< Revelation 19 >
1 After these things I heard something like a loud voice of a great multitude in heaven, saying, "Hallelujah. Salvation, glory, and power belong to our God:
୧ତାର୍ପଚେ ସର୍ଗେ ଗଟେକ୍ ଜାଗାଇ ମାନ୍ଦା ଲକ୍ ଆଉଲିଅଇକରି ଏନ୍ତାରି କଇବାଟା ମୁଇ ସୁନ୍ଲି । “ପର୍ମେସର୍କେ ଜୁଆର୍ କରା । ସେ ଆମ୍କେ ମୁକ୍ତି ଦେଲାଆଚେ । ଆମର୍ ପର୍ମେସର୍କେ ଡାକ୍ପୁଟା ଆରି ବପୁ ଅ ।”
2 for true and righteous are his judgments. For he has judged the great prostitute, who corrupted the earth with her sexual immorality, and he has avenged the blood of his servants at her hand."
୨ତାର୍ ବିଚାର୍ନା ଜାକ ସତ୍ ଆରି ଅନିଆଇ ନ ଅଇତେ ଜନ୍ ବେସିଆ ମାଇଜି ଗୁଲାଇ ଜଗତ୍କେ ତାର୍ କାରାପ୍ ଚଲାଚଲ୍ତି ସଙ୍ଗ୍ ନସାଇତେରଇଲା, ସେ ତାକେ ଦସ୍ ଦେଲାଆଚେ । ତାର୍ ଦାଙ୍ଗ୍ଡାମନ୍କେ ସେ ମରାଇଲାକେ ତାକେ ସେ ଡଣ୍ଡ୍ ଦେଲାଆଚେ ।
3 A second said, "Hallelujah. Her smoke goes up forever and ever." (aiōn )
୩ସେମନ୍ ଆରିତରେକ୍ ଆଉଲିଅଇଲାଇ । “ପର୍ମେସର୍କେ ଜୁଆର୍ କରା । ସେ ବଡ୍ ନଅର୍ ଜଇଲଗେ ପଡ୍ଲାର୍ପାଇ ଉଟ୍ଲା ଦୁଆଁ କେବେ ନ ସାରେ ।” (aiōn )
4 The twenty-four elders and the four living creatures fell down and worshiped God who sits on the throne, saying, "Amen. Hallelujah."
୪୨୪ ପାର୍ଚିନ୍ମନ୍ ଆରି ଚାର୍ଟା ଜିବନ୍ ରଇବା ପସୁମନ୍ ଡାଣ୍ଡାସନ୍ ପଡି ବସ୍ବା ଜାଗାଇ ବସିରଇବା ପର୍ମେସର୍କେ ଜୁଆର୍ କଲାଇ । ଆମେନ୍ ପର୍ମେସର୍ ଡାକ୍ପୁଟା ପାଅ । ବଇଲାଇ ।
5 A voice came forth from the throne, saying, "Give praise to our God, all you his servants, you who fear him, the small and the great."
୫ତାର୍ପଚେ ବସ୍ବା ଜାଗାଇଅନି ଗଟେକ୍ ସବଦ୍ ଆଇଲା । ସେଟା ଏନ୍ତାରି କଇଲା, “ଆମର୍ ପର୍ମେସର୍କେ ଜୁଆର୍ କରା । ତାର୍ ଦାଙ୍ଗ୍ଡାମନ୍, ଆକେ ନାମ୍ବା ଜେତ୍କି ସବୁ ବଡ୍ସାନ୍ ଲକ୍ମନ୍ ତାକେ ଜୁଆର୍କରା ।”
6 I heard something like the voice of a great multitude, and like the voice of many waters, and like the voice of mighty thunders, saying, "Hallelujah. For the Lord our God the Almighty reigns.
୬ତାର୍ପଚେ ଗଟେକ୍ ଜବର୍ ମାନ୍ଦା ଲକର୍ପାରା ଆରି ବେସି ସବଦ୍ କରି ଉପ୍ରେ ଅନି ଅଦର୍ତେରଇବା ଗଟେକ୍ ଜଲାପାରା ଆରି ଗୁଡ୍ଗୁଡ୍ ଅଇ ଆଇବା ଗଡ୍ଗଡି ପାରା ଗଟେକ୍ ସବଦ୍ ସୁନ୍ଲି । ସେମନ୍ ଏନ୍ତାରି କଇତେରଇଲାଇ “ପର୍ମେସର୍କେ ଜୁଆର୍ କରା । ଆମର୍ ମାପ୍ରୁ ସବୁର୍ଟାନେଅନି ବପୁର୍ଟା । ଆମର୍ ପର୍ମେସର୍ ଅଇଲାନି ମାପ୍ରୁ ।”
7 Let us rejoice and be exceedingly glad, and let us give the glory to him. For the marriage of the Lamb has come, and his wife has made herself ready."
୭ଆସା ଆମେ ସାର୍ଦା ସଙ୍ଗ୍ ଗିତ୍ନାଟ୍ କରୁ ଆରି ତାର୍ କାବାଅଇଜିବା କାମର୍ପାଇ ତାକେ ଡାକ୍ପୁଟା କରୁ, କାଇକେବଇଲେ ମେଣ୍ଡାପିଲାର୍ ବିବା ଅଇବା ବେଲା ଲଗେ କେଟ୍ଲାବେ । ଆରି ତାର୍ କନିଆଦାଙ୍ଗ୍ଡିକେ ବିବା ଅଇବାକେ ନିଜେ ତିଆର୍ କଲାଆଚେ ।
8 It was given to her that she would array herself in bright, pure, fine linen: for the fine linen is the righteous acts of the saints.
୮ତାକେ ସୁକଲ୍ ପିର୍ପିରା ଅଇ ଜକ୍ମକିଜିବା ବସ୍ତର୍ ପିନ୍ଦ୍ବାକେ ଦିଆଅଇଆଚେ । ପିର୍ପିରା ଲୁଗା ଅଇଲାନି, ପର୍ମେସରର୍ ଲକ୍ମନର୍ ଦରମ୍ କାମ୍ ।
9 He said to me, "Write, 'Blessed are those who are invited to the marriage supper of the Lamb.'" He said to me, "These are true words of God."
୯ତାର୍ପଚେ ଦୁତ୍ ମକେ କଇଲା, “ଏଟା ଲେକି ସଙ୍ଗଇର । ମେଣ୍ଡାପିଲାର୍ ବିବା ବଜିକେ ଜେତ୍କି ଲକ୍କେ ଡାକ୍ରା ଅଇଲାଆଚେ । ସେମନ୍ କେଡେକ୍ ନିକ କରମର୍ ଲକ୍ ।” ଆରି ଦୁତ୍ କଇଲା, “ଏଟା ପର୍ମେସରର୍ ସତ୍ ବାକିଅ ।”
10 I fell down before his feet to worship him. He said to me, "Look. Do not do it. I am a fellow servant with you and with your brothers who hold the testimony of Jesus. Worship God, for the testimony of Jesus is the Spirit of Prophecy."
୧୦ମୁଇ ତାକେ ଜୁଆର୍ କର୍ବି ବଲି ତାର୍ ଗଡେ ଡାଣ୍ଡାସନ୍ ପଡ୍ଲି, ମାତର୍ ସେ ମକେ କଇଲା, “ନିଚୁ, ମୁଇ ଆରି ତର୍ ସଙ୍ଗର୍ ବିସ୍ବାସି ବାଇମନ୍ ଜେତ୍କି ଲକ୍ ଆମେ ସବୁ ଜିସୁ ଜାନାଇରଇବା ସତ୍ ଦାରିଆଚୁ, ଆମେ ସବୁ ଅବ୍କା ଦାଙ୍ଗ୍ଡାମନ୍, ପର୍ମେସର୍କେ ଜୁଆର୍ କରା । କାଇକେବଇଲେ ଜିସୁ ଜନ୍ ସତ୍ ଜାନାଇଆଚେ, ସେଟାସେ ବବିସତ୍ ବକ୍ତାମନ୍କେ କାତାଅଇବାକେ ବପୁଦେଲାଆଚେ ।”
11 I saw the heaven opened, and suddenly there was a white horse, and he who sat on it is called Faithful and True. In righteousness he judges and makes war.
୧୧ତାର୍ପଚେ ସରଗ୍ ଉଗାଡି ଅଇଲାଟା ମୁଇ ଦେକ୍ଲି । ଆରି ଏଦେ ଦେକା! ଗଟେକ୍ ଦବ୍ ଗଡା ଆଇବାଟା ଡିସ୍ଲା । ଗଡା ଚାଲାଉର୍ ନାଉଁ ଅଇଲାନି ବିସ୍ବାସ୍ କର୍ବାଟା ଆରି ସତ୍ଟା । ସେ ଅନିଆଇ ନ କରି ତାର୍ ଜୁଇଦ୍ କର୍ସି ଆରି ଜିତ୍ସି ।
12 His eyes are a flame of fire, and on his head are many crowns. He had a name written which no one knows but he himself.
୧୨ତାର୍ ଆଁକି ଲାଗ୍ତେ ରଇବା ଜଇପାରା ରଇଲା । ଆରି ତାର୍ ମୁଣ୍ଡେ ବେସି ମୁକୁଟ୍ ପିନ୍ଦି ରଇଲା । ଜନ୍ ନାଉଁ ତାର୍ ଉପ୍ରେ ଲେକା ଅଇରଇଲା, ସେଟାକେ ଚାଡିଦେଲେ ଆରି କେ ନାଜାନିରଇଲାଇ ।
13 He is clothed in a garment dipped in blood. His name is called "The Word of God."
୧୩ତାର୍ ବସ୍ତର୍ ବନିତେଇ ବୁଡାଇଲାପାରା ରଇଲା । ତାର୍ ନାଉଁ ରଇଲା ପର୍ମେସରର୍ ବାକିଅ ।
14 The armies which are in heaven followed him on white horses, clothed in white, pure, fine linen.
୧୪ସର୍ଗର୍ ସନିଅମନ୍ ଦବ୍ ବସ୍ତର୍ ପିନ୍ଦିକରି ଆରି ଦବ୍ଗଡାଇ ବସି ତାର୍ ପଚେ ପଚେ ଜାଇତେରଇଲାଇ ।
15 Out of his mouth proceeds a sharp sword, that with it he should strike the nations. He will rule them with an iron scepter. He treads the winepress of the fierceness of the wrath of the God of hosts.
୧୫ତାର୍ ଟଣ୍ଡେଅନି ଗଟେକ୍ ଗଜିଆ କାଣ୍ଡା ବାରଇଲା । ସେଟାସଙ୍ଗ୍ ସେ ଏ ଜଗତର୍ ରାଇଜ୍ମନ୍କେ ଆରାଇସି । ସେ ଡାଟ୍ ସଙ୍ଗ୍ ତାକର୍ ଉପ୍ରେ ସାସନ୍ କର୍ସି । ବେସି ବପୁ ରଇବା ପର୍ମେସରର୍ ରିସା ସେମନ୍କେ ଦେକାଇସି । ସେ ତାର୍ ସତ୍ରୁମନ୍କେ ମାଣ୍ଡିକରି ରମ୍ଦିଦେଇସି । ଜେନ୍ତାରିକି ଅଙ୍ଗୁର୍ ପିଚ୍କିକରି ରସ୍ ବାର୍କରାଇସି ।
16 He has on his garment and on his thigh a name written, "King of kings, and Lord of lords."
୧୬ତାର୍ ବସ୍ତରେ, ଜଙ୍ଗେ, ଏ ନାଉଁ ଲେକାଅଇରଇଲା । “ସବୁରାଜାମନର୍ ଉପ୍ରେ ରଇବା ରାଜା, ସବୁ ମାପ୍ରୁମନର୍ ଉପ୍ରେ ରଇବା ମାପ୍ରୁ ।”
17 I saw an angel standing in the sun. He shouted with a loud voice, saying to all the birds that fly in the sky, "Come. Be gathered together to the great supper of God,
୧୭ତାର୍ପଚେ ଏଦେ ଦେକା ବେଲ୍ ଉପ୍ରେ ଗଟେକ୍ ଦୁତ୍ ଟିଆଅଇରଇବାଟା ମୁଇ ଦେକ୍ଲି । ଆକାସର୍ ମଜାଇ ଉଡ୍ତେରଇବା ଜେତ୍କି ସବୁ ଚଡଇମନ୍କେ ସେ ଆକ୍ମାରି କଇଲା “ଆସା ପର୍ମେସରର୍ ବଡ୍ ବଜିତେଇ ଜିବାକେ ସବୁଲକ୍ ଟୁଲ୍ଉଆ ।
18 that you may eat the flesh of kings, the flesh of captains, the flesh of mighty people, and the flesh of horses and of those who sit on them, and the flesh of all people both free and slave, and small and great."
୧୮ଆସା ଆରି ରାଜାମନର୍, ମୁକିଆମନର୍ ଆରି ସଇନମନର୍ ମାଉଁସ୍ କାଇବାକେ ଆସା । ଗଡାମନର୍ ଆରି ତାକେ ଚାଲାଉମନର୍, ବଡ୍ ସାନ୍ ଲକ୍ମନର୍, ବନ୍ଦି ଆରି ମୁକ୍ଲି ରଇବା ଲକ୍ମନର୍ ସବୁ ଲକର୍ ମାଉଁସ୍ କାଇବାକେ ଆସା ।”
19 I saw the beast, and the kings of the earth, and their armies, gathered together to make war against him who sat on the horse, and against his army.
୧୯ତାର୍ପଚେ ସେ ପସୁ, ଜଗତର୍ ରାଜାମନ୍ ଆରି ତାକର୍ ସନିଅମନ୍ ଜେ ଗଡା ଚାଲାଇତେରଇଲା ଆରି ତାର୍ସନିଅମନର୍ ସଙ୍ଗ୍ ଜୁଇଦ୍ କର୍ବାକେ ରୁଣ୍ଡ୍ଲାଟା, ମୁଇ ଦେକ୍ଲି ।
20 The beast was taken, and with him the false prophet who worked the signs in his sight, with which he deceived those who had received the mark of the beast and those who worshiped his image. These two were thrown alive into the lake of fire that burns with sulfur. (Limnē Pyr )
୨୦ତେଇ ପସୁକେ ବନ୍ଦିକରି ନେଲାଇ । ତାର୍ ସଙ୍ଗ୍ ଜନ୍ ମିଚ୍ କଇବା ବବିସତ୍ବକ୍ତା, ଜେ କି ତାର୍ ମୁଆଟେ କାବାଅଇଜିବା କାମ୍ମନ୍ କର୍ତେରଇଲା, ତାକେ ମିସା ବନ୍ଦିଗରେ ନେଲାଇ । ଏ କାବାଅଇଜିବା କାମ୍ମନର୍ ଲାଗି ସେ ଲକ୍ମନ୍କେ ନାଡାଇରଇଲା । ଜନ୍ ଲକ୍ମନ୍ କି ପସୁର୍ ଚିନ୍ ଗଦିଅଇକରି ତାର୍ ମୁର୍ତିକେ ଜୁଆର୍ କର୍ତେରଇଲାଇ ସେ ପସୁ ଆରି ମିଚ୍ କଇବା ବବିସତ୍ବକ୍ତା ଦୁଇଲକ୍ଜାକ ଜିବନ୍ ରଇତେ ଗନ୍ଦ୍ ଅଇତେରଇବା ଜଇର୍ ଗାଡେ ପିଙ୍ଗାଅଇଲା । (Limnē Pyr )
21 The rest were killed with the sword of him who sat on the horse, the sword which came forth out of his mouth. All the birds were filled with their flesh.
୨୧ଗଡା ଚାଲାଉର୍ ଟଣ୍ଡେଅନି ବାରଇ ଆଇବା କାଣ୍ଡା ସଙ୍ଗ୍ ତାକର୍ ସନିଅମନ୍ ମରିଗାଲାଇ । ସବୁ ଚଡଇମନ୍ ତାକର୍ ମାଉଁସ୍ ପେଟ୍ପୁର୍ତେ କାଇଲାଇ ।