< Galatians 1 >
1 Paul, an apostle (not from humans, nor through humans, but through Jesus Christ, and God the Father, who raised him from the dead),
ମୁୟ୍ଁ ପାଉଲ୍ ଗଟେକ୍ ପେରିତ୍ । ମାନାୟ୍ ହୁଣି ନାୟ୍ କି ମାନାୟ୍ର୍ ଦଃୟ୍କଃରି ନାୟ୍, ମଃତର୍ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ଆର୍ ଜୁୟ୍ ଇସ୍ୱର୍ ଉବା ତାକେ ମଃଲା ଲକ୍ମଃନାର୍ ତଃୟ୍ହୁଣି ଉଟାୟ୍ଲା ତାର୍ ତଃୟ୍ହୁଣି ହାୟ୍ ଆଚି ।
2 and all the brothers who are with me, to the churches of Galatia:
ଆର୍ ମର୍ ସଃଙ୍ଗେ ରିଲା ସଃବୁ ବିସ୍ୱାସି ବାୟ୍ମଃନ୍ ଗାଲାତି ମଣ୍ଡ୍ଳିର୍ ବାୟ୍ବେଣିମଃନ୍କେ ଜୁଆର୍ ଜାଣାଉଁଲୁ ।
3 Grace to you and peace from God our Father, and the Lord Jesus Christ,
ଅଃମିମଃନାର୍ ଇସ୍ୱର୍ ଉବା ଆର୍ ମାପ୍ରୁ ଜିସୁ କ୍ରିସ୍ଟ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତୁମିମଃନ୍କେ ଅଃଉଅ ।
4 who gave himself for our sins, that he might deliver us out of this present evil age, according to the will of our God and Father— (aiōn )
ସେ ଅଃମାର୍ ଇସ୍ୱର୍ ଉବାର୍ ଇଚା ହଃର୍କାରେ ଇ ଅଃବାର୍ ଜଃଗତେ ହୁଣି ଅଃମିମଃନ୍କ୍ ମୁକ୍ଳାଉଁକ୍ ଅଃମିମଃନାର୍ ହାହାର୍ ଗିନେ ଅଃହ୍ଣାକ୍ ଦିଲା । (aiōn )
5 to whom be the glory forever and ever. Amen. (aiōn )
ଜୁଗେଜୁଗେ ଇସ୍ୱରାର୍ ଜଃଜ୍ମାନ୍ ଅଃଉଅ, ଆମେନ୍ । (aiōn )
6 I am astonished that you are so quickly deserting him who called you by the grace of Christ to a different "good news";
କ୍ରିସ୍ଟର୍ ଦଃୟାୟ୍ ଜେ ତୁମିମଃନ୍କେ କୁଦ୍ଲା, ତାର୍ ତଃୟ୍ହୁଣି ଜେ ଅଃଡେକ୍ ବେଗି ମଃନ୍ବାଦ୍ଲାୟ୍ ବିନ୍ ନିକ କବୁର୍ ତଃୟ୍ ଟାଣି ଅୟ୍ ଆଚାସ୍ ମଃନ୍ ଦଃୟ୍ ଆଚାସ୍, ଇତାକ୍ ମୁୟ୍ଁ କାବା ଅଃଉଁଲେ ।
7 and there is not another "good news." Only there are some who trouble you, and want to pervert the Good News of Christ.
ସେରି “ବିନ୍ ନିକ କବୁର୍ ହେଁ ନାୟ୍,” ମଃତର୍ କଃତେକ୍ ତୁମିମଃନ୍କେ ବୁଲ୍କାଉଁଲାୟ୍ ତିର୍ ନଃକେରୁଲାୟ୍ । ଆର୍ କ୍ରିସ୍ଟର୍ ନିକ କବୁର୍କେ କଃରାବ୍ କଃରୁକେ ମଃନ୍ କଃରୁଲାୟ୍ ।
8 But even though we, or an angel from heaven, should preach to you a "good news" other than that which we preached to you, let him be cursed.
ମଃତର୍ ଜୁୟ୍ ନିକ କବୁର୍ ଅଃମିମଃନ୍ ତୁମାର ତଃୟ୍ ପର୍ଚାର୍ କଃରି ଆଚୁ, ଜଦି ଅଃମିମଃନ୍ କି ସଃର୍ଗ୍ଦୁତ୍ ଅୟ୍ଲେକ୍ ହେଁ ଜେହେଁ ତାର୍ ତଃୟ୍ହୁଣି ବିନ୍ ନିକ କବୁର୍ ପର୍ଚାର୍ କଃରେଦ୍ ତଃବେ ସେ ସାଇପ୍ହାଅ
9 As we have said before, so I now say again: if anyone preaches to you a "good news" other than that which you received, let him be cursed.
ଜଃନ୍କଃରି ଅଃମିମଃନ୍ ହୁର୍ବେ କୟ୍ ଆଚୁ, ସେନ୍ହର୍ ମୁୟ୍ଁ ଅଃବେ ଆରେକ୍ କଃଉଁଲେ । ଜୁୟ୍ ନିକ କବୁର୍ ତୁମିମଃନ୍ ଦଃରିରିଲାସ୍ ତାର୍ ତଃୟ୍ହୁଣି ଜଦି କୁୟ୍ଲକ୍ ତୁମାର୍ ତଃୟ୍ ବିନ୍ ନିକ କବୁର୍ ପର୍ଚାର୍ କଃରେଦ୍ ତଃବେ ସେ ସାଇପ୍ ହାଅ ।
10 For am I now seeking the favor of people, or of God? Or am I striving to please people? For if I were still pleasing people, I would not be a servant of Christ.
ମୁୟ୍ଁ କି ଅଃବେ ମାନାୟ୍ ମଃନ୍କାର୍ କି ଇସ୍ୱରାର୍ ଲାଡାର୍ ଅଃଉଁକେ ଜଃତୁନ୍ କଃରୁଲେ? ଆର୍ ମାନାୟ୍ମଃନ୍କେ କାୟ୍ ସଃନ୍ମତ୍ କଃରୁକେ ଉପାୟ୍ କଃରୁଲେ, ଜଦି ମୁୟ୍ଁ ଅଃବେ ହେଁ ମାନାୟ୍ମଃନ୍କେ ସଃନ୍ମତ୍ କଃର୍ତି ରିଲେହୁଣି ତଃବେ ମୁୟ୍ଁ କ୍ରିସ୍ଟର୍ ଗତିଦଃଙ୍ଗ୍ଳା ନୟ୍ଲେହୁଣି ।
11 But I make known to you, brothers, concerning the Good News which was preached by me, that it is not of human origin.
କାୟ୍ତାକ୍ବଃଲେକ୍ ଏ ବାୟ୍ବେଣିମଃନ୍ ଜୁୟ୍ ନିକ କବୁର୍ ମର୍ ତଃୟ୍ହୁଣି ପର୍ଚାର୍ ଅୟ୍ଆଚେ, ସେ କଃତାକ୍ ତୁମିମଃନ୍କେ ଜାଣାୟ୍ ଆଚି, ସେରି ମାନାୟ୍ର୍ ଇଚାୟ୍ ନାୟ୍ ।
12 For neither did I receive it from a human, nor was I taught it, but it came to me through revelation of Jesus Christ.
ବଃଲେକ୍ ମୁୟ୍ଁ ସେରି ମାନାୟ୍ ତଃୟ୍ହୁଣି ହାୟ୍ ନଃକେରି କି ସିକି ନଃକେରି ମଃତର୍ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ହାୟ୍ ଆଚି ।
13 For you have heard of my former way of life in Judaism, how I severely persecuted the church of God, and tried to destroy it.
ହୁର୍ବେ ଜିଉଦି ଦଃର୍ମକେ ମର୍ ଚାଲ୍ଚାଲ୍ତି କଃତାୟ୍ ତୁମିମଃନ୍ ତ ସୁଣି ଆଚାସ୍, ମୁୟ୍ଁ ଇସ୍ୱରାର୍ ମଣ୍ଡ୍ଳିକେ ଦୁକ୍କଃସ୍ଟ ଦେତିରିଲେ, ଆର୍ ତାକେ ନସ୍ଟ୍ କଃରୁକେ ଦଃକ୍ତିରିଲେ ।
14 I advanced in Judaism beyond many of my own age among my countrymen, being more exceedingly zealous for the traditions of my fathers.
ଆର୍ ଅଃମାର୍ ଦାଦି ମଃନ୍କାର୍ ଅୟ୍ ଆସ୍ତା ରିତିବିଦି ଗିନେ ବଃଳେ ସଃର୍ଦା ଅୟ୍ ମର୍ ସଃଙ୍ଗାର୍ ବଃୟ୍ସାର୍ ନିଜ୍ ଜାତିର୍ ଲକ୍ମଃନ୍କାର୍ ବିତ୍ରେ ଅଃଦିକ୍ ଦଃର୍ମେ ଜାତିରିଲେ ।
15 But when God, who had set me apart from my mother's womb and called me through his grace, was pleased
ମଃତର୍ ଜୁୟ୍ ଇସ୍ୱର୍ ମର୍ ଆୟାର୍ ହେଟେ ହୁଣି ମକେ ବାଚିରିଲା, ଆର୍ ଅଃହ୍ଣାର୍ ଦଃୟାୟ୍ ତାକେ ସେବାକଃରୁକେ ମକେ କୁଦିରିଲା ।
16 to reveal his Son to me, that I might preach him among those who are not Jewish, I did not immediately confer with flesh and blood,
ସେ ଜଃଡ୍ବଃଳ୍ ଅଃହ୍ଣାର୍ ହୟ୍ସିକ୍ ମର୍ ତଃୟ୍ ଜାଣାଉଁକ୍ ମଃନ୍ କଃଲା, ଜଃନ୍କଃରି ମୁୟ୍ଁ ଅଜିଉଦି ବିତ୍ରେ ତାକେ ପର୍ଚାର୍ କଃରିନ୍ଦ୍, ସଃଡେବଃଳ୍ ମୁୟ୍ଁ ମାନାୟ୍ ସଃଙ୍ଗ୍ କଃତାବାର୍ତା କଃରୁକେ ଜାୟ୍ ନଃରିଲେ ।
17 nor did I go up to Jerusalem to those who were apostles before me, but I went away into Arabia. Then I returned to Damascus.
କି ମର୍ ହୁର୍ବେ ବାଚ୍ଲା ପେରିତ୍ ମଃନ୍କାର୍ ହାକ୍ ଜିରୁସାଲମ୍କେ ନଃଜାୟ୍ଁ ତଃତ୍କାଣ୍ ଆରବ୍କେ ବାରୟ୍ଗଃଲେ, ଆରେକ୍ ମୁୟ୍ଁ ଦମେସକ୍କେ ବାଉଳି ଆୟ୍ଲେ ।
18 Then after three years I went up to Jerusalem to see Cephas and get information from him, and stayed with him fifteen days.
ତାର୍ ହଃଚେ ତିନି ବଃର୍ସ୍ ଗଃଲାକେ ମୁୟ୍ଁ କେପା ସଃଙ୍ଗ୍ ବେଟ୍ ଅଃଉଁକ୍ ଜିରୁସାଲମ୍କେ ଗଃଲେ; ଆର୍ ତାର୍ ସଃଙ୍ଗ୍ ହଃନ୍ଦ୍ର ଦିନ୍ ରିଲେ ।
19 But of the other apostles I saw no one, except James, the Lord's brother.
ମଃତର୍ ମାପ୍ରୁର୍ ବାୟ୍ସି ଜାକୁବ୍କେ ଚାଡି ପେରିତ୍ ମଃନାର୍ ବିନ୍ କାକେ ନଃଦେକ୍ଲେ ।
20 Now about the things which I write to you, look, before God, I'm not lying.
ମୁୟ୍ଁ ଜୁୟ୍ସଃବୁ କଃତା ତୁମିମଃନ୍କେ ଲେକୁଲେ ସେରି ସଃତ୍, ଦଃକା ଇସ୍ୱର୍ ଜାଣୁଲା, ମୁୟ୍ଁ ମିଚ୍ ନଃକୟ୍ଁ ।
21 Then I came to the regions of Syria and Cilicia.
ହଃଚେ ମୁୟ୍ଁ ସିରିଆ ଆର୍ କିଲିକିଆକେ ଗଃଲେ ।
22 I was still unknown by face to the churches of Judea which were in Christ,
ଜିଉଦା ରାଜିର୍ କ୍ରିସ୍ଟର୍ ମଣ୍ଡ୍ଳିମଃନାର୍ ହାକ୍ ମୁୟ୍ଁ ନିଜ୍କେ ଜାଣାୟ୍ ନଃରିଲେ ।
23 but they only heard: "He who once persecuted us now preaches the faith that he once tried to destroy."
ସେମଃନ୍ ଅଃବ୍କା ସୁଣ୍ତିରିଲାୟ୍, ଜୁୟ୍ ଲକ୍ ହୁର୍ବେ ଅଃମିମଃନ୍କ୍ କଃସ୍ଟ୍ ଦେତିରିଲା, ଗଟ୍ଦିନ୍ ଜୁୟ୍ ବିସ୍ୱାସ୍କେ ନଃସ୍ଟ୍କଃରୁକ୍ ଦଃର୍ତିରିଲା, ସେରି ଅଃବେ ପର୍ଚାର୍ କଃରୁଲା ।
24 And they glorified God because of me.
ଆର୍ ସେତାକ୍ ସେମଃନ୍ ମର୍ ଗିନେ ଇସ୍ୱରାର୍ ଗୁଣ୍ କଃଉତି ରିଲାୟ୍ ।