ସଙ୍ଗ୍ ସାନ୍ତି ସଙ୍ଗ୍ ଆଚୁ ।
2 through whom also we have had admission into this grace in which we stand, and rejoice in the hope of the glory which God will confer.
୨କାଇକେବଇଲେ ଆମେ ବିସ୍ବାସ୍ କଲାର୍ ପାଇସେ ତାର୍ ଜିବନ୍ ଦୁକାଇଲାଟାନେ ଆମ୍କେ ଆନି ଆଚେ । ଜନ୍ତେଇ କି ଏବେ ଆମେ ଆଚୁ । ଆମେ ବେସି ସାର୍ଦା ସଙ୍ଗ୍ ବଡ୍ପନର୍ କାତା କଇବୁ । କାଇକେବଇଲେ ପରମେସରର୍ ଡାକ୍ପୁଟାର୍ତେଇ ମିସ୍ବୁ ବଲି ଆମ୍କେ ଆସା ଆଚେ ।
3 And not only so, but we rejoice in afflictions also, knowing that affliction produceth endurance,
୩ସବୁ ରକାମର୍ ଦୁକ୍ କସ୍ଟ ମୁର୍ଚି କରି ସାର୍ଦା ଅଇଲୁନି, କାଇକେବଇଲେ ତେରେପେତେ ନ ଅଇ କସ୍ଟ ମୁରଚ୍ଲେ, ମନେ ସାଆସ୍ ଆଇସି ।
4 and endurance proof [[of faith]], and proof [[of faith giveth]] hope;
୪ସାଆସ୍ ଦାରି ରଇଲେ ପରମେସର୍ ସାର୍ଦା ଅଇସି । ତାର୍ ସାର୍ଦାଇଅନି ଆସା ଆଇସି ।
5 and hope will not disappoint us; because the love of God hath been shed abroad in our hearts by the Holy Spirit which hath been given to us.
୫ଏ ଆସା ଆମ୍କେ ମୁର୍ମୁରା ଅଇବାକେ ନ ଦେଏ, କାଇକେ ବଇଲେ ପରମେସର୍ ଆମ୍କେ ସୁକଲ୍ଆତ୍ମା ଦେଇ କରି ଆମର୍ ମନେ ତାର୍ ଆଲାଦ୍ ବର୍ତି କରିଦେଲାଆଚେ । ସୁକଲ୍ଆତ୍ମା ଆମର୍ ପାଇ ରଇବା ପର୍ମେସରର୍ ଦାନ୍ ।
6 For while we were yet without strength, in due season Christ died for the ungodly.
୬ଆମ୍କେ କେ ମିସା ଆକାସାକା ନ ରଇଲା ବେଲେ, ପରମେସର୍ ଟିକ୍ କଲା ବେଲାଇ କିରିସ୍ଟ ପାପିମନର୍ ପାଇ ମଲା ।
7 Now hardly for a righteous man will one die; perhaps, however, for a benefactor one might even dare to die.
୭ଦରମ୍ ଲକର୍ ପାଇ କେ ମିସା ଗଟେକ୍ ଲକ୍ ମର୍ବାଟା ଆମେ ନାଜାନୁ, ମାତର୍ ଏନ୍ତାରି ମିସା ଅଇସି ଜେ, ଗଟେକ୍ ନିମାନ୍ ଲକର୍ପାଇ ନିଜର୍ ଜିବନ୍ ଦେବାକେ କେ ଆଲେ ସାସ୍ କର୍ବାଇ ।
8 But God commendeth his love toward us, in that, while we were yet sinners, Christ died for us.
୮ମାତର୍ ଆମେ ପାପି ରଇଲାବେଲେ ଜିସୁ ଆମର୍ ପାଇ ନିଜର୍ ଜିବନ୍ ସର୍ପିଦେଲା । ଇତିଅନି ପରମେସର୍ ଆମ୍କେ କେତେକ୍ ଆଲାଦ୍ କଲାନି, ସେଟା ଜାନାପଡିଆଚେ ।
9 Much more then, being now accepted as righteous through his blood, we shall be saved through him from the [[coming]] wrath.
୯କିରିସ୍ଟର୍ ବନିର୍ଲାଗି ପରମେସର୍ ଆମ୍କେ ଦରମ୍ ଲକ୍ କଲାଆଚେ । ସେନ୍ତି ଆଲେ ପରମେସରର୍ ବଡ୍ ରିସାଇଅନି ଆମ୍କେ ରକିଆ କର୍ବାକେ କିରିସ୍ଟ କେତେକ୍ ମନ୍ଦିଆନ୍ ନ ଦେଏ!
10 For if while enemies we were reconciled to God through the death of his Son, much more having been reconciled shall we be saved by his life;
୧୦ଆମେ ପରମେସରର୍ ସତ୍ରୁ ରଇଲାବେଲେ ତାର୍ ପିଲା ଆମର୍ ପାଇ ଜିବନ୍ ଦେଲା । ତେଇଅନି ପରମେସର୍ ସଙ୍ଗ୍ ଆମେ ଆରିତରେକ୍ ଜଡିଅଇଲୁ । ତାର୍ ସଙ୍ଗ୍ ଆରିତରେକ୍ ଜଡିଅଇଲା ପଚେ, ଏବେ କିରିସ୍ଟର୍ ଜିବନର୍ ଲାଗି ଆମେ ରକିଆ ପାଇବାକେ କେତେକ୍ ଅଦିକ୍ ନ ପାଉ?
11 and not this only, but also having joy in God through our Lord Jesus Christ, through whom we have now received the reconciliation.
୧୧ଅବ୍କା ସେତ୍କିସେ ନଏ, ମାପ୍ରୁ ଜିସୁକିରିସ୍ଟର୍ ତେଇଅନି ପରମେସର୍ ଜନ୍ ସବୁ କାମ୍ କଲାଆଚେ, ସେଟାର୍ ପାଇ ଆମର୍ ମନ୍ ଉଡୁକ୍ଦୁଡୁକ୍ ଆରି ସାର୍ଦାଇ ପୁରୁନ୍ ଅଇଆଚେ। ସେ ଜିସୁ ପରମେସର୍ ସଙ୍ଗ୍ ଆମ୍କେ ଆରିତରେକ୍ ମିସାଇଲା ଆଚେ ।
12 So then as through one man sin entered into the world, and through sin death, and thus [[death]] came through unto all men, because all sinned—
୧୨ପର୍ତମେ ଗଟେକ୍ ଲକ୍ସେ ପାପ୍ କରିରଇଲା । ଆରି ପାପର୍ ଲାଗି ମରନ୍ ଆଇଲା । ସବୁ ଲକ୍ ପାପ୍ କଲାର୍ ପାଇ ମରନ୍ ସବୁ ମୁନୁସ୍ ଜାତିକେ ଡାବିଅଇଲା ।
13 (for all the time before the Law sin was in the world; but sin is not set to one's account when there is no law.
୧୩ନିୟମ୍ ମିଲ୍ବା ଆଗ୍ତୁ ଲକ୍ମନ୍ ପାପ୍ କର୍ତେରଇଲାଇ । ମାତର୍ ନିୟମ୍ ନ ରଇବାଟାନେ ପାପର୍ ଇସାବ୍ ନ ଅଇତେରଇଲା ।
14 Yet death reigned from Adam to Moses, even over those who had not sinned in the manner in which Adam transgressed; who is a type of him who was to come.—
୧୪ଆଦମର୍ ବେଲାଇଅନି ମସାର୍ ବେଲା ଜାକ, କେ ଆଦମର୍ ପାରା କାତା ନ ମାନି, ସେ କରି ରଇବା ପାପ୍ ପାରା ନ କରିରଇଲେ ମିସା, ସବୁ ଲକ୍ ମଲାଇ । ଜେ ଆଇବାର୍ ରଇଲା, ସେ ଆଦମର୍ ଗଟେକ୍ ରୁପ୍ ।
15 But the free gift was not as the transgression. For if through the offence of the one the many died, much more hath the grace of God, and the gift which is by the grace of the one man Jesus Christ, abounded to the many.
୧୫ମାତର୍ ପରମେସରର୍ ଇସାବ୍ ନଇଲା ଦାନ୍ ଆରି ଆଦମର୍ ପାପ୍ ବିତ୍ରେ କେତେକ୍ କେତେକ୍ ଦୁର୍ ଆଚେ । ଗଟେକ୍ ଲକର୍ ପାପର୍ ପାଇ ବେସି ଲକର୍ ମରନ୍ ଅଇଲା । ମାତର୍ ପରମେସର୍ ତାର୍ ଜିବନ୍ଦୁକାଇଲାକେ, ଲକ୍ମନର୍ ପାଇ ଆରି ଗଟେକ୍ ଲକ୍କେ ଇନାମେ ଦେଲା । ସେ ବଡ୍ ଇନାମ୍ ଜିସୁ କିରିସ୍ଟର୍ ଜିବନ୍ ଦୁକାଇଲାକେ ପୁରାପୁରୁନ୍ ଅଇଲା ।
16 And the free gift is not like what happened through one man who sinned. For sentence of condemnation followed one offence; but the free gift is a justification after many offences.
୧୬ସେ ଗଟେକ୍ ପାପ୍ କାମ୍ ଅଇଲା ପଚେ ସବୁ ମୁନୁସ୍ ଜାତି ବିଚାର୍ନା ଜାଗାଇ ଟିଆଅଇ ଦସି ବଲାଇ ଅଇଲାଇ । ମାତର୍ ଏବେ ଜବର୍ ଲକର୍ ପାପର୍ ଲାଗି ଲକ୍ମନର୍ ଆସା ନ ରଇଲେ ମିସା, ପର୍ମେସର୍ ଦାନ୍ କଲାକେ ଦସି ନାଇ ବଲି ଏଜାଇଅଇଲାଇ ।
17 For if by one trespass death reigned through the one man, much more will they who receive the abundance of grace and of the gift of righteousness reign in life through the one man Jesus Christ.)—
୧୭ଏଲେମିସା ଗଟେକ୍ ମୁନୁସର୍ ପାପର୍ ପାଇ ସବୁ ଲକ୍କେ ମରନର୍ ଡଣ୍ଡ୍ ଆଇଲା । ମାତର୍ ସେ ଗଟେକ୍ ମୁନୁସ୍ ଜନ୍ଟାକି କିରିସ୍ଟ, ଜାଇଟା କଲାଆଚେ ସେଟା କେଡେକ୍ ବଡ୍ ବିସଇ! ଜେତେକ୍ ଲକ୍ ପରମେସର୍ ବଡ୍ ଜିବନ୍ଦୁକାଇଲାଟା ଜବର୍ ଅଇତେ ଇନାମେ ମିଲାଇଆଚତ୍, ସେମନ୍ ଜିସୁକିରିସ୍ଟର୍ ବାଟେଅନି ସବୁ ଲକ୍ ତାର୍ଟାନେ ଦରମ୍ ବଲାଇ ଅଇବାଇ । ସେମନ୍ କିରିସ୍ଟର୍ ସଙ୍ଗ୍ ଜିତି କରି ଜିଉନା କାଉନା କରି ସାସନ୍ କର୍ବାଇ ।
18 As then through one trespass all men have come under condemnation, so through one act of righteousness all obtain the gift of righteousness unto life.
୧୮ଗଟେକ୍ ଲକର୍ ପାପ୍ ଜେନ୍ତି ଗୁଲାଇ ଲକ୍କେ ଡଣ୍ଡ୍ ଆନାଇଲା, ସେନ୍ତିସେ ଗଟେକ୍ ଲକର୍ ଦରମ୍ ଗୁଲାଇ ଲକର୍ପାଇ ମୁକ୍ତି ଆରି ନ ସାର୍ବା ଜିବନ୍ ଆନିଦେଲାଆଚେ ।
19 For as through the disobedience of the one man the many were made sinners, so through the obedience of the one man will the many be made righteous.
୧୯ଗଟେକ୍ ଲକ୍ ଆଦେସ୍ ନ ମାନ୍ଲାର୍ ପାଇ ଜେନ୍ତିକି ସବୁ ଲକ୍ ପାପି ଅଇଲାଇ, ସେନ୍ତି ଗଟେକ୍ ଲକ୍ ଆଦେସ୍ ମାନ୍ଲେ ପରମେସରର୍ ମୁଆଟେ ଦରମ୍ ଲକ୍ ବଲାଇଅଇବାଇ ।
20 Moreover the law came in in addition, that the trespass might abound; but where sin abounded, grace abounded much more;
୨୦ନିୟମ୍ ଚାଲ୍ଲାର୍ ପାଇ କାରାପ୍ କାମ୍ ବଡ୍ଲା । ମାତର୍ ପାପ୍ ବଡି ବଡି ଗାଲାକେ ପରମେସରର୍ ଜିବନ୍ଦୁକାନି ମିସା ବେସି ବଡ୍ଲା ।
21 that as sin reigned in death, so grace might reign through righteousness to everlasting life, through Jesus Christ our Lord. (aiōnios )
୨୧ପାପ୍ ଜେନ୍ତିକି ସବୁର୍ପାଇ ମରନର୍ ଡଣ୍ଡ୍ ଆନିରଇଲା, ସେନ୍ତି ପରମେସରର୍ ଜିବନ୍ଦୁକାନି ମାପ୍ରୁ ଜିସୁ କିରିସ୍ଟର୍ ସାଇଜେ ଅନି ଆମ୍କେ ଦରମ୍ ବାଟେ ଡାକିନେଇ ନ ସାର୍ବା ଜିବନ୍ ଦେଇସି । (aiōnios )