< 2 Corinthians 12 >
1 It is necessary to boast, though it is not profitable. But I will come to visions and revelations of the Lord.
୧ସେନ୍ତାର୍ଆଲେ ମୁଇ ବଡ୍ପନ୍ ଅଇ କଇଲା ଟାନେ କାଇ ଲାବ୍ ନଇଲେ ମିସା ମୁଇ ବଡ୍ପନ୍ ଅଇ କାତା ଅଇବି । ଏବେ ମୁଇ ଦର୍ସନ୍ ବିସଇ ଆରି ମାପ୍ରୁ ମକେ ଜାନାଇଲା ବିସଇ ତମ୍କେ କଇବି ।
2 I know a man in Christ, fourteen years ago (whether in the body, I do not know, or whether out of the body, I do not know; God knows), such a one was caught up into the third heaven.
୨ମୁଇ ଜାନିରଇବା ଗଟେକ୍ ବିସ୍ବାସି ଆଚେ । ଜାକେ କି ଚଉଦ ବରସର୍ ଆଗେ ସର୍ଗେ ନେଲାଇ । ସେ ସତ୍ରେ ସର୍ଗେ ଗାଲା କି ତାକେ ଦର୍ସନେ ସେ ସରଗ୍ ଦେକାଇଅଇଲା କି ନାଇ ବଲି ମୁଇ ନାଜାନି । ସେଟା ପର୍ମେସର୍ ସେ ଜାନେ ।
3 I know such a man (whether in the body, or apart from the body, I do not know; God knows),
୩ମାତର୍ ମୁଇ ଜାନିଆଚି, ତାକେ ସର୍ଗେ ନେଲାଇ ବଲି । ମୁଇ ଆରି ତରେକ୍ କଇଲିନି ସେ ସତଇସେ ତେଇ ଗାଲା କି ଦର୍ସନେସେ ସରଗ୍ ଦେକାଇ ଅଇରଇଲା, ସେଟା ମୁଇ ନାଜାନି । ସେଟା ପର୍ମେସର୍ସେ ଜାନେ ।
4 how he was caught up into Paradise, and heard unspeakable words, which it is not lawful for a human to utter.
୪ଆରି ସେ ତେଇ ରଇଲାବେଲେ ଲକର୍ ବାସାଇ କାତା ନ ଅଇବା ବିସଇ ସୁନ୍ଲା । ଜନ୍ଟା ମୁନୁସ୍ ମନର୍ କଇବାର୍ ଅଦିକାର୍ ନାଇ, ସେଟା ମିସା ସେ ସୁନ୍ଲା ।
5 On behalf of such a one I will boast, but on my own behalf I will not boast, except in my weaknesses.
୫ଏ ଲକର୍ ବିସଇନେଇ ମୁଇ ବଡ୍ପନ୍ ଅଇ କାତା ଅଇବି, ମାତର୍ ମର୍ ନିଜର୍ ବିସଇନେଇ ବଡ୍ପନ୍ ଅଇ କାତା ନ ଅଇ । ମର୍ ଦୁର୍ବଲ୍ ରଇବା ବିସଇଟାନେସେ ମୁଇ ବଡ୍ପନ୍ ଅଇବି ।
6 For if I would desire to boast, I will not be foolish; for I will speak the truth. But I refrain, so that no one may think more of me than that which he sees in me, or hears from me.
୬ମୁଇ ଜଦି ବଡ୍ପନ୍ ଅଇ କାତା ଅଇବାକେ ମନ୍ କଲେ, ସେଟା ବୁଦି ନ ରଇଲା ଲକ୍ ବଡ୍ପନ୍ ଅଇଲାପାରା ନ ଅଏ । ମୁଇ କଇବାଟା ସବୁ ସତ୍ । ମାତର୍ ମୁଇ ବଡ୍ପନ୍ ଅଇକରି କାତା ନ ଅଇ । କାଇକେବଇଲେ ଲକ୍ମନ୍ କେଡେବେଲେ ମିସା ମକେ ମୁଇ ଜେତ୍କି ଆଚି, ତାର୍ତେଇଅନି ଅଦିକ୍ ଗଟେକ୍ ବଡ୍ ଲକ୍ ଇସାବେ ଦେକ୍ବାଇ । ମୁଇ କର୍ବା କାମ୍ ଦେକିକରି ଆରି ମୁଇ କଇବା କାତା ସୁନିକରିସେ ସେମନ୍ ମାନ୍ବାଇ ।
7 And because of the surpassing greatness of the revelations, therefore, to keep me from exalting myself, there was given to me a thorn in the flesh, a messenger of Satan to pound away at me, to keep me from exalting myself.
୭ମୁଇ ପର୍ମେସର୍ ଟାନେଅନି ବେସି ବଡିଆ ଦର୍ସନ୍ ପାଇଲିଆଚି ବଲିକରି ବଡ୍ପନ୍ ନ ଅଇବାକେ ପର୍ମେସର୍ ମକେ ଦୁକାଇବା ଗଟେକ୍ ରଗ୍ ଦେଲା । ଏ ରଗ୍ ସଇତାନର୍ ଦୁତ୍ପାରା ମାର୍ବାକେ ମର୍ ଗାଗଡେ ଆଚେ । ଜେନ୍ତି କି ମୁଇ ଆରି ବଡ୍ପନ୍ ନ ଅଇ ।
8 Concerning this thing, I pleaded with the Lord three times that it might depart from me.
୮ଏ ରଗ୍ ମର୍ଟାନେଅନି ଦାରିଜାଅ ବଲି ମୁଇ ତିନ୍ତର୍ ମାପ୍ରୁକେ ଗୁଆରି କଲି ।
9 He has said to me, "My grace is sufficient for you, for power is made perfect in weakness." Most gladly therefore I will rather glory in my weaknesses, that the power of Christ may rest on me.
୯ମାତର୍ ସେ ଏନ୍ତାରି କଇଲା, “ତମ୍କେ ଜେତ୍କି ସବୁ ଲଡା ଆଚେ, ମର୍ ଜିବନ୍ ଦୁକାଇଲାଟା, ସେଟା ପୁରାପୁରୁନ୍ କର୍ବାକେ ଅଇସି । କାଇକେବଇଲେ ଜେଡେବେଲେ ତୁଇ ଦୁର୍ବଲ୍ ରଇସୁ, ସେବେଲେ ମର୍ ବପୁ ନିକକରି ଡିସ୍ସି ।” ତେବେ ମର୍ ଦୁର୍ବଲ୍ ବିସଇନେଇ ବଡ୍ପନ୍ ଅଇକରି କଇବାକେ ମକେ ବେସି ସାର୍ଦା ଲାଗ୍ସି । କାଇକେବଇଲେ ମୁଇ ଦୁର୍ବଲ୍ ରଇଲାବେଲେ କିରିସ୍ଟର୍ ବପୁ ମକେ ସାଇଜ କର୍ବାଟା ଜାନ୍ଲିନି ।
10 Therefore I take pleasure in weaknesses, in injuries, in necessities, in persecutions, in distresses, for Christ's sake. For when I am weak, then am I strong.
୧୦ସେଟାର୍ ପାଇ ମକେ କିରିସ୍ଟର୍ ଲାଗି ଜେତ୍କି ସବୁ ଗଟ୍ସି, ମୁଇ ସାର୍ଦା ଅଇ ରଇବି । ଜେନ୍ତିକି ମର୍ଗାଗଡ୍ ଦୁର୍ବଲ୍ ରଇଲେ ମିସା, ନିନ୍ଦା ପାଇଲେ ମିସା, ଦୁକ୍ କସ୍ଟ ଅଇରଇଲେ ମିସା, ଆରି ସାଦ୍ବାନ୍ଦ୍ ଅଇ ଦୁକ୍ କସ୍ଟ ପାଇଲେ ମିସା । କାଇକେବଇଲେ ଜେଡେବେଲେ ମୁଇ ଦୁର୍ବଲ୍ ଅଇଆଚି, ସେଡ୍କି ବେଲେ ମୁଇ ବପୁ ଅଇଆଚି ।
11 I have become foolish. You compelled me, for I ought to have been commended by you, for in nothing was I inferior to the very best apostles, though I am nothing.
୧୧ନିଜେ ବଡ୍ ଅଇବାକେ ମୁଇ ବକୁଆ ଲକର୍ ପାରା ଅଇଲିନି । ମାତର୍ ମୁଇ ତମ୍କେ ଦସ୍ ଦେଲିନି । କାଇକେବଇଲେ ତମେ ଜଦି ମକେ ସନ୍ମାନ୍ ଦେଇତାସ୍, ମୁଇ ଏନ୍ତାରି ନ କର୍ତି । ମୁଇ କାଇ କାମେ ନାଇ, ବଲି କେତେଲକ୍ କଇଲେ ମିସା ତମର୍ ସେ ପେରିତ୍ମନର୍ ଟାନେ ଅନି ଉନା ନଇ ।
12 Truly the signs of an apostle were worked among you in all patience, in signs and wonders and mighty works.
୧୨ଜେଡେବେଲେ ମୁଇ ତମର୍ଟାନେ ରଇଲି, ସେ ବେଲେ ମୁଇ ମୁର୍ଚିକରି ରଇବା କାବା ଅଇଜିବା କାମ୍ମନ୍ ଆରି ଚିନ୍ମନ୍ ତମେ ଦେକିରଇଲାସ୍ । ସେଟା ଦେକି ମୁଇ ଗଟେକ୍ ପେରିତ୍ ବଲି ତମେ ଜାନ୍ଲାସ୍ ।
13 For what is there in which you were made inferior to the rest of the churches, unless it is that I myself was not a burden to you? Forgive me this wrong.
୧୩ବିନ୍ ମଣ୍ଡଲିମନ୍କେ ମୁଇ ଜାଇଟା କରିରଇଲି, ସେ ସମାନ୍ ବିସଇସେ ତମର୍ପାଇ ମିସା କଲି । ଏତ୍କି ସେ ଜେ ତମ୍କେ ବୁତି ମାଙ୍ଗି ତମର୍ ଉପ୍ରେ ବଜ୍ ଚାପାଇନାଇ । ଜଦି ସେଟା ମର୍ ବୁଲ୍ ଅଇଲା ଆଚେ ବଇଲେ ମକେ କେମା କରିଦିଆସ୍ ।
14 Look, for the third time I am ready to come to you, and I will not be a burden to you; for I seek not what is yours, but you. For the children ought not to save up for the parents, but the parents for the children.
୧୪ଦେକା, ଏଟା ସଙ୍ଗ୍ ତିନ୍ ତର୍ ଅଇଲାବେ ମୁଇ ତମର୍ଲଗେ ବୁଲି ଆଇବି ବଲି ଜାଗିଆଚି । ଆଗର୍ ପାରା ଏବେ ମିସା ତମର୍ଟାନେ ଅନି କାଇଟା ନ ମାଙ୍ଗି । ତମେ ଦେବାଟା ମୁଇ ମନ୍ କରିନାଇ, ତମର୍ ଆଲାଦ୍ ମନ୍ କଲିନି । ଏନ୍ତାରି ନଏଁ ଜେ ପିଲାମନ୍ ଆୟା ବାବାର୍ପାଇ ସଙ୍ଗଇବାଇ, ମାତର୍ ଆୟାବାବା ପିଲାମନର୍ ପାଇ ସଙ୍ଗଇବାର୍ ଆଚେ ।
15 I will most gladly spend and be spent for your souls. If I love you more abundantly, am I loved the less?
୧୫ସତଇସେ ମର୍ ଜେତ୍କି ସବୁ ଆଚେ, ସେଟା ସବୁଜାକ ତମ୍କେ ଦେବାକେ ମୁଇ ସାର୍ଦା ଅଇବି । ଜେନ୍ତାରି କି ତମ୍କେ ସାଇଜ କର୍ବାକେ ମର୍ ଗାଗଡ୍ ମିସା ସର୍ପି ଅଇଦେବି । ତମର୍ ପାଇ ରଇବା ମର୍ ଆଲାଦ୍ ଅଦିକ୍ ଅଦିକ୍ ଅଇ ଆଇଲାନି, ମାତର୍ ମର୍ ପାଇ ରଇବା ତମର୍ ଆଲାଦ୍ ଉନା ଅଇ ଆଇଲାନି ।
16 But be it so, I did not myself burden you. But, being crafty, I caught you with deception.
୧୬ମୁଇ ତମର୍ଟାନେଅନି ବୁତି ମାଙ୍ଗିନାଇ, ସେଟା ସତ୍ ବଲି ତମେ କଇଲାସ୍ନି, ମାତର୍ ତମର୍ ବିତ୍ରେ କେତେ ଲକ୍ କଇଲାଇନି, ଜେ ମୁଇ ଚାଲାକି ଆରି ମର୍ ଲାଗି ତମେ ନାଡାଇଅଇଲାସ୍ ।
17 Did I take advantage of you by anyone of them whom I have sent to you?
୧୭ମୁଇ ତମ୍କେ କେନ୍ତି ନାଡାଇଲି? ମୁଇ ତମର୍ ଲଗେ ଜନ୍ ଲକ୍ମନ୍କେ ପାଟାଇ ରଇଲି, ସେମନର୍ ଦେଇ ନାଡାଇଲି କି?
18 I exhorted Titus, and I sent the brother with him. Did Titus take any advantage of you? Did not we walk in the same spirit? Did not we walk in the same steps?
୧୮ମୁଇ ତିତସ୍କେ ତମର୍ ଲଗେ ଜିବାକେ ବାବୁଜିଆ କଲି । ଆରି ତାର୍ସଙ୍ଗ୍ ଜିବାକେ ଗଟେକ୍ ବିସ୍ବାସି ବାଇକେ ମିସା ପାଟାଇରଇଲି । ତିତସ୍କାଇ ତମର୍ ଲଗେ ଅନି କାଇଟା ଲାବ୍ କଲା ଆଚେ କି? ତିତସ୍ ତମ୍କେ ନାଡାଇଲା ବଲି ତମେ କଇନାପାରାସ୍ । କାଇକେବଇଲେ, ସେ ଆରି ମୁଇ, ଆମେ ସୁକଲ୍ କାମର୍ ପାଇସେ ଏଟା କଲୁନି ।
19 Have you been thinking all this time that we have been defending ourselves before you? In the sight of God we speak in Christ; and all things, beloved, are for your edifying.
୧୯ଆମେ ତମର୍ ବିରୁଦେ କାଇ ଦସ୍ କରୁନାଇ ବଲି ତମ୍କେ ଦେକାଇ ଅଇବାକେ ଚେସ୍ଟା କଲୁନି ବଲି ତମେ ବାବ୍ସା ମିସା । ମାତର୍ ସେନ୍ତାରି ନାଇ । ଆମେ କିରିସ୍ଟର୍ ଲକ୍ ଇସାବେ ପର୍ମେସରର୍ ମୁଆଟେ କାତା ଅଇଲୁନି । ଆଲାଦର୍ ମଇତର୍ମନ୍! ତମର୍ ଟାନେ ଆମେ ଜେତ୍କି ବିସଇ କଲୁଆଚୁ, ସେଟା ତମର୍ ବଲ୍ ପାଇ ।
20 For I am afraid that by any means, when I come, I might find you not the way I want to, and that I might be found by you as you do not desire; that by any means there would be strife, jealousy, outbursts of anger, factions, slander, whisperings, proud thoughts, riots;
୨୦ମୁଇ ବେସି ଚିନ୍ତାଇ ଆଚି, ମୁଇ ତମର୍ ଟାନେ ଆଇଲାବେଲେ, ମନ୍ ନ କର୍ବା ଚଲାଚଲ୍ତି ତମର୍ ବିତ୍ରେ ଦେକ୍ବି ମିସା । ସେନ୍ତାରି ଅଇଲେ, ମୁଇ ତମ୍କେ ଦମ୍କାଇବାକେ ପଡ୍ସି ଆରି ସେଟା ତମେ ମନ୍ ନ କରାସ୍ । ତେଇ କେତେଟା ଜୁଜିଆଲ୍ମନ୍, ଇଁସ୍ଲିଆମନ୍, ଦାପ୍ରେ ରିସା ଅଉମନ୍, ନିଜର୍ ବିସଇ ଦେକାଇ ଅଉମନ୍, ତାର୍ ବାଇମନ୍କେ ନିନ୍ଦା କରୁମନ୍, ତିପ୍ଲିଆମନ୍, ବଡ୍ପନିଆମନ୍, ଆରି ବିସ୍ବାସିମନ୍ ଗଟେକ୍ ମନ୍ ନ ଅଇଲାଟା ଦେକ୍ବି ।
21 that again when I come my God would humble me before you, and I would mourn for many of those who have sinned before now, and not repented of the uncleanness and sexual immorality and lustfulness which they committed.
୨୧ମୁଇ ଚିନ୍ତାଇ ଆଚି ଜେ, ମୁଇ ଆରିତରେକ୍ ଆଇଲାବେଲେ, ତମର୍ ମୁଆଟେ ମକେ ପର୍ମେସର୍ ଲାଜ୍ କରାଇସି । ଆରି ମୁଇ ବେସି ଦୁକ୍ ଅଇବି । କାଇକେବଇଲେ, ଆଗେ ଜେତ୍କି ଲକ୍ ପାପ୍ କରି ଆଚତ୍ ବଲି ମୁଇ ଜାନିଆଚି । ସେମନ୍ ଏବ୍କେ ଜାକ ତାକର୍ କାରାପ୍ ଚଲାଚଲ୍ତିର୍ ଲାଗି ମାନି ଅଅତ୍ ନାଇ । ଜନ୍ଟାକି ନିଜର୍ କାରାପ୍ ମନ୍ କଲା ଇସାବେ ବଁଚ୍ବାଟା ଆରି ବେସିଆ କାମ୍ କର୍ବାଟା ।