< John 4 >
1 Therefore when Jesus knew that the Pharisees had heard, "Jesus is making and baptizing more disciples than John"
ପାରୁସିମଃନ୍ ସୁଣ୍ଲାୟ୍ ଜେ ଜିସୁ ଜହନ୍ ତଃୟ୍ହୁଣି ଅଃଦିକ୍ ଚେଲା କଃରୁଲା ଆର୍ ସେମଃନ୍କେ ବାପ୍ତିସମ୍ ଦେଉଁଲା ।
2 (although Jesus himself did not baptize, but his disciples),
ସଃତ୍କଃରି ଜିସୁ କାକେହେଁ ବାପ୍ତିସମ୍ ଦେତିନଃରିଲା; ତାର୍ ଚେଲାମଃନ୍ ଦେତି ରିଲାୟ୍ ।
3 he left Judea, and departed again into Galilee.
ତାର୍ କଃତା ପାରୁସିମଃନ୍ ସୁଣି ଆଚ୍ତି ବଃଲି ଜଃଡେବଃଳ୍ ଜିସୁ ସୁଣ୍ଲା, ସଃଡେବଃଳ୍ ସେ ଜିଉଦା ରାଇଜ୍ ଚାଡି ଆରେକ୍ ଗାଲିଲି ଗଃଲା ।
4 He needed to pass through Samaria.
ମଃତର୍ ଜାତା ବାଟେ ତାକ୍ ସମିରଣ ବାଟ୍ ଅୟ୍ ଜଃଉଁକେ ହଃଳ୍ଲି ।
5 So he came to a city of Samaria, called Sychar, near the parcel of ground that Jacob gave to his son, Joseph.
ତଃବେ ଜିସୁ ଜାୟ୍ ଜାକୁବକ୍ ତାର୍ ହୟ୍ସି ଜସେପ୍ ଜୁୟ୍ ବୁୟ୍ଁ କଃଣ୍ଡେକ୍ ଦଃୟ୍ରିଲା, ତାର୍ ଚଃମାର୍ ସୁକାର୍ ନାଉଁଆର୍ ସମିରଣାର୍ ଗଟେକ୍ ଗଃଳେ ହଚ୍ଲା ।
6 Jacob's well was there. Jesus therefore, being tired from his journey, sat down by the well. It was about the sixth hour.
ସେଟାଣେ ଜାକୁବର୍ କୁଇଁକାଲ୍ ରିଲି, ଜିସୁ ବାଟ୍ ଇଣ୍ଡି ଇଣ୍ଡି ତାକି ରିଲାକ୍, ସେ କୁଇଁକାଲ୍ ଚଃମେ ବଃସ୍ଲା । ସଃଡେବଃଳ୍ ମୁଣ୍ଡେବେଳା ଅୟ୍ରିଲି ।
7 A woman of Samaria came to draw water. Jesus said to her, "Give me a drink."
ଜିସୁ ସେ କୁଇଁକାଲ୍ ଚଃମେ ବଃସି ରିଲାବଃଳ୍ ଗଟେକ୍ ସମିରଣିୟା ମାୟ୍ଜି ହାଣି ନେଉଁକ୍ ସେ କୁଇଁକାଲେ ଆୟ୍ଲି । ଜିସୁ ତାକେ କୟ୍ଲା, “ମକ୍ ହାଣି ଗୁଳିକ୍ କାଉଁକେ ଦେ ।”
8 For his disciples had gone away into the city to buy food.
ସଃଡେବଃଳ୍ ତାର୍ ଚେଲାମଃନ୍ କାଦି ଗେନି ଆଣୁକେ ଗଃଳ୍ବିତ୍ରେ ଜାୟ୍ରିଲାୟ୍ ।
9 The Samaritan woman therefore said to him, "How can you, being a Jew, ask for a drink from me, a Samaritan woman?" (For Jews have no dealings with Samaritans.)
ସେତାକ୍ ସମିରଣିୟା ମାୟ୍ଜି ଜିସୁକେ କୟ୍ଲି, “ତୁୟ୍ ଗଟେକ୍ ଜିଉଦି ଲକ୍ ଆର୍ ମୁୟ୍ ଗଟେକ୍ ସମିରଣିୟା, ତଃବେ କଃନ୍କଃରି ମର୍ ଆତାର୍ ହାଣି କାଉଁକେ ମାଗୁଲିସ୍? ବଃଲେକ୍ ସମିରଣିୟା ମଃନାର୍ସଃଙ୍ଗ୍ ଜିଉଦିମଃନାର୍ ଚାଲାଚାଲ୍ତି ନଃରିଲି ।”
10 Jesus answered her, "If you knew the gift of God, and who it is who says to you, 'Give me a drink,' you would have asked him, and he would have given you living water."
ଜିସୁ କୟ୍ଲା, “ଇସ୍ୱର୍ ଦିଲା ଦାନ୍ ଆର୍ ‘ମକ୍ କାଉଁକେ ଦେ,’ ବଃଲି ଜେ ତକ୍ କଃଉଁଲା, ସେ କେ, ଇରି ଜାଣିରିଲେକ୍, ଆର୍ ତୁୟ୍ ତାକ୍ ମାଗ୍ଲେକ୍ ସେ ତକ୍ ଜିବନ୍ ଦେତା ହାଣି ଦିଲାହୁଣି ।”
11 The woman said to him, "Sir, you have nothing to draw with, and the well is deep. From where do you get that living water?
ସେ ମାଇଜି ତାକ୍ କୟ୍ଲି, “ଏ ମାପ୍ରୁ, ହାଣି କାଡୁକ୍ ତର୍ହାକ୍ ବାଲ୍ଟି ନାୟ୍, ଆରେକ୍ କୁଇଁକାଲ୍ ତ ଡେଙ୍ଗ୍ । ତୁୟ୍ କୁୟ୍ତିହୁଣି ଜିବନ୍ ଦେତା ହାଣି ହାଉସି?
12 Are you greater than our father, Jacob, who gave us the well, and drank of it himself, as did his children, and his livestock?"
ଅଃମାର୍ ଦାଦିବାବୁ ଜାକୁବ ଇ କୁଇଁକାଲ୍ କଃଣି ଦଃୟ୍ରିଲା; ସେ ଆର୍ ତାର୍ ହୟ୍ସିମଃନ୍ ଆର୍ ଗାୟ୍ଗରୁ ଇତିର୍ ହାଣି କାତି ରିଲାୟ୍ । ତୁୟ୍ କାୟ୍ ଜାକୁବର୍ ତଃୟ୍ହୁଣି ବଃଡ୍?”
13 Jesus answered her, "Everyone who drinks of this water will thirst again,
ଜିସୁ ସେ ମାୟ୍ଜିକେ କୟ୍ଲା, “ଇ କୁଇଁକାଲାର୍ ହାଣି ଜେ କାୟ୍ଦ୍ ତାକ୍ ଆରେକ୍ ସସ୍ ଲାଗେଦ୍,
14 but whoever drinks of the water that I will give him will never thirst again; but the water that I will give him will become in him a well of water springing up to everlasting life." (aiōn , aiōnios )
ମୁୟ୍ ଜୁୟ୍ ହାଣି ଦଃୟ୍ନ୍ଦ୍, ସେରି ଜୁୟ୍ ଲକ୍ କାୟ୍ଦ୍ ତାକ୍ କଃବେ ହେଁ ସସ୍ ନୟ୍, ମଃତର୍ ମୁୟ୍ ତାକ୍ ଜୁୟ୍ ହାଣି ଦଃୟ୍ନ୍ଦ୍, ସେରି ଅଃମ୍ବର୍ ଜିବନ୍ ଦେତା ହାଜ୍ରା ହାଣି ହର୍ ତାର୍ ତାଣେ ଉଚୁଳ୍ତି ରଃୟ୍ଦ୍ ।” (aiōn , aiōnios )
15 The woman said to him, "Sir, give me this water, so that I do not get thirsty, neither come all the way here to draw."
ସେ ମାୟ୍ଜି କୟ୍ଲି, “ଏ ମାପ୍ରୁ, ମକ୍ ସେ ହାଣି ଦେ, ଜଃନ୍କଃରି ମକ୍ କଃବେ ସସ୍ ନଃଲାଗେ, ଆରେକ୍ ହାଣି କାଡୁକ୍ ଅଃତେକ୍ ବାଟ୍ ଆସୁକ୍ ନଃହେଳେ ।”
16 He said to her, "Go, call your husband, and come here."
ଜିସୁ ତାକେ କୟ୍ଲା, “ଜା, ଆର୍ ତର୍ ଡକ୍ରାଦିକ୍ ଇତି କୁଦି ଆଣ୍ ।”
17 The woman answered and said to him, "I have no husband." Jesus said to her, "You said well, 'I have no husband,'
ସେ ମାୟ୍ଜି କୟ୍ଲି, “ମର୍ ଅଃଣ୍ଡ୍ରା ନାୟ୍ ।” ଜିସୁ ତାକ୍ କୟ୍ଲା, “ମର୍ ଅଃଣ୍ଡ୍ରା ନାୟ୍, ଇ କଃତା ସଃତ୍ କୟ୍ଲିସ୍ ।
18 for you have had five husbands; and he whom you now have is not your husband. This you have said truly."
ବଃଲେକ୍ ତର୍ ହାଁଚ୍ ଗଟ୍ ଅଃଣ୍ଡ୍ରା ରିଲାୟ୍, ଆର୍ ଅଃବେ ତୁୟ୍ ଜାର୍ ସଃଙ୍ଗ୍ ଆଚ୍ସି ସେ ହେଁ ତର୍ ଡକ୍ରାଦି ନାୟ୍ । ଇରି ସଃତ୍ କୟ୍ଆଚ୍ସି ।”
19 The woman said to him, "Sir, I perceive that you are a prophet.
ମାୟ୍ଜି ଜିସୁକେ କୟ୍ଲି, “ଏ ମାପ୍ରୁ, ତୁୟ୍ ଜେ ଗଟେକ୍ ବାବ୍ବାଦି, ଇରି ମୁୟ୍ ଦଃକୁ ହାରୁଲେ ।
20 Our fathers worshiped in this mountain, and you say that in Jerusalem is the place where people ought to worship."
ଅଃମାର୍ ଦାଦିବାବୁମଃନ୍ ଇ ଡଙ୍ଗ୍ରେ ଇସ୍ୱର୍କେ ସେବା କଃଲାୟ୍, ମଃତର୍ ତୁମି ଜିହୁଦିମଃନ୍ କଃଉଁଲାସ୍ ଇସ୍ୱର୍କେ ହୁଜା କଃର୍ତା ଟିକ୍ ଜଃଗା ଅଃଉଁଲି ଜିରୁସାଲମ୍ ।”
21 Jesus said to her, "Woman, believe me, the hour comes, when neither in this mountain, nor in Jerusalem, will you worship the Father.
ଜିସୁ ତାକ୍ କୟ୍ଲା, “ଏ ଆୟା, ମର୍ କଃତା ସଃତ୍କଃର୍, ଗଟ୍ ଦିନ୍ ଆସେଦ୍, ଲକ୍ମଃନ୍ ଉବାକ୍ ଇ ଡଙ୍ଗ୍ରେ କି ଜିରୁସାଲମେ ସେବା ନଃକେର୍ତି ।
22 You worship that which you do not know. We worship that which we know; for salvation is from the Jews.
ତୁମି ସମିରଣିୟ ମଃନ୍ ସଃତ୍କଃରି କାକେ ସେବା କଃରୁଲାସ୍ ନଃଜାଣୁଲାସ୍; ମଃତର୍ ଅଃମି ଜିଉଦିମଃନ୍ କାକେ ସେବା କଃରୁଲୁ ଜାଣୁଲୁ, ବଃଲେକ୍ ମୁକ୍ତି କଃର୍ତାର୍ ଜିଉଦିମଃନାର୍ ତଃୟ୍ହୁଣି ଆସେଦ୍ ।
23 But the hour comes, and now is, when the true worshippers will worship the Father in spirit and truth, for the Father seeks such to be his worshippers.
ମଃତର୍ ଜୁୟ୍ ଦିନ୍ ସଃତ୍ ସେବାକଃର୍ତା ଲକ୍ମଃନ୍ ଆତ୍ମାୟ୍ ଆର୍ ସଃତ୍ୟା କଃରି ଉବାର୍ ହୁଜା କଃର୍ତି, ସେନ୍କାର୍ ଦିନ୍ ଆସୁଲି, ଆରେକ୍, ଅଃବେ ହେଁ ଆୟ୍ଲିନି, କାୟ୍ତାକ୍ବଃଲେକ୍ ଉବା ଅଃନ୍କାର୍ ହୁଜାକଃର୍ତା ଲକ୍ମଃନ୍କେ ମଃନ୍ କଃରେଦ୍ ।
24 God is spirit, and those who worship him must worship in spirit and truth."
ଇସ୍ୱର୍ ଆତ୍ମା । ଆର୍ ଜୁୟ୍ ଲକ୍ମଃନ୍ ଇସ୍ୱରାର୍ ସେବା କଃର୍ତି, ସେମଃନ୍ ସଃତ୍ ଆର୍ ଆତ୍ମାୟ୍ ହୁର୍ନ୍ ଅୟ୍ ହୁଜା କଃର୍ତା ବିଦି ।”
25 The woman said to him, "I know that Messiah comes," (he who is called Christ). "When he has come, he will declare to us all things."
ସେ ମାୟ୍ଜି ଜିସୁକେ କୟ୍ଲି, “ମୁୟ୍ ଜାଣି, ମସିଅ ଜାକେ କ୍ରିସ୍ଟ ବଃଲି କଃଉତି, ସେ ଆସେଦ୍, ଆର୍ ଜଃଡେବଃଳ୍ ସେ ଆସେଦ୍, ସେ ଅଃମିକ୍ ସଃବୁ କଃତା କୟ୍ଦ୍ ।”
26 Jesus said to her, "I am he, the one who speaks to you."
ଜିସୁ ତାକ୍ କୟ୍ଲା, “ତର୍ ସଃଙ୍ଗ୍ କଃତା ଅଃଉଁଲେ ଜେ ମୁୟ୍, ମୁୟ୍ ହଃକା ସେମାନାୟ୍ ।”
27 At this, his disciples came. They were surprised that he was speaking with a woman; yet no one said, "What are you looking for?" or, "Why do you speak with her?"
ଅଃନ୍କାବଃଳ୍ ଜିସୁର୍ ଚେଲାମଃନ୍ ବାଉଳି ଆୟ୍ଲାୟ୍, ଆର୍ ଜିସୁ ଗଟ୍ ମାୟ୍ଜି ସଃଙ୍ଗ୍ ଗଟିକଃର୍ତାର୍ ଦଃକି ସେମଃନ୍ ବଃଡେ କାବା ଅୟ୍ଲାୟ୍, ମଃତର୍ କେହେଁ ସେ ମାୟ୍ଜିକେ, “ତର୍ କାୟ୍ରି ଲଳା ବଃଲି ନଃକୟ୍ଲାୟ୍, କି କାୟ୍କଃରୁକ୍ ତାର୍ ସଃଙ୍ଗ୍ କଃତା ଅଃଉଁଲିସ୍, ବଃଲି” ଜିସୁକେ ହେଁ ହଃଚାରୁକ୍ ସାସ୍ ନଃକେଲାୟ୍ ।
28 So the woman left her water pot, and went away into the city, and said to the people,
ସେତାର୍ହଃଚେ ସେ ମାୟ୍ଜି ତାର୍ ହାଣି ଡକା ସେତି ଚାଡିକଃରି ଗଃଳ୍ ବିତ୍ରେ ଜାୟ୍ ଲକ୍ମଃନ୍କେ କୟ୍ଲି,
29 "Come, see a man who told me everything that I did. Can this be the Christ?"
“ଆସା, ଗଟ୍ ଲକ୍କେ ଦଃକାସ୍, ମୁୟ୍ ଜାୟ୍ଜାୟ୍ରି କଃରିଆଚି ସେରି ସଃବୁ ସେ ମକେ କୟ୍ଲା; ସେ କେଜାଣ୍ କ୍ରିସ୍ଟ ଅୟ୍ ରଃୟ୍ଦ୍ କାୟ୍କି?”
30 They went out of the city, and were coming to him.
ସେତାକ୍ ଲକ୍ମଃନ୍ ଗଃଳେହୁଣି ବାରାୟ୍ ଜିସୁର୍ ହାକ୍ ଜଃଉଁକେ ଦଃର୍ଲାୟ୍ ।
31 In the meanwhile, the disciples urged him, saying, "Rabbi, eat."
ସଃଡେବଃଳ୍ ଚେଲାମଃନ୍ ଜିସୁକେ ଗଃଉଆରି କଃରି କୟ୍ଲାୟ୍, ଏ ଗୁରୁ କାଦି କାଆ ।
32 But he said to them, "I have food to eat that you do not know about."
ମଃତର୍ ଜିସୁ ଚେଲାମଃନ୍କେ କୟ୍ଲା, “ତୁମିମଃନ୍ ଜୁୟ୍ କାଦିର୍ କଃତା ନଃଜାଣାସ୍, କାଉଁକେ ଇବାନ୍ୟା କାଦି ମର୍ ତଃୟ୍ ଆଚେ ।”
33 The disciples therefore said one to another, "Has anyone brought him something to eat?"
ସେତାକ୍ ଚେଲାମଃନ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅୟ୍ଲାୟ୍, “କେ ଅଲେ ତାକ୍ କାଦି ଆଣି ଦଃୟ୍ ରଃୟ୍ଦ୍ କାୟ୍କି?”
34 Jesus said to them, "My food is to do the will of him who sent me, and to accomplish his work.
ଜିସୁ ସେମଃନ୍କେ କୟ୍ଲା, “ମକ୍ ହଃଟାୟ୍ଲା ଉବା ଦଃୟ୍ରିଲା କାମ୍ ହୁରୁଣ୍ କଃର୍ତାର୍ ହଃକା ଅୟ୍ଲି ମର୍ କାଦି ।”
35 Do you not say, 'There are yet four months until the harvest?' Look, I tell you, lift up your eyes and see the fields, that they are white for harvest already.
ଜିସୁ ସେମଃନ୍କେ କୟ୍ଲା, “ତାସ୍ କାଟୁକ୍ ଆରେକ୍ ଚାରି ମାସ୍ ଆଚେ, ଇରି କାୟ୍ ତୁମିମଃନ୍ ନଃକଉଁଲାସ୍? ମଃତର୍ ମୁୟ୍ ତୁମିକେ କଃଉଁଲେ, ନିକ କଃରି ତାସ୍ ହଃଦାୟ୍ମଃନ୍ ଅଃବେ ଦଃକା, ସେ ସଃବୁ କାଟୁକ୍ ହାକି ଆଚେ ।
36 He who reaps receives wages, and gathers fruit to everlasting life; that both he who sows and he who reaps may rejoice together. (aiōnios )
ଅଃବେ ହଃତେକ୍ ବୁତିଆର୍କେ ବୁତି ଦିଆ ଅଃଉଁଲି, ସେ ଅଃମ୍ବର୍ ଜିବନ୍ ଗିନେ ତାସ୍ ରୁଣ୍ଡାଉଁଲା; ତଃବେ ବିଆନ୍ ବୁଣୁ ଆର୍ ତାସ୍ କାଟୁ, ଇ ଦୁୟ୍ଲକ୍ ସଃର୍ଦା କଃର୍ତି । (aiōnios )
37 For in this the saying is true, 'One sows, and another reaps.'
ଇ କଃତା ସଃତ୍ୟା, ଏକ୍ଲା ବୁଣେଦ୍ ଆରେକ୍ ଏକ୍ଲା କାଟେଦ୍ ।
38 I sent you to reap that for which you have not labored. Others have labored, and you have entered into their labor."
ଜୁୟ୍ ହଃଦାୟ୍ ତୁମି କାମ୍ କଃରି ନଃରିଲାସ୍, ସେତି ତାସ୍ କାଟୁକ୍ ମୁୟ୍ ତୁମିକେ ହଃଟାୟ୍ ଆଚି; ବିନ୍ ଲକ୍ ସେତି କଃସ୍ଟ୍ କଃଲାୟ୍ ଆଚ୍ତି, ମଃତର୍ ତୁମି ଲାବ୍ ହାଉଁଲାସ୍ ।”
39 From that city many of the Samaritans believed in him because of the word of the woman, who testified, "He told me everything that I did."
ମୁୟ୍ ଜୁୟ୍ ଜୁୟ୍ରି କଃରିଆଚି ସେରି ସଃବୁ ସେ ମକ୍ କୟ୍ଲା ବଃଲି ଜୁୟ୍ ମାୟ୍ଜି କୟ୍ରିଲି, ତାର୍ ସାକିର୍ ଗିନେ ସେ ଗଃଳାର୍ ସମିରଣିୟା ମଃନାର୍ ବିତ୍ରେ ଗାଦେକ୍ ଲକ୍ ତାର୍ ତଃୟ୍ ବିସ୍ୱାସ୍ କଃଲାୟ୍ ।
40 So when the Samaritans came to him, they asked him to stay with them. He stayed there two days.
ସେତାକ୍ ସମିରଣିୟମଃନ୍ ତାର୍ ଚଃମ୍ ଆସି, ସେମଃନ୍ ତାକେ ସେତି ସେମଃନ୍କାର ସଃଙ୍ଗ୍ ରେଉଁକେ ଗଃଉଆରି କଃଲାୟ୍, ତଃବେ ଜିସୁ ସେତି ଦୁୟ୍ଦିନ୍ ରିଲା ।
41 Many more believed because of his word.
ଆର୍ ଜିସୁର୍ କଃତା ସୁଣି ଆରେକ୍ ଜଃବର୍ ଲକ୍ମଃନ୍ ବିସ୍ୱାସ୍ କଃଲାୟ୍ ।
42 They said to the woman, "Now we believe, not because of your speaking; for we have heard for ourselves, and know that this is indeed the Savior of the world."
ଆର୍ ସେମଃନ୍ ସେ ମାୟ୍ଜିକେ କୟ୍ଲାୟ୍, “ତର୍ କଃତାର୍ ଗିନେ ଅଃମି ବିସ୍ୱାସ୍ ନଃକେରୁ, ମଃତର୍ ଜିସୁର୍ କଃତା ଅଃମିମଃନ୍ ନିଜେ ସୁଣି, ସେ ଜେ ନିଜ୍କଃରି ସଃତ୍ କଃରି ଜଃଗତାର୍ ରଃକ୍ୟାକଃର୍ତା ଲକ୍ ଇରି ଅଃମାର୍ ବିସ୍ୱାସ୍ ଅୟ୍ଆଚେ ।”
43 After the two days he departed from there to Galilee.
ଜିସୁ ସେତି ଦୁୟ୍ଦିନ୍ ରଃୟ୍କଃରି, ସେତି ହୁଣି ବାରାୟ୍ ଗାଲିଲି ଗଃଲା ।
44 For Jesus himself testified that a prophet has no honor in his own country.
ଗଟ୍ ବାବ୍ବାଦି ନିଜାର୍ ଦେସେ ମାନ୍ତି ନଃହାୟ୍ ବଃଲି ଜିସୁ ନିଜେ ସାକିଦିଲା ।
45 So when he came into Galilee, the Galileans received him, having seen all the things that he did in Jerusalem at the feast, for they also went to the feast.
ଆରେକ୍ ଜଃଡେବଃଳ୍ ଜିସୁ ଗାଲିଲି ହଚ୍ଲା, ଲକ୍ମଃନ୍ ଜିସୁକେ ହଃଟଳି ନିଲାୟ୍, କାୟ୍ତାକ୍ବଃଲେକ୍ ମୁକ୍ତି ହଃର୍ବ୍ ବଃଳ୍ ଜିସୁ ଜିରୁସାଲମେ କଃରିରିଲା କାମ୍ ସଃବୁ ସେମଃନ୍ ଦଃକି ରିଲାୟ୍ । ବଃଲେକ୍ ସେମଃନ୍ ସେ ହଃର୍ବେ ଜାୟ୍ରିଲାୟ୍ ।
46 Jesus came therefore again to Cana of Galilee, where he made the water into wine. There was a certain nobleman whose son was sick at Capernaum.
ତାର୍ ହଃଚେ ଗାଲିଲିର୍ କାନା ଗାଉଁଏ ବାଉଳ୍ଲା, ସେତି ସେ ହାଣିକ୍ ଅଙ୍ଗୁର୍ ରଃସ୍ କଃରିରିଲା । ସେତି ଗଟ୍ ରାଜ୍ ଗୁମୁସ୍ତା ରିଲା ଆର୍ ତାର୍ ହୟ୍ସି କପୁର୍ନାହୁମ୍ ଗଃଳେ ମଃଳୁ ହଃଳି ରିଲା ।
47 When he heard that Jesus had come out of Judea into Galilee, he went to him, and pleaded with him that he would come down and heal his son, for he was close to death.
ସଃଡେବଃଳ୍ ସେ ରାଜ୍ ଗୁମୁସ୍ତା ଜିସୁ ଜିଉଦା ତଃୟ୍ହୁଣି ଗାଲିଲି ଆୟ୍ଲା ଆଚେ ବଃଲି ସୁଣି, ସେ ଜିସୁର୍ ଚଃମେ ଆୟ୍ଲା ଆର୍ କପୁର୍ନାହୁମ୍ ଜାୟ୍ ତାର୍ ହୟ୍ସିକ୍ ଉଜ୍ କଃରୁକେ ଗଃଉଆରି କଃରୁକେ ଦଃର୍ଲା, ବଃଲେକ୍ ତାର୍ ହୟ୍ସି ମଃରୁକ୍ କଃଣ୍ଡେକ୍ ରିଲା ।
48 Jesus therefore said to him, "Unless you see signs and wonders, you will in no way believe."
ସେତାକ୍ ଜିସୁ ତାକେ କୟ୍ଲା, “ଚିନ୍ ଆର୍ କାବା ଅଃଉତା କାମ୍ମଃନ୍ ନଃଦେକ୍ଲେକ୍ ତୁମିମଃନ୍ କଃବେ ହେଁ ସଃତ୍ ନଃକେରାସ୍ ।”
49 The nobleman said to him, "Sir, come down before my child dies."
ରାଜ୍ ଗୁମୁସ୍ତା ଜିସୁକେ କୟ୍ଲା, “ଏ ମାପ୍ରୁ, ମର୍ ହିଲା ମଃର୍ତା ଆଗ୍ତୁ ମର୍ ସଃଙ୍ଗ୍ ଆଉ ।”
50 Jesus said to him, "Go your way. Your son lives." The man believed the word that Jesus spoke to him, and he went his way.
ଜିସୁ ତାକେ କୟ୍ଲା, “ଜା, ତର୍ ହୟ୍ଦି ବଚ୍ଲାବେ ।” ଜିସୁ ସେ ଲକେ ଜୁୟ୍ କଃତା କୟ୍ଲା, ସେ କଃତା ସଃତ୍କଃରି ସେତି ହୁଣି ଗଃଲା ।
51 As he was now going down, his servants met him, saying that his son was alive.
ଆର୍ ସେ ଜଃଉଁଜଃଉଁ ତାର୍ ଗତିଦଃଙ୍ଗ୍ଳାମଃନ୍ ବାଟେ ବେଟ୍ଅୟ୍ ତର୍ ହିଲା ବଚ୍ଲାବେ ବଃଲି କୟ୍ଲାୟ୍ ।
52 So he inquired of them the hour when he began to get better. They said therefore to him, "Yesterday at one in the afternoon, the fever left him."
ସେତାକ୍ ରାଜ୍ ଗୁମୁସ୍ତା ସେମଃନ୍କେ ହଃଚାର୍ଲା, “କଃଡେବଃଳ୍ ହିଲା ଉଜ୍ ଅୟ୍ଲା ।” ସେତାକ୍, ତାର୍ ଦଃଙ୍ଗ୍ଳାମଃନ୍ କୟ୍ଲାୟ୍, “ଗଃଲା କାଲି ସାତ୍ ଗଃଟା ବେଳାୟ୍ ତାର୍ ଜଃର୍ ଚାଡ୍ଲି ।”
53 So the father knew that it was at that hour in which Jesus said to him, "Your son lives." He believed, as did his whole house.
ଇତାକ୍ ଉବାସି ବୁଜ୍ଲା ଜେ, ଜିସୁ ଜୁୟ୍ ବେଳାୟ୍ ତର୍ ହୟ୍ଦି ବଚ୍ଲାବେ ବଃଲି ତାକ୍ କୟ୍ରିଲା, ଟିକ୍ ସଃଡେବଃଳ୍ ଇ ଗଃଟ୍ଣା ଗଃଟ୍ଲି । ଆର୍ ସେ ନିଜେ ଆର୍ ତାର୍ ସଃବୁ ଗଃର୍ କୁଟୁମ୍ ଜିସୁକେ ବିସ୍ୱାସ୍ କଃଲାୟ୍ ।
54 This is again the second sign that Jesus did, having come out of Judea into Galilee.
ଜିସୁ ଜିଉଦା ତଃୟ୍ହୁଣି ଆରେକ୍ ଗଟ୍ତର୍ ଗାଲିଲିକେ ଆୟ୍ଲା ହଃଚେ, ସେ ଇତାର୍ ସଃଙ୍ଗ୍ ଦୁୟ୍ତର୍ ଅୟ୍ଲି କାବା ଅଃଉତା ଚିନ୍ କଃଲା ।