< Revelation 7 >

1 And after this, I saw four angels standing on the four quarters of the earth, holding the four winds of the earth, so that no wind would blow on the earth, or on the sea, or on any tree.
ତାର୍‌ପଚେ ଦର୍‌ତନିର୍‌ ଚାରିଟା କନେ ଚାରିଟା ଦୁତ୍‌ ଟିଆଅଇରଇବାଟା ମୁଇ ଦେକ୍‌ଲି । ଜେନ୍ତାରିକି କାଇ ପବନ୍‌ ଦର୍‌ତନି କି ସମ୍‌ଦୁରେ କି କାଇ ଗଚ୍‌ ଉପ୍‌ରେ ନ ଆଇବାକେ ପବନ୍‌କେ ଦାରି ଅଟକାଇ ରଇଲା ।
2 I saw another angel ascend from the sunrise, having the seal of the living God. He called out with a loud voice to the four angels to whom it was given to harm the earth and the sea,
ପୁରୁବ୍ ଦିଗେଅନି ଆରି ଗଟେକ୍‌ ଜିବନ୍‌ ରଇବା ପର୍‌ମେସରର୍‌ ସିଲ୍‌ ସଙ୍ଗ୍‍ ଆଇବାଟା ମୁଇ ଦେକ୍‌ଲି । ସେ ଦୁତ୍‌ ସେ ଚାର୍‌ଟା ଦୁତ୍‌ମନ୍‌କେ ଆଉଲି ଅଇ ଡାକି କଇଲା । ପର୍‌ମେସର୍‌ ସେମନ୍‌କେ ଦର୍‌ତନି ଆରି ସମ୍‌ଦୁର୍‌ ବିନାସ୍‌ କର୍‌ବାକେ ବପୁ ଦେଇରଇଲା ।
3 saying, "Do not harm the earth, neither the sea, nor the trees, until we have sealed the servants of our God on their foreheads."
ସେ ଦୁତ୍‌ କଇଲା ଆମର୍‌ ପର୍‌ମେସର୍‌କେ ସେବା କର୍‌ବା ଲକ୍‌ମନର୍‌ କାପାଲେ ଚିନ୍‌ ନ ଦେବା ଜାକ ଦର୍‌ତନିକେ କି ସମ୍‌ଦୁର୍‌କେ କି ଗଚ୍‌କେ ବିନାସ୍‌ ନ କରା ।
4 I heard the number of those who were sealed, one hundred forty-four thousand, sealed out of every tribe of the children of Israel:
ସେମନ୍‌ ସେ ଲକ୍‌ମନ୍‌କେ ଚିନ୍‌ କରି ସାରାଇଲା ପଚେ, ସଏ ଚାଲିସ୍‌ ଚାରି ଅଜାର୍‌ ଲକ୍‌ମନ୍‌କେ ଚିନ୍‌ ଦେଲୁ ବଲି ମକେ କଇଲା । ସେମନ୍‌ ଇସ୍‌ରାଏଲର୍‌ ବାର୍‌ଟା ବଁସେଅନି ରଇଲାଇ ।
5 of the tribe of Judah were sealed twelve thousand, of the tribe of Reuben twelve thousand, of the tribe of Gad twelve thousand,
ଜିଉଦା ବଁସେଅନି ବାରଅଜାର୍‌ । ସେନ୍ତାରିସେ ରୁବେନ୍‌ଅନି, ଗାଦ୍‌ ନାଉଁର୍‌ ଜାଗାଇଅନି ବାର ଅଜାର୍‌ ।
6 of the tribe of Asher twelve thousand, of the tribe of Naphtali twelve thousand, of the tribe of Manasseh twelve thousand,
ଆସ୍‌ରେଅନି, ନାପ୍‌ତାଲିଅନି, ମାନାସେଅନି, ବାରଅଜାର୍‌ ।
7 of the tribe of Simeon twelve thousand, of the tribe of Levi twelve thousand, of the tribe of Issachar twelve thousand,
ସିମିୟନ୍‌ଅନି, ଲବିଅନି, ଇସାକର୍‌ ତେଇଅନି ବାରଅଜାର୍‌ ।
8 of the tribe of Zebulun twelve thousand, of the tribe of Joseph twelve thousand, of the tribe of Benjamin were sealed twelve thousand.
ସବ୍‌ଲୁନେଅନି, ଜସେପେଅନି, ବନିୟମେଅନି, ବାରଅଜାର୍‌ ଲାକା ଚିନ୍‌ କଲାଇ ।
9 After these things I looked, and suddenly there was a great multitude, which no one could number, out of every nation and of all tribes, peoples, and languages, standing before the throne and before the Lamb, dressed in white robes, with palm branches in their hands.
ତାର୍‌ପଚେ ମୁଇଦେକ୍‌ଲି ଏଦେ ଦେକା! ତେଇ ଏତେକ୍‌ ମାନ୍ଦା ଲକ୍‌କେ ଦେକ୍‌ଲି ଜେ ସେ ଲକ୍‌ମନ୍‌କେ କେ ମିସା ଏଜି ନାପାରତ୍‌ । ସେମନ୍‌ ସବୁ ଜାତିଅନି, ବଁସେଅନି, ରାଇଜେଅନି, ଆରି ବାସାଇଅନି ଆସିରଇଲାଇ । ସେମନ୍‌ ବସ୍‍ବା ଜାଗାର୍‍ ମୁଆଟେ ଆରି ମେଣ୍ଡାପିଲାର୍‌ ମୁଆଟେ ଟିଆଅଇଲାଇ । ସେମନ୍‌ ଦବ୍‌ ଲୁଗାପିନ୍ଦିକରି ଆରି ଆତେ କଜ୍‌ରି ଡାଲ୍‌ ଦାରିରଇଲାଇ ।
10 They shouted with a loud voice, saying, "Salvation be to our God, who sits on the throne, and to the Lamb."
୧୦ସେମନ୍‌ ଆଉଲି ଅଇକରି କଇତେ ରଇଲାଇ, “ଆମର୍‌ ପର୍‌ମେସର୍‌ ଜେ କି ବସ୍‍ବା ଜାଗାଇ ବସିଆଚେ, ତାର୍‌ଟାନେଅନି ଆରି ମେଣ୍ଡା ପିଲାର୍‌ ଟାନେଅନି ମୁକ୍‌ତି ମିଲ୍‌ସି ।”
11 All the angels were standing around the throne, the elders, and the four living creatures; and they fell on their faces before the throne, and worshiped God,
୧୧ସବୁ ଦୁତ୍‌ମନ୍‌ ବସ୍‍ବା ଜାଗାର୍‍ ଆରି ପାର୍‌ଚିନ୍‌ ମନର୍‌ ଆରି ଚାରିଟା ଜିବନ୍‌ ରଇବା ପସୁମନର୍‌ ଚାରିବେଟ୍‌ତି ଟିଆଅଇଲାଇ । ତାର୍‌ପଚେ ସେମନ୍‌ ବସ୍‍ବା ଜାଗାର୍‍ ମୁଆଟେ ଡାଣ୍ଡାସନ୍‌ ପଡି ପର୍‌ମେସର୍‌କେ ଜୁଆର୍‌ କରି,
12 saying, "Amen. Blessing, glory, wisdom, thanksgiving, honor, power, and might, be to our God forever and ever. Amen." (aiōn g165)
୧୨କଇଲାଇ, ଆମେନ୍‌, ଦନିଅବାଦ୍‌, ମଇମା, ଗିଆନ୍‌, ଡାକ୍‌ପୁଟା, ବପୁ ଆରି ସକ୍‌ତି କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ଆମର୍‌ ପର୍‌ମେସର୍‌କେ ଅ । ଆମେନ୍‌, ବଲି କଇତେରଇଲାଇ । (aiōn g165)
13 One of the elders answered, saying to me, "These who are arrayed in white robes, who are they, and from where did they come?"
୧୩ପାର୍‌ଚିନ୍‌ ମନର୍‌ ବିତ୍‌ରେ ଅନି ଗଟେକ୍‌ ଲକ୍‌ ଆସିକରି ମକେ ପାଚାର୍‌ଲା, “ଏ ଲକ୍‌ମନ୍‌ କାଇକେ ଦବ୍‌ ଲୁଗା ପିନ୍ଦି ଆଚତ୍‌ ଆରି ସେମନ୍‌ କନ୍ତିଅନି ଆଇଲାଇ?”
14 So I said to him, "My lord, you know." He said to me, "These are the ones who came out of the great tribulation. They washed their robes, and made them white in the Lamb's blood.
୧୪ମୁଇ ତାକେ କଇଲି “ଆଗିଆ ମୁଇ ନାଜାନି, ତୁଇତା ଜାନୁସ୍‌ ।” ସେ ମକେ କଇଲା “ବେସି ବଡ୍‌ ତାଡ୍‌ନା ପଚେ ରକିଆ ପାଇ ଆଇଲାଇଆଚତ୍‌ । ମେଣ୍ଡାପିଲାର୍‌ ବନି ସଙ୍ଗ୍‍ ସେମନ୍‌ ତାକର୍‌ ବସ୍‌ତର୍‌ ଦଇକରି ଦବ୍‌ କଲାଇଆଚତ୍‌ ।”
15 Therefore they are before the throne of God, they serve him day and night in his temple. He who sits on the throne will spread his tabernacle over them.
୧୫ସେଟାର୍‌ ପାଇ ସେ ଲକ୍‌ମନ୍‌ ପର୍‌ମେସରର୍‌ ବସ୍‍ବା ଜାଗାର୍‍ ମୁଆଟେ ରଇ ତାର୍‌ ମନ୍ଦିରେ ଦିନ୍‌ ରାତି ତାକେ ସେବା କଲାଇନି । ଜେ ବସ୍‍ବା ଜାଗାଇ ବସ୍‌ଲାଆଚେ, ସେ ସେମନ୍‌କେ ରକିଆ କର୍‌ସି ।
16 They will hunger no more, neither thirst any more; neither will the sun beat on them, nor any heat;
୧୬ସେମନ୍‌କେ କେବେ ବୁକ୍‌ ନ ଲାଗେ କି ସସ୍‌ ନ କରେ । ବେଲ୍‌ କି ଅଦିକ୍‌ ତପି ରଇବା ତାତି ସେମନ୍‌କେ ପଡାଇନାପାରେ ।
17 for the Lamb who is in the midst of the throne shepherds them, and leads them to springs of waters of life. And God will wipe away every tear from their eyes."
୧୭କାଇକେବଇଲେ ବସ୍‍ବା ଜାଗାର୍‍ ମଜାଇ ରଇବା ମେଣ୍ଡାପିଲା, ସେ ଲକ୍‌ମନର୍‌ ସେବାକାରିଆ ଅଇସି, ଆରି ଜିବନ୍‌ ରଇବା ଗାଡ୍‌ବାଟେ ସେ ଲକ୍‌ମନ୍‌କେ ବାଟ୍‌କାଡାଇ ନେଇସି । ଆରି ପର୍‌ମେସର୍‌ ସେ ଲକ୍‌ମନର୍‌ ଆକିର୍‌ ଆଁସୁ ପୁଚି ଦେଇସି ।

< Revelation 7 >