< Matthew 14 >
1 At that time, Herod the tetrarch heard the report concerning Jesus,
ସଃଡେବଃଳ୍ ଚଃକର୍ବତି ହେରଦ୍ ଜିସୁର୍ କଃତା ସୁଣି, ତାର୍ ଦଃଙ୍ଗ୍ଳାମଃନ୍କେ କୟ୍ଲା,
2 and said to his servants, "This is John the Baptist. He is risen from the dead. That is why these powers work in him."
“ଇ ବାପ୍ତିସମ୍ ଦେତା ଜହନ୍ ତାର୍ ଦଃଙ୍ଗ୍ଳା, ସେ ମଃଲା ଲକ୍ମଃନାର୍ ତଃୟ୍ହୁଣି ଜିବନ୍ ହାୟ୍ ଉଟିଆଚେ, ସେତାର୍ ଗିନେ ଇ ସଃବୁ ସଃକ୍ତି ତାର୍ ତଃୟ୍ କାମ୍ କଃରୁଲି ।”
3 For Herod had arrested John, and bound him, and put him in prison for the sake of Herodias, his brother Philip's wife.
ବଃଲେକ୍ ହେରଦ୍ ନିଜାର୍ ବାୟ୍ସି ପିଲିପାର୍ ଡକୁର୍ସି ହେରଦିଆର୍ ଗିନେ ଜହନ୍କେ ଦଃର୍ଲା ଆର୍ ବାନ୍ଦି ଜଃଇଲ୍ ଗଃରେ ହୁରାୟ୍ରିଲା ।
4 For John said to him, "It is not lawful for you to have her."
କାୟ୍ତାକ୍ବଃଲେକ୍ ଜହନ୍ ତାକ୍ କଃଉତି ରିଲା, “ହେରଦିଆକେ ସଃଙ୍ଗାଉତାର୍ ତର୍ ବିଦି ନାୟ୍ ।”
5 And though he wanted to kill him, he feared the crowd because they regarded him as a prophet.
ଆର୍ ହେରଦ୍ ଜହନ୍କେ ମଃର୍ନେ ମାରୁକ୍ ମଃନ୍ କଃର୍ତି ରିଲେକ୍ ହେଁ ଲକ୍ମଃନ୍କେ ଡିର୍ତିରିଲା ଆର୍ ମାରୁ ନଃଚ୍ତିରିଲା, କାୟ୍ତାକ୍ବଃଲେକ୍ ସେମଃନ୍ ଜହନ୍କେ ବାବ୍ବାଦି ବଃଲି ମାନ୍ତି ରିଲାୟ୍ ।
6 But when Herod's birthday came, the daughter of Herodias danced among them and pleased Herod.
ମଃତର୍ ହେରଦାର୍ ଜଃଲମ୍ ଦିନ୍ ଆୟ୍ଲାକ୍, ହେରଦିଆର୍ ଜିସି ଗତିଆମଃନାର୍ ମୁଏଁ ନାଚି କଃରି ହେରଦ୍କେ ସଃର୍ଦା କଃରାୟ୍ଲି ।
7 Whereupon he promised with an oath to give her whatever she should ask.
ସେତାକ୍ ହେରଦ୍ ହଃର୍ମାଣ୍ କଃରି କୟ୍ଲା, “ମୁଁୟ୍ ସଃୟ୍ତ୍ କଃରି କଃଉଁଲେ, ତୁୟ୍ ଜୁୟ୍ରି ମାଗ୍ଲେକ୍ ମୁଁୟ୍ ତକେ ସେରି ଦଃୟ୍ନ୍ଦ୍ ।”
8 And she, being prompted by her mother, said, "Give me here on a platter the head of John the Baptist."
ଆର୍ ସେ ଟକିକେ ତାର୍ ଆୟ୍ସି ସିକାୟ୍ଲାକ୍, ସେ କୟ୍ଲି, “ବାପ୍ତିସମ୍ ଦେତା ଜହନାର୍ ମୁଣ୍ଡ୍ ମକେ ଅଃବେ ଇତି ଗଟ୍ ତାଳି ତଃୟ୍ ଦେ ।”
9 And the king was grieved, but for the sake of his oaths, and of those who sat at the table with him, he commanded it to be given,
ଇରି ସୁଣି ରଃଜା ବଃଡେ ଦୁକ୍ କଃଲା, ଅୟ୍ଲେକ୍ ହେଁ ତାର୍ ସଃଙ୍ଗ୍ ବଜିୟେ ବଃସି ରିଲା ଲକ୍ମଃନାର୍ ମୁଏଁ ହଃର୍ମାଣ୍ କଃରି ରିଲାର୍ ଗିନେ, ସେରି ଦେଉଁକେ ଆଦେସ୍ ଦିଲା ।
10 and he sent and beheaded John in the prison.
ସେତାକ୍ ଜାଗୁଆଳିକେ ହଃଟାୟ୍ ଜଃଇଲ୍ ଗଃରେ ଜହନ୍କେ ମୁଣ୍ଡ୍ କାଟାୟ୍ଲା ।
11 And his head was brought on a platter, and given to the young woman: and she brought it to her mother.
ଆର୍ ତାର୍ ମୁଣ୍ଡ୍ ଗଟ୍ ତାଳାୟ୍ ଆଣାୟ୍ ସେ ଟକିକେ ଦିଲାୟ୍, ଆରେକ୍ ସେ ଟକି ସେରି ଦଃରି ଆୟ୍ସି ହାକ୍ ନିଲି ।
12 Then his disciples came, and took the dead body, and buried him; and they went and told Jesus.
ତାର୍ହଃଚେ ଜହନାର୍ ଚେଲାମଃନ୍ ଆସି ଜହନାର୍ ମଃଲାମଃଳ୍ ନଃୟ୍ ମଃସୁଣ୍ କାଲେ ତହ୍ଲାୟ୍ ଆର୍ ଜାୟ୍ ଜିସୁକେ ଜାଣାୟ୍ଲାୟ୍ ।
13 Now when Jesus heard this, he withdrew from there in a boat, to a secluded place to be alone. When the crowds heard it, they followed him on foot from the cities.
ଜିସୁ ସେରି ସୁଣି ସେ ଟାଣ୍ ଚାଡି ଡଙ୍ଗାୟ୍ ଚଃଗି ଗଟେକ୍ ସିଣିନ୍ଦ୍ ଟାଣେ ଗଃଲା । ଆର୍ ଲକ୍ମଃନ୍ ଇରି ସୁଣି ଗଃଳ୍ ବିତ୍ରେହୁଣି ଆସି ଇଣ୍ଡି ଇଣ୍ଡି ତାର୍ ଚଃମେ ଗଃଳାୟ୍ ।
14 And he went out, and he saw a large crowd, and he had compassion on them, and healed their sick.
ଆର୍ ଜିସୁ ଡଙ୍ଗାୟ୍ହୁଣି ବାରାୟ୍ ଅଲେକାର୍ ଲକ୍ମଃନ୍କେ ଦଃକି ସେମଃନ୍କେ ଦଃୟା ଦଃକାୟ୍ଲା ଆର୍ ସେମଃନାର୍ ରଗିମଃନ୍କେ ଉଜ୍ କଃଲା ।
15 Now when evening had come, the disciples came to him, saying, "This place is desolate, and the hour is already late. Send the crowds away, that they may go into the villages, and buy themselves food."
ବେଳ୍ ଅୟ୍ଲାକ୍ ଚେଲାମଃନ୍ ତାର୍ ଲଃଗେ ଆସି କୟ୍ଲାୟ୍, “ଇରି ଗଟେକ୍ ସିଣିନ୍ଦ୍ ଟାଣ୍, ଆରେକ୍ ଉତୁର୍ ବେଳା ଅୟ୍ଲିନି; ସେତାକ୍ ଲକ୍ମଃନ୍ ଗାଉଁଏମଃନ୍ ଜାୟ୍ ନିଜାର୍ ନିଜାର୍ ଗିନେ କାଦି ଗେନୁକ୍ ସେମଃନ୍କେ ଚାଡି ଦେସ୍ ।”
16 But Jesus said to them, "They do not need to go away. You give them something to eat."
ମଃତର୍ ଜିସୁ ସେମଃନ୍କେ କୟ୍ଲା, “ସେମଃନ୍ ଜଃଉଁକେ ଲଳା ନାୟ୍, ତୁମିମଃନ୍ ସେମଃନ୍କେ କାଳାଉଆ ।”
17 And they told him, "We only have here five loaves and two fish."
ସେମଃନ୍ ଜିସୁକେ କୟ୍ଲାୟ୍, “ଅଃମାର୍ ତଃୟ୍ ଅଃକାୟ୍ ହାଁଚ୍ ଗଟ୍ ରୁଟି ଆର୍ ଜୁଳେକ୍ ମାଚ୍ ଆଚେ ।”
18 So he said, "Bring them here to me."
ଜିସୁ କୟ୍ଲା, “ସେରିମଃନ୍ ମର୍ ହାକ୍ ଆଣା ।”
19 Then he commanded the crowds to sit down on the grass; and he took the five loaves and the two fish, and looking up to heaven, he blessed, broke and gave the loaves to the disciples, and the disciples gave to the crowds.
ଆରେକ୍, ସେ ଲକ୍ମଃନ୍କେ ରଃନ୍ ଉହ୍ରେ ବଃସୁକେ କୟ୍ଲା, ଆର୍ ଜିସୁ ସେ ହାଁଚ୍ ଗଟ୍ ରୁଟି ଆର୍ ଜଳେକ୍ ମାଚ୍କେ ଆତେ ଦଃରି ସଃର୍ଗ୍ ବାଟ୍ୟା ଦଃକି ଆସିର୍ବାଦ୍ କଃରି ରୁଟିମଃନ୍ ବାଙ୍ଗାୟ୍ ଚେଲାମଃନ୍କେ ଦିଲା, ଆର୍ ଚେଲାମଃନ୍ ଲକ୍ମଃନ୍କେ ବାଟାକଃରି ଦିଲାୟ୍ ।
20 And they all ate and were filled, and they took up twelve baskets full of that which remained left over from the broken pieces.
ସଃବୁ ଲକ୍ମଃନ୍ ହେଟ୍ ହୁର୍ନେ କାୟ୍ଲାୟ୍ ଆର୍ ଚେଲାମଃନ୍ ଉବୁର୍ଲାର୍ କୁଦ୍ରି ରୁଟି ବେଟି ବାର ଡଃଲା ବଃର୍ତି କଃଲାୟ୍ ।
21 Now those who ate were about five thousand men, besides women and children.
ସେତି କାୟ୍ଲା ଲକ୍, ମାୟ୍ଜି ଆର୍ ସାନ୍ ହିଲାମଃନ୍କେ ଚାଡିକଃରି ହାକାହାକି ହାଁଚ୍ ଅଃଜାର୍ ଅଃଣ୍ଡ୍ରାଲକ୍ ରିଲାୟ୍ ।
22 And immediately he made the disciples get into the boat and to go ahead of him to the other side, while he sent the crowds away.
ସେଦାହ୍ରେ ଜିସୁ ଚେଲାମଃନ୍କେ ଡଙ୍ଗାୟ୍ ଚଃଗି ତାର୍ ଆଗ୍ତୁ ସଃମ୍ନ୍ଦ୍ ସେହାଟି ଜଃଉଁକେ କୟ୍ଲା, ଆରେକ୍ ଜିସୁ ଲକ୍ମଃନ୍କେ ସେଲ ଚାଡି ଦିଲା ।
23 And after he had sent the crowds away, he went up into the mountain by himself to pray. When evening had come, he was there alone.
ଲକ୍ମଃନ୍କେ ସେଲ ଚାଡି ଦିଲା ହଃଚେ, ସେ ପାର୍ତ୍ନା କଃରୁକେ ଅଃଲ୍ଗା ଅୟ୍କଃରି ଡଙ୍ଗୁର୍ ଉହ୍ରେ ଗଃଲା, ଆର୍ ସଃଞ୍ଜ୍ ଅୟ୍ଲାକ୍ ହେଁ ସେତି ଏକ୍ଲା ରିଲା ।
24 But the boat was now in the middle of the sea, battered by the waves, for the wind was against it.
ମଃତର୍ ଡଙ୍ଗା ସଃଡେବଃଳ୍ କଃଣ୍ଡାୟ୍ ହୁଣି ଅଃନାୟ୍ ଦୁରି ରିଲି, ଆର୍ ଜଃବର୍ ବାଉର୍ ଗିନେ ଉଲାଳ୍କେ ସେରି ଏଣେ ତେଣେ ଅଃଉତି ରିଲି ।
25 And in the watch between three and six in the morning, he came to them, walking on the sea.
ମଃତର୍ ରାତି ଚାର୍ଟା ବଃଳ୍ ସେ ସଃମଃନ୍ଦ୍ ଉହ୍ରେ ଇଣ୍ଡି ଇଣ୍ଡି ଚେଲାମଃନାର୍ ଚଃମେ ଆୟ୍ଲା ।
26 And when the disciples saw him walking on the sea, they were troubled, saying, "It's a ghost." and they screamed with fear.
ସେତାକ୍ ଚେଲାମଃନ୍ ଜିସୁକେ ସଃମ୍ନ୍ଦ୍ ଉହ୍ରେ ଇଣ୍ଡ୍ତାର୍ ଦଃକି ଡିରିକଃରି କୟ୍ଲାୟ୍, “ଇରି ତ ଡୁମା!” ଆର୍ ସେମଃନ୍ ଡିରାର୍ ଗିନେ ବେଲ୍କି ଅୟଃଲାୟ୍ ।
27 But immediately Jesus spoke to them, saying "Cheer up. It is I. Do not be afraid."
ମଃତର୍ ଜିସୁ ସେଦାହ୍ରେ ସେମଃନାର୍ ସଃଙ୍ଗ୍ ଟଣ୍ଡ୍ଅୟ୍ କୟ୍ଲା, “ସାସ୍ ଦଃରା, ଇରି ତ ମୁଁୟ୍, ଡିରି ଜାହାନାୟ୍ ।”
28 Peter answered him and said, "Lord, if it is you, command me to come to you on the waters."
ସେତାକ୍ ପିତର୍ ଉତୁର୍ ଦିଲା, “ଏ ମାପ୍ରୁ, ଜଃବେ ତୁୟ୍, ତଃବେ ହାଣି ଉହ୍ରେ ତର୍ ଲଃଗେ ଜଃଉଁକେ ମକ୍ ଆଦେସ୍ ଦେ ।”
29 He said, "Come." Peter stepped down from the boat, and walked on the water and went toward Jesus.
ଜିସୁ ତାକ୍ କୟ୍ଲା, “ଆଉ ।” ସେତାକ୍ ପିତର୍ ଡଙ୍ଗାୟ୍ହୁଣି ଉତ୍ରି ହାଣି ଉହ୍ରେ ଇଣ୍ଡି ଇଣ୍ଡି ଜିସୁର୍ ଚଃମେ ଗଃଲା ।
30 But when he saw the strong wind, he was afraid, and beginning to sink, he yelled, saying, "Lord, save me."
ମଃତର୍ ସେ ବାଉକେ ଦଃକି ଡିର୍ଲା ଆର୍ ହାଣାୟ୍ ବୁଡୁକ୍ ଦଃର୍ଲା ଆର୍ ବେଲ୍କି ଅୟ୍ କୟ୍ଲା, “ଏ ମାପ୍ରୁ, ମକେ ବଚାଉ ।”
31 Immediately Jesus stretched out his hand, took hold of him, and said to him, "You of little faith, why did you doubt?"
ଜିସୁ ସେଦାହ୍ରେ ଆତ୍ ଲାମାୟ୍ ତାକେ ଦଃରି କୟ୍ଲା, “ଏ ଅଃଳକ୍ ବିସ୍ୱାସି, କାୟ୍ତାକ୍ ମକ୍ ସଃତ୍ ନଃକେଲିସ୍ ।”
32 When they got up into the boat, the wind ceased.
ଆର୍ ସେମଃନ୍ ଡଙ୍ଗାୟ୍ ଚଃଗ୍ଲାକେ ବାଉ ତିର୍ ଅୟ୍ଲି ।
33 Those who were in the boat worshiped him, saying, "You are truly the Son of God."
ସେତାକ୍ ଡଙ୍ଗାୟ୍ ରିଲା ଚେଲାମଃନ୍ ଜିସୁକେ ଜୁଆର୍ କଃରି କୟ୍ଲାୟ୍, “ତୁୟ୍ ନିଜ୍କଃରି ଇସ୍ୱରାର୍ ହୟ୍ସି ।”
34 When they had crossed over, they came to the land of Gennesaret.
ସେମଃନ୍ ସଃମ୍ନ୍ଦ୍ ଲିଙ୍ଗି ଗିନେସ୍ରଃତ୍ କଃଣ୍ଡାୟ୍ ହଚ୍ଲାୟ୍ ।
35 When the people of that place recognized him, they sent into all that surrounding region, and brought to him all who were sick,
ଆର୍ ସେତିର୍ ଲକ୍ମଃନ୍ ଜିସୁକେ ଚିନୁ ହାରି ସେତିର୍ ଚାରିବାଟ୍ୟା କବୁର୍ ହଃଟାୟ୍ଲାୟ୍ ଆର୍ ଲକ୍ମଃନ୍ ସଃବୁ ରଗିମଃନ୍କେ ତାର୍ ଟାଣେ ଆଣ୍ଲାୟ୍ ।
36 and they begged him that they might just touch the fringe of his garment. And all who touched it were healed.
ଆର୍ ରଗ୍ୟାମଃନ୍ ଜଃନ୍କଃରି ଜିସୁର୍ ଗଃଗାଳାର୍ ହଃଚ୍ୟା ଆଚଳ୍ ଚିଉତି, ସେତାର୍ଗିନେ ଲକ୍ମଃନ୍ ହାଦେ ହଃଳି ଗଃଉଆରି କଃରୁକେ ଦଃର୍ଲାୟ୍, ଆରେକ୍ ଜଃତେକ୍ ଲକ୍ ଚୁୟ୍ଲାୟ୍ ସେମଃନ୍ ଉଜ୍ ଅୟ୍ଲା ।